ବିଦ୍ୟୁତ୍ ଆଘାତରେ ଜେଜେମା-ନାତୁଣୀ ମୃତ Samaja Live Jun 25, 2020 ଘର ଅଗଣାରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ରାୟଗଡ଼ା ସହର ଉପାନ୍ତବର୍ତୀ ତୁମ୍ବିଗୁଡ଼ା ଗାଁରେ । ତୁମ୍ବିଗୁଡ଼ାର ବାଙ୍ଗରମା… Read More...
କରୋନା ଭୟ: ୟୁରୋପୀୟଙ୍କ ପ୍ରବେଶ ଉପରେ ଆମେରିକାର କଟକଣା Samaja Live Jun 25, 2020 ବ୍ୟାଙ୍କକ୍: ସାରା ବିଶ୍ବ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଲଢେଇ ଜାରି ରଖିଛି। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଦୁଇ ମାସ ପୂର୍ବରୁ… Read More...
ଟିକ୍ ଟକ୍ ଗାର୍ଲ ସିଆ କକ୍କରଙ୍କ ଆତ୍ମହତ୍ୟା Samaja Live Jun 25, 2020 ମନୋରଞ୍ଜନ ଜଗତର ଆସିଛି ଆଉ ଏକ ବେଦନାଦାୟକ ଖବର । ଗଣମାଧ୍ୟମ ସୂଚନା ଅନୁସାରେ ମାତ୍ର ୧୬ ବର୍ଷ ବୟସରେ ଟିକ୍ ଟକ୍ ଷ୍ଟାର ସିଆ କକ୍କର ଗୁରୁବାର ଆତ୍ମହତ୍ୟା କରିଛନ୍ତି । ତେବେ ସେ କିପରି ଓ କାହିଁକି ଆତ୍ମହତ୍ୟା… Read More...
କୋରାପୁଟ: ଗୋଟିଏ ଦିନରେ ୧୬୭୨ କିଲୋ ଗଞ୍ଜେଇ ସହ ୧୦ ଗାଡ଼ି ଜବତ, ୨୬ ଗିରଫ Samaja Live Jun 25, 2020 କୋରାପୁଟ ଏସପି ମୁକେଶ ଭାମୁ ଆରମ୍ଭ କରିଛନ୍ତି ‘ମିଶନ କ୍ଲିନ୍’ । ଜିଲାରେ ଗଞ୍ଜେଇ କାରବାରର ମୂଳୋତ୍ପାଟନ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଗୁରୁବାର ପୁଲିସକୁ ମିଳିଛି ବିପୁଳ ସଫଳତା । କେବଳ ଗୋଟିଏ ଦିନରେ ପୁଲିସ… Read More...
ଲକ୍ଡ଼ାଉନ ଦେଇଛି ଦେଶକୁ ସୁସ୍ଥ ବାୟୁ; ୨୨ ସହର ଉପରିଭାଗରେ ବଢ଼ିଛି ଓଜୋନସ୍ତର Samaja Live Jun 25, 2020 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହାପରେ କରୋନା କଟକଣା ସହିତ ଅନ୍ଲକ୍-୧ ଜାରି କରାଯାଇଛି। ତେବେ ଲକ୍ଡାଉନ୍ ସମୟରେ… Read More...
ପୁଣି ଭୂମିକମ୍ପ: ତ୍ରିପୁରାରେ ରିକ୍ଟର ସ୍କେଲରେ ୨.୮ ରେକର୍ଡ଼ Samaja Live Jun 25, 2020 କରୋନା କାଳରେ ଭାରତରେ ଘଟୁଛି ଘନଘନ ଭୂମିକମ୍ପ । ଗୁରୁବାର ଅପରାହ୍ନରେ ଭାରତ-ବାଂଲାଦେଶ ସୀମାନ୍ତବର୍ତୀ ତ୍ରିପୁରାରେ ୨.୮ ତୀବ୍ରତାର ଭୂମିକମ୍ପ ରେକର୍ଡ଼ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍)… Read More...
କଂଗ୍ରେସ ଭବନ ଗଣ୍ଡଗୋଳ: ସୁର କହିଲେ ’ପୁରୁଣା ରୋଗ’; ଏଆଇସିିସିକୁ ଦାୟୀ କଲେ ବରିଷ୍ଠ ନେତା Samaja Live Jun 25, 2020 ଭୁବନେଶ୍ବର: କଂଗ୍ରେସ ଆଉ ପିଟାପିଟି ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ବ । ଏମିତି କେଉଁ ବର୍ଷ ନାହିଁ ଯେଉଁ ବର୍ଷ କଂଗ୍ରେସ ଭବନରେ ଦି’ ଚାରିଥର ଗଣ୍ଡଗୋଳ, ପିଟାପିଟି ନ ହୋଇଛି । ଅବଶ୍ୟ ଅନ୍ୟ ରାଜନୈତିକ ଦଳରେ ଯେ… Read More...
ଚାକିରି ପ୍ରଲୋଭନ ଦେଖାଇ ଯୌନ ଶୋଷଣ; ଅଭିଯୁକ୍ତ ଯୁବକ ଗିରଫ Samaja Live Jun 25, 2020 ବାରିପଦା: ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ଏହାପରେ ଠକିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଘଟଣାଟି ଘଟିଛି ମୟୂରଭଞ୍ଜ… Read More...
ଲାଞ୍ଚ ଲୋଭ: ଭିଜିଲାନ୍ସ ଫାନ୍ଦରେ ପଡ଼ିଗଲେ ନୂଆ ପୁଲିସ ବାବୁ Samaja Live Jun 25, 2020 ଦି’ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ । ଚାକିରୀରୁ ପ୍ରୋବେସନ ମୋହର ବି ହଟିନାହିଁ । ହେଲେ ଟଙ୍କା ଖାଇବା ଲୋଭ ନୂଆ ପୁଲିସ ବାବୁଙ୍କ ପାଇଁ ମହଙ୍ଗା ପଡ଼ିଛି । ଏକ ମାମଲା ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ… Read More...
ମାତିଲେ ମାଓବାଦୀ: ଜାଳିଦେଲେ ଠିକାଦାରଙ୍କ ୬ ଗାଡ଼ି Samaja Live Jun 25, 2020 ବେଶ୍ କିଛି ଦିନର ନିରବତା ପରେ ମାଲକାନଗିରି ସୀମାନ୍ତବର୍ତୀ ଛତିଶଗଡ଼ରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ସୁକୁମା ଜିଲାରେ ମାଓବାହିନୀ ରାସ୍ତା କାମ କରୁଥିବା ଜଣେ ଠିକାଦାରଙ୍କ ୬ଟି… Read More...
ଭୁବନେଶ୍ବରରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ Samaja Live Jun 25, 2020 ଭୁବନେଶ୍ବର : ଭୁବନେଶ୍ବରରୁ ଗୁରୁବାର ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।… Read More...
ନବରଙ୍ଗପୁର : ଜିଲା ସ୍ତରୀୟ କୃଷି ସମୀକ୍ଷା ବୈଠକରେ ଯୋଗଦେଲେ କୃଷି ମନ୍ତ୍ରୀ ଅରୁଣ ସାହୁ Samaja Live Jun 25, 2020 Read More...
ନବରଙ୍ଗପୁର : ଜଗନ୍ନାଥ ମନ୍ଦିରରେ ଲାଗିଲା ନିଆଁ Samaja Live Jun 25, 2020 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତଗତ ମୋକିଆ ଗ୍ରାମ ପଞ୍ଚାୟତରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଧୂପ ନିଆଁରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ,… Read More...
ଖୋଲିଲା ହୀରାକୁଦ ଗେଟ୍ : ୧୦ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ Samaja Live Jun 25, 2020 ହୀରାକୁଦ : ପାରମ୍ପରିକ ପୂଜାର୍ଚ୍ଚନା ପରେ ଗୁରୁବାର ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୦ଟି ଫାଟକ ଦେଇ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସିତ ହେଉଛି। ପରମ୍ପରା ଅନୁସାରେ ପ୍ରଥମେ… Read More...
ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ Samaja Live Jun 25, 2020 ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅନ୍ତର୍ଗତ ଚେମଣା ମୁଣ୍ଡା ସାହିରେ ଜଣେ ନାବାଳକର ସନ୍ଦେହ ଜନକ ମୃତ୍ୟୁ ଘଟିଛି।ତେବେ ନାବାଳକ ଜଣକ କାଜୁ ଜଙ୍ଗଲରେ ଫାଶୀ ଦେଇ ମୃତ୍ୟୁ ବରଣ କରିଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ… Read More...
ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ Samaja Live Jun 25, 2020 ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ସ୍ଥାନୀୟ… Read More...
ବ୍ରିଜ୍ କାମରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ Samaja Live Jun 25, 2020 ବାଲେଶ୍ବର : ବାଲେଶ୍ବର ଜିଲା ଅଙ୍ଗାର ଗଡିଆ ନିର୍ମାଣାଧିନ ଫ୍ଲାଇ ଓଭରବ୍ରିଜ ନିକଟରେ ଗୁରୁବାର ସକାଳ ୮ଟା ସମୟରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ତେଲେଙ୍ଗା ସାହିର ସୁନା… Read More...
୫ହଜାର ଏମ୍ଏଚ୍ ବ୍ୟାଟେରୀ ଏବଂ ଡୁଆଲ୍ ରିଅର କ୍ୟାମେରା ସହ “ରିଅଲମି ସି-୩ଆଇ”ର ବଜାର ପ୍ରବେଶ Samaja Live Jun 25, 2020 ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ରିଅଲ୍ ଶେଷରେ ଭିଏତନାମରେ ତାର ଚମତ୍କାର ହ୍ୟାଣ୍ଡସେଟ୍ ସି-୩ଆଇ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ ୱାଟର ଡ୍ରପ୍ ନଚ୍ ଡିସପ୍ଲେ ସହିତ କର୍ନିଙ୍ଗ୍ ଗରିଲା ଗ୍ଲାସ୍ ୩ର ସମର୍ଥନ… Read More...
ଟିମ୍ ଇଣ୍ଡିଆ ପାଇଁ ସ୍ମରଣୀୟ ଦିନ : ୩୭ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମ ବିଶ୍ୱକପ ଜିତିଥିଲା ଭାରତ Samaja Live Jun 25, 2020 ନୂଆଦିଲ୍ଲୀ : ଆଜକୁ ଠିକ୍ ୩୭ ବର୍ଷ ପୂର୍ବେ ଆଜି, ୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିର ଦିନରେ ଦୁଇଥର ଚାମ୍ପିଆନ୍ ହୋଇଥିବା… Read More...
ସେନା ଓ ଆତଙ୍କବାଦୀ ଗୁଳିବିନିମୟ, ଦୁଇ ଆତଙ୍କବାଦୀ ନିହତ Samaja Live Jun 25, 2020 ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀରର ସୋପାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୋପାର… Read More...
ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ Samaja Live Jun 25, 2020 ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଗୁରୁବାର ପ୍ରାତଃ ଭ୍ରମଣରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାତଃ ଭ୍ରମଣରେ ଯାଇଥିବା ଅନ୍ୟ… Read More...
କରୋନା ସଂକ୍ରମଣରେ ମୁମ୍ବଇକୁ ପଛରେ ପକାଇଲା ଦିଲ୍ଲୀ Samaja Live Jun 25, 2020 ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ମୁମ୍ବଇକୁ ପଛରେ ପକାଇଛି ଦିଲ୍ଲୀ। ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଏନେଇ ବୁଧବାର ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ସେହିଭଳି, ମହାରାଷ୍ଟ୍ର ସରକାର… Read More...
ଆଜିଠୁ ପିପିଲିକୁ ଗଡ଼ିବ ମୋ ବସ୍ Samaja Live Jun 25, 2020 ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ (ରେଲୱେ ଷ୍ଟେସନ)ରୁ ପିପିଲିକୁ ଗୁରୁବାର ଗଡ଼ିବ ମୋ ବସ୍। ଗତ ମଙ୍ଗଳବାରଠାରୁ କ୍ରୁଟ୍ ପକ୍ଷରୁ ବସ୍ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍ଡାଉନ୍ ଘୋଷଣା… Read More...
ପୁଣି ଚୀନ ସେନାର ଦୁଃସାହସ Samaja Live Jun 25, 2020 ନୂଆଦିଲ୍ଲୀ : ପୂର୍ବଲଦାଖର ବିବାଦୀୟ କ୍ଷେତ୍ରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ସମ୍ମତି ପ୍ରକାଶ ପାଇବା ସତ୍ତ୍ବେ ଚୀନ ପୁନର୍ବାର ଦୁଃସାହସ କରିଛି। ପାନଗଙ୍ଗ ସୋ ଓ ଗଲୱାନ ପରେ ଚୀନ ଦଉଲତ ବେଗ୍ ଓଲ୍ଡି (ଡିଓବି) ଅଞ୍ଚଳରେ… Read More...
ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ଏସିଆ କପ୍ : ପିସିବି Samaja Live Jun 25, 2020 କରାଚି: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିିସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ… Read More...
ଅନ୍ଲାଇନ୍ ଭୋଟିଂ, ସଚିନଙ୍କୁ ପଛରେ ପକାଇ ଦ୍ରାବିଡ଼ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ Samaja Live Jun 25, 2020 ମୁମ୍ବଇ : ନିକଟରେ କ୍ରିକେଟ୍ର ବାଇବେଲ୍ ଭାବେ ପରିଚିତ ୱିଜ୍ଡେନ୍ର ଭାରତ ସଂସ୍କରଣ ପକ୍ଷରୁ ଏକ ଅନ୍ଲାଇନ୍ ପୋଲ୍ ବା ଭୋଟିଂ ହୋଇଥିଲା। ଫେସ୍ବୁକ୍ରେ ହୋଇଥିବା ଏହି ପୋଲ୍ରେ ପ୍ରଶ୍ନ ଥିଲା- ଗତ ୫୦ ବର୍ଷରେ… Read More...
କରୋନା ମାଡ଼: ସଙ୍କଟରେ ପର୍ଯ୍ୟଟନ Samaja Live Jun 25, 2020 ଭୁବନେଶ୍ବର : କରୋନା ପର୍ଯ୍ୟଟନ କ୍ଷେତ୍ରକୁ ସବୁଠୁ ଅଧିକ ଉଜାଡ଼ିଛି। ଗତ ତିନି ମାସ କାଳ ପର୍ଯ୍ୟଟନ କ୍ଷେତ୍ର ଲକଡାଉନ ଭିତରେ ପ୍ରାୟ ରୁନ୍ଧି ହୋଇପଡ଼ିଛି। ରାଜ୍ୟର ହୋଟେଲ, ଆତିଥେୟତା କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ… Read More...
ବିନାଶ ମୁଦ୍ରାରେ କରୋନା: ପୁଣି ସତର୍କ କଲେ ସରକାର, ଆଗକୁ ସ୍ଥିତି ଭୟଙ୍କର Samaja Live Jun 25, 2020 ଭୁବନେଶ୍ବର : ଦେଶ ହେଉ କିମ୍ବା ରାଜ୍ୟ, କରୋନା ସ୍ଥିତିରେ ସୁଧାର ଆସିବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି। ଓଡ଼ିଶାରେ ପ୍ରତ୍ୟେକ ଦିନ ଶତାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୧୭ ଜଣଙ୍କ ଜୀବନ ନେଲାଣି।… Read More...
ମାଲ୍ଦା, ମୁର୍ସିଦାବାଦରେ କୁଟୀରଶିଳ୍ପ ପାଲଟିଛି ଧଳାଜହର, ବାଲେଶ୍ବର ଦେଇ ପହଞ୍ଚୁଛି ରାଜଧାନୀରେ Samaja Live Jun 25, 2020 ଭୁବନେଶ୍ବର : ରାଜଧାନୀ ସମେତ ବିଭିନ୍ନ ଜିଲା ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ହେରୋଇନ୍ ବା ବ୍ରାଉନ୍ସୁଗର ଭଳି ଧଳା ଜହର ଚାଲାଣ ହେଉଛି ପଶ୍ଚିମବଙ୍ଗର ମାଲ୍ଦା ଓ ମୁର୍ସିଦାବାଦରୁ। ଏହି ଅଞ୍ଚଳ ହେରୋଇନ୍ ଓ ବ୍ରାଉନ୍ସୁଗର… Read More...
୧୬୦ କୋଟିରେ ପହଞ୍ଚିଲା ଖାରବେଳ ଭବନର ବ୍ୟୟ ଅଟକଳ Samaja Live Jun 25, 2020 ଭୁବନେଶ୍ବର : ରାଜ୍ୟର ଦ୍ବିତୀୟ ସଚିବାଳୟ କୁହାଯାଉଥିବା ଖାରବେଳ ଭବନରେ ଅତିରିକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ୧୦ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଉଦ୍ଘାଟିତ… Read More...
କ୍ୟାପିଟାଲ ହସ୍ପିଟାଲ ନିଦାନରେ ତାଲା, ଘରୋଇ ପାେଥାଲାବ୍ ମୁହାଁ ରୋଗୀ Samaja Live Jun 25, 2020 ଭୁବନେଶ୍ବର : ଗୋଟିଏ କି ଦୁଇଟି ନୁହେଁ, ସମୁଦାୟ ୧୬ ପ୍ରକାର ନମୁନା ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିଲା। ଏଫ୍ଏନସିରୁ ଆରମ୍ଭ କରି କଲଚର। ଏସବୁ ପରୀକ୍ଷା ହେଉଥିଲା ନିଦାନ ଜରିଆରେ। ମାତ୍ର ନିଦାନରେ ଏବେ ତାଲା… Read More...
ଘରେ ମିଳିବ ଲାଇବ୍ରେରି ସୁବିଧା, ଅନ୍ଲାଇନ୍ରେ ବହି ବୁକିଂ Samaja Live Jun 25, 2020 ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜଧାନୀରେ ଥିବା ଘରୋଇ ଲାଇବ୍ରେରିଗୁଡ଼ିକର ଆର୍ଥିକ ଅବସ୍ଥା ବିଗିଡ଼ିଯାଇଛି। ତିନି ମାସ ହେଲା ଲାଇବ୍ରେରିରେ ତାଲା ଝୁଲୁଛି। ଫଳରେ ଘରୋଇ ଲାଇବ୍ରେରି ମାଲିକ ଦୁର୍ଦିନରେ ଅଛନ୍ତି।… Read More...
ମାନବୀୟ ତ୍ରୁଟି ଯୋଗୁ ଘଟିଥିଲା କରାଚୀ ବିମାନ ଦୁର୍ଘଟଣା Samaja Live Jun 25, 2020 ଇସଲାମାବାଦ : ପାକିସ୍ତାନରେ ମେ’ ୨୨ରେ କରାଚୀ ନିକଟରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣା ପାଇଲଟଙ୍କ ତ୍ରୁଟି ଯୋଗୁ ଘଟିଥିଲା। ଏଥିରେ ୯୭ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା। ବିମାନ ଅବତରଣବେଳେ ପାଇଲଟ୍ କରୋନା ଭୂତାଣୁ… Read More...
ମହାକାଶ ଗବେଷଣାରେ ସାମିଲ ହେବେ ଘରୋଇ ସଂସ୍ଥା Samaja Live Jun 25, 2020 ନୂଆଦିଲ୍ଲୀ : ମହାକାଶ ଗବେଷଣାକୁ ଅଧିକ ତ୍ବରାନ୍ବିତ ଓ ବିକଶିତ କରିବା ଲାଗି କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ନୂଆ ପଦକ୍ଷେପ ଅନୁଯାୟୀ ମହାକାଶ ଗବେଷଣା କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକୁ ଅନୁମତି ପ୍ରଦାନ… Read More...
କୂଟନୈତିକ ଆଲୋଚନାରୁ ସଫଳତା : ପୂର୍ବ ବୁଝାମଣାକୁ ସମ୍ମାନ ଦେବ ଚୀନ Samaja Live Jun 25, 2020 ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନାରୁ ସୁଫଳ ମିଳିଛି। ବୁଧବାର ଏ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିବାଦୀୟ ସ୍ଥଳରୁ ଉଭୟ ପକ୍ଷ ସେନା… Read More...
ଗୁରୁବାର ରାଶିଫଳ (୨୫। ୬। ୨୦୨୦) Samaja Live Jun 25, 2020 ମେଷ: ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସ୍ବାସ୍ଥ୍ୟବାନ୍ ହେବେ। କୃଷିକ୍ଷେତ୍ରକୁ ରକ୍ଷା କରିବାର ପ୍ରୟାସ ଜାରି ରଖିବେ। ବୁଦ୍ଧିମାନ୍… Read More...
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର Samaja Live Jun 24, 2020 କେଶଦୁରାପାଳ : ପାରିବାରିକ କଳହରୁ ଘସିପୁରା ଥାନା ଶୈଲଙ୍ଗରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ରୁକ୍ମିଣୀ ଜେନା ଗୁରୁତର, ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୁଚନାରୁ ଜଣାପଡିଛି ଆନନ୍ଦପୁର… Read More...
୨ ହଜାର ଟଙ୍କା କୁପନ ଲୋଭ ଦେଖାଇ ସାଇବର ଠକ ଲୁଟିନେଲେ ୬୦ ହଜାର ଟଙ୍କା Samaja Live Jun 24, 2020 କ୍ରେଡ଼ିଟ୍ କାର୍ଡ଼ରେ ୨ ହଜାର ଟଙ୍କାର କୁପନ ମିଳିବା ଲୋଭ ଦେଖାଇ ସାଇବର ଠକ ଭୁବନେଶ୍ବରର ଜଣେ ମହିଳାଙ୍କଠାରୁ ଲୁଟି ନେଇଛନ୍ତି ୬୦ ହଜାର ଟଙ୍କା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗା ନଗରର ମଧୁମିତା ପଟ୍ଟନାୟକ… Read More...
ତୈଳ ଦର ବୃଦ୍ଧି ପ୍ରଭାବ: ଆଗକୁ ମହଙ୍ଗା ମାଡ଼ Samaja Live Jun 24, 2020 ଭୁବନେଶ୍ବର : ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର । କ୍ରମାଗତ ଭାବେ ବଢ଼ି ଚାଲିଥିବା ଏହି ଦର ବୃଦ୍ଧି ଆଗକୁ ମହଙ୍ଗାର ରୂପ ନେଇପାରେ । ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି… Read More...
ଜୁଲାଇ ୩୧ ଯାଏ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା Samaja Live Jun 24, 2020 ନୂଆଦିଲ୍ଲୀ : ବେତନଧାରୀ ବର୍ଗର ଟିକସଦାତାଙ୍କୁ ଏକ ବଡ ରିଆତି ଦେବାକୁ ଯାଇ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର… Read More...
ଦିଲ୍ଲୀରେ ପେଟ୍ରୋଲକୁ ଟପିଲା ଡିଜେଲ ଦର: ୧୮ ଦିନରେ ବଢ଼ିଛି ୧୦.୪୯ ପଇସା Samaja Live Jun 24, 2020 ଭୁବନେଶ୍ବର: ତେଲ ଦର ଉପରେ ଲଗାମ ନାହିଁ । ଘରୋଇ ବଜାରରେ ବଢ଼ି ଚାଲିଥିବା ତେଲ ଦର ବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ବୃଦ୍ଧି ଧାରା ୧୮ ଦିନ ହେବ ଅବ୍ୟାହତ ରହିଛି। ଆଜି ପେଟ୍ରୋଲ ଦରକୁ… Read More...
ପୁଅର କାଠ ଫାଳିଆ ମାଡ଼ରେ ବାପା, ମା’ ଗୁରୁତର Samaja Live Jun 24, 2020 କେଶଦୁରାପାଳ : ଘରେ ଅଲଗା ହେବାକୁ କେନ୍ଦ୍ର କରି ପୁଅର କାଠ ଫାଳିଆ ମାଡ଼ରେ ବାପା, ମା’ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘସିପୁର ଆନା ଅନ୍ତର୍ଗତ ବୈଠାଜଳା ଗ୍ରାମରେ । ସୂଚନାରୁ… Read More...
ରାଜାମୌଲୀଙ୍କ ‘‘୩-ଆର୍’’ ଉପରେ ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ଛାଇ Samaja Live Jun 24, 2020 ବାହୁବଳୀ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ କରିବା ପରେ ଏହାର ନିର୍ଦେଶକ ଏସ୍.ଏସ୍.ରାଜାମୌଲୀଙ୍କୁ କେହି କେହି ବାହୁବଳୀ ବୋଲି ସମ୍ବୋଧନ କରିଥାଆନ୍ତି । ରାଜାମୌଲୀଙ୍କ ଫିଲ୍ମଗୁଡ଼ିକ ବ୍ୟୟବହୁଳ ହୋଇଥାଏ ସତ, ମାତ୍ର ଏହା… Read More...
ସାପ କାମୁଡାରେ ଆଶାକର୍ମୀଙ୍କ ମୃତ୍ୟୁ Samaja Live Jun 24, 2020 ବୋଲଗଡ : ବୋଲଗଡ ଥାନା ଅନ୍ତର୍ଗତ ବଡକୁମାରୀ ଗ୍ରାମର ଭରତ ଦଳେଇଙ୍କ ଧର୍ମପତ୍ନୀ ସତ୍ୟଭାମା ସାହୁଙ୍କର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ଘଟିଛି। ସେ ଦୀର୍ଘ ୧୦ବର୍ଷ ଧରି ଆଶାକର୍ମୀ ଭାବେ ଲୋକମାନଙ୍କର ସେବା କରିବା… Read More...
ସାହରପଡା ବ୍ଲକ ଅଞ୍ଚଳରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ Samaja Live Jun 24, 2020 ପାଟଣା : ସାହରପଡା ଅଞ୍ଚଳରୁ ଆଜି ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ଗୁଜରାଟ ଫେରନ୍ତା ବୋଲି ଜଣାପଡିଛି । ଏହି ବ୍ଲକ ଅନ୍ତର୍ଗତ ମାଛଗଡ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ଗୁଜରାଟ ଫେରନ୍ତା ଜଣେ… Read More...
ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ ସମୀକ୍ଷା ବୈଠକ Samaja Live Jun 24, 2020 ଭୁବନେଶ୍ୱର : ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଏହାର ନିୟନ୍ତ୍ରଣ ସଂପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ… Read More...
ଚୀନ ସୀମା ଜଗିବ ଇସ୍ରାଏଲୀ ଡ଼୍ରୋନ, ଆମେରିକା ନିର୍ମିତ ମାରାତ୍ମକ ହ୍ବିଜର ତୋପ Samaja Live Jun 24, 2020 ଭାରତ-ଚୀନ ସୀମା ବିବାଦ ଓ ସଂଘର୍ଷ ପରେ ଲାଦାଖର ଗଲୱାନ ଉପତ୍ୟାକାରେ ଭାରତୀୟ ସେନା ଜାଗତିଆର। ପ୍ରକୃତ ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ଭାରତ । ଏହା ସହ କୌଣସି… Read More...
ହୋଡିଂ ଲାଇସେନ୍ସ ଫି’ ଛାଡ ପାଇଁ ନିବେଦନ Samaja Live Jun 24, 2020 ଭୁବନେଶ୍ୱର : ଦୀର୍ଘ ୧୩ ମାସ ହେବ ଓଡିଶାରେ ବିଭିନ୍ନ ବିପର୍ଯ୍ୟୟ କାରଣରୁ ଆଉଟଡୋର୍ ବିଜ୍ଞାପନ ଶିଳ୍ପ ପ୍ରଭାବିତ ହୋଇଛି। ଗତବର୍ଷ ଫନି ବାତ୍ୟା ପରଠାରୁ ବିଭିନ୍ନ ସମୟରେ ଘୁର୍ଣ୍ଣିଝଡର ପ୍ରଭାବ ଯୋଗୁଁ ହୋଡିଂ ଶିଳ୍ପ… Read More...
କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ Samaja Live Jun 24, 2020 ଭବାନୀପାଟଣା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପଦ୍ମପୁର ଜଗବନ୍ଧୁ ଶବରଙ୍କ କୂପରେ ଏକ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଛି l ମୃତ ବ୍ୟକ୍ତି ଜଣଙ୍କ ସେହି ଗ୍ରାମର… Read More...
କରୋନା କାଳରେ ରଥ: ମାନବ ସମାଜକୁ ବଡ଼ ଠାକୁର ଦେଇଗଲେ ୪ ବାର୍ତା Samaja Live Jun 24, 2020 ଭୁବନେଶ୍ବର: କରୋନା କାଳରେ ରଥଯାତ୍ରା ନୂଆ ଇତିହାସ ସୃଷ୍ଟି କରିଛି । ମହାପ୍ରଭୁ ଶ୍ରୀମନ୍ଦିରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି । ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି । ଶୂନ୍ୟ ବଡ଼ଦାଣ୍ଡରେ ତିନି ରଥ ଗୁଣ୍ଡିଚା… Read More...
ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ Samaja Live Jun 24, 2020 ସୋର : ବାଲେଶ୍ବର ଜିଲା ସୋର ଅଞ୍ଚଳରେ ଜଣେ ବିଧବା ପକ୍ଷାଘାତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କ କାଲି ରାତିରୁ ନିଖୋଜ ଥିଲେ। ଆଜି ସୋର ଅନନ୍ତପୁର… Read More...
ଭାଈ ପାଇଁ ଜୀବନ ଦେଲା ଭଉଣୀ; ନଦୀରେ ଉଦ୍ଧାର ହେଲା ମୃତଦେହ Samaja Live Jun 24, 2020 ଜଗତସିଂହପୁର: ଭାଇ-ଭଉଣୀର ବନ୍ଧନ ନିବିଡ଼ । ଭଉଣୀକୁ ରକ୍ଷା କରିବାର ପରମ୍ପରାରୁ ସୃଷ୍ଟି ହୋଇଛି ରକ୍ଷା ବନ୍ଧନ ପର୍ବ । ମାତ୍ର ଜଗତସିଂହପୁର ଜିଲାର ବାଲିକୁଦା ଅଞ୍ଚଳରେ ଜଣେ ଭଉଣୀ ନିଜର ସମ୍ପର୍କୀୟ ଭାଇକୁ ବଞ୍ଚାଇବାକୁ… Read More...
ଭାରତୀୟ ସେନାର ’ଆତଙ୍କବାଦ’ ସଫେଇ ଅଭିଯାନ; ୬ ମାସରେ ୧୦୮ ଏନକାଉଣ୍ଟର Samaja Live Jun 24, 2020 ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସଫେଇ ଅଭିଯାନ ଆରମ୍ଭ କରିଛି ସେନା । ଆତଙ୍କବାଦୀମାନଙ୍କୁ ଗୋଡ଼େଇ ଗୋଡ଼େଇ ଏନକାଉଣ୍ଟର କରାଯାଉଛି । କେବଳ ସେତିକି ନୁହେଁ, ସୀମା ଆରପଟେ ଲଞ୍ଚପ୍ୟାଡ଼ରେ ଆତଙ୍କବାଦୀଙ୍କ ଉପରେ ମଧ୍ୟ… Read More...
ଦୁର୍ବଳ ହେଉଛି ଲାଲୁଙ୍କ ଆରଜେଡ଼ି: ଦଳ ଛାଡ଼ି ଜେଡ଼ିୟୁରେ ମିଶିଲେ ୫ ବିଧାନ ପରିଷଦ ସଦସ୍ୟ Samaja Live Jun 24, 2020 ଲାଲୁ ଜେଲରେ । ପୁଅ ତେଜସ୍ବୀ ହାତରେ ଆରଜେଡ଼ି ମଙ୍ଗ । ହେଲେ ଦଳର ବରିଷ୍ଠ ନେତା ତେଜସ୍ବୀଙ୍କୁ ପୁରାମାତ୍ରାରେ ନେତା ରୂପରେ ଗ୍ରହଣ କରିବାକୁ ନାରାଜ । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଦଳର ୫ ବିଧାନ ପରିଷଦ ସଦସ୍ୟ… Read More...
ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଅ – ଧର୍ମେନ୍ଦ୍ର Samaja Live Jun 24, 2020 • ମୋଦୀ ସରକାରରେ କୁଚିଣ୍ଡାର ଜନଜାତି ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉଛନ୍ତି • ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି କରାଯାଇଛି • କୁଚିଣ୍ଡା ଅଂଚଳର ଲଙ୍କାକୁ ବାହାର ରାଜ୍ୟରେ ବିକ୍ରି କରିବା… Read More...
ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ Samaja Live Jun 24, 2020 ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପରସରରେ ଆଜି ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ୩୬ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ପ୍ରାଙ୍ଗଣରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ… Read More...
କୋବିଦ ପରିଚାଳନାରେ ବିଫଳତା : କଂଗ୍ରେସ ନେତୃତ୍ବରେ ୧୩ ବିରୋଧୀ ଦଳର ପ୍ରତିବାଦ ସମାବେଶ ୨୬ରେ Samaja Live Jun 24, 2020 ଭୁବନେଶ୍ୱର: କୋବିଦ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ବଢ଼ି ବଢ଼ି ଚାଲିଛି । ତେଣୁ… Read More...
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ Samaja Live Jun 24, 2020 ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୧୩୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୪୯ ଜଣ, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬,… Read More...
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁଲିସକୁ ପ୍ରଶ୍ନ କଲେ ଏହି ଅଭିନେତ୍ରୀ, କହିଲେ ସିବିଆଇ ତଦନ୍ତ ହେଉ Samaja Live Jun 24, 2020 ମୁମ୍ବଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ଅନେକ ଲୋକ ଏବଂ ତାରକାଙ୍କ ପାଇଁ ରହସ୍ୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁକୁ ନେଇ ଅନେକ ଲୋକ ଏବଂ ଚଳଚ୍ଚିତ୍ର ତାରକା ପ୍ରତିକ୍ରିୟା ପ୍ରକାଶ… Read More...
ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ Samaja Live Jun 24, 2020 ଭୁବନେଶ୍ବର : ଭୁବନେଶ୍ବରରୁ ମଙ୍ଗଳବାର ଆଉ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ ୩ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ବିଏମସି… Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା ; ପଥଚାରୀ ମୃତ Samaja Live Jun 24, 2020 କେଶଦୁରାପାଳ : କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ କୋଳିମାଟି ଛକ ନିକଟରେ ମଙ୍ଗଳବାର ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ପଥ ଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବଉଳା ଅଞ୍ଚଳର ବିଜୟ… Read More...
କୋଭିଡ ନିୟମ ଉଲଙ୍ଘନ ; ରାଜଧାନୀର ବ୍ଲୁ ହୁଇଲ ହସ୍ପିଟାଲ ସିଲ Samaja Live Jun 24, 2020 ଭୁବନେଶ୍ବର : ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲକୁ ମଙ୍ଗଳବାର ବିଏମସି ପକ୍ଷରୁ ସିଲ କରାଯାଇଛି। କୋଭିଡ- ୧୯ ନିୟମ ଉଲଙ୍ଘନ ସହିତ ହସ୍ପିଟାଲରୁ ୨୭ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ… Read More...
ଢେଙ୍କାନାଳ ଫରେଷ୍ଟ କଲୋନୀରେ ବିସ୍ଫୋରଣ ; ଜଣେ ଗୁରୁତର Samaja Live Jun 24, 2020 ଢେଙ୍କାନାଳ : ଢେଙ୍କାନାଳ ଫରେଷ୍ଟ କଲୋନୀରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟିଛି। ହାତୀ ଘଉଡାଇବା ପାଇଁ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଉକ୍ତ ବିସ୍ଫୋରଣରେ ହାତୀ ଘଉଡେଇବା ସ୍କ୍ୱାର୍ଡରେ କାର୍ଯ୍ୟରତ… Read More...
କର୍ତ୍ତବ୍ୟରେ ଅବହେଳା ; ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ନିଲମ୍ବନ Samaja Live Jun 24, 2020 ଝାରସୁଗୁଡ଼ା : ବିଶୃଙ୍ଖଳିତ ଆଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଗଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଶାନ୍ତନୁ ଜୟପୁରିଆଙ୍କୁ ନିଲମ୍ବନ… Read More...
ବିଜେଡି କାର୍ଯ୍ୟାଳୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ; ସପ୍ତାହେ ବ୍ୟାପୀ ଚାଲିବ Samaja Live Jun 24, 2020 ଭୁବନେଶ୍ବର : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ବୁଧବାର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ରକ୍ତ ଦାନ ଶିବିରକୁ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ… Read More...
ଜିଓର ନୂଆ ପ୍ଲାନ ; ଉପଭୋକ୍ତାଙ୍କୁ ମିଳିବ ଡିସ୍ନି ପ୍ଲସ ହଟଷ୍ଟାର ଭିଆଇପିର ସଦସ୍ୟତା Samaja Live Jun 24, 2020 ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏଥି ସହିତ କମ୍ପାନୀ ଆଉ ଏକ ନୂତନ ଡାଟା ପ୍ଲାନ ଆରମ୍ଭ କରିଛି। ଯାହାର ମୂଲ୍ୟ ୨୨୨ ଟଙ୍କା ରହିଛି । ଏହି… Read More...
ମାତିଛନ୍ତି ପଥର ମାଫିଆ: ଝାରସୁଗୁଡ଼ା-ସୁନ୍ଦରଗଡ଼ ସୀମାନ୍ତରେ ବେଆଇନ ପଥର ଲୁଟ Samaja Live Jun 24, 2020 ଭୁବନେଶ୍ବର : ଝାରସୁଗୁଡ଼ା-ସୁନ୍ଦରଗଡ଼ ସୀମାରେ ବେଆଇନ ପଥର କାରବାର ଜୋର ସୋରରେ ଚାଲିଛି। ଦୁଇ ଜିଲାର ସୀମା ନିଛାଟିଆ ଘନ ଜଙ୍ଗଳ ଇଲାକା ହୋଇଥିବା କାରଣରୁ ମାଫିଆ ଅତି ସହଜ ଏବଂ ନିର୍ଭୟରେ ବେଧଡ଼କ କୋଟି କୋଟି ଟଙ୍କାର ପଥର… Read More...
ଟ୍ରକ ପଛକୁ ଧକା ଦେଲା ବସ ; ୧ ମୃତ, ୨୦ ଆହାତ Samaja Live Jun 24, 2020 ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜ ପଥ ଜାମୁଝାଡି ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଛିଡା ହୋଇଥିବା ଟ୍ରକକୁ ଏକ ବସ ପଛରୁ ଧକ୍କା ଦେଇଥିବା ଜଣାପଡିଛି। ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୦… Read More...
ଗଞ୍ଜାମରେ ସରକାରୀ ଅଫିସକୁ ସାଧରଣଲୋକଙ୍କୁ ମନା Samaja Live Jun 24, 2020 ଗଞ୍ଜାମ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏଥିରେ କରୋନା ଯୋଦ୍ଧା ସମେତ ବହୁ ସରକାରୀ କର୍ମଚାରୀ ଆକ୍ରନ୍ତ ହେଉଛନ୍ତି । ଗଞ୍ଜାମ ଜିଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଗଞ୍ଜାମ… Read More...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ; ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା Samaja Live Jun 24, 2020 ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ଥାନା ହାତୀଗଡ଼ା ଗ୍ରାମରେ ଅଭବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ… Read More...
ନୂଆ ରୂପରେ ଟ୍ରାଫିକ୍ ପୋଷ୍ଟ, ଲାଗିବ ଫ୍ୟାନ୍, ସୁସଜ୍ଜିତ ଆଲୋକ ବ୍ୟବସ୍ଥା Samaja Live Jun 24, 2020 ଭୁବନେଶ୍ବର : କମିସନରେଟ ପୁଲିସ ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଏବଂ ଭିତ୍ତିଭୂମି ସଜାଡ଼ିବା ଦିଗରେ ତତ୍ପରତା ପ୍ରକାଶ କରିଛି। କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।… Read More...
ଦୂରଦ୍ରଷ୍ଟା ନବକୃଷ୍ଣ ଚୌଧୁରୀ Samaja Live Jun 24, 2020 ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ବିସ୍ମୟକର ବ୍ୟକ୍ତି। ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ ହଜାରହଜାର ଯୁବକ ପାଠପଢ଼ା ଛାଡ଼ି ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ଗାନ୍ଧିଜୀଙ୍କ… Read More...
ପରାଜିତ ଚୀନ୍ର ଆକ୍ରୋଶ, ମନ୍ଦ ଉଦ୍ଦେଶ୍ୟ ସଫଳ ହେବ ନାହିଁ Samaja Live Jun 24, 2020 ଅତ୍ୟାଧୁନିକ ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ, ପ୍ରତିରକ୍ଷା ଉପକରଣ ସମୃଦ୍ଧ, ବୈଷୟିକ ଜ୍ଞାନକୌଶଳରେ ଅଗ୍ରଣୀ ଓ ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ସମ୍ପନ୍ନ ଚୀନ୍କୁ ବାରୁଦ ଯୁଦ୍ଧରେ ଏତେ ସହଜରେ ବିଶ୍ୱର କୌଣସି ଶକ୍ତି… Read More...
‘ଦୂର ତାଳବଣ ଆକାଶେ ଶୁଣାଏ…’, କେବେ ଫେରିବ ସେହି ଅଭୁଲା ସୁନ୍ଦର ପରିବେଶ Samaja Live Jun 24, 2020 ରାଜକନିକା : ଏହି ରାସ୍ତାରେ ଗଲେ ମନେପଡ଼େ କବି ବିନୋଦ ଚନ୍ଦ୍ର ନାୟକଙ୍କ ଅନନ୍ୟ ସ୍ମରଣୀୟ କବିତା ‘ଗ୍ରାମପଥ’ କବିତାର କେଇପଦ ଧାଡ଼ି- ‘ଦୂର ତାଳବଣ ଆକାଶେ ଶୁଣାଏ, ମାଟିର କବିତା କିସେ ଏହି ଗ୍ରାମପଥ ତହିଁ ଦିଗନ୍ତେ ଦିଶେ।… Read More...
ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତ ସ୍ଥଗିତ Samaja Live Jun 24, 2020 ଢାକା : ମହାମାରୀ କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ସାରାବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ପ୍ରଭାବିତ ହେବାରେ ଲାଗିଛି। ସଦ୍ୟତମ ଖବର ଅନୁସାରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତ ସ୍ଥଗିତ ରଖାଯାଇଛି।… Read More...
ମହାମାରୀ ମଧ୍ୟରେ ଉଦାହରଣ ସୃଷ୍ଟିକଲା କଟକ ଜିଲା ପ୍ରଶାସନ, ପ୍ରବାସୀ ଶ୍ରମିକଙ୍କ ଆଶାର କିରଣ ‘ପ୍ରୋଜେକ୍ଟ ଲକ୍ଷ୍ମୀ’ Samaja Live Jun 24, 2020 ଭୁବନେଶ୍ବର : କରୋନା ମହାମାରୀ ପାଇଁ ସମଗ୍ର ବିଶ୍ବର ଅର୍ଥନୀତି ଦୋହଲି ଯାଇଥିବା ବେଳେ ବେରୋଜଗାରୀ ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ଲୋକଙ୍କୁ ରୋଜଗାର ଯୋଗାଇବା ଏବେ ସରକାରଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆହ୍ବାନ।… Read More...
ପାର୍ବତ୍ୟ ଯୁଦ୍ଧରେ ଚୀନକୁ ହରାଇ ପାରିବ ଭାରତ Samaja Live Jun 24, 2020 ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖାର ଗଲୱାନ ଉପତ୍ୟକାରେ ଲାଗି ରହିଥିବା ଉତ୍ତେଜନା ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଚୀନକୁ କଡା ଜବାବ ଦେବାରେ ଭାରତ… Read More...
ସୀମାରେ ଶକ୍ତିବୃଦ୍ଧି କରୁଛି ଭାରତ, ଏଲଏସିକୁ ଗଲେ ୪୦କମ୍ପାନୀ ଆଇଟିବିପି ଯବାନ Samaja Live Jun 24, 2020 ନୂଆଦିଲ୍ଲୀ : ଲଦାଖ ବିବାଦ ତୁଟାଇବାକୁ ଆଲୋଚନା ଜାରି ରହିଥିଲାବେଳେ ସୀମାନ୍ତରେ ଭାରତ ଶକ୍ତିବୃଦ୍ଧି କରିଚାଲିଛି। ଇଣ୍ଡୋ-ତିବ୍ବତାନ୍ ସୀମା ସୁରକ୍ଷା ବଳ (ଆଇଟିବିପି)ର ଅଧିକ ୪୦ କମ୍ପାନୀ ମଙ୍ଗଳବାର ଏଲଏସିର… Read More...
ଭାରତୀୟ ୱେବ୍ସାଇଟ୍ ଉପରେ ଚୀନ ହ୍ୟାକରଙ୍କ ଆକ୍ରମଣ : ୫ଦିନରେ ୪୦ହଜାରରୁ ଉର୍ଦ୍ଧ୍ବ ୱେବ୍ସାଇଟ୍ ହ୍ୟାକ୍ ଉଦ୍ୟମ Samaja Live Jun 24, 2020 ନୂଆଦିଲ୍ଲୀ : ଚୀନକୁ ଭାରତ ଭାତରେ ମାରିବା ପାଇଁ ଯୋଜନା ଚଳାଇଥିବାବେଳେ ଚୀନ ହ୍ୟାକରମାନେ ଭାରତ ଉପରେ ତୀବ୍ର ସାଇବର ଆକ୍ରମଣ ଜାରି ରଖିଛନ୍ତି। ସିଙ୍ଗାପୁରସ୍ଥିତ ସାଇବର ସୁରକ୍ଷା ଗୁଇନ୍ଦା ସଂସ୍ଥା ‘ସିଫିର୍ମା… Read More...
ମୁମ୍ବଇରେ ୭୦ କରୋନା ରୋଗୀ ନିଖୋଜ Samaja Live Jun 24, 2020 ମୁମ୍ବଇ : କରୋନା ସଂକ୍ରମଣର ହଟସ୍ପଟ ଭାବେ ଚିହ୍ନିତ ମୁମ୍ବଇରୁ ୭୦ ଜଣ କରୋନା ରୋଗୀ ନିଖୋଜ ହୋଇଯାଇଛନ୍ତି। ନିଖୋଜ ରୋଗୀଙ୍କୁ ଠାବ କରିବା ଲାଗି ପୁଲିସର ସହାୟତା ଲୋଡାଯାଇଛି। ବ୍ରିହାନମୁମ୍ବଇ କର୍ପୋରେସନ (ବିଏମସି)… Read More...
ଭାରତ ଓ ଚୀନ ବିବାଦରେ ମଧ୍ୟସ୍ଥତା କରିବନି ରୁଷ୍ Samaja Live Jun 24, 2020 ମସ୍କୋ/ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ ବାହ୍ୟ ଶକ୍ତିର ସହଯୋଗ ଆବଶ୍ୟକ ନାହିଁ। ବିଶେଷକରି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ପାଇଁ ଭାରତ କିମ୍ବା ଚୀନ କେହି ତୃତୀୟ ପକ୍ଷର ସହଯୋଗ… Read More...
ବୁଧବାର ରାଶିଫଳ (୨୪। ୬। ୨୦୨୦) Samaja Live Jun 24, 2020 ମେଷ: ବିଭିନ୍ନ ସମସ୍ୟା ଥାଇମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ। କୃଷିକ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ପାଇବେ। ଭାଇଙ୍କ ମଧ୍ୟରେ ଗୁରୁତ୍ବ ପାଇବେ। ବୃଷ: ମାମୁଲି କାର୍ଯ୍ୟରେ ବ୍ୟସ୍ତ… Read More...
ବିଜେପିରେ ଯୋଗଦେଲେ କଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୭ ୱାର୍ଡ ମେମ୍ବର Samaja Live Jun 23, 2020 ଦେବଗଡ :ପବିତ୍ର ରଥଯାତ୍ରା ଅବସରରେ ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ କଲଣ୍ଡା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୭ ଜଣ ୱାର୍ଡ ମେମ୍ବର ଓ ଅନ୍ୟ କେତେକ ଯୁବକ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି।… Read More...
ଶିକ୍ଷାନୁଷ୍ଠାନରୁ ହଟିବ ଅସ୍ଥାୟୀ କୋବିଦ ଚିକିତ୍ସା କେନ୍ଦ୍ର; ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋବିଦ ଯତ୍ନ ଗୃହ Samaja Live Jun 23, 2020 ଭୁବନେଶ୍ବର: ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଓ ସଙ୍ଗରୋଧୀଙ୍କ ପାଇଁ ସ୍ଥାପନ ହୋଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବନ୍ଦ କରାଯିବ । ଏହା ବ୍ୟତୀତ କେବଳ ପ୍ରତ୍ୟେକ ପଞ୍ଚାୟତରେ ୧୦ ଶଯ୍ୟା… Read More...
ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ମାମଲା, ଜେଲ୍ ଗଲା ଅଭିଯୁକ୍ତ Samaja Live Jun 23, 2020 ପିପିଲି : ପିପିଲି ଥାନା ଅଞ୍ଚଳର ଜନୈକା ୧୫ବର୍ଷିୟା ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ସହ ହତ୍ୟା ଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତକୁ ପିପିଲି ପୁଲିସ ଆଜି ପୁରୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିବା ପରେ… Read More...
କରୋନା ପଞ୍ଝାରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ଜୋକାଭିକ୍ Samaja Live Jun 23, 2020 ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକାଭିଚ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ପତ୍ନୀ ଜେଲେନା ମଧ୍ୟ କରୋନା ପୀଡ଼ିତ ହୋଇଛନ୍ତି । ଏ ସମ୍ପର୍କରେ ନିଜେ ଜୋକୋଭିକ୍ ସୂଚନା ଦେଇଛନ୍ତି । ବେଲଗ୍ରେଦରେ… Read More...
ମଟରସାଇକେଲ ଦୁର୍ଘଟଣାରେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ Samaja Live Jun 23, 2020 କଳାପଥର(ବାଙ୍କୀ) : ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ଅନ୍ତର୍ଗତ ଉପର ପାଥପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ସଡ଼କ ଦୃର୍ଘଟଣାରେ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ବାଙ୍କୀ… Read More...
ହଜ ଯାତ୍ରା ବାତିଲ: ଆବେଦନକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ Samaja Live Jun 23, 2020 ସାଉଦି ଆରବ ସରକାର ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହଜ୍ ଯାତ୍ରା ବାତିଲ ଘୋଷଣା କରିବା ପରେ ଭାରତୀୟ ହଜ୍ ଯାତ୍ରୀଙ୍କୁ ଆବେଦନ ରାଶି ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର… Read More...
ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ବ ଆନନ୍ଦିତ : ଧର୍ମେନ୍ଦ୍ର ପ୍ରଧାନ Samaja Live Jun 23, 2020 ନୂଆଦିଲ୍ଲୀ/ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସଦସ୍ୟଙ୍କ ସହିତ ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି… Read More...
ଆଖି ବୁଜିଲା ମାଇ ଭାଲୁ କୁଲୁ; ନନ୍ଦନକାନନ ୧୫ ନମ୍ବର ଖୁଆଡ଼ ଖାଲି Samaja Live Jun 23, 2020 ଢ଼େର ବର୍ଷ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦର୍ଶକଙ୍କ ମନୋରଞ୍ଜନ କରୁଥଥିବା ମାଇ ଭାଲୁ କୁଲୁ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଛି । ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ହୋଇଥିଲା । ହିମାଳୟାନ ପ୍ରଜାତିର ବିରଳ ମାଇଭାଲୁ… Read More...
କୋଲକାତା : ମାୟାପୁର ଇସ୍କନ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା Samaja Live Jun 23, 2020 Read More...
ହୀରାକୁଦ ଜଳସ୍ତର ୬୧୬ଫୁଟ ଟପିଲା Samaja Live Jun 23, 2020 ହୀରାକୁଦ: ହୀରାକୁଦ ବନ୍ୟା ଜଳ ଆଜି ସନ୍ଧ୍ୟା ୮ ଟା ସୁଦ୍ଧା ୬୧୬.୦୨ ଫୁଟ ଅତିକ୍ରମ କରିଛି । ଗତବର୍ଷ ତୁଳନାରେ ଏହା ଏକ ରେକର୍ଡ଼ । ଗତବର୍ଷ ଏହି ସମୟରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତରଠାରୁ ଏହା ଅଧିକ । ସେଥିପାଇଁ… Read More...
ପୁଣି କଂଗ୍ରେସ ମଙ୍ଗ ଧରିବେ ରାହୁଳ! କାର୍ଯ୍ୟକାରିଣୀରେ ଗେହେଲଟ ଦେଲେ ପ୍ରସ୍ତାବ Samaja Live Jun 23, 2020 ପୁଣିଥରେ ରାହୁଳ ଗାନ୍ଧୀ କଂଗ୍ରେସ ସଭାପତି ହେବେ । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗାନ୍ଧି ପରିବାରର ଅନୁଗତ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏ ସମ୍ପର୍କରେ ପ୍ରସ୍ତାବ ଦେବା ଓ ଯୁବ କଂଗ୍ରେସ ସଭାପତି… Read More...
ଗଛ ଉପରେ ଅହିରାଜ; ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନ ବିଭାଗ Samaja Live Jun 23, 2020 ପାତ୍ରପୁର : ସ।ମନ୍ତିଆ ପଲ୍ଲୀ ରେଞ୍ଜ ଏସ୍ ବି ଜଗଦେବ ପୁରସାମନ୍ତରାପୁର ରାସ୍ତା ପାର୍ଶ୍ଵରେ ଥିବା ଏକ ଛତୀୟ।ନ ଗଛ ଉପରେ ଏକ ଅହିରାଜ ସାପ ଥିବା ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । କିଛି ବାଟୋଇ ଏହି ରାସ୍ତାରେ ଯାଉଥିବା… Read More...