ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ

ବ୍ରାଉନ ବ୍ରେଡ଼ – ଏହା ଅଟାରେ ପ୍ରସ୍ତୁତ ହୋଇଥିବାରୁ , ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ ବହୁ ଭିଟାମିନ ଯୋଗାଇଥାଏ। ମହୁ – ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ…
Read More...

ଶୀତଦିନ : ତ୍ୱଚାରେ ମାଲିସ କରନ୍ତୁ ଦହି

ଶୀତଦିନେ ତ୍ୱଚା ସାଧାରଣତଃ ଶୁଷ୍କ ହୋଇଥାଏ। ଏହିଦିନେ ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ଯ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ…
Read More...

ପେଷା ଅମୃତଭଣ୍ଡା ଘିଅ ମଟନ

ମଟନ – ୪୦୦ ଗ୍ରାମ ପେଷା ଅମୃତଭଣ୍ଡା – ୩ ଚାମଚ ଘିଅ – ୧୫୦ ଗ୍ରାମ ଅଦା ରସୁଣ ବଟା – ୪ ଚାମଚ କଟା ପିଆଜ – ୨୦୦ ଗ୍ରାମ କଟା ଟମାଟୋ – ୨ଟି ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ…
Read More...

ବାଇକରେ କରୁଥିଲେ ସିଂହର ପିଛା ; ଗିରଫ ହେଲେ ୨

ଗୁଜରାଟ : ବାଇକରେ ୨ ବ୍ୟକ୍ତି ସିଂହକୁ ପିଛା କରି ଗିରଫ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି। ଘଟଣାକ୍ରମେ ଗୁଜରାଟର ଜୁନାଗଡ ଅଞ୍ଚଳରେ ବାଇକରେ ୨ ଜଣ ବ୍ୟକ୍ତି ସିଂହକୁ ପିଛା କରିବାର ଭିଡିଓ ଭାଇରାଲ ହେବା ପରେ…
Read More...

କମୁଛି ସଂକ୍ରମଣ ; ନୂଆ ଆକ୍ରାନ୍ତ ୩୯୩ ; ସ୍ଥାନୀୟ ଆକ୍ରାନ୍ତ ୧୬୫

ଭୁବନେଶ୍ୱରୁ : ରାଜ୍ୟରେ ଦୈନିକ ସଂକ୍ରମଣ ୪୦୦ ମଧ୍ୟରେ ସୀମିତ ରହୁଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଆଉ ୩୯୩ ନୂଆ…
Read More...

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

ଜୟପୁର : ରାଜସ୍ଥାନର ଚିତ୍ତୋରଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଚିତ୍ତୋରଗଡ ଜିଲାର ନିକୁମ୍ବ ପୁଲିସ ଥାନା ଅନ୍ତର୍ଗତ ଅଞ୍ଚଳରେ ଦୁଇଟି ଗାଡି (ଏକ ଟ୍ରେଲର ଓ କ୍ରୁଜର )ପରସ୍ପର…
Read More...

୨୪ ଘଣ୍ଟାରେ ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ; ୩୯୧ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କିଛି ସପ୍ତାହ ଧରି ଉଭୟ ହ୍ରାସ ଓ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟା ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସଶଧୀନ ଅବସ୍ଥାରେ…
Read More...

ବାଇକକୁ ଧକ୍କା ଦେଲା ଡମ୍ଫର ; ଜଣେ ନାବାଳକ ସହ ୨ ମୃତ

ବାଲେଶ୍ୱର : ବାଇକକୁ ଏକ ଡମ୍ଫର ଧକ୍କା ଦେବା ଫଳରେ ଜଣେ ନାବାଳକ ସହ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ବାଲେଶ୍ୱର ଜିଲା ରାଜ୍ୟ ରାଜପଥ -୫୭ର ସାତଶୁଳିଆ ନିକଟରେ ଘଟିଛି।…
Read More...

ରାଜଧାନୀରେ ଘନ କୁହୁଡି ; ଯାନ ଚଳାଚଳରେ ବାଧାପ୍ରାପ୍ତ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନ ସମେତ ରାଜଧାନୀରେ ଘନ କୁହୁଡିର ଆସ୍ତରଣ ହୋଇଥିବା ରବିବାର ଦେଖାଯାଇଛି। ଘନ କୁହୁଡ଼ି କାରଣରୁ ରାସ୍ତାରେ ମୋଟର ଯାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏହାସହ ଆହୁରି ୨ଦିନ ଯାଏଁ…
Read More...

ବିଶ୍ୱର ଦାମୀ ହୋଟେଲ : ଚକିତ କରେ ଏହାର ଭଡା

ସଉକ ଏକ ବଡ଼ ଜିନିଷ। ପ୍ରତ୍ୟେକଙ୍କର କିଛି ନା କିଛି ସଉକ ଥାଏ। କାହାକୁ ଖାଦ୍ୟପେୟର ତ କାହାକୁ ଦାମୀ ବସ୍ତ୍ରର, ଅଳଙ୍କାରର, ଭ୍ରମଣର ଏଭଳି ଭିନ୍ନ ଭିନ୍ନ ସଉକ ଥାଏ। ଭ୍ରମଣ ପ୍ରେମୀଙ୍କ ମଧ୍ୟରୁ ବହୁ ଲୋକଙ୍କୁ ଦାମୀ…
Read More...

ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର କରନ୍ତୁ ବ୍ୟବହାର

ଐଶାନ୍ୟ କୋଣ ଜଳ ଏବଂ ଭଗବାନ ଶିବଙ୍କ ସ୍ଥାନ, ଏହାସହ ଗୁରୁ ଗ୍ରହ ଏହି ଦିଗର ସ୍ୱାମୀ ଅଟନ୍ତି। ଐଶାନ୍ୟ କୋଣରେ ପୂଜା ଘର, ମାଠିଆ ଆଦି ରଖିବା ଶୁଭ। – ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳଙ୍କ ସ୍ଥାନ। ଏହା ସହ ଶୁକ୍ର ଗ୍ରହ…
Read More...

ସଡକ ଦୁର୍ଘଟଣା ; ଜଣେ ମୃତ ; ୨ ଆହତ

ରାଉରକେଲା : ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ଆକ୍ଟିଭା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ…
Read More...

ପିପିଲି ଟୋଲ ଗେଟ ସମ୍ମୁଖରେ ଗଣ ବିକ୍ଷୋଭ

ପିପିଲି : କୃଷକ ଓ ଖାଉଟି ବିରୋଧୀ କଳା ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରିଛନ୍ତି। ଏଥିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ…
Read More...

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ; ୨ମୃତ ,୬ ଆହତ

ନୂଆପଡା : ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଶନିବାର ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ବିଳମ୍ବିତ ରାତିରେ ନୂଆପଡା ଜିଲାର ସିନାପାଲି ଥାନା ଅନ୍ତର୍ଗତ…
Read More...

ନୂଆ ଚିହ୍ନଟ ଆକ୍ରାନ୍ତ ୩୦,୦୦୫ ; ମୋଟ ଆକ୍ରାନ୍ତ ୯୮ ଲକ୍ଷ ୨୬ ହଜାର ୭୭୫କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ଧରି ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ…
Read More...

୭୦ ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲାରେ ଚୋରାଚାଲାଣ ବେଳେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି। । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ। ଗତକାଲି…
Read More...

ଶୀତଦିନିଆ ତ୍ୱଚା ଉପାୟ

ଭିଟାମିନ – ଇ ତେଲ, ଗ୍ଲିସରିନ କିମ୍ବା ଭେସଲିନକୁ ମିଶାଇ ମୁହଁରେ ଓ ସମ୍ଭବତଃ ବେକରେ, ହାତରେ , ଗୋଡ଼ରେ ସ୍ନାନ କରିବା ପୂର୍ବରୁ ଭଲ ଭାବେ ମାଲିସ କରନ୍ତୁ। ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ପରେ ସ୍ନାନ କରନ୍ତୁ।…
Read More...

ହକି ବିଶ୍ୱକପ : ମୁଖ୍ୟଶାସନ ସଚିବ ଓ ରାଜ୍ୟ ଉଚ୍ଚ ପଦାଧିକାରୀଙ୍କ ବିଜୁପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ

ରାଉରକେଲା : ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ୨୦୨୩ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତିଆରମ୍ଭ ହୋଇଛି। ମୁଖ୍ୟଶାସନ ସଚିବ ଓ ରାଜ୍ୟ ଉଚ୍ଚ…
Read More...

କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଙ୍କିଆ ଥାନା ରମ୍ଭାବିଲ ଗାଁରେ ଘଟିଛି। ଗାଁର କୂଅ ଭିତରୁ ଯୁବକଙ୍କ…
Read More...

ଟ୍ରକ ଓ ଟ୍ରାକ୍ଟର ଧକ୍କା ; ୨ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କାଳିଆପଡା ଘାଟି ରାସ୍ତାରେ ଗତ କାଲି ବିଳମ୍ବିତ ରାତ୍ରିରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୨ଜଣଙ୍କ ଶୋଚନିୟ ମୃତ୍ୟୁ ହୋଇଥିବା ବେଳେ ଜଣେ…
Read More...

ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ମୃତ ; ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ କାଠବାଡି ଗାଁରେ ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର…
Read More...

ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ସହର ନିକଟବର୍ତ୍ତି ଗାଁରେ ହାତୀପଲଙ୍କ ଉପଦ୍ରବ ଜାରି ରହିଥିବା ନେଇ ଶୁକ୍ରବାର ଜଣାପଡିଛି। ବିନିକା ବ୍ଲକ ସେଲେଡି,ଝାରପଡା ଓ ତୁଲୁଣ୍ଡୁପାଲି ଗାଁରେ ୪୦ ଟିକିଆ ହାତୀପଲ…
Read More...

ଗୁଡ ଚା’

ଆବଶ୍ୟକ ସାମଗ୍ରୀ ଖିର – ୧କପ ପାଣି -ଅଳ୍ପ ଜୁଆଣୀ – ସାମାନ୍ୟ ଗୁଜୁରାତି – ୧ଟି ଗୁଡ- ଆବଶ୍ୟକ ପରିମାଣରେ ଚା’ପତି- ଆବଶ୍ୟକ ପରିମାଣରେ ତୁଳସୀ ପତ୍ର – ୨ଟି ଅଦା - ଅଳ୍ପ ପ୍ରସ୍ତୁତି…
Read More...

ଏହି ୭ଟି ଜିନିଷକୁ ଆଦୌ କରନ୍ତୁ ନାହିଁ ଦାନ ; ହୋଇଥାଏ ଅଶୁଭ

ଦାନ କରିବାର ଖୁବ ମହତ୍ତ୍ୱ ରହିଛି। ଏହାର ଉଲ୍ଲେଖ ଗ୍ରନ୍ଥରେ ମଧ୍ୟ ରହିଛି। ମାତ୍ର ଶାସ୍ତ୍ରରେ ଏପରି ମଧ୍ୟ ମାନ୍ୟତା ରହିଛି, କେଉଁ ଜିନିଷକୁ ଦାନ କରିବା ଉଚିତ ଓ ଉଚିତ ନୁହେଁ। ଜାଣନ୍ତୁ.... - ଝାଡୁ ଦାନ କଲେ ଅଶୁଭ…
Read More...

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଅଦା ବରଫି

ଶୀତଦିନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଏହିଦିନ ଶରୀରକୁ ଉଷ୍ଣ ଦେଉଥିବା ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ। ଶରୀରକୁ ଏହି ଦିନରେ ବାହାର ସହ ଭିତରର ଉଷ୍ଣତା ମଧ୍ୟ ଆବଶ୍ୟକ। ରୋଗପ୍ରତିରୋଧକ ଶକ୍ତି…
Read More...

ସଡକ ଦୁର୍ଘଟଣା ; ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜାଡିହ ନିକଟରେ ଆଜି ସକାଳେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ବାପପୁଅ ବୋଲି ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ…
Read More...

୫ ଜିଲାରୁ କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୯୪କୁ…
Read More...

କୁଣ୍ଡ ପାଣିରେ ବାଘ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଏବେ କିଛି ଭାଇରାଲ ହେଉଥିବା ଭିଡିଓ ବେଶ ଲୋକପ୍ରିୟ ହେବାକୁ ଲାଗୁଛି। ଲୋକେ ଭାଇରାଲ ଭିଡିଓକୁ ଦେଖିବା ସହ ଏହାକୁ ପସନ୍ଦ ଓ ସେୟାର ମଧ୍ୟ କରୁଛନ୍ତି। ଭିଡିଓଟି ଯଦି ମଜାଳିଆ ଅଥବା ଜୀବଜନ୍ତୁଙ୍କ ଗତିବିଧି…
Read More...

ସ୍ୱଚ୍ଛ ସହର : ମହୀଶୁର

ମହୀଶୁର ହେଉଛି ଏକ ସୁନ୍ଦର ସ୍ଥାନ। ଏହା ସବୁଠାରୁ ସ୍ୱଚ୍ଛ ସହର ମଧ୍ୟ ଅଟେ। ଯାହା ନିଜର ଶାନ୍ତ ପରିବେଶ, କଳା, ମହଲ, ସଂସ୍କୃତି,ପରମ୍ପରା ପାଇଁ ପ୍ରସିଦ୍ଧ। ବିନା କୌଣସି ସନ୍ଦେହରେ ମହୀଶୁର ମହଲ ସହରର ସବୁଠାରୁ…
Read More...

ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ

ସୁନ୍ଦରଗଡ/ସୁବର୍ଣ୍ଣପୁର : ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ ନେଇ ଜଣାପଡିଛି। ସୁବର୍ଣ୍ଣପୁର ଜିଲା ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ସହର ନିକଟବର୍ତ୍ତୀ ଗାଁରେ ତଥା ସହ ବିନିକା…
Read More...

ଟୁଇନ ସିଟିରେ ଘନ କୁହୁଡ଼ି

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଦେଖାଯାଉଛି। ଆଜି ଭୋର ସମୟରେ ଅଳ୍ପ କେଇ ମିଟର ଦୂରରୁ ରାସ୍ତା ଘାଟ ଦେଖାଯାଉନି। କୁହୁଡି ଯୋଗୁଁ ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।
Read More...

୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ : ଆଜି ଭଦ୍ରକ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ବନ୍ଦ ପାଳନ ହେବା ସହ ବିଭିନ୍ନ ସ୍ଥାନରେ…
Read More...

ଶୀତଦିନେ କେଶ ଝଡିବା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ?

ଆପଣଙ୍କ କେଶ ଶୀତଦିନେ ଅଧିକ ଝଡିଥାଏ କି ? କେଶ ଝଡ଼ିବାର କାରଣରୁ ସଭିଁଏ ଖୁବ ଚିନ୍ତିତ ମଧ୍ୟ ରହିଥାଆନ୍ତି। ଶୀତଦିନେ କେବଳ ତ୍ୱଚା ନୁହେଁ କେଶ ମଧ୍ୟ ରୁକ୍ଷ ହୋଇଥାଏ। ଏପରି ସମୟରେ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ।…
Read More...

ବାଚସ୍ପତିଙ୍କ ଅଡିଓ ଭାଇରାଲ ଘଟଣାର ତଦନ୍ତ ଦାବି

ବ୍ରହ୍ମପୁର: ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ବାର୍ତ୍ତାଳପର ଅଡିଓ ଭାଇରାଲ ଘଟଣାର ତଦନ୍ତ ଦାବି ହୋଇଛି । କାର୍ତିକ ସେଠି ନାମକ ଜଣେ ବ୍ୟକ୍ତି ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ…
Read More...

କୁରୁମୁରୁ ଚିକେନ ଫ୍ରାଏ

ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ – ୪୦୦ ଗ୍ରାମ କର୍ଣ୍ଣଫ୍ଲୋର – ୧ କପ ରୁ କମ୍‍ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ୪ ଚାମଚ ପାଣି – ଆବଶ୍ୟକ ପରିମାଣରେ…
Read More...

ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଦୈନିକ କରୋନା ମୃତକଙ୍କ ସଂଖ୍ୟା ୧୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ…
Read More...

ତୁଳସୀମାଳାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ତୁଳସୀ ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଏ। ଭଗବାନଙ୍କ ପୂଜାରେ ତଥା ଭୋଗରେ ତୁଳସୀ ନିଶ୍ଚୟ ବ୍ୟବହାର କରାଯାଏ। ତୁଳସୀର ଧାର୍ମିକ ମହତ୍ତ୍ୱ ସହ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଥଣ୍ଡା, କାଶ, ପାଗର ପରିବର୍ତ୍ତନରେ…
Read More...

କୂଅରେ ଖସିଲା କାର ; ଚାଲିଗଲା ୬ ଜଣଙ୍କ ଜୀବନ

ମହୋବା : ମଧ୍ୟପ୍ରଦେଶର ଛତରପୁର ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୩ ଜଣ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। କୂଅ ମଧ୍ୟକୁ ଏକ କାର ଖସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତକମାନେ…
Read More...

ଦେଶରେ ନୂଆ ପଜିଟିଭ ୩୨,୦୮୦ ; ମୃତ ୪୦୨

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବବା ଦେଖାଯାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ…
Read More...

ପୁଲୱାମାରେ ଏନକାଉଣ୍ଟର ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଥିବା ନେଇ ବୁଧବାର ଜଣାପଡ଼ିଛି। ପୁଲୱାମାର ଟିକନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।…
Read More...

ସମ୍ବଲପୁରରେ ଭାରତ ବନ୍ଦକୁ ସମର୍ଥନ

ସମ୍ବଲପୁର : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ଦାବିପୁରଣ ପାଇଁ ରାଜି ନ ହେବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି…
Read More...

ନବଦମ୍ପତିଙ୍କ ପାଇଁ କିଛି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ଜନ୍ମ ଜନ୍ମର ବନ୍ଧନ ମଧ୍ୟ କୁହାଯାଏ। ଏହି କାରଣରୁ ନବ ଦମ୍ପତି ନିଜ ସମ୍ପର୍କରେ ସର୍ବଦା ମଧୁରତା ରହିବା ପାଇଁ ଓ ସୁଦୃଢ ରହିବା ପାଇଁ କିଛି ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦେବା…
Read More...

ଜଳିଗଲା ୬ଟି ଧାନ ଗଦା 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ମଙ୍ଗଳବାର ଦେଖାଯାଇଛି। ରାଉରକେଲା , କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାଉରକେଲାରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ…
Read More...

ଆଉ ୬ ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୧୭୮୪

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ କରୋନା ଜନିତ ମୃତକଙ୍କ ସଂଖ୍ୟାହ୍ରାସ ପାଇବା ସହ ୧୦ ମଧ୍ୟରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ କରୋନାରେ ଆଉ ୬ ଆକ୍ରାନ୍ତ ଆଖି ବୁଜିଲେ। ଏହାସହ ମୋଟ ମୃତ୍ୟୁ…
Read More...

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ଆକ୍ରାନ୍ତ ୩୪୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

ଫୁଲବ।ଣୀ :  କେନ୍ଦ୍ର ସରକାରଙ୍କ କୃଷି ନିତୀ କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଭାରତବନ୍ଦ ଡ଼ାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଫଳରେ…
Read More...

ଚଳନ୍ତା ସିମେଣ୍ଟ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବାରେ ଚଳନ୍ତା ସିମେଣ୍ଟ ବୋଝେଇ ଟ୍ରକରେ ହଠାତ ଅଗ୍ନିକାଣ୍ଡ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ନିଆଁ ଲାଗିବା ମାତ୍ରେ ଚଳନ୍ତା ଟ୍ରକରୁ ଡେଇଁ ଚାଳକ ଓ…
Read More...

ଦେଶରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ୨୬,୫୬୭ ନୂଆ ଆକ୍ରାନ୍ତ ଚିହ୍ନଟ ; ୩୮୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ତୁଳନାରେ ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ଆଜି ଏଥିରେ ହ୍ରାସ ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୨୬,୫୬୭…
Read More...

ଆଜି ପବିତ୍ର ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ…
Read More...

କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା , ଆଳୁ

କିଛି ସହଜ ଉପାୟ ଦ୍ୱାରା ଆମେ କେଶକୁ ମୋଟା, କୋମଳ ଓ ଆକର୍ଷଣୀୟ କରିପାରିବା ଜାଣନ୍ତୁ ତାହା କ’ଣ ସପ୍ତାହକୁ ୨ ଥର କେଶରେ ଆଳୁର ରସ ଲଗାଇଲେ ଏହା କେଶକୁ ଘନ କରିଥାଏ। କେଶ ମୂଳରେ ଆଳୁର ରସକୁ ଲଗାଇବା ଦ୍ୱାରା କେଶ…
Read More...

୩୯ ଦିନର କୁନି ପରୀ ଦୁନିଆରୁ ବିଦାୟ ନେବା ପୂର୍ବରୁ ଅନ୍ୟ ଜଣଙ୍କୁ ଦେଲା ଜୀବନଦାନ

ଚଣ୍ଡିଗଡ : କୁହାଯାଏ ଜୀବନ ମୃତ୍ୟୁର ଡୋର କେବଳ ଭଗବାନ ହିଁ ଜାଣନ୍ତି। ଏହାସହ ଅନେକ ସମୟରେ ଭଗବାନ ଏକ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାକୁ ସୁଯୋଗ ଦେଇ ଥାଆନ୍ତି। ଏଭଳି ହିଁ ଏକ ଘଟଣା ଏବେ ଜଣାପଡିଛି। ପଞ୍ଜାବର…
Read More...

ଶୀତର ଆରମ୍ଭ; ମଥୁରାରେ ପ୍ରଭୁଙ୍କୁ ପିନ୍ଧାଯାଉଛି ଶୀତବସ୍ତ୍ର, ଅର୍ପଣ ହେଉଛି ସ୍ୱତନ୍ତ୍ର ଭୋଗ

ମଥୁରା : କୁହାଯାଏ ଥଣ୍ଡା, ଖରାର ପ୍ରଭାବ କେବଳ ମନୁଷ୍ୟ ନୁହେଁ ବରଂ ଭଗବାନଙ୍କୁ ମଧ୍ୟ ହୋଇଥାଏ। ଏହି ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଭଗବାଙ୍କର ମଧ୍ୟ ଶୀତ ଓ ଖରାର ଦିନରେ କିଛି ସ୍ୱତନ୍ତ୍ର ନୀତିନିୟମ ମଧ୍ୟ ପାଳନ…
Read More...

ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତ ,ମୃତକଙ୍କ ସଂଖ୍ୟା ହ୍ରାସ ପାଇଛି। ଗତକାଲି ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିବା ବେଳ ୨୪ ଘଣ୍ଟାରେ ୭ ଆକ୍ରାନ୍ତ ଚିକିସାଧୀନ ଅବସ୍ଥାରେ ମୃତ୍ୟୁ…
Read More...

କମୁଛି ସଂକ୍ରମଣ ; ରାଜ୍ୟରେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି। ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ…
Read More...

ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ : ଦେଗଡ ଜିଲା ବିରିଆମ ନାଳରେ ପଡ଼ି ଗୁରୁତର ହୋଇଥିବା ଓ ଚିକିତ୍ସାଧୀନ ଅବସ୍ଥାରେ ଥିବା ମାଈ ହାତୀର ମୃତ୍ୟୁ ହୋଇଥିବା ସୋମବାର ଜଣାପଡିଛି। କିଛି ଦିନ ତଳେ ଉକ୍ତ ହାତୀଟି ନାଳରେ ପଡି ଗୁରୁତର ହୋଇଥିଲା। ଏହାପରେ…
Read More...

ଦେଶରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ୩୨ ,୯୮୧ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଗତକିଛି ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ବୃଦ୍ଧି ଓ ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ତୁଳନାରେ ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଥିବା…
Read More...

ଶୀତରେ ନିଶ୍ଚୟ ଖାଆନ୍ତୁ ମଟର

ମଟରରେ ବହୁ ପୋଷକ ତତ୍ତ୍ୱ ରହିଛି। ଏହାକୁ ବ୍ୟଞ୍ଜନ ପ୍ରସ୍ତୁତି କରିବା ସହ କଞ୍ଚା ମଧ୍ୟ ଖିଆଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମଟରରେ ଭିଟାମିନ ଏ ବି, ବି-୬, ସି ଓ କେ ଥାଏ। ଏହାସହ ମଟରରେ ଫାଇବର, ପ୍ରୋଟିନ,…
Read More...

ଶସ୍ୟଶ୍ୟାମଳା ଓ ସୁନ୍ଦର ପାହାଡିଆ ମନମୁଗ୍ଧକର ଅଟେ ଏହି ସ୍ଥାନ 

ହିମାଚଳପ୍ରଦେଶରେ ସ୍ଥିତ ଭୁନ୍ତାର ସହର। ଏଠାରେ ଶସ୍ୟଶ୍ୟାମଳା ପରିବେଶ, ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏହି ଭୁନ୍ତାର ସହରରେ କେଉଁ କେଉଁ ପର୍ୟ୍ୟଟନସ୍ଥଳୀ ରହିଛି ଆସନ୍ତୁ ଜାଣିବା। ବିଜଲୀ ମହାଦେବ ମନ୍ଦିର –…
Read More...

ପାଟିର ଯତ୍ନ

ପାଟିର ଯତ୍ନ ନେବା ପାଇଁ କିଛି ବିଶେଷ ଘରୋଇ ଉପାୟ ରହିଛି। ଯାହାକୁ ଆପଣାଇବା ଦ୍ୱାରା ଦାନ୍ତ ଓ ପାଟି ଭିତର ଅଂଶ ସଠିକ ରହିଥାଏ। ଗ୍ରୀନ ଟିରେ ଆଣ୍ଟି-ବ୍ୟାକ୍ଟରିଅଲ ତତ୍ତ୍ୱ ରହିଛି। ତେଣୁ ଏହାକୁ ନିୟମିତ ପିଇବା ଦ୍ୱାରା…
Read More...

ସୁଖମୟ ଜୀବନର ୪ଟି ଅମୂଲ୍ୟ ରତ୍ନ

ପ୍ରଥମ ରତ୍ନ ହେଉଛି କ୍ଷମା। ଘର-ପରିବାର ଓ ଅନ୍ୟ ସମସ୍ତ ସ୍ଥାନରେ କେହି କିଛି କୁହନ୍ତୁ, ତୁମେ ଅନ୍ୟର ଭୁଲ କଥା ପ୍ରତି ଆଦୌ ଧ୍ୟାନ ଦେବ ନାହିଁ। ପ୍ରତିଶୋଧ ନେବାର ଭାବନାକୁ ନିଜ ଠାରୁ ଦୂରେଇ ରଖିବ। ଭୁଲ କରୁଥିବା…
Read More...

ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ ; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ହେବ ୧୦ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ଆଖି ବୁଜିଲେ। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧୭୬୫ରେ…
Read More...

ବୃଦ୍ଧଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ନୟାଗଡ : ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ଡେଲିପାଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଜଣେ ବୃଦ୍ଧଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୃଦ୍ଧଙ୍କ ଘର…
Read More...

୨୪ ଘଣ୍ଟାରେ ଆଉ ନୂଆ ୩୬,୬୫୨ କରୋନା ଆକ୍ରାନ୍ତ ଚିହ୍ନଟ ; ୫୧୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ମଧ୍ୟରେ ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ଆଉ ନୂଆ ୩୬,୬୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ…
Read More...

ଶଙ୍ଖର ମହତ୍ତ୍ୱ : ପ୍ରାପ୍ତି ହୋଇଥାଏ ଭଗନାନଙ୍କ ବିଶେଷ କୃପା ଓ ଆଶୀର୍ବାଦ

ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ୟ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ଓ ଆବଶ୍ୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ।…
Read More...

ପୁଣି ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାର ବିନିକାରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖା ଦେଇଥିବା ଶନିବାର ଜଣାପଡ଼ିଛି। ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା,ଉର୍ଲେ,ପାପକ୍ଷୟ,ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି। ଶହ ଶହ ଏକର…
Read More...

ଥରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ଜିରା…
Read More...

ବୃକ୍ଷ ସହ ଜଡ଼ିତ କିଛି ବାସ୍ତୁ ଉପାୟ

ହିନ୍ଦୁଧର୍ମ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଚାରି ପାଖରେ ଥିବା ବିଭିନ୍ନ ବୃକ୍ଷ ସଭିଁଙ୍କ ଜୀବନ ଉପରେ ମଧ୍ୟ ବିଭିନ୍ନ ପ୍ରଭାବ ପକାଇଥାଏ ବୋଲି କୁହାଯାଏ। ତେଣୁ ବଗିଚାରେ ହେଉ ଅଥବା ଆଖପାଖରେ ବୃକ୍ଷ ଲଗାଇବା ସମୟରେ…
Read More...

ହ୍ରାସ ପାଇଲା କରୋନା ଜନିତ ମୃତ୍ୟୁ ; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ଏବେ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ୧୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ…
Read More...

ସର୍ବନିମ୍ନ ସ୍ତରରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୩୭୭

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଘଣ୍ଟାରେ ୪୦୦ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୩୭୭ ନୂଆ…
Read More...

ଦେଶରେ ନୂଆ ଆକ୍ରାନ୍ତ ୩୬,୫୯୪ ; ମୃତ ୫୪୦

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ସଂଖ୍ୟା କିଛି ଦିନ ମଧ୍ୟରେ ହ୍ରାସ ଓ ବୃଦ୍ଧି ଉଭୟ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୩୬,୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଚିକିତ୍ସାଧୀନ ଅବସ୍ଥାରେ…
Read More...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ପିଥୋରାଗଡରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତି ୩ ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୬…
Read More...

୭୦ ଲକ୍ଷରୁ ଅଧିକ ଟଙ୍କାର ଚନ୍ଦନ କାଠ ଜବତ ; ୩ ଗିରଫ 

କଟକ : କଟକ ଜିଲା ଟାଙ୍ଗି ପୁଲିସ ଷ୍ଟେସନ ଅଧୀନ ଦଳଯୋଡି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପ୍ରାୟ ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ…
Read More...

ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରୋଇ କଳିରୁ…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଟକ : କଟକ ଜିଲାର ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ବୁଢାଲିଙ୍ଗ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଧାନ କାଟିବାକୁ ଯାଇଥିବା ବେଳେ ବୃଦ୍ଧ…
Read More...

ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ

ମୟୁରଭଞ୍ଜ/ବାଲେଶ୍ୱର/ବାରିପଦା  : ଶୁକ୍ରବାର ଓଡିଶାର ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତିବ୍ରତା ୩.୯ ରହିଥିବା ବେଳେ…
Read More...

ଏଭଳି ଏକ ହୋଟେଲ ; ଯେଉଁଠାରେ ଶୋଇବା ସମୟରେ କଡ ଲେଉଟାଇଲେ ଅନ୍ୟ ଦେଶରେ ଥାଆନ୍ତି ଲୋକେ

ଦୁନିଆରେ ଏଭଳି ବହୁ ହୋଟେଲ ରହିଛି, ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ ଓ ଅନନ୍ୟ। ଏହି ହୋଟେଲ ଗୁଡ଼ିକର ଗଠନ ମଧ୍ୟ ଖୁବ ବିଳାସପୂର୍ଣ୍ଣ ଓ ସୁନ୍ଦର। ମାତ୍ର ଆପଣ ଏଭଳି ଏକ ହୋଟେଲ ବିଷୟରେ ଜାଣିଛନ୍ତି କି ?…
Read More...

ଘରେ ନିଶ୍ଚୟ ରଖନ୍ତୁ କଳସ ; ପ୍ରାପ୍ତି ହେବ ଶୁଭଫଳ

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି, ସେମାନଙ୍କ ଜୀବନ ସୁଖଶାନ୍ତିରେ ଅତିବାହିତ ହେଉ। ନିଜର ସମସ୍ତ ସୁଖସୁବିଧାକୁ ପୂରଣ କରିବା ପାଇଁ ଆବଶ୍ୟକ ପରିମାଣରେ ଟଙ୍କା ରୋଜଗାର ହେବା ସହ ତାହା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ। ଅନେକ…
Read More...

ଟ୍ରକ-ବୋଲେରୋ ଧକ୍କା ; ୩ ବରଯାତ୍ରୀ ମୃତ, ୪ ଗୁରୁତର

ଛତିଶଗଡ : ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ବରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩…
Read More...

ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ଆଉ ୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହ୍ରାସ ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୫୫ପହଞ୍ଚିଛି। ଏବେ ୪,୮୧୫ ସକ୍ରିୟ…
Read More...

ସର୍ବନିମ୍ନ ସ୍ତରରେ ପଜିଟିଭଙ୍କ ସଂଖ୍ୟା ; ନୂଆ ଚିହ୍ନଟ ଆକ୍ରାନ୍ତ ୪୩୪

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଆଉ ନୂଆ ଆକ୍ରାନ୍ତ ୪୩୪ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫। ମୋଟ…
Read More...

ମାର୍ଗଶୀର ମାସରେ ନିୟମିତ କରନ୍ତୁ ଗୀତା ପାଠ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ.... ଏହି…
Read More...

ଦେଶରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୫୨୬ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ସୋରରେ ୨ଟି ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ ; ଗୋଟିଏରୁ ସଫଳ ଅନ୍ୟଟିରୁ ବିଫଳ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଗୋଟିଏ ଏଟିଏମରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟଟିରୁ ଲୁଟ ଉଦ୍ୟମ ହୋଇଥିବା ଗୁରୁବାର ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଖର ଛକ ହିଟାଚି ଏଟିଏମରୁ କେସ…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଡାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ଅନ୍ତର୍ଗତ ମୁରିବାହାଲ ରେଞ୍ଜରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଡାଉ କରାଯାଇଥିବା ଗୁରୁବାର ଜଣାପଡିଛି। ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଚାଲିଛି…
Read More...

ସୁନ୍ଦର ତ୍ୱଚା ପାଇଁ ଏହି ଜିନିଷର କରନ୍ତୁ ବ୍ୟବହାର

ବହୁ ପ୍ରାକୃତିକ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ମୁହଁ ପାଇଁ ଖୁବ ହିତକାରକ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ଆମେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରୁ ନାହିଁ। ଫଳରେ ତ୍ୱଚା ଫିକା ପଡ଼ିଯାଏ। ଏହା…
Read More...

ସୁସ୍ଥ ବୃକକ ପାଇଁ ସହଜ ଉପାୟ

ବୃକକ ଆମ ଶରୀରରେ ଅଦରକାରୀ ପଦାର୍ଥକୁ ବାହାର କରିଥାଏ। ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବୃକକର କାର୍ଯ୍ୟ କରିବା କ୍ଷମତା ଉପରେ ବହୁ ପ୍ରଭାବ ପକାଇଥାଏ। ବୃକକ ସୁସ୍ଥ ରହିବା ପାଇଁ ଆମକୁ କିଛି…
Read More...

ବୃଦ୍ଧି ପାଉଛି ଏହି କୁକୁଡ଼ା ମାଂସର ଚାହିଦା ; ଗୋଟିଏ କୁକୁଡ଼ାର ମୂଲ୍ୟ ୮୫୦ ଟଙ୍କା

ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣଭାବେ ଶେଷ ହୋଇ ନାହିଁ। ଏବେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଏଭଳି ସମୟରେ ନିଜ ଖାଦ୍ୟ ପେୟ ପ୍ରତି ଅଧିକ ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ…
Read More...

ଜଳଖିଆ ପ୍ରସ୍ତୁତ କରିବାକୁ ରୋଷଇ ଘରକୁ ଯାଇଥିଲେ ମହିଳା ; ଟୋଷ୍ଟର ନିକଟରୁ ବାହାରିଲା ବିଷାକ୍ତ ସାପ

ଥରେ ଭାବନ୍ତୁ, ଯଦି ଆପଣ ସକାଳର ଜଳଖିଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରୋଷଇ ଘରକୁ ଯାଆନ୍ତି ଏବଂ ପାଉଁରୁଟି ପ୍ରସ୍ତୁତ କରିବା ପାଇଁ ଟୋଷ୍ଟର କାଢନ୍ତି। ସେହି ସମୟରେ ଟୋଷ୍ଟର ପଛରୁ ଏକ ବିଷାକ୍ତ ସାପ ବାହାରେ ତେବେ…
Read More...

ଆଜି ଠାରୁ ଆରମ୍ଭ କୋଣାର୍କ ମହୋତ୍ସବ

କୋଣାର୍କ : ଆଜି ଠାରୁ କରୋନା କଟକଣା ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ଏହା ୫ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ…
Read More...

ଉତ୍ତରାଖଣ୍ଡର ସୁନ୍ଦର ସ୍ଥାନ ଫୁଲର ଉପତ୍ୟକା

ଆପଣ ଉତ୍ତରାଖଣ୍ଡରେ ସ୍ଥିତ ଫୁଲର ଉପତ୍ୟକା ବିଷୟରେ ଜାଣିଛନ୍ତି କି ?  ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ ଯାହା ଗଦବାଲ କ୍ଷେତ୍ରର ଚମୋଲୀ ଜିଲାରେ ଅବସ୍ଥିତ। ଏହା ବିଶ୍ୱର ଐତିହ୍ୟ ଭାବେ ମଧ୍ୟ ଘୋଷିତ ହୋଇଛି। ଜାଣନ୍ତୁ ଏହି…
Read More...

ସପ୍ତାହେ ହେଲାଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ଲୋକେ ଅତିଷ୍ଠ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାର ଅଞ୍ଚଳରେ ଆଜି ମଧ୍ୟ ହାତୀପଲଙ୍କ ଉଦଦ୍ରପ ଜାରି ରହିଛି। ସାରଙ୍ଗପାଲି, ବଲାରଙ୍ଗାରେ ୪୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଯାଇଛି। ହାତୀମାନେ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ…
Read More...

ବିବାହ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ହସ୍ତରେଖା ବିଷେଶଜ୍ଞଙ୍କ ମତରେ ଯେଉଁମାନଙ୍କର ହସ୍ତରେ ଶୁକ୍ର, ବୃହସ୍ପତି, ମଙ୍ଗଳ ଆଦିଙ୍କ ସ୍ଥାନ ଖୁବ ପ୍ରଭାବିତ ରହିଥାଆନ୍ତି। ସେମାନେ ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ। ଆମ ହସ୍ତରେ ଥିବା ରେଖାମାନଙ୍କ…
Read More...

୨ ବାଇକ ମୁହାଁମୁହିଁ ଧକ୍କା ; ୨ ମୃତ , ୩ ଗୁରୁତର

ଗଜପତି : ଗଜପତି ଜିଲା ମୋହନାର ଅଡବା ଥାନା ଅନ୍ତର୍ଗତ ଡମାଟୁଆ ଗାଁ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୋମବାର ଜଣାପଡିଛି। ଏଥିରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୩ ଜଣ ଗୁରୁତର…
Read More...

ନକଲି ଖାଦ୍ୟ ସାମଗ୍ରୀର କୁଟୀର ଶିଳ୍ପ ପାଲଟିଛି କଟକ : ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଆଜି ମଧ୍ୟ କଟକର ଜଗତପୁରର…
Read More...

ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଦୀର୍ଘ ଦିନ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ତଳକୁ ରହିଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
Read More...

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟରେ ରେକର୍ଡ଼ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

କାମଧେନୁ ଶଙ୍ଖର ମହତ୍ତ୍ୱ

ସମୁଦ୍ର ମନ୍ଥନ ସମୟରେ ଦେବ-ଦାନବ ସଂଘର୍ଷ ସମୟରେ ସମୁଦ୍ରରୁ ୧୪ଟି ମୂଲ୍ୟବାନ ରତ୍ନର ଉତ୍ପତ୍ତି ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ମ ରତ୍ନରେ ଶଙ୍ଖର ଜନ୍ମ ହୋଇଥିଲା ବୋଲି ମାନ୍ୟତା ରହିଛି। ପ୍ରାକୃତିକ ରୂପରେ ଶଙ୍ଖ…
Read More...

୧୫ ଡିଗ୍ରୀ ତଳେ ୧୧ଟି ସହରର ତାପମାତ୍ରା ; ସୋନପୁର ସର୍ବନିମ୍ନ ୯ ଡ଼ିଗ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଆରମ୍ଭ ହୋଇସାରିଛି। ଏହାସହ ବହୁ ସ୍ଥାନରେ ଥଣ୍ଡାର ଅଧିକ ପ୍ରଭାବ ରହିଛି। ପ୍ରାୟ ୧୧ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ବୋଲି ସୋମବାର ଜଣାପଡିଛି। ୯…
Read More...

ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ; ନୂଆ ଆକ୍ରାନ୍ତ ୩୮, ୭୭୨ ; ମୃତ ୪୪୩

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି। ୨୪ ଘଣ୍ଟାରେ ୩୮, ୭୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୪୪୩ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
Read More...