ଭାରତର ଡ଼ିଜିଟାଲ ଷ୍ଟ୍ରାଇକ୍: ୫ଜି ଦୌଡ଼ରୁ ବାଦ ପଡ଼ିପାରେ ଚୀନ କମ୍ପାନୀ ୱାୱେ

ଗଲୱାନରେ ଭାରତୀୟ ଯବାନଙ୍କ ଉପରେ ଚୀନ ସେନାର ହିଂସ୍ରକ ଆକ୍ରମଣ ପରେ କଠୋର ହୋଇଛି ଭାରତ । କୂଟନୈତିକସ୍ତରରେ ଓ ଆନ୍ତର୍ଜାତିକ ସମୁଦାୟରେ ଚୀନକୁ ଏକ ଘରିକିଆ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି । ଏପରି ସ୍ଥିତିରେ…
Read More...

ପିକଅପ୍-ବାଇକ ମୁହାଁମୁହିଁ: ୩ ଆହତ, ଜଣେ ଗୁରୁତର

ପାଟଣା : ଢେଙ୍କିକୋଟ ଲ୍ୟାମ୍ପ୍ସ ନିକଟ ପାଟଣା ରାସ୍ତାରେ ଆଜି ଅପରାହ୍ନରେ ଏକ ପିକଅପ୍ ସହ ବାଇକ୍ ମୁହାଁମୁହିଁ ହେବାରୁ ବାଇକ୍ ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ପାଟଣା ବ୍ଲକ ମୂଷାଖୋରୀ ଗ୍ରାମର ଧ୍ୟାନ…
Read More...

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଆୟୋଜିତ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତାର ପୁରସ୍କାର ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ କୋଭିଡ୍-୧୯ର ସକରାତ୍ମକ ସଚେତନତାକୁ‌ ଆଧାର କରି ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଏକ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତାର ପୁରସ୍କାର ଘୋଷଣା କରାଯାଇଛି…
Read More...

କୋଇଲା ଖଣି ନିଲାମକୁ ବିରୋଧ: ଓଡ଼ିଶାରେ ବିସ୍ଥାପିତ ହେବେ ୧୫ ହଜାର ପରିବାର

ଭୁବନେଶ୍ୱର : ଲକଡ଼ାଉନ୍ ସମୟରେ କୌଣସି ପ୍ରକାର ଆଲୋଚନା ପରାମର୍ଶ ଓ ପ୍ରତିବାଦ ପାଇଁ ସୁଯୋଗ ନଥିବା ବେଳେ ପ୍ରଧାନମନ୍ତ୍ରୀ ଜଳବାୟୁ ନୀତି, ଆଦିବାସୀ ଅଞ୍ଚଳର ଗ୍ରାମସଭା ଓ ସୀମିତ ପ୍ରାକୃତିକ ସମ୍ପଦର ସରଂକ୍ଷଣକୁ ହେୟ କରି…
Read More...

କରୋନା ପୀଡ଼ିତ ନାଲକୋ ଡ଼ିଜିଏମ୍ ମୃତ; ପତ୍ନୀ ପଜିଟିଭ୍ ଚିହ୍ନଟ

ଅନୁଗୋଳ: ଅନୁଗୋଳ ଜିଲାରେ କରୋନା ନେଇଛି ପ୍ରଥମ ମୁଣ୍ଡ । ନାଲକୋର ଜଣେ ଡ଼ିଜିଏମ୍ (୫୭ ବର୍ଷ) କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲାପାଳ ମନୋଜ…
Read More...

ବଲେରୋ-ସ୍ବିଫ୍ଟ ଧକ୍କା: ୩ ମୃତ; ଦୁଇ ଗୁରୁତର

ସୋନପୁର / ତରଭା : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ତୁରେଇକେଲା ଛକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର  ହୋଇଥିବା ଜଣାପଡିଛି।…
Read More...

ଓଲଟିଲା ଟ୍ରାକ୍ଟର, ପାଖରେ ଥିବା ଯୁବକଙ୍କ ଜୀବନ ଗଲା

ପଦ୍ମପୁର : ପଦ୍ମପୁର ଥାନା ଅଧିନସ୍ଥ ମହୁଲପଲା ଓ କେନ୍ଦୁଉଟା ବାଇପାସ୍ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ,…
Read More...

ଲକଡ଼ାଉନ-ସଟ୍ଡ଼ାଉନ ସପକ୍ଷରେ କଂଗ୍ରେସ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ରାଜ୍ୟରେ ସରିଛି ଅନଲକ୍ ପ୍ରଥମ ପର୍ଯ୍ୟାୟ । ଆସନ୍ତାକାଲିଠାରୁ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ରାଜ୍ୟର କିଛି ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ରାଜ୍ୟର ସମସ୍ତ ୩୦ ଜିଲାରେ କରୋନା…
Read More...

ଆହା କରିବାକୁ କେହିନାହିଁ : ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇନପାରି ଜ୍ୱାଳା ଯନ୍ତ୍ରଣାରେ ଛଟପଟ ଯୁବକ

ଦେବଗଡ : ଚିକିତ୍ସା ପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥାଭାବ। ଏଣୁ ଚିକିତ୍ସାରୁ ବଂଚିତ ହୋଇ ଜ୍ୱାଳା ଯନ୍ତ୍ରଣାରେ ଛଟପଟ ହେବାସହ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ଦବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା…
Read More...

ପଶ୍ଚିମବଙ୍ଗରେ ବର୍ଷକ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

ଗରିବ ଲୋକମାନଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ବାଣ୍ଟିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଉ ପାଦେ ଆଗେଇ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ପ୍ରଧାନମନ୍ତ୍ରୀ ଗରିବ…
Read More...

ଜୁଲାଇରେ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ନିମନ୍ତେ ସରକାର ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଥିନେଇ ନିର୍ଦେଶନାମା ପ୍ରକାଶ ପାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକ…
Read More...

ବେଆଇନ ବାଲି ଚାଲାଣ: ୩ ହାଇୱା, ୪ ଟ୍ରାକ୍ଟର ଜବତ କଲେ ଟିଟିଲାଗଡ଼ ତହସିଲଦାର

ଟିଟିଲାଗଡ଼ : ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତ ଉଦେପୁର୍ ଉନ୍ଦେର ନଦୀରୁ ବହୁ ଦିନ ହେଲା ବାଲି ମାଫିଆ ଚୋରାରେ ବାଲି ଚାଲାଣ ଜାରୀ ରଖିଥିଲେ। ବର୍ଷା ପୂର୍ବରୁ ବ୍ୟାପକ ବାଲି ଉତ୍ତୋଳନ କରି ବିଭିନ୍ନ…
Read More...

ବ୍ୟାଙ୍କ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅହମ୍ମଦ ପଟେଲଙ୍କୁ ଜେରା

ମନି ଲଣ୍ଡରିଂ ଓ ସାନ୍ଦେସାରା ଭ୍ରାତା ବ୍ୟାଙ୍କ ଠକେଇ ମାମଲାରେ ପୁନର୍ବାର ଇଡ଼ି ଜେରାର ସମ୍ମୁଖୀନ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଗାନ୍ଧୀ ପରିବାରର ଘନିଷ୍ଠ ଅହମ୍ମଦ ପଟେଲ । ମଙ୍ଗଳବାର ପ୍ରବର୍ତ୍ତନ…
Read More...

ନଭେମ୍ବର ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ-ଡ଼ାଲି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକ୍ଡ଼ାଉନ କାଳରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଓ ଡ଼ାଲି ଯୋଗାଇ ଦିଆଯାଉଛି । ଏହି ବ୍ୟବସ୍ଥା ଆସନ୍ତା ଦୀପାବଳି ଓ ଛଟ୍ ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ମାସ ପର୍ଯ୍ୟନ୍ତ…
Read More...

ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ କରୋନା

ବୁର୍ଲା : ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଅଧ୍ୟାପିକାଙ୍କର କରୋନା ପଜିଟିଭ ଆସିଥିବା ଜଣାପଡିଛି। ଉକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କର ମଧ୍ୟ କରୋନାରେ ଆଜି ଭୋରରେ ମୃତ୍ୟୁ ହୋଇଥିଲା।…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୫୧୮୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍…
Read More...

ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲାପାଳ

ଆଠଗଡ଼ : କଟକ ଜିଲାର ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ମଙ୍ଗଳବାର ଦିନ ଦ୍ବିପ୍ରହର ୨ଟାରୁ ଜୁଲାଇ ୩ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼…
Read More...

ମାଲକାନଗିରିରେ ୨୯ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ

ମାଲକାନଗିରି : ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୦୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ମାଲକାନଗିରି ଜିଲାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ମାଲକାନଗିରିରୁ ଚିହ୍ନଟ ୩୬ ଜଣଙ୍କ ମଧ୍ୟରେ ୨୯ ଜଣ…
Read More...

ବିଏମ୍‌ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ମନା; ୧୫ ଦିନ ପାଇଁ ଜାରି ହେଲା କଟକଣା

ଭୁବନେଶ୍ବର : ରାଜଧାନୀରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୫ ଦିନ ପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ…
Read More...

ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ବରଗଡ଼ : ରବିଧାନ ବିକ୍ରୀ କରିନପାରି ବରଗଡ଼ରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ବାଢିବାରେ ଲାଗିଛି । ଗତକାଲି ଚାଷୀମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାନବସ୍ତା ରଖି ଧାରଣା ଦେଇଥିଲେ । ଆଜି ପୁଣି ଜିଲାର ଅତାବିରା ଠାରେ…
Read More...

ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ…
Read More...

ଭାରତରେ ବ୍ୟାନ୍ ପରେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍

ନୂଆଦିଲ୍ଲୀ : ସୋମବାର ଭାରତ ସରକାର ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରିଥିଲେ। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି…
Read More...

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୨୫ରେ ପହଞ୍ଚିଲା ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଦୁଇ ମୃତକ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ…
Read More...

ରାଜ୍ୟ​‌ରେ ଆଉ ୨୦୬ ପଜିଟିଭ୍ ଚିହ୍ନଟ, ୭୦୬୫ରେ ପହଞ୍ଚିଲା ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ୭୦୬୫ରେ ପହଞ୍ଚିଛି । ଆଜି ଚିହ୍ନଟ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ…
Read More...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା : କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ

ରାଉରକେଲା : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ । ତଦନ୍ତ ପାଇଁ  କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରଗଡ଼ ଗସ୍ତ କରିଛି ।…
Read More...

କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣର ଅଗ୍ନିକାଣ୍ଡ

କଟକ : କଟକ ଦରଘା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ୩ଟି ଗାଡି ଘଟଣାସ୍ଥଳରେ ପହଞ୍ଚି…
Read More...

ଚୀନରେ ପୁଣି କରୋନା ପ୍ରାଦୁର୍ଭାବ

ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବ୍ୟାପିଛି। ରାଜଧାନୀ ବେଜିଂ ନିକଟସ୍ଥ ହୁବେଇ ପ୍ରଦେଶ ଅନ୍ତର୍ଗତ ଆକ୍ସିନ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ଲକଡାଉନ ଜାରି କରାଯାଇଛି। କରୋନା…
Read More...

ବିପିୟୁଟି ପକ୍ଷରୁ ହୋମବେସଡ୍ ଓପନବୁକ୍‍ ଅନ୍‍ଲାଇନ ପରୀକ୍ଷା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ବିଭିନ୍ନ ପାଠ୍ୟକ୍ରମ ନିମନ୍ତେ ଫାଇନାଲ ସେମିଷ୍ଟର ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ହୋମବେସଡ୍ ଅନ୍‍ଲାଇନ ପରୀକ୍ଷା ଜୁଲାଇ ୯ରୁ ଆରମ୍ଭ ହୋଇ ୨୯…
Read More...

ଆଜି ଅପରାହ୍ନରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ…
Read More...

୪ଦିନ ଲାଗିରହିବ ବର୍ଷା

ଭୁବନେଶ୍ବର : ଏବେ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ନାହିଁ। ତେବେ ଉତ୍ତରପୂର୍ବ ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ଥିବାରୁ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମି ସକ୍ରିୟ ରହିଛି।…
Read More...

ଖରାପ ସମୟର ଭଲ ଖବର

ସମଗ୍ର ବିଶ୍ୱ କୋଭିଡ୍‍ - ୧୯ପରି ମହାମାରୀ ସହିତ ସଂଗ୍ରାମ କରୁଥିବାବେଳେ ଭାରତ ପାକିସ୍ତାନ ସମେତ ଅନେକ ଦେଶରେ ପଙ୍ଗପାଳ ଆତଙ୍କ ସ୍ଥିିତିକୁ ଆହୁରି ଉତ୍କଟ କରିଛି। ପଙ୍ଗପାଳଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ…
Read More...

ଇଉରୋପୀୟ ରାଷ୍ଟ୍ରରେ ସ୍ମାର୍ଟ ଲକ୍-ଡାଉନ୍

କରୋନା ଭାଇରସ୍ ସହ ଲଢ଼ିବା ନିମନ୍ତେ ଲକ୍-ଡାଉନ୍ ଏକ ସର୍ବୋତ୍କୃଷ୍ଟ ଉପାୟ। ହେଲେ ଏହା କାରଣରୁ ଜୀବନ ବଞ୍ଚିବାବେଳେ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହେଉଛି। ଏସବୁକୁ ଦୃଷ୍ଟିରେ ରଖି ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟ…
Read More...

କରୋନା କବଳରେ ଶିକ୍ଷା ବ୍ୟବସ୍ଥା

କରୋନା ମହାମାରୀ ଯୋଗୁଁ ସାରାଦେଶ ଲକ୍‍ଡାଉନ୍‍ରେ ଥିବାବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। କରୋନା ବିପତ୍ତି ସମଗ୍ର ଶିକ୍ଷାବ୍ୟବସ୍ଥାକୁ ଓଲଟପାଲଟ କରି ଦେଇଥିବାବେଳେ ଆଗାମୀ ଦିନରେ…
Read More...

ମାନସିକ ଚିନ୍ତାରୁ ରକ୍ଷାକରିବ ସୁପର୍‌ଫୁଡ୍‌

ବର୍ତ୍ତମାନ ପରିସ୍ଥିତିରେ ଯୁବବର୍ଗ ହିଁ ମାନସିକ ଚିନ୍ତାରେ ଦିନ ଅତିବାହିତ କରୁଛନ୍ତି। ଚାକିରି, ବ୍ୟବସାୟ ଅଧିକାଂଶଙ୍କର ପ୍ରଭାବିତ ହେବା ସହ ଆଗାମୀ ଦିନରେ କିଭଳି ଭାବେ ସ୍ଥିତି ଠିକ୍ ହେବ, ସେଇ ଚିନ୍ତାରେ ସେମାନେ…
Read More...

୪୪ ବର୍ଷ ପରେ ଦେଖାଗଲା ଚଢ଼େଇ ‘ଫିନ୍ ବିବର୍’

ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ କିଛି ବର୍ଷ ତଳେ ‘ଫିନ୍ ବିବର୍’ ଚଢ଼େଇ ବହୁଳ ସଂଖ୍ୟାରେ ଦେଖାଯାଉଥିଲେ। ଲୋକେ ଏହି ଚଢ଼େଇର ଶିକାର କରିବା ସହ ବିଦେଶ ରପ୍ତାନୀ କରିବାରୁ ସମୟକ୍ରମେ ଏଇ ପ୍ରଜାତିର ଚଢ଼େଇଙ୍କ ସଂଖ୍ୟା…
Read More...

ରାସ୍ତା ନାହିଁ, ୮ ଗ୍ରାମବାସୀଙ୍କ ଅଭିଶପ୍ତ ଜୀବନ

ବାଲିଗୁଡା : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲାର ଅଧିକାଂଶ ଅଞ୍ଚଳବାସୀ ବଣପାହାଡ ଘେରା ଇଲାକାରେ ରହୁଛନ୍ତି। ଜିଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ଆଜି ବି ନିର୍ମାଣ ହୋଇପାରିନି। ଏଭଳି ଏକ ଅଭିଯେ୍‍ାଗ…
Read More...

ନୀତିନ୍‌ ଆଇସିସି ଏଲିଟ୍‌ ପ୍ୟାନେଲ୍ ଅମ୍ପାୟାର୍‌

ଦୁବାଇ: ଭାରତର ନୀତିନ୍‌ ମେନନ୍‌ଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାର ତାଲିକାରେ ସାମିଲ କରାଯାଇଛି। ସର୍ବକନିଷ୍ଠ ଭାବେ ନୀତିନ୍‌ ଏହି ସୌଭାଗ୍ୟ ହାସଲ କରିଛନ୍ତି।…
Read More...

ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ; ପକ୍କା ଫାଟି ଉଠିଲାଣି ଘାସ

ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତର ସାନଓଲରା ଗ୍ରାମ। ଏହି ଗ୍ରାମରେ ୫୦ଟି ପରିବାରର ୫ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏହି ଗାଁରୁ ୧ କିଲୋମିଟର ଯିବା ପରେ ମୁଖ୍ୟ ରାସ୍ତା ପଡେ। ଏହି ଗୋଟିଏ…
Read More...

ମହାନଦୀର ଦ୍ୱିତୀୟ ସେତୁ ଉପରୁ ମାଆ ଓ ଝିଅ ଡେଇଁ ଆତ୍ମହତ୍ୟା ସନ୍ଦେହ !

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ମହାନଦୀ ଉପରେ ନିର୍ମିତ ଦ୍ୱିତୀୟ ସେତୁ ଉପରୁ ସୋମବାର ଦିନ ସମୟରେ ଜଣେ ମହିଳା ତାଙ୍କର ଛୋଟ ଝିଅକୁ ଧରି ନଦୀ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।…
Read More...

ରୁଚୁନି ମାଣ୍ଡିଆ, ମିଳୁନି ମଧ୍ୟାହ୍ନଭୋଜନ ଆଦିବାସୀ ଘରେ ପିଲାଙ୍କ ଦୁର୍ଦଶା

କୋରାପୁଟ : ମଧ୍ୟ୍ୟାହ୍ନ ଭୋଜନରୁ ବଞ୍ଚିତ କୋରାପୁଟ ଜିଲାର ହଜାର ହଜାର ବିଦ୍ୟାର୍ଥି । କରୋନା କଟକଣା ଭିତରେ ତାଲା ବନ୍ଦ ସମୟରେ ବିଦ୍ୟାଳୟ ପିଲାଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ ବାଟବଣା ହୋଇଥିବା ଅଭିଯୋଗ ହୋଇଛି ।…
Read More...

ଧୋଇଗଲା ଚୀନ ଶିବିର, ରାସ୍ତା

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଗଲୱାନ ନଦୀରେ ଅଧିକ ପ୍ରବାହିତ ହୋଇ ଗଲୱାନ ଉପତ୍ୟକାରେ ଚୀନ ନିର୍ମାଣ କରିଥିବା ଶିବିରର କିଛି ଅଂଶ ଓ ସଂଲଗ୍ନ ନୂଆ ରାସ୍ତା ଧୋଇଯାଇଛି। ଏତଦ୍‌ବ୍ୟତୀତ ସେଠାରେ ମୁତୟନ ଚୀନ ସେନା ଅନ୍ୟ…
Read More...

ମହଙ୍ଗା ମାଡ଼ରେ ଖାଉଟି ଚେପା

ଭୁବନେଶ୍ବର : ସମ୍ପ୍ରତି ଦେଶରେ ଦିନକୁ ଦିନ ଉଗ୍ର ​‌​‌ହେବାରେ ଲାଗିଛି କରୋନା ସ୍ଥିତି । ଏଥିଯୋଗୁ ପ୍ରଭାବିତ ​‌​‌ହେଉଛି ପ୍ରାୟ ସବୁ କ୍ଷେତ୍ର । ଲକ୍‌ଡାଉନ୍‌ରେ ରୋଜଗାର ହରାଇ ଅନେକ ହାତବାନ୍ଧି ଘରେ ବସିଛନ୍ତି । ଆୟ…
Read More...

ମଙ୍ଗଳବାର ରାଶିଫଳ ( ୩୦-୦୬-୨୦୨୦ )

ମେଷ: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ…
Read More...

ଠିକା ଚାକିରୀ ବ୍ୟବସ୍ଥା ଉଠୁ : ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରୀ ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ…
Read More...

ସୋନିଆଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ : କଂଗ୍ରେସ ସଂସ୍କାର ରାଜସ୍ୱ ଲୁଟିବା; ମୋଦୀଙ୍କ ସଂସ୍କାର ଗରିବଙ୍କ ସେବା

• ମୋଦୀ ସରକାରରେ ଟଙ୍କା ଡିବିଟି ଜରିଆରେ ଗରିବଙ୍କ ପାଖରେ ପହଁଚୁଛି ମାତ୍ର କଂଗ୍ରେସ ସରକାରରେ ଟଙ୍କା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଡିବିଟି ହେଉଥିଲା • ଏପ୍ରିଲ ଓ ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ଚାହିଦା ୭୦ରୁ ୮୦…
Read More...

ଲଙ୍ଗଳ ନାହିଁ: ତେଲଦର ବୃଦ୍ଧି କଳଲଙ୍ଗଳ ଭଡ଼ା ଚାଷୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼

ବଡ଼ସାହି (ମନୋଜ ପଣ୍ଡା) : ମହାମାରୀ କରୋନା ଭୁତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ସମସ୍ତେ ପ୍ରଭାବିତ। ଘରକୁ ଫେରିଥିବା ପ୍ରବାସୀ କାମ ଧନ୍ଦା ଅଭାବରେ ଚାଷ ଓ ଭାଗଚାଷ ପ୍ରତି ମନ ବଳାଇଥିବା ବେଳେ କୃଷି…
Read More...

ଜୁଲାଇ ୧ରୁ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟ: ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର

କରୋନା ସଂକ୍ରମଣ ଭିତରେ ଆଜି ଭାରତର ସରକାର ଅନଲକ-୨ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକ-୨ କାର୍ଯ୍ୟକାରୀ ହେବ ବୋଲି ଘୋଷଣା ହୋଇଛି । ଏହି ସମୟରେ ରାତି ୧୦ରୁ ସକାଳା ୫ଟା…
Read More...

୫ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ନିବେଶ ହେବ ୬୦୯ କୋଟି, ନିଯୁକ୍ତି ପାଇବେ ୧୫୦୦

ଏକକ ବାତାୟନ ମାଧ୍ୟମରେ ରାଜ୍ୟରେ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ସରକାର । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ଏଥିରେ ୬୦୯ କୋଟି ଟଙ୍କା ଟଙ୍କା ନିବେଶ…
Read More...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ

ଭୁବେନଶ୍ୱର :ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।  ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ…
Read More...

ବୋତଲକୁ ଡ଼େଲିଭରୀ ଚାର୍ଜ ୧୦ ଟଙ୍କା; ଘରେ ପହଞ୍ଚିବ ଦେଶୀ ମଦ

ପୂର୍ବରୁ ବିଦେଶୀ ମଦ ହୋମ୍ ଡ଼େଲିଭରୀ ନିଷ୍ପତ୍ତି ହୋଇଥିଲା । ଲୋକମାନେ ଘରେ ବସି ଅର୍ଡ଼ର କଲେ ବିଦେଶୀ ମଦ ପହଞ୍ଚି ଯାଉଥିଲା । ଏବେ ଅବକାରୀ ବିଭାଗ ଦେଶୀ ମଦର ହୋମ୍ ଡ଼େଲିଭରୀ ନିମନ୍ତେ ବ୍ୟବସ୍ଥା କରିଛି । ବୋତଲ ବା…
Read More...

ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

କେଶଦୁରାପାଳ : ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜୈନିକ ଶିକ୍ଷୟତ୍ରୀଙ୍କ ଗର୍ଭପାତ କୁ ନେଇ ବିବାଦିଅ ପରିସ୍ଥିତି ଉପୁଜିଛି । ସ୍କୁଲ ଅଧ୍ୟକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁ ଏଭଳି ଘଟିଥିବା ସାଙ୍ଘାତିକ ଅଭିଯୋଗ…
Read More...

ବଦଳିଲେ ୧୫ ଓଏଏସ୍; ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ

୩ଜଣ ଆଇଏଏସଙ୍କ ବଦଳି ପରେ ରାଜ୍ୟ ସରକାର ଆଜି ୧୫ଜଣ ଓଏଏସଙ୍କୁ ବଦଳି ନିର୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା…
Read More...

କରୋନା ହେଲା କାଳ : ବିକ୍ରି ଅଭାବରୁ ନବରଙ୍ଗପୁରର ଫୁଲଚାଷୀ ମୁଣ୍ଡରେ ଚଡକ

ନବରଙ୍ଗପୁର : କରୋନା କାରଣରୁ ନବରଙ୍ଗପୁର ଜିଲାର ଫୁଲଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। କରୋନା ଯୋଗୁଁ ଯାନ ବାହାନଚାଳଚଳ ଅସୁବିଧା ରହିଥିବାବେଳେ ଲକ୍‍ ଡାଉନ ଓ ସଟ୍‍ଡାଉନ ରେ ଫୁଲ ବିକ୍ରି କଟକଣା ରହିଛି।…
Read More...

କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଲେ ସତ୍ୟବ୍ରତ: ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ସଚିବ ନିଯୁକ୍ତ

କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଛନ୍ତି ଆଇଏଏସ୍ ସତ୍ୟବ୍ରତ ସାହୁ । ସେ ଡ଼େପୁଟେସନରୁ ଫେରିବା ପରେ ତାଙ୍କୁ ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଦାୟିତ୍ବରେ ଥିବା…
Read More...

ଟିକ୍‌ଟକ୍ ସମେତ ୫୯ଟି ମୋବାଇଲ ଆପ୍ ଭାରତରେ ବ୍ୟାନ୍

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ…
Read More...

କରୋନା ଲଢ଼େଇ: ଜୁଲାଇ ମାସ ନିମନ୍ତେ ନବୀନ ଦେଲେ ନଅ ମନ୍ତ୍ର

ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍‌.ପିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ଗୁରୁତ୍ବାରୋପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ…
Read More...

ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୩ ମୃତ

ଆଫଗାନିସ୍ଥାନରେ ଏକ କାର୍ ବୋମା ବିସ୍ଫୋରଣରେ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ବିସ୍ଫୋରଣ ନିମନ୍ତେ କେହି ନିଜକୁ ଦାୟୀ କରି ନାହାନ୍ତି । ସେନା ମୋର୍ଟାର ମାଡ଼ରେ କାର୍ ବିସ୍ଫୋରଣ ହୋଇଥିବା ତାଲିବାନ…
Read More...

ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର; ରାଜଧାନୀର ଲଜ୍ ମାଲିକ ଗିରଫ

ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ରାଜଧାନୀର ଲଜ୍ ମାଲିକଙ୍କୁ ମହଙ୍ଗା ପଡ଼ିଛି । ମହିଳା ଅଧିକାରୀଙ୍କ ଅଭିଯୋଗକ୍ରମେ କମିଶନରେଟ ପୁଲିସ ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଲଜ୍ ମାଲିକଙ୍କୁ ଗିରଫ କରିଛି । ଏହି…
Read More...

ମହିଳାଙ୍କ ସୁନା ନାକ ଫୁଲ ଝାମ୍ପି ନେଇ ମାଡ଼ ଖାଇଲେ ୩ ଯୁବକ

ମୁଖୀଗୁଡା ; ମହିଳାଙ୍କ ସୁନା ନାକଫୁଲ ଝାମ୍ପି ନେଇ ୩ ଯୁବକ ଗ୍ରାମ ବାସୀ ଙ୍କ ଠାରୁ ମାଡ ଖାଈବାପରେ ପୁଲିସ  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ କାଲି ସକାଳ ପ୍ରାୟ ୮ଟା ବେଳେ ଜୟପାଟଣା ବ୍ଲକ…
Read More...

କଂଗ୍ରେସ ଭବନ ମାରପିଟ୍: ନିଲମ୍ବିତ ହେବେ ୬ ଯୁବ କଂଗ୍ରେସ ନେତା

ଯୁବ କଂଗ୍ରେସ ସଭାପତି କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ରିପୋର୍ଟ ଦେଇଛି ରଞ୍ଜୀବ ବିଶ୍ବାଳ କମିଟି । ସିସିଟିଭି ଫୁଜେଟ୍ ଆଧାରରେ ଏହାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଥିବା ସୂଚନା…
Read More...

ତିରୁପତି ଇଟା ଭାଟିରୁ ଫେରିଲେ ୮୦ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି  : ଦାଦନ ଗଡ ଭାବରେ ପରିଚିତ ତୁରେକେଲା ଏବଂ କଣ୍ଟାବାଞ୍ଜି ସହରାଞ୍ଚଳ କୁ ଆନ୍ଧ୍ରପ୍ରଦେଶ ତିରୁପତି ରୁ ଫେରିଲେ ୮୦ ପ୍ରବାସୀ ଶ୍ରମିକଙ୍କ ସମେତ ଶିଶୁ। ଗତ ମାର୍ଚ୍ଚ ମାସ ଲକଡାଉନ ପରେ ଲଗାତାର ପ୍ରବାସୀ…
Read More...

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା ଭିଡ଼ିଓ ଭାଇରାଲ; ପୁଲିସ କର୍ମଚାରୀ ନିଲମ୍ବିତ

ମହାପ୍ରଭୁଙ୍କ ମାଉସୀ ଘର ନଡ଼ିଆ ବାରିରେ ପରିସ୍ରା କରି ଅଡ଼ୁଆରେ ପଡ଼ିଛନ୍ତି ପୁଲିସ ବାବୁ । ସୋସିଆଲ ମିଡ଼ିଆରେ ବାବୁଙ୍କ ସାନପାସ୍ ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନ ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଛି ।…
Read More...

ରାଜଧାନୀର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଭୁବନେଶ୍ବର ମହାନଗର ନିଗମ । ଗୋଟିଏ ସମୟରେ ରାଜଧାନୀରେ କରୋନା ସଂକ୍ରମଣରେ ବ୍ରେକ ଲାଗିଥିବା ବେଳେ ବର୍ତ୍ତମାନ ତାହା କ୍ଷିପ୍ରବେଗରେ ମାଡି…
Read More...

ବଢ଼ୁଛି କରୋନା ସଂକ୍ରମଣ: ରାଜ୍ୟକୁ ଗଞ୍ଜାମ ଚିନ୍ତା; ରାଜଧାନୀକୁ ବସ୍ତି

କାୟା ବଢ଼ାଉଛି କରୋନା । କିଛିଦିନ ତ​‌ଳେ ଆଶ୍ବସ୍ତିର ନିଶ୍ବାସ ମାରିଥିବା ଓଡ଼ିଶା ପାଇଁ ଏବେ ଗଞ୍ଜାମ ଚିିନ୍ତାର କାରଣ ପାଲଟିଥିବାବେଳେ ରାଜଧାନୀ ପାଇଁ ଚିନ୍ତା ବଢ଼ାଇଛି ବସ୍ତି । ଗଞ୍ଜାମ ଜିଲାରେ ଆଜି ୨ ଜଣ…
Read More...

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪…
Read More...

ଓଡ଼ିଆକୁ ଗୁରୁତ୍ବ ଦେଉନାହିଁ ଆମାଜନ ପ୍ରାଇମ୍: ରିଲିଜର ୨ ଦିନ ପରେ ହଟିଲା ଓଡ଼ିଆ ସିନେମା

ଆମାଜନ ପ୍ରାଇମ୍ ପ୍ଲାଟଫର୍ମରେ ସିନେମା ଦେଖିବାରେ ଓଡ଼ିଆ ଲୋକମାନେ ଆଦୌ କାର୍ପଣ୍ୟ କରନ୍ତି ନାହିଁ । ମାତ୍ର ଆମାଜନ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେବାକୁ ପ୍ରସ୍ତୁତ ନୁହେଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମାଜନ…
Read More...

ଚୀନକୁ ଜବାବ ଦେବ ରାଫେଲ: ଜୁଲାଇ ୨୭ରେ ଫ୍ରାନ୍ସରୁ ଭାରତ ଆସିବ ୬ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏହି ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଧିରେ ଧିରେ ଉତ୍ତେଜନା ବୃଦ୍ଧି ପାଉଛି। ଏହି ବିବାଦ ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫ୍ରାନ୍ସରୁ…
Read More...

ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରିକଲା ଇରାନ; ଲୋଡ଼ିଲା ଇଣ୍ଟରପୋଲ ସହାୟତା

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ ଟମ୍ପଙ୍କ ଗିରଫଦାରୀରେ ସହଯୋଗ କରିବାକୁ…
Read More...

ଅସହାୟ ରୋଗୀର ଚିକିତ୍ସା ଓ ଅଜଣା ଶବକୁ ଚାରିକାନ୍ଧ, ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଜାରିହେଲା ହେଲ୍ପଲାଇନ ନମ୍ବର

ବଲାଙ୍ଗିର : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆସୁଥିବା ନିସଃହାୟ ରୋଗୀ ମାନଙ୍କୁ ସ୍ଥାନୀୟ ସମାଜସେବୀ ଅନୁଷ୍ଠାନ ବିଙ୍ଗହ୍ୟମାନ ଫାଉଣ୍ଡେସନ ସହାୟତା ଯୋଗାଇଆସୁଛି। ଏହି ଡାକ୍ତରଖାନାକୁ ଆସୁଥିବା ଅସହାୟ…
Read More...

ନବରଙ୍ଗପୁରରୁ ୭ ନୂଆ କରୋନା ପଜିଟିଭ୍‍ ଚିହ୍ନଟ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଆଜି ପୁଣି ୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି। ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା…
Read More...

ଘରେ ଖୁସିର ପ୍ରବେଶ

ସାମାନ୍ୟ କଥାରେ କଳିଝଗଡ଼ା ହେଉଥିଲେ, ଏ ପ୍ରତି ପରିବାର ସଦସ୍ୟ ସଜାଗ ରହିବା ଉଚିତ। ବାସ୍ତୁବିତ୍‌ଙ୍କ ମତରେ ଅନେକ ସମୟରେ ଘରର ଅଭ୍ୟନ୍ତର ପ୍ରତି ଦୃଷ୍ଟି ନ ଦେଇ କେତୋଟି ଭୁଲ୍ ପଦକ୍ଷେପ ନେଇଥାଉ। ଯେପରି, ଘରେ ବିଭିନ୍ନ…
Read More...

୧୭ ବର୍ଷରେ ବି ଏଜିଙ୍କୁ ହିସାବ ମିଳୁନି

ଭୁବନେଶ୍ୱର: ରାଜ୍ୟରେ ସରକାରୀ କଳ କିପରି ଚଳଚଞ୍ଚଳ ଓ ଦକ୍ଷତାର ସହ କାର୍ଯ୍ୟ କରୁଛି ତା’ର ଏକ ଜ୍ବଳନ୍ତ ଉଦାହରଣ ମହାଲେଖାକାରଙ୍କ ପକ୍ଷରୁ ବିନିଯୋଗ ପ୍ରମାଣପତ୍ର(ୟୁସି) ନେଇ ସରକାରଙ୍କୁ ଦିଆଯାଇଥିବା ଏକ ବିପୁଳ ପରିମାଣ…
Read More...

ତିନି ଦିନ ମେଘୁଆ ପାଗ

ଭୁବନେଶ୍ବର: ମୌସୁମି ବାୟୁ ସମଗ୍ର ଦେଶରେ ପହଞ୍ଚି ସାରିଥିବା ବେଳେ ଓଡ଼ିଶାରେ ସାମାନ୍ୟ ଦୁର୍ବଳ ରହିଥିଲା। ତେବେ ଏହା କିଛିଟା ସକ୍ରିୟ ହେବାରୁ ବର୍ଷା ଆରମ୍ଭ ହୋଇଛି। ଦୁଇଦିନ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ସହ…
Read More...

ବେଗହୀନ ପରୀକ୍ଷଣ ; ସରକାରୀ-ଘରୋଇ ସଂସ୍ଥା ମିଳିତ ଉଦ୍ୟମ କରନ୍ତୁ

ଭାରତରେ କୋଭିଡ୍‍ - ୧୯ ସଂକ୍ରମଣ ଯେଉଁ ହାରରେ ବଢ଼ିବାରେ ଲାଗିଛି ସେହି ଅନୁପାତରେ ତ୍ୱରିତ ନମୁନା ପରୀକ୍ଷା ପଦ୍ଧତିର ଆହ୍ୱାନ ବଢ଼ିଚାଲିଛି। ଏଥିସହିତ ପରୀକ୍ଷଣ କେନ୍ଦ୍ର ଉପରେ ଚାପ ମଧ୍ୟ ଅନୁରୂପ ବଢ଼ିଛି। ସରକାରଙ୍କ…
Read More...

ବାସ୍ତବବାଦୀ ହେବା ଉଚିତ

ଚୀନ ଆମର ପଡ଼ୋଶୀ ରାଷ୍ଟ୍ର। ପାକିସ୍ତାନ ସହିତ ଜାମ୍ମୁ-କାଶ୍ମୀରକୁ ନେଇ ଯେପରି ବିବାଦ ଥିଲା ଚୀନ ସହିତ ସୀମାକୁ ନେଇ ସେମିତି ବିବାଦ ସର୍ବଦା ଲାଗି ରହିଛି। ୧୯୬୨ରେ ଚୀନ ସହିତ ଭାରତର ଯୁଦ୍ଧ ହୋଇଥିଲା। ପରେ ସୀମାରେ…
Read More...

ଭିନ୍ନ ରୂପର ଚା’ ନୁନ୍ ଚା’

ଚା’ କିମ୍ବା କଫି ପାନୀୟ ଅଧିକ ପରିମାଣରେ ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦିନକୁ ଥରେ କିମ୍ବା ଦୁଇଥର ଚା ପିଇପାରନ୍ତି। ବଜାରରେ ବିଭିନ୍ନ ସ୍ବାଦର ଚା’ ମିଳୁଛି। ତନ୍ମଧ୍ୟରୁ ଅନ୍ୟତମ…
Read More...

ମହଙ୍ଗା ପଡ଼ିଲା ଭାରତ ସହ ବିବାଦ ; ନେପାଳରେ ଲୁଣ କିଲୋ ୧୦୦, ସୋରିଷ ତେଲ ୨୫୦

ନୂଆଦିଲ୍ଲୀ : ଚାଇନା ସହ ଭାରତର ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭିନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି ।  ଏମିତିକି ଭାରତ ଏବଂ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର…
Read More...

କରୋନା କାରୁଣ୍ୟ ; ବୃତ୍ତି ପୋଷୁନି କୁଟୁମ୍ବ

ଭୁବନେଶ୍ବର : ଲକ୍‌ଡାଉନ କୋହଳ ହେଲା ତଥାପି ଦୁଃଖ ହଟୁନି । ଦିନକୁ ଯେତିକି ବିକ୍ରି ହେଉଛି ସେଥିରେ ନିଜ ପେଟ ପୂରୁନି । ପରିବାର ପାଇଁ କ’ଣ ପଠାଇବି ବୋଲି କହିଛନ୍ତି ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳର ବାଉଁଶ ସାମଗ୍ରୀ…
Read More...

ଧୋନିଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନଙ୍କ କ୍ୟାରିୟର ଉତ୍ଥାନ ପତନ ମଧ୍ୟ ଦେଇ ଗତି କରିଥିଲା। ଇର୍ଫାନ ଏପରି ଜଣେ କ୍ରିକେଟର ଥିଲେ ଯିଏ କି ଅନ୍ତିମ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ…
Read More...

କରୋନା ମାଡ଼: ବୃତ୍ତିକୁ ଫେରୁଛନ୍ତି ପ୍ରବାସୀ ମତ୍ସ୍ୟଜୀବୀ

ବାହାନଗା : କୌଳିକ ବୃତ୍ତି ଛାଡ଼ି ଅଧିକ ରୋଜଗାର ପାଇଁ ଭିଟାମାଟି ଛାଡିଥିଲେ ସେମାନେ। କରୋନା ମହାମାରୀ ସେମାନଙ୍କୁ ଭିଟାମାଟିକୁ ଫେରାଇ ଦେଲା। ଏଠି ବି କାମ ମିଳୁନି। ଫଳରେ ପୁରୁଣା ବାପା, ଜେଜେ ଅମଳର ବେଉସାକୁ…
Read More...

ଲୋ ଖଇରୀ…୯୦ବର୍ଷରେ ଝୁରି ହେଉଛନ୍ତି ନିହାରନଳିନୀ

ଭୁବନେଶ୍ୱର (ଶୁଭ୍ରାଂଶୁ ସୂତାର) : ଲୋ ଖଇରୀ...ଲୋ ଖଇରୀ...ଆଆ। ଏମିତି କହି ମଝିରେ ମଝିରେ ବିଳିବିଳେଇ ହେଉଛନ୍ତି ବାଘୁଣୀ (ଖଇରୀ)କୁ ନିଜ ଝିଅଭଳି ପାଳିଥିବା ନିହାରନଳିନୀ ଦେବୀ। ବୟସ ୯୦ ଛୁଇଁଲାଣି। ବିଛଣାରୁ ଉଠିବାକୁ…
Read More...

ଗଲୱାନ ସୀମାକୁ ମଲ୍ଲଯୋଦ୍ଧା ପଠାଇଥିଲା ଚୀନ

ବେଜିଂ : ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଚୀନର ସୁପରିକଳ୍ପିତ ଓ ଯୋଜନାବଦ୍ଧ ବୋଲି ଭାରତ ଯେଉଁ ଅଭିଯୋଗ କରିଆସୁଛି ତାହା ସତ୍ୟ ପ୍ରମାଣିତ ହୋଇଛି। କାରଣ ଚୀନ ନିଜର ଏହି ଯୋଜନା ସମ୍ପର୍କରେ ସ୍ବୀକାର କରିଛି।…
Read More...

ସୋମବାର ରାଶିଫଳ (୨୯। ୬। ୨୦୨୦)

ମେଷ: ପ୍ରିୟାପ୍ରୀତି ତୋଷଣ କରିପାରନ୍ତି। କାର୍ଯ୍ୟକୁ କରାୟତ୍ତ କରିବା ପାଇଁ ଇଚ୍ଛାଶକ୍ତି ପ୍ରୟୋଗ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ…
Read More...

ଜୁଲାଇ ୯ରୁ ବିପିୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା

ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ୯ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଘରେ କିମ୍ବା ବିପିୟୁଟି…
Read More...

ବେଆଇନ ବାଲି ଚାଲାଣ ; ୨ଟ୍ରାକ୍ଟର ଜବତ, ୨ଗିରଫ

ବଡ଼ସାହି : ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ସ୍ଥାନୀୟ ପୁଲିସ୍‍ ୨ଟି ଟ୍ରାକ୍ଟରକୁ ଜବତ କରିଛି। ପୃଥକ ଘଟଣାରେ ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ…
Read More...

ଡାକ୍ତରଖାନାରେ ହଙ୍ଗାମା ; ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ

ରାଉରକେଲା : ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗକୁ ନେଇ ସମ୍ପର୍କୀୟ ଓ ପଡ଼ୋଶୀ ରବିବାର ରାଉରକେଲା ସରକାରୀ ଡାକ୍ତରଖାନାରେ ହଙ୍ଗାମା ସୃଷ୍ଟି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ…
Read More...

ମନ୍ତ୍ରୀ ଝିଅଙ୍କ ନାଁରେ ରୁଜୁ ହେଲା କୋବିଦ ନିୟମ ଭଙ୍ଗ ମାମଲା

ଝାରସୁଗୁଡ଼ା: କୋବିଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ବିରୋଧରେ ଏତଲା ଦେଲା ଝାରସୁଗୁଡ଼ା ପ୍ରଶାସନ । ଝାରସୁଗୁଡ଼ା ପୌରପରିଷଦ ଅଧିକାରୀ ତଥା…
Read More...

ଦିନକ ପରେ ସରିବ ଅନଲକ୍ ୧.୦: ରାଜ୍ୟ ସରକାରଙ୍କ ପରବର୍ତୀ ପଦକ୍ଷେପ ଉପରେ ନଜର

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ରବିବାର ରାଜ୍ୟରେ ୨୬୪ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୨୩୪ ଜଣ ଠାବ ହୋଇଥିବାବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି…
Read More...

ପ୍ରାଣଘାତୀ ଯକ୍ଷ୍ମା: ଦେଶରେ ଦିନକୁ ଯାଉଛି ହାରାହାରି ୧୪୦୦ ଜୀବନ

କରୋନା ଏବେ ସାରା ବିଶ୍ବ ପାଇଁ ଶିରପୀଡ଼ା । ବିଶ୍ବବ୍ୟାପୀ କରୋନା ବିରୋଧରେ ଚାଲିଛି ସଂଗ୍ରାମ ଓ ଏହାର ପ୍ରତିଷେଧକ ଉଦ୍ଭାବନ ନିମନ୍ତେ ସବୁ ଦେଶ ଆରମ୍ଭ କରିଛନ୍ତି ପ୍ରୟାସ । ଭାରତ ବି ଏଥିରୁ ବାଦ ପଡ଼ିନାହିଁ ।  କରୋନା…
Read More...

ସାବଧାନ! ଆଇ ଫୋନରୁ ତଥ୍ୟ ଚୋରି କରୁଛି ଟିକ୍ ଟକ୍

ଚୀନ୍ ପ୍ରସ୍ତୁତ ସଫ୍ଟୱେର ଟିକ୍ ଟକ୍ ସାରା ବିଶ୍ବରେ ଲୋକପ୍ରିୟ । ମାତ୍ର ବିଡ଼ମ୍ବନା ହେଉଛି ଚୀନ ଲୋକ ଟିକଟକକୁ ଯେତେ ବ୍ୟବହାର କରୁ ନାହାନ୍ତି ଭାରତ ଓ ଆମେରିକାର ଲୋକମାନେ ତା’ଠୁ ବେଶୀ ଟିକଟକ୍ ବ୍ୟବହାର କରୁଛନ୍ତି ।…
Read More...

ପେଟପାଟଣା ପାଇଁ ନାବାଳକ ଭାଇ-ଭଉଣୀ ବିକୁଥିଲେ ଛତୁ; ସ୍କୋର୍ପିଓ ଚାପରେ ଚାଲିଗଲା ଜୀବନ

ଅନୁଗୋଳ: ଘରକୁ ଦି’ ପଇସା ନେବା ଓ ପରିବାର ଖର୍ଚ ଉଠାଇବାକୁ ଜଙ୍ଗଲରୁ ଛତୁ ଗୋଟାଇ ରାସ୍ତା କଡ଼ରେ ବିକିବା ପାଇଁ ବାହାରିଥିଲେ ଭାଇ ଭଉଣୀ । ଜଙ୍ଗଲରୁ ଛତୁ ତୋଳିଥିଲେ, ତାହାକୁ ଆଣି ରାସ୍ତା କଡ଼ରେ ବିକ୍ରି ପାଇଁ…
Read More...

ଚିକେନ ପରିବର୍ତ୍ତେ ସାଦା ବିରିଆନି ଆଣିବାରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ପତ୍ନୀ ଇଚ୍ଛା କରିଥିଲେ ଚିକେନ୍ ବିରିଆନି ଖାଇବାକୁ; ମାତ୍ର ଦୋକାନରେ ଚିକେନ୍ ବିରିଆନି ସରି ଯାଇଥିଲା । ଅନନ୍ୟୋପାୟ ପତି ଚିକେନ୍ ବିରିଆନି ପରିବର୍ତ୍ତେ ସାଦା ବିରିଆନି ଆଣିବାରୁ କ୍ରୋଧିତ ପତ୍ନୀ ନିଜ ଦେହରେ ନିଆଁ…
Read More...

ଆଦିବାସୀଙ୍କୁ ଆଧୁନିକତାର ମାପକାଠିରେ ତଉଲିବା ଭୁଲ : ପଦ୍ମଶ୍ରୀ ପ୍ରତିଭା ରାୟ

ପ୍ରଥମ ଥର ରାଜ୍ୟରେ ଅନଲାଇନରେ ପରିଚାଳିତ ହେଲା ଏକ ସାହିତ୍ୟ  ମହୋତ୍ସବ  କନ୍ଧମାଳର ହଳଦୀ ଜାତୀୟ ସ୍ତରରେ ଆଦୃତ ହେବାପାଇଁ ଘରୋଇ ନିବେଶ ଲୋଡା :ରାଜେଶ. ପି .ପାଟିଲ କୁଇ ଭାଷା ଓ ସାହିତ୍ୟର ବିକାଶ ହିଁ କନ୍ଧମାଳର…
Read More...

ବରଯାତ୍ରୀଙ୍କୁ କରୋନା: କ୍ବାରେଣ୍ଟାଇନ ଖର୍ଚ ୬.୨୬ ଲକ୍ଷ ଟଙ୍କା ଦାଖଲ ପାଇଁ ବରପିତାଙ୍କୁ ନୋଟିସ

ଜୟପୁର: ଜାକଜମକରେ ପୁଅ ବାହାଘର କରିବା ଆଉ ଏହାପରେ କରୋନା ସଂକ୍ରମଣ ବ୍ୟାପିବା ବରପିତାଙ୍କୁ ମହଙ୍ଗା ପଡ଼ିଛି । ବାହା ଭୋଜି ପରେ ବରଯାତ୍ରୀ କରୋନା ସଂକ୍ରମିତ ଠାବ ହେବା ପରେ ସେମାନଙ୍କୁ ସଙ୍ଗରୋଧ ରଖାଯାଇଛି ।…
Read More...

ରାହୁଲଙ୍କୁ ଶାହାଙ୍କ ଆହ୍ବାନ : ହୀନ ରାଜନୀତି କର ନାହିଁ, ଚୀନ ପ୍ରସଙ୍ଗରେ ବିତର୍କ ଲାଗି ପ୍ରସ୍ତୁତ

ନୂଆଦିଲ୍ଲୀ : ସୀମାରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି । ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ ଯୁଦ୍ଧ ମଧ୍ୟ ଚାଲିଛି। ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ଚୀନ…
Read More...

ଭୁବନେଶ୍ବରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ବାରେଣ୍ଟାଇନରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ବିଏମସି…
Read More...

ରାହୁଳଙ୍କ ପ୍ରଶ୍ନ: ମୋଦୀ କେବେ କରିବେ ଦେଶର ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦେଶର ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପୂର୍ବରୁ…
Read More...

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କୁ କରୋନା

ଅହମଦାବାଦ : ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା।…
Read More...

ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...