ସିମଲା ଲଙ୍କା ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ଯୋଗାଇଥାଏ।
ସିମଲା ଲଙ୍କାରେ ଭିଟାମିନ ଏ , ସି, ଅଧିକ ପରିମାଣରେ ଥାଏ।
ଏଥିରେ ଥିବା ପୋଷକ ତତ୍ତ୍ୱ ହେତୁ ଏହାକୁ ଖାଇବା ଦ୍ୱାରା ହୃହୟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।।
ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ସୂଚାରୁ ରୂପେ କରିଥାଏ।
ଏହାକୁ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।
କର୍କଟ ରୋଗ (କ୍ୟାନସର) ଠାରୁ ମଧ୍ୟ ଶରୀରକୁ ଦୂରରେ ରଖେ।
ସିମଲା ଲଙ୍କା ପ୍ରାକୃତିକ ପିଡ଼ା ନିବାରଣ କାରୀ (ପେନକ୍ଲିୟର) ଅଟେ। ଏହାକୁ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
ଏଥିରେ କମ ପରିମାଣରେ କ୍ୟାଲୋରୀ ଥାଏ।
ଏହାକୁ ଖାଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।
ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଫାଇବର ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ଏସିଡ଼ିଟି ଭଳି ସମସ୍ୟାକୁ ଦୂର କରିବାକୁ ସକ୍ଷମ ବୋଲି ଗବେଷକମାନେ ମତ ଦେଇଛନ୍ତି। ଜାଣନ୍ତୁ ଶରୀର ପାଇଁ ବାଇଗଣ କିଭଳି ଲାଭଦାୟକ…..
ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ମିଶାଇ ପିଇଲେ ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ବାଇଗଣ ଚଟଣିରେ ଏକ ଚାମଚ ମହୁ ମିଶାଇ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ।
ବାଇଗଣ ପୋଡ଼ାକୁ ଖାଇବା ଦ୍ୱାରା କାଶ ସମସ୍ୟା ଦୂର ହୋଇଥାଏ।
ମଧୁମେହ ରୋଗୀ ନିୟମିତ ବାଇଗଣ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।
ନିୟମିତ ବାଇଗଣ ଖାଇବା ଦ୍ୱାରା ହୃଦ ରୋଗରୁ ରକ୍ଷା ମିଳିଥାଏ।
ଉପକାରୀ ପରିବା
Popular Categories



