ଚୀନ୍ କମ୍ପାନୀ ସହିତ ପ୍ରକଳ୍ପ ବାତିଲ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଯବାନଙ୍କ ବଳିଦାନ ପରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକମାନଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି…
Read More...

ଭୁବନେଶ୍ବରରେ ଆଉ ୯ ଆକ୍ରାନ୍ତ ଚିହ୍ନଟ ; ୩ଜଣ କୋଭିଡ ହସ୍ପିଟାଲ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଭୁବନେଶ୍ବର ସହର ଅଞ୍ଚଳରୁ ୯ଜଣ ରହିଛନ୍ତି  । ୯ ଜଣ ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରରୁ ୪ଜଣ ଓ ସ୍ଥାନୀୟ…
Read More...

କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳତା : ଏକାଠି ହେଲେ ରାଜ୍ୟର ୧୨ ବିରୋଧୀ ଦଳ

ଭୁବନେଶ୍ବର : ଦେଶ ଏବଂ ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଚରମ ବିଫଳତାକୁ ଟାର୍ଗେଟ କରି ଗୁରୁବାର ଓଡ଼ିଶାର ୧୨ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ…
Read More...

ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ, କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି। ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ…
Read More...

ସାଲିଆସାହିରେ ଲାଗିଲା କରୋନା ନୋଟିସ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ବିଜୁପଟ୍ଟନାୟକ କଲେଜ ପାର୍ଶ୍ବସ୍ଥ ସାଲିହାସାହିରେ ଗୁରୁବାର କରୋନା ନୋଟିସ ଲଗାଯାଇଛି । କରନୋ ଦିନକୁ ଦିନ କାୟା ବିସ୍ତାର କରୁଥିବାବେଳେ ସାଲିସାହିରେ କରୋନା ପଜିଟିଭ ବାହାରିବା ପରେ…
Read More...

ସୁନା ହଣ୍ଡା ପାଇଁ ନରବଳି ଉଦ୍ୟମ ; ୧୧ ଅଟକ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କଂରଜକଟା ଗ୍ରାମ ହରିଜନସାହିରେ ବୁଧୁବାର ବିଳମ୍ବିତ ରାତ୍ରିରେ ସୁନା ହଣ୍ଡା ଖୋଳିବାକୁ ଯାଇଥିବା ୧୧ଜଣଙ୍କୁ ପୁରୁଣା କଟକ ପୁଲିସ ଥାନାରେ ଅଟକ ରଖି…
Read More...

ରାଜ୍ୟରେ ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ; ଗଞ୍ଜାମରେ ସର୍ବାଧିକ ୫୬

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୧୭୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୧୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଟି ଲୋକାଲ କେସ ରହିଛି । ଏଥିସହ ରାଜ୍ୟରେ…
Read More...

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନରେ ଭାରତ ନିର୍ବାଚିତ ହୋଇଛି। ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଅସ୍ଥାୟୀ ସଦସ୍ୟ ହୋଇଛି । ଭାରତ ଏଥିସହ ୮ମ ଥର ପାଇଁ ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛି । ଏହି…
Read More...

ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା !

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଗୁରୁୂବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ଅଙ୍ଗରକ୍ଷୀ ଜଣଙ୍କ ହେଉଛନ୍ତି ଡମ୍ବୁରୁ ସାହୁ (୩୩) । ସେ ହୁଣୀପଡ଼ା ଥାନା ଅନ୍ତର୍ଗତ…
Read More...

କରୋନା ସନ୍ଦେହ; ମା’-ଝିଅଙ୍କୁ ନିସ୍ତୁକ ମାଡ଼!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ମା’ ଓ ଝିଅଙ୍କୁ ନିସ୍ତୁକ ମାଡ଼ ଦିଆଯିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି…
Read More...

ନାବାଳକ ଟାଙ୍ଗିଆ ଚୋଟରେ ସମ୍ପର୍କୀୟ ଭାଇ ମୃତ

ରେଢ଼ାଖୋଲ :ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରଗଡ଼ ପଂଚାୟତ ବେହେରା ଗ୍ରାମ ନିକଟସ୍ଥ ତଳିମାଲ ସାହିରେ ଘଟିଛି ଏକ ହତ୍ୟାକାଣ୍ଡ। ଗ୍ରାମର ଜଣେ ନାବାଳକ ପୂର୍ବ ଶତ୍ରୁତାକୁ ନେଇ ସାମ୍ପକୀୟ ଭାଇ ବିଲସନ…
Read More...

ଚେତାଇଲା ଗୁଇନ୍ଦା ସଂସ୍ଥା: ମୋବାଇଲ୍ ଆପ୍ ଜରିଆରେ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ଯାଉଛି ଚୀନ

ନୂଆଦିଲ୍ଲୀ : ଭାରତଠାରୁ ଆମେରିକା ଭଳି ଦେଶର ଗୁପ୍ତଚର ଏଜେନ୍ସିମାନେ ଲୋକମାନଙ୍କୁ ଚୀନର ଆପ୍ ବିଷୟରେ ପର୍ଯ୍ୟାୟକ୍ରମେ ଚେତାବନୀ ଦେଇଆସିଛନ୍ତି। ବର୍ତ୍ତମାନ ଭାରତୀୟ ଗୁପ୍ତଚର ଏଜେନ୍ସିମାନେ ଭାରତ ସରକାରଙ୍କୁ ୫୨ଟି…
Read More...

ବାଙ୍କୀ-ଡ଼ମପଡା ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ, ବିଜେଡି ସମର୍ଥିତ ସୂର୍ଯ୍ୟ ପାତ୍ର ୯ଖଣ୍ଡ ଭୋଟରେ ବିଜୟୀ

ବାଙ୍କୀ :କଟକ ଜିଲ୍ଲା ବାଙ୍କୀ - ଡ଼ମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ…
Read More...

ପତ୍ନୀ ହତ୍ୟା ଅଭିଯୋଗରେ ଜେଲ ଗଲା ସ୍ୱାମୀ

ପିପିଲି : ଏକ ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ପିପିଲି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ…
Read More...

ବିଜେପି ପକ୍ଷରୁ ଚୀନ ଜାତୀୟ ପତକା ପୋଡି ଓ ସହିଦ ମାନଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

କଳାପଥର(ବାଙ୍କୀ): ଭାରତ ଓ ଚୀନ ସୀମାରେ ଚୀନର ଦାଦାଗିରି କରିବା ଏବଂ ଉତ୍ତେଜନା ସୃଷ୍ଟି କରିବା ଘଟଣାକୁନେଇ ଆଜି ସଂଧ୍ୟାରେ ଏଠାରେ ଭାରତୀୟ ଜନତାପାର୍ଟି ବାଙ୍କୀ ଶାଖା ପକ୍ଷରୁ ସୀମାରେ ସହିଦ ହୋଇଥିବା ଭାରତୀୟ ଜବାନ…
Read More...

ଅଭିନେତା ଅଲି ଫଜଲଙ୍କ ମାତୃ ବିୟୋଗ

ଲକ୍ଷ୍ନୌ : ବଲିଉଡର ଜଣାଶୁଣା ଯୁବ ଅଭିନେତା ଅଲି ଫଜଲଙ୍କ ମା’ଙ୍କର ବୁଧବାର ତାଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡିଛି। କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲାବେଳେ ଆଜି ତାଙ୍କର…
Read More...

ବାଙ୍କୀ ତହସିଲରେ ପ୍ରଥମ, ୭ ଘଣ୍ଟାରେ ମିଳିଲା ଜମି ପଟ୍ଟା

କଳାପଥର :ଜମି ବାଡି ବିକ୍ରି ଓ ଖର୍ଦ୍ଦି କରୁଥିବା ଲୋକ ମାନଙ୍କୁ ତହସିଲ ପକ୍ଷରୁ ୭ ଦିନ ମଧ୍ୟରେ ମାଲିକାନା ସତ୍ତ୍ୱା(ପଟ୍ଟା) ଦିଆଯିବାକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି। ତେବେ ସରକାରଙ୍କ ଏହି ନିର୍ଦ୍ଧେଶକୁ ରାଜ୍ୟର…
Read More...

ଦେବଗଡ ବନ ବିଭାଗ କୋଡୁଛି ଯେତେ ମାଡୁଛି ସେତେ, ଏପଟେ ବୃକ୍ଷ ରୋପଣ ଅନ୍ୟପଟେ ବୃକ୍ଷ ଛେଦନ

ଦେବଗଡ :ବିଗତ କିଛି ବର୍ଷ ମଧ୍ୟରେ ଦେବଗଡ ବନ ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲକାଟ ଓ ଜଙ୍ଗଲ ପୋଡି ରୋକିବା ସହ ବନ୍ୟଜନ୍ତୁ ଶିକାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାଶଲ କରିବା ସହ ଜନସାଧାରଣଙ୍କ ଠାରୁ ବେଶ ପ୍ରଶଂସା ମଧ୍ୟ…
Read More...

୬ ଜିଲାର ୨୯ଟି ମନ୍ଦିରରେ ହେବନାହିଁ ରଥଯାତ୍ରା

ଭୁବନେଶ୍ବର: ପୁରୀରେ ରଥଯାତ୍ରାକୁ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ…
Read More...

ପୁଲିସ ଏ.ଏସ୍.ଆଇଙ୍କ ସହ ବନ୍ଧୁତା କରି ବାଇକ୍ ଲୁଟି ନେଲା ଲୁଟେରା

ଫୁଲବାଣୀ : ପୁଲିସ୍‍ ସାଥିରେ ବନ୍ଧୁ ବାନ୍ଧି ଶେଷରେ ଲୁଟିନେଲା ଏକ ବାଇକ୍‍। ଆଜି କୋଟଗଡ଼ ପୁଲିସ୍‍ ବାଇକ୍‍ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣା ସମଗ୍ର କୋଟଗଡ଼ରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ…
Read More...

କୁକୁର ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ଭୀଷଣ ଯୁଦ୍ଧ

ଇତିହାସକୁ ଦେଖିଲେ ଦେଶ-ଦେଶ ମଧ୍ୟରେ ଅନେକ ଯୁଦ୍ଧ ବିଷୟରେ ଜାଣିହୁଏ। ଯେପରିକି ବିଶ୍ୱଯୁଦ୍ଧ ପରି 'ମହାନ ଯୁଦ୍ଧ'। ପ୍ରାୟ ପ୍ରତ୍ୟେକ ଯୁଦ୍ଧ କ୍ଷମତା ପାଇଁ କିମ୍ବା ରାଜ୍ୟ ବିସ୍ତାର ପାଇଁ ହୋଇଥାଏ। କେଉଁଠାରେ ପାଣି ପାଇଁ…
Read More...

ଫିରିଙ୍ଗିଆ ପୁଲିସ୍‍ ଦ୍ୱାରା ୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ପୁଲିସ୍‍ ଏକ ବୋଲେରୋରେ ଚାଲାଣ ହେଉଥିବା ୫୦ କେଜି ଗଞ୍ଜେଇ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ବୋଲେରୋ ନଂ ଓଡି-୧୨ବି-୦୯୯୬ରେ ଗଞ୍ଜେଇ ଚାଲାଣ ହେଉଥିବା…
Read More...

କୋଭିଡ-୧୯ ସହ ଜଡ଼ିତ ଘୃଣା ଭାବନାକୁ ଦୂର କରି ସଚେତନତା ବୃଦ୍ଧି ପାଇଁ ୟୁନିସେଫର ଆହ୍ଵାନ

ଭୁବନେଶ୍ୱର : କରୋନା ଭାଇରସକୁ ନେଇ ସମାଜରେ ଦେଖାଦେଉଥିବା ଷ୍ଟିଗମା ବା ଘୃଣାଭାବନାକୁ ଦୂର କରିବାକୁ ୟୁନିସେଫ ପକ୍ଷରୁ ଆଜି ଏକ ଗଣମାଧ୍ୟମ ତାଲିମ କାର୍ୟ୍ୟକ୍ରମ ଏକ ୱେବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହାର…
Read More...

ମୋଦୀଙ୍କୁ ନବୀନଙ୍କ ପ୍ରସ୍ତାବ: ଯୁକ୍ତ ୨ ପରୀକ୍ଷା ପରେ ହେଉ ଜାତୀୟ ପ୍ରବେଶିକା, ରେଳ-ବିମାନ ଚଳାଚଳ ଉପରେ ଲାଗୁ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କରୋନା ସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ…
Read More...

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସହିଦ ଯବାନମାନଙ୍କୁ ମହମବତୀ ଶୋଭାଯାତ୍ରା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନଠାରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ଇଣ୍ଡୋ ଚାଇନା ସୀମାରେ ସହିଦ ହୋଇଥିବା ସମସ୍ତ…
Read More...

ବାହା ଭୋଜିରେ ଗଣ୍ଡଗୋଳ: ଭାବୀ ଶଳା ଉପରେ ବଲେରୋ ମଡ଼ାଇ ଦେଲା ବର

ଫାରୁକାବାଦ (ଉତ୍ତରପ୍ରଦେଶ) : ବାହା ଭୋଜିରେ ଗଣ୍ଡଗୋଳ, ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ । ତା ପରେ ଯାହା ହେଲେ ତାହା କେବେ କେଉଁଠି ଘଟି ନ ଥିବ । ବାହା ହେବାକୁ ଆସିଥିବା…
Read More...

କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସଲେନ୍ସ

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଫ୍ଲାଗ ସିପ୍ କାର୍ଯ୍ୟକ୍ରମ “ଖେଲୋ ଇଣ୍ଡିଆ ଯୋଜନା” ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ ।…
Read More...

ଅନ୍ତେବାସୀ କଲେ ସରପଞ୍ଚଙ୍କ ବିରୋଧରେ ଅଶାଳୀନ ଇଙ୍ଗିତ ଅଭିଯୋଗ: ସଙ୍ଗରୋଧ କେନ୍ଦ୍ରରେ ତାଲା, ବିନା ଯାଞ୍ଚରେ ଘରକୁ…

ଢ଼େଙ୍କାନାଳ: ଏକ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ସଙ୍ଗରୋଧ କେନ୍ଦ୍ରର ଜଣେ ମହିଳା ଅନ୍ତେବାସୀ  ଅଶାଳୀନ ଇଙ୍ଗିତ କରିବା ଅଭିଯୋଗ ପରେ ଏକ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି ସଙ୍ଗରୋଧ…
Read More...

ଆସନ୍ନପ୍ରସବାଙ୍କୁ ଅସଦାଚରଣ ଅଭିଯୋଗ; ପୂର୍ବତନ ସିଡ଼ିଏମଓ ଗିରଫ

ଖୋର୍ଧା: ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ଅସଦାରଚଣ ଅଭିଯୋଗ ହୋଇଛି । ଅସଦାଚରଣ କରିଛନ୍ତି ଜଣେ ପୂର୍ବତନ ସିଡ଼ିଏମ୍ଓ । ସିଡ଼ିଏମ୍ଓଙ୍କ ଘରୋଇ କ୍ଲିନିକରେ ଅସଦାଚରଣ ହୋଇଥିବା ଅଭିଯୋଗ । ଘଟଣା ଘଟିଛି ଖୋର୍ଧାରେ ।…
Read More...

ସହିଦ୍ ଯବାନଙ୍କୁ ପ୍ରଣାମ ଜଣାଇଲେ ଅମିତ ଶାହା : କହିଲେ ଦେଶ ସବୁବେଳେ ଆପଣଙ୍କ ଋଣୀ ରହିବ

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସହିଦ୍ ଯବାନଙ୍କୁ ପ୍ରଣାମ ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କେନ୍ଦ୍ର…
Read More...

ଉସକାଇବା ପରେ ଶାନ୍ତି ଚାହୁଁଛି ଚୀନ, ଫୋନରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସହ କଥା ହେଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ…

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଭାରତ-ଚୀନ ସୈନିକ ମଧ୍ୟରେ ସୋମବାର ରାତିରେ ହିଂସାତ୍ମକ ସଂଘର୍ଷ ମଧ୍ୟରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ଫୋନରେ କଥା…
Read More...

ଆମେ ଶାନ୍ତି ଚାହୁଁଛୁ, ଉସୁକାଇଲେ କଡ଼ା ଜବାବ୍ ଦେବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନାର ବଢୁଥିବର ପ୍ରଭାବକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକ ଆରମ୍ଭରେ, ଭିଡିଓ…
Read More...

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଧାୟିକା ଅତିସୀଙ୍କୁ କରୋନା

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟିକ ଅତିସୀ କରୋନା ପଜିଟିଭ୍ ଥିବା ଜଣାପଡିଛ ।ମନୀଷ ସିସୋଦିଆ ଏବଂ ଅତିସୀଙ୍କର କୋଭିଡ-୧୯ ଟେଷ୍ଟ ପାଇଁ ସ୍ବାବ୍ ନମୁନା…
Read More...

ଆଜି ଭୁବନେଶ୍ଵରରୁ ଆଉ ୧୭ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ଵର : ଭୁବନେଶ୍ଵର ସହରରୁ ବୁଧବାର ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣ ନୂଆ ପଜିଟିଭ୍ ମଧ୍ୟରୁ ୧୪ଜଣ ହୋମ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ…
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର

ପାଟଣା : ପାଟଣା ବନାଞ୍ଚଳ ତଥା ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଜଙ୍ଗଲରେ ବୁଧବାର ସକାଳୁ ଏକ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ପୋଇପାଣି ଗ୍ରାମର…
Read More...

ପୁରୀରେ ଜଣେ ଆଇନଜୀବୀ ଓ ମୋହରୀ କରୋନା ପଜିଟିଭ ; ବନ୍ଦ ହେଲା ଜିଲାପାଳ, ଉପଜିଲାପାଳ ଅଫିସ

ପୁରୀ : ଜଣେ ଓକିଲ ଓ ମୋହରୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ, ଉପଜିଲାପାଳ ଓ ଡିଆରଡିଏ ଅଫିସ ବନ୍ଦ କରାଯାଇଛି ।  କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ…
Read More...

ଶିକାରୀ ଗୁଳିରେ ଦନ୍ତା ହାତୀ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଟୁଲି ମାଟୁ ନାଳ ନିକଟରେ ମଙ୍ଗଳବାର ଶିକାରୀ ଗୁଳିରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  କିଛି ମହିଳା ଦାକାପଦର୍ ଜଙ୍ଗଲକୁ ଛତୁ…
Read More...

ରାଜ୍ୟରେ ଆଉ ୧୭୫ କରୋନା ରୋଗୀ ଚିହ୍ନଟ ; ଗଜପତିରେ ସର୍ବାଧିକ ୫୭

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୧୭୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୧୪୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା…
Read More...

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ବାଲେଶ୍ବର : ବାଲେଶ୍ବର ବିଜେପି ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବୁଧବାର ଦେହାନ୍ତ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଥିବା ସମୟରେ ତଙ୍କର ମୃତ୍ୟୁ ଘଟିଛି । ଆଜକୁ ବର୍ଷେ ହେବ ସେ ଯକୃତ ରୋଗରେ ଅସୁସ୍ଥ ଥିଲେ ।…
Read More...

ଉପକାରୀ ପୋଦିନା ରସ

ପୋଦିନା ରସରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ମହଜୁଦ୍ ରହିଛି। ନିୟମିତ ଭାବେ ଏହାର ଉପଯୋଗ ଖାଦ୍ୟପାନୀୟରେ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ। -  ପେଟଜନିତ ରୋଗରୁ ବର୍ତ୍ତିବା ନିମନ୍ତେ ପୋଦିନା ରସ ମହୌଷଧି ପରି କାମ…
Read More...

ଆଜି ବସୁମତୀ ସ୍ନାନ

ଭୁବନେଶ୍ବର: ପ୍ରତିବର୍ଷ ପରି ମୌସୁମି ଆଗମନରେ ରଜ ଆସିଲା, ଗଲା। ମିଳିଲାନି ମଉଜ, ବିରାଟ ଶୂନ୍ୟତା ଭିତରେ ଜିଇଁ ରହିଲା ପରମ୍ପରା। ଧରିତ୍ରୀ ଏବଂ ବର୍ଷାର ମିଳନରେ ରଜସ୍ବଳା ହୋଇଥିଲେ ବସୁମାତା। ଧରା ପୃଷ୍ଠରୁ ମଙ୍ଗଳବାର…
Read More...

ଗଲଭାନ ଘାଟିରେ ଭାରତ ଓ ଚୀନ ସଂଘର୍ଷ :  ଓଡିଶାରୁ ଜଣେ ସହିଦ

ଭୁବନେଶ୍ବ: ପୂର୍ବ ଲଦାଖ ଗଲଭାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ଘଟିଥିବା ସଂଘର୍ଷରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ…
Read More...

ଚୀନ ସାମଗ୍ରୀ ଆମଦାନୀ ହ୍ରାସ ପ୍ରସ୍ତୁତି: ୫୦୦ରୁ ଅଧିକ ସାମଗ୍ରୀର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ: ଚୀନରୁ ଭାରତକୁ ବିପୁଳ ସାମଗ୍ରୀ ଆମଦାନୀ ହୋଇଥାଏ । ଭାରତୀୟ ବ୍ୟବସାୟୀମାନେ ଚୀନରୁ ବର୍ଷକୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଆମଦାନୀ କରିଥାଆନ୍ତି । ହଜାର ହଜାର ପ୍ରକାରର ସାମଗ୍ରୀ ଏହା…
Read More...

୨୦ ଭାରତୀୟ ସେନା ସହିଦ; ୪୩ ଚୀନ ଯବାନ ମୃତାହତ ସୂଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ସଂଘର୍ଷରେ ପ୍ରଥମେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ସେହିପରି ୪ରୁ ୫ ଜଣ ଚୀନ ସେନା ମଧ୍ୟ ଏହି ଗଣ୍ଡଗୋଳରେ ମୃତ୍ୟୁବରଣ କରିଥିଲେ ।  ମାତ୍ର ଏହି…
Read More...

ବେସରକାରୀ ସ୍କୁଲ ମାନଙ୍କର ଫି’ ବୃଦ୍ଧି ଓ ଆଦାୟକୁ ଅଭିଭାବକଙ୍କ ବିରୋଧ

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲକ ଡାଉନ କରାଯାଇଛି। କରୋନା ସଙ୍କଟ ଯୋଗୁଁ ଲକ ଡାଉନ ପାଇଁ ସମସ୍ତ ବ୍ୟବସ୍ଥା ଠପ ହୋଇଯାଇଛି। ଯାହା ଫଳରେ ଲୋକେ ବ୍ୟାପକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି…
Read More...

୧୭ ଦିନ ତଳେ ବାପା ହୋଇଥିଲେ ସୀମାରେ ସହିଦ କୁନ୍ଦନ ଓଝା; ଦେଖି ପାରିଲେ ନାହିଁ ଝିଅ ମୁହଁ

ନୂଆଦିଲ୍ଲୀ: ଲାଦାଖର ଗାଲବନ ଘାଟିରେ ସୋମବାର ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ହିଂସ୍ର ଗଣ୍ଡଗୋଳରେ ୧୮ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ନେଲ ସନ୍ତୋଷ ବାବୁଙ୍କ ସମେତ ବିହାର ରେଜିମେଣ୍ଟର ୩ ଯବାନ…
Read More...

ଦୁର୍ବୃତ୍ତମାନେ ଘରେ ପଶି ହାଣିଲେ ; ୧ ଗୁରୁତର , ୩ ଆହତ

କେଶଦୁରାପାଳ: ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୪ ମାମଲା, ୨୭ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୪ ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ। ବିଭିନ୍ନ ଅଭିଯୋଗରେ…
Read More...

ବୈଜ୍ଞାନିକ ବାହାର କଲେ ମଞ୍ଜି ନ ଥିବା ଫଳ, ରହିଛି କରୋନା ରୋଗ ପ୍ରତିରୋଧକ ଶକ୍ତି

ପାଟନା: କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ। ରୋଗପ୍ରତିରୋଧକ ଶକ୍ତି ଅଧିକ ରହିଥିଲେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କମ୍‌ ବୋଲି ବୈଜ୍ଞାନିକମାନେ ଗବେଷଣା ପରେ କହିଛନ୍ତି। ନିକଟରେ ବୈଜ୍ଞାନିକମାନେ…
Read More...

କରୋନା ପରୀକ୍ଷା: ସରକାରଙ୍କୁ ବିଜେପିର କଟାକ୍ଷ; ଜବାବ ଦେଲା ବିଜେଡ଼ି

ଭୁବନେଶ୍ବର: ଦୀର୍ଘ ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡ଼ି । ଏଥର ପ୍ରସଙ୍ଗ ରହିଛି କରୋନା ପରୀକ୍ଷା । ଏହି ପ୍ରସଙ୍ଗକୁ ନେଇ ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର ଏକ…
Read More...

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର

ଭୁବନେଶ୍ୱର : ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି ; ବସଷ୍ଟପରେ ବିତୁଛି ଜୀବନ

ମୁରିବାହାଲ : ମୁରିବାହାଲ ବ୍ଲକ ବିଟାବନ୍ଦ ପଞ୍ଚାୟତ ପିଟାପରା ଗ୍ରାମରେ ରହୁଛନ୍ତି ବୃଦ୍ଧ ଦମ୍ପତି ଚକ୍ର ପୁଟେଲ(୮୫) ଓ ତାଙ୍କ ସ୍ତ୍ରୀ ସୁକ ନମନି ପୁଟେଲ(୭୫)। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ଉକ୍ତ…
Read More...

ସମଗ୍ରଶିକ୍ଷା ଅଭିଯାନରେ ନିଯୁକ୍ତିରେ ଦୁର୍ନୀତି ; ୫ଟି’ ସଚିବ ନିକଟରେ ଅଭିଯୋଗ

ନବରଙ୍ଗପୁର:ନବରଙ୍ଗପୁର ଜିଲାରେ ଅବସ୍ଥିତ ସମଗ୍ରଶିକ୍ଷା ଅଭିଯାନରେ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଅବିଭକ୍ତ କୋରାପୁଟଜିଲା ମୂଳନିବାସୀ ବିକାଶ ପରିଷଦ ରାଜ୍ୟସରକାରଙ୍କର ୫ଟି’ ସଚିବଙ୍କର ନିକଟରେ ଲିଖିତ…
Read More...

ଓଡ଼ିଶା ଔଷଧ ନିଗମର ଦୁର୍ନୀତି; ଆଉ ଏକ କେଳେଙ୍କାରୀର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ୬ଟି ଅଭିଯୋଗ ଆଣିଥିଲା। ସେ ସବୁ ଅଭିଯୋଗର ସ୍ପଷ୍ଟିକରଣ ଆଜିପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ…
Read More...

ପିଏନ୍‌ବି ଠକେଇ: ଲକରରେ ଲୁଚାଇଥିଲେ ଟଙ୍କା; ୩୮ ଲକ୍ଷ ଟଙ୍କା ଜବତ କଲା ସିବିଆଇ

ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ(ପିଏନ୍‌ବି)ର ୩୨ କୋଟି ଟଙ୍କାର ମହାଠକେଇ ଘଟଣାର ତଦନ୍ତ କରୁଥିବା ସିବିଆଇକୁ ପ୍ରଥମ ସଫଳତା ମିଳିଛି। ପିଏନ୍‌ବିରୁ ଋଣ ଠକେଇ କରିଥିବା ମେସର୍ସ ଗ୍ଲୋବାଲ୍‌ ଟ୍ରେଡିଂ…
Read More...

ମହାନଦୀ ଯାତମୁଣ୍ଡିଆ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କଳାପଥର(ବାଙ୍କୀ) : ଯାତମୁଣ୍ଡିଆ-ସୁବର୍ଣ୍ଣପୁର ହାଇ ଲେବୁଲ ସେତୁ ଉପରୁ ଜୈନେକା ମହିଳା ମଙ୍ଗଳବାର ଅପରାହ୍ନ ସମୟରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ବଡମ୍ବା ଥାନାଅନ୍ତର୍ଗତ ଜରିପୁଟ…
Read More...

ସୀମାନ୍ତରେ ଚୀନ-ଭାରତ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଓ ସିଡ଼ିଏସଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କରୋନା କାଳରେ ଚୀନ ହରକତ ସୀମା ଟପିଛି । ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ କର୍ନେଲଙ୍କ ସହ ମୋଟ ୩ ଜଣ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ଚୀନର ୪ରୁ ୫ ଜଣ ଯବାନ…
Read More...

ଡ଼ାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା; କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

ବାରିପଦା: ଡ଼ାହାଣୀ ସନ୍ଦେହରେ ଜଣେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା । ହତ୍ୟା ପରେ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ । ଏହି ଘଟଣା ଘଟିଛି ଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ । ପୁଲିସ ସୂତ୍ରରୁ…
Read More...

ରାଜ୍ୟ ସରକାର କହିଥିବା କଥା ପାଳନ କରନ୍ତୁ , ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଦାବି

ଭୁବନେଶ୍ୱର : ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି…
Read More...

ଶିବସେନାର କଟାକ୍ଷ: ପୁରୁଣା ଖଟିଆ ପରି କଂଗ୍ରେସ କଟରକଟର କରୁଛି

ମୁମ୍ବାଇ: ଗତ କିଛିଦିନ ହେଲା ମହାରାଷ୍ଟ୍ର ରାଜନୀତି ସରଗରମ ଚାଲିଛି । କରୋନା ଅପେକ୍ଷା ନେତାମାନଙ୍କୁ କୁର୍ସି ଚିନ୍ତା ବେଶୀ ଥିବାପରି ମନେ ହେଉଛି । ମେଣ୍ଟ ସରକାରରେ ଥାଇ ମଧ୍ୟ କଂଗ୍ରେସ ସୁଖୀ ନାହିଁ ଓ ଶିବସେନା ବି…
Read More...

ପୁଲିସର ରକ୍ତଦାନ ପ୍ରସ୍ତୁତି, ଭିଡିଓ କଲ ଜରିଆରେ ସହଯୋଗ ଲୋଡିଲେ ଏସପି

ଟିଟିଲାଗଡ଼ : ମହାମାରୀ ସଂକ୍ରମଣ ଭୟ ନେଇ ରକ୍ତଦାତା ସତର୍କତା ଅବଲମ୍ବନ କରୁଥିବା ନେଇ ରକ୍ତଭଣ୍ଡାର ଗୁଡିକ ଖାଲି ପଡୁଛି। ଏପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା ପୁଲିସ ପ୍ରଶାସନ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ସହ…
Read More...

୩ ମାସରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୬ଥର ବୈଠକ, ଜାଣନ୍ତୁ ଏହା ପୂର୍ବ ବୈଠକରେ କ’ଣ ହୋଇଥିଲା…

ନୂଆଦିଲ୍ଲୀ : ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୩ ମାସରେ ୬ଥର ବୈଠକ। କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ରାଜ୍ୟଗୁଡ଼ିକ ସହିତ ଆଲୋଚନା…
Read More...

ପୁଲିସକୁ ମାରିଲା ଚୂନ ବଲାଙ୍ଗିରର ‘ତିସ୍ ମାର୍ ଖାଁ’: ଏସପିଙ୍କ ନାଁରେ ଜାଲ ଫେସବୁକ୍ ଖୋଲି ଲୋକଙ୍କୁ ବ୍ଲାକମେଲିଂ

ରାଉରକେଲା: ପୁଲିସକୁ ଠକିବା ସହଜ ବ୍ୟାପାର ନୁହେଁ । ମାତ୍ର  ଜଣେ ଆଇପିଏସ୍ ଅଧିକାରୀଙ୍କ ନାଁରେ ଜାଲ ଫେସବୁକ୍ ଆଇଡ଼ି ଖୋଲି ଚାଟିଂ କରିବା ଓ ଲୋକଙ୍କୁ ଠକିବା ପରି ଦୁଃସାହସ ଦେଖାଇଛି ବଲାଙ୍ଗିରର ଜଣେ ନାବାଳକ । ଅବଶ୍ୟ…
Read More...

ଶତ୍ରୁତା ଆଚରଣ ସମୟରେ ଡ଼ା. କୋଟନିସଙ୍କ ବଳିଦାନ ମନେ ପକାଉ ଚୀନ୍

(ମହେଶ ଶର୍ମା) : ବିଶ୍ବ କରୋନା ମହାମାରୀ ସହ ଲଢୁଥିବାବେଳେ ଚୀନ୍ ବର୍ତ୍ତମାନ ଲଦାଖ ସୀମାକୁ ନେଇ ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହାକୁ କେବଳ ଚୀନର ଅନୁଗ୍ରହ କୁହାଯିବ ଯେଉଁଠାରେ ଭାରତୀୟ ଡକ୍ଟର କୋଟନିସ୍…
Read More...

ସମ୍ପର୍କୀୟଙ୍କ ଦଶାହରେ ଯୋଗଦେବାକୁ ଯିବାବେଳେ ନାଳରେ ଭାସିଗଲେ ଦିଅର-ଭାଉଜ

କୋରାପୁଟ: ନିୟତି ବଡ଼ ନିଷ୍ଠୁର । କେତେବେଳେ କାହା ଜୀବନ ଚାଲିଯିବ ତାହାର ଇୟତ୍ତା ନାହିଁ । ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଦଶାହରେ ଯୋଗ ଦେବାକୁ ବାହାରିଥିଲେ ଦିଅର ଓ ଭାଉଜ । ମାତ୍ର ନଦୀ ପାର୍ ହେବା…
Read More...

ରାଜ୍ୟମାନଙ୍କର ଅନୁଭବ ଅନ୍ୟମାନଙ୍କ ପାଇଁ ଲାଭଦାୟକ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କରୋନାରେ ଯାହାର ବି ମୃତ୍ୟୁ ହେଉ ଏହା ଦୁଃଖଦ ଘଟଣା। କରୋନାକୁ ଆମେ ଯେତିକି ରୋକିବା ସେତିକି ସଫଳ ହେବା। କୃଷକଙ୍କ ଉତ୍ପାଦ ପାଇଁ ନୂଆ ପଦକ୍ଷେପ ନିଆଯାଉଛି। ସ୍ଥାନୀୟ ସାମଗ୍ରୀର ଜିଲାସ୍ତରୀୟ ପରିଚିତ…
Read More...

ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟାରେ ପାଣି ପଶିିଯିବ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ ଜନସାଧାରଙ୍କୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ଘରୁ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨, ୯୭୪

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୭୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ…
Read More...

କରୋନା ମୁକାବିଲା ଲାଗି ଖୋର୍ଦ୍ଧା ସବ୍-ଡିଭିଜନରେ ବଢିଲା କଟକଣା: ଜୁନ୍ ୩୦ ଯାଏଁ ଦିନ ୨ଟାରୁ ସକାଳ ୬ଟା ଯାଏଁ…

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍-ଡିଭିଜନରେ କରୋନା ମୁକାବିଲା କରିବା ପାଇଁ କଟକଣା ବଢାଇଛି ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ୍ ୩୦ ଯାଏଁ ଖୋର୍ଦ୍ଧା…
Read More...

ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ବଢିଲା ସମ୍ଭାବନା, ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର…

ପୁରୀ : ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା ବଢିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର…
Read More...

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର : ବିଗତ ୧୦ ଦିନ ହେବ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ ବସ୍ ଭଡା ବଢିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୬୭ ପଇସାରୁ ୭୦…
Read More...

ସୁଶାନ୍ତ ସିଂ ରାଜପୁତଙ୍କୁ ବ୍ୟାନ୍ କରିଥିଲେ ବଲିଉଡର ୭ ବଡ ଚଳଚିତ୍ର ନିର୍ମାତା, କରଣ ଜୋହରଙ୍କ ଠାରୁ ଆରମ୍ଭ କରି ସଲମାନ…

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ପୁରା ବଲିଉଡ ଏବଂ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଏହି ଘଟଣାକୁ ଭୁଲିବା କହାପାଇଁ ବି ସହଜ ନୁହେଁ, କାରଣ…
Read More...

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ ମାମଲା : ଅଭିଯୁକ୍ତର ବୟାନ ରେକର୍ଡ  

ସମ୍ବଲପୁର :  ସମ୍ବଲପୁରର ଧନୁପାଲି ଥାନା ପରିସର ମଧ୍ୟରେ ଜଣେ ବ୍ୟକ୍ତି ରବିବାର ସନ୍ଧ୍ୟା ସମୟରେ ନିଜ ଉପରେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ…
Read More...

ଘର ଅଗଣାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମ୍ବଲପୁର : ସମ୍ବଲପୁର ଜିଲାର ସଦର ଥାନା ଅନ୍ତର୍ଗତ କୁଲତା-ନୂଆଁପାଲି ଗାଁରେ ନିଜ ଘର ଅଗଣାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାଵ ହୋଇଛି । ସହରର ଉପକଣ୍ଠସ୍ଥ କୁଲତା-ନୂଆଁପାଲି ଗାଁରେ ମଙ୍ଗଳବାର ଜଣେ ମହିଳାଙ୍କ…
Read More...

ରାଜ୍ୟରୁ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଆଜି ଚିହ୍ନଟ…
Read More...

ଗଞ୍ଜାମ ଜିଲାରୁ ପୁଣି ୮ ପଜିଟିଭ୍ ଚିହ୍ନଟ, ୬୯୮ରେ ପହଞ୍ଚିଲା ଜିଲାର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ : ଗଞ୍ଜାମ ଜିଲାରୁ ଆଜି ଆଉ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଜିିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ…
Read More...

ଜମ୍ମୁ କାଶ୍ମୀର : ଶୋପିଆନରେ ଏନକାଉଣ୍ଟର, ସୁରକ୍ଷା ବାହିନୀ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଶୋପିଆନ ଜିଲାର ତୁର୍କୱାଗମ ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଶୋପିଆର ତୁର୍କୱାଗମ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା…
Read More...

ବିନା ଢ଼ାଲରେ ଯୋଦ୍ଧା: ହାତରେ ନାହିଁ ଗ୍ଲୋଭ୍ସ, ମୁହଁରେ ରଙ୍ଗରଙ୍ଗିଆ ମାସ୍କ

ଭୁବନେଶ୍ବର: ପୁଲିସକୁ ରାଜ୍ୟ ସରକାର ଦେଇଛନ୍ତି କରୋନା ଯୋଦ୍ଧାର ମାନ୍ୟତା । କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।  ହେଲେ କରୋନା ଲଢ଼େଇର…
Read More...

ସାଧୁସନ୍ଥଙ୍କୁ ଦିଆଯାଉ ରଥଟଣା ଦାୟିତ୍ବ – ସ୍ୱାମୀ ଶଙ୍କରାନନ୍ଦ ଗିରି

ଭୁବନେଶ୍ବର: ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବରେ ଯୁଗେ ଯୁଗେ ସାଧୁସନ୍ଥମାନେ ବିଶେଷ ଭୂମିକା ନିର୍ବାହ କରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ସନ୍ଥ ସମିତି, ଓଡ଼ିଶା ଶାଖାର ସଭାପତି ସ୍ୱାମୀ…
Read More...

ଭାରତୀୟ ସୀମାରେଖାରେ ପାକିସ୍ତାନ ୨୦୨୭ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ

ନୂଅଦିଲ୍ଲୀ: ଭାରତୀୟ ସୀମାରେଖାରେ ପାକିସ୍ତାନ ଜୁନ୍‌ ୧୦ତାରିଖ ସୁଦ୍ଧା ୨୦୧୭ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାମ୍ମୁ ଓ କାଶ୍ମିର ନିୟନ୍ତ୍ରଣ ରେଖା ନିକଟରେ ଗତ ବର୍ଷ ତୁଳନାରେ ଏଥର ୬୯…
Read More...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ପିପିଲି :ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜ୍ଜୁନସିଂହପୁର ଗ୍ରାମର ଜନୈକା ବିବାହିତା ମହିଳା ଅନସୂୟା ସ୍ୱାଇଁ ଓରଫ ରିନା (୪୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ…
Read More...

ରାୟଗଡ଼ାରେ ଡ଼ବଲ ମର୍ଡ଼ର; ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ରାୟଗଡ଼ା: କ୍ରୋଧ ପରମଚଣ୍ଡାଳ । ସେହି କ୍ରୋଧ ପାଇଁ ରଜ ସଂକ୍ରାନ୍ତରେ ଗଡ଼ିଛି ଦୁଇ ମୁଣ୍ଡ । ପୂର୍ବ ଶତ୍ରୁତାରୁ ରାୟଗଡ଼ା ଜିଲାରେ ଜଣେ ବ୍ୟକ୍ତି ୨ ଜଣଙ୍କୁ ହତ୍ୟାକରିଛି । ହତ୍ୟା ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର…
Read More...

ଲକଡାଉନ କଟକଣା ; ଫିକା ପଡିଲା ରଜ ମହୋତ୍ସବ

କଳାପଥର : ସାରା ଦେଶରେ ଏବେ ମହାମାରୀ କରୋନାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ରାଜ୍ୟଠୁ ଆରମ୍ଭକରି ଦେଶ ପର୍ଯ୍ୟନ୍ତ ଦିନକୁ ଦିନ ଆକ୍ରାନ୍ତ ଓ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରି…
Read More...

ପାକ୍ ହାଇକମିଶନଙ୍କୁ ଧମକ ପରେ ଦୁଇ ଭାରତୀୟ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ଥାନ

ନୂଆଦିଲ୍ଲୀ: ପାକ୍ ହାଇ କମିଶନଙ୍କୁ ସମନ ଓ ଧମକ ପରେ ଆଜି ସକାଳେ ଇସଲାମାବାଦରେ ପାକିସ୍ତାନ ପୁଲିସ ଗିରଫ କରିଥିବା ଦୁଇ ଭାରତୀୟ ଅଧିକାରୀଙ୍କୁ ମୁକୁଳାଇଛି ପାକିସ୍ତାନ । ଉଭୟ ଅଧିକାରୀ ଭାରତୀୟ ହାଇକମିଶନଙ୍କ…
Read More...

ନିଶ୍ଚିନ୍ତକୋଇଲି ଓ ନେମାଳ ପୁଲିସର ବଡ ସଫଳତା : ୫ ଚୋର ସହ ଚୋରି ସାମଗ୍ରୀ ଜବତ

ନେମାଳ : ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ମିଳିତ ଉଦ୍ୟମରେ ଜିଲା ସ୍ତରରେ ଡକାୟତ ଗ୍ୟାଙ୍ଗକୁ ଗିରଫ କରି ଏକ ବଡ ସଫଳତା ମଳିଥିବା ଜଣାପଡିଛି। ବିଭିନ୍ନ ସ୍ଥାନରୁ ଚୋରି କରିଥିବା ବିପୁଳ ପରିମାଣରେ ଚୋରି ସାମଗ୍ରୀ ପୁଲିସ…
Read More...

ଡିଭାଇଡରରେ ପିଟି ହେଲା ବାଇକ: ୧ ମୃତ, ୨ ଆହତ

ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁରରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗରୁତର ଆହତ ହୋଇଛନ୍ତି ।…
Read More...

ସୁଶାନ୍ତଙ୍କୁ ଲୁହଭିଜା ବିଦାୟ ଦେଲା ବଲିଉଡ଼; ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ସିନେ ତାରକା

ମୁମ୍ବାଇ: ସୁଶାନ୍ତସିଂହ ରାଜପୁତଙ୍କୁ ବିଦାୟ ଦେଇଛି ଅଶ୍ରୁଳ ବିଦାୟ । ମୁମ୍ବାଇ ସହର ଅନ୍ତର୍ଗତ ଭିଲେପାର୍ଲେ ନିକଟସ୍ଥ ପବନହଂସ ଶ୍ମଶାନରେ ସୁଶାନ୍ତ ସିଂହ ରାଜପୁରଙ୍କ ଅନ୍ତିମ ସଂସ୍କାର କରାଯାଇଛି । କରୋନା…
Read More...

ସବୁଜ ହେବ ତତଲାଗଡ, ୪ ଲକ୍ଷ ଚାରାରୋପଣ ଯୋଜନା

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ବନାଂଚଳରେ ଚଳିତ ବର୍ଷ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ନେଇ ବନ ବିଭାଗ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ବିଭିନ୍ନ ଯୋଜନାରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଚାରା ପ୍ରସ୍ତୁତ ହୋଇଛି।…
Read More...

ବୟସ୍କ ନାଗରିକଙ୍କୁ ସର୍ବାଧିକ ସମ୍ବେଦନଶୀଳ କରିଛି କୋଭିଡ୍‌-୧୯ର ଅସାଧାରଣ ପରିସ୍ଥିତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଶ୍ୱ ବୟସ୍କ ଦୁର୍ବ୍ୟବହାର ପ୍ରତିରୋଧ ସଚେତନତା ଦିବସ’ ଅବସରରେ କହିଛନ୍ତି ଯେ କୋଭିଡ୍‌-୧୯ର ଅସାଧାରଣ ପରିସ୍ଥିତି ଆମର ବୟସ୍କ ନାଗରିକମାନଙ୍କୁ ଏବେ ସର୍ବାଧିକ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୩ ମାମଲା, ୭୨ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୩ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି…
Read More...

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ; ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ୍‌ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି। ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲ୍‌ଙ୍କୁ ଜନଧନ ଯୋଜନାରେ ମିଳିଥିବା…
Read More...

କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମରେ ଘୁର୍ଣ୍ଣିଝଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ତାଳଚୁଆ ଗ୍ରାମରେ ଘୁର୍ଣ୍ଣିଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ଘୁର୍ଣ୍ଣିଝଡ଼ ପ୍ରଭାବରେ ତାଳଚୁଆ ଗ୍ରାମ ସମେତ ସୈରେନ୍ଦ୍ରପୁର ଓ ଚାଆଁରକୁଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି।…
Read More...

କରୋନା ମୁକାବିଲା: ସାରା ଦେଶରେ ଓଡ଼ିଶା ମଡେଲ୍‌, ୪ରୁ୬ ସପ୍ତାହ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଦେଶରେ ଆରୋଗ୍ୟ ହାର ୫୧ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ୬୭ ପ୍ରତିଶତ ରହିିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ…
Read More...

ସାପ କାମୁଡାରେ ଛଅ ବର୍ଷର ବାଳକ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାତ ରାଉତପଡା ଗ୍ରାମର ବନମାଳୀ ଭୋଇଙ୍କ ଛଅ ବର୍ଷର ପୁଅର ଶନିବାର ସାପକାମୁଡାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ଜଣାଯାଏ ଯେ ଆଜି ସକାଳେ…
Read More...

ଆଇସିଏମ୍‌ଆର୍‌ ସଂଶୋଧିକ ମାର୍ଗଦର୍ଶିକା: କେବଳ ଲକ୍ଷଣ ଓ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ହେବ କରୋନ ଟେଷ୍ଟ

ଭୁବନେଶ୍ବର: କରୋନା ଭୂତାଣୁ ଏକ ନୂଆ ଭୂତାଣୁ। ଏହା ସମ୍ପର୍କରେ ସାରା ବିଶ୍ବରେ ଗବେଷଣା ଚାଲିଛି। ଭୂତାଣୁ କେମିତି ଆସେ ଓ କିଭଳି ସଂକ୍ରମଣ ହୁଏ, ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍…
Read More...

ପରଟା ଦେବା ବାହାନାରେ ୫ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଧାମରା : ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ଗ୍ରାମର ଏକ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଷ୍କର୍ମ କରିଥିବା ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡ଼ିଶା କରୋନାମୁକ୍ତ ଅଭିଯାନ, ଘରକୁ ଘର ବୁଲିବେ ଆଶାଦିଦି ଓ ଏଏନ୍‌ଏମ୍‌ କର୍ମୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ…
Read More...

ପଡିରହିଛି ଶହଶହ ଟନ ଶାଳମଞ୍ଜି ; ଅଧାରୁ କମ ମୂଲ୍ୟରେ କିଣୁଛି ଦଲାଲ

ଦେବଗଡ : ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ଚରମ ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁଁ ଦେବଗଡ ଜିଲାରେ ଶହଶହ ଟନ ଶାଳମଞ୍ଜି ବିକ୍ରି ହୋଇନପାରି ପଡିରହିଛି। ସରକାର ଶାଳ ମଞ୍ଜିର ସର୍ବନିମ୍ନ ସହାୟକ ମୂଲ୍ୟ କିଲି…
Read More...

ରଜ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା ୧୪୪ଧାରା

ଆରଡି : ରଜ ସଂକ୍ରନ୍ତି ପାଇଁ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଥାନ୍ତା ହଜାର ହଜାର ଭକ୍ତଙ୍କ ଭିଡ। ହେଲେ ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୩ମାସ ଧରି…
Read More...

ବଜ୍ରାଘାତରେ ୪ ବଳଦ ମୃତ

ଦେବଗଡ: ଦେବଗଡ଼ ଜିଲା ବାରକୋଟ ବ୍ଲକ କେଲଡା ପଞ୍ଚାୟତ ଅନ୍ତର୍ଗତ ସାଲେହି ଗ୍ରାମରେ ସୋମବାର ବଜ୍ରାଘାତରେ ଏକକାଳୀନ ୪ଟି ବଳଦର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଦେବଗଡ ଜିଲାର ବିଭିନ୍ନ…
Read More...