ନୟାଗଡ : ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ଡେଲିପାଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଜଣେ ବୃଦ୍ଧଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୃଦ୍ଧଙ୍କ ଘର ପଛରୁ ତାଙ୍କ ମୃତଦେହ ଜବତ କରାଯାଇଛି। ରାତିରେ ଉକ୍ତ ବୃଦ୍ଧ ଜଣଙ୍କ ଭଲି ବଲ ମ୍ୟାଚ ଦେଖିବାକୁ ଯାଇଥିଲେ ଓ ସକାଳୁ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
Popular Categories



