ଦିନକ ପରେ ପୁଣି ହଜାରେ ଟପିଲା : ଆଜି ୧୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି। ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହଜାରରୁ କମ୍ ଥିବାବେଳେ ବୁଧବାର ପୁଣି ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୧ ହଜାର ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ ସଙ୍ଗରୋଧ କେନ୍ଦ୍ରରୁ ୫୧୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ରେ ପହଞ୍ଚିଛି। ୨,୯୧,୧୩୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨,୩୪୧ ଜର ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
Covid-19 Report For 10th November
New Positives Cases: 1220
In Quarantine: 703
Local Contacts: 517(Details of local contacts will be shared by concerned District Administration)
District Wise Cases:
1. Angul: 58
2. Balasore: 21
3. Bargarh: 60
4. Bhadrak: 28
5. Balangir: 33— I & PR Department, Odisha (@IPR_Odisha) November 11, 2020
22. Mayurbhanj: 46
23. Nawarangpur: 14
24. Nayagarh: 20
25. Nuapada: 66
26. Puri: 60
27. Rayagada: 5
28. Sambalpur: 40
29. Sonepur: 13
30. Sundargarh: 119
31. State Pool: 21New recoveries: 1448
Cumulative tested: 5077119
Positive: 305000
Recovered: 291137
Active cases: 12341— I & PR Department, Odisha (@IPR_Odisha) November 11, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୩୪ ଓ କଟକରୁ ୯୬। ଅନୁଗୁଳରୁ ୫୮, ବାଲେଶ୍ୱର ୨୧, ବରଗଡ ୬୦, ଭଦ୍ରକ ୨୮, ବଲାଙ୍ଗୀର ୩୩, ବୌଦ୍ଧ ୫, ଦେଓଗଡ ୩, ଢେଙ୍କାନାଳ ୨୬, ଗଜପତି ୫, ଗଞ୍ଜାମ ୨୭, ଜଗତସିଂହପୁର ୫୯, ଯାଜପୁର ୨୬, ଝାରସୁଗୁଡ଼ା ୩୨, କଳାହାଣ୍ଡି ୫୯, କନ୍ଧମାଳ ୮, କେନ୍ଦ୍ରାପଡା ୪୮, କେନ୍ଦୁଝର ୪୮, କୋରାପୁଟ ୨୧, ମାଲକାନଗିରି ୧୯, ମୟୁରଭଞ୍ଜ ୪୬, ନବରଙ୍ଗପୁର ୧୪, ନୟାଗଡ ୨୦, ନୂଆପଡ଼ା ୬୬, ପୁରୀ ୬୦, ରାୟଗଡ଼ା ୫, ସମ୍ବଲପୁର ୪୦, ସୋନପୁର ୧୩, ସୁନ୍ଦରଗଡ଼ ୧୧୯, ଷ୍ଟେଟ ପୁଲରୁ ୨୧ ଚିହ୍ନଟ ହୋଇଛନ୍ତି।
Comments are closed.