www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟମାନଙ୍କର ଅନୁଭବ ଅନ୍ୟମାନଙ୍କ ପାଇଁ ଲାଭଦାୟକ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କରୋନାରେ ଯାହାର ବି ମୃତ୍ୟୁ ହେଉ ଏହା ଦୁଃଖଦ ଘଟଣା। କରୋନାକୁ ଆମେ ଯେତିକି ରୋକିବା ସେତିକି ସଫଳ ହେବା। କୃଷକଙ୍କ ଉତ୍ପାଦ ପାଇଁ ନୂଆ ପଦକ୍ଷେପ ନିଆଯାଉଛି। ସ୍ଥାନୀୟ ସାମଗ୍ରୀର ଜିଲାସ୍ତରୀୟ ପରିଚିତ ଜରୁରୀ। ଆତ୍ମନିର୍ଭର ଯୋଜନାରେ ଅନେକ ଯୋଜନା କରାଯାଇଛି। ମେ’ ମାସରେ ଟୋଲ୍‌ ଆଦାୟ ଅଧିକ ହୋଇଛି। ରାଜ୍ୟମାନଙ୍କର ଅନୁଭବ ଅନ୍ୟମାନଙ୍କ ପାଇଁ ଲାଭଦାୟକ। ଅର୍ଥବ୍ୟବସ୍ଥାର ମାଧ୍ୟମ ଖୋଲିଲେ ଅର୍ଥନୀତି ସୁଧୁରିବ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories