www.samajalive.in
Monday, December 15, 2025
24.1 C
Bhubaneswar

ରାଜଧାନୀରେ ପୁଣି ଲୁଟ ; ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆଉ ଏକ ଘଟଣା ସାମ୍ନାକୁ ଆସିଥିବା ଗୁରୁବାର ଜଣାପଡ଼ଇଛି। ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ ଲୁଟ କରିଥିବା ଅଭିଯୋଗ ହୋଇଛି। ଏନେଇ ଖାରବେଳ ଥାନାରେ ଉକ୍ତ ଦମ୍ପତି ଅଭିଯୋଗ ମଧ୍ୟ କରିଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଦମ୍ପତି ୨ ନମ୍ବର ମାର୍କେଟରୁ ଫେରୁଥିବା ସମୟରେ କିଛି ଲୁଟେରା ତାଙ୍କ ପିଛା କରି ଚେନ ଝାମ୍ଫି ନେଇଥିଲେ। ଏହାପରେ ଲୁଟେରାଙ୍କ ପିଛା କରିଲେ ମଧ୍ୟ ଦମ୍ପତି ସେମାନେ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories