ପୁଣି ୭ ପାକ୍ କ୍ରିକେଟ ଖେଳାଳି କରୋନା ସଂକ୍ରମିତ

ପାକ୍ କ୍ରିକେଟ୍ ପାଇଁ ଚାଲିଛି ଖରାପ ସମୟ । ପୂର୍ବରୁ ୩ ଜଣ ପାକ୍ କ୍ରିକେଟ ଖେଳାଳି କରୋନା ସଂକ୍ରମିତ ହୋଇଥିବାବେଳେ ମଙ୍ଗଳବାର ଆଉ ୭ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ମଙ୍ଗଳବାର ପାକ୍ କ୍ରିକେଟର…
Read More...

ପତଞ୍ଜଳି କରୋନା ଔଷଧ ଉପରେ ଆୟୂଷ ମନ୍ତ୍ରଣାଳୟର ପ୍ରତିବନ୍ଧକ

ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ପ୍ରସ୍ତୁତ କରୋନା ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ଆୟୁଷ ମନ୍ତ୍ରଣାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଲୋଡ଼ିବା ସହ ଏହାର ବିଜ୍ଞାପନ ବନ୍ଦ…
Read More...

କଂଗ୍ରେସ ଭବନ ଗଣ୍ଡଗୋଳ ତଦନ୍ତ କରିବ ରଞ୍ଜୀବ ବିଶ୍ବାଳ କମିଟି

ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ତାଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାର ଘଟିଥିବା ଗଣ୍ଡଗୋଳର ତଦନ୍ତ କରିବ ରଞ୍ଜିବ ବିଶ୍ବାଳ କମିଟି । ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ଏହି କମିଟିର ଅଧ୍ୟକ୍ଷ…
Read More...

ପାକିସ୍ତାନକୁ ରୋକଠୋକ୍ ଶୁଣାଇଲା ଭାରତ: ୭ ଦିନରେ ହାଇକମିଶନ କାର୍ଯ୍ୟାଳୟରୁ ଅଧା କର୍ମଚାରୀ ହଟାଅ

ନୂଆଦିଲ୍ଲୀସ୍ଥିତ  ହାଇ କମିଶନର ଅଫିସରୁ ଅଧା କର୍ମଚାରୀ ଫେରାଇ ନେବାକୁ ପାକିସ୍ଥାନକୁ ରୋକଠୋକ୍ କହିଛି ଭାରତ । ୭ ଦିନ ମଧ୍ୟରେ ପାକ୍ ହାଇ କମିଶନରଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ଅଧା ହେବା ଆବଶ୍ୟକ । ପାକିସ୍ତାନ…
Read More...

ଡାକ୍ତରଙ୍କ ଉପରେ ପୁରୀ ପୁଲିସର ଆକ୍ରମଣ ଭିଡ଼ିଓ ଭାଇରାଲ

ପୁରୀ : ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ କାର୍ଯ୍ୟରତ ଇଏନଟି ବିଶେଷଜ୍ଞ ଡାକ୍ତର ଆର.କେ. ଘଡେ଼ଇଙ୍କ ଉପରେ ପୁଲିସର ଆକ୍ରମଣ ଅଭିଯୋଗ । ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ ପାଇଁ ଓମସା…
Read More...

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରକ ଜବତ; ଦୁଇ ଡ଼୍ରାଇଭର ଗିରଫ

ସୋନପୁର: ବୌଦ୍ଧ ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବାବେଳେ ପୁଲିସ ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇକୁ ସୋନପୁର ନିକଟସ୍ଥ ହରଡ଼ଖୋଲ ଛକରୁ ଜବତ କରିଛି । ଏହି ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ମଧ୍ୟ ପୁଲିସ…
Read More...

ଟିକ୍ ଟକ୍ ଭିଡ଼ିଓ କରିବା ବେଳେ ନଦୀକୁ ଖସି ଛାତ୍ରୀ ମୃତ; ୩ ଜଣ ଉଦ୍ଧାର

ଜଗତସିଂହପୁର: ଚୀନ୍ ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନ କରିବା ପାଇଁ ଅନେକ ଦାବି ହେଉଛି । ଏପରିକି ଟିକ୍ ଟକ୍ ସୁଟିଂ କରିବା ବେଳେ ଅନେକ ଲୋକଙ୍କ ଜୀବନ ଯାଇଛି । ତଥାପି ଯୁବପିଢ଼ି ଚେତୁ ନାହାନ୍ତି । ଟିକ୍ ଟକ୍…
Read More...

ଭାରତ ସପକ୍ଷରେ ରୁଷ: ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ଲାଗି ଭାରତ ଦାବିଦାର

ମସ୍କୋ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ରୁଷ । ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବାକୁ ହକଦାର ବୋଲି କହିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ…
Read More...

ରାସ୍ତା ମଝିରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍

ବାଲିଚନ୍ଦ୍ରପୁର: ଚଣ୍ଡୀଖୋଲ-ପାରାଦ୍ବୀପ ଏକ୍ସପ୍ରେସ ହାଇୱେରେ ରାସ୍ତା ମଝିରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍ । ଟ୍ରକ୍ଟି ଏକ ହୋଟେଲ ଆଗରେ ଠିଆ ହୋଇଥିବାବେଳେ ଅକସ୍ମାତ ସେଥିରୁ ଧୂଆଁ ବାହାରିଥିଲା । ଚାହୁଁଚାହୁଁ…
Read More...

ଓପୋ ରେନୋ-୩ଏର ବଜାର ପ୍ରବେଶ

ଟୋକିଓ : ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଜାପାନର ରେନୋ ସିରିଜର ଅତ୍ୟାଧୁନିକ ହ୍ୟାଣ୍ଡସେଟ୍ ରେନୋ ୩ଏ ଲଞ୍ଚ କରିଛିା ଓପୋ ରେନୋ ୩ ଏ ସ୍ମାର୍ଟଫୋନରେ ଉପଭୋକ୍ତାଙ୍କୁ ଚାରୋଟି କ୍ୟାମେରା, ଏଚଡି ଡିସପ୍ଲେ ଏବଂ ଶକ୍ତିଶାଳୀ…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୧୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୧୨୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୩ ଜଣ, ପୁରୀରୁ ୧୭, କଟକରୁ ୧୪, ମୟୁରଭଞ୍ଜ ଜିଲାରୁ ୧୩,…
Read More...

ନୀଳଗିରି ଜେଲରେ ଚିକିତ୍ସାଧୀନ କଏଦୀର ମୃତ୍ୟୁ

ନୀଳଗିରି: ଏକ ଚୋରି ମାମଲାରେ ଗିରଫ ହୋଇ ଜେଲରୁ ମେଡିକାଲକୁ ଆସିଥିବା ଜଣେ ଚିକିତ୍ସାଧୀନ କଏଦୀର ମଙ୍ଗଳବାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ତଥା ଅଯୋଧ୍ୟା ଫାଣ୍ଡି ଅଧୀନ ବାଲିପାଳ…
Read More...

ଭୁବନେଶ୍ବରରୁ ଆଉ ୨ଆକ୍ରାନ୍ତ ଚିହ୍ନଟ , ସୁସ୍ଥ ହେଲେ ୫ଜଣ

ଭୁବନେଶ୍ବର : ଭୁବନେଶ୍ବରରେ ମଙ୍ଗଳବାର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନ ଥିବାବେଳେ ଓ ଅନ୍ୟ ଜଣେ ସ୍ଥାନୀୟ ସଂକମଣରୁ ସଂକ୍ରମିତ…
Read More...

ଗଡ଼ିଲାନି ରଥ ; ରେଢାଖୋଲରେ କୋରନା କଟକଣା ଭିତରେ ସରିଲା ରଥଯାତ୍ରା

ରେଢାଖୋଲ : ବର୍ଷ ବର୍ଷ ଧରି ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଗଡଜାତ ଅମଳରୁ ଚାଲି ଆସିଥିବା ପ୍ରସିଦ୍ଧ ରଥଯାତ୍ରା ଉପରେ ମହାମାରୀ କରୋନା ଭୂତାଣୁର ପ୍ରଭାବ ପଡ଼ିଛି। ଅନେକ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଚାଲି…
Read More...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ଵିଟ ଜରିଆରେ କହିଛନ୍ତି, “ମୁଁ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା…
Read More...

ଛାତରୁ ପଡି କମ୍ପାନୀ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ : ଛାତ ଉପରୁ ତଳକୁ ଖସିପଡି ଜଣେ କମ୍ପାନୀ କର୍ମଚାରୀର ମୄତ୍ୟ ହୋଇଥିବା ଜଣାପଡିଛି । ମୄତକ କର୍ମଚାରୀଙ୍କ ପରିଚୟ ମୋହନ ଭାଗୋଜୀ ମାଡିକ(୪୫)।  ଘର ମହାରାଷ୍ଟ୍ର ମୁମ୍ବାଇରେ ବୋଲି ଜଣାପଡିଛି। ସୂଚନା…
Read More...

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ; ଠାକୁର ଚାଲିଲେ ମାଉସୀ ଘର

ପୁରୀ: ସେବାୟତଙ୍କୁ ଛାଡ଼ି ଚାରିଆଡ଼ ଜନଶୂନ୍ୟ। ଏହାରି ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ଠାକୁରଙ୍କ ରଥ। ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଟାଣି ନେଇଥିଲେ ସେବାୟତ ଓ ପୁଲିସ କର୍ମଚାରୀ। ପ୍ରତି ରଥଯାତ୍ରାରେ ଲକ୍ଷାଧିକ…
Read More...

ନବନିଯୁକ୍ତ ଯୁବ ସଭାପତିଙ୍କୁ ବିରୋଧ; କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ  

ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ  ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି…
Read More...

ଭୋଡାଫୋନର ଡବଲ ଡାଟା ପ୍ଲାନ..

ନୂଆଦିଲ୍ଲୀ: କରୋନାର ପ୍ରଭାବ ଜାରି ରହିଥିବାରୁ ବିଭିନ୍ନ କମ୍ପନୀ ଓ୍ବାର୍କଫ୍ରମ ହୋମ ବ୍ୟବସ୍ଥା ଲାଗୁ କରିଥିବା ବେଳେ । ସ୍କୁଲ ଓ କଲେଜ ମାନଙ୍କରେ ଅନଲାଇନ ପାଠପଢା ଚାଲିଛି । ଏଭଳି ପରିସ୍ଥିତିରେ ଇଣ୍ଟରନେଟର ବ୍ୟବହାର…
Read More...

ରଥାରୂଢ ହେଲେ ୩ ଠାକୁର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଥିବା ୩ ରଥଙ୍କ ଅନ୍ତଘଟିଛି। ପହଣ୍ଡି ବିଜେ ନୀତି ଶେଷ ହୋଇଛି। ତିନି ରଥରେ ୩ ଠାକୁର ରଥାରୂଢ ହୋଇଛନ୍ତି। କରୋନା କରୋନା କଟକଣା ଭିତରେ କେବଳ…
Read More...

ଅଧିନାୟକ ଭାବେ ଦ୍ରାବିଡ଼ଙ୍କୁ ଉପଯୁକ୍ତ ଶ୍ରେୟ ମିଳି ନାହିଁ : ଗମ୍ଭୀର

ନୂଆଦିଲ୍ଲୀ : ବିଶ୍ବ କ୍ରିକେଟ୍‌ରେ ‘ଦି ୱାଲ୍‌’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ କେବଳ ଜଣେ ମହାନ୍‌ ବ୍ୟାଟସମ୍ୟାନ୍‌ ନୁହନ୍ତି ଜଣେ ଦକ୍ଷ ଅଧିନାୟକ ଥିଲେ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର। ଏକ…
Read More...

ଚୀନ୍‌ ନିର୍ମିତ ସରଞ୍ଜାମ ବ୍ୟବହାର ବନ୍ଦ କଲା ଭାରତୀୟ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ : ଗଲୱାନରେ ଚୀନ୍‌ ସେନା ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ ପାଇଁ ଭାରତର ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଚୀନ୍‌ ନିର୍ମିତ…
Read More...

ବିନା ଭକ୍ତରେ ଘୋଷଯାତ୍ରା, ଶ୍ରଦ୍ଧା ଓ ଭକ୍ତିର ବିଜୟ

ପୁରୀ : ଭକ୍ତଙ୍କ ବିଜୟ ହୋଇଛି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ବୁଝିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିନାଭକ୍ତରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ପୁରୀ ରଥଯାତ୍ରା ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି…
Read More...

ସଚିନ୍‍ ଅରାଜି ହେବା ପରେ ଗାଙ୍ଗୁଲିଙ୍କୁ ଭାରତର ନେତୃତ୍ୱ ମିଳିଥିଲା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ପ୍ରେମୀ ଅଳ୍ପବହୁତେ ଜାଣନ୍ତି ଯେ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ପଦରେ ବଜାୟ ରହିବାକୁ ଅରାଜି ହୋଇଥିଲେ। ଫଳରେ ୯୦ ଦଶକରେ ସୌରଭ ଗାଙ୍ଗୁଲିଙ୍କୁ ଭାରତର ଉଭୟ…
Read More...

ଭକ୍ତିର ଦେବତା ଶ୍ରୀଜଗନ୍ନାଥ

ବହୁ ମତ, ବହୁ ପନ୍ଥ, ବହୁ ସମ୍ପ୍ରଦାୟ। ସମସ୍ତେ କିନ୍ତୁ ସେଇ ଏକ ସତ୍ୟକୁ ଆଧାର କରି ଶ୍ରୀକ୍ଷେତ୍ର ପୁରୀକୁ ନିଜ ସାଧନା କ୍ଷେତ୍ର ବା ମତ ପ୍ରଚାରର କେନ୍ଦ୍ର ରୂପରେ ଗ୍ରହଣ କରିଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଆଉ…
Read More...

ବ୍ରହ୍ମ ତତ୍ତ୍ୱ ଓ ବିଗ୍ରହ ବିଜ୍ଞାନ

ପୁରୀ ମହୋଦଧି କୂଳରେ ଅବସ୍ଥିତ ନୀଳାଚଳ ଧାମରେ ଅଧିଷ୍ଠିତ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ସାନ୍ନିଧ୍ୟ ଏକ ଅଲୌକିକ ଆହ୍ୱାନ, ଯାହାକୁ ଭାଷାରେ ବୁଝେଇବା ସର୍ବଦା ଅସଂପୂର୍ଣ୍ଣ। ଜଗନ୍ନାଥଙ୍କୁ ‘ଦାରୁବ୍ରହ୍ମ’ କୁହାଯାଏ। ‘ଦାରୁ’…
Read More...

ଦାରୁବ୍ରହ୍ମଙ୍କ ଅପେକ୍ଷାରେ ତିନିରଥ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଆକର୍ଷଣୀୟ ଫୁଲ ଏବଂ କନାରେ ରଥଗୁଡିକୁ ସଜ୍ଜିତ କରାଯାଇଛି। ସୋମବାର ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତିପରେ ରଥଖଳାକୁ ଆଜ୍ଞାମାଳ…
Read More...

ଭାରତୀୟ ଯବାନ ପିନ୍ଧିବେ ସମ୍ପୂର୍ଣ୍ଣ ସ୍ବଦେଶୀ ପୋଷାକ

ନୂଆଦିଲ୍ଲୀ : ଭାରତୀୟ ଯବାନଙ୍କୁ ମିଳିବ ସମ୍ପୂର୍ଣ୍ଣ ସ୍ବଦେଶ ନିର୍ମିତ ସାଞ୍ଜୁ ‘ସର୍ବତ୍ର କବଚ’। ଏହି ପୋଷାକରେ ବ୍ୟବହୃତ ସାମ୍ରୀ ବିଶ୍ବର ସବୁଠୁ ଆଧୁନିକ ଓ ସୁରକ୍ଷିତ। ଏହାର ପ୍ରସ୍ତୁତିରେ ଚୀନ କିମ୍ବା କୌଣସି…
Read More...

ସହିଦ କ‌େର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଲେ ତେଲଙ୍ଗାନା ସରକାର

ହାଇଦରାବାଦ : ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କ‌େର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲଙ୍ଗାନା ସରକାର ଡେପୁଟି କଲେକ୍ଟର ପଦରେ…
Read More...

ମଙ୍ଗଳବାର ରାଶିଫଳ (୨୩। ୬। ୨୦୨୦)

ମେଷ: ପଛଘୁଞ୍ଚା ନ ଦେଇ ଚାଲୁ ରହିଥିବା କାର୍ଯ୍ୟକୁ ଆଗେଇ ନେବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପ୍ରିୟଭାଷୀ ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ…
Read More...

ମୋଦିଙ୍କ ଉଦ୍ୟମ ଯୋଗୁ ପୁରୀରେ ଗଡ଼ିବ ରଥ: କେନ୍ଦ୍ରମନ୍ତ୍ରୀ ପ୍ରତାପ

ନୀଳଗିରି: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁ ବିଗ୍ରହ ଏବଂ ମାନବୀୟ ଲୀଳା ସମଷ୍ଟିର ପରିକାଷ୍ଟା। ତାଙ୍କର ପ୍ରତ୍ୟେକ ନୀତି ସହ ଅନ୍ୟ ଏକ ନୀତିର ସମ୍ପର୍କ ରହିଥାଏ। ରଥଯାତ୍ରା ସହ ଏହି ନୀତି ମଧ୍ୟ ଜଡ଼ିତ ରହିଛି।…
Read More...

ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ମନମୋହନ, କହିଲେ ପ୍ରଧାନମନ୍ତ୍ରୀ ମାପିଚୁପି କଥା କହିବା ଉଚିତ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଥମ କରି ମୁହଁ ଖୋଲିଛନ୍ତି। ସୋମବାର ମନମୋହନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀମା ବିବାଦ ପ୍ରସଙ୍ଗରେ…
Read More...

ଭବାନୀଭବନ ପଡ଼ିଆରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ନେଇ ବଢ଼ୁଛି ଅସନ୍ତୋଷ

ସୁନ୍ଦରଗଡ଼ : କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଓ ଭିତ୍ତିଭୂମିକୁ ଉନ୍ନତିକରଣର ଦ୍ୱାହି ଦେଇ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଚାଲିଥିବା ବିବିଧ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ଦିନକୁ ଦିନ ଘନେଇ ଅସନ୍ତୋଷର ରୂପ ନେବାକୁ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟତିକ୍ରମ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟତିକ୍ରମ ଦେଖାଦେଇଛି। ପଞ୍ଚାୟତ ଅଧିକାରୀଙ୍କ ଭୂଲ ନିଷ୍ପତ୍ତି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଳିକାରେ…
Read More...

୭% ତଳକୁ ଖସିପାରେ ପିପିଏଫ୍‌ ସୁଧହାର

ନୂଆଦିଲ୍ଲୀ  : ପୁଣି କମିବ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ସୁଧହାର । ଅନୁମାନ କରାଯାଉଛି ଏଥର ପିପିଏଫ୍‌ ସୁଧହାରକୁ ସରକାର ୭% ତଳକୁ ହ୍ରାସ ଘଟାଇପାରନ୍ତି । ଏବେ ସମସ୍ତଙ୍କ ନଜର ଆସନ୍ତା ମାସ ପହିଲାରେ…
Read More...

୮୦ ଟଙ୍କା ଟପିଲା ପେଟ୍ରୋଲ; ୧୬ ଦିନ ହେଲା ବଢ଼ି ଚାଲିଛି ତେଲ ଦର

ନୂଆଦିଲ୍ଲୀ: ଦେଶରେ ତୈଳ ମୂଲ୍ୟରେ ବୃଦ୍ଧି ଧାରା ଅବ୍ୟାହତ ରହିଛି। ଇତିମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ୧୬ ଦିନରେ ପହଞ୍ଚିଛି । ଦୈନିକ ଦର ବୃଦ୍ଧି ଯୋଗୁ ସୋମବାର ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦…
Read More...

ମୋଦୀଙ୍କୁ ଚୀନ ଗଣମାଧ୍ୟମର ପ୍ରଶଂସା; ପ୍ରଶ୍ନ ଉଠାଇଲେ ରାହୁଳ

ସୀମା ବିବାଦକୁ ନେଇ ଭାରତ-ଚୀନ ତିକ୍ତ ସମ୍ପର୍କ ମଧ୍ୟରେ କିଛି ଚୀନା ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ।…
Read More...

୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାର ସୁପରିଚାଳନା ନିମନ୍ତେ ୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇନମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ…
Read More...

ସାଢ଼େ ଚାରିକୋଟି ଓଡ଼ିଆଙ୍କ ବିଜୟ: ଧର୍ମେନ୍ଦ୍ର

ପୁରୀ ରଥଯାତ୍ରା ନିମନ୍ତେ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନରେ ନିଜର ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟରରେ ପ୍ରତିକ୍ରିୟା ରଖି ସେ ଏହାକୁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ବିଜୟ…
Read More...

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ; ୩ ହଜାର ଟଙ୍କା ନେବାବେଳେ ଗିରଫ

ପାଟଣାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ବିଲ୍‌ କରିଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର…
Read More...

ରାୟଗଡାରେ ମୃଦୁ ଭୂମି କମ୍ପ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ସୋମବାର ଅପରାହ୍ନ ୪.୪୦ଟା ସମୟରେ ମୃଦୁ ଭୂମି କମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ହୋଇଥିବା ଜଣାପଡିଛି। ଭୂମିକମ୍ପ ହେବା ଫଳରେ ଲୋକେ ଭୟଭିତ ହୋଇ…
Read More...

‘‘ଇନଭେଷ୍ଟ ଇଣ୍ଡିଆ’’: ଚୀନ ବିରୋଧରେ ଭାରତର ଶକ୍ତିଶାଳୀ ଆର୍ଥିକ ଅସ୍ତ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରେ ଚୀନ ସାରା ବିଶ୍ବରେ ଏକଘରକିଆ । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ, ତାଇୱାନ, ଜାପାନ ପରେ ଭାରତ ସହ ଶତ୍ରୁତା ଆରମ୍ଭ କରିଛି ଚୀନ୍ । ନିଜ ଦେଶରେ ନିଜର ଭାବମୂର୍ତିକୁ ସୁଧାରିବା…
Read More...

ପୂରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଅତ୍ୟନ୍ତ ସ୍ବାଗତଯୋଗ୍ୟ : ବୈଜୟନ୍ତ ପଣ୍ଡା

ଭୂବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ବାଗତ କରିଛନ୍ତି। ଶ୍ରୀ…
Read More...

୨୫ ତାରିଖରେ ଖୋଲିବ ହୀରାକୁଦ ଡ଼୍ୟାମ ଗେଟ୍

ହୀରାକୁଦ: ଆସନ୍ତା ୨୫ ତାରିଖରେ ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ । ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା । ସାଧାରଣତଃ ପ୍ରତିବର୍ଷ ଜୁଲାଇ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ…
Read More...

ତାଇୱାନ୍‌ ପାର୍ଲର: ଏଠାରେ ହାତରେ ନୁହେଁ, ଛୁରୀରେ ହୁଏ ମାଲିସ୍

ନୂଆଦିଲ୍ଲୀ : ସାଧାରଣତଃ ମାଂସ, ଫଳ, ପନିପରିବା ଇତ୍ୟାଦି କାଟିବାରେ ଛୁରୀକୁ ବ୍ୟବହୃତ କରାଯାଏ। କିନ୍ତୁ କ’ଣ ଆପଣ କେବେ ଶୁଣିଛନ୍ତି ଏକ ଛୁରୀରେ ଶରୀରକୁ ମାଲିସ୍ କରାଯିବାର? ଏହା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ,…
Read More...

ବଜରଙ୍ଗ ଦଳ ସଭାପତି ଗିରଫ; ଦେଶୀ ପିସ୍ତଲ ଜବତ

ବ୍ରଜରାଜନଗର: ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ପୁଲିସ ବ୍ରଜରାଜନଗର ବଜରଙ୍ଗ ଦଳ ସଭାପତି ଅକ୍ଷୟ କୁମ୍ଭାର( ୨୩)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅକ୍ଷୟ ଓରିଏଣ୍ଟ ଅଞ୍ଚଳରେ ପିସ୍ତଲ ଧରି ବୁଲୁଥିବାବେଳେ…
Read More...

ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ରାଜିନ୍ଦର ଗୋୟଲଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ଘରୋଇ କ୍ରିକେଟର ପ୍ରତିଭାବାନ୍ ଖେଳାଳି ତଥା ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ ନେଇଥିବା ରାଜିନ୍ଦର ଗୋୟଲଙ୍କର ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗୋୟଲ…
Read More...

ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ

ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।ଉଭୟ ପ୍ରେମୀ ଯୁଗଳ ଗୋଟିଏ ଗାଁର ବୋଲି ଜଣାପଡିଛି । କାଉଡୋଳା ସରପଞ୍ଚ ଶ୍ରୀମତି ଜମ୍ଵୁବତୀ ସାହୁଙ୍କ…
Read More...

ପୁରୀ ଗଲେ ମୁଖ୍ୟ ସଚିବ ଓ ଡିଜି ; ପ୍ରସ୍ତୁତି ଜୋରଦାର

ପୁରୀ : ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନ ଥିବା ବେଳେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି।…
Read More...

ଦୁଇ ଟ୍ରକ ଧକ୍କାରେ ୩ ମୃତ; ଗୋଟିଏ ଟ୍ରକର ଡ଼୍ରାଇଭର ଓ ହେଲପର ମୃତ

ବାଲେଶ୍ବର : ବାଲେଶ୍ବର ଜିଲା  ୧୬ନମ୍ବର ଜାତୀୟ ରାଜପଥ ନାୟକ ବନ୍ଦ ନିକଟରେ ସିମେଣ୍ଟ ବୋଝେଇ ସହିତ ପ୍ଲାଏ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦୁଇ ସିମେଣ୍ଟ ବୋଝେଇ ଟ୍ରକର…
Read More...

ନବରଙ୍ଗପୁରରେ ଭୁଶୁଡ଼ିଲା ପୋଲ ; ଯାତାୟତ ଠପ୍

ନବରଙ୍ଗପୁର: ନବରଙ୍ଗପୁର ଜିଲା ବୋଡୋମାସିଗାମ ନଦୀଉପରେ ଯାଇଥିବା ପୋଲଟି ଭୁଶୁଡି ପଡିଛି।  ଏହା ଫଳରେ ନବରଙ୍ଗପୁର- କୋସଗୁମୁଡାକୁ ସମସ୍ତ ଯାତାୟତ ଠପ ହୋଇଯାଇଛି । ସୂଚନା ଅନୁଯାୟୀ, ଆସନ୍ତା କାଲି ପ୍ରବଳ ବର୍ଷ…
Read More...

କରୋନା ନେଲା ଆଉ ୨ଜୀବନ ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରୋେ ସୋମବାର କରୋନା ନେଲା ଆଉ ଦୁଇ ମୁଣ୍ଡ । ମୟୂରଭଞ୍ଜର ଜଣେ ୬୦ ବର୍ଷ ବୟସ୍କ ଏବଂ ଗଞ୍ଜାମର ୪୬ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। A 60-year old Covid positive patient…
Read More...

ଏୟାରଟେଲ ଓ ଜିଓ ଆଣିଲେ ଦମଦାର ପ୍ଲାନ..

ନୂଆଦିଲ୍ଲୀ : ଟେଲିକମ୍ ବଜାରରେ ଉପଭୋକ୍ତାମାନଙ୍କ ପାଇଁ  ଜିଓ ଏବଂ ଏୟାରଟେଲର ବଡ଼ ରିଚାର୍ଜ ପ୍ଲାନ ଆଣିଛନ୍ତି। ଯେଉଁଥିରେ ଉପଭୋକ୍ତାମାନେ  ୨ ରୁ ୩ ଜିବି ଡାଟା ପାଇବେ । ଏହା ବ୍ୟତୀତଏହି ଯୋଜନାଗୁଡିକରେ ପ୍ରିମିୟମ୍…
Read More...

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ ; ୧ ମୃତ, ୧ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ବଙ୍ଗଳା ଛକ ନିକଟରେ ସୋମବାର ଏକ ବାଇକ ଭାରାସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ…
Read More...

ଆଜି ଆଜ୍ଞାମାଳ ବିଜେ ନୀତି

ପୁରୀ : ରଥଯାତ୍ରା ହେବ କି ନାହିଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରଥରେ ଆଜି ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ଏ ନେଇ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି ।…
Read More...

ସଚିନଙ୍କୁ ଦୁଇଥର ଭୁଲ ଆଉଟ୍‌ ଦେଇଥିଲି: ବକ୍‌ନର

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ଏହି ମହାନ ଆଇସିସି ପୂର୍ବତନ ଅମ୍ପାୟାର ଷ୍ଟିଭ୍‌ ବକ୍‌ନର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇ ଆଉଟ୍‌ ଦେଇଥିଲେ। ଏଭଳି ଏକ ଖୁଲାସା କରିଛନ୍ତି ନିଜେ…
Read More...

ଏସସିବିରେ ଆଉ ଏକ ସଫଳତା, କରୋନା କଟକଣାରେ ହେଲା ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ କଟକଣା ଲାଗି ରହିଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ରକ୍ତକର୍କଟ ରୋଗୀର ବୋନମ୍ୟାରୋ (ଅସ୍ଥିମଜ୍ଜା) ପ୍ରତିରୋପଣ କରାଯାଇଛି। ରବିବାର…
Read More...

ନିୟନ୍ତ୍ରଣ ବାହାରେ ତୈଳ ଦର, ୧୫ ଦିନରେ ପେଟ୍ରୋଲ ୮ ଟଙ୍କା ବଢ଼ିଲା

ଭୁବନେଶ୍ବର : ଦିନକୁ ଦିନ ଲଗାମହୀନ ହେଉଛି ତେଲ ଦର । ଚଳିତମାସ ୭ରୁ ଦୈନିକ ତୈଳ ଦର ସଂଶୋଧନ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବା ପରେ ଦରବୃଦ୍ଧିରେ ଲାଗୁନି ଲଗାମ୍‌। ଏମିତି କ୍ରମାଗତ ଭାବେ ୧୫ ଦିନ ଧରି ଦେଶରେ ବଢ଼ିବାରେ…
Read More...

ରଥଯାତ୍ରାର ବିକଳ୍ପ ନାହିଁ,ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସେବକ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ବିକଳ୍ପ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଆବଶ୍ୟକ ହେଲେ ଏଥିପାଇଁ ଅଧ୍ୟାଦେଶ ଜାରି କରାଯିବାକୁ ଶ୍ରୀମନ୍ଦିର ପରିଚାଳନା…
Read More...

ପିପିଲିକୁ ଗଡିବ ମୋ ବସ୍‌

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନରୁ ପିପିଲିକୁ ଗଡିବ ମୋ ବସ୍‌। ଜୁନ ୨୩ ମଙ୍ଗଳବାର ଠାରୁ କ୍ରୁଟ ପକ୍ଷରୁ ବସ ଚଳାଚଳ ଆରମ୍ଭ ହେବ। ପିପିଲିକୁ ବସ ଚଳାଚଳ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା।…
Read More...

ରଥଯାତ୍ରା ପାଇଁ ଶେଷ ଆଶା, ଆଜି ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ସୋମବାର ପୂର୍ବାହ୍ଣ ୧୧ଟାରେ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ମାମଲାର ଶୁଣାଣି ଲିଷ୍ଟିଂ ପରେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି। ରବିବାର…
Read More...

କୁମ୍ବଲେ ଦେଶର ସର୍ବଶ୍ରେଷ୍ଠ ମ୍ୟାଚ୍‍ ବିଜେତା: ହରଭଜନ

ନୂଆଦିଲ୍ଲୀ : ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଭାରତୀୟ କ୍ରିକେଟ୍‍ ଇତିହାସରେ ଦୁଇ ଶ୍ରେଷ୍ଠ ସ୍ପିନର ଭାବେ ବିଶ୍ୱବିଦିତ। ଦୁହେଁ ଭାରତୀୟ କ୍ରିକେଟ୍‍ ଦଳର ଏକାଧିକ ସ୍ମରଣୀୟ ବିଜୟର ବିନ୍ଧାଣୀ। ଦୁହେଁ ମିଳିତଭାବେ ୧…
Read More...

ଆଜୀବନ ବାସନ୍ଦ ପରେ ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି : ଶ୍ରୀସନ୍ଥ

କୋଚି : ଆଇପିଏଲ -୨୦୧୩ରେ ସ୍ପଟ ଫିକ୍ସିଂ ଅଭିଯୋଗ ନେଇ ବିସିସିଆଇ ମୋ ଉପରେ ଆଜୀବନ କଟକଣା ଲାଗୁ କରିଥିଲା। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଆତ୍ମହତ୍ୟା ପାଇଁ ମନସ୍ଥ କରିଥିଲି ବୋଲି କହିଛନ୍ତି କେରଳର ଫାଷ୍ଟ ବୋଲର…
Read More...

ସଙ୍ଗରୋଧ ନିୟମ ଉଲ୍ଲଙ୍ଘନ, ଭୋଜି କରି ବାଣ୍ଟିଲେ କରୋନା

ଝାରସୁଗୁଡ଼ା: କରୋନା କଟକଣା ସତ୍ତ୍ବେ ବାହାର ରାଜ୍ୟରୁ ଫେରିଥିବା ଗୋଟିଏ ପରିବାର ଜନ୍ମଦିନ ଏବଂ ଅନ୍ୟଏକ ପରିବାର ବିବାହ ବାର୍ଷିକୀ ଉତ୍ସବ ପାଳନ କରି ନିଜଘରେ ଲୋକଙ୍କୁ ଠୁଳ କରିଥିଲେ। ସେଠାରୁ ସଂକ୍ରମିତ ହୋଇ ୧୭ଜଣ…
Read More...

ପୂର୍ବତଟ ରେଳପଥରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଖି ବୁଜିଲେ ଟ୍ରେନ୍ ସୁପରିଣ୍ଟେଣ୍ଡେଣ୍ଟ

ଭୁବନେଶ୍ବର: ଲକ୍‌ଡାଉନ୍‌ ହେଉ କିମ୍ବା ସଟ୍‌ଡାଉନ୍, ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ରେଳବାଇ ଏବେ ବିପଦରେ। ପୂର୍ବତଟ ରେଳପଥର ଜଣକ ପରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇ ଚାଲିଥିବା ବେଳେ ଆଜି…
Read More...

ଗଲୱାନରୁ ଚୀନ ଶିବିରକୁ କିପରି ହଟାଇଲା ବିହାର ରେଜିମେଣ୍ଟ

ନୂଆଦିଲ୍ଲୀ :ଲଦାଖର ଗଲୱାନ ଉପତ୍ୟକାରେ ଜୁନ୍‌ ୧୫ ତାରିଖ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପଛର କାରଣ ହେଉଛି ଗଲୱାନ ଉପତ୍ୟକାରୁ ଚୀନର ଶିବିର ହଟାଇବା। ଭାରତ ସେନାର ୧୬…
Read More...

ରଥଯାତ୍ରା ହେବାନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

ପୁରୀ: ଜୁନ୍ ୨୩ ତାରିଖରେ ପବିତ୍ର ରଥଯାତ୍ରା । ପୁରୀରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ । ପୁରୀରେ ଭକ୍ତଶୂନ୍ୟ…
Read More...

ସୋମବାର ରାଶିଫଳ (୨୨। ୬।୨୦୨୦)

ମେଷ: ମନ ପ୍ରସନ୍ନ ରହିିବ। ମଧୁରଭାଷୀ ହୋଇପାରନ୍ତି। ଆସ୍ତିକ ଓ ମେଳାପୀ ପ୍ରକୃତିର ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁ ପ୍ରେମୀ, ଧାର୍ମିକ ଓ ବିଦ୍ୱାନ୍‍ ହେବେ। ଅର୍ଥ ପ୍ରାପ୍ତିର…
Read More...

କଳଙ୍କ ନେଲାନି କାଳିଆ !

ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପରେ ସୁପ୍ରିମ୍‍ କୋର୍ଟ ରୋକ୍‍ ଲଗାଇ ଦେଲେ। ଅନେକେ ରଥଯାତ୍ରା ହେବା ସପକ୍ଷରେ ଥିଲେ। କେହିକେହି ସେବକ କହୁଥିଲେ ଯେ ରଥଯାତ୍ରା ନହେଲେ କଳଙ୍କ ଲାଗିଯିବ। ହେଲେ କାଳିଆ…
Read More...

ଆମେରିକାର ପ୍ରତିଷ୍ଠିତ ଟାଉନ ଆଣ୍ଡ କଣ୍ଟ୍ରି ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶୀର୍ଷ ପରୋପକାରୀ ବ୍ୟକ୍ତିତ୍ୱ…

ମୁମ୍ବଇ: ବିଶ୍ୱରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଲୋକମାନଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ ଥିବା ନୀତା ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନକୁ ଆମେରିକାର ପ୍ରତିଷ୍ଠିତ ପତ୍ରିକା ଟାଉନ ଆଣ୍ଡ କଣ୍ଟ୍ରି ପକ୍ଷରୁ…
Read More...

ଅସୁରକ୍ଷିତ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରଥମ ଚିନ୍ତା ହେଉ

କରୋନା ବିରୋଧୀ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ରୂପେ ପରିଗଣିତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ସହିଦଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏହା ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତି ଯେତିକି ଆହ୍ୱାନ ସୃଷ୍ଟି କରିଛି,…
Read More...

ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାର; ଗଜପତିଙ୍କ ଚିଠି ଆଧାରରେ ଆଇନ ବିଭାଗର ନିଷ୍ପତ୍ତି

ଭୁବନେଶ୍ବର: ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାର । ଗଜପତି ମହାରାଜାଙ୍କ ଚିଠି ଆଧାରରେ ରାଜ୍ୟ ଆଇନ ବିଭାଗ ନେଇଛି ଏହି ନିଷ୍ପତ୍ତି । ସୋମବାର ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ପୁନଃ ବିଚାର ସମୟରେ ରାଜ୍ୟ ସରକାର…
Read More...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ପୁଲିସ ସହ ସ୍ବତନ୍ତ୍ର ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ…
Read More...

ଚେଇଁ ଶୋଇଛନ୍ତି ଏନ୍‍.ଏଚ୍‍.ଏ.ଆଇ.କର୍ତ୍ତୃପକ୍ଷ : ମରଣଯନ୍ତା ସାଜିଛି ୪୯ ନମ୍ବର ଜାତୀୟ ରାଜପଥ

ଦେବଗଡ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଉଦାସୀନତା ଯୋଗୁଁ ଦେବଗଡ ଜିଲ୍ଲା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ଗାଡିଆରେ ପରିଣତ ହେବାସହ ମରଣଯନ୍ତା ସାଜିଛି।ଏହାସତ୍ୱେ…
Read More...

ପାଚେରି ଡେଇଁ ଘରକୁ ପଳାଇଲେ ୨ ସଙ୍ଗରୋଧୀ, ପୁଲିସ ହସ୍ତକ୍ଷେପ ପରେ ଫେରିଲେ

ପାଟଣା :ଏବେ ଆଉ ସଙ୍ଗରୋଧ କେନ୍ଦ୍ର ଭଲ ଲାଗୁନି । ସରକାରଙ୍କ ନିୟମ ଅନୁପାଳନ କରିବାକୁ ରାଜି ନୁହଁନ୍ତି ଅନେକ। ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଭଲ ଲାଗୁ ନ ଥିବାରୁ ସେମାନେ ଘରକୁ ଚାଲିଯିବାକୁ ଜିଦ୍‌ ଧରୁଛନ୍ତି।…
Read More...

ଦୁର୍ଘଟଣାରେ ଟ୍ରକ ଚାଳକ ମୃତ : କ୍ଷତିପୂରଣ ଦାବିରେ ୧୨ଘଣ୍ଟା ରାସ୍ତା ଅବରୋଧ

କଣିହାଁ : ଅନୁଗୋଳ ଜିଲା କଣିହାଁ ଥାନା ଅନ୍ତର୍ଗତ ଟାକୁଆ ଗ୍ରାମ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିବାରୁ ଡ୍ରାଇଭର ଭଗବାନ ଦେହୁରୀ(୨୭)ର ମୃତ୍ୟୁ ହୋଇଛି। ଡ୍ରାଇଭର ଭଗବାନ ଦେହୁରୀର ଘର…
Read More...

କରୋନା ଲଢ଼େଇରେ ସାରଥୀ ସମ୍ବଲପୁରର ଅଙ୍କନ: ନିଜ ଦେହରେ ନେଲେ କୋବିଦ ପରୀକ୍ଷା ଟୀକା

ସମ୍ବଲପୁର : ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବରେ କରୋନା ଟୀକାକୁ ନେଇ ଗବେଷଣା କରୁଛନ୍ତି। ସଂପ୍ରତି ଫେଜ୍‌-୨ ଓ ଫେଜ୍‌-୩ ଏକାସାଙ୍ଗରେ ଚାଲୁଥିବାବେଳେ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ : ଦେଶର ସୁରକ୍ଷା ନିମନ୍ତେ ଲଦାଖ ଗଲୱାନ ଘାଟିରେ ପ୍ରାଣବଳି ଦେଇଥିବା ୨ ଓଡିଆ ବୀର ଯବାନଙ୍କୁ ଆଜି ଦେବଗଡ ଜିଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ଦେବଗଡ…
Read More...

ନିଜ କାମ କରି ମନରେଗା ଶ୍ରମିକ ପାଇବେ ପାଉଣା; ଦିନକୁ ୨୦୨ ଟଙ୍କା

ଭୁବନେଶ୍ବର: କରୋନା ସଂକ୍ରମଣ ଓ ଲକ୍ଡ଼ାଉନ ଯୋଗୁଁ ଘରକୁ ଫେରିଥିବା ପ୍ରବାସୀଙ୍କ ପାଇଁ ସରକାର ଯୋଗାଇବେ କାମ । ମନରେଗା ଯୋଜନାରେ ଏହି ଶ୍ରମିକମାନେ କାମ କରି ପାରିବେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି…
Read More...

ଚୋରା ଦେଶୀ ମଦ ଜବତ, ୩ ଗିରଫ

କଳାପଥର(ବାଙ୍କୀ) : ବାଙ୍କୀ ଅବକାରୀ ବିଭାଗ ତରଫରୁ ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରାଯାଇଥିଲା। ଅବକାରୀ ବିଭାଗର ଏହି ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ୪୦ ଲିଟର ଦେଶୀ ମଦ…
Read More...

ଦେଶୀ ପିସ୍ତଲ ଜବତ; ବଜରଙ୍ଗ ଦଳ ନେତା ରାଜୁ ସିଂହ ଗିରଫ

ରାଉରକେଲା:  ବଜରଙ୍ଗ ଦଳର କ୍ଷେତ୍ରୀୟ ପ୍ରମୁଖ ରାଜୁ ସିଂହଙ୍କୁ ଗିରଫ କରିଛି ସେକ୍ଟର ୩ ଥାନା ପୁଲିସ । ବେଆଇନ ଆଗ୍ନେୟାସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଓ ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଜବତ…
Read More...

୨୪ ବର୍ଷ ହେଲା ଖାଲି ପଡ଼ିଛି ହୋମିଓପ୍ୟାଥି ସହାୟକ ପଦ; ନିଯୁକ୍ତି ଅପେକ୍ଷାରେ ୮୭

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋମିଓପାଥି ସହାୟକ ଏବଂ ଆୟୁର୍ବେଦିକ ବିତରକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଖାଲି ପଡ଼ିଥିବା ପଦରୁ ୫୦ ପ୍ରତିଶତ ସରକାରୀ ସ୍ବୀକୃତିପ୍ରାପ୍ତ…
Read More...

ପ୍ରଧାନମନ୍ତ୍ରୀଙ୍କୁ ‘‘ସରେଣ୍ଡର ମୋଦୀ’’ କହିଲେ ରାହୁଳ; ଶାହାନୱାଜଙ୍କ ପାଲଟା ଜବାବ ‘‘ରାହୁଳ ଶତ୍ରୁ ଠାରୁ ହୀନ’’

ଚୀନ ଓ ଭାରତ ମଧ୍ୟରେ ଲାଦାଖ କ୍ଷେତ୍ରରେ ସୀମା ବିବାଦ ତୀବ୍ର । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି ଓ ୪୩ ଚୀନ ସେନା ମୃତାହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଦାଖ ପ୍ରସଙ୍ଗରେ ଦେଶର ପ୍ରମୁଖ…
Read More...

ଖୁସି ଖବର : ଟ୍ବେଣ୍ଟି-୨୦ ବିଶ୍ୱକପ୍ ହେଲେ, ଖାଲି ଷ୍ଟାଡିୟମରେ ନୁହେଁ ଦର୍ଶକଙ୍କ ମଧ୍ୟରେ ହେବ ମ୍ୟାଚ୍

ନୂଆଦିଲ୍ଲୀ : କ୍ରିକେଟ୍ ଅଷ୍ଟ୍ରେଲିଆ (CA)ର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ(ସିଇଓ) ନିକ୍ ହୋକଲେ କହିଛନ୍ତି ଯେ, ଯଦି ଟ୍ବେଣ୍ଟି-୨୦ ବିଶ୍ୱକପ ପାଇଁ ୧୫ଟି ଦେଶକୁ ଅଷ୍ଟ୍ରେଲିଆରେ ପ୍ରବେଶ…
Read More...

ସେନାକୁ ପୂର୍ଣ୍ଣ ସ୍ବାଧୀନତା: ଯୁଦ୍ଧ ପରିସ୍ଥିତି ଉପୁଜିଲେ ଉତ୍ତର ଦେବାକୁ ଲୋଡ଼ାନାହିଁ ଅନୁମତି

ନୂଆଦିଲ୍ଲୀ: ସୀମାନ୍ତରେ ଚୀନ୍ ସେନାର କୌଣସି ହରକତ୍ ବରଦାସ୍ତ କରାଯିବ ନାହିଁ । ଚୀନ ସେନା  ଯଦି କିଛି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ଆବଶ୍ୟକସ୍ଥଳେ ସମସ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା…
Read More...

ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ଗଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର; ସୋମବାର ଉପବାସ ଲାଗି ପୁରୀବାସୀଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟରେ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । ରଥଯାତ୍ରା କରାଯିବା ଓ ନକରାଯିବା ନେଇ ଚାଲିଛି ବିତର୍କ । ବିରୋଧୀ ଏହି ପ୍ରସଙ୍ଗରେ…
Read More...

ସୂର୍ଯ୍ୟପରାଗ ହେଲେ ଅଜବ କାର୍ଯ୍ୟ କରିବା ଆରମ୍ଭ କରନ୍ତି ପଶୁ-ପକ୍ଷୀ

ଧାର୍ମିକ ବିଶ୍ବାସ ଅନୁଯାୟୀ, ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା ଭାବେ ବିବେଚିତ, ଯାହା ମଣିଷ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ବାସ କରନ୍ତି। ତେବେ ଆପଣ ଜାଣିଛନ୍ତି କି କେବଳ ମଣିଷ ଉପରେ ନୁହେଁ…
Read More...

ଟ୍ରକ ଡାଲା ପଡି ନାବାଳକ ମୃତ

ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଜାମପାଲି ଛକ ୧୦ ନମ୍ବର ରାଜ୍ୟ ରାଜପଥରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣ ଘଟିଛି । ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ବଡ଼ଗାଁର ଅମିତ…
Read More...

ଭୁବନେଶ୍ବରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ; ୭ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ରହିଛନ୍ତି। ଭୁବନେଶ୍ବରରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଚନ୍ଦ୍ରଶେଖରପୁର ନୀଳାନ୍ଦ୍ରି ବିହାର ଅଞ୍ଚଳର ଜଣାପଡିଛି…
Read More...