ନୂଆ ଚିହ୍ନଟ ଆକ୍ରାନ୍ତ ୭୫୭ ; ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୦୮୮

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ହଜାରେ ତଳେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୭୫୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୪୩୬ ଓ ସ୍ଥାନୀୟ ଅଞ୍ଚଳରୁ ୩୨୧ ଚିହ୍ନଟ…
Read More...

ସ୍ତ୍ରୀକୁ କୁରାଢିରେ ହାଣି ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ମୋରଡା ଥାନା ମାଳିହତା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ନିଜ…
Read More...

୩୦୦ ଗ୍ରାମ ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଜଗତସିଂହପୁର : ଜଗତସିଂହପୁର ସଦରଥାନା ତର୍ତ୍ତଙ୍ଗ ଗାଁରେ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ…
Read More...

ପୂଜାସ୍ଥାନରେ ଏକ ତମ୍ବା ଲୋଟାରେ ଗଙ୍ଗାଜଳ ଭର୍ତ୍ତି କରି ରଖନ୍ତୁ

ଘରର ପୂଜା ଘର ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ। ପୂଜା ସ୍ଥାନ ସର୍ବଦା ସଫାସୁତୁରା ରହିବା ଉଚିତ। ପୂଜାସ୍ଥାନରେ ଲାଲ କିମ୍ବା ହଳଦିଆ ରଙ୍ଗର କପଡ଼ା ବିଛାନ୍ତୁ। ପୂଜାସ୍ତାନରେ ପ୍ରଭୁ ଗଣେଶ ଓ…
Read More...

ଦିଲ୍ଲୀର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଏକ କାରଖାନାରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ଇଛି। ନାଗଲୋଇ ଅଞ୍ଚଳ ନରେଶ ପାର୍କର ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ନିଆଁକୁ ଆୟତ୍ତ…
Read More...

ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ତପୋବନ ପେଟ୍ରୋଲପମ୍ପ ନିକଟରୁ ୩୦ ଲକ୍ଷ ଟଙ୍କାସହ ଜଣେ ଯୁବକ ଅଟକ ରହିଥିବା ଶୁକ୍ରବାର ଜଣାପଡ଼ିଛି। ଟଙ୍କା ସହ ଉକ୍ତ ଯୁବକଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।…
Read More...

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୬ ଶିଶୁଙ୍କ ସମେତ ୧୪ ମୃତ

ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ ୬ ଶିଶୁଙ୍କ ସମେତ ୧୪ ଜଣଙ୍କର ଘଟଣାସ୍ଥଳରେ…
Read More...

ଜାଣନ୍ତୁ ଏହି ପ୍ରସିଦ୍ଧ ମନ୍ଦିରର ମହତ୍ତ୍ୱ

ବାବା ବିଶ୍ୱନାଥ ମନ୍ଦିର , ବାରାଣାସୀ – କାଶୀକୁ ଭଗବାନ ଶିବଙ୍କ ନଗରୀ ବୋଲି କୁହାଯାଏ। ଭଗବାନ ଶଙ୍କରଙ୍କ ଏହି ମନ୍ଦିର ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ୧୨ଟି ଜ୍ୟୋର୍ତିଲିଙ୍ଗ ମନ୍ଦିର ମଧ୍ୟରୁ ଏହା…
Read More...

ସ୍ୱାଦିଷ୍ଟ କ୍ରିମ ଛତୁ 

ଆବଶ୍ୟକ ସାମଗ୍ରୀ ଛତୁ – ୫୦୦ ଗ୍ରାମ ବଟର – ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ଅଳ୍ପ କ୍ରିମ – ୧ ଚାମଚ ତେଲ – ଆବଶ୍ୟକ ପରିମାଣରେ କଟା ଟମାଟୋ – ୩ଟି କଟା ଧନିଆପତ୍ର – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା…
Read More...

ଜାଣନ୍ତୁ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ

ବାସ୍ତୁଶାସ୍ତ୍ରରେ ମୁଖ୍ୟଦ୍ୱାର ୨ ପାଖର କାନ୍ଥରେ ସ୍ୱସ୍ତିକ ଚିହ୍ନ ଲଗାଇବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦ୍ୱାର ସହ ଜଡ଼ିତ ଯଦି କୌଣସି ବାସ୍ତୁ ସମସ୍ୟା ଥାଏ,…
Read More...

ସୁନ୍ଦର ତ୍ୱଚା ତଥା ଚମକ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଜିରା ସ୍କ୍ରବ

ରୋଷେଇ କାର୍ଯ୍ୟରେ ବ୍ୟବହୃତ ଜିରା ଖାଦ୍ୟର ସ୍ୱାଦର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଏହା ତ୍ୱଚାକୁ ସୁନ୍ଦର କରିବା ପାଇଁ ମଧ୍ୟ ବେଶ ସହାୟକ। ସେଭଳି ଦେଖିବାକୁ ଗଲେ ଜିରା ସ୍ୱାସ୍ଥ୍ୟ ତଥା ପେଟ ପାଇଁ ଖୁବ ଉପକାରୀ।…
Read More...

ହାଡକୁ ମଜଭୂତ କରିବା ପାଇଁ ପିଅନ୍ତୁ ପାଳଙ୍ଗ ସୁପ

ସୁସ୍ଥ ଶରୀର ପାଇଁ ହାଡ ସୁସ୍ଥ ତଥା ମଜଭୂତ ରହିବା ନିତ୍ୟାନ୍ତ ଜରୁରୀ। କାରଣ ସଠିକ ଖାଦ୍ୟପେୟର ଅଭାବରୁ ବୟସ ବୃଦ୍ଧି ସହ ହାଡ ଜନିତ ବିଭିନ୍ନ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏଭଳି ସମୟରେ ଶରୀରକୁ ସଠିକ ମାତ୍ରାରେ ପୋଷକ…
Read More...

ଲୌହ ମହିଳା ; ପ୍ରେରଣାର ସ୍ରୋତ – ଇନ୍ଦିରାଗାନ୍ଧୀ

ଅମର କୃତିତ୍ୱ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି କାଳ କାଳକୁ ଅମର ରହିଥିବା ମହାନ୍‌ ନାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତି ଇନ୍ଦିରା ଗାନ୍ଧୀ। ଆଜି ଭାରତର ଲୌହ ମହିଳା ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା…
Read More...

ସନ୍ଦେହଜନକ ଅବସ୍ଥାରେ ଥାନାରେ ବ୍ୟକ୍ତିଙ୍କ ମୃତ୍ୟୁ

ପୁରୀ : ପୁରୀ ଜିଲା ଅନ୍ତର୍ଗତ ବାସେଳି ଥାନାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ଶରୀରରେ କେତକ ସ୍ଥାନରେ କ୍ଷତ ଚିହ୍ନ…
Read More...

ସରଳ ଉପାୟରେ ପାଆନ୍ତୁ ଶୁଭଫଳ

ଗୁରୁବାର ଆପଣାନ୍ତୁ ଏହି ଉପାୟ। ମେଷ – ଈଶ୍ୱରଙ୍କୁ ସ୍ମରଣ କରି ନିଜ ମଥାରେ ଚନ୍ଦନର ତିଲକ ଲଗାନ୍ତୁ। ବୃଷ – ୯ଜଣ ଅସହାୟ କନ୍ୟାଙ୍କୁ ଭୋଜନ କରାନ୍ତୁ। ମିଥୁନ – ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ। କର୍କଟ –…
Read More...

ମସଲା ମକା ପନିର

ଆବଶ୍ୟକ ସାମଗ୍ରୀ ସିଝା ଆଳୁ – ୩ଟି ସିଝା ମକା – ୧କପ କୋରା ପନୀର – ୫୦ ଗ୍ରାମ କର୍ଣ୍ଣଫ୍ଲୋର – ୨ଚାମଚ କଟା କଞ୍ଚାଲଙ୍କା – ୨ଟି କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ…
Read More...

ଭାରତର ଏହି ପ୍ରସିଦ୍ଧ ମନ୍ଦିର ; ଏଠାରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା-ଚାନ୍ଦିର ଟଙ୍କା

ଭାରତରେ ଏପରି ବହୁ ମନ୍ଦିର ରହିଛି, ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ଏପରି ହିଁ ଏକ ମନ୍ଦିର ମଧ୍ୟପ୍ରଦେଶର ରତଲାମ ସହରର ମାଣକରେ ରହିଛି। ସାଧାରଣତଃ ଅନ୍ୟ ମନ୍ଦିରରେ ଭକ୍ତ, ଶ୍ରଦ୍ଧାଳୁଙ୍କୁ ଭୋଗ ଭାବେ…
Read More...

ସ୍ୱପ୍ନରେ ନୃତ୍ୟ କରୁଥିବା ଅବସ୍ଥାରେ ମହିଳାଙ୍କୁ ଦେଖିଲେ ହୋଇଥାଏ ଶୁଭଙ୍କର

ରାତିରେ ଶୋଇବା ସମୟରେ ହେଉ ଅଥବା ଭୋରୁ ଅନେକ ସ୍ୱପ୍ନ ସଭିଏଁ ଦେଖିଥାଆନ୍ତି। କିଛି ସ୍ୱପ୍ନ ଆମର ମନେ ରହେ କିଛି ସ୍ୱପ୍ନ ମନେ ରହେ ନାହିଁ। ମାତ୍ର ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ଆମ ଜୀବନର କିଛି ଘଟଣା…
Read More...

ଶୀତରେ କାଜୁ ଖାଆନ୍ତୁ ; ସୁସ୍ଥ ରୁହନ୍ତୁ

ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଉପକାରୀ ଗୁଣର ଭଣ୍ଡାର। ଏଥିରେ ମାଗ୍ନେସିୟମ, ପୋଟାସିୟମ, ଜିଙ୍କ, ଆଇରନ, ମାଙ୍ଗାନିଜ, ସେଲେନିୟମ, ମିନେରାଲ୍ସ, ଭିଟାମିନ ଇ…
Read More...

ରାଜ୍ୟର ପୃଥକ ସ୍ଥାନରୁ ବ୍ରାଉନସୁଗାର ,ଗଞ୍ଜେଇ ଜବତ ; ୩ ଗିରଫ

କୋରାପୁଟ/ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦ୍ୱାରା ଏହା ଅନେକ ସ୍ଥାନରୁ ଜବତ ହେଉଛି। କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଓ…
Read More...

ରାଜ୍ୟରେ ନୂଆ ଆକ୍ରାନ୍ତ ୮୬୮ ; ମୋଟ ଆକ୍ରାନ୍ତ ୩ଲକ୍ଷ୧୦ ହଜାର ୯୨୦ ,ସୁସ୍ଥ ୩,୦୦,୪୭୪

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୦୨ ଓ ସ୍ଥାନୀୟ ସଂକ୍ରମଣ ୩୨୬ ଚିହ୍ନଟ ହୋଇଛନ୍ତି।…
Read More...

ବିଳମ୍ବିତ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା – ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବିତ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସର୍ବନିମ୍ନ ୩ ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି…
Read More...

ରାଜଧାନୀରେ ଘନ କୁହୁଡ଼ି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖାଯାଇଛି। ଆସନ୍ତାକାଲି ମଧ୍ୟ ରହିପାରେ କୁହୁଡ଼ିର ଆଶଙ୍କା , ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଅନୁଗୁଳ,…
Read More...

ମଧୁମେହ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ

ସେଓ – ପ୍ରତି ଦିନ ଅଥବା ୨ ଦିନକୁ ଥରେ ଗୋଟିଏ ସେଓ ଖାଇବା ଦ୍ୱାରା ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାର ପ୍ରଦାନ କରିଥାଏ। କାବୁଲି ଚଣା , ମଟର , ଏହି ସବୁ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଖୁବ…
Read More...

କେତେକ ଜାଣିବା କଥା ; ଯାହା ଦ୍ୱାରା ମିଳେ ଅନେକ ଶୁଭଫଳ

ଘରର ଯେକୌଣସି ଦରଜାରେ ସାମ୍ନା ଅଥବା ପଛରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ଆୟୁ ଉପରେ ଏହାର କୁପ୍ରଭାବ ପଡ଼େ। ଘରର ଆଖପାଖ ସ୍ଥାନରେ ବୃକ୍ଷ ଲଗାଇଲେ, ଏହା ଖୁବ ଶୁଭ ଫଳ ପ୍ରଦାନ…
Read More...

ଏନଆଇଟି ପରିସରରେ ପ୍ରତିରୋପଣ କରାଯାଇଥିବା ୫୦ବର୍ଷରୁ ଅଧିକ ପୁରୁଣା ବୃକ୍ଷରେ କଁଅଳିଲା ନୂଆ ପତ୍ର

ଭୁବନେଶ୍ୱର : ଜାତୀୟ ପ୍ରଯୁକ୍ତି ସଂସ୍ଥାନ ଏନଆଇଟି ପରିସରରେ ବୃକ୍ଷ ପ୍ରତିରୋପଣ କାର୍ଯ୍ୟକ୍ରମ ସଫଳ ହୋଇଥିବା ଦେଖିବାକୁ ମିଳିଛି।  ୫୦ବର୍ଷରୁ ଅଧିକ ପୁରୁଣା ପ୍ରାୟ ୧୫ଟି ଗଛକୁ ହାରାହାରି ୧୦୦ ମିଟର ଦୂରକୁ ଘୁଞ୍ଚାଯାଇ…
Read More...

ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି – ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିର ଜିଲାର ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ ଭିଡିଓ କଂଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା…
Read More...

ସ୍ୱାଭିମାନ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ; ଭିଡିଓ କଂଫେରନ୍ସ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି  : ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳ ବିକାଶ ଦିଗରେ ଅଗ୍ରଗତି କରୁଥିବା ବେଳେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ ଭିଡିଓ କଂଫେରନ୍ସ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ସବୁଠାରୁ କମ ଆକ୍ରାନ୍ତ ଚିହ୍ନଟ ; ଚିହ୍ନଟ ନୂଆ ଆକ୍ରାନ୍ତ ୬୪୪

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ପ୍ରଥମ ଥର ଚିହ୍ନଟ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସବୁଠାରୁ କମ ଆକ୍ରାନ୍ତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି। ୬୪୪ ନୂଆ କରୋନା ଆକ୍ରାନ୍ତ ୩୦ ଜିଲାରୁ ଚିହ୍ନଟ ହୋଇଛନ୍ତି।…
Read More...

ହ୍ରାସ ପାଉଛି ସଂକ୍ରମଣ ; ୨୯, ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୪୪୯ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୧୨୫ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ କମ ୩୦ ହଜାର ତଳେ ରହିଛି। ୨୪ ଘଣ୍ଟାରେ ୨୯, ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ଇଣ୍ଡିଆ ବୁକ ଅଫ ରେକଡ଼ର୍ସରେ ମା’ ଦୁର୍ଗାଙ୍କ ସବୁଠୁ ଛୋଟ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ ଅଫ ରେକଡ଼ର୍ସରେ ସ୍ଥାନ ପାଇଛି ମା' ଦୁର୍ଗାଙ୍କ ସବୁଠୁ ଛୋଟ ମୂର୍ତ୍ତି । ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ଦ୍ଵାରା କାଠ, ଚକ, ପଥରରେ ନିର୍ମିତ ୩ଟି ଦୁର୍ଗା ମୂର୍ତ୍ତି ରେକର୍ଡ…
Read More...

ସର୍ବଦା ଭୟ ଲାଗୁଥିଲେ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଏହି ଘଟଣାରେ  ଜଣଙ୍କୁ  ଗିରଫ ମଧ୍ୟ କରାଯାଇଛି। ଉକ୍ତ ବାଘ…
Read More...

ଓଜନ ହ୍ରାସ ପାଇଁ ସରଳ ଉପାୟ

ରୁଟିରେ କାବ୍ରୋହାଇଡ଼୍ରେଟର ମାତ୍ରା କମ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ଼୍ରେଟ, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ…
Read More...

ମୁହଁ ପାଇଁ ବ୍ୟବହାର କରନ୍ତୁ ଏହି ଟିକିଲି

ନାରୀଙ୍କ ଷୋହଳ ଶୃଙ୍ଗାର ମଧ୍ୟରେ ବିନ୍ଦି ଅନ୍ୟତମ। ଏହାକୁ ନ ଲଗାଇଲେ କୌଣସି ନାରୀଙ୍କ ସୁନ୍ଦରତାର ପରିପୃଷ୍ଟି ହୋଇ ନ ଥାଏ। ଏହାକୁ ମହିଳା ଓ ଝିଅମାନେ ଲଗାଇବା ଦ୍ବାରା ସୁନ୍ଦର ଦେଖା ଯାଇଥାଆନ୍ତି। କିନ୍ତୁ ବେଳେବେଳେ…
Read More...

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ ଦ୍ୱାରା ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ସୋମବାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ…
Read More...

ଉତ୍ତରପ୍ରଦେଶର ବଡ ଧରଣର ସଡ଼କ ଦୁର୍ଘଟଣା ; କାର ଓଲଟି ୬ ମୃତ

ଉତ୍ତରପ୍ରଦେଶ  : ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…
Read More...

ହିମାଚଳପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୭ ଜୀବନ

ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ଚଣ୍ଡିଗଡ-ମନାଲୀ ରାଷ୍ଟ୍ରୀୟ ଉଚ୍ଚ ମାର୍ଗ ମଣ୍ଡୀ ନିକଟ ପୁଲଘରାଟ ଅଞ୍ଚଳରେ ଏକ ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତି ୩ଟାରେ ଘଟିଛି। ଏକ ପିକଅପ ଭ୍ୟାନ ନଦୀକୁ…
Read More...

ଚାଲିଗଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ ; ମୃତ୍ୟୁ ସଂଖ୍ୟା ଛୁଇଁଲା ୧୫୪୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଥମୁନି ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୬ ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଛି।…
Read More...

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୭୪୯, ସ୍ଥାନୀୟ ୩୧୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ଏହା ସଭିଁଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ…
Read More...

୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମୁଦ୍ର ଉପକୂଳରୁ ଏକ କୁମ୍ଭୀର ଉଦ୍ଧାର ହୋଇଥିବା ସୋମବାର ଜଣାପଡ଼ିଛି। କୁମ୍ଭୀରଟିର ଲମ୍ବ ପାଞ୍ଚ ଫୁଟ ହେବ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାମର…
Read More...

କାର୍ତ୍ତିକ ତୃତୀୟ ସୋମବାର ; ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେବେ କରୋନା କଟକଣା ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଉଛି। ରାଜ୍ୟରେ ଆଜି ପ୍ରାୟ ସମସ୍ତ ଶୈବପୀଠ…
Read More...

ନୀଳଗିରିରେ ଝାଡଖଣ୍ଡି ହାତୀପଲ ; ବ୍ୟାପକ ଫସଲ ନଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲାର ନୀଳଗିରିକୁ ଝାଡ଼ଖଣ୍ଡି ହାତୀପଲ ପ୍ରବେଶ କରିଥିବା ସୋମବାର ଜଣାପଡ଼ିଛି। ହାତୀପଲରେ ପ୍ରାୟ ଏମାନଙ୍କ ମଧ୍ୟରେ ୫ ଦନ୍ତାହାତୀ, ୭ ଛୁଆଙ୍କ ସମେତ ୪୨ଟି ହାତୀ ରହିଛନ୍ତି। ହାତୀପଲ ଉକ୍ତ ଅଞ୍ଚଳରେ…
Read More...

ନୂତନ ଶୈଳୀରେ ସ୍ୱାଦିଷ୍ଟ କେକ

ଆବଶ୍ୟକ ସାମଗ୍ରୀ ମଇଦା – ୪ ଚାମଚ ଚିନି – ଆବଶ୍ୟକ ପରିମାଣରେ ବେକିଙ୍ଗ ପାଉଡ଼ର -ଅଳ୍ପ ଭ୍ୟାନିଲା ଏସେନ୍ସ – ଅଳ୍ପ ଚା’ ମସଲା ଗୁଣ୍ଡ – ଅଳ୍ପ ଲୁଣ – ସାମାନ୍ୟ ଅଣ୍ଡା – ୧ଟି ମାଇକ୍ରୋବେବ ରେ ରହିବା ଭଳି ଏକ…
Read More...

ସୁନ୍ଦର ମୁହଁ ପାଇଁ ଲେମ୍ବୁ ଓ କାକୁଡିର ବ୍ୟବହାର

ମୁହଁକୁ ଗୋରା ଓ ଉଜ୍ଜଳ କରିବା ନିମନ୍ତେ ଆମେ ବହୁ କ୍ରିମର ବ୍ୟବହାର କରିଥାଉ। କିଛି ଘରୋଇ ଉପଚାର କରିବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ। ଏଥିପାଇଁ ଆମକୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡ଼ିନଥାଏ। ଜାଣନ୍ତୁ, ତାହା କ’ଣ…
Read More...

ପୁରୀରେ ଜିଲ୍ଲାସ୍ତରୀୟ ଶ୍ରମିକ ସଂଗଠନ ସମ୍ମିଳନୀ ଅନୁଷ୍ଠିତ

ପୁରୀ :ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ପୁରୀରେ ଜିଲ୍ଲାସ୍ତରୀୟ ଶ୍ରମିକ ସଂଗଠନ ଆଜି ଅନୁଷ୍ଠିତ ହୋଇଯାଇଛି ।  ଏ ଆଇ ଟି ୟୁ ସି ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ,…
Read More...

ଅଟୋ ଓ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ; ୬ ଗୁରୁତର

ରାଉରକେଲା : ରାଉରକେଲାରେ ଏକ ଅଟୋ ଓ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରବିବାର ଜଣାପଡ଼ିଛି। ଅଟୋ ରିକ୍ସାରେ ପରିବା ବିକିବାକୁ କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରୁ ରାଉରକେଲା ଯାଉଥିବା ସମୟରେ ଧକ୍କା ହେବା ଫଳରେ ୬ ଜଣ…
Read More...

ଦୀପାବଳିରେ ଶୁଭିଲା ଶୈଶବର ସ୍ୱର

ସାରନଗରୀ: ଶନିବାର ଥିଲା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିବସ । ପବିତ୍ର ଦୀପାବଳି ସହ ଶିଶୁ ଦିବସ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ବିଦ୍ୟାଳୟରେ ତାଲା ଝୁଲିଥିବାରୁ ଶିଶୁ ଦିବସ ପାଳନ ହୋଇ ପାରିନଥିଲା । ଯାହା…
Read More...

ଷ୍ଟିଲ ସିଟିରେ ସବୁଜ ଦୀପାବଳି,ବାଣ ଫୁଟାଇଲେ ଅମାନିଆ!

ସାରନଗରୀ: କରୋନା କାଳରେ ଆଜି ଷ୍ଟିଲ ସିଟି ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀ, ନବକୃଷ୍ଣନଗର, ବାଲିଯୋଡ଼ି, ଜଲଦା, ଆଇଡ଼ିଏଲ, ମଡର୍ଣ୍ଣ ଇଣ୍ଡିଆ, ଦେଓଗାଁ ସମେତ ବିଭିନ୍ନ କଲୋନୀ ଓ ଶତାଧିକ ବସ୍ତି ଅଂଚଳର କୋଣ…
Read More...

ଦୀପାବଳିର କାଉଁରିଆ କାଠି ନିଆଁରୁ ୬ ପରିବାରର ୧୨ ବଖରା ଘର ଭସ୍ମ

ଭଂଜନଗର : ଭଂଜନଗରର ତାରସିଂ ଥାନା ଅନ୍ତର୍ଗତ କପିଳପଲ୍ଲି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ଟି ପରବାରର ୧୨ ବଖରା ଘର ଜଳି ପୋଡି ପାଉଁଶ ହୋଇ ଯାଇଛି। ଦୀପାବଳିର କାଉଁରିଆ କାଠି ନିଆଁ ସଂଯୋଗ ହୋଇ ଗ୍ରାମର ଭିକାରୀ ଚରଣ ନାୟକ,…
Read More...

ଢିମିରିପଲ୍ଲି ଛକରେ ଦୁର୍ଘଟଣା ; ଜଣେ ମୃତ , ଜଣେ ଗୁରୁତର

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର - ବେଲଗୁଣ୍ଠା ରାସ୍ତାର ବଡନଦୀ ପୋଲରୁ ଏକ ବାଇକ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ରବିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ , ଶନିବାର ଅପରାହ୍ନରେ ଭଞ୍ଜନଗର…
Read More...

ସନ୍ଦେହଜନକ ଭାବେ ଘର ଭିତରୁ ମାଆଝିଅଙ୍କ ମୃତଦେହ ଜବତ

ରାୟଗଡା : ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସାଇନଗର ସାହିରେ ଏକ ଘର ଭିତରୁ ମାଆଝିଅଙ୍କ ମୃତଦେହ ସନ୍ଦେହଜନକ ଭାବେ ଜବତ ହୋଇଥିବା ରବିବାର ଜଣାପଡିଛି। ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…
Read More...

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ; ୩ ମୃତ

ବରଗଡ : ବରଗଡ-ବଲାଙ୍ଗୀର ରାସ୍ତା ସରସରା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଏକ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚାଳକ ସହ ଅଟୋରେ ଥିବା ୩ ଜଣଙ୍କ…
Read More...

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧାନବିଡା ସହ ଜଳିଗଲା ଥ୍ରେସର ମେସିନ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ନୂଆଗାଁ ଗ୍ରାମରେ ଆଜି ପୂର୍ବାହ୍ନରେ ପଥର ଚତୁରୀ ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନବିଡା ସହ ଧାନ ଝାଡ଼ିବା ପାଇଁ ରଖା ଯାଇଥିବା ଥ୍ରେସର ମେସିନ…
Read More...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ; ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର : ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ…
Read More...

ଦୀପାବଳି ପାଇଁ ସ୍ୱତନ୍ତ୍ର ଖିରୀ

ଆବଶ୍ୟକ ସାମଗ୍ରୀ ଖିର – ଏକ ଲିଟର ଛେନା – ୨୦୦ ଗ୍ରାମ ଚିନି – ୧କପ ରୁ ସାମାନ୍ୟ କମ ଲୁଣ – ସାମାନ୍ୟ କାଜୁ, ପେସ୍ତା ବାଦାମ, ବାଦାମ – ଆବଶ୍ୟକ ପରିମାଣରେ ଅରୁଆ ଚାଉଳ ଗୁଣ୍ଡ – ୪ ଚାମଚ ପ୍ରସ୍ତୁତି ପ୍ରଣାଳୀ –…
Read More...

ଉପକାରୀ ପରିବା

ସିମଲା ଲଙ୍କା ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ଯୋଗାଇଥାଏ। ସିମଲା ଲଙ୍କାରେ ଭିଟାମିନ ଏ , ସି, ଅଧିକ ପରିମାଣରେ ଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ହେତୁ ଏହାକୁ ଖାଇବା ଦ୍ୱାରା ହୃହୟଜନିତ ସମସ୍ତ ସମସ୍ୟା ଦୂର…
Read More...

ବାଣ ଗୋଦାମରେ ଚଢାଉ ; ବିପୁଳ ପରିମାଣରେ ବାଣ ଜବତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟରେ ଥିବା ବାଣ ଗୋଦାମରେ ଚଢାଉ କରି ପୁଲିସ ଦ୍ୱାରା ବିପୁଳ ପରିମାଣରେ ବାଣ ଜବତ କରାଯାଇଛି ବୋଲି ଶୁକ୍ରବାର ଜଣାପଡ଼ିଛି। ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା…
Read More...

ନାଳରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଏକ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି। ଗତ କାଲି ଠାରୁ ଉକ୍ତ ଶିଶୁ କନ୍ୟାଟି…
Read More...

ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି ; ପାଳନ ହେବ ପୟାଶ୍ରାଦ୍ଧ

ପୁରୀ : ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ…
Read More...

ରାଜ୍ୟରେ ୩ ଲକ୍ଷ ୭ ହଜାର ଟପିଲା ମୋଟ ଆକ୍ରାନ୍ତ ; ନୂଆ ଚିହ୍ନଟ ଆକ୍ରାନ୍ତ ୧୦୧୮

ଭୁବନେଶ୍ୱର : ଗତକାଲି ରାଜ୍ୟରେ ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୦୧୮ ନୂଆ କରୋନା ଆକ୍ରାନ୍ତ…
Read More...

ଦୀପତ୍ସୋବରେ ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ଅଯୋଧ୍ୟା

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ତିଆରି ହେବାର ନିଷ୍ପତ୍ତି ହେବା ପରେ ପ୍ରଥମ ଥର ଏଠାରେ ଦୀପାବଳି ପାଳନ ହେବ। ରାମନଗରୀ ସମୂର୍ଣ୍ଣଭାବେ ସଜା ହୋଇଛି। ସମୂର୍ଣ୍ଣ ଅଯୋଧ୍ୟାର କଳ୍ପନା ସତରେ ପରିଣତ ହୋଇଛି। ଆଜି ମୁଖ୍ୟ…
Read More...

ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ; ୪୪, ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ପୂର୍ବେ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ହ୍ରାସ ହେଉଥିବା ଦେଖାଯାଇଥିବା ବେଳେ ଏଥିରେ ପୁଣି ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୪, ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ…
Read More...

ଆଜି ଶୁଭ ଧନତେରସ ; ନିଶ୍ଚୟ କରନ୍ତୁ ଏହି ଉପାୟ

ଦୀପାବଳି ପର୍ବ ଧନତେରସ ଠାରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ…
Read More...

ଚଳିତ ବର୍ଷ ଦୀପାବଳିର ମୁଖ୍ୟ ଆକର୍ଷଣ ଗୋବର ମାସ୍କ ଓ ଦୀପ

ହିମାଳୟରେ ଗାଈ ଗୋବରରେ ପ୍ରସ୍ତୁତ କାଗଜ ମାସ୍କ ପିନ୍ଧି ସୁରକ୍ଷିତ ରହିବା ସହ ଗୋବରରେ ପ୍ରସ୍ତୁତ ଦୀପରେ ଦୀପାବଳୀରେ ଆଲୋକିତ କରିପାରିବା। ଗୋବରରେ ପ୍ରସ୍ତୁତ ମାସ୍କ ଓ ଦୀପ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଛୋଟ କାଶୀର…
Read More...

ଶୋଇବା କକ୍ଷର ବିଛଣା ଓ ବାସନକୁ ସର୍ବଦା ସଫାସୁତୁରା ରଖିବା ଉଚିତ

ବହୁ ସମୟରେ ଏପରି ଦେଖାଯାଏ, ଯେ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରିନଥାଏ ଓ ଟଙ୍କାପଇସାର ଅଭାବ ଲାଗି ରହେ। ଶାସ୍ତ୍ରରେ ଏପରି କିଛି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କାରଣରୁ ଏଭଳି ସମସ୍ୟା…
Read More...

ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଏହି ଉପାୟ

ସ୍ୱାସ୍ଥ୍ୟ ପାଇଁ ପୋଟାସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୋଟାସିୟମ ଯୁକ୍ତ ଆହାର ଖାଇବା ଦ୍ୱାରା ଏହା ଆମ ମାଂସପେଶୀକୁ ଶକ୍ତ କରିଥାଏ। ଶରୀରରେ ଉପଯୁକ୍ତ ପରିମାଣରେ ପୋଟାସିୟମ ପାଇବାକୁ ହେଲେ…
Read More...

ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ

ମାଲକାନଗିରି :  ମାଲକାନଗିରି ଜିଲା ପୁଲିସକୁ ତଲାସି ଅଭିଯାନ ସମୟରେ ବଡ ସଫଳତା ମିଳିଥିବା ଗୁରୁବାର ଜଣାପଡ଼ିଛି। ତଲାସି ଅଭିଯାନ ସମୟରେ ପୁଲିସ ଦ୍ୱାରା ବ୍ୟାପକ ଗୁଳି ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲା …
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ…
Read More...

ପୁଣି ହଜାରେ ତଳେ ସଂକ୍ରମଣ ; ନୂଆ ଆକ୍ରାନ୍ତ ୯୮୬ ; ସ୍ଥାନୀୟ ୪୧୪

ଭୁବନେଶ୍ୱର : ରାଜ୍ୟରେ ୧ହଜାର ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ୨୪ ଘଣ୍ଟାରେ ଆଉ ୯୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୭୨ ଓ ସ୍ଥାନୀୟ ସଂକ୍ରମଣ ୪୧୪ ଚିହ୍ନଟ ହୋଇଛନ୍ତି।…
Read More...

ପୁଣି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ; ୪୭,୯୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୫୫୦ ମୃତ

ନୂଆଦିଲ୍ଲୀ : ପୁଣି ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୭,୯୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୫୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ…
Read More...

ପାଟଣାଗଡ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା ; ହତ୍ୟାକାଣ୍ଡ ସନ୍ଦେହ ଘନୀଭୂତ

ବଲାଙ୍ଗୀର : ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତ ପରିବାରର ଅନ୍ୟ ୫ପୁଅ ପହଞ୍ଚିବା ପରେ ଧିରେ ଧିରେ ମୃତ୍ୟୁର କାରଣ ସ୍ପଷ୍ଟ ହେଉଛି।…
Read More...

ରାଜଧାନୀରେ ପୁଣି ଲୁଟ ; ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆଉ ଏକ ଘଟଣା ସାମ୍ନାକୁ ଆସିଥିବା ଗୁରୁବାର ଜଣାପଡ଼ଇଛି। ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ ଲୁଟ…
Read More...

ବଡ଼ଧରଣର ସୁନା ଚୋରି ପର୍ଦାଫାଶ : ୬.୫ କିଲୋ ସୁନା ଓ ୪.୪୪ ଲକ୍ଷ ଟଙ୍କା ଜବତ,  ମାଷ୍ଟରମାଇଣ୍ଡ ସହ ୧୫ ଗିରଫ

ଛତ୍ରପୁର : ମାସକ ତଳେ ଘଟିଥିବା ଏକ ବଡ ଧରଣର ସୁନା ଚୋରିର ପର୍ଦାଫାଶ କରିଛି ଗଞ୍ଜାମ ପୁଲିସ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଜଣେ ସୁନା ଦୋକାନୀଙ୍କ ଘରେ ଡକାୟତମାନେ କଳାକନା ବୁଲାଇ ଦେଇଥିଲେ। କିଲୋ କିଲୋ ଓଜନର…
Read More...

ଚକୋଲେଟ ବିସ୍କୁଟ

ଆବଶ୍ୟକ ସାମଗ୍ରୀ ଅଟା – ୨କପ ବଟର – ୬ଚାମଚ ଚକୋଲେଟ ଚିପ୍ସ – ୧କପ ରୁ କମ କ୍ରିମ – ୪ଚାମଚ ଅଣ୍ଡା – ୧ଟି ଭ୍ୟାନିଲାସେନ୍ସ – ୧ଚାମଚ ଚିନି – ୧କପ ରୁ କମ ବେକିଙ୍ଗ ପାଉଡ଼ର – ୨ଚାମଚ ଲୁଣ – ସାମାନ୍ୟ…
Read More...

ଧନତେରସ ଉପାୟ ; ଘରକୁ ବାସନ କିଣି ଆଣିବା ପରେ ଖାଲି ରଖନ୍ତୁ ନାହିଁ

ପ୍ରତ୍ୟେକ ପର୍ବ ଭଳି ଧନତେରସ ପାଳନ କରିବା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ…
Read More...

ଶୀତଦିନେ ଖାଆନ୍ତୁ ମୂଳା ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଆରମ୍ଭ ହେଲାଣି ଶୀତଦିନ। ଏହିଦିନ ଖାଦ୍ୟ ପାଇଁ ଏପରି ବହୁ ଜିନିଷ ସହଜରେ ଉପଲବ୍ଧ ହୋଇଥାଏ ଓ ଏହାସହ ତାହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ମଧ୍ୟ ହୋଇଥାଏ। ଏହି ଶୀତଦିନେ ଅଧିକ ସେବନ କରାଯାଉଥିବା…
Read More...

ଦିନକ ପରେ ପୁଣି ହଜାରେ ଟପିଲା : ଆଜି ୧୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି। ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହଜାରରୁ କମ୍ ଥିବାବେଳେ ବୁଧବାର ପୁଣି ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୧ ହଜାର…
Read More...

ଏହି ଉଚ୍ଚ ଝରଣାରେ ସହଜରେ ଚଢିଥାଆନ୍ତି ଲୋକେ ଜାଣନ୍ତୁ ଏହାର ବିଶେଷତ୍ୱ

ଦୁନିଆରେ ଏପରି ବହୁ ଜିନିଷ ଓ ସ୍ଥାନ ରହିଛି, ତାହାର ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ଏପରି ହିଁ ଏକ ଝରଣା ରହିଛି, ଯାହା ବିଷୟରେ ହୁଏତ ଅଧିକାଂଶ ଲୋକେ ଜାଣନଥିବେ। ଏହି ଝରଣାର ବିଶେଷତ୍ୱ ହେଉଛି ଏଠାରେ ଆପଣ…
Read More...

ନିର୍ମାଣଧୀନ କାନ୍ଥ ଭୁଷୁଡ଼ି ୮ ମୃତ ; ୬ ଆହତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା।…
Read More...

ଦେଶରେ ନୂଆ ଆକ୍ରାନ୍ତ ୪୪,୨୮୧; ମୃତ ୫୧୨

ନୂଆଦିଲ୍ଲୀ : କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୪,୨୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଆକ୍ରାନ୍ତଙ୍କ…
Read More...

ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ

ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର…
Read More...

ଧନତେରସ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଧନତେରସ ପର୍ବ ଧନ ଓ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ ଏହି ଦିନ କୁବେରଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଆରୋଗ୍ୟ ପାଇଁ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଏହିଦିନ ମୂଲ୍ୟବାନ ଧାତୁ , ନୂଆବାସନ, ଆଭୂଷଣ, କିଣିବାର ନିୟମ…
Read More...

ମହଙ୍ଗା ପଡ଼ିଲା ରେଳରୁ କୋଇଲା ଚୋରି ; ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ଆନ୍ତର୍ଗତ ନୂଆପଡ଼ାଠାରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ମାଲବାହୀ ରେଳରୁ କୋଇଲା ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏଥିରେ ରେଳର ବିଦ୍ୟୁତ୍‌ ଆଘାତରେ…
Read More...

ଅମୃତଭଣ୍ଡା ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୧କପ ମଇଦା – ୨କପ ଖାଇବାସୋଡ଼ା – ସାମାନ୍ୟ ଖିର - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ କୋରା ଅମୃତଭଣ୍ଡା – ୨କପ ପନିର – ୧କପ ଜିରା – ୧ ଚାମଚ…
Read More...

ଖଟରେ ବସି ଭୋଜନ କରୁଛନ୍ତି କି ? ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ବହୁ ଲୋକଙ୍କ ଅଭ୍ୟାସ ବିଛଣାରେ ବସି ଭୋଜନ କରିବା। ଏଭଳି କି ବିଛଣାରେ ବସି ଟିଭି ଦେଖିବା ହେଉ ଅଥବା ଅନ୍ୟ କାମ କରିବା ସମୟରେ ମଧ୍ୟ ଖଟରେ ବସି ଭୋଜନ କରନ୍ତି। ମାତ୍ର ହୁଏତ ଅଧିକାଂଶ ଲୋକଙ୍କକୁ ଏହା ଜଣାନଥିବ, ଖଟରେ ବସି…
Read More...

ସୁରକ୍ଷାକର୍ମୀଙ୍କୁ ସଫଳତା ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି…
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ନୂଆପାଳ କଟେଣୀ, ମୁଣ୍ଡେଳିଓ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାବୀରୋଡ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ହେଲେ ସାନ୍ତାନା…
Read More...

ଦେଶରେ ନୂଆ କରୋନା ଆକ୍ରାନ୍ତ ୩୮,୦୭୪ ; ମୃତ ୪୪୮

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୩୮,୦୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନା ଜନିତ ମୃତ୍ୟୁ…
Read More...

ମଙ୍ଗଳବାର ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ଶ୍ରୀରାମଙ୍କ ନାମର ୧୦୮ ଥର ଜପ କରନ୍ତୁ

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ରାମ ନାମଙ୍କର ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ମଙ୍ଗଳବାର ଦିନ ପ୍ରଭୁ ହନୁମାନ ସମ୍ମୁଖରେ ସୋରିଷ ତେଲର ଦୀପ ଲଗାନ୍ତୁ।…
Read More...

ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟାରେ ବିଜେଡି ଆଗୁଆ

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ ରହିଥିବା ଜଣାପଡିଛି। ପୋଷ୍ଟାଲ ବାଲାଟ ଗଣତିରେ ବିଡେଡ଼ି ଆଗୁଆ ରହିଛି। ପୋଷ୍ଟାଲ ବାଲାଟ ମୋଟ ଭୋଟ…
Read More...

ସୁଖମୟ ଜୀବନ ପାଇଁ କିଛି ଜାଣିବା କଥା

ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ। କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। କଲମ – ଯହି ଆବଶ୍ୟକ ସମୟରେ ଆପଣ ଅନ୍ୟ କାହାର କଲମ ନେଉଛନ୍ତି ତେବେ ସେହି…
Read More...

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୭ ଜୀବନ

ସତନା : ମଧ୍ୟପ୍ରଦେଶର ସତନା ଜିଲାର ପ୍ରାୟ ୨୦ କିଲୋମିଟର ଦୂର ସ୍ଥିତ ନାଗୌଦ ଥାନା ଅନ୍ତର୍ଗତ ରେରୁଆ ଅଞ୍ଚଳରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ ଡମ୍ଫର ସହ ଅନ୍ୟ ଏକ କାର ସହ…
Read More...

ରାତି ଭୋଜନରେ ଖାଆନ୍ତୁ ସାଧାରଣ ଖାଦ୍ୟ

ନିଜ ଖାଦ୍ୟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତୁ। ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ରାତି ଭୋଜନରେ ସାଧାରଣ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ…
Read More...

କାର୍ତ୍ତିକ ମାସ ସୋମବାର : ଜାଣନ୍ତୁ ଏହି ଶୈବ ପୀଠ ବିଷୟରେ

ସମୁଦ୍ର ମନ୍ଥନ ସମୟରେ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି…
Read More...

ବେଆଇନ ଚାଲାଣ ବେଳେ ଗୋରୁ ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଥିବା ସୋମବାର ଜଣାପଡିଛି। ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗାଈଙ୍କୁ ଉଦ୍ଧାର କରାଯିବା ପରେ…
Read More...

ବୃଦ୍ଧି ପାଉଛି ଥଣ୍ଡାର ପ୍ରକୋପ ; ସୋନପୁର ୯.୪

ଭୁବନେଶ୍ୱର : ଖସୁଛି ପାରଦ। ଧିରେ ଧିରେ ବୃଦ୍ଧି ପାଉଛି ଥଣ୍ଡାର ପ୍ରକୋପ। ରାଜ୍ୟରେ ୧୧ଟି ସହରର ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି। ସେହିପରି ୩ଟି ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳକୁ ଖସିଛି। ସୋନପୁର ୯.୪,…
Read More...

ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ…
Read More...

ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଯବାନ ଗୁରୁତର ; ମଶା ଧୂପରୁ ନିଆଁ ଲାଗି ଥିବା ନେଇ ସନ୍ଦେହ

ଭଦ୍ରକ : ଭଦ୍ରକ ଜିଲାର ପୁରୁଣା ବଜାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଥିବା ସେମବାର ଜଣାପଡ଼ିଛି। ପୁରୁଣା ବଜାର ଥାନାରେ କାର୍ଯ୍ୟତର ଅବସ୍ଥାରେ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଜଣ ଯବାନ ଗୁରୁତର ହୋଇଛନ୍ତି।…
Read More...

ଲକ୍ଷାଧିକ ଟଙ୍କାର ବାଣ ଜବତ ; ୩ ଅଟକ

କଟକ : କଟକ ଜିଲା ଜଗତପୁର ଅଞ୍ଚଳର କେତେକ ସ୍ଥାନରେ ସୋମବାର ପୁଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ପଦ୍ମପୁର, ମହାଜନପୁର, ତ୍ରିଲୋଚନପୁରରେ କମିଶନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇଛି। ଲକ୍ଷାଧିକ…
Read More...