www.samajalive.in
Saturday, December 6, 2025
16.1 C
Bhubaneswar

ଜିଓର ନୂଆ ପ୍ଲାନ ; ଉପଭୋକ୍ତାଙ୍କୁ ମିଳିବ ଡିସ୍ନି ପ୍ଲସ ହଟଷ୍ଟାର ଭିଆଇପିର ସଦସ୍ୟତା

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏଥି ସହିତ କମ୍ପାନୀ ଆଉ ଏକ ନୂତନ ଡାଟା ପ୍ଲାନ ଆରମ୍ଭ କରିଛି। ଯାହାର ମୂଲ୍ୟ ୨୨୨ ଟଙ୍କା ରହିଛି । ଏହି ଯୋଜନାରେ ଗ୍ରାହକମାନେ ଏକ ବର୍ଷ ପାଇଁ ଡିସ୍ନି ପ୍ଲସ୍ ହଟଷ୍ଟାର୍ ଭିଆଇପିର ସଦସ୍ୟତା ପାଇବ । ଏହି ପ୍ଲାନ ପ୍ରାଥମିକ ପର୍ଯ୍ୟାରେ ସ୍ବଳ୍ପ ଉପଭୋକ୍ତାଙ୍କୁ ମିଳିବ ।

ଜିଓ ୨୨୨ ଟଙ୍କା ପ୍ଲାନ : ଏହି ରିଚାର୍ଜ ପ୍ଲାନରେ ଜିଓ ବ୍ୟବହାରକାରୀମାନେ ୧୫ ଜିବି ଡାଟା ପାଇବେ। ଏହା ବ୍ୟତୀତ କମ୍ପାନୀ ଗ୍ରାହକମାନଙ୍କୁ ଡିସ୍ନି ହଟଷ୍ଟାର୍ ପ୍ଲସ୍ ଭିଆଇପର ଏକ ବର୍ଷ ପାଇଁ ସବସ୍କ୍ରିପସନ୍ ଦେବ। ଗ୍ରାହକମାନେ ନିଜ ପ୍ଲାନ ସହିତ ଏହାକୁ ରିଚାର୍ଜ କରିପାରିବେ ।

- Advertisement -

ଜିଓ ବ୍ୟବହାରକାରୀମାନେ ୪୦୧ ରୁ ୨୫୯୯ ଟଙ୍କା ମୂଲ୍ୟର ଡାଟା ପ୍ୟାକ୍ ସହିତ ୨୨୨ ଟଙ୍କା ପ୍ଲାନ ରିଚାର୍ଜ କରିପାରିବେ। ଏଥିରେ, ଉପଭୋକ୍ତାମାନେ ଗୋଟିଏ ବର୍ଷ ପାଇଁ ଡିସ୍ନି ହଟଷ୍ଟାର୍ ପ୍ଲସ୍ ଭିଆଇପିର ସଦସ୍ୟତା ସହିତ ୧୫ଜିବି ଡାଟା ପାଇବେ ।

୧,୨୯୯ ଟଙ୍କା ଜିଓ ପ୍ଲାନ : ଏହି ପ୍ଲାନରେ ଉପଭୋକ୍ତାମାନେ ମୋଟ ୨୪ ଜିବି ଡାଟା ସହିତ ୩,୬୦୦ ଏସଏମଏସ ପାଇବେ । ଏଥିସହ, କମ୍ପାନୀ ଅନ୍ୟ ନେଟଓ୍ବାର୍କକୁ କଲ କରିବା ପାଇଁ ଉପଭୋକ୍ତାମାନଙ୍କୁ ୧୨,୦୦ ମିନିଟ୍ ପ୍ରଦାନ କରୁଛି।  ଏହା ବ୍ୟତୀତ ଜିଓ ପ୍ରିମିୟମ୍ ଆପ୍ସର ସବସ୍କ୍ରିପସନ୍ ଉପଭୋକ୍ତାମାନଙ୍କୁ ମାଗଣାରେ ଦିଆଯିବ। ଏହି ପ୍ୟାକର ବୈଧତା ୩୩୬ ଅଟେ ।

୨,୩୩୯ ଟଙ୍କା ପାଇଁ ଜିଓ ପ୍ଲାନ : ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨ ଜିବି ଡାଟା ପାଇବେ ।  ଉପଭୋକ୍ତାମାନଙ୍କୁ ଅନ୍ୟନେଟଓ୍ବାର୍କକୁ କଲ୍ ପାଇଁ କମ୍ପାନୀ ୧୨,୦୦ ମିନିଟ ମିଳିବ । ଏହି ପ୍ଲାନ ଜିଓ ପ୍ରିମିୟମ୍ ଆପ୍ସର ମାଗଣା ସବସ୍କ୍ରିପସନ୍ ଦିଆଯିବ। ଏହି ପ୍ୟାକର ସମୟ ସୀମା ହେଉଛି ୩୬୫ ଦିନ ରହିଛି ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories