ବିଏସଏନଏଲ କାର୍ଯ୍ୟାଳୟକୁ ତାଲା ପକାଇଲେ ଅସ୍ଥାୟୀ କର୍ମଚାରୀ

ସମ୍ବଲପୁର : ବିଏସଏନଏଲ ଟେଲିକମର ସମ୍ବଲପୁର ଜିଏମ ବଲବିର ସିଂହଙ୍କୁ ଅସ୍ଥାୟୀ କର୍ମଚାରୀ ମାନେ ଗୁରୁବାର ବକେୟା ଦରମା ସହିତ ଅନ୍ୟାନ୍ୟ ଦାବି ପୂରଣ ନେଇ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଦେଇଥିଲେ । ବିଏସଏନଏଲ କେଜୁଆଲ…
Read More...

ଶୌଚାଳୟ ନ ଥିବାରୁ ଗାଁ ଛାଡ଼ିଲେ ୧୬ ନବବଧୂ; କହିଲେ- ଶୌଚାଳୟ ନିର୍ମାଣ କର, ତା ପରେ ଗାଁକୁ ଫେରିବୁ

ଗାଁ ହେଉ କି ସହର, ସ୍ବଚ୍ଛ ଭାରତ ମିଶନରେ ସରକାର ଶୌଚାଳୟ ନିର୍ମାଣ କରିବାକୁ ବିପୁଳ ରାଶି ଅନୁଦାନ ଦେଉଛନ୍ତି । ତଥାପି ସ୍ବଚ୍ଛ ଭାରତ ମିଶନ କିଛି ସ୍ଥାନରେ କେବଳ ଫଳକରେ ଅଟକି ଯାଇଛି । ଉତ୍ତରପ୍ରଦେଶ ସରକାର ରାଜ୍ୟରେ…
Read More...

କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହେଉଛି ଟେଲିଫୋନ

ଦେବଗଡ : ଜିଲାରେ କରୋନା ସଂପର୍କରେ ଉପଯୁକ୍ତ ସଚେତନତା ସୃଷ୍ଟି ମାଧ୍ୟମରେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ଗତ ମାର୍ଚ୍ଚ ୨୧ ତାରିଖଠାରୁ ଜିଲା କାର୍ଯ୍ୟାଳୟଠାରେ ଖୋଲା ଯାଇଥିବା କୋଭିଡ-୧୯ କଲ ସେଣ୍ଟର ଏକ ପ୍ରମୁଖ…
Read More...

ଗେହଲଟଙ୍କ ସଂଖ୍ୟାଲଘୁ ସରକାରକୁ ବଞ୍ଚାଉଛନ୍ତି କି ବିଜେପି ନେତ୍ରୀ ବସୁନ୍ଧରା?

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନେତା ତଥା ସାଂସଦ ହନୁମାନ ବେନିୱାଲ । ବସୁନ୍ଧରା ରାଜେ…
Read More...

୫୯ ଚୀନା ଆପ୍ ବନ୍ଦ ପ୍ରଭାବ: ମୁମ୍ବାଇ, ଗୁରୁଗାଓଁ ଅଫିସ ବନ୍ଦ କଲା ଆଲିବାବା

ଭାରତ ସରକାର ଚୀନ ପ୍ରସ୍ତୁତ ୫୯ ମୋବାଇଲ୍ ଆପ୍ ବନ୍ଦ କରିବା ନିଷ୍ପତ୍ତି ପରେ ଚୀନର ସବୁଠାରୁ ବଡ଼ ଇ କମର୍ସ କମ୍ପାନୀ ଆଲିବାବାକୁ ଲାଗିଛି ଝଟକା । ଆଲିବାବା ଭାରତରୁ ୟୁସି ବ୍ରାଉଜର, ଭି-ମେଟ୍ ଓ ୟୁସି ନ୍ୟୁଜ୍ ବ୍ୟବସାୟ…
Read More...

ଅବକାରୀ ବିଭାଗର ଚଢାଉ; ୨୮ ଲିଟର ଦେଶୀ ମଦ ସହ ୯.୫୦ କ୍ୱିଣ୍ଟାଲ ମହୁଲ ପୋଚ ଜବତ , ୩ ଗିରଫ

କଲମପୁର : ଜିଲାପାଳ ଗାଭିଲ ପରାଗ ହର୍ସଦ ଓ ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଜିଲାସ୍ତରୀୟ ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଗୁରୁବାର ଦିନ ବଡକୁଟୃ ଫାଣ୍ଡି ଅଞ୍ଚଳରେ ଅକସ୍ମାତ ଚଢାଉ କରାଯାଇଛି।…
Read More...

ସାପ କାମୁଡାରେ ନାବାଳିକା ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ବୁଡିବାହାଲ ଗ୍ରାମରେ ଗୁରୁବାର ସାପ କାମୁଡୁରେ ଜଣେ ନବାଳିକାରା ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ତୁରେକେଲା ଗ୍ରାମପଞ୍ଚାୟତ ବୁଢିବାହାଲ ଗ୍ରାମର ମାଧବ…
Read More...

’ମାଇଁ ଲର୍ଡ଼’, ’ଲର୍ଡ଼ ସିପ୍’କୁ ବାରଣ; ମୁଖ୍ୟ ବିଚାରପତି କହିଲେ କରିପାରିବେ ’ସାର୍’ ସମ୍ବୋଧନ

ପଶ୍ଚିମବଙ୍ଗ ଓ ଆଣ୍ଡାମାନର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଆଉ କଲକତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଟି.ବି.ଏନ୍.ରାଧାକୃଷ୍ଣନଙ୍କୁ ’ମାଇଁ ଲର୍ଡ଼’ ଓ ’ଲର୍ଡ଼ ସିପ୍’ ସମ୍ବୋଧନ କରିବେ ନାହିଁ । ଏହା…
Read More...

ଦେଓଗାଁରେ ୪ବର୍ଷର ରେକର୍ଡ଼ ଭାଙ୍ଗିଲା ବର୍ଷା

ଦେଓଗାଁ : ଗତ ୨୦୧୫ ମସିହାଠାରୁ ସ୍ୱଳ୍ପ ବର୍ଷା ଯୋଗୁଁ ପ୍ରତିବର୍ଷ ଚାଷୀ ମରୁଡ଼ିର ଶିକାର ହେଉଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇ ଢ଼େର ଆଗରେ ଚାଷ କାର୍ଯ୍ୟ ।…
Read More...

ପୃଥିବୀର ୧୨ ଦେଶକୁ ଏଯାଏ ଛୁଇଁ ପାରିନାହିଁ କରୋନା

କରୋନା ଭୂତାଣୁ ବିଶ୍ବର ୧୮୮ଟି ଦେଶରେ ଆତଙ୍କ ସୃଷ୍ଟି କରିଛି । ବିିଭିନ୍ନ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି । ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ୨୦୧୯ ଡ଼ିସେମ୍ବର ମାସରେ ଚୀନରୁ ବାହାରିଥିବା ଏହି ଭୂତାଣୁ…
Read More...

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଘରଧରା ଗ୍ରାମରେ ଜଣେ ବିବାହିତା ମହିଳା ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ…
Read More...

ବରିଷ୍ଠ କଂଗ୍ରେସ କର୍ମୀ ଅଭିମନ୍ୟୁ ଗୌଡ଼ଙ୍କ ପରଲୋକ

ମୋହନା : ଗଜପତି ଜିଲା ରା.ଉଦୟଗିରି ଅଞ୍ଚଳର ବରିଷ୍ଠ କଂଗ୍ରେସ କର୍ମୀ ଅଭିମନ୍ୟୁ ଗୌଡ଼ଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି ।  ହୃଦଘାତ ଜନିତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।…
Read More...

ହାତ ଟେକିଦେଲେ ମନ୍ତ୍ରୀ: କରୋନାରୁ କେବଳ ବଞ୍ଚାଇ ପାରିବେ ଭଗବାନ

ବେଙ୍ଗାଲୁରୁ: କର୍ଣ୍ଣାଯକରେ କରୋନା ସଂକ୍ରମଣ ତୀବ୍ର ହୋଇଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ବୁଧବାର ପର୍ଯ୍ୟନ୍ତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୨୫୩…
Read More...

ଉତ୍ତରପ୍ରଦେଶ ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ଗୁହା ରାମ କରୋନାରେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଗୁହା ରାମ ଗୁରୁବାର କରୋନାରେ ମୃତ୍ୟୁବରଣ କରୁଥିଲେ । ସେ ଗତ କିଛିଦିନ ହେଲା ସ୍ଥାନୀୟ କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ…
Read More...

କରୋନା ମାଡ଼: ଖାଦ୍ୟ ମୁଦ୍ରାସ୍ଫୀତି ୭.୮୭%କୁ ବୃଦ୍ଧି

ମୁମ୍ବାଇ: ଦେଶର ଅର୍ଥନୀତି ଉପରେ ପ୍ରଚଣ୍ଡ ପାହାର ଦେଇଛି କରୋନା । କରୋନା ମାଡ଼ରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଖାଦ୍ୟ ମୁଦ୍ରାସ୍ଫୀତି ୭.୮୭%କୁ ବୃଦ୍ଧି ପାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ…
Read More...

ପୁଲିସ ବାହିନୀକୁ ସହଯୋଗର ହାତ ବଢ଼ାଇଲା ଇ-୫ ବିଜିନେସ ସଲ୍ୟୁସନ୍ସ ଟ୍ରଷ୍ଟ

ଭୁବନେଶ୍ବର : କରୋନା ମହାମାରୀ ପରିପ୍ରେକ୍ଷୀରେ ଆଗ ଧାଡ଼ିର ଯୋଦ୍ଧା ଭାବେ ପୁଲିସ ବାହିନୀ ଲକ ଡାଉନ, ସଟ ଡାଉନ ସମୟରେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ କରି ସାଧାରଣ ଜନତାଙ୍କ ସୁରକ୍ଷା, ସଂକ୍ରମଣରୁ ରକ୍ଷା…
Read More...

ପାଇଖାନା ପାଲଟିଛି ଗୋଦାମ ଘର , ପୋଖରୀ ହୁଡା ହିଁ ଭରସା

ଗଣିଆ : ସରକାରଙ୍କର ବାହ୍ୟ ମଳମୁକ୍ତ ଗାଁ ଯୋଜନା ଏବେ ବାଟବଣା ହୋଇଥିବା ବେଳେ ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ପ୍ରମାଣିତ ହୋଇଛି। ଏହି ଯୋଜନାରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହୃତ…
Read More...

ପୁଲିସର ଚଢାଉ , ଜବତ ହେଲା ମହୁଲ ପୋଚ ଓ ଦେଶୀ ମଦ

ବରପାଲି: ବରଗଡ ଜିଲା ବରପାଲି ବ୍ଲକ ଆଗଲପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ବରପାଲି ପୁଲିସ ଚଢ଼ାଉ କରି ବ୍ୟାପକ ପରିମାଣର ମହୁଲ ପୋଚ ଓ ରନ୍ଧାମଦ ଜବତ କରିବା ସହ ଏକ ଯୁବକକୁ ଗିରଫ କରଥିବା ଜଣାପଡ଼ିଛି। ଗୁରୁବାର…
Read More...

ଭୁବନେଶ୍ବରରେ ଆଉ ୬୦ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯

ଭୁବନେଶ୍ବର : ଭୁବନେଶ୍ବରରେ ଗୁରୁବାର ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ଅଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୦ ଓ ସ୍ଥାନୀୟ ସଂକ୍ରମଣ ୨୦ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ବରରେ ମୋଟ…
Read More...

ବାର କର୍ମଚାରୀଙ୍କୁ ହତ୍ୟା ଘଟଣା : ୬ ଅପରାଧୀ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗରେ ୬ ଜଣ ଅପରାଧୀଙ୍କୁ ଅଭିଯୁକ୍ତଙ୍କୁ ପୁଲିସ ରଣପୁର ଜଙ୍ଗଲରୁ ବୁଧବାର ଗିରଫ କରିଥିବା ଜଣାପଡିଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲଥିକାଟ ବ୍ଲକ ଅନ୍ତର୍ଗତ କଟିଙ୍ଗ ଛକ ନିକଟରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଟ୍ରକ୍ ଓ ତେଲ ଟାଙ୍କି ଗାଡି ଧକ୍କାରେ ଏହି ଦୁର୍ଘଟଣା…
Read More...

ଧାମନଗର ଏନଏସି ୩ ଦିନ ପାଇଁ ସଟଡାଉନ୍

ଭଦ୍ରକ : ଧାମନଗର ଏନଏସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…
Read More...

ଆଜିଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବିହାର ଲକଡାଉନ୍

ପାଟଣା : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଗତ ଛଅ ଦିନ ମଧ୍ୟରେ ୨୬ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ଦେଶର…
Read More...

ଗାଙ୍ଗୁଲିଙ୍କ ଭାଇ କରୋନାରେ ଆକ୍ରାନ୍ତ : କ୍ବାରେଣ୍ଟାଇନରେ ’ଦାଦା’

କୋଲକାତା : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସ୍ନେହାଶିଶ ଗାଙ୍ଗୁଲି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ନେହାଶିଶ୍ ବେଙ୍ଗଲ କ୍ରିକେଟ…
Read More...

ରାଜ୍ୟରେ ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ : ୧୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୨୨ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୭୨ ରହିଥିବା ଜଣାପଡିଛି। ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ…
Read More...

ଚରମ ଅବହେଳା, ଅଳିଆଗଦାରେ ଆବେଦନ ପତ୍ର

ଚିଲିକା : ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ୟ୍ୟକାରୀ କରୁଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ଯୋଜନାର…
Read More...

ଭୋକର ଜ୍ୱାଳା, ଭୂତାଣୁ ଭୟ…ଭିଟାମାଟିର ମୋହ

କୋରାପୁଟ: ଭୋକର ଜ୍ୱାଳା ଭିତରେ ଅଦୃଶ୍ୟ ଭୂତାଣୁ ଭୟ ଏମାନଙ୍କୁ ରାସ୍ତା କଡ଼ରେ ମାସ ମାସ ଧରି ଦୟନୀୟ ଅବସ୍ଥାରେ ବାନ୍ଧି ରଖିଛି। ଅବସ୍ଥା ଏପରି ଭୋକ ଏମାନଙ୍କ ଠାରୁ ଭିଟାମାଟିର ମୋହ ଛଡ଼ାଇ ନେଇଛି। ଆମ ରାଜ୍ୟରୁ ଅନେକ…
Read More...

ଔଷଧ ବଣ୍ଟନ ବେଳେ ଟଳିପଡ଼ିଲେ ଆଶାଦିଦି

ଖୋର୍ଦ୍ଧା : ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାେବଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଡିହଖୋଳା ଗ୍ରାମରେ ଆଶାକର୍ମୀ ଜଣକ ଛୋଟ ପିଲା ଓ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଔଷଧ ବଣ୍ଟନ…
Read More...

ତିନୋଟି ରାଜ୍ୟରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ : ଆଜି ତିନୋଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହିମାଚଳ ପ୍ରଦେଶ, ଗୁଜରାଟ ଓ ଆସାମରେ ଗୁରୁବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ହିମାଚଳ ପ୍ରଦେଶର ଉନାରେ…
Read More...

ଜଗଦେଵରାମ ଓରାମଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ

ଭୁବନେଶ୍ବର : ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦେଵରାମ ଓରାମଙ୍କ ବିୟୋଗରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଜୁଏଲ ଓରାମ ଗଭୀର ଶୋକପ୍ରକଟ…
Read More...

ଫେଲ ମାରିଲା ଟ୍ୱିଟର : ବିଶ୍ବର ବଡ଼ ନେତା ତଥା ବ୍ୟବସାୟୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ : ଫେଲ ମାରିଲା ଟ୍ୱିଟର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଅମାଜନ ସିଇଓ ଜେଫ ବେଜୋଶ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ, ଟେସଲା…
Read More...

ଏମକେସିଜି​ରେ ପ୍ଲାଜମା ଥେରାପି କେବେ?

ବ୍ରହ୍ମପୁର : ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅଣାୟତ୍ତ। ଜୁଲାଇ ମାସ ପ୍ରାରମ୍ଭରୁ ଏହା ବିସ୍ଫୋରକ ରୂପ ଧାରଣ କରି ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଏପଟେ ପ୍ରଶାସନ ମୁକାବିଲା…
Read More...

ଅଜଣା ଟ୍ରକ୍ ଧକ୍କାରେ ଜଣେ ଗୁରୁତର; ପରିବାର ପକ୍ଷରୁ ଏକ ଘଣ୍ଟା ରାସ୍ତା ଅବରୋଧ

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମଣଦା ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବକ ଉପରେ ଟ୍ରକ ଚଢିଯିବାରୁ ଯୁବକ ଜଣକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ମଣଦା ଅଞ୍ଚଳର ଦେବ ସିଂ।…
Read More...

ଦୁଇ ପରିବାର ମଧ୍ୟରେ ଖଣ୍ଡ ଯୁଦ୍ଧ, ୬ ମୃତ

ଭୋପାଳ : ମଧ୍ୟପ୍ରଦେଶ ମଣ୍ଡଳ ଜିଲ୍ଲାରେ ସୋମବାର ଦୁଇ ପରିବାର ମଧ୍ୟରେ ବିବାଦ ପରେ ଖଣ୍ଡ ଯୁଦ୍ଧ ହୋଇଥିବା ଜଣାପଡ଼ିଛି। ଦୁଇ ପରିବାର ପରସ୍ପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ୬ ଜଣଙ୍କର ପ୍ରାଣ ଯାଇଛି। ପୁଲିସ…
Read More...

୧.୪୧ ଲକ୍ଷ ଗାଡ଼ି ଫେରାଇନେବେ ଟୟୋଟା-ମାରୁତି: ଇନ୍ଧନ ପମ୍ପରେ ଦେଖାଯାଉଛି ତ୍ରୁଟି

ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍) ଏହାର ପ୍ରିମିୟମ ହଚବ୍ୟାକ କାର୍ ଗ୍ଲାଞ୍ଜାର ୬୫୦୦ ୟୁନିଟ୍ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଏହି କାରର ଇନ୍ଧନ ପମ୍ପରେ ତ୍ରୁଟି ଦେଖାଯାଉଥିବା ଅଭିଯୋଗ ପରେ କମ୍ପାନୀ…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସିବିଏସ୍‍ଇ ଦଶମ ବୋର୍ଡ଼ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର  : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‍) ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‍ରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ମାଗଣାରେ ଯୋଗାଇ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବୁଧବାର…
Read More...

ମୁସଲମାନ ଛାତ୍ର ସଂସ୍କୃତରେ ରଖିଲେ ୧୦୦ରୁ ୧୦୦

ସିବିଏସ୍ଇ ୧୦ମ ପରୀକ୍ଷାରେ ଜଣେ ମୁସଲମାନ ଛାତ୍ର ସଂସ୍କୃତରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି । ଏହି ଛାତ୍ରଜଣକ ହେଲେ ଗ୍ରେଟର ନୋଏଡ଼ାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲର ମହମ୍ମଦ ଜୈଦ । ଜୈଦଙ୍କ ବାପା ଓ ମା ଉଭୟ…
Read More...

ମାସେ ହେଲା ଟିକାକରଣ କେନ୍ଦ୍ରରେ ତାଲା, ବଦଳି ପରେ ବି ଗାଦି ଛାଡୁନାହାଁନ୍ତି ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର :  ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଟୀକାକରଣ କେନ୍ଦ୍ରରେ ତାଲା ଝୁଲିଛି । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୧ ମାସ ହେଲା କେନ୍ଦ୍ରଟି ବନ୍ଦ ଥିବାରୁ…
Read More...

ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୬ ଅଟକ; କାର- ମାରଣାସ୍ତ୍ର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ବିଏମଡବ୍ଲ୍ୟୁ ଗାଡି  ଜବତ କରାଯାଇଥିବା ସୂଚନା…
Read More...

ପାକିସ୍ତାନରେ ଆଠ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର

ଇସଲାମାବାଦ୍ : ପାକିସ୍ତାନରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ପଞ୍ଜାବ ପ୍ରଦେଶର ଏକ ଗାଁରେ ବଳାତ୍କାର ହୋଇଥିବା ଜଣେ ଆଠ ବର୍ଷର ବାଳିକା ବୁଧବାର ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହି ଘଟଣା…
Read More...

ଔଷଧ ବଣ୍ଟନ ବେଳେ ଟଳିପଡିଲେ ଆଶାଦିଦି

ଖୋର୍ଦ୍ଧା  : ନିଜ କର୍ତ୍ତବ୍ୟ କରୁଥିବା ପୂର୍ଣ୍ଣିମାସୀ ବଳିୟାରସିଂହ ନାମ୍ନୀ ଜଣେ ଆଶାକର୍ମୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ତାଙ୍କ ଘର ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଅଟେ । ସେ ରାଜ୍ୟ ସ୍ୱାସ୍ଥ୍ୟ…
Read More...

ଦେଶର ୩ୟ ରାଜ୍ୟ ଭାବରେ ଓଡ଼ିଶା ଆରମ୍ଭ କଲା ପ୍ଲାଜମା ଥେରାପି

ଭୁବନେଶ୍ବର: କୋଭିଡ୍-୧୯ ବିରୋଧୀ ଲଢ଼େଇରେ ଆଜି ଆଉ ଏକପାଦ ଆଗକୁ ଯାଇ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କ ଚିକିତ୍ସାରେ ଏହା ବେଶ୍‌ ଉପାଦେୟ ହେବ। ମୁଖ୍ୟମନ୍ତ୍ରୀ ନବୀନ…
Read More...

କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଟପର ହେଲେ ନିଖିଳ ନିଆଲ

କଲମପୁର : ଗତ ଫେବୃଆରୀରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ରିୟ ବୋର୍ଡ ଦଶମ ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେଇଯାଇଛି । ଏଥିରେ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ନିଖିଳ ନିଆଲ ୯୨ ପ୍ରତିଶତ…
Read More...

୬ ବର୍ଷ- ୭ ରାଜ୍ୟ: ଅସମ୍ଭବକୁ ସମ୍ଭବ କରିଛି ମୋଦୀ-ଶାହା ଯୁଗଳବନ୍ଦୀ

୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି ପଛକୁ ଫେରି ଚାହିଁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହାଙ୍କ ଯୁଗଳବନ୍ଦୀ ସବୁ କଠୋର ପରୀକ୍ଷାକୁ ସୁଯୋଗରେ ପରିବର୍ତନ କରିବାରେ ସକ୍ଷମ ହୋଇଛନ୍ତି ଓ ଗତ ୬ ବର୍ଷ…
Read More...

ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ପକ୍ଷରୁ ଡିଜିଟାଲ ସୁନା ଋଣର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଆର୍ଥିକ ସଂସ୍ଥା ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ପକ୍ଷରୁ ଡିଜିଟାଲ୍‍ ସୁନା ଋଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିାଇଁ ଗ୍ରାହକଙ୍କୁ ଶାଖା ପରିଦର୍ଶନ କରିବାକୁ ପଡ଼ିବନି । ଆଇଆଇଏଫ୍‍ଏଲ୍‍…
Read More...

କୋଭିଡ୍‌-୧୯ ସ୍ଥିତିରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଏବଂ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ରେକର୍ଡ ପରିପାଣର ଖରିଫ୍‌ ଓ…

- ଗତବର୍ଷ ସମୁଦାୟ ୬୫.୫୦ ଲକ୍ଷ ମେଟ୍ରିକ୍ ଟନ୍‌ ତୁଳନାରେ ଚଳିତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ୍ ଟନ୍‌ ଧାନ ସଂଗ୍ରହ - ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୨୮୦୫ କୋଟି ୫୭ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ…
Read More...

କରୋନା ରୋଗୀଙ୍କ ସହ ଅଣ କରୋନା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ସି.ପି.ଆଇ.(ଏମ୍‍)ର ଦାବି

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁଁ ସମଗ୍ର ରାଜ୍ୟରେ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥାର ଘୋର ଅଭାବ ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି। ରାଜ୍ୟର ସରକାରୀ, ଘରୋଇ ମେଡିକାଲ…
Read More...

୫୦୦ରୁ ୪୯୭ ନମ୍ବର ରଖିଲେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ

ସମ୍ବଲପୁର : ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାଫଳ ବୁଧବାର ପ୍ରକାଶିତ ହୋଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ କୁମାର ନାୟକ ୪୯୭ ମାର୍କ ବା ୯୯.୪ ପ୍ରତିଶତ ମାର୍କ ସହ ଶୀର୍ଷ…
Read More...

ସଂକ୍ରମଣର ‘ଭୟ‘ ମଧ୍ୟରେ ଆରୋଗ୍ୟ ‘ଆଶ୍ବସ୍ତି’: ୧୪୮୯୮ ମଧ୍ୟରୁ ୧୦୪୭୬ ସୁସ୍ଥ

ଭୁବନେଶ୍ବର: ବର୍ଦ୍ଧିତ କରୋନା ସଂକ୍ରମଣ ଭିତରେ କିଛିଟା ଆଶ୍ବସ୍ତି ଆଣିଛି ସୁସ୍ଥତା ହାର। ରାଜ୍ୟରେ ସୁସ୍ଥ ଲାଭ କରିଥିବା ସମୁଦାୟ ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଆଜି ମେଡିକାଲରୁ ଛାଡ଼ ପାଇଥିବା ୬୧୨…
Read More...

ଡକାୟତି ଯୋଜନା ପଣ୍ଡ; ୩ ଡକାୟତ ଗିରଫ, ପିସ୍ତଲ ଜବତ

ଭଦ୍ରକ : ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କରିଛି ଟାଉନ ପୁଲିସ। ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିବା ସହ ଚାରୋଟି ମୋବାଇଲ ଆଉ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ଗତକାଲି ବିଳମ୍ବିତ…
Read More...

କଣ୍ଟାବାଞ୍ଜି ତହସିଲରେ ଜମି ପଞ୍ଜିକରଣର ଗୋଟିଏ ଦିନରେ ପଟ୍ଟା ପ୍ରଦାନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲରେ ଜମି ପଞ୍ଜିକରଣ ହେବା ଦିନରେ ହିଁ ପଟ୍ଟା ପ୍ରଦାନ କରିବାର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି । ଓଡିଶା ସରକାରଙ୍କ ସ୍ୱଛ ଶାସନକୁ ଜନସାଧାରଣରେ ପହଞ୍ଚାଇବା…
Read More...

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର ; ଚାଳକ ମୃତ , ୮ ବସ୍ତା ଦେଶୀ ମହୁଲି ଜବତ

ସିମୁଳିଆ : ବାଲେଶ୍ଵର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟରେ ବୁଧବାର ଏକ କାର ଭାରସାମ୍ୟ ହରାଇ ନୟନ ଜୋରୀ ପାଣିରେ  ଓଲଟି ପଡିଥିଲା । ଘଟଣାସ୍ଥଳରୁ ସ୍ଥାନୀୟଲୋକେ  ସେଥିରେ ଥିବା ଡ୍ରାଇଭରକୁ  ଉଦ୍ଧାର…
Read More...

ଫେସବୁକ ଯଦି ବେଶୀ ପସନ୍ଦ ତେବେ ଚାକିରି ଛାଡ଼ିଦିଅ: ସେନା ଅଧିକାରୀଙ୍କୁ ଅଦାଲତଙ୍କ କଠୋର ବାଣୀ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦେଶକୁ ବିରୋଧ କରି ଫେସବୁକ୍ ବ୍ୟବହାର କରିବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ…
Read More...

ରାଉରକେଲା ମହାନଗର ନିଗମର ବିଭିନ୍ନ ନାଗରିକ ସେବା ଲାଗି ଅନଲାଇନରେ କରିହେବ ଆବେଦନ

ରାଉରକେଲା : ଏବେ କରୋନା ସ୍ଥିତି ଯୋଗୁଁ ରାଉରକେଲା ମହାନଗର ନିଗମ(ଆରଏମସି) କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା। ତା ସାଙ୍ଗକୁ ଅତି ଆବଶ୍ୟକ ନହେଲେ, ଘରୁ ନବାହାରିବା ଲାଗି ବାରମ୍ବାର ସଚେତନ କରାଯାଉଛି।…
Read More...

ରାସ୍ତାର ଦୂରାବସ୍ଥା ନେଇ ବିଜେପି ପକ୍ଷରୁ ରାସ୍ତା ଅବରୋଧ

ଭଦ୍ରକ : ଭଦ୍ରକ ଜିଲ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅର୍ଣ୍ଣପାଳ ବଜାର ଠାରେ ବିଜେପି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି । ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆର. ଡ଼ି ରାସ୍ତାର ଦୀର୍ଘଦିନ ହେବ ଦୂରାବସ୍ଥା…
Read More...

ଗଞ୍ଜାମରେ ୭ ସହରାଞ୍ଚଳ ୬ ଦିନ ପାଇଁ ସଟଡାଉନ୍

ଗଞ୍ଜାମ : ଗଞ୍ଜାମ ଜିିଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ସବ୍‌ଡିଭିଜନର ୭ଟି ଏନଏସିକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଛତ୍ରପୁର, ଖଲ୍ଲିକୋଟ,…
Read More...

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ବରପାଲି : ବରପାଲି ବ୍ଲକ ବାରଙ୍ଗପାଲିରେ ବୁଧବାର ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜମିର  ହିଡ଼ ସଫେଇ ପାଇଁ ଯାଇଥିବା ସମୟରେ ସାପ କାମୁଡିଥିବା ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ ହେଲେ ମଧୁ ପଧାନ ।…
Read More...

ବିପିୟୁଟି ଶେଷବର୍ଷ ପରୀକ୍ଷା ପ୍ରସଙ୍ଗ: ଅଦାଲତ ଯିବାକୁ ଛାତ୍ରକଂଗ୍ରେସର ଧମକ

ଭୁବନେଶ୍ୱର :  କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବିପିୟୁଟି  କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ…
Read More...

ଅଶୋକ ଲାଭାସା ଏସୀୟ ବିକାଶ ବ୍ୟାଙ୍କ ଉପାଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:  ୧୯୮୦ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ତଥା ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କୁ ଏସୀୟ ବିକାଶ ବ୍ୟାଙ୍କର ଉପାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ଅଶୋକ ଲାଭାସାଙ୍କୁ ବେସରକାରୀ ସେକ୍ଟର ଅପରେସନ୍ ଏବଂ…
Read More...

ଜାପାନରେ କରୋନା ସଂକ୍ରମଣ ତୀବ୍ର: ଚେତାବନୀ ଦେଲେ ଟୋକିଓ ଗଭର୍ଣ୍ଣର

ଟୋକିଓ: ଜାପାନ​‌ରେ କରୋନା ସଂକ୍ରମଣର ଗତି ତୀବ୍ର ହୋଇଛି ଏବଂ ଏଥିପାଇଁ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଟୋକିଓ ଗଭର୍ଣ୍ଣର ୟୁରିକୋ କୋଏକେ । ଟୋକିଓର ରାଜ୍ୟପାଳ ୟୁରିକୋ କୋଏକେ…
Read More...

ସିବିଏସସି ଦଶମ ପରୀକ୍ଷା : ଝାରସୁଗୁଡ଼ା ଡିଏଭି ସ୍କୁଲର ଅର୍ଚ୍ଚନା ନାଏକ ଜିଲା ଟପ୍ପର

ଝାରସୁଗୁଡ଼ା : ଆଜି ପ୍ରକାଶିତ ସିବିଏସସିର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ରେ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ପ୍ରଶଂସନୀୟ ରେକର୍ଡ ହାସଲ କରିଛନ୍ତି । ଅର୍ଚ୍ଚନା ନାଏକ ୯୮.୪ପ୍ରତିଶତ ଅଙ୍କ ହାସଲ କରି ଜିଲ୍ଲାରେ…
Read More...

କରୋନା ମାଡ଼: ୫ ବର୍ଷ ପର୍ଯ୍ୟନ୍ତ ବିନା ଦରମା ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ: ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଅନାବଶ୍ୟକତା ଭଳି ବିଭିନ୍ନ କାରଣ ଉପରେ ଆଧାର କରି ଏୟାର ଇଣ୍ଡିଆ କର୍ମଚାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ଏହି କର୍ମଚାରୀମାନଙ୍କୁ ବିନା ଦରମାରେ ୫ ବର୍ଷ ପର୍ଯ୍ୟନ୍ତ…
Read More...

ନବରଙ୍ଗପୁରରେ କୋଭିଡ ପରୀକ୍ଷାଗାର ଉଦଘାଟିତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଓ ଏସ.ପି. ନିତିନ କୁଶଳକରଙ୍କ ଦ୍ୱାରା ସମସ୍ତ ମେଡିକାଲ କତୃପକ୍ଷଙ୍କ ଉପସ୍ଥିତିରେ କୋଭିଡ ପରୀକ୍ଷାଗାର…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୌକିଦାର ହେବ ରାଜ୍ୟ ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇବା ଲାଗି ଚୌକିଦାର ହେବ ବିଜେପି  ।ରାଜ୍ୟର ଗରିବ ଲୋକଙ୍କ ସହ ଚଞ୍ଚକତା କରିବା, ତାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରିବା ଏବଂ…
Read More...

ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍‍ ଅଲ୍‍’ ଯୋଜନାରେ ରାଜ୍ୟସରକାର ଷଡଯନ୍ତ୍ର କରୁଛନ୍ତି -ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଆକାଂକ୍ଷିତ ଓ ଅଭିଳେଷିତ ଯୋଜନା। ଉଜ୍ଜଳା ଭଳି ଏହା…
Read More...

ଓଡ଼ିଶାରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଏସସିବି ମେଡିକାଲ କଲେଜ, ବ୍ଲଡ ବ୍ୟାଙ୍କ ପରିସରରେ ଭିଡ଼ିଓ କନଫରେନସିଂ…
Read More...

ଜିଓ ଓ ଗୁଗଲ ପ୍ରସ୍ତୁତ କରିବେ ଶସ୍ତା ଆଣ୍ଡ୍ରଏଡ଼ ଫୋନ୍

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ଏକ…
Read More...

ଲାଞ୍ଚ ନେଇ ଗିରଫ ହେଲେ ୱେସ୍କୋର କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର :  ୱେସ୍କୋର ସେକସନ ଅଫିସର ତଥା ନୂଆପଡା ଜିଲା କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ କୋରପୁଟ ଡିଭିଜନର ଭଜିଲାନ୍ସ ଦ୍ବାରା…
Read More...

ସୁସ୍ଥ ହେଲେ ଆଉ ୬୧୨ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୧୦ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୬୧୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦୪୭୬ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ…
Read More...

ଭୁବନେଶ୍ବରରେ ଗୋଟିଏ ଦିନରେ ୯୦ ପଜିଟିଭ

ଭୁବନେଶ୍ବର : ଭୁବନେଶ୍ବରରେ ବୁଧବାର ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୬୩ ଓ ସ୍ଥାନୀୟ ଆକ୍ରାନ୍ତ ୨୭ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ବରରେ ମୋଟ…
Read More...

ସ୍କୁଲ ନାମ ଲେଖା ଅବଧି ବୃଦ୍ଧି

ଭୁବନେଶ୍ବର :  କରୋନା ପାଇଁ ରାଜ୍ୟ ସରକାର ସ୍କୁଲ ନାମ ଲେଖା ଅବଧିକୁ ବୃଦ୍ଧି କରିଛନ୍ତି ।  ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି । ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ନାମ ଲେଖାରୁ ଯେପରି…
Read More...

ମୁଁ ପିସିସି ସଭାପତି ରେସ୍‌ରେ ନାହିଁ: ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ବିଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସର ମୁଖିଆ ବଦଳିବେ ବୋଲି ଚର୍ଚ୍ଚା ଜାରି ରହିଛି। କେବଳ ପିସିସି ସଭାପତି ବଦଳିବେ ତାହା ନୁହେଁ, ସଭାପତି ପାଇଁ ରେସ୍‌ରେ କେତେକ ନେତା ରେସ୍‌ରେ ଥିବା ନେଇ ମଧ୍ୟ ଆଲୋଚନା…
Read More...

କୋଭିଡ କେୟାର ହୋମ ପାଇଁ ନୂଆ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର କାରଣ…
Read More...

ରାଜ୍ୟରେ ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ହାର

ଭୁବନେଶ୍ବର :ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ପ୍ରବାସୀଙ୍କ ପାଇଁ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ମୁଖପାତ୍ର ସୁବ୍ରତ ବାଗଚୀ କହୁଥିଲେ। ତାଙ୍କ…
Read More...

ଆଜି ୬ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର : ଆଗାମୀ କିଛିଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତକାଲି ୧୦ରୁ ଅଧିକ ଜିଲାରେ ବେଶ୍ ଭଲ ବର୍ଷା ହୋଇଥିବା ବେଳେ ଚାରିଟି ଜିଲାରେ ପ୍ରବଳ ବର୍ଷିଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ୬ ଜିଲାରେ ପ୍ରବଳରୁ ଅତି…
Read More...

କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ

ଆଳି :  ସଙ୍ଗରୋଧ କେନ୍ଦ୍ରକୁ କରୋନା ଯୋଦ୍ଧା ସାଜି ପ୍ରବାସୀଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ବନ୍ଧୁକ ଦେଖାଇବା ଘଟଣା ସମଗ୍ର…
Read More...

ଅନଲାଇନ କ୍ଲାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ : କରୋନା ପାଇଁ ସ୍କୁଲ, କଲେଜଗୁଡିକ ବନ୍ଦ ଥିବାବେଳେ ଅନଲାଇନ ମାଧ୍ୟମରେ ପାଠପଢାକୁ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରୀଛାତ୍ରୀ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ…
Read More...

ଆଜି ସିବିଏସ୍‌ଇ ଦଶମ ଫଳ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼.ରମେଶ…
Read More...

ଆଉ ୩ ମୁଣ୍ଡ ନେଲା କରୋନା, ୭୭ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୩ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ବୁଧବାର ମୃତ୍ୟୁ ବରଣ କରିଥିବା ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୭ରେ ପହଞ୍ଚଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ରାଜ୍ୟରୁ ଆଉ ୬୧୮ ପଜିଟିଭ୍ ଚିହ୍ନଟ, ୧୪,୮୯୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର  ଚିହ୍ନଟ ୬୧୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ ରେ ପହଞ୍ଚିଛି। ଆଜି ଚିହ୍ନଟ…
Read More...

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଦିନକରେ ୨୯,୪୨୯ ସଂକ୍ରମିତ, ୫୮୨ ମୃତ

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ​‌ହୋଇ ବଢିବାରେ ଲାଗିଛି । ଦେଶରେ ଆଜି ପୁଣି ୨୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନା…
Read More...

ଅନ୍ତିମ ସଂସ୍କାରରୁ ବ୍ୟାପିଲା କରୋନା; ୨୦ ସଂକ୍ରମିତ

ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ପ୍ରାୟ ୨୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଣୋ କରାଯାଇଛି । ଘଟଣାଟି ଘଟିଛି ବିହାରର ବିହଟା ନାମକ…
Read More...

ମଦ ପିଇବା ବାରଣ କାଳ ହେଲା : ବାର କର୍ମଚାରୀଙ୍କୁ ଛୁରିଭୁଷି ହତ୍ୟା

ଖୋର୍ଦ୍ଧା : କୋଭିଡ ନିୟମ ପାଳନ କରି ମଦ ପିଇବାକୁ ବାରଣ କରିବା ଜଣେ ବାର କର୍ମଚାରୀଙ୍କ ମୃତ୍ୟୁର କାରଣ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣରେ ଜାତୀୟ ରାଜପଥ ୧୬କଡରେ ଥିବା ଏକ ବାର କର୍ମଚାରୀଙ୍କ ମୃତ୍ୟୁ…
Read More...

ରେଳବାଇ ପ୍ରସ୍ତୁତ କଲା କରୋନା ସଂକ୍ରମଣ ନିରୋଧୀ କୋଚ୍‌; କୋବିଦ ଭୂତାଣୁ ନଷ୍ଟ ନିମନ୍ତେ ରହିଛି ବ୍ୟବସ୍ଥା

ଭୁବନେଶ୍ବର:କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାତ୍ରୀଙ୍କ ନିରାପଦ ଯାତ୍ରା ନିମନ୍ତେ ରେଳବାଇ ଡିଜାଇନ୍‌ କରିଛି ପୋଷ୍ଟ କୋଭିଡ କୋଚ୍‌। କପୁରତାଲାସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ…
Read More...

କରୋନା କାଳରେ ବଢ଼ୁଛି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି: ଧନୀ ତାଲିକାରେ ବିଶ୍ବରେ ଷଷ୍ଠ

ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ୧ ଜେଫ୍‌ ବେଜସ୍‌         ୧୮୪*          ଆମାଜନ୍‌ ୨ ବିଲ୍‌ ଗେଟ୍‌ସ           ୧୧୫*           ମାଇକ୍ରୋସଫ୍ଟ ୩ ବର୍ଣ୍ଣାଡ୍‌ ଆର୍ନୋଲ୍ଟ      ୯୪.୫*…
Read More...

୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବଡ଼ ଡ଼ାକ୍ତରଖାନା ବର୍ହିବିଭାଗ ବନ୍ଦ

ବୁର୍ଲା/ସମ୍ବଲପୁର: ସୋମବାର ବୁର୍ଲାସ୍ଥିତ ଭିମସାରରେ ଜଣେ ପିଜି ଡାକ୍ତରୀ ଛାତ୍ର ଓ ଜଣେ ସେବିକା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଭିମସାର କର୍କଟ ରୋଗ ବିଭାଗର ଦୁଇଜଣ ରୋଗୀ,. ଜଣେ ଡାକ୍ତର ଓ ୪ ଜଣ…
Read More...

ଫେରିଲା ’ଲକ୍ଡ଼ାଉନ’: ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମଗ୍ର ବିହାର ବନ୍ଦ

ପାଟନା: କୋବିଦ ୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ସମଗ୍ର ବିହାରକୁ ଜୁଲାଇ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ ଘୋଷଣା କରିଛନ୍ତି ବିହାର ସରକାର । ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏ ସଂପର୍କରେ ସୂଚନା…
Read More...

’ସୁପର ଧନୀ’ଙ୍କ ଉପରେ ଲାଗୁ ହେଉ କରୋନା ଟିକସ : ଦେଶବିଦେଶର ୮୦ ନିୟୁତପତିଙ୍କ ପ୍ରସ୍ତାବ

ଲଣ୍ଡନ୍‌,୧୪ା୭: ସମ୍ପ୍ରତି ବିଶ୍ବବ୍ୟାପୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠିର ଆବଶ୍ୟକ । ଏଭଳି ସ୍ଥିତିରେ ଅତି ଧନୀଙ୍କ ଉପରେ କରୋନା ଟିକସ ଲାଗୁ କରିବା…
Read More...

ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ, ରାମ-ରାମ ସା … : ସଚିନ ପାଇଲଟ

ଜୟପୁର : ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ସଚିନ ପାଇଲଟଙ୍କ ଉପରେ ବଡ ପଦକ୍ଷେପ ନେଇ ତାଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ପିସିସି ସଭାପତି ପଦରୁ ବହିଷ୍କାର କରିଛି। ଏହି ପଦବୀରୁ…
Read More...

‘କୋଭିଡ୍‌-୧୯’ର କଣ୍ଟାକ୍ଟ ଟ୍ରେସିଂ କ’ଣ, କିଭଳି ଏହା କରିଥାଏ କାର୍ଯ୍ୟ?

ସାରା ବିଶ୍ବରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଆକ୍ରାନ୍ତ ରୋଗୀ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା…
Read More...

ଭିମସାରରେ ସଂକ୍ରମଣ; ୨ କର୍କଟ ରୋଗୀଙ୍କ ସହ ୬ ପଜିଟିଭ୍

ବୁର୍ଲା: ଭିମସାର କର୍କଟ ରୋଗ ବିଭାଗରେ ଦୁଇ ଜଣ ରୋଗୀ କରୋନା ସଂକ୍ରମିତ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି। ଏହାସହ ଜଣେ ମହିଳା ଡାକ୍ତର, ଜଣେ ପୁରୁଷ ଚିକିତ୍ସା ସହାୟକ ଏବଂ ଆଟେଣ୍ଡାଣ୍ଟଙ୍କ ସହ ୬ ଜଣ କରୋନା ପଜିଟିଭ…
Read More...

କରୋନା ମୁକାବିଲାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

 ସରକାରୀ ସଙ୍ଗରୋଧ କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ।  ଅସ୍ୱାସ୍ଥ୍ୟକର ପରିବେଶରେ ସଂକ୍ରମିତ   ଛତ୍ରପୁର, ବ୍ରହ୍ମପୁର, ଭଂଜନଗରରେ ୧୦୦୦ଟି ବେଡ୍‍ର ୩ଟି ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲ ସ୍ଥାପନ ଦାବି …
Read More...

ବିବାହ ଉତ୍ସବରେ କୋଭିଡ୍‍-୧୯ ନିୟମ ଉଲଙ୍ଘନ; ରନ୍ଧା ଖାଦ୍ୟ ଜବତ

ପିପିଲି : ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ନିକଟ ପାତ୍ରସାହିରେ ମଙ୍ଗଳବାର ଏକ ବିବାହ ଭୋଜିରେ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।…
Read More...

ଏସ୍‍.ଏମ୍‍.ଏସ୍‍. ମାଧ୍ୟମରେ କରୋନା ସଚେତନତା ନିମନ୍ତେ ପଦକ୍ଷେପ

ଦେବଗଡ : ଦେଶରେ ବର୍ତମାନ କରୋନା ସଂକ୍ରମଣ ପ୍ରତ୍ୟେକ ଦିନ ବଢି ବଢି ଚାଲିଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣର ସମାନ ସ୍ଥିତି ରହିଛି। ପ୍ରତ୍ୟେକ ଦିନ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହି ସଂକ୍ରମଣକୁ…
Read More...

ଜାମ୍ମୁକାଶ୍ମୀର ବିଜେପି ସଭାପତିଙ୍କୁ କରୋନା; ସଙ୍ଗରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ଜାମ୍ମୁକାଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରାଇନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ…
Read More...

ଦିଲ୍ଲୀ ସର୍କଲରେ ଜିଓ ଏକ ନମ୍ବର, ଗ୍ରାହକଙ୍କ ସଂଖ୍ୟା ୧.୮୨ କୋଟି : ଟ୍ରାଇ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରିଲାଏନ୍ସ ଜିଓ ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ହୋଇପାରିଛି। ଗତ ତିନିମାସ ଧରି କମ୍ପାନୀ ପ୍ରଥମ ସ୍ଥାନରେ ରହିଆସିଛି। ନୂତନ ଟ୍ରାଇ ରିପୋର୍ଟରୁ ଏହି ସୂଚନା ମିଳିଛି। ଟ୍ରାଇ…
Read More...

କରୋନା କଷ୍ଟ: ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଯୁବକଙ୍କ ଆତ୍ମହତ୍ୟା

ରୋଜଗାରର ମାଧ୍ୟମ ହୋଟେଲ ଲକ୍ ଡ଼ାଉନ ଯୋଗୁଁ ବନ୍ଦ ହୋଇ ଯାଇଥିଲା ବ୍ୟାଙ୍କ ଋଣର ବୋଝ ସାଙ୍ଗକୁ ପରିବାର ଚଳାଇବା ପାଇଁ ଥିଲା ଅର୍ଥର ଅଭାବ ସୋଲାପୁର: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଜଣେ ୩୭…
Read More...

କରୋନାରେ ବଢିଛି ସମସ୍ୟା, ବଢୁଛି ଭିଡ

ଟିଟିଲାଗଡ଼ : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଏହା ବିଶାଳ ସଂକଟର ଘଡି ଭାବରେ ଉଭା ହୋଇଛି। ସକ୍ଷମ ଲୋକେ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ନେଇଥିବା ବେଳେ ଗରିବ…
Read More...