ଆଜିଠୁ ସ୍ବର୍ଗଦ୍ବାର ଉପରେ ଲାଗିଲା କଟକଣା : ପୁରୀ ଛଡା ଅନ୍ୟ ଜିଲାର ଲୋକଙ୍କୁ ସ୍ବର୍ଗଦ୍ବାର ମନା

ପୁରୀ : ଆଜିଠୁ ପୁରୀ ବ୍ୟତୀତ ଅନ୍ୟ ଜିଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା। ମହାମାରୀ କରୋନା ଏବେ ଭୟଙ୍କର ସ୍ଥିତିରେ ରହିଛି। ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲାପାଳ ବଲୱନ୍ତ ସିଂ ଏହି ନିଷ୍ପତ୍ତି ନେଇଛନ୍ତି।…
Read More...

ଯୁବପିଢ଼ିଙ୍କ ମାନସିକତା

କରୋନା ସମସ୍ତଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବାରେ ଲାଗିଛି। ପିଲାଙ୍କ ପାଠପଢ଼ାରେ ଅନିୟମିତତା, ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ସହ ବୟସ୍କଲୋକଙ୍କ ବିରକ୍ତିଭାବ ଦିନକୁଦିନ ବୃଦ୍ଧି ପାଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଗତ…
Read More...

ଫେରୁଛନ୍ତି କମେଡି କିଙ୍ଗ କପିଲ

ଟେଲିଭିଜନ ଜଗତର ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମାଙ୍କ ହାସ୍ୟରସାତ୍ମକ କାର୍ଯ୍ୟକ୍ରମର ପ୍ରସାରଣ ଗତ କିଛି ମାସ ହେଲା ବନ୍ଦ ରହିଛି। କରୋନା ଭାଇରସ୍‌ର ଭୟାବହତା କାରଣରୁ ମୁମ୍ବଇରେ ସୁଟିଂ ବନ୍ଦ ଥିଲା। ଏବେ…
Read More...

ଆଜିଠାରୁ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ

ସାଉଥମ୍ପଟନ : କରୋନା ମହାମାରୀ ପାଇଁ ୩ ମାସରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ ପୁଣି ଫେରିବ। ଚଳଚଞ୍ଚଳ ହେବ ଷ୍ଟାଡ଼ିୟମ। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଓ ଅଶୀ ଦଶକର ଦୁର୍ଦ୍ଦର୍ଷ ଦଳ…
Read More...

ପରୀକ୍ଷାକୁ ନେଇ ୟୁଜିସି ସଂଶୋଧିତ ନିୟମାବଳୀ ପ୍ରସଙ୍ଗ : ତର୍ଜମା ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର :ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରୀକ୍ଷାକୁ ନେଇ ଗତକାଲି ସଂଶୋଧିତ ନିୟମାବଳୀ ଜାରି କରାଯାଇଥିଲା। ନିୟମ ମୁତାବକ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି…
Read More...

ଗୃହ ବିଭାଗର ଫତୁଆ : ଗଣମାଧ୍ୟମ ଆଗରେ ସରକାରୀ ଚାକିରିଆ ଖୋଲିପାରିବେନି ତୁଣ୍ଡ

ଭୁବନେଶ୍ୱର :ଏଣିକି କୌଣସି ବର୍ଗର ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ତୁଣ୍ଡ ଖୋଲିପାରିବେ ନାହିଁ। ଯଦି କୌଣସି ପ୍ରକାରେ ସାମାଜିକ ଗଣମାଧ୍ୟମ ଆଗରେ ସରକାରୀ ଚାକିରି ନିୟମିତ ହେଉ ଅବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ…
Read More...

ଆମେରିକା, ଅଷ୍ଟ୍ରେଲିଆ ବି ନିଷିଦ୍ଧ କରିବ ଚାଇନା ଆପ୍‌

ନୂଆଦିଲ୍ଲୀ : ଭାରତ ସରକାର ଚାଇନାର ୫୯ଟି ଆପ୍ସକୁ ନିଷିଦ୍ଧ କରିବା ପରେ ଆମେରିକା ଓ ଅଷ୍ଟ୍ରେଲିଆ ଅନୁରୂପ ପଦକ୍ଷେପ ନେବାକୁ ଯାଉଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆ ସରକାର ଟିକ୍‌ଟକ୍‌ ସମେତ ଅନ୍ୟାନ୍ୟ ଚାଇନା ଆପ୍ସକୁ…
Read More...

ତିନି ଠାକୁରଙ୍କ ରତ୍ନ ସିଂହାସନରୁ ଉଭାନ ପଦ୍ମ ପାଖୁଡ଼ା

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ହୋଇଥିବା ଅଭିଯୋଗ ହୋଇଛି। ପଥର କଢାଯାଇ ସେଠାରେ ସିମେଣ୍ଟ ଏବଂ ବାଲି ପଲସ୍ତରା କରାଯାଇଛି। ଶ୍ରୀଜୀଉଙ୍କ ରଥଯାତ୍ରା ସମୟରେ ରତ୍ନସିଂହାସନରୁ ପଥର କଢା…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ, ସାନିଟାଇଜର

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହାତକୁ ବାରମ୍ବାର ସାନିଟାଇଜ କରିବାକୁ କୁହାଯାଇଛି। ଏହାକୁ ନେଇ କେନ୍ଦ୍ର ସରକାର ଉଭୟ ସାଗମ୍ରୀକୁ ଜୁଲାଇ ୧ ଠାରୁ…
Read More...

ଲେଉଟିଲା ୨୨ବର୍ଷ ତଳର ନିଅଣ୍ଟିଆ ସ୍ଥିତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପାଇଁ କରୋନା ମହାମାରୀ ଏବେ ମହାସଙ୍କଟ ଭାବେ ଉଭା ହୋଇଛି। ଯାହାଫଳରେ ୨୨ବର୍ଷ ତଳର ବିତ୍ତୀୟ ନିଅଣ୍ଟ ସ୍ଥିତି ପୁଣିଥରେ ସରକାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କରୋନା ମହାମାରୀ ଯୋଗୁଁ…
Read More...

ମହାମାରୀ ସମୟରେ ମହଙ୍ଗା ବଜାର : ଯୋଗାଣ ବିଭାଗର ନିଘା ନାହିଁ

ଭୁବନେଶ୍ବର :ଖାଉଟି ବଜାରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର । ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ଚିନି ଓ ଅଟା ଦର ବଢିଥିବାବେଳେ ସାବୁନ୍‌ ଏବଂ ବିସ୍କୁଟ୍‌ ଯୋଗାଣ…
Read More...

ବ୍ୟାଘ୍ର ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ଜନଉପସ୍ଥିତି

ଭୁବନେଶ୍ବର : ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ପରିପୂର୍ଣ୍ଣତା ହାସଲ ଦିଗରେ ମୁଖ୍ୟ ବାଧକ ସାଜିଛି ଗ୍ରାମବାସୀଙ୍କ ଉପସ୍ଥିତି। ବ୍ୟାଘ୍ର ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ…
Read More...

ସାଲେପୁର ବିଧାୟକଙ୍କୁ କରୋନା

ସାଲେପୁର : ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା । ବାଲେଶ୍ଵର ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲା ସାଲେପୁର ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା କରୋନା ସଂକ୍ରମିତ…
Read More...

କରୋନା ପାଇଁ ବାତିଲ ବିମାନ ଟିକଟ ଅର୍ଥ ଫେରସ୍ତ ଦାବି, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବାତିଲ ହୋଇଥିବା ବିମାନର ଟିକଟ ବାବଦ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦାବି କରି ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ…
Read More...

ଦିନକ ପରେ ପୁଣି ବର୍ଷା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ରାଜ୍ୟରେ ଲାଗି ରହିଥିବା ବର୍ଷା କିଛିଟା ହ୍ରାସ ପାଇବ। କିନ୍ତୁ ଗୋଟିଏ ଦିନ ପରେ ୧୨ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଛି। କିଛି ଜିଲାର ଗୋଟିଏ…
Read More...

କରୋନା ମାନ୍ଦାବସ୍ଥା ଭିତରେ ଛାତ୍ରଙ୍କ ଷ୍ଟାର୍ଟଅପ୍ : ଗୋଟିଏ କ୍ଲିକ୍‌ରେ ଅନେକ ସେବା

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର କେତେକ ପୁରାତନ ଛାତ୍ର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। ଏକ ଆପ୍…
Read More...

ସୁରକ୍ଷିତ ନୁହଁ ‘ଅନୁଗୋଳ ବନସାଥୀ ଆପ’ !, ଆପ ଇନଷ୍ଟାଲ କଲେ ଉଡ଼ିଯାଉଛି ମୋବାଇଲର ଡାଟା

ବନ୍ତଳା: ହାତୀ-ମଣିଷ ସଂଘର୍ଷକୁ ରୋକିବା ସହ ଲୋକମାନଙ୍କ ସହ ସମ୍ପର୍କକୁ ଦୃଢ଼ କରିବାକୁ ବନ ବିଭାଗ ଆରମ୍ଭ କରିଛି ‘ଅନୁଗୋଳ ବନସାଥୀ ଆପ’। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଥିବା ଏହି ‘ଆପ’ ଏବେ ଲୋକଙ୍କ ପାଇଁ…
Read More...

ବ୍ରହ୍ମପୁର ଓ ଗଞ୍ଜାମ ସହରାଞ୍ଚଳ ପାଇଁ କଟକଣା, ୯ ରୁ ୧୩ ସଟ୍‌ଡାଉନ୍‌

ଛତ୍ରପୁର : ଗଞ୍ଜାମ ଜିଲାରେ କରୋନା ବସା​‌ ବାନ୍ଧିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ବ୍ରେକ ଦେବାକୁ ଆସନ୍ତା ୯ ତାରିଖରୁ ୧୩ ତାରିଖ ୫ ଦିନ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ…
Read More...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ଭୁବନେଶ୍ଵର ଆରଟିଓ-୧ ଅଫିସ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ଵର : କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ଵର ମହାନଗର ନିଗମ ରାଜଧାନୀର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ‌ ଶ୍ରୀୟା ଟକିଜ୍‌‌ ଛକ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଶାଖା ଏବଂ…
Read More...

କୁଖ୍ୟାତ ଅପରାଧୀ ବିକାଶ ଦୁବେର ବୋହୂ ସହ ୩ ଗିରଫ

କାନପୁର : କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗ ଦ୍ବାରା ଜୁଳାଇ ୩ରେ ବିକ୍ରୁ ଗ୍ରାମରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।…
Read More...

ବୁଧବାର ରାଶିଫଳ (୮। ୭। ୨୦୨୦)

 ମେଷ: ଆୟ ଅଧିକ ହେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବୃଷ:…
Read More...

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା

ବ୍ଲୁମବର୍ଗ : ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ମଙ୍ଗଳବାର ବୋଲସୋନାରୋ (୬୫) ଟେଲିଭିଜନ ଜରିଆରେ ଘୋଷଣା କରିଛନ୍ତି। ତାଙ୍କ ଠାରେ ଜ୍ବର ଓ…
Read More...

ଜନକଲ୍ୟାଣ ପାଇଁ ମହାନଦୀ ଦ୍ୱିତୀୟ ସେତୁ ତଳେ ପୂଜାର୍ଚ୍ଚନା

ସମ୍ବଲପୁର : ଜନତାଙ୍କ ଗମନାଗମନର ସୁବିଧା ପାଇଁ ସମ୍ବଲପୁରର କଚେରୀ ଛକ ଠାରୁ ମହାନଦୀର ଅପରପାର୍ଶ୍ବରେ ଥିବା ଚାଉଁରପୁରକୁ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରାଯାଇଛି। ଏହି ସେତୁ ନିର୍ମାଣ ଆରମ୍ଭ ସମୟରୁ ଏହି ସେତୁ…
Read More...

ବରିଷ୍ଠ ନାଗରିକଙ୍କୁ ଘର ପାଖରେ ମିଳିବ ଡ଼ାକ୍ତରୀ ଚିକିତ୍ସା; ଆରମ୍ଭ ହେବ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ବରିଷ୍ଠ ନାଗରିକମାନେ ଆଉ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଯିବେ ନାହିଁ । ସେମାନଙ୍କ ନିମନ୍ତେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ । ଆସନ୍ତା ଅକ୍ଟୋବର ପହିଲାରୁ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ବ୍ୟବସ୍ଥା…
Read More...

ବଡକୁଟୃ ଉପ ସ୍ୱାସ୍ଥ୍ୟ କେନ୍ଦ୍ର କହୁଛି ଅଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥା

କଲମପୁର : ଲୋକଙ୍କ ଜ୍ୱର ହେଉ ଅଥବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଥବା କୌଣସି ପ୍ରସୁତି କିମ୍ବା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଶିଶୁଙ୍କ ପ୍ରଜତ୍ନ ସବୁ କାମ ହେଇଥାଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର…
Read More...

କରୋନା କରୁଛି କଲବଲ: ବଢ଼ୁଛି ବଜାର ଦର, ଖାଉଟି ହନ୍ତସନ୍ତ, ଯୋଗାଣ ବିଭାଗ ନିଧଡ଼କ

ଭୁବନେଶ୍ବର:ଖାଉଟି ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର ।  ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢ଼ି ଚାଲିଛି ।  ଯୋଗାଣ ବିଭାଗ ଏସବୁ ​ବେଆଇନ…
Read More...

ଅମାନିଆଙ୍କୁ ବଳ ନାହିଁ: ଭିସୁଟରୁ ଜନବସତିକୁ ବ୍ୟାପୁଛି କରୋନା, ସଂକ୍ରମିତ ସଂଖ୍ୟା ୧୦କୁ ବୃଦ୍ଧି

ବୁର୍ଲା: ଭିସୁଟରେ କରୋନା ସଂକ୍ରମଣ ବଢ଼ୁଛି। ତା’ ସହିତ ଭିସୁଟରୁ ବୁର୍ଲା ଜନବସତି ଆଡ଼କୁ ସଂକ୍ରମଣ ବ୍ୟାପୁଛି। କରୋନା ଭୂତାଣୁ ଭୁସିଟ କ୍ୟାମ୍ପସରୁ ବାହାରି ବୁର୍ଲାର ୩ଟି ବସତିରେ ନିଜ ଉପସ୍ଥିତି ଜାହିର କଲାଣି। ସିଭିଲ…
Read More...

ଯାତ୍ରୀ ଅଭାବ: ବନ୍ଦ ହେବ ରାଜ୍ୟରେ ଚାଲୁଥିବା ୩ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର:ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ…
Read More...

ପିପିଇ କିଟ୍ ପିନ୍ଧି ଗହଣା ଦୋକାନରେ ଚୋରି; ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ଗହଣା

ମହାରାଷ୍ଟ୍ରର ସାତାରା ଅଞ୍ଚଳରେ ଏକ ବିଚିତ୍ର ଘଟଣା ଘଟିଛି । ଚାରି ଚୋର ପିପିଇ କିଟ୍ ପିନ୍ଧି ଏକ ଗହଣା ଦୋକାନରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ…
Read More...

ଓଡ଼ିଶାରୁ ଧରା ପଡ଼ିଲା ଧଳା ଚିକ୍ ଚିକ୍ ବିରଳ ସାପ

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ…
Read More...

ଟିପିଏସଏଲ ବିସ୍ଫୋରଣ: ଗୁରୁତର ଆହତ ଶ୍ରମିକଙ୍କ ମଧ୍ୟରୁ ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଥିବା ଠାକୁର ପ୍ରସାଦ ସାଓ ଲିମିଟେଡ(ଟିପିଏସଏଲ) ସ୍ପଞ୍ଜ ଆଇରନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଦୁର୍ଘଟଣାରେ ଗୁରୁତର ଥିବା ଜଣେ ଶ୍ରମିକଙ୍କ ଆଜି ମୃତ୍ୟୁ…
Read More...

ସତ ପୁଲିସ ଗାଡ଼ିରେ ମିଛ ପୁଲିସ: ଆଇଜିଙ୍କ ଇନୋଭାରେ ବୁଲି ମାଗୁଥିଲେ ବଟି

ନାଲିବତି ଲାଗିଥିବା ପୁଲିସ ଗାଡ଼ି; କିଏ କାହିଁ କି ଅବିଶ୍ବାସ କରିବ ?  ସତ ଗାଡ଼ିରେ ମିଛ ପୁଲିସ ଯେ ବୁଲିବୁଲି ବଟି ମାଗୁଥିବେ ଏ କଥା କାହା ମନକୁ ଆସିବ କାହିଁକି ? ହେଲେ ଏପରି ଘଟଣା ଘଟିଛି ଆଉ ଏହି ଘଟଣା ରାଜଧାନୀ…
Read More...

ଭିଡ଼ିଓ କନ୍ଫରେନ୍ସିଂରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ସମ୍ବଲପୁର,୭ା୭(ସହର): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଂଚମ ଏବଂ ପୂର୍ବର ଗଙ୍ଗାଧର ମେହେର ମହାବିଦ୍ୟାଳୟର ୭୬ତମ ପ୍ରତିଷ୍ଠା ଦିବସ ଅବସରରେ ଭର୍ଚୁଆଲ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କ଼ୁଳପତି ପ୍ରଫେସର…
Read More...

ସମ୍ବଲପୁର ଜିଲାରେ ଆକ୍ରାନ୍ତ ସଂଖ୍ୟା ଟପିଲା ୧୦୦

ସମ୍ବଲପୁର: ସମ୍ବଲପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୫୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରେ ସମ୍ବଲପୁର ଜିଲାର…
Read More...

‘ମୋ ସରକାର’ରେ କୋଭିଡ ପରିଚାଳନା ; ସଂଗ୍ରହ ହେବ ଫିଡବ୍ୟାକ

ଭୁବନେଶ୍ବର : କରୋନା ମୁକାମବିଲା ଓ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତରା ମଙ୍ଗଳବାର ଭିଡିଓ କନଫରେନ୍ସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋଭିଡ ପରିଚାଳନାକୁ ‘ମୋ ସରକାର’ରେ ସାମିଲ…
Read More...

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ; ରେଳଧାରଣାରୁ ମିଳିଲା ମୃତଦେହ

ଭୁବନେଶ୍ବର : ଯୁବପିଢ଼ିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଞ୍ଚିବା ପାଇଁ ବାଟ ଦେଖାଉଥିବା ମାନବପ୍ରେମୀ ଆଦିତ୍ୟ ଦାସ ଚିରଦିନ ପାଇଁ ମଙ୍ଗଳବାର ଆଖି ବୁଜିଛନ୍ତି। ସୋଶିଆଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା…
Read More...

ଅମନିଆଙ୍କୁ ସାବାଡ଼ ପାଇଁ ଆକ୍ସନ ମୁଡରେ ନୂଆ ଉପଜିଲାପାଳ

ଟିଟିଲାଗଡ଼: ଆକ୍ସନ ମୁଡରେ ଟିଟିଲାଗଡ଼ ନୂଆ ଉପଜିଲାପାଳ ସୋମେଶ ଉପାଧ୍ୟାୟ। କରୋନା ସଂକ୍ରମଣକୁ କିଭଳି ଭାବେ ରୋକାଯାଇ ପାରବି ଓ ଅମାନିଆଙ୍କୁ ସାବାଡ କରାଯାଇ ପାରିବ ସେ ନେଇ କରୋନା କଟକଣାକୁ କଡ଼ାକଡି ଭାବେ ଲାଗୁ…
Read More...

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ ; ମୋଟ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜୀବନ ନେଇଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ଜଣେ କଟକ ଜିଲାର ରହିଛନ୍ତି । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ଗଞ୍ଜାମ ଜିଲାରେ ୨୪ ଓ କଟକରେ ୫ରେ…
Read More...

ରାଜ୍ୟରେ ୧୦ ହଜାର ଟପିଲା କରୋନା ; ଦିନକରେ ସର୍ବାଧିକ ୫୭୧ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରରୁ ୪୦୩ ଓ ସ୍ଥାନୀୟ ଆକ୍ରାନ୍ତ ୧୬୮ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ…
Read More...

ସିର୍ଲା ଜଙ୍ଗଲରେ ଏନକାଉଣ୍ଟର ; ଜଣେ ମାଓବାଦୀ ମୃତ, ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।  ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜଣେ ମାଓବାଦୀ ମୃତ୍ୟୁ ହୋଇଥିବା…
Read More...

ବାଲୁକା ଆନିମେସନ ମାଧ୍ୟମରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ବର : ଆଜି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ। ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରରେ ବାଲୁକା କଳାରେ ଖ୍ୟାତି ଅର୍ଜନ କରିଥିବା କଳାକାର ମାନସ କୁମାର ସାହୁ ଧୋନିଙ୍କୁ ଶୁଭେଚ୍ଛା…
Read More...

କୋହଳ ହେଲା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ; ଲକ୍‌ ଡାଉନ୍‌ରେ ୧୦ ବର୍ଷ ହୋଇଥିଲେ ବାଳିକା ଖୋଲିପାରିବେ ଖାତା

ନୂଆଦିଲ୍ଲୀ : କୋହୋଳ ହେଲା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ । କୋଭିଡ୍‌ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବାଳିକାଙ୍କ ପାଇଁ ନିବେଶ ଉପରେ ସବୁଠୁ ଆକର୍ଷଣୀୟ ରିଟର୍ଣ୍ଣ ଦେଉଥିବା ଏହି ଲୋକପ୍ରିୟ ଯୋଜନାରେ…
Read More...

ବିଷ୍ଣୁଙ୍କ ବିୟୋଗରେ ଶୋକ

ଜଗତସିଂହପୁର :  ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ଜଗତସିଂହପୁରରେ ଅନୁଷ୍ଠିତ ହେବ।  ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲାର ବହୁ…
Read More...

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରଜରାଜନଗର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘର ସମେତ ୩ଟି ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ରାଉରକେଲା ଭିଜିଲାନ୍ସ ଡିଏସ୍‌ପି…
Read More...

ଅବସରପ୍ରାପ୍ତ ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କୁ କେନ୍ଦ୍ର ଦେଲା ଗୁରୁତ୍ଵପୂର୍ଣ୍ଣ ନିଯୁକ୍ତି

ଗତ ​‌ମେ ମାସ​‌ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଇଞ୍ଜେଟି ଶ୍ରୀନିବାସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଯୁକ୍ତି । ତାଙ୍କୁ ଆନ୍ତର୍ଜାତିକ ଆର୍ଥିକ ସେବା…
Read More...

ରୋଜିମୃତ୍ୟୁ ହତ୍ୟା ନାଁ ଆତ୍ମହତ୍ୟା ଦୁବିଧାରେ ପୋଲିସ

ବରପାଲି :ବରପାଲି ବ୍ଲକ ଫୁଲାପାଲି ରଙ୍ଗାଟିକିରା ଗାଁରୁ ପୋଲିସ ଜୈନେକା ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛ୍ୟଦ ନିମନ୍ତେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେଇଛି। ସୋମବାର ପୁର୍ବାହ୍ନ ସମୟରେ…
Read More...

କ୍ବାରେନଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭରେ ଆକ୍ରାନ୍ତ ହେବା କଥା ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ଗତ…
Read More...

ଚାଷକାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଯୁବକ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ କାଶିପୁର ଗ୍ରାମରେ ଚାଷ ଜମିରେ ଫଶିଯାଇଥିବା ଏକ ଟ୍ରାକ୍ଟର କୁ ଉଠାଇବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ତାହା ତଳେ ଚାପି ହୋଇ ବାପି ନାଏକ (୨୬) ନାମକ ଜଣେ…
Read More...

ପରପାରିରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ

ଭୁବନେଶ୍ବର: ବରିଷ୍ଠ ବିଜେଡ଼ି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁଚରଣ ଦାସଙ୍କ ୬୬ବର୍ଷରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ୬ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ଥିଲେ…
Read More...

ଇନ୍ଦ୍ରାବତୀ ବାମ, ଦକ୍ଷିଣ ମୁଖ୍ୟ କେନାଲ ସମେତ ଉଠା ଜଳ ସେଚନରୁ ଆରମ୍ଭ ହେଲା ଜଳସେଚନ

କଲମପୁର : ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ପୂର୍ବ ସୁଚନା ଅନୁସାରେ ସୋମବାର ସକାଳ ୧୦ଟାରୁ ଏହି ପ୍ରକଳ୍ପର ବାମ ମୁଖ୍ୟ କେନାଲ, ଦକ୍ଷିଣ ମୁଖ୍ୟ କେନାଲ ଓ ଉଠା ଜଳ ସେଚନ ପ୍ରକଳ୍ପ ରୁ ଖରିଫ ଚାଷ ପାଇଁ ଜଳ ସେଚନ ଆରମ୍ଭ…
Read More...

ଶ୍ରାବଣମାସର ପ୍ରଥମ ସୋମବାର, ବିନା ଭକ୍ତରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଜଳାଭିଷେକନୀତି

ଆରଡି:  ପୂର୍ଣ୍ଣିମା ତିଥି ଅନୁଯାୟୀ ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ସମ୍ପନ୍ନ ହୋଇଛି ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କର ଜଳାଭିଷେକ ନୀତିକାନ୍ତି। ଏହି ପବିତ୍ରମାସରେ ହଜାର-ହଜାର ଶ୍ରଦ୍ଧାଳୁ ଏକମାସ…
Read More...

ଓଡ଼ିଶା ଔଷଧ ନିଗମର ଆଉ ଏକ ଦୁର୍ନୀତିର ପର୍ଦାଫାସ କଲା କଂଗ୍ରେସ, ଆଶାକର୍ମୀ ମାନଙ୍କ ପାଇଁ ମୋବାଇଲ କିଣାରେ ଦୁର୍ନୀତିର…

ଭୁବନେଶ୍ୱର :  କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଥିଲା। ମାକ୍ସ, ପିପିଇ, ସାନିଟାଇଜର,…
Read More...

ମା ପେଟରେ ଥାଇ ବାପାକୁ ଖୋଜୁଛି ଶିଶୁ, ନ୍ୟାୟ ଅପେକ୍ଷାରେ ଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ଯୁବତୀ

ବଲାଙ୍ଗୀର : ବିବାହର ପ୍ରଲୋଭନ ଦେଖାଇ ବାରଣ ସତ୍ୱେ ଶାରୀରିକ ସଂପର୍କ ରଖି ଦୁଷ୍କର୍ମ କଲା ପଡୋଶୀ ଯୁବକ। କାହାକୁ କିଛି ନକହିଲେ ବାହା ହେବ ବୋଲି କହି ଯୁବତୀର ମୁହଁବନ୍ଦ କରିଦେଲା। ମାସକ ପରେ ମାସେ ବିତିଚାଲିଲା, ଭୁଲ…
Read More...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ, ୬୪୮୬ରେ ପହଞ୍ଚିଲା ମୋଟ୍ ସୁସ୍ଥ ସଂଖ୍ୟା

ଭୁବନେଶ୍ବର : ଆଜି ରାଜ୍ୟରୁ ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମୋଟ ସଂଖ୍ୟା ୬୪୮୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

କୋଭିଡ୍ ହସ୍ପିଟାଲର କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଛୁ

ନବରଙ୍ଗପୁର : କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଛୁ । ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ହୋଇଛନ୍ତି । ମେଡିକାଲ୍ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚମ୍ପଟ ନେଇ ହସ୍ପିଟାଲ…
Read More...

ଆଜିଠୁ ଖୋଲିବ ଦେଶର ଐତିହ୍ୟ କୀର୍ତ୍ତିରାଜି, କରୋନା କଟକଣା ମାନି ବୁଲିବେ ପର୍ଯ୍ୟଟକ

ନୂଆଦିଲ୍ଲୀ : ସୋମବାର ଠାରୁ ଖୋଲୁଛି ଦେଶର ଐତିହ୍ୟସ୍ଥଳ। ମହାମାରୀ କରୋନା ପାଇଁ ଲକ୍ ଡାଉନ ହେବାର ପ୍ରାୟ ଶହେ ଦିନ ପରେ ଦେଶର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତତ୍ତ୍ୱାବଧାନରେ ଥିବା ଦେଶର ୮୨୦ଟି…
Read More...

ଚୌଦ୍ବାର ଜେଲ୍‌ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

କଟକ : କଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର  ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ…
Read More...

ଯାଜପୁର ଧର୍ମଶାଳାରେ ବୀଭତ୍ସ ହତ୍ୟାକାଣ୍ଡ : ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ମାଆ ମୃତ, ବାପା ଓ ଝିଅ…

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତ୍ରିରେ  ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୩ ଜଣଙ୍କୁ ମରାଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ମା’ର ଘଟଣାସ୍ଥଳରେ…
Read More...

ସୋମବାର ଅଦାଲତରେ ହାଜର ହେବେ ବୀରମିତ୍ରପୁର ଥାନାର ବହିଷ୍କୃତ ଅଧିକାରୀ

ସୁନ୍ଦରଗଡ଼ :  କ୍ରାଇମବ୍ରାଞ୍ଚ ଟିମ ବହିଷ୍କୃତ ଇନ୍ସପେକ୍ଟରଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପରେ ରିମାଣ୍ଡରେ ନେଇଥିଲେ। ଆସନ୍ତାକାଲି (ସୋମବାର) ଦିନ ରିମାଣ୍ଡ ଅବଧି ଶେଷ ହୋଇଯାଉଥିବାରୁ ବହିଷ୍କୃତ…
Read More...

ବିବାଦ ସତ୍ବେ ଭାରତରେ ବଢ଼ୁଛି ଚୀନ ନିର୍ମିତ ମୋବାଇଲ ଚାହିଦା

ଆନ୍ତର୍ଜାତିକ ସ୍ମାର୍ଟଫୋନ୍ ବଜାରରେ ଚୀନ୍ କମ୍ପାନୀର ଅଂଶ ୩୪%, ଆପଲ ୧୪%, ସାମସଙ୍ଗ ବଜାର ୨୦% ଚୀନରେ ଓପୋ, ଭିଭୋ, ଶାଓମୀ ମୋବାଇଲ ଅବସ୍ଥା ଖରାପ, ଗୋଟିଏ ବର୍ଷରେ ତିନି କମ୍ପାନୀର ବଜାର ହ୍ରାସ ଭାରତରେ…
Read More...

ଆତ୍ମନିର୍ଭରଶୀଳତାର ଉଦାହରଣ ବୁଲୁ ଭାଇ

ବାଲେଶ୍ୱର : ଉଚ୍ଚ ଶିକ୍ଷିତ ହୋଇ ବି ଚାହା ଦୋକାନ କରି ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରି ପାରିଛନ୍ତି ବୁଲୁ ଭାଇ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର କାହିଁକି ସାରା କଚେରୀ ମାର୍କେଟ ଅଞ୍ଚଳରେ ବୁଲୁ…
Read More...

କ୍ୱାରେନ୍‌ଟାଇନ ନିୟମ ଉଲଙ୍ଘନ ; ବରିଷ୍ଠ ବୀମା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ସମ୍ବଲପୁର: ବୁଢ଼ାରଜାସ୍ଥିତ ଭାରତୀୟ ଜୀବନବୀମା ନିଗମ ସମ୍ବଲପୁର ଡିଭିଜନ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଇଁଠାପାଲି ଥାନାରେ କ୍ୱାରେନ୍‌ଟାଇନ୍‌ ନିୟମ ଉଲଙ୍ଘନକୁ ନେଇ ମାମଲା ରୁଜୁ ହୋଇଛି। ଏହାସହିତ…
Read More...

ଆତ୍ମହତ୍ୟା ପାଇଁ ଟାଓ୍ବାର ଉପରକୁ ଚଢିଲେ ମହିଳା, ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଫୁଲବାଣୀ : ଆତ୍ମହତ୍ୟା ପାଇଁ ଟାଓ୍ବାର ଉପରକୁ ଚଢିଥିଲେ ଜଣେ ମହିଳା, ତେବେ ତାଙ୍କର ଜୀବନ ବଞ୍ଚାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଫଳରେ ରବିବାର ଏକ ନିଶ୍ଚିତ…
Read More...

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ’ୟୁ-ଟର୍ଣ୍ଣ’: ଚୀନ ନୁହେଁ କଣ୍ଟ୍ରି ଅଫିସରୁ ମିଳିଥିଲା କରୋନା ସୂଚନା

ଚୀନର ଉହାନ ସହର କରୋନାର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଛି । ଚୀନରେ କରୋନା ବ୍ୟାପିବା ନେଇ ସୂଚନା ଗୋପନ ରଖିବା ନେଇ ବିିଭିନ୍ନ ଦେଶ ଅଭିଯୋଗ କରୁଛନ୍ତି । ଏପରି କ୍ଷେତ୍ରରେ ପ୍ରଥମଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…
Read More...

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି

ବ୍ରଜରାଜନଗର : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି…
Read More...

ଦେଶରେ ୪୬.୯% ଯୁବକ: ଶିଶୁ ଜନ୍ମରେ ବିହାର-ଉତ୍ତରପ୍ରଦେଶ ଆଗରେ

ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନ ଜାରି କଲେ ୨୦୧୮ ନମୁନା ରେଜିଷ୍ଟ୍ରେସନ ରିପୋର୍ଟ ରିପୋର୍ଟ ଅନୁସାରେ ଦେଶରେ ୪୬.୯% ଯୁବକ, ସେମାନଙ୍କ ମଧ୍ୟରୁ ୪୭.୪% ପୁରୁଷ, ୪୬% ମହିଳା  ଭାରତ…
Read More...

ପାଳିରେ ଚାଲିଛି କଳାପଥର ଡାକ୍ତରଖାନା, ଫାର୍ମାସିଷ୍ଟଙ୍କ ଉପରେ ନିର୍ଭର ରୋଗୀ

ବାଙ୍କୀ: କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଠାରେ ଥିବା ସରକାରୀ ଡାକ୍ତରଖାନା ପଶ୍ଚିମବାଙ୍କୀ ଅଞ୍ଚଳର ଏକମାତ୍ର ସରକାରୀ ଡାକ୍ତରଖାନା ହୋଇଥିବା ବେଳେ ଏଠାରେ ଜନସାଧାରଣଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା…
Read More...

ପରଲୋକରେ ‘ବଚନ ଦାଦା’: କ୍ରିଡା ଓ ଶିକ୍ଷାପ୍ରେମୀ ମହଲରେ ଶୋକର ଛାୟା 

ସମ୍ବଲପୁର: ଓଡିଶାର କ୍ରିଡାଜଗତର ଖ୍ୟାତନାମା ତଥା ବରିଷ୍ଠ ଫୁଟବଲ ଖେଳାଳୀ ଏବଂ ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ କଲେଜର ପୂର୍ବତନ ଅଧିକ୍ଷ ବୀର ବାହାଦୂର ସିଂହ ଓରଫ ‘ବଚନ ଦାଦା’ ଙ୍କର ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ…
Read More...

ମାସ୍କ ନ ପିନ୍ଧିଲେ ୧୦ ହଜାର ଟଙ୍କା ଜୋରିମାନା

ପ୍ରଥମ ରାଜ୍ୟ ଭାବରେ କେରଳ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛି । ଆସନ୍ତା ୨୦୨୧ ଜୁଲାଇମାସ ପର୍ଯ୍ୟନ୍ତ କରୋନା କଟକଣା ବଳବତ୍ତର ରଖାଯିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହ ମାସ୍କ…
Read More...

କରୋନା କଟକଣାକୁ ଫୁ ; ରାସ୍ତା ଜଗିଲେ ନୂଆ ଉପଜିଲାପାଳ

ଟିଟିଲାଗଡ଼:  ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗୀର ଜିଲାପାଳ ଜିଲାର ସମସ୍ତ ଅଞ୍ଚଳରେ ସପ୍ତାହକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଜରୁରୀ କାର୍ଯ୍ୟ ବ୍ୟତିିତ…
Read More...

କାହା ପାଇଁ ଯୋଜନା; ଆବାସ ଘର ସାତ ସପନ ମିଲୁନାହିଁ ବାର୍ଦ୍ଧକ୍ୟ ଭତ୍ତା , ଝାଟିମାଟି ଘରେ କଟୁଛି ଜୀବନ

ବେଲପଡା: କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗରିବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଗଣେଷ ପରିବାରକୁ ଦେଖିଲେ ସବୁତକ ଯୋଜନା ଖାତା କଲମରେ ସୀମିତ ରହୁଥିବା ଜଣାପଡ଼ିଛି। ବେଲପଡା ବ୍ଲକ ଯୁବା ପଞ୍ଚାୟତ…
Read More...

ଡ଼ାକ୍ତରରୁ ଆଇଏଏସ୍: ‘ତୁମେ କଣ କଲେକ୍ଟର‘ ଆକ୍ଷେପ ବଦଳାଇଦେଲା ଜୀବନ

କରୋନା ସାରା ବିଶ୍ବକୁ ବିବ୍ରତ କରି ରଖିଛି । ଏପରି ସଙ୍କଟ ସମୟରେ ଦେଶ ତଥା ବିଶ୍ବକୁ ବଞ୍ଚାଇବା ପାଇଁ କରୋନା ଯୋଦ୍ଧାମାନେ ଦିନରାତି କାମରେ ଲାଗିଛନ୍ତି । ଡ଼ାକ୍ତରଖାନାରେ ଡ଼ାକ୍ତର, ରାସ୍ତାରେ ପୁଲିସ ଆଉ ପ୍ରଶାସନିକ…
Read More...

ଆଦିତ୍ୟ ବାହିନୀ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଦେବଗଡ: ଆଦିତ୍ୟ ବାହିନୀ ଦେବଗଡ ଶାଖା ପକ୍ଷରୁ ସ୍ଥାନୀୟ ନ୍ୟୁ ପଣ୍ଡାସାହି କଲୋନୀ ସ୍ଥିତ ଆଦିତ୍ୟ ବାହିନୀ ଜିଲା କାର୍ଯ୍ୟାଳୟରେ ରବିବାର ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଆଦିତ୍ୟ ବାହିନୀ , ଦେବଗଡ…
Read More...

ଦେବଗଡରେ ବାହୁଡା ଯାତ୍ରା ସମ୍ପନ୍ନ ; ଘୋଡା ଗାଡିରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହୁଡିଲେ ତିନିଠାକୁର

ଦେବଗଡ଼ : ମାନ୍ୟବର ସୁପ୍ରୀମ କୋର୍ଟ ରଥଯାତ୍ରା ଉପରେ କଟକଣା ଲଗାଇବା ପରେ ଦେବଗଡରେ ଚଳିତ ବର୍ଷ ବିଧି ରକ୍ଷା ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ସାମାଜିକ ଦୂରତ୍ୱ ନିୟମ ପାଳନ…
Read More...

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ପହଞ୍ଚିଲେ କ୍ରିକେଟ ତାରକା ଶିଖର ଧାୱନ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେସନ ନିକଟ କଲୋନୀରେ ପହଞ୍ଚିଛନ୍ତି କ୍ରିକେଟ ଖେଳାଳି ଶିଖର ଧାୱନ । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା…
Read More...

କରୋନା ପାଇଁ ବୋଲବମଙ୍କୁ ଜଳଲାଗି ମନା; ଆଖଣ୍ଡଳମଣି ପୀଠରେ ୧୪୪ଧାରା ଜାରି

ଆରଡି: ଆସନ୍ତା କାଲିଠୁ ଆରମ୍ଭ ହେଉଛି ଚଳିତବର୍ଷ ଶ୍ରାବଣୀଯାତ୍ରା। ଏହି ଅବସରରେ ବିଭିନ୍ନ ଶୈବକ୍ଷେତ୍ର ହୋଇ ଉଠିଥାନ୍ତା ଉତ୍ସବମୁଖର। ହେଲେ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ ମାସରୁ ଉର୍ଦ୍ଧ ହେବ କଟକଣା ଜାରି…
Read More...

ଦମ୍ପତିଙ୍କୁ କରୋନା: ଗାଁ ସିଲ୍ କଲେ ଜିଲାପାଳ

ଗଜପତି ଜିଲା ମୋହନା ବ୍ଳକର ପିଣ୍ଡିକି ଗାଁକୁ ସିଲ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲାପାଳ । ଗାଁରୁ ଏକ ଦମ୍ପତି କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ଗାଁକୁ ସପ୍ତାହକ…
Read More...

ପୋଖରୀରେ ବୁଡି ୪ବର୍ଷ ଶିଶୁର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ମାଛଗଡ ପଞ୍ଚାୟତ ଗୟଳକୁଣ୍ଡ ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ୪ ବର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି। ମୃତ ଶିଶୁ ଜଣଙ୍କ ଡେବେରେ…
Read More...

ଜନ୍ମଦିନ ଭୋଜି ଦେଇ କରୋନା ନିମନ୍ତ୍ରଣ: ପ୍ରାଣ ହରାଇଲେ ହୀରା ବ୍ୟବସାୟୀ

ନିଜର ୬୩ତମ ଜନ୍ମଦିନ ଭୋଜି ଦେବାର ଦୁଇଦିନ ପରେ  ଜଣେ ବିଶିଷ୍ଟ ହୀରା ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ପୁରା ସହରରେ କୋକୁଆ ଭୟ । ଏହି ଭୋଜିରେ ସହରର ଜୁଏଲାରୀ ଆସୋସିଏସନର ପ୍ରାୟ ୧୫୦ ସଦସ୍ୟଙ୍କ ସହ କ୍ଷମତାସୀନ ତେଲଙ୍ଗାନା…
Read More...

ଚାଇନିଜ ଆପକୁ ମାତ୍ ଦେଉଛି ସ୍ବଦେଶୀ ଆପ.. ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…

ନୂଆଦିଲ୍ଲୀ : ଚୀନ ଭାରତୀୟ ସୀମାରେ ଅସାନ୍ତ ପରିସ୍ଥିତି ସୃଷ୍ଟି କରିବା ପରେ ଚୀନ ସାମଗ୍ରୀକୁ ବୟକଟ୍ କରିବାକୁ ଜୋର ଧରିଛି। ପେର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ନିକଟରେ ଟିକ୍-ଟକ୍ ସମେତ ୫୯ ଟି…
Read More...

ରାହୁଳଙ୍କ ତେରଛା ତୀର: ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ କେବେ ଲୁଚି ରହିପାରିବ ନାହିଁ

ଗତ କିଛିଦିନ ହେଲା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୁରୁପୂର୍ଣିମା ଅବସରରେ ମାରିଛନ୍ତି ତେରଛା ତୀର । ଦେଶବାସୀଙ୍କୁ…
Read More...

କଠିନ ସମୟରେ ସହାୟତାର ହାତ ବଢାଇଲା ‘ଦାପ୍ତା’;  ୮୦ଟି ଗରିବ ଓ ଅସହାୟଙ୍କୁ ରିଲିଫ୍‍ ସାମଗ୍ରୀ ବାଣ୍ଟିଲା

ଲାଞ୍ଜିଗଡ଼ : ମହାମାରୀ କରୋନାର ଦାଉରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏକପ୍ରକାର ଠପ୍‍ ହୋଇପଡ଼ିଛି। ଧିରେଧିରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଗାଁଗହଳିର ଲୋକେ…
Read More...

ପାଣିରେ ବୁଡ଼ି ଯୁବକ ମୃତ; ଅପମୃତ୍ୟୁ ମାମଲା ରୁଜୁ

ଗାଧୋଇବାବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ଜଣେ ଯୁବକ । ତାଙ୍କ ନାମ ଶୁଭମ କୁମାର ବ୍ରହ୍ମା ଓ ବାରିପଦା ସ୍ବୟଂ ଶାସିତ ମହାବିଦ୍ୟାଳୟର +୩ ଶ୍ରେଣୀର ଛାତ୍ର ଥିଲେ । କଲେଜ ବନ୍ଦ ଥିବାରୁ ଶୁଭମ୍ ଘରେ ରହୁଥିଲେ ଓ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ରବିବାର ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୨୨୪କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।…
Read More...

ବିଶୋଧନ ଅପେକ୍ଷାରେ ଏକମାତ୍ର ନଳକୂପ ; ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

କଲମପୁର : କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହେଇଥିବା ନଳକୂପ ବିଶୋଧନ ହେଇ ପାରି ନାହିଁ। ଯେଉଁଥିପାଇଁ ନଳକୂପରୁ ପାଣି ସଂଗ୍ରହ କରିବା ପାଇଁ ଆତଙ୍କିତ ହେଉଛନ୍ତି ଗ୍ରାମବାସୀ। ପାଣି ଟିକକ ପାଇଁ…
Read More...

କଟକ ସହରରେ କାୟା ମେଲାଉଛି କରୋନା, ଆଜି ୭୪ ଚିହ୍ନଟ ସହ ୧୯୦ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକ ସହରରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ସମଗ୍ର ରାଜ୍ୟରୁ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟକ ଜିଲାରୁ…
Read More...

କୋଭିଡ କଟକଣା ଉଲ୍ଲଙ୍ଘନ, ଝାରସୁଗୁଡାର ୩ ନର୍ସିଂହୋମ ସିଲ୍

ଝାରସୁଗୁଡା : କୋଭିଡ କଟକଣା ସମେତ ମାର୍ଗଦର୍ଶିକା ପାଳନ  କରୁନଥିବା ଅଭିଯୋଗରେ ଝାରସୁଗୁଡ଼ା ର ୩ ଟି (ଘରୋଇ ଡାକ୍ତରଖାନା) ନର୍ସିଂହୋମ କୁ ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି । ଝାରସୁଗୁଡ଼ା ମଙ୍ଗଳବାର ବଜାର ରୋଡ଼ ରେ…
Read More...

ଖୋର୍ଦ୍ଧା ସବ୍ ଡିଭିଜନ ଅଧିନ ସମସ୍ତ ଶୈବପୀଠ ଓ ଝାରସୁଗୁଡା ଜିଲାର ୧୩୧ ଶୈବପୀଠରେ ଲାଗିଲା ୧୪୪ ଧାରା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥି ସହିତ ରାଜ୍ୟର ସମସ୍ତ ଜିଲା…
Read More...

ସପ୍ତାହେ ପାଇଁ ସଟ୍‌ଡାଉନ୍‌ ହେଲା ବଡବିଲ୍ ସହର

କେନ୍ଦୁଝର : କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲାର ବଡବିଲ ସହରକୁ ସପ୍ତାହେ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି। ଆଜି ବଡବିଲ୍ ସହରରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଭୁବନେଶ୍ବରରୁ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ, ୪୩୩ରେ ପହଞ୍ଚିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନରୁ ଏବଂ ୧୦ ଜଣ ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ବିଏମସି ପକ୍ଷରୁ…
Read More...

ବାହା ହେବାକୁ ଆସିଲେ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

ରାଉରକେଲାକୁ ବାହା ହେବାକୁ ଆସିଲେ ବରକୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହାପରେ ଯାଇ ବାହାଘର ହେବ । ୧୪ ଜିଲା ପାଇଁ ଲାଗୁ ହୋଇଛି ଏହି ନିର୍ଦେଶନାମା । ରାଜ୍ୟରେ କରୋନା ସଂକ୍ରମଣ ଓ ୧୪ ଜିଲାରେ ସ୍ଥିତିକୁ…
Read More...

ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରଙ୍କ ପୁଲିସଗିରି : ଥାନାରେ ମାମଲା ରୁଜୁ

ବ୍ରଜରାଜନଗର : ପୁଲିସ ସାମ୍ନାରେ ଅଣ ପୁଲିସର ପୁଲିସଗିରି । ଝାରସୁଗୁଡା ଜିଲା ବ୍ରଜରାଜନଗରେ ଦେଖିବାକୁ ମିଳିଥିଲା ଏହିଭଳି ଘଟଣା। ଜିଲାରେ ଗତକାଲି ଠାରୁ ସାପ୍ତାହିକି ଦୁଇ ଦିନିଆ ସଟଡାଉନ ଆରମ୍ଭ ହୋଇଥିଲା । ଏହି ସମୟରେ…
Read More...

ଦୁଷ୍କର୍ମ ମାମଲା ରଫାଦଫା ପାଇଁ ୩୫ ଲକ୍ଷ ଟଙ୍କା ଲାଞ୍ଚ: ଧରା ପଡ଼ିଲେ ଅହମ୍ମଦାବାଦର ମହିଳା ଏସ୍ଆଇ

ଦୁଷ୍କର୍ମ ମାମଲା ରଫାଦଫା ଲାଗି ମହିଳା ପୁଲିସ ଅଧିକାରୀ ନେଇଥିଲେ ୩୫ ଲକ୍ଷ ଟଙ୍କା ଲାଞ୍ଚ । ମାତ୍ର ଶେଷରେ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଲେ । ଏମିତି ଜଣେ ପୁଲିସ ଅଧିକାରୀ ଠାବ ହୋଇଛନ୍ତି ଗୁଜରାଟର ଅହମ୍ମଦାବାଦରେ…
Read More...

ବିଏମସିର ୨ କର୍ମଚାରୀ ଓ ଡ୍ରାଇଭରଙ୍କୁ କରୋନା

ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଇଞ୍ଜିନିୟର ଓ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି । ୩ଜଣ ଆକ୍ରାନ୍ତଙ୍କ ବାହାର…
Read More...

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ, ୩୬ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ ମହାମାରୀ କରୋନା ୩୬ ଜଣଙ୍କ ଜୀବନ ନେଇଥିବା ଜଣାପଡିଛି। ରବିବାର ମୃତ୍ୟୁ ବରଣ କରିଥିବା ଦୁଇ ମୃତକଙ୍କ ମଧ୍ୟରେ…
Read More...

ରାଜ୍ୟରେ ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୪୬୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହ ରାଜ୍ୟରେ ୯ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ…
Read More...

​‌ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ଦୈନିକ ସର୍ବାଧିକ ୨୪ ହଜାର ୮୫୦ ନୂଆ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବା ସହ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି…
Read More...