ରାଜ୍ୟରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୬୬୧୪ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ଚିହ୍ନଟ ୨୬୪ ଜଣଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
Read More...

ପାଟଣା ବ୍ଲକ୍ ରୁ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ

ପାଟଣା : ପାଟଣା ବ୍ଲକ୍ ଅଞ୍ଚଳରୁ ଗତ କାଲି ସନ୍ଧ୍ୟା ରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୧୩ ଜୁନ୍ ରେ ବାଙ୍ଗାଲୋର ରୁ ଫେରି ବୁଢ଼ିକାପୁଡି…
Read More...

ଆଇଆଇସିଙ୍କୁ କରୋନା, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ବଡ଼ମ୍ବା ଥାନା କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି ।  ଥାନାର ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।…
Read More...

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ସର୍ବାଧିକ ୧୯ ହଜାର ଆକ୍ରାନ୍ତ ଚିହ୍ନଟ, ୪୧୦ ମୃତ

ନୂଆଦିଲ୍ଲୀ : ମହାମାରୀ କରୋନା ଭାରତରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଧିରେ ଧିରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା ।…
Read More...

ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରେଡିଓରେ  'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ 'ମନ୍ କି ବାତ୍' କାର୍ଯ୍ୟକ୍ରମ…
Read More...

ନାଁକୁ ମାତ୍ର ଚାଲିଛି ବସ୍‌ ; ଘରୋଇ ବସ୍‌ ସଂଖ୍ୟା ୧୪ହଜାର, ଗଡୁଛି ୭୦୦

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଭିତରେ ରାଜ୍ୟରେ ପରିବହନ ସେବା ପ୍ରାୟ ଦୁଇ ମାସରୁ ଅଧିକ କାଳ ଅଚଳ ହୋଇପଡ଼ିଥିଲା। ଲକଡାଉନ କୋହଳ…
Read More...

ବର୍ଷା ଉଭାନ, ବଢ଼ିଲାଣି ତାତି

ଭୁବନେଶ୍ବର : ମୌସୁମି ପ୍ରଭାବରେ ଜୁନ ଦ୍ବିତୀୟ ଓ ତୃତୀୟ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଏବେ ଚାଷ କାର୍ଯ୍ୟ ଆଗେଇବା ବେଳକୁ ବର୍ଷା ଅଭାବେ ଦେଖାଦେଲାଣି। ଜୁନ ତୃତୀୟ ସପ୍ତାହରେ ବର୍ଷା କମିଯିବା କାରଣରୁ…
Read More...

କରୋନା ପ୍ରଭାବ ; ଉତ୍କଟ ରୂପ ଧାରଣ କରିବ ବେରୋଜଗାରୀ

 - ଅନ୍‌ଲକ୍- ୧.୦ରେ ଅର୍ଥନୈତିକ ଉନ୍ନତି ଆସୁନି - ଔଷଧ କ୍ଷେତ୍ରରେ ୭୦ % ବ୍ୟବସାୟ ହ୍ରାସ - ଦରମା କାଟ୍‌ ପରେ ଏବେ କର୍ମଚାରୀ ଛଟେଇ - ଗୁରୁତର ପ୍ରଭାବିତ ହେବ ରାଜ୍ୟ ବିକାଶ ହାର ଭୁବନେଶ୍ବର: : ଭଦ୍ରକର…
Read More...

ଆମ୍ବ ଯୋଗାଇଛି ଆହାର

କୋରାପୁଟ : କରୋନା କଟକଣା ଓ ତାଲା ବନ୍ଦ ପରିସ୍ଥିତିରେ ସମସ୍ତେ ଜୀବନ ଜୀବିକା ସହ ଜୁଝୁଥିବାବେଳେ ପଲ୍ଲୀ ଅଞ୍ଚଳର ଆଦିବାସୀଙ୍କୁ ଆମ୍ବ ଯୋଗାଇଛି ଆହାର। ଯେଉଁ ଜମିରେ ପନିପରିବା ଚାଷ କରି ସେମାନେ ଚିନ୍ତା ବ୍ୟକ୍ତ…
Read More...

ଚିକିତ୍ସାରେ ଧନୀ-ଦରିଦ୍ର ତାରତମ୍ୟ

ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ପ୍ରଧାନ କାର୍ଯ୍ୟ ନାଗରିକମାନଙ୍କୁ ରୋଗ-ଋଣ-ରିପୁ କବଳରୁ ସୁରକ୍ଷା ଦେବା। ସରକାରଙ୍କ ପ୍ରଥମ କାମ ହେଲା ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ,କିନ୍ତୁ ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାଟି…
Read More...

ଜୀ, ହଜୁରୀର ଗଣତନ୍ତ୍ର

ଆମ ଦେଶ ବିଦେଶୀ ଶାସନରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ କରୁଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ମୁଖ୍ୟତଃ ଏକ ରାଜନୈତିକ ସଂଗ୍ରାମ ଥିଲା। ଦେଶ ସ୍ୱାଧୀନ ହେଲେ ସମସ୍ତେ ମନୁଷ୍ୟର ସମ୍ମାନ ପାଇବେ, ସମସ୍ତଙ୍କ…
Read More...

ଚୀନ୍‌ ପାଇଁ ଚକ୍ରବ୍ୟୂହ ; ନେତୃତ୍ବ ନେଉଛି ଆମେରିକା

ୱାଶିଂଟନ : ବିସ୍ତାରବାଦୀ ଚୀନ୍‌କୁ ଘେରିବା ପାଇଁ ଆମେରିକା ନିଜ ରଣନୀତି ଜୋରଦାର କରିଛି ।  ଭାରତ, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଚୀନ୍‌କୁ ପାନେ ଚଖାଇବା ପାଇଁ ଭିତିରିଆ ଉଦ୍ୟମ ଆରମ୍ଭ କରିଛି ଆମେରିକା ।  ଏ…
Read More...

କ୍ୟାପିଟାଲ ହସ୍ପିଟାଲ ; ଖୋଲିଲା ହାଇ-ଏଣ୍ଡ ପାଥୋଲୋଜି ସେବା

ଭୁବନେଶ୍ୱର : ଏଣିକି କ୍ୟାପିଟାଲ ହସ୍ପିଟାଲରେ ହାଇ-ଏଣ୍ଡ୍‍ ପାଥୋଲୋଜି ସେବା ମିଳିବ। ଏଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ। ଦୀର୍ଘଦିନ ବନ୍ଦ ରହିବା ପରେ ପୁଣି ନିଦାନ ଖୋଲିଛି। ଆଜିଠୁ…
Read More...

କାମରେ ଆସୁନି ଏରସମା ଦମକଳ କେନ୍ଦ୍ର

ଗୋଡା : ଏରସମା ବ୍ଲକ୍‍ ଉପକୂଳିଆ ଅଞ୍ଚଳ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଏହାର ଚିରସହଚର। ସବୁ ସମୟରେ ବାତ୍ୟାର ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ଏଠାରେ ଆଗୁଆ ମୁତୟନ କରାଯାଇଥାଏ।…
Read More...

ଗରିବଙ୍କ ପାଇଁ ପକ୍କା ଘର ସାତ ସପନ

ବିରିଡି : ଏହି ବ୍ଲକ ନୂଆପାରି ଗ୍ରାମର ପ୍ରେମାନନ୍ଦ ବାରିକ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ଏକ ଭଙ୍ଗା ଝାଟିମାଟି ପାଲ ପକ୍କା ଚାଳଘରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି। ପ୍ରେମାନନ୍ଦଙ୍କୁ ୧୯୯୯ ବାତ୍ୟା…
Read More...

ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚ ପ୍ରକଳ୍ପ

ନାଉଗାଁ : ଉଠା ଜଳସେଚନ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା କାରଣରୁ ସେଗୁଡିକ କେଉଁଠି ଅଚଳ ଅବସ୍ଥାରେ ପଡିରହିଛି ତ ଆଉ…
Read More...

ମଞ୍ଜୁର ହେଉନି ଶହେ କୋଟି, ପୁଣି ଉଜାଡ଼ିବ ସୁବର୍ଣ୍ଣରେଖା!

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀ ଉଛୁଳିଲେ ବାଲେଶ୍ୱର ଜିଲା, ଉତ୍ତରାଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଆଖିରୁ ନିଦ ହଜିଯାଏ। ଜିଲାର ୪ଟି ବ୍ଲକରେ ହାହାକାର ପଡ଼ିଯାଏ। ପ୍ରାୟ ପ୍ରତି ବର୍ଷ ନଦୀରେ ଛୋଟ ବନ୍ୟା ଆସୁଥିବାବେଳେ ମଝିରେ…
Read More...

ପାଇଖାନା ନଥିବାରୁ ଗାଁରେ ପଶି ପାରିଲେନି ୪ ପ୍ରବାସୀ

ପାତ୍ରପୁର : ଲକଡାଉନରେ ସୁଦୂର କେରଳରୁ ଫେରି ସଂଗରୋଧ କେନ୍ଦ୍ରରେ ଅବଧି ଶେଷ କରିଥିଲେ ହେଁ ଘରେ ପାଇଖାନା ନଥିବାରୁ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଦୁର୍ଗମ ଅଞ୍ଚଳର ଚାରିଜଣ ଯୁବକ ଘରକୁ ଫେରିପାରୁ ନାହାଁନ୍ତି। ପାତ୍ରପୁର…
Read More...

ଲଦାଖକୁ ‘ଆକାଶ’ ପଠାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରୁ ଚୀନ ସେନାକୁ ସମ୍ପୂର୍ଣ୍ଣ ହଟାଇବା ନେଇ ଭାରତ-ଚୀନ ମଧ୍ୟରେ କୂଟନୈତିକ ଓ ସାମରିକ କ୍ଷେତ୍ରରେ ଆଲୋଚନା ଜାରି ରହିଥିବାବେଳେ ଉଭୟ ଦେଶ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ…
Read More...

ରବିବାର ରାଶିଫଳ (୨୮। ୬। ୨୦୨୦)

ମେଷ: ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରୀତି ଲାଭ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ…
Read More...

ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗ, ପୋକସୋ ଅଦାଲତର ନିର୍ଦ୍ଦେଶ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ଼

ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢ଼ୁଛି ଘଟଣାର ଦିଗ ମଧ୍ୟ ସେତିକି ବଦଳିବାରେ ଲାଗିଛି । ଆଜି ଘଟଣାର ତଦନ୍ତ…
Read More...

ସଙ୍ଗରୋଧ କେନ୍ଦ୍ରକୁ ହେଉଛି ଅବାଧ ମଦ ଯୋଗାଣ, ଅଙ୍କୁଶ ଲଗାଇବାରେ ବିଫଳ ପଞ୍ଚାୟତ କତୃପକ୍ଷ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ମାଛଗଡ ହାଇସ୍କୁଲ ପରିସରରେ ପ୍ରବାସୀଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଏଠାରେ ଏବେ ୩୨ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ମାଛଗଡ ପଞ୍ଚାୟତ ଅଞ୍ଚଳରୁ…
Read More...

୫ ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର…
Read More...

କରୋନା କଟକଣାକୁ ଫୁ. .ଶତାଧିକ ଲୋକଙ୍କ ସହ ବାହା ଭୋଜି ଖାଇଲେ ତହସିଲଦାର ଓ ବିଡିଓ

ଟିଟିଲାଗଡ଼ : କରୋନା ମହାମାରୀ ନେଇ ବିଶ୍ୱସ୍ତରରେ ଅନେକ ମୂଲ୍ୟବାନ ଜୀବନ ହାନୀ ସହ ବିଭୀଷିକା ଜାରି ରହିଛି । ଜୁନ, ଜୁଲାଇରେ ମହାମାରୀର ପ୍ରକୋପ ବୃଦ୍ଧି ଆଶଙ୍କା ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିଛି ।…
Read More...

୨୦ ନମ୍ବର ଜାତୀୟ ରାଜପଥ ପୁନଃ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସବୁଜ ସଙ୍କେତକୁ ଜିଲାବାସୀଙ୍କ ସ୍ବାଗତ

ପାଟଣା : କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ୍ ପୁରୁଣା ୨୧୫ ନମ୍ବର ଜାତୀୟ ରାଜପଥ ୪ଲେନ୍ ରେ ପରିଣତ ହେବା ପରେ  ପାଣିକୋଇଲି - ରିମୁଳି ରାସ୍ତା ୨୦ ନମ୍ବର ଜାତୀୟ ରାଜପଥକୁ ପଦୋନ୍ନତି ପାଇଥିଲା । ତେବେ ନିର୍ମାଣ ହୋଇଥିବା…
Read More...

କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା, ରାସ୍ତା କଡରେ ମହିଳା ଯନ୍ମଦେଲେ ନବଜାତ ଶିଶୁ

କାଶୀପୁର: ସରକାରଙ୍କ ବହୁ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ । କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ ।ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର…
Read More...

ରଥଯାତ୍ରା ନେଇ ଗଜପତି ମହାରାଜଙ୍କ ଖୁଲାସା ପରେ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର : ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ ଘରୋଇ ସେଚ୍ଛାସେବୀ ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ ।ଗଜପତି ମହାରାଜ…
Read More...

କଳାହାଣ୍ଡି ଜିଲା ପୁଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭବାନୀପାଟଣା: କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଶନିବାର ମେଦିନୀପୁର ପଞ୍ଚାୟତ ଅଫିସ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ’ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସୁସ୍ଥ ହୋଇଥିବା ୧୮୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ହଜାର ୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…
Read More...

ଭୁବନେଶ୍ବରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରୁ ଶନିବାର ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଓ ୮ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ…
Read More...

କରୋନାରେ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୩ ମୃତ

ଆସିକା : କରୋନାରେ ଗଞ୍ଜାମରେ ଗଡି ଚାଲିଛି ମୁଣ୍ଡ। ଗୋଟିଏ ପଞ୍ଚାୟତରେ ତିନି ଦିନରେ କରୋନା ତିନି ଜଣଙ୍କର ମୁଣ୍ଡ ନେଇଥିବା ଜଣାପଡିଛି। ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ୩ ଦିନରେ ତିନି ଜଣଙ୍କର କରୋନାରେ ମୃତ୍ୟୁ…
Read More...

ରାଉରକେଲା ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ଜିଲାପାଳ

ରାଉରକେଲା : ସୁନ୍ଦରଗଡ ଜିଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ରାଉରକେଲାରେ ପହଞ୍ଚି ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ…
Read More...

ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ

ଗଞ୍ଜାମ : ରାଜ୍ୟରେ କରୋନାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲାର ୬୮ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଏନେଇ ରାଜ୍ୟ…
Read More...

ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଶନିବାର ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୪୩ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ମୋଟ…
Read More...

ପୋଲ ତଳୁ ଯବାନଙ୍କ ମୃତ ଦେହ ଉଦ୍ଧାର

ଭବାନୀପାଟଣା : ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ - କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଶନିବାର ଜଣେ ଆଇଆରବି ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହ ନିକଟରେ ଏକ ବାଇକ୍ ଥିବା ଦେଖାଯାଇଛି। ମୃତ…
Read More...

ଦେଶରେ ୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାନସାରୋଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ପୋଡି ପାଉଁଶ…
Read More...

ହୀରାକୁଦ ବନ୍ଧର ଆଉ ୩ଟି ଗେଟ୍ ଖୋଲିଲା : ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶନିବାର ସକାଳୁ ହୀରାକୁଦ ବନ୍ଧର ଆଉ ୩ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୫ଟି ଗେଟ୍ ଦେଇ ୧ ଲକ୍ଷ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର…
Read More...

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ

ପୁରୀ : ଶ୍ରୀକ୍ଷେତ୍ରରେ ଆଜି ପାଳନ ହେବ ପବିତ୍ର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ନେଇ ଏହି ଯାତ୍ରରେ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥକୁ…
Read More...

ତୃଷା ମେଣ୍ଟାଉଛନ୍ତି ରାଜସ୍ଥାନର ଜଳ ମାନବ

ଅନ୍ୟକୁ ସାହାଯ୍ୟ କରିବାର ଗୁଣ ସମସ୍ତଙ୍କ ପାଖରେ ନଥାଏ। ଆମ ଆଖପାଖରେ ସଂଖ୍ୟାଧିକ ଧନିକ ଲୋକ ଅଛନ୍ତି, ଯେଉଁମାନେ କେବଳ ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାନ୍ତି। ଏପରିସ୍ଥଳେ ସମଗ୍ର ମନୁଷ୍ୟ ସମାଜ ନିମନ୍ତେ ମହମ୍ମଦ…
Read More...

ହାଣ୍ଡିଶାଳକୁ ମହଙ୍ଗା ମାଡ଼ ; ହାରାହାରି ପରିବା କିଲୋ ୫୦ ଟପିଲା

ଭୁବନେଶ୍ବର : କରୋନା ସଂକ୍ରମଣ କାଳରେ ଲକଡାଉନ ଓ ସଟଡାଉନ ଭିତରେ ବି ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ଅଧିକାଂଶ ଜିଲାରେ ପରିବା ଖୁବ୍ ଶସ୍ତା ଥିଲା। ଆଳୁ, ପିଆଜକୁ ବାଦ…
Read More...

ଲାମ୍ବରଗିନି କାର୍‌ରେ ଡେଲିଭରୀ ହେଉଛି ଫଳର ରାଜା

ବିଶ୍ବର ଅନ୍ୟତମ ଦାମୀ କାର୍‌ ଭାବେ ଜଣାଯାଉଥିବା ‘ଲାମ୍ବରଗିନି କାର୍‌’ରେ ଆଜିକାଲି ଆମ୍ବ ଡେଲିଭରୀ ହେଉଛି। ସାଢ଼େ ୪କୋଟି ମୂଲ୍ୟର ଏଇ କାର୍‌ରେ ଦୁବାଇ ସୁପର୍‌ ମାର୍କେଟରେ ଆମ୍ବ ହୋମ୍ ଡେଲିଭରୀ ଖବରଟି ଏବେ ଖୁବ୍…
Read More...

ପ୍ରଚଣ୍ଡ ଖରା, କାଁ ଭାଁ ବର୍ଷା

ଭୁବନେଶ୍ବର : ମୌସୁମି ଦୁର୍ବଳ ସ୍ଥିତିରେ ଥିବାବେଳେ ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଅଞ୍ଚଳରେ ବର୍ଷା ପ୍ରଭାବ କମିଥିବାରୁ ଚାଷ କାର୍ଯ୍ୟରେ ସମସ୍ୟା…
Read More...

କରୋନାର କାୟା ବିସ୍ତାର ; ରଣନୀତିରେ ପରିବର୍ତ୍ତନ ଲୋଡ଼ା

ଜୁନ୍‌, ଜୁଲାଇରେ କରୋନା ସଂକ୍ରମଣ ଭାରତରେ ଶିଖର ପର୍ଯ୍ୟାୟରେ ପହଞ୍ଚିବ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ବୋଧହୁଏ ସତ୍ୟ ହେବାକୁ ଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ…
Read More...

ସଟ୍‌ ଡାଉନ୍‌ ପୂର୍ବର ଭିଡ଼

କଟକସିଟି : ରାଜ୍ୟରେ କରୋନା ମହାମାରୀ ବଢ଼ିବଢ଼ି ଚାଲିଛି। ଏଥିପାଇଁ ରାଜ୍ୟର କିଛି ଜିଲାରେ ସରକାର ପ୍ରତି ଶନିବାର ଓ ରବିବାର ସଟ୍‍ ଡାଉନ୍‍ ଘୋଷଣା କରିଛନ୍ତି। ସଟ୍‍ ଡାଉନ୍‍ ପୂର୍ବଦିନ ଅର୍ଥାତ ଶୁକ୍ରବାର ଓ ପରଦିନ…
Read More...

ଟ୍ରାଫିକ ପୁଲିସ ଫାଣ୍ଡି ସିଲ୍‌

ପୁରୀ : ପୁରୀ ବଡ଼ଦାଣ୍ଡ ଡାକ୍ତରଖାନା ଛକରେ ଥିବା ଟ୍ରାଫିକ ପୁଲିସ ଫାଣ୍ଡି ଶୁକ୍ରବାର ରାତିରେ ସିଲ୍‌ କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିଯୋଗୁଁ ଟ୍ରାଫିକ…
Read More...

ଦିନିକିଆ ଫର୍ମାଟ୍‌ରେ ସୁପର ଓଭର ଅନାବଶ୍ୟକ : ରସ୍‌ ଟେଲର

ନୂଆଦିଲ୍ଲୀ : ଦିନିକିଆ ଫର୍ମାଟ୍‌ରେ କୌଣସି ମ୍ୟାଚ୍‌ ଟାଏ ହେଲେ ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ବ୍ୟବସ୍ଥା ରହିଛି। ତେବେ ଦିନିକିଆ ଫର୍ମାଟ୍‌ରେ ସୁପର ଓଭରର କୌଣସି ଆବଶ୍ୟକତା ନାହିଁ ବୋଲି ମତ ଦେଇଛନ୍ତି…
Read More...

ପହିଲାରୁ ଖୋଲିପାରେ କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନା ସଂକ୍ରମଣକୁ ରୋକିବା ଲାଗି ସାରାଦେଶ ଲକଡାଉନରେ ଥିବାବେଳେ ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡ଼ିକ ବନ୍ଦ ରହିଥିଲା। ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ମାର୍ଚ୍ଚ ୧୬ ତାରିଖ ଠାରୁ ବନ୍ଦ ହୋଇ…
Read More...

ରଥଯାତ୍ରା କଟକଣା ; ଡ୍ୟୁଟି ନଥିବା ପୁଲିସଙ୍କୁ ପୁରୀ ମନା

କଟକ : କରୋନା କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଥିବାବେଳେ ବାହୁଡା ଯାତ୍ରା ତଥା ଜୁଆଇ ୪ ପର୍ଯ୍ୟନ୍ତ ନିୟମ କଡାକଡି କରାଯାଇଛି। ରଥଯାତ୍ରା ସମୟରେ ଡ୍ୟୁଟି…
Read More...

ନଖରାମି ପାଇଁ ଚୀନ ପାଇଥିଲା ଅପମାନ ; ବାଜପେୟୀ ଛାଡ଼ିଥିଲେ ୮୦୦ ମେଣ୍ଢା

ନୂଆଦିଲ୍ଲୀ : ବର୍ତ୍ତମାନର ଭାରତ-ଚୀନ ସୀମା ବିବାଦ ୧୯୬୫ ସେପ୍ଟେମ୍ବରରେ ଅଟଳବିହାରୀ ବାଜପେୟୀଙ୍କ ଭୂମିକାକୁ ମନେପକାଇ ଦେଇଛି। ସେତେବେଳେ ୪୨ବର୍ଷୀୟ ବାଜପେୟୀ ୮୦୦ ମେଣ୍ଢାଙ୍କୁ ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ଭିତରକୁ…
Read More...

ଶନିବାର ରାଶିଫଳ ( ୨୭। ୬। ୨୦୨୦ )

ମେଷ: ଶତ୍ରୁ ଆପଣା ଛାଏଁ ଆଡ଼ ହେବା କାରଣରୁ ଆଶ୍ବସ୍ତ ହୋଇପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ଉନ୍ନତିମୂଳକ କାର୍ଯ୍ୟକରି ପ୍ରଶଂସିତ ହେବେ। ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ଅର୍ଥାଗମ ହେବ। ବୃଷ:…
Read More...

ବାଳିଆପିଟା ନାଳରୁ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଚାଲିଛି ବେଆଇନ ବାଲି ଲୁଟ

ଦେବଗଡ : ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ବିଗତ କିଛିମାସ ହେଲା ନିମ୍ନ ମାନର କାର୍ଯ୍ୟ ଏବଂ ଫ୍ଲାଇ ଓଭର ଭୁଷୁଡିବା ଘଟଣା ପାଇଁ ଚର୍ଚ୍ଚାରେ…
Read More...

ପାରିବାରିକ କଳହର କରୁଣ ପରିଣତି: ମା’ ଓ ଦୁଇ ପୁଅ ମୃତ

ବରଗଡ଼ : ପାରିବାରିକ କଳହକୁ ନେଇ ଗୋଟିଏ ପରିବାରର ତିନିଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟାପାଲି ପଞ୍ଚାୟତ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ପତ୍ନୀ ଉତ୍ତରା ବନଛୋର(୫୫), ପୁଅ ବଳିଆ…
Read More...

୭ ଗୋରୁ ଚାଲାଣ ଗାଡ଼ି ଜବତ; ୨ ଗିରଫ

କଣ୍ଟିଲୋ : କଣ୍ଟିଲୋ ନିକଟସ୍ଥ ବଡ଼ବାଣପୁର ପଞ୍ଚାୟତ ଅନ୍ତର୍ଗତ ବାରଖୋଲା ଜଙ୍ଗଲ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡପଡା ଓ କଣ୍ଟିଲୋ ପୁଲିସ ମିଳିତଭାବେ ଚଢ଼ଉ କରି ୭ଟି ଗୋରୁ ବୋଝେଇ ଦଶ ଚକିଆ ଟ୍ରକକୁ ଜବତ…
Read More...

 ଜିଲା କଂଗ୍ରେସ କମିଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ :ଦେଶର ସୁରକ୍ଷା ନିମନ୍ତେ ପ୍ରାଣବଳି ଦେଇଥିବା ଭାରତ ମାତାର ବୀର ସହିଦ ଯବାନଙ୍କୁ ଆଜି ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ଜିଲା କଂଗ୍ରେସ…
Read More...

ଚୀନକୁ ମୁକାବିଲା ନିମ​‌ନ୍ତେ ଭାରତୀୟ ପାଇଲଟଙ୍କୁ ତାଲିମ ଦେବ ଆମେରିକା

ଚୀନକୁ ନେଇ ସାରା ବିଶ୍ବ ବିବ୍ରତ । ଚାଲବାଜ ଚୀନ ବିଦେଶକୁ କରୋନା ପଠାଇ ନିଜେ ସାମ୍ରାଜ୍ୟବାଦୀ ନୀତି ଆରମ୍ଭ କରିଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ, ତାଇୱାନ ପରି ଦେଶ ସହିତ ଶତ୍ରୁତା ଆଚରଣ କରିଛି । ଦକ୍ଷିଣ ଚୀନ୍…
Read More...

ମହାନଦୀରୁ କୁମ୍ଭୀର ଛୁଆ ଉଦ୍ଧାର

ଖଣ୍ଡପଡା/କଣ୍ଟିଲୋ : ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆଁ କୁମ୍ଭୀର ଧରା ପଡିଥିଲା। ସ୍ଥାନୀୟ ବାସିନ୍ଦାଙ୍କ…
Read More...

ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡରେ ବଢ଼ିଲା ଲକ୍ ଡ଼ାଉନ ଅବଧି; ୩୧ ଜୁଲାଇଯାଏ କଟକଣା ବଳବତ୍ତର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ନିଜ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ଲକ୍ଡ଼ାଉନ ଅବଧି ବୃଦ୍ଧି କରିଛନ୍ତି ।  ଆସାମ…
Read More...

୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀ ଗିରଫ

ମାଲକାନଗିରି: ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ମାଲକାନଗରି ଉପ ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ । ଗତକାଲି ସେ ୨୦ ହଜାର ଟଙ୍କା…
Read More...

ବଡ଼ବିଲ୍ ସବ୍ ଜେଲରେ ବିଚାରାଧୀନ ମହିଳା କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ବିଲ ଉପ କାରାଗାରରେ ଜଣେ ହତ୍ୟା ଅଭିଯୁକ୍ତ ମହିଳା କଏଦୀଙ୍କ ମର ଶରୀର ଜେଲ ଭିତରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନାମ ସବିତା ମୁଣ୍ଡା ଏବଂ ସେ ଡ଼ାହାଣୀ ସନ୍ଦେହରେ ନିଜର…
Read More...

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ; ୨ ଗିରଫ, ୧୨ଫେରାର

ଫୁଲବାଣୀ: ରାଜ୍ୟ ବାହାରକୁ ଚାଲାଣ ନିମନ୍ତେ ଗଚ୍ଛିତ ରଖାଯାଇଥିବା ୨୦ କ୍ବିଣ୍ଟାଲ ୨୦ କେଜି ଓଜନର ଗଞ୍ଜେଇ ଜବତ କରିଛି ଫୁଲବାଣୀ ପୁଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ଗଞ୍ଜେଇ କାରବାରର ମୁଖ୍ୟ…
Read More...

ରେଳ ପରେ ବିମାନ ଚଳାଚଳ ଉପରେ କଟକଣା; ଜୁଲାଇ ୧୫ ପର୍ଯ୍ୟନ୍ତ ଉଡ଼ିବ ନାହିଁ ଆନ୍ତର୍ଜାତିକ ବିମାନ

ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ଦିଗକୁ ଗତି କରୁଛି । ପ୍ରତି ଦିନ ପ୍ରାୟ ୧୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଠାବ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ହାରାହାରି ଦୈନିକ ୪ଶହରୁଅଧିକ । ଏପରି ସ୍ଥିତିରେ କେନ୍ଦ୍ର ସରକାର…
Read More...

ହଟ୍ ସ୍ପଟ ୫ ଜିଲାରୁ ରାଜଧାନୀ ବସ୍ତିକୁ ଆସିଲେ ବାଧ୍ୟତାମୂଳକ ୧୪ ଦିନିଆ ସଙ୍ଗରୋଧ

ରାଜଧାନୀକୁ ପୁଣି ଲେଉଟିଛି କରୋନା । ଆଜି ସୁଦ୍ଧା ରାଜଧାନୀରେ ସଂକ୍ରମିତ ହୋଇଛନ୍ତି ୨୭୪ ଜଣ ଏବଂ ଏମାନଙ୍କ ମଧ୍ୟରୁ ୧୩୮ ସୁସ୍ଥ ହୋଇଛନ୍ତି । ୧୩୨ ଜଣ ସକ୍ରିୟ କରୋନା ସଂକ୍ରମିତ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ…
Read More...

କୋବିଦ ନିୟମ ଭାଙ୍ଗି ୫୦୦ ଟଙ୍କା ଜୋରିମାନା ଦେଲେ ପିସିସି ସଭାପତି

ଭୁବନେଶ୍ବର: କୋବିଦ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ସମେତ ୭ ଜଣଙ୍କ ଉପରେ ଜୋରିମାନା କରିଛି ପ୍ରଶାସନ । ସମସ୍ତଙ୍କୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା…
Read More...

ମନ୍ତ୍ରୀ ଝିଅଙ୍କ ନାଁରେ ଏତଲା; କୋବିଦ କଟକଣା ଭାଙ୍ଗିଥିବା ଅଭିଯୋଗ

ଝାରସୁଗୁଡ଼ା: କୋବିଦ ଆଇନ ଭାଙ୍ଗିବା ଅଭିଯୋଗରେ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ନାଁରେ ହୋଇଛି ଏତଲା । ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଦୀପାଳିଙକ ବିରୋଧରେ ଝାରସୁଗୁଡ଼ା ଥାନାରେ ଏତଲା ଦିଆଯାଇଛି ।…
Read More...

ଗାଧୋଇବା ବେଳେ ପାଣିରେ ବୁଡି ବୃଦ୍ଧା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଡେଣୁଆ ଗ୍ରାମର ମେନକି ନାଏକ (୬୬) ଆଜି ଦିନ ୧୧ଟା ବେଳେ ଘରପାଖ ଏକ ପୋଖରୀକୁ…
Read More...

୫ ଅନାଥ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବଲାଣି : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ଅଂଚଳରୁ ୫ ଅନାଥ ନାବାଳକ ଓ ନାବାଳିକାଙ୍କୁ  ସହାୟତାର ହାତ ବଢ଼ାଇଛି ପ୍ରଶାସନ । ବର୍ଷେ ପୂର୍ବରୁ ବାପା ବାଗୁନ ପିଙ୍ଗୁଆ ଟିବି ରୋଗରେ ଆକ୍ରାନ୍ତ ହୋଇ ଆର…
Read More...

ହିଜବୁଲର କମାଣ୍ଡର କାସିମ ଜୁଗନୁ ସମେତ ୩ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମାରେ ଚାଲିଥିବା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ଏନକାଉଣ୍ଟରରେ…
Read More...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ୟୁଥ୍‍ ଫର୍‍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍‍ ଅଲ୍ଲୀଙ୍କ…
Read More...

ଖାକିରେ ଦାଗ : ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

ରାଉରକେଲା : ବୀରମିତ୍ରପୁର ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ନିଲମ୍ବିତ ହୋଇଛନ୍ତି। ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବିତ କଲେ ପଶ୍ଚିମାଞ୍ଚଳ ଡି.ଆଇ.ଜି…
Read More...

ରାଜ୍ୟରେ କରୋନା ଟପିଲା ୬ହଜାର : ଆଉ ୨୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟିନ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମଣରୁ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ…
Read More...

ଅନ୍ୟ ଜିଲାର ପୁଲିସଙ୍କୁ ପୁରୀ ମନା

ପୁରୀ : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡ଼ିଜିପି ଅଭୟ ନିର୍ଦେଶ ଦେଇଛନ୍ତି। ଅଫିସ୍ କାମ ବାହାନାରେ ବାହାର ଜିଲାର ପୁଲିସ କର୍ମଚାରୀ ପୁରୀ…
Read More...

୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ : ଦୁଇ ଜଣ ଛଦ୍ମବେଶୀ ସେବାୟତ ଆଜି(ଶୁକ୍ରବାର) ଧରାପଡିଛନ୍ତି। ଏମାନେ ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରେ ପ୍ରବେଶ କରିଥିବାବେଳେ ଧରାପଡିଥିଲେ। ଉଭୟଙ୍କୁ ଚିହ୍ନଟ କରି…
Read More...

ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ : ଗୁଣ୍ଡିଚା ମନ୍ଦିରରେ ଆଜି(ଶୁକ୍ରବାର) ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ବା ପଛଭୋଗ ନୀତି ପରେ ଶ୍ରୀମୁଖ ଶୃଙ୍ଗାର ହେବ। ୪ ଘଣ୍ଟା ଧରି ପ୍ରାକୃତିକ ରଙ୍ଗରେ ଶ୍ରୀଜିଓଙ୍କ ଶ୍ରୀମୁଖ…
Read More...

ଗଞ୍ଜାମରେ ଆଉ ୫୦ କରୋନା ରୋଗୀ ଚିହ୍ନଟ

ଗଞ୍ଜାମ : ଗଞ୍ଜାମ ଜିଲାରେ ଆଉ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ୫୦ ଜଣଙ୍କ ମଧ୍ୟରୁ ୩୩ ଜଣ ରୋଗୀ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ…
Read More...

ଆଜି ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ଶୁକ୍ରବାର) ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧…
Read More...

ପୁଲିସ ଓ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର : ଆୱନ୍ତିପୁରା ଜିଲା ପୁଲୱାମାର ତ୍ରାଲରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗତକାଲି ଠାରୁ ଏହି ଏନକାଉଣ୍ଟର ଜାରି ରହିଛି। ଗତକାଲି ରାତିରେ…
Read More...

ୟୁରୋପରୁ ସେନା ହଟାଇ ଏସିଆରେ ନିୟୋଜିତ କରିବ ଆମେରିକା

ୱାଶିଂଟନ : ଚୀନ୍ର ଏକଛତ୍ରବାଦୀ ଶାସନକୁ ନିଷିଦ୍ଧ କରିବାକୁ ଆମେରିକା ପ୍ରସ୍ତୁତି ଚଳାଇଛି। ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମିକୁ ମୁକାବିଲା କରିବା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ୟୁରୋପରୁ ନିଜର…
Read More...

ମନ ପ୍ରଫୁଲ୍ଲ ରଖିବା ପାଇଁ ହର୍ବାଲ୍ ଚା

ଉତ୍ତରାଖଣ୍ଡର ଜଡ଼ି-ବୁଟି ଗବେଷଣା ଓ ବିକାଶ ସଂସ୍ଥା ଦେଢ଼ ବର୍ଷର ଅଦମ୍ୟ ଚେଷ୍ଟା ପରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଚା’ ପ୍ରସ୍ତୁତ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଏଇ ଚା’ ନିୟମିତ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି…
Read More...

ଡିଜେଲ ଏବଂ ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ : ଡିଜେଲ ଏବଂ ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଦଶ ଗ୍ରାମ ସୁନାର ମୂଲ୍ୟ ପଚାଶ ହଜାର ଟଙ୍କା ଅତିକ୍ରମ କରିଛି। ନୂଆଦିଲ୍ଲୀଠାରେ ୧୦ ଗ୍ରାମ୍‌ ପିଛା ସୁନା ଦର ୫୦,୦୦୦…
Read More...

ପୁଣି କରୋନା କରିବ ତାଲାବନ୍ଦୀ !

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଏବେ କିଲିବିଲି କରିବା ପରିସ୍ଥିତି ସୃଷ୍ଟି କଲାଣି। ମାର୍ଚ୍ଚ ୧୬ରେ ଓଡ଼ିଶାରେ ପାଦ ଥାପିଥିବା କରୋନା ଭୂତାଣୁ ଧୀରେ ଧୀରେ ୩୦ଟି ଜିଲାକୁ ଗ୍ରାସିବା ପରେ ଏବେ ଦ୍ରୁତବେଗରେ…
Read More...

୨୪ କ୍ୟାରେଟ୍ ସୁନା ମିଠାର ସୁଆଦ

ଭାରତର ଯେ କୌଣସି ପ୍ରାନ୍ତକୁ ଯିବେ, ସେଠାକାର ମିଠା ବ୍ୟଞ୍ଜନର ବିଶେଷ ସ୍ବାଦ ନିଶ୍ଚୟ ମିଳେ। ଦିଲ୍ଲୀ, ମୁମ୍ବଇରେ ଅନେକ ଦୋକାନ ଅଛି, ଯେଉଁଗୁଡ଼ିକ ଇତିମଧ୍ୟରେ ୧୦୦ ବର୍ଷ ପୂର୍ତ୍ତି କରିସାରିଲେଣି। ଗୁଜରାଟ୍‌ରେ…
Read More...

ସ୍ତ୍ରୀ ବାହାଘର ଭଣ୍ଡୁର କଲା ସ୍ବାମୀ

ଭୁବ‌େ‌ନଶ୍ବର/ଚନ୍ଦ୍ରଶେଖରପୁର : ବିବାହର ୮ ବର୍ଷ ପରେ ପତ୍ନୀ ଅନ୍ୟ ଜଣଙ୍କ ସହିତ ବାହା ହେଉଥିବା ଖବର ପାଇ ସ୍ବାମୀ ମଣ୍ଡପ ନିକଟରେ ପହଞ୍ଚିଥିଲା। ସେଠାରେ ହଙ୍ଗାମା କରିବା ସହିତ ଶେଷରେ ପୁଲିସର ସହଯୋଗ ଲୋଡ଼ିଥିଲା।…
Read More...

ଚୀନ ନାଗରିକଙ୍କୁ ମିଳିବନି ଦିଲ୍ଲୀ ହୋଟେଲ

ନୂଆଦିଲ୍ଲୀ :ଚୀନ ସାମଗ୍ରୀ ବର୍ଜନ ଆହ୍ବାନରେ ସାମିଲ ହୋଇଛି ରାଜଧାନୀ ଦିଲ୍ଲୀର ହୋଟେଲ ସଙ୍ଘ। ଦିଲ୍ଲୀର କୌଣସି ହୋଟେଲ କିମ୍ବା ଅତିଥି ଭବନରେ ଅବସ୍ଥାନ ପାଇଁ ଚୀନ ନାଗରିକଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ…
Read More...

ଶ୍ରୀଜଗନ୍ନାଥଙ୍କ ବାହୁବଳୀ ସେବାୟତ ଅନିଲ୍ ଗୋଛିକାର୍

ପୁରୀ : ଚଳିତଥରର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବାବେଳେ ଜନୈକ ସେବାୟତ ଅନିଲ୍ ଗୋଛିକାର୍ ଏଥିରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କ ସେବାରେ ତାଙ୍କ ପୂରା ପରିବାର ନିୟୋଜିତ। ଏଥରକ…
Read More...

ଆଗାମୀ ୧୨ ମାସ ଶିଶୁଙ୍କ ପାଇଁ ବିପଦ: ୟୁନିସେଫ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଆଗାମୀ ୧୨ ମାସ ଶିଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ। ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରା ନ ଗଲେ ଏହି ସମୟ ମଧ୍ୟରେ ପାଖାପାଖି ୮,୮୧,୦୦୦ ଶିଶୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରେ…
Read More...

‘ଅନ୍‌ ଲକ୍‌-୨’ରେ ଉଡ଼ିପାରେ ଆନ୍ତର୍ଜାତିକ ବିମାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ପରେ ‘ଅନ୍‌ ଲକ୍‌-୨’ ଜାରି କରିବା ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ କେତେକ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯିବାର ସମ୍ଭାବନା ରହିଛି।…
Read More...

୧କୋଟି ନିକଟତର ହେଲା ବିଶ୍ବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କୃତ୍ରିମ ଅମ୍ଳଜାନ ଅଭାବ ନେଇ ସତର୍କ କଲା ହୁ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ପାଖାପାଖି ୧୦ ନିୟୁତ (ଏକକୋଟି) ଲୋକଙ୍କୁ ସଂକ୍ରମିତ କଲାଣି କରୋନା ଭୂତାଣୁ। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ନିୟୁତ (୯୫ଲକ୍ଷ)ରେ ପହଞ୍ଚିଥିବା ବେଳେ ସଂକ୍ରମଣରେ ଗଡିଲାଣି…
Read More...

ଭାରତ-ଚୀନ ସୀମା ବିବାଦ : ଆଶିଂକ ସେନା ପ୍ରତ୍ୟାହାର ଆରମ୍ଭ

ନୂଆଦିଲ୍ଲୀ : ସମ୍ପ୍ରତି ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ସକ୍ଷମ। ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ଉଦ୍ୟମ ଚଳାଇଛନ୍ତି। ବିବାଦ ଆଗକୁ ନ ବଢ଼ାଇବା ପାଇଁ…
Read More...

ନାବାଳିକାକୁ ଦୁଷ୍କର୍ମ: ଜେଲ୍‌ ଗଲେ କ୍ରସର ମାଲିକ ଓ ସହଯୋଗୀ

ପାଇକମାଲ : ବରଗଡ଼ ଜିଲା ପାଇକମାଲ ଚୁହାପାଲିସ୍ଥିତ କ୍ରସର ପରିସରରେ ଜନୈକ ତଫସିଲଭୁକ୍ତ ଜନଜାତି ନାବାଳିକାକୁ କ୍ରସର ମାଲିକ ଦୁଷ୍କର୍ମ କରିଥିବାର ପାଇକମାଲ ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକର ବାପାଙ୍କ…
Read More...

ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ, ବ୍ୟୟ କରାଯିବ ୧୪ କୋଟି

ଭୁବନେଶ୍ୱର : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ। ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ,…
Read More...

ଶୁକ୍ରବାର ରାଶିଫଳ (୨୬। ୬। ୨୦୨୦)

ମେଷ: ଅଧ୍ୟୟନପୂର୍ବକ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଆଶ୍ବସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖ ମିଳିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।…
Read More...

ରେଳବାଇର କରୋନା ମୁକାବିଲା : ଲକ୍ଷାଧିକ ପିପିଇ, ସାନିଟାଇଜର ଓ ମାସ୍କ ସହିତ ସ୍ୱତନ୍ତ୍ର କରୋନା କୋଚ ନିର୍ମାଣ

ସମ୍ବଲପୁର : ବୈଶ୍ୱିକ ମହାମାରୀ କରୋନାର ମୁକାବିଲା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀବାହୀ ରେଳ ସେବାକୁ ପ୍ରଥମେ ବନ୍ଦ ରଖା…
Read More...

ଗଞ୍ଜାମରେ ବିକଳ୍ପ ଜୀବନଜୀବିକା ମାଧ୍ୟମକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ର ପ୍ରୋତ୍ସାହନ, ଚାଷୀଙ୍କୁ ଅତିରିକ୍ତ ଆୟ ଯୋଗାଇବ…

ବ୍ରହ୍ମପୁର : ଲୋକମାନଙ୍କୁ ସବୁ ସମୟରେ ସତେଜ ଦୁଗ୍ଧ ଯୋଗାଇବା ଲକ୍ଷ୍ୟରେ ରଥଯାତ୍ରା ଅବସରରେ ବ୍ରହ୍ମପୁରଠାରେ ଏକ ୨୪ ଘଣ୍ଟିଆ ଦୁଗ୍ଧ ଏଟିଏମ୍‍ ଉଦ୍‍ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ମହାରାଜା କୃଷ୍ଣ…
Read More...

ଦେବଗଡରେ ରଥାଯାତ୍ରା: ଘୋଡାଗାଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗଲେ ତିନିଠାକୁର

ଦେବଗଡ଼: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଦେବଗଡ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଓ ମାତା ସୁଭଦ୍ରା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛନ୍ତି। ତେବେ ଭୟାବହ କରୋନା ସଂକ୍ରମଣ…
Read More...

ଅଗଷ୍ଟ ୧୨ ପୂର୍ବରୁ ଦେଶରେ ସ୍ବାଭାବିକ ହେବ ନାହିଁ ରେଳ ସେବା; ଯାତ୍ରୀଙ୍କୁ ରେଳବାଇ ଫେରାଇବ ଟିକେଟ ପଇସା

ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ସ୍ବାଭାବିକ ହେବ ନାହିଁ ରେଳସେବା । କେବଳ ସ୍ବତନ୍ତ୍ର ଟ୍ରେନକୁ ଛାଡ଼ିଦେଲେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ । ଲକ୍ ଡ଼ାଉନ ପୂର୍ବରୁ ଚାଲୁଥିବା ପାସେଞ୍ଜର, ମେଲ ଓ ଏକ୍ସପ୍ରେସ…
Read More...

ପ୍ରଥମ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ, ଯୁବକ ଅଟକ

ବୁଗୁଡ଼ା: ପ୍ରଥମ ପତ୍ନୀ ଓ ଗୋଟିଏ ପିଲା ଥାଉଥାଉ ଆଉ ଜଣେ ଯୁବତୀଙ୍କୁ ବିବାହ । ଆଉ ଏହାର ପ୍ରତିବାଦ କରିବାରୁ ପ୍ରଥମ ପତ୍ନୀଙ୍କୁ ନିର୍ମମ ମାଡ଼ ସାଙ୍ଗକୁ ହତ୍ୟା ଉଦ୍ୟମ । ଏପରି ଅମାନୁଷିକ ଘଟଣା ଘଟିଛି ଗଞ୍ଜାମ ଜିଲାର…
Read More...