ବାଲେଶ୍ବର : ବାଲେଶ୍ବର ଜିଲା ଅଙ୍ଗାର ଗଡିଆ ନିର୍ମାଣାଧିନ ଫ୍ଲାଇ ଓଭରବ୍ରିଜ ନିକଟରେ ଗୁରୁବାର ସକାଳ ୮ଟା ସମୟରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ତେଲେଙ୍ଗା ସାହିର ସୁନା ସୋରେନ। ସେ ଟ୍ରାକ୍ଟରରେ ହେଲପର ଥିଲେ। ରେଲୱେ ବ୍ରିଜର କାମ ଚାଲିଥିବାବେଳେ ଟ୍ରାକ୍ଟରରେ କଂକ୍ରିଟ ବିମ୍ ଲଦା ଯାଉଥିଲା। ଏହି ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ତଳେ ଚାପିହୋଇ ସୁନା ସୋରେନଙ୍କ ମୃତ୍ୟୁ ଘଟିଛି।
Popular Categories



