www.samajalive.in
Monday, December 8, 2025
27.1 C
Bhubaneswar

ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ, ରାମ-ରାମ ସା … : ସଚିନ ପାଇଲଟ

ଜୟପୁର : ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ସଚିନ ପାଇଲଟଙ୍କ ଉପରେ ବଡ ପଦକ୍ଷେପ ନେଇ ତାଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ପିସିସି ସଭାପତି ପଦରୁ ବହିଷ୍କାର କରିଛି। ଏହି ପଦବୀରୁ ବହିଷ୍କାର ହେବା ପରେ ପାଇଲଟ୍ ତାଙ୍କ ସମର୍ଥନରେ ଛିଡା ହୋଇଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଯେଉଁମାନେ ଆଜି ମୋର ସମର୍ଥନରେ ବାହାରିଛନ୍ତି ସେମାନଙ୍କୁ ହୃଦୟରୁ ମୋର ଧନ୍ୟବାଦ ଓ କୃତଜ୍ଞତା, ରାମ-ରାମ!
ଉପ-ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ ହଟାଇବା ଉପରେ ରାଗିଯାଇ ରାଜସ୍ଥାନରେ କଂଗ୍ରେସ ପାର୍ଟିର ୫୯ ଜଣ ଅଫିସର ପଦରୁ ଇସ୍ତଫା ଦେଇଛନ୍ତି।
ପାଇଲଟଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇବା ପରେ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରାଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ପାଇଲଟଙ୍କ ବ୍ୟତୀତ ବିଶ୍ୱନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ କ୍ୟାବିନେଟରୁ ବରଖାସ୍ତ କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories