www.samajalive.in
Monday, December 8, 2025
27.1 C
Bhubaneswar

ଦିନକ ପରେ ପୁଣି ହଜାରେ ଟପିଲା : ଆଜି ୧୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି। ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହଜାରରୁ କମ୍ ଥିବାବେଳେ ବୁଧବାର ପୁଣି ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୧ ହଜାର ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ ସଙ୍ଗରୋଧ କେନ୍ଦ୍ରରୁ ୫୧୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ରେ ପହଞ୍ଚିଛି। ୨,୯୧,୧୩୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨,୩୪୧ ଜର ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୩୪ ଓ କଟକରୁ ୯୬। ଅନୁଗୁଳରୁ ୫୮, ବାଲେଶ୍ୱର ୨୧, ବରଗଡ ୬୦, ଭଦ୍ରକ ୨୮, ବଲାଙ୍ଗୀର ୩୩, ବୌଦ୍ଧ ୫, ଦେଓଗଡ ୩, ଢେଙ୍କାନାଳ ୨୬, ଗଜପତି ୫, ଗଞ୍ଜାମ ୨୭, ଜଗତସିଂହପୁର ୫୯, ଯାଜପୁର ୨୬, ଝାରସୁଗୁଡ଼ା ୩୨, କଳାହାଣ୍ଡି ୫୯, କନ୍ଧମାଳ ୮, କେନ୍ଦ୍ରାପଡା ୪୮, କେନ୍ଦୁଝର ୪୮, କୋରାପୁଟ ୨୧, ମାଲକାନଗିରି ୧୯, ମୟୁରଭଞ୍ଜ ୪୬, ନବରଙ୍ଗପୁର ୧୪, ନୟାଗଡ ୨୦, ନୂଆପଡ଼ା ୬୬, ପୁରୀ ୬୦, ରାୟଗଡ଼ା ୫, ସମ୍ବଲପୁର ୪୦, ସୋନପୁର ୧୩, ସୁନ୍ଦରଗଡ଼ ୧୧୯, ଷ୍ଟେଟ ପୁଲରୁ ୨୧ ଚିହ୍ନଟ ହୋଇଛନ୍ତି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories