କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ରହିଛି, ଘରୋଇ ହସ୍‌ପିଟାଲ୍‌ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର:  ଗତକାଲି ବଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣି ଦେଇଥିବା ବେଳେ ରବିବାର ସିଏମିସ କମିଶନର ଅନନ୍ୟା ଦାସ ଓ ରାଜ୍ୟ ସରକାରଙ୍କ କୃଷି ଓ କୃଷକ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ ; ଗଞ୍ଜାମରେ ସର୍ବାଧିକ ୧୦୭

ଭୁବନେଶ୍ବର :  ରବିବାର ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳ​ରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଟ୍ବିଟ କରି…
Read More...

ବିକାଶ ଦୁବେ ଏନକାଉଣ୍ଟରକୁ ଶିବସେନାର ସମର୍ଥନ : ସେ ଜଣେ ସାଧୁ ନୁହେଁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଥିଲା

ମୁମ୍ବଇ : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ଶୁକ୍ରବାର ଦିନ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ମୃତ୍ୟୁ ହୋଇଥିଲା। ଏଥି ସହିତ ତାର ମୃତ୍ୟୁ ପରଠାରୁ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ…
Read More...

ମୋବାଇଲ ନମ୍ବର ହଜିଯାଇଥିଲେ କିପରି ପାଇବେ ଆଧାରକାର୍ଡ…

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଧାରକାର୍ଡ ହେଉଛି ଦେଶର ନାଗରିକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ସରକାରୀ କାର୍ଯ୍ୟରେ ଆଧାରାକାର୍ଡ ବେସ ଗୁରୁତ୍ବପୂର୍ଣ୍ଣ । ବେଳେବେଳେ…
Read More...

ଭୁବନେଶ୍ବରରେ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪

ଭୁବନେଶ୍ବର: ଭୁବନେଶ୍ବରରେ ରବିବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ‌ରୁ ୩୬ ଓ ସ୍ଥାନୀୟ ଆକ୍ରାନ୍ତ ୨୬ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ବରରେ ମୋଟ କରୋନା…
Read More...

ଶ୍ରାବଣ ବର୍ଷା ଉପରେ ଧାନଚାଷର ଭାଗ୍ୟ

ବଲାଙ୍ଗିର : ବଲାଙ୍ଗିର ଜିଲାର ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ବର୍ଷାର ଲୁଚକାଳି ଖେଳ। ଆଷାଢର ଭଲ ବର୍ଷାରେ ଚାଷୀ ମନ ଖୁସି ରହିଥିଲା। ବର୍ଷା ଆଗମନରେ ଚାଷ କାମ ଆରମ୍ଭ କରିଥିଲା। କିନ୍ତୁ ଶ୍ରାବଣରେ ବର୍ଷାର…
Read More...

ଓ୍ବାର୍କ ଫ୍ରମ ହୋମ ପାଇଁ ଟେଲିକମ କମ୍ପାନୀଙ୍କ ନୂତନ ଡାଟା ପ୍ଲାନ

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରାୟ ସମସ୍ତଲୋକେ ଘରୁ କାମ କରୁଛନ୍ତି। ଘରୁ କାମ କରିବା ପାଇଁ ଇଣ୍ଟରନେଟ୍, ବିଦ୍ୟୁତ୍ ଏବଂ ଲାପଟପ୍ ହେଉଛି ପ୍ରଥମ ଆବଶ୍ୟକ । ଏହି ତିନୋଟି ମଧ୍ୟରୁ…
Read More...

ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବଇ : ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଥିବା ନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ…
Read More...

ବ୍ରହ୍ମପୁର ଆଇଟିଆଇର ଆଉ ଏକ ଉଦ୍ଭାବନ : ବସ ଓ ସଂଗରୋଧ କେନ୍ଦ୍ର ସାନିଟାଇଜ ପାଇଁ ନିର୍ମାଣ କଲେ ୟୁଭିସି ରୋବୋ

ବ୍ରହ୍ମପୁର : ସରକାରୀ ଆଇଟିଆଇ ବ୍ରହ୍ମପୁର କରୋନା ମୁକାବିଲା ପାଇଁ ଆଉ ଏକ ନୂତନ ଉଦ୍ଭାବନ ଆଣିଛି । ପୂର୍ବରୁ ମୋବାଇଲ ଓ ଜୋତା ସାନିଟାଇଜ ପାଇଁ ୨ ଟି ମେସିନ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ଏକ ରୋବର୍ଟ…
Read More...

ଗଞ୍ଜାମରେ ଆଖିବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଆଉ ଜଣେ କରୋନା ଯୋଦ୍ଧାଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ଜଣଙ୍କ ହେଲେ ଆସିକା କୋଟିନଡା ଫାଣ୍ଡିର କନେଷ୍ଟବଳ ଗୋଲକ ନାୟକ। ଗତ କିଛି ହେବ ସେ କରୋନାରେ…
Read More...

ମାଲକାନଗିରି ପୁଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲାକାନଗିରି : ମାଲକାନଗିରି ପୁଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନ ରେ ସାମିଲ ରହି ବହୁ ପ୍ରମୁଖ…
Read More...

ଦେଶରେ ଅଣାୟତ ହେଉଛି ସ୍ଥିତି : ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୨୮,୬୩୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ :ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣ…
Read More...

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ଆଜି ମୃତ୍ୟୁ ବରଣ କରିଥିବା ସମସ୍ତ ୩ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲାର ହୋଇଥିବା…
Read More...

ରାଜ୍ୟରେ ୧୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୫୯୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ୫୯୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି। ଆଜି ଚିହ୍ନଟ ୫୯୫…
Read More...

ଜଟଣୀ ବିଏସ୍ଏଫ୍ କ୍ୟାମ୍ପର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଟଣୀ ବିଏସ୍ଏଫ୍ କ୍ୟାମ୍ପ୍‌ରେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି। ଜଟଣୀ ବିଏସ୍ଏଫ୍ କ୍ୟାମ୍ପରୁ ୨୪୫ ଜଣଙ୍କ…
Read More...

ରୋଜଗାର ଅପେକ୍ଷାରେ ଲକ୍ଷାଧିକ ପ୍ରବାସୀ : ହାତ ଗଣତିଙ୍କୁ ମିଳିଛି ‘ମନରେଗା’ କାମ

ବଲାଙ୍ଗିର : ଦାଦନ ପ୍ରବଣ ବଲାଙ୍ଗିର ଜିଲାକୁ ଲକ୍ଷାଧିକ ପ୍ରବାସୀ ଫେରିଲେଣି। ଅଧିକାଂଶ ଦାଦନ ଶ୍ରମିକ ଇଟା ଗଢି ଯାଇଥିବା ବେଳେ ଏବେ ଗଁାକୁ ଫେରିବା ପରେ ସେମାନେ ବେରୋଜଗାର। ସେମାନଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ…
Read More...

ତିନିଦିନ ଯାଏ ବିଭିନ୍ନ ଜିଲାରେ ବର୍ଷା

ଭୁବନେଶ୍ବର : ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷାରେ ଭିଜିବ ଓଡ଼ିଶା। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ହେବ। କିଛି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ…
Read More...

ଗିନିଜ୍‌ ରେକର୍ଡରେ ଭାରତର ବାଘ ଗଣନା

ନୂଆଦିଲ୍ଲୀ : ଭାରତରେ ବାଘଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଦେଶର ଗଣନା ପ୍ରକ୍ରିୟା ନୂଆ ରେକର୍ଡ ସ୍ଥାପନ କରିଛି। ଏହା ଗିନିଜ୍ ବିଶ୍ବ ରେକର୍ଡର ଅଧିକାରୀ ହୋଇଛି। ଫଟୋ ଉତ୍ତୋଳନ ମାଧ୍ୟମରେ ଭାରତରେ…
Read More...

ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ବାଲେଶ୍ବର : ବାଲେଶ୍ୱର ଜିଲା ଭୋଗରାଇରେ କରୋନା କଟକଣା ନିୟମକୁ ବେଖାତିର କରାଯାଇଥିବା ଦେଖିବାକୁ ମିଳିଛି। ସମୁଦ୍ରକୂଳିଆ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ସେହି ଗାଁରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପିଲା ଓ ବୟସ୍କ ପୂଜା…
Read More...

କଲବଲ କରୁଛି କରୋନା : ୧୧ଦିନରେ ନେଲା ୫୦ ଜୀବନ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ। ତିନିମାସ ତଳେ କାଁ ଭାଁ ଗୋଟେ ଦୁଇଟା ଲୋକେ ମହାମାରୀରେ ଆକ୍ରାନ୍ତ ହେଉଥିବା ବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟର…
Read More...

ପାଳ ଛତୁର ଗାଁ କୁଲୁଣ୍ଡା

ରେଙ୍ଗାଲିକ୍ୟାମ୍ପ : ପଶ୍ଚିମ ଓଡିଶାରେ ବିଭିନ୍ନ ପ୍ରକାର ଛତୁ ମିଳୁଥିଲେ ମଧ୍ୟ ପୁଆଲ ଛତୁ (ପାଳ ଛତୁ)ର ଚାହିଦା ସ୍ବତନ୍ତ୍ର। ଅନୂପମ ସ୍ବାଦ ଯୋଗୁଁ ବର୍ଷ ସାରା ଏହି ଛତୁ ଉପଲବ୍ଧ କରିବା ପାଇଁ ଏହାକୁ ଚାଷ କରାଯାଛଛି।…
Read More...

ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୩୫ ଏକର ବିକ୍ରିଜମି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି ସୁରକ୍ଷା ଚିନ୍ତା ଏବେ ଟ୍ରଷ୍ଟବୋର୍ଡ଼କୁ ଘାରିଛି। କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ସେବାୟତମାନେ ବିକି ସାରିଲେଣି। ଦିଅଁଙ୍କର ସେବାପୂଜା କରିବା ପାଇଁ ସେବାୟତଙ୍କୁ…
Read More...

ଖିର ଉତୁରିଲେ ଚୁଲିକି…

ଖିର ଉତୁରିଲେ ଚୁଲିରେ ପଶେ, ମଣିଷ ଉତୁରିଲେ ଗାତରେ ପଶେ।’’ ‘‘ଉତୁରା’’ ଖିର ଓ ମଣିଷର ପରିଣତି ନିର୍ଦିଷ୍ଟ। ତେବେ ଉତୁରିଥିବା ଖିରରୁ ଆଉ କେତେ ରହିଲା, ଚୁଲି ଲିଭିଗଲା କି ନାହିଁ ଓ ଏଥିପାଇଁ ବୋହୂ ଦାୟୀ କି ଶାଶୂ…
Read More...

ଗାଙ୍ଗୁଲିଙ୍କ ଯୋଗୁଁ ଧୋନି ଅଧିନାୟକ ଭାବେ ସଫଳତା ପାଇଥିଲେ : ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବହୁ ପରିଶ୍ରମ କରି ଏକ ଶକ୍ତିଶାଳୀ ଭାରତୀୟ କ୍ରିକେଟ୍‌ ଦଳ ଗଢ଼ିଥିଲେ ଯାହା ଫଳରେ ଧୋନି ଅଧିନାୟକ ଭାବେ ଅନେକ ଟ୍ରଫି ଜିତିଥିଲେ ବୋଲି ଗମ୍ଭୀର ମତବ୍ୟକ୍ତ କରିଛନ୍ତି।…
Read More...

ରାଜସ୍ଥାନରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର : ବିଜେପିର ଦୁଇ ନେତା ଗିରଫ

ଜୟପୁର : ରାଜସ୍ଥାନର ଅଶୋକ ଗେହଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ଚଳାଇଥିବା ଷଡ଼ଯନ୍ତ୍ର ଧରାପଡ଼ିଛି। ଦୁଇ ବିଜେପି ନେତାଙ୍କ ଟେଲିଫୋନ୍‌ କଲ୍‌ ରେକର୍ଡରୁ ଏହି ଷଡ଼ଯନ୍ତ୍ର ସମ୍ପର୍କରେ…
Read More...

ସେବକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଯିବ

ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନ ଗରିବ ସେବକଙ୍କୁ ମାଗଣାରେ ଘର ଯୋଗାଇ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ପୁରୀ ସହରରେ ଆବଶ୍ୟକ ଜମି ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ…
Read More...

ଦାଉଦ ସହଯୋଗୀ ଗିରଫ

ନୂଆଦିଲ୍ଲୀ : ଦାଉଦ ଇବ୍ରାହିମ୍‌ର ସହଯୋଗୀ ଅନୱାର ଠାକୁରକୁ ଦିଲ୍ଲୀ ପୁଲିସ ଶନିବାର ଚାନ୍ଦବାଗ୍‌ ଅଞ୍ଚଳରୁ ଗିରଫ କରିଛି। ତା’ଠାରୁ ବ୍ରାଜିଲ ନିର୍ମିତ ଏକ ୨୨ଲକ୍ଷ ଟଙ୍କାର ଏକ ପିସ୍ତଲ ଜବତ କରାଯାଇଛି। ଅନୱାର ୧୯୯୨ରେ…
Read More...

ରୋଜଗାର ହରାଇବେ ଲକ୍ଷାଧିକ ଠିକା କର୍ମଚାରୀ

ଭୁବନେଶ୍ବର : କରୋନା ରାଜ୍ୟ ସରକାରଙ୍କ ପାଇଁ ଘୋର ଆର୍ଥିକ ସମସ୍ୟା ଆଣିଛି। ଆଉ ଏହାର ପ୍ରଭାବ ପଡ଼ିଛି ବର୍ଷ ବର୍ଷ ଧରି ସରକାରଙ୍କ ପାଇଁ ବିଭିନ୍ନ ସେବାରେ ନିୟୋଜିତ ହୋଇଥିବା ଲକ୍ଷାଧିକ ଅସ୍ଥାୟୀ କର୍ମଚାରୀଙ୍କ ଉପରେ।…
Read More...

ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର : ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ େଯାଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି। ହାତୀ ସୁରକ୍ଷା ଲାଗି ରାଜ୍ୟ ସରକାର େନଇଥିବା ପଦକ୍ଷେପ େକବଳ କାଗଜକଲମରେ ସୀମିତ ରହିଯାଇଛି।…
Read More...

୭୨ଘଣ୍ଟା ପରେ ଉଦ୍ଧାର ହେଲେ ଅସହାୟ ବୃଦ୍ଧ

କଟକ : ମହାନଦୀ ରିଂବନ୍ଧ ଡିସିପି କାର୍ଯ୍ୟାଳୟ ନିକଟରେ ୩ଦିନ ଧରି ଅସହାୟଭାବେ ପଡି ରହିଥିବା ବୃଦ୍ଧଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ଜିଲା ଆଇନସେବା ପ୍ରାଧିକରଣ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ କଟକ ବଡ଼…
Read More...

କରୋନା କଟକଣାରେ କିଡନୀ ପ୍ରତିରୋପଣ

କଟକ : ସରକାରୀ ମେଡିକାଲଗୁଡିକରେ କରୋନା ମହାମାରୀ ଯୋଗୁଁ ରୋଗୀ ସେବାରେ କଟକଣା ଜାରି କରାଯାଇଛି। ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ସରକାରୀ…
Read More...

ନେପାଳରେ ଭୂସ୍ଖଳନ: ୧୧ମୃତ, ୨୩ ନିଖୋଜ

କାଠମାଣ୍ଡୁ : ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଶନିବାର ପ୍ରବଳ ବର୍ଷା ଯୋଗୁଁ ମାୟାଗଡ଼ି ଜିଲାରେ ଭୂସ୍ଖଳନ ଘଟି ୧୧ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୩ ଜଣ ନିଖୋଜ ଅଛନ୍ତି। ମାରାଙ୍ଗଠାରୁ ୧୦ ମୃତଦେହ…
Read More...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ଶ୍ରୀନଗର : କାଶ୍ମୀର ସୀମାନ୍ତ ଆରପଟ ଲଞ୍ଚପ୍ୟାଡ୍‌ରେ ଭାରତକୁ ଅନୁପ୍ରବେଶ ପାଇଁ ପ୍ରାୟ ୩୦୦ ଆତଙ୍କବାଦୀ ଅପେକ୍ଷା କରିଛନ୍ତି। ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମବେଳେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା ପରେ ଏହି ସୂଚନା ମିଳିଛି।…
Read More...

‘ଚୀନ ସହ ସଂଘର୍ଷ ହେଲେ ଟ୍ରମ୍ପ ଭାରତକୁ ସମର୍ଥନ କରି ନ ପାରନ୍ତି’

ୱାଶିଂଟନ୍‌ : ଚୀନ ସହିତ ବିବାଦ ପ୍ରସଙ୍ଗରେ ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେ ସମର୍ଥନ ଦେବା କଥା କହିଲେ ମଧ୍ୟ ତାଙ୍କ ଉପରେ ଭରସା ନାହିଁ। ଭାରତ-ଚୀନ ମଧ୍ୟରେ ସୀମାରେ ସଂଘର୍ଷ ବୃଦ୍ଧି ପାଇଲେ…
Read More...

ଭାରତୀୟଙ୍କ କ୍ରୀଡ଼ା ସଂପର୍କିତ ଜ୍ଞାନ କମ୍‌ : ରିଜିଜୁ

ନୂଆଦିଲ୍ଲୀ : ଭାରତୀୟଙ୍କ କ୍ରୀଡ଼ା ସଂପର୍କିତ ଜ୍ଞାନ ବହୁତ କମ୍‌ ବୋଲି ମତ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏକ କ୍ରୀଡ଼ା ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ କହିଥିଲେ କ୍ରୀଡ଼ାକୁ…
Read More...

କରୋନା କବଳରେ ବଚ୍ଚନ ପରିବାର : ବିଗ୍ ବିଙ୍କ ପରେ ପୁଅ ଅଭିଷେକ ସଂକ୍ରମିତ

ମୁମ୍ବଇ : ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ୪୪ ବର୍ଷୀୟ ଅଭିଷେକ…
Read More...

ପୂର୍ବତନ ଇଂଲଣ୍ଡ ଫୁଟବଲର୍‌ ଜ୍ୟାକ୍ ଚାଲର୍ଟନଙ୍କ ପରଲୋକ

ଲଣ୍ଡନ୍‌ : ୧୯୬୬ ବିଶ୍ବକପ୍‌ ବିଜୟୀ ଇଂଲଣ୍ଡ ଫୁଟବଲ ଦଳର ସଦସ୍ୟ ଥିବା ଜ୍ୟାକ୍‌ ଚାଲର୍ଟନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ତାଙ୍କ ବଡ଼ ଭାଇ ବବି ଚାଲର୍ଟନ ମଧ୍ୟ ବିଶ୍ବକପ୍‌…
Read More...

ରବିବାର ରାଶିଫଳ(୧୨। ୭।୨୦୨୦)

ମେଷ: ସତର୍କ ନ ରହିଲେ ପ୍ରତାରିତ ହୋଇପାରନ୍ତି। କଠୋର ସ୍ୱଭାବର ହୋଇପାରନ୍ତି। ଜିତେନ୍ଦ୍ରିୟ , କୀର୍ତ୍ତିମାନ୍‌, ନୀତିବାଦୀ ଓ ଜନବଲ୍ଲଭ ହେବେ। ପରାକ୍ରମୀ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। ବୃଷ: ସ୍ୱ ଇଚ୍ଛାରେ…
Read More...

ଟେଷ୍ଟରେ ୪ ହଜାର ରନ୍‌ ସହ ୧୫୦ ୱିକେଟ୍‌ ହାସଲ କଲେ ଷ୍ଟୋକ୍‌ସ

ସାଉଥମ୍ପଟନ୍‌ : ଟେଷ୍ଟ ଫର୍ମାଟ୍‌ରେ ଅଲରାଉଣ୍ଡର ଭାବେ ୪୦୦୦ ରନ୍‌ ସହ ୧୫୦ ୱିକେଟ୍ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ…
Read More...

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍‍, ଟୋରୋଂଟୋ ସମେତ ବିଶ୍ୱର ୪୦ରୁ ଊର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟର  ଭାରତୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ- ଓଡିଆ…
Read More...

ଅମିତାଭ ବଚ୍ଚନ କରୋନା ସଂକ୍ରମିତ

ମୁମ୍ବଇ : ୨୦୨୦ ବର୍ଷ ବଲିଉଡ ପାଇଁ ଦୁଃଖଦ ବର୍ଷ ସାବ୍ୟସ୍ତ ହେଉଛି। ଗୋଟିଏ ପରେ ଗୋଟିଏ ବଲିଉଡ ପାଇଁ ଖରାପ ଖବର ପ୍ରକାଶ ପାଇବାରେ ଲାଗିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।…
Read More...

ଝାରସୁଗୁଡ଼ାରେ କୋରୋନା ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ : ୩ କୋରୋନା ଯୋଦ୍ଧା ସଂକ୍ରମିତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାରେ କୋରୋନା ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ତେବେ ୩ ଜଣ କୋରୋନା ଯୋଦ୍ଧାଙ୍କ ଠାରେ ଭୁତାଣୁ ଚିହ୍ନଟ କରାଯାଇଛି। ପ୍ରଶାସନ…
Read More...

ମୁଣ୍ଡା ଗାଁରେ ଡବଲ ମର୍ଡର ; ୫ ହଜାର ଟଙ୍କା ପାଇଁ ଗଲା ୨ ଜୀବନ

ବଲାଙ୍ଗୀର/ବେଲପଡା : ବଲାଙ୍ଗୀର ଜିଲା ବେଲପଡା ଥାନା ମୁଣ୍ଡା ଗାଁରେ ଆଜି ଶନିବାର ଅପରାହ୍ନ ୫ଟା ସମୟରେ ୨ପରିବାର ମଧ୍ୟରେ ସାମାନ୍ୟ କଥା କୁ ନେଇ ଗଣ୍ଡଗୋଳ ହେବାରୁ ଗୋଟିଏ ପରିବାରର ବାପ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଛି।…
Read More...

ଅଟଳ ଇନୋଭେସନ୍‌ ମିଶନ ରାଷ୍ଟ୍ରବ୍ୟାପୀ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ କଲା ଆପ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲ

ନୂଆଦିଲ୍ଲୀ : ଦେଶରେ ମୋବାଇଲ ଆପ୍‌ ବିକାଶ କ୍ଷେତ୍ରରେ ନବସୃଜନର ଏକ ବାତାବରଣ ସୃଷ୍ଟି କରିବା ପାଇଁ ନୀତି ଆୟୋଗର ଅଟଳ ଇନୋଭେସନ୍‌ ମିଶନ ପକ୍ଷରୁ ଶନିବାକ ଏଟିଏଲ୍‌ ଆପ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲ ସମଗ୍ର ଦେଶର…
Read More...

ସରପଞ୍ଚଙ୍କ ଆଗୁଆ ପଦକ୍ଷେପ ; ଅନୁଆରୀ ପଞ୍ଚାୟତରେ ଜାରିକଲେ ୧୪ ଦିନିଆ କଟକଣା

କଳାପଥର: ବାଙ୍କୀ ବ୍ଳକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତରେ ଏପର୍ଯ୍ୟନ୍ତ କୌଣସି କୋଭିଡ୍‍ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ ସତର୍କତା ମୂଳକ ୧୪ ଦିନିଆ କଟକଣା ଜାରିକରିଛନ୍ତି  ।  ଶନିବାର…
Read More...

ଦେଶୀ ମଦ କାରଖାନା ଠାବ ; ୧ହଜାର ଲିଟର ପୋଚ ନଷ୍ଟ, ମହିଳା ଗିରଫ

ବେଗୁନିଆ: କରୋନା ସମୟରେ ଚୋରା ମଦ କାରବାର ବୃଦ୍ଧି ପାଇଥିଲା ବେଳେ ପୁଲିସ ପକ୍ଷରୁ ଚଢାଉ କରାଯାଇ ଏକ ଦେଶୀ ମଦ କାରଖାନା ଠାବ କରାଯାଇଛି। କଣ୍ଟାବାଡ କାଜୁ ଜଙ୍ଗଲରେ ଚଢାଉ ବେଳେ ପୁଲିସ ପ୍ରାୟ ୧ ହଜାର ଲିଟର ପୋଚ ନଷ୍ଟ…
Read More...

ସାଉଦି ଆରବରେ ଓଡିଆ ଶ୍ରମିକ ମୃତ ; ଦେଢ ମାସ ପରେ ଫେରିଲା ମୃତଦେହ

ବାଣପୁର : ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ସାଉଦି ଆରବ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। କରୋନା ମହାମାରୀ ଯୋଗୁ କମ୍ପାନୀ କର୍ତ୍ତୃପକ୍ଷ ମୃତଦେହ ଗ୍ରାମକୁ ପଠାଇବା ପାଇଁ ଅବହେଳା…
Read More...

କନେଷ୍ଟବଳଙ୍କ ଠାରୁ ଲୁଟ୍‍ ମାମଲା ; ଜଣେ ଗିରଫ , ବୁଲେଟ୍‍ ଜବତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଗୁରୁବାର ରାତିରେ ଜଣେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ସୁନାଚେନ୍‍ ଲୁଟ୍‍ ହେବା ଘଟଣାରେ ପିପିଲି ପୁଲିସ ଆଜି ଜଣେ…
Read More...

ଦିଗହରା ସ୍ୱଚ୍ଛ ଭାରତ ମିଶନ ; ପାଇଖାନା ସାଜିଛି ଗୋଦାମ ଘର

ଟିଟିଲାଗଡ଼ : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଗଠନ ଲକ୍ଷ୍ୟରେ ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ। ଖୋଲା ସ୍ଥାନରେ ମଳତ୍ୟାଗ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ…
Read More...

କରୋନା ପ୍ରଭାବ , ଶୁଭୁନି ବଂଶୀ ବିଶାରଦ ରଞ୍ଜନଙ୍କ ସ୍ୱର

ଟିଟିଲାଗଡ଼ : ଭାରତବର୍ଷର ପ୍ରାଚୀନ କଳାସଂସ୍କୃତିର ଦେଶବିଦେଶରେ ଅନେକ ଖ୍ୟାତି ରହିଛି। ଅନେକ କଳାକାର ନିଜ ସଂସ୍କୃତିକୁ ନେଇ ଦେଶମାତୃକାର ସୁନାମ ଅର୍ଜନ କରିବା ସହ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ସମ୍ପ୍ରତି କରୋନା…
Read More...

ନିୟମ ମାନିଲେନି ନାଏବ – ନାମ ଯଜ୍ଞ ଆୟୋଜନ କରି ଗିରଫ ହେଲେ, ପଦରୁ ହଟିଲେ

ପୋଲସର : ଗଞ୍ଜାମ ଜିଲାରେ କରୋନା ସ୍ଥିତି ଭୟାବହ ରହିଛି । ଗଞ୍ଜାମ ଜିଲାରେ କରୋନା  ୩୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ  ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତଥାପି କରୋନା ମହାମାରୀ ନିୟମର ସମ୍ପୂର୍ଣ୍ଣ…
Read More...

କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା- ବିଏମସି କମିଶନର

ଭୁବନେଶ୍ବର: ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଶନିବାର ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହଟ୍‌ସ୍ପଟ୍ ଅଞ୍ଚଳରୁ ଲୋକେ ଭୁବନେଶ୍ବର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ବାଜାର ପ୍ରବେଶ କଲା ମୋଟରଲାର ନୂତନ ସ୍ମାର୍ଟଫୋନ ‘ୱାନ୍ ଭିଜନ୍ ପ୍ଲସ୍’

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରଲାର ୟୁଏଇରେ ନୂତନ ସ୍ମାର୍ଟଫୋନ 'ୱାନ୍ ଭିଜନ୍ ପ୍ଲସ୍' ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୬୬୫, ଏଚଡି ଡିଲପ୍ଲେ ସହ ୪,୦୦୦ ଏମଏଚର…
Read More...

ରାଜଧାନୀ ଭୁବନେଶ୍ବରରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରାଯାଇଛି ସେରୋଲଜିକାଲ ପରୀକ୍ଷା । ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ରୋଗ ପ୍ରତିରୋଧକ ସ୍ଥିତି ଏବଂ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି…
Read More...

ଜଗତସିଂପୁର ଜିଲାକୁ ବାହାର ଜିଲା ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଜଗତସିଂହପୁର : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜଗତସିଂହପୁର ଜିଲାପ୍ରଶାସନ ବାହାର ଜିଲା ଲୋକଙ୍କ ପ୍ରବେଶ ଉପରେ  କଟକଣା  ଲଗାଇଛନ୍ତି। ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲାପାଳ କଟକ ଓ ଭୁବନେଶ୍ୱର ଯିବା…
Read More...

ଅନାଥ-ଅସହାୟଙ୍କୁ ରାହା ନାହିଁ

ରାଜ୍ୟରେ ହଜାର ହଜାର ସ୍ଵେଚ୍ଛାସେବୀ ସଙ୍ଗଠନ; ଅସହାୟଙ୍କୁ ଆହା କରିବାକୁ କେହି ନାହିଁ  ସରକାରଙ୍କ ପାଖରେ ନାହିଁ  ଜାତୀୟ ଓ ଆନ୍ତର୍ଜାତିକ ଅନୁଦାନ ପାଉଥିବା ସଂସ୍ଥାଙ୍କ ତାଲିକା ଦ୍ଵୈତ ନଗରୀରେ ଶତାଧିକ ଦେୟଯୁକ୍ତ ଓ…
Read More...

ମାଲକାନଗିରିକୁ ୧୩ ଜିଲାବାସୀଙ୍କୁ ପ୍ରବେଶ ମନା

ମାଲକାନଗିରି : ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ସମସ୍ତ ଜିଲା କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି।…
Read More...

ପୁଣି ୫ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୬୧

ଭୁବନେଶ୍ବର : ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କୁ ମିଶାଇ ରାଜ୍ୟରେ  ମୋଟ୍ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୧୨ ହଜାର ୫୨୬ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରୁ ଆଜି ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦…
Read More...

ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ…

ଭୁବନେଶ୍ୱର : ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...

ହଟ୍‌ସ୍ପଟ୍‌ ଜିଲାରୁ କଟକ ଆସିଲେ ୧୪ ଦିନ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ

କଟକ: ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଅନୁରୂପ ଭାବେ କଟକ ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କଟକରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Read More...

୨୦୨୧ରେ କ୍ରିଶ୍-୪

କରୋନା କାରଣରୁ ସିନେଜଗତ ମଧ୍ୟ ଅନେକ କ୍ଷତି ସହିବାରେ ଲାଗିଛି। ଚଳଚ୍ଚିତ୍ରଗୁଡ଼ିକ ଏବେ ପ୍ରେକ୍ଷାଳୟରେ କେବେ ମୁକ୍ତିଲାଭ କରିବ, ତାହା କହିବା ମୁସ୍କିଲ୍। କେତୋଟି ଚଳଚ୍ଚିତ୍ରର ସୁଟିଂ ଚାଲିଛି, କିନ୍ତୁ ଅଧିକ ସଂଖ୍ୟକ…
Read More...

ସହରରେ କାୟା ମେଲାଉଛି କରୋନା : ମାସକରେ ୨୭ ସ୍ଥାନୀୟ ସଂକ୍ରମଣ

କଟକ : ଏପ୍ରିଲ ମାସରେ ସହରରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିପର୍ଯ୍ୟନ୍ତ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରୁ ୨୨୯ ଜଣ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଏଥିମଧ୍ୟରେ ସରକାରୀ ସଙ୍ଗରୋଧ କେନ୍ଦ୍ର, ଗୃହ…
Read More...

ଦୀପାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର : କର୍କଟ ରୋଗରେ ପୀଡ଼ିତ ଥିବା ଆଲବମ୍‍ କୁଇନ ଦୀପା ସାହୁ ଏବେ ସୁସ୍ଥ ଅଛନ୍ତି। ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଏବେ ସେ ଏମ୍‌ସରୁ ଫେରି ନିଜ ଘରେ ଅଛନ୍ତି। ଏହାବ୍ୟତୀତ…
Read More...

୩ଦିନ ବିତିଲା, ରାସ୍ତା ପାର୍ଶ୍ବରେ ପଡିଛନ୍ତି ଅସହାୟ ବୃଦ୍ଧ

କଟକ : ମହାନଦୀ ରିଂବନ୍ଧର ଡିସିପି ଅଫିସ ନିକଟସ୍ଥ ରାସ୍ତାପାର୍ଶ୍ବରେ ଜଣେ ଅସହାୟ ବୃଦ୍ଧ ପଡିରହିଛନ୍ତି। ଏ ସଂକ୍ରାନ୍ତରେ ଖବର ପ୍ରକାଶ ହେବାର ୩ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ତାଙ୍କୁ…
Read More...

ମାଟି ଅତଡ଼ା ଧସି ୮ମୃତ

ଗୌହାଟି : ଅରୁଣାଚଳ ପ୍ରଦେଶର ପପୁମ୍ ପାରେ ଜିଲାରେ ମାଟି ଅତଡା ଧସି ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହିତ ୮ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ଜିଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ସହିତ…
Read More...

‘ହରିଦାସପୁର-ପାରାଦ୍ବୀପ ରେଳପଥର ଶ୍ରେୟ କେବଳ ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କର’

ଭୁବନେଶ୍ବର : ହରିଦାସପୁର-ପାରାଦ୍ବୀପ ରେଳପଥ କାର୍ଯ୍ୟ ସରିଥିବାବେଳେ ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। କେନ୍ଦ୍ରାପଡ଼ାବାସୀଙ୍କର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପର ​‌େ​ଶ୍ରୟ ଦିବଙ୍ଗତ ନେତା ବିଜୁବାବୁ ଓ…
Read More...

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଗ୍ୟାଙ୍ଗ: ପୂର୍ବତନ ‘ର’ ଅଧିକାରୀ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ; ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଦେଶର ପୂର୍ବତନ ଗୁଇନ୍ଦା ଅଧିକାରୀ ଏନକେ ଶୋଦ୍। ସୁଶାନ୍ତଙ୍କୁ ଯୋଜନାବଦ୍ଧ…
Read More...

ସୁରତ ବାହୁଡୁଛନ୍ତି ପ୍ରବାସୀ

ଖଲ୍ଲିକୋଟ : ଜୀବିକା ପାଇଁ ଡହଳବିକଳ ପ୍ରବାସୀ ପୁନର୍ବାର କର୍ମସ୍ଥଳକୁ ଚାଲିଯିବାକୁ ଯୋଜନା କରିଲେଣି। ବାରମ୍ବାର ଫ୍ଲାଇଟ ଓ ଟ୍ରେନ ବାତିଲ ହେଉଥିବାରୁ ବସ୍ ଯୋଗେ ଖଲ୍ଲିକୋଟ ବ୍ଲକ ଅଞ୍ଚଳରୁ ପ୍ରାୟ ୩ହଜାର ପ୍ରବାସୀ ସୁରତ…
Read More...

୧୨ରେ ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର : ଚଳିତ ମାସ ୧୨ ତାରିଖରେ ଶତାବ୍ଦୀର ପ୍ରଥମ ଧୂମକେତୁ ଦେଖିବାକୁ ମିଳିବ। କରୋନା ସମୟରେ ସମସ୍ତେ ଘରେ ରହୁଥିବାରୁ ପ୍ରକୃତି ତା’ର ସୁନ୍ଦର ଦୃଶ୍ୟ ଦେଖିବାର ସୁଯୋଗ ଦେଇଛି। ପ୍ରାୟ ଅଧ ଘଣ୍ଟା ଧରି…
Read More...

ପୁଲିସ ପାଇଁ ବଢୁଛି ଚିନ୍ତା : କଟକରେ ୧୭୩ ଜଣ ଅସୁସ୍ଥ ପୁଲିସ କର୍ମଚାରୀ

କଟକ : ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେବାରେ ଲାଗିଛି। କରୋନା ଲଢେଇରେ ଅଗ୍ରଣୀ ଭୂମିକା ଲିଭାଉଥିବା ପୁଲିସ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି। ସଂକ୍ରମଣର ମୁକାବିଲା ପାଇଁ ପୁଲିସ…
Read More...

ଚୀନଠାରୁ ଦୂରେଇବ ଟିକ୍‌ଟକ୍ :‌ ୭୯ ପ୍ରଶ୍ନର ଉତ୍ତର ମାଗିଲେ ସରକାର

ନିଜର ବ୍ୟବସାୟକୁ ବଞ୍ଚାଇ ରଖିବା ଲାଗି ଟିକ୍‌ଟକ୍‌ ନୂଆ ଯୋଜନା ଆପଣାଇଛି। ଯୋଜନା ଅନୁଯାୟୀ ଟିକ୍‌ଟକ ଚୀନ ଠାରୁ ଦୂରେଇ ଯିବ। ଟିକଟକର ମୁଖ୍ୟ କାର୍ଯ୍ୟାଳୟ ବେଜିଂରେ ଥିବାବେଳେ ଏବେ ଏହାକୁ ଚୀନ ବାହାରକୁ ସ୍ଥାନାନ୍ତର…
Read More...

‘ଯୋଦ୍ଧା ହେବା ପାଇଁ ପେଟ କମାଅ’, ମୋଟା ପୁଲିସଙ୍କୁ ପରେଡ୍‌ କରାଯିବ : କମିସନର

ଭୁବନେଶ୍ବର : ସମ୍ପ୍ରତି କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟର ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆଗଧାଡିର ଯୋଦ୍ଧା ଭାବେ ପୁଲିସ କର୍ମଚାରୀ ନିଜକୁ ଫିଟ୍‌ ରଖିବାକୁ ହେବ। ଶରୀରର ରୋଗ ପ୍ରତିଷେଧକ ଶକ୍ତି ନ…
Read More...

ନେପାଳରେ ଭାରତୀୟ ଟିଭି ଚାନେଲ ନିଷିଦ୍ଧ

କାଠମାଣ୍ଡୁ : ନେପାଳରେ ଖବର ପ୍ରସାରଣକାରୀ ଭାରତୀୟ ଘରୋଇ ଟିଭି ଚାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। କେବଳ ସରକାରୀ ଚାନେଲ ଦୂରଦର୍ଶନ (ଡିଡି ନ୍ୟୁଜ୍‌)ର ପ୍ରସାରଣ ଜାରି ରହିବ ବୋଲି ସରକାର ଏକ ଅଲିଖିତ ନିର୍ଦେଶନାମା…
Read More...

୩ ମାସରେ ଗଲାଣି ୧୦୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ବୈଶ୍ବିକ ମହାମାରୀ କରୋନା ଭୂତାଣୁ ବିରୋଧରେ ଛାମୁଆଁ ଲଢେଇ କରୁଛନ୍ତି ଡାକ୍ତର ଓ ପାରାମେଡିକୋ କର୍ମଚାରୀ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧିରେ ଡାକ୍ତରୀ ଦଳଙ୍କ…
Read More...

ରାସ୍ତାରେ ଆଣ୍ଠୁଏ କାଦୁଅ, ଆସିପାରିଲାନି ଆମ୍ବୁଲାନ୍ସ : ଖଟିଆରେ ୩କିମି ବୁହାହେଲେ ପକ୍ଷାଘାତ ରୋଗୀ

ଚାନ୍ଦବାଲି : ରାସ୍ତା ଅବସ୍ଥା ଏପରି ବିପର୍ଯ୍ୟସ୍ତ ହୋଇଛି ଯେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଗଁା ଭିତରକୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ଗୁରୁତର ପକ୍ଷାଘାତ ରୋଗୀଙ୍କୁ ଖଟିିଆରେ ୩କିମି ବୋହିବାକୁ ପଡ଼ିଲା। ଗଁା…
Read More...

ଉତ୍ତର ପ୍ରଦେଶର ଗୁଣ୍ଡା ସଂସ୍କୃତି : ଦେଶର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ

କୁଖ୍ୟାତ ଅପରାଧୀଙ୍କୁ ପାଳିବା ଏବଂ ସେମାନଙ୍କୁ ସମୟ ସୁଯୋଗ ଦେଖି ବ୍ୟବହାର କରିବା, ଭାରତୀୟ ରାଜନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଅଧିକାଂଶ ଦଳ ଏହି ସଂସ୍କୃତିକୁ ଆଦରି ନେଇଥିବା ବେଳେ ସରକାରୀ ସ୍ତରରେ ମଧ୍ୟ…
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାବାସୀ

ଭୁବନେଶ୍ବର : ରାଜ୍ୟରେ ଶୁକ୍ରବାର ୫୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ…
Read More...

ଅଚିହ୍ନା ଶବର ସାଥୀ ମଧୁସ୍ମିତା; ୧୮ଶହ ଉଠାଇଲେଣି, ୨ ଶହ ସତ୍କାର କଲେଣି

ଭୁବନେଶ୍ୱର : ‘ମୁଁ ଅଚିହ୍ନା ଶବର ସାଥୀ। ଅସହାୟ ଓ ଅବହେଳିତଙ୍କ ଲାଗି ପୂର୍ଣ୍ଣ ସମର୍ପିତ। ଯାହାର କେହି ନାହାନ୍ତି ତା’ର ମୁଁ ଅଛି।’ ଏ କଥା କହିଛନ୍ତି ମଧୁସ୍ମିତା ପୃଷ୍ଟି। ଘର ସଂସାର ଜଞ୍ଜାଳ ଭିତରେ ବି ତାଙ୍କ ଆଖି…
Read More...

ସାପ କାମୁଡ଼ାରେ ଦମ୍ପତି ମୃତ, ନାତି ଗୁରୁତର

କିଶୋରଗଞ୍ଜ : ସାପ କାମୁଡ଼ାରେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଥାନା ପାଇକସାହିରେ ଶୁକ୍ରବାର ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ହୋଇଛି। ମୃତକ ହେଲେ ଭୋଳା ଗୋଚ୍ଛାୟତ(୬୫) ଓ ତାଙ୍କ ପତ୍ନୀ…
Read More...

୪ଦିନ ସ୍ବଳ୍ପବର୍ଷା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଶେଷ ସକ୍ରିୟ ହୋଇପାରୁ ନଥିବାରୁ ରାଜ୍ୟରେ ବର୍ଷା ପରିମାଣ ଧୀରେ ଧୀରେ କମିବାରେ ଲାଗିଛି। କେବଳ ଘୂର୍ଣ୍ଣିବଳୟ ଏବଂ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ଅଳ୍ପ କେତେକ ଜିଲାରେ…
Read More...

ରତ୍ନସିଂହାସନରୁ ପଥର ଗାଏବ ଘଟଣା : ମରାମତି ପୂର୍ବ ଫଟୋ ଦାଖଲକଲା ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ଅଭିଯୋଗର ତଦନ୍ତ କରାଯାଉଛି। ମନ୍ଦିର ପ୍ରଶାସନ ଅନୁରୋଧକ୍ରମେ ଶୁକ୍ରବାର ମରାମତି ପୂର୍ବ ଫଟୋ ଦାଖଲ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ…
Read More...

ଟ୍ରାଇବୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ଆଜି

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ମାମଲାର ଶୁଣାଣି ପୂର୍ବରୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଇସ୍ୟୁ ଫ୍ରେମ ପାଇଁ ଜୋର ଦିଆଯାଇଛି। ଆଜି ଇ-ମେଲ ମାଧ୍ୟମରେ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଜଣାଇ ଦିଆଯାଇଛି ଯେ…
Read More...

ଭାରତୀୟ ଦଳରୁ ବାଦ୍‍ପଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗାଙ୍ଗୁଲି

କଲକାତା : ୨୦୦୫ରେ ତାଙ୍କୁ ଜାତୀୟ ଦଳରୁ ବାଦ୍‍ଦେବା ପ୍ରସଙ୍ଗରେ ଶୁକ୍ରବାର ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଏହା ତାଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ଥିଲା। ଏପରି…
Read More...

ପ୍ରଥମ ଟେଷ୍ଟ: ବ୍ରାଥ୍‌ୱେଟ ଓ  ଡାର ୱିଚ୍‌ଙ୍କ  ଅର୍ଦ୍ଧଶତକ

ସାଉଥମ୍ପଟନ : ସାଉଥ୍‌ମ୍ପଟନର ରୋଜବାୱେଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଫାଷ୍ଟ ବୋଲର ଅଧିନାୟକ ଜାସନ ହୋଲଡର ଓ ସାନନ୍‌ ଗ୍ରାବିଏଲଙ୍କ…
Read More...

୨୦୧୯ ବିଶ୍ବକପ ସେମିଫାଇନାଲ ବିପର୍ଯ୍ୟୟ ଦୁଃଖଦ ଥିଲା : ଜାଡେଜା

ନୂଆଦିଲ୍ଲୀ : ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ କ୍ରିକେଟ ବିଶ୍ବକପରେ ଭାରତ ଲିଗ୍‌ ପର୍ୟ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ବିଦାୟ ନେଇଥିଲା। ସେମିଫାଇନାଲର ପରାଜୟ…
Read More...

ଶନିବାର ରାଶିଫଳ(୧୧/୦୭/୨୦୨୦)

ମେଷ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ନିରୋଳାରେ ରହିବାକୁ ପସନ୍ଦ କରିବେ। ବିବାଦୀୟ ବତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ବୃଷ: କାର୍ଯ୍ୟ ହାସଲ କରିବାକୁ ହେଲେ…
Read More...

ପୁଲିସର କଡ଼ା ଆଭିମୁଖ୍ୟ; ଅମାନିଆଁଙ୍କୁ ତାଗିଦ ସହିତ ମୃଦୁ ଲାଠିଚାଳନା

ବୁର୍ଲା : ବୁର୍ଲା ସହରରେ କରୋନା ଉଦବେଗଜନକ ହୋଇଥିବା ବେଳେ କରୋନା ଗୋଷ୍ଠୀ ସଂକ୍ରମଣ ସ୍ତିତିକୁ ଚାଲି ଆସିଲାଣି। ଜିଲ୍ଲା ପ୍ରଶାସନ ତରଫରୁ ବୁର୍ଲା ସହରର ସମୁଦାୟ ୫ଟି ୱାର୍ଡକୁ ଦୁଇଦିନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ…
Read More...

ପଣ୍ୟ ପରିବହନ: ପୂର୍ବତଟ ରେଳପଥ ଗଠନ କଲା ବିଜ୍‌ନେସ୍ ଡ଼େଭେଲମେଣ୍ଟ ୟୁନିଟ୍

ଭୁବନେଶ୍ବର:ରେଳ ପଣ୍ୟ ପରିବହନ କ୍ଷେତ୍ରରେ ପରିବହନ ବୃଦ୍ଧି ସହ ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ନିମନ୍ତେ ପୂର୍ବତଟ ରେଳପଥ ଦ୍ୱାରା ବିଜ୍‌ନେସ୍ ଡ଼େଭେଲପମେଣ୍ଟ ୟୁନିଟ୍ (ବିଡ଼ିୟୁ) ଗଠନ କରାଯାଇଛି । ଏଥିପାଇଁ…
Read More...

ପିଏନ୍‌ବିରେ ଆଉ ଏକ ଋଣ ଜାଲିଆତି: ଡ଼ିଏଚ୍ଏଫ୍ଏଲ୍ ଲଗାଇଛି ୩୭୦୦ କୋଟିର ଚୂନ

ମୁମ୍ୱାଇ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଦ୍ବାରା ୨୦୧୮ରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରେ ହୋଇଥିବା ୧୩,୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ମାମଲା ମନରୁ ଲିଭି ନ ଥିବାବେଳେ ଏବେ ପୁନର୍ବାର ଏହି…
Read More...

ମୁକେଶ ଅମ୍ବାନୀ ବିଶ୍ବର ୭ମ ଧନୀ ବ୍ୟକ୍ତି; ସମ୍ପତ୍ତି ୭୦ ବିଲିୟନ୍‌ ଡଲାର ଟପିଲା

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ମୁଖ୍ୟ ମୁକେଶ ଅମ୍ବାନୀ ହୋଇଛନ୍ତି ବିଶ୍ବର ସପ୍ତମ ଧନୀ ବ୍ୟକ୍ତି  ମୁକେଶଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ତାଙ୍କୁ ଏହି ସଫଳତା…
Read More...

ଯେଉଁଠି ୪୩% ସାଂସଦଙ୍କ ଉପରେ ଅପରାଧ ମାମଲା; ସେଠି ବିକାଶ ଦୁବେକୁ ରୋକିବ କିଏ?

ବିକାଶ ଦୁବେ ଏନକାଉଣ୍ଟର ଘଟଣା ପରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ପର୍ବ । ଅପରାଧୀ-ରାଜନେତା-ପୁଲିସ ସମ୍ପର୍କକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଯଦିଓ ଏହି ତିନି ଖମ୍ବର ସମ୍ପର୍କ ବହୁକାଳର ଓ ବହୁ ପରିଚିତ, ତଥାପି…
Read More...

ଜରୁରୀ ବୈଠକ ଡ଼ାକିଲେ ସୋନିଆ: ଶନିବାର ଦଳୀୟ ସାଂସଦଙ୍କ ସହ ଆଲୋଚନା

କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଦଳର ଲୋକସଭା ସାଂସଦଙ୍କ ସହ ଶନିବାର ଏକ ଜରୁରୀ ବୈଠକ କରିବେ । ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଦେଶର ସାମ୍ପ୍ରତିକ ସ୍ଥିତି ନେଇ ଏଥିରେ…
Read More...

କରୋନା ଛଡ଼େଇ ନେଇଛି ହାତରୁ କାମ-ତୁଣ୍ଡରୁ ଆହାର: କୁଳ ବେଉସା ବୁଡ଼ିଯିବା ଆଶଙ୍କାରେ ଚିନ୍ତାରେ କୁମ୍ଭାର

ବୁର୍ଲା: କରୋନା ଛଡ଼େଇ ନେଇଛି ହାତରୁ କାମ, ତୁଣ୍ଡରୁ ଆହାର ଶହଶହ ବର୍ଷର କୌଳିକ ପରମ୍ପରାକୁ ହରାଇବା ଓ ହଜାଇବା ଆଶଙ୍କାରେ କୁମ୍ଭାର। ଏହା କେବଳ ବୁର୍ଲା ନିକଟସ୍ଥ ସଦେଇପାଲି ଗାଁର କାହାଣୀ ନୁହେଁ, ସାରା ରାଜ୍ୟରେ ଏପରି…
Read More...

ରାଜ୍ୟର ୫ ଜିଲା ମାଓମୁକ୍ତ ଘୋଷିତ; ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡ଼ିଜିଙ୍କ ଆହ୍ବାନ

https://www.youtube.com/watch?v=Cxa4YbIK-4E ଭୁବନେଶ୍ବର/ସମ୍ବଲପୁର : ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ…
Read More...

୫ ମହିଳାଙ୍କୁ ବଳାତ୍କାର ପରେ ସାଇକେଲ ଚେନରେ ହତ୍ୟା; ‘‘ଚେନ୍-କିଲର’’କୁ ଫାଶୀ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଧମାନ  ଜିଲ୍ଲା କୋର୍ଟ  ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଂପୃକ୍ତ ଯୁବକ ୫ ଜଣ ମହିଳାଙ୍କୁ ବଳାତ୍କାର ପରେ ସାଇକେଲ ଚେନରେ…
Read More...

ରାତି ଅଧରେ ତଦନ୍ତ ଲାଗି ମହିଳାଙ୍କୁ ଡ଼ାକି ଚାକିରି ହରାଇଲେ ପୁଲିସ ବାବୁ

ଜଣେ ମହିଳାଙ୍କୁ ରାତି ଅଧରେ ତଦନ୍ତ ନିମନ୍ତେ ଡ଼ାକିବା ପୁଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ତାମିଲନାଡ଼ୁ ସରକାର ସମ୍ପୃକ୍ତ ପୁଲିସ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଘଟଣାଟି…
Read More...

ବୀରାପ୍ପାନରୁ ବିକାଶ ଦୁବେ: ୧୭ ବର୍ଷରେ ଦେଶର ୧୦ ବିବାଦୀୟ ଏନକାଉଣ୍ଟର

କାନପୁରରେ ଆଠ ଜଣ ପୋଲିସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ପୁଲିସ ଗୁଳିରେ ପ୍ରାଣ ହରାଇଛି । ଉତ୍ତରପ୍ରଦେଶ ପୁଲିସ ସୂଚନା ଅନୁସାରେ ବିକାଶ ଦୁବେଙ୍କୁ ନେଇ ଯାଉଥିବା…
Read More...

‘ମି-ଠୁ’ ଅଭିଯୋଗ ପରେ ନିଖୋଜ ସିଓଲ ମେୟରଙ୍କ ମୃତଦେହ ଉଦ୍ଧାର

ଦୁଇଦିନ ତଳେ ମି-ଠୁ ଅଭିଯୋଗ ଆସିଥିଲା ତାଙ୍କ ନାମରେ । ଏହାପରେ ସେ ନିଖୋଜ ହୋଇ ଯାଇଥିଲେ । ମାତ୍ର ଏହାର ଦିନକ ପରେ ମିଳିଥିଲା ତାଙ୍କର ମୃତ ଦେହ । ସେ ହେଉଛନ୍ତି ଦକ୍ଷିଣ କୋରିଆ ରାଜଧାନୀ ସିଓଲର ସିଟି ମେୟର ପାର୍କ ୱନ…
Read More...