ଟୁଇନ ସିଟିରେ ଘନ କୁହୁଡ଼ି

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଦେଖାଯାଉଛି। ଆଜି ଭୋର ସମୟରେ ଅଳ୍ପ କେଇ ମିଟର ଦୂରରୁ ରାସ୍ତା ଘାଟ ଦେଖାଯାଉନି। କୁହୁଡି ଯୋଗୁଁ ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।

Comments are closed.