www.samajalive.in
Saturday, December 6, 2025
15.1 C
Bhubaneswar

ଦୀପତ୍ସୋବରେ ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ଅଯୋଧ୍ୟା

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ତିଆରି ହେବାର ନିଷ୍ପତ୍ତି ହେବା ପରେ ପ୍ରଥମ ଥର ଏଠାରେ ଦୀପାବଳି ପାଳନ ହେବ। ରାମନଗରୀ ସମୂର୍ଣ୍ଣଭାବେ ସଜା ହୋଇଛି। ସମୂର୍ଣ୍ଣ ଅଯୋଧ୍ୟାର କଳ୍ପନା ସତରେ ପରିଣତ ହୋଇଛି।
ଆଜି ମୁଖ୍ୟ ଦୀପୋତ୍ସବରେ ପ୍ରଭୁ ରାମଙ୍କ ପାଇଁ ୫.୫୧ ଲକ୍ଷ ଦୀପରେ ଅଯୋଧ୍ୟା ଏକ ଭିନ୍ନ ରୂପରେ ଦୃଶ୍ୟମାନ ହେବ।
ଦୀପୋତ୍ସବର ଆରମ୍ଭ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଆରମ୍ଭ କରିବେ।
ଗତବର୍ଷ ଏଠାରେ ପ୍ରଭୁ ରାମଙ୍କ ପାଇଁ ୪ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା। ଏହାସହ ୧୪ ଟିମନ୍ଦିରରେ ୫୪ ହଜାର ଦୀପ ଜଳାଯାଇଥିଲା।
ଦୀପୋତ୍ସବର ଭବ୍ୟତା କିପରି ହେବ, ଏହାର ଝଲକ ଗୁରୁବାର ଦିନ ମଧ୍ୟ ଦେଖାଯାଇଥିଲା। ଯେଉଁ ସମୟରେ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଜଳାଯାଇଥିବା ଲକ୍ଷାଧିକ ଦୀପରେ ସହର ଆଲୋକରେ ଆଲୋକିତ ହୋଇ ଉଠିଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories