ଭୁବନେଶ୍ଵର : ଭୁବନେଶ୍ଵର ସହରରୁ ବୁଧବାର ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣ ନୂଆ ପଜିଟିଭ୍ ମଧ୍ୟରୁ ୧୪ଜଣ ହୋମ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ କଣ୍ଟାକ୍ଟ କେସ୍ରୁ ଆସିଥିବା ଜଣାପଡିଛି। ଲୋକାଲ କଣ୍ଟାକ୍ଟ କେସ୍ରୁ ଚିହ୍ନଟ ୩ଜଣଙ୍କ ମଧ୍ୟରେ ୨ଜଣ ପୁରୁଷ ହୋଇଥିବାବେଳେ ଜଣେ ମହିଳା ହୋଇଥିବା ସୂଚନା ମିଳିଛି।
Popular Categories



