ପୁଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ସୋମବାର ଜଣାପଡିଛି। ବିନିକା ଅଞ୍ଚଳରେ ୬୦ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ…
Read More...

ପରିବା ସାଲାଡ

ଆବଶ୍ୟକ ସାମଗ୍ରୀ ଗାଜର – ୨ଟି ଗୋଲମରିଚ ଗୁଣ୍ଡ – ୧ ଚାମଚ ଲେମ୍ବୁ ରସ – ଅଳ୍ପ କଳା ଲୁଣ – ଅଳ୍ପ ଅଳସୀ ମଞ୍ଜି – ଅଳ୍ପ ବିଟ – ଅଳ୍ପ (କଟା ହୋଇଥିବା) ମୂଳା -ଅଳ୍ପ (କଟା ହୋଇଥିବା) ପନୀର – କୋରା ହୋଇଥିବା…
Read More...

ଶୀତଦିନେ ବ୍ୟବହାର କରନ୍ତୁ ମହୁ ଓ କ୍ଷୀର

ଶୀତଦିନେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଜାଣିବା କଥା

ଶ୍ୱେତ ରକ୍ତ କଣିକା ଶରୀରର ରୋଗପ୍ରତିରୋଧକ ଶକ୍ତି ଅଟେ। ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ଏହାର ମାତ୍ରା କମିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏପରି କିଛି ଖାଦ୍ୟପଦାର୍ଥ…
Read More...

ନକଲି ଜିନିଷ ପ୍ରସ୍ତୁତିର ଆଡ୍ଡା ପାଲଟିଛି କଟକ ; ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜିଲାରେ କିଛି ଦିନ ମଧ୍ୟରେ ନକଲି ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ବହୁ ନକଲି ଜିନିଷ ଠାବ ହୋଇଛି। ଆଜି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଛି। ବହୁ ନାମୀଦାମୀ…
Read More...

ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଦୈନିକ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ମଧ୍ୟରେ ରହୁଛି। ଏହାସହ ସ୍ଥାନୀୟ ପଜିଟିଭ ସଂଖ୍ୟା ମଧ୍ୟ କମିଛି। ୨୪ ଘଣ୍ଟାରେ ରାଜ୍ୟରେ ୫୧୮…
Read More...

ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ

ଆଠଗଡ : ବଡଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗଜ ଭୋଗ ଲାଗି ହୋଇଛି। ରାତି ପ୍ରାୟ ୧ଟା ସମୟରେ ମଙ୍ଗଳଆଳତୀ, ବାଳଭୋଗ ଏବଂ ଘର୍ଷଣ ଆଦି ନୀତି ହେବା ପରେ ପ୍ରଭୁଙ୍କ ନିକଟରେ ଗଜଭୋଗ ଲାଗି…
Read More...

ଡକାୟତି ଉଦ୍ୟମ ବେଳେ ହଣାକଟା ; ୪ ଜଣ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ବେଳେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ରବିବାର ଜଣାପଡିଛି। ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ…
Read More...

ପୁଣି ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ୪୧, ୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୬ ମୃତ

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୧, ୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୪୯୬ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
Read More...

ରାସ୍ତାକଡ ଉଠା ଦୋକାନରେ ଅଗ୍ନିକାଣ୍ଡ ; ଲୋକେ ଭୟଭୀତ

ବାଲେଶ୍ୱର : ବାଲେଶ୍ୱର ଜିଲା ଷ୍ଟେସନ ଛକ ନିକଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ରାସ୍ତାକଡ ଉଠା ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ସିଲିଣ୍ଡର ଫାଟିବା ନେଇ ଅଗ୍ନିକାଣ୍ଡ ହୋଇଥିବା ନେଇ…
Read More...

ସ୍ୱାଦିଷ୍ଟ କଫି

ଆବଶ୍ୟକ ସାମଗ୍ରୀ କଫି – ଆବଶ୍ୟକ ପରିମାଣରେ କଦଳୀ – ୧ଟି କ୍ଷୀର – ୧କପ ଡ଼ାଲଚିନି ଗୁଣ୍ଡ – ୧ ଚାମଚ ଚିନି – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କଦଳୀ ଓ ଚିନିକୁ ଭଲ ଭାବେ ମିଶାଇ…
Read More...

ପରୀ ହତ୍ୟାକାଣ୍ଡକୁ ନେଇ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ବିରୋଧ କରି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। । ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି ଜିଲ୍ଲା…
Read More...

ଗାଡି ଧକ୍କାରେ ନାବାଳକର ମୄତ୍ୟୁ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମହିଳା ଥାନା ପାଖରେ ଆଜି ସକାଳେ ଏକ ଜିପ ଗାଡି ଚଢିଯିବାରୁ ଜଣେ ନାବାଳକର ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିପଗାଡି ବାଳକକୁ ଧକ୍କା ଦେବା ଯୋଗୁ ବାଳକଟି ଗୁରୁତର ଆହତ…
Read More...

ଦୁନିଆର ସବୁଠାରୁ ଦାମୀ ବ୍ୟାଗ ; ମୂଲ୍ୟ ୫୩ କୋଟି ଟଙ୍କା

ଇଟାଲୀ : ଇଟାଲୀର ଏକ ଦାମୀ ନାଁଥିବା କମ୍ପାନୀ ଦୁନିଆର ସବୁଠାରୁ ମହଙ୍ଗା ବ୍ୟାଗ ତିଆରି କରିଛି। ଏହି ବ୍ୟାଗଟିକୁ କମ୍ପାନୀ କିଛି ଦିନ ପୂର୍ବରୁ ହିଁ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ୫୩ କୋଟି ଟଙ୍କା। ସମୁଦ୍ରକୁ…
Read More...

ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୪ ମୃତ , ଜଣେ ଆହତ

ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ୟମୁନା ଏକ୍ସପ୍ରେସ ୱେରେ ବିଟା -୨ ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ କୁ ପଛପଟୁ ଏକ କାର ଧକ୍କା ଦେଇଥିବା ଜଣାପଡ଼ିଛି। ଏହି…
Read More...

ହ୍ରାସ ପାଉଛି ପଜିଟିଭ ସଂଖ୍ୟା, ସ୍ଥାନୀୟ ସଂକ୍ରମଣ ; ନୂଆ ପଜିଟିଭ ୫୫୦

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ୨୪ ଘଣ୍ଟାରେ ୫୫୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ…
Read More...

ରାସ୍ତାରେ ଓଲଟିଲା ପଥର ବୋଝେଇ ଟିପର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ରାଜ୍ୟ ରାଜପଥ କଣ୍ଟାପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ବଡ଼ ପଥର (ଚେଲି) ବୋଝେଇ ଟିପର ଓଲଟି ପଡ଼ିଛି। ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଦୁର୍ଘଟଣା…
Read More...

ଆଇଆଇଏଫଏଲ ସୁନା ଲୁଟ ଘଟଣା ; ଆଉ ୨ ଗିରଫ

କଟକ : : କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ୨ ଜଣ ଗିରଫ ହୋଇଥିବା ଶନିବାର ଜଣାପଡିଛି। ଗିରଫମାନଙ୍କ ମଧ୍ୟରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଜଣେ ସୁନା ଦୋକାନୀ ଓ ଆଲାମଚାନ୍ଦ ବଜାରର ଆଉ ଜଣେ ସୁନା ଦୋକାନୀ…
Read More...

ଦେଶରେ ନୂଆ ପଜିଟିଭ ୪୧,୩୨୨ ; ୪୮୫ ମୃତ

ନୂଆଦିଲ୍ଲୀ : ଦେଶରେ କିଛି ସପ୍ତାହ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଯାଇଥିଲା। ମାତ୍ର ପୁନଃ ଏଥିରେ ପୁଣି ବୃଦ୍ଧି ହୋଉଛି। ଦେଶରେ ୨୪ ଘଣ୍ଟାରେ ୪୧,୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଆଜି ପବିତ୍ର ବଡଓଷା ;ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ପଞ୍ଚୁକର ୪ର୍ଥ ଦିନ ଓ ପବିତ୍ର ବଡଓଷା। ଏହି ଅବସରରେ କୋଭିଡ ନିୟମ ଅନୁଯାୟୀ କେବଳ ମନ୍ଦିରରେ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି…
Read More...

ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ରେଶମ ଆସନରପ୍ରୟୋଗ କରିବା ଖୁବ ଶୁଭ

ଶାସ୍ତ୍ର ଅନୁଯାୟୀ ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ଆସନର ପ୍ରୟୋଗ କରିବା ଉଚିତ। ଆସନ ବିନା ଭୂମିରେ ପୂଜାପାଠ କରିବା ଦ୍ୱାରା ଦୁଃଖ ପ୍ରାପ୍ତି ହୋଇଥାଏ। ଧାର୍ମିକ କାର୍ୟ୍ୟ ପୂଜାପାଠ, ଯଜ୍ଞ, ପ୍ରାର୍ଥନା…
Read More...

ଅଭିନବ ଢଙ୍ଗରେ ରଙ୍ଗୋଲି ମାଧ୍ୟମରେ ମହିଳାଙ୍କ ଧାରଣା 

ବାରିପଦା  : ବାରିପଦା ସହର ସନ୍ନିକଟ ପୋଡାଅସ୍ତିଆ ଗ୍ରାମର ମହିଳା ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୋଡାଅସ୍ତିଆ ଗ୍ରାମର ଶତାଧିକ ମହିଳା ନଅ ଦଫା ଦାବି ନେଇ ଅଭିନବ ଢଙ୍ଗରେ…
Read More...

ବିଧାୟକଙ୍କ ବାସଭବନରେ ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ; ୩ ଗିରଫ

ଗଜପତି : ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ…
Read More...

ବାଲେଶ୍ୱରରେ ବାହାରିଲା କରୋନା ସଚେତନତା ରଥ ; ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର :  କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟଳୟ ବାଲେଶ୍ବର ପକ୍ଷରୁ "କରୋନା…
Read More...

ଗୁଜରାଟର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୫ ମୃତ ; ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ଗୁଜରାଟର ରାଜକୋଟରେ ଶୁକ୍ରବାର ଭୋର ସମୟରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ…
Read More...

ଦେଶରେ ୨୪ ଘଣ୍ଟାରେ ୪୩,୦୮୨ଆକ୍ରାନ୍ତ ଚିହ୍ନଟ ; ୪୯୨ ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୩,୦୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ…
Read More...

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ; ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ : ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା ବେଶ। ମହାପ୍ରଭୁଙ୍କ ନାଗାର୍ଜୁନ…
Read More...

ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ପୁରୀ : ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ମହାକାର୍ତ୍ତିକରେ ଶୁଭ ପଞ୍ଚୁକରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ବଡ଼ ଠାକୁର ଜଗାବଳିଆଙ୍କ ପବିତ୍ର ନାଗାର୍ଜୁନ ବେଶର ନୀତିକାନ୍ତି ଆରମ୍ଭ ହୋଇ…
Read More...

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ; ଜାଣନ୍ତୁ ଏହାର ବିଶେଷତ୍ୱ

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ଦ୍ରବ୍ୟ ଅଟେ। ମାତ୍ର ଏହା କେବଳସୌନ୍ଦର୍ଯ୍ୟ ଓ ଶୃଙ୍ଗାର ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ। ଜାଣନ୍ତୁ ମାନସିକ ସନ୍ତୁଳନ – ଚୁଡ଼ି…
Read More...

କଟକ ପୁରୀ ବସ ଷ୍ଟାଣ୍ଡରେ ଜଳିଗଲା ବସ ; କାରଣ ଅସ୍ପଷ୍ଟ

କଟକ : କଟକ ଜିଲା ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ…
Read More...

କେନାଲ ନିକଟ ବିଲରୁ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଖଇରା : ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ଖଇରା ଥାନା ଅର୍ନ୍ତଗତ ନୟାଖଣ୍ଡି ନିକଟ ଆମ୍ବହତା କେନାଲ ନିକଟ ବିଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ…
Read More...

ଲୁଟ ଘଟଣାର ପର୍ଦ୍ଦାଫାସ ; ସୁନା ଅଳଙ୍କାର ବାଇକ ଜବତ,୫ ଗିରଫ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜିଲାରେ ଲୁଟ ଚୋରି ମାମଲା ଅଧିକ ଘଟୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଜବତ କରିବାରେ ସଫଳ ହେଉଛି। ବ୍ରହ୍ମପୁର ପୁଲିସକୁ ଗୁରୁବାର ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୧୫ଟି ଚୋରି ମାମଲାର ପୁଲିସ…
Read More...

ବିପୁଳ ପରିମାଣରେ ଜାଲ ନୋଟ ଜବତ ; ଜଣେ ଗିରଫ

କୋରାପୁଟ :  କୋରାପୁଟ ଜିଲା ସୁନାବେଡା ବସଷ୍ଟାଣ୍ଡ ନିକଟରୁ ଏସଟିଏଫ ଟିମ ଦ୍ୱାରା  ବିପୁଳ ପରିମାଣରେ ଜାଲ ନୋଟ ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ପ୍ରାୟ ୩ଲକ୍ଷ ୨୮ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ସମ୍ପୃକ୍ତ…
Read More...

ବଜ୍ରକାପ୍ତା ବିକ୍ରିବେଳେ ଜଣେ ଗିରଫ

ଜୟପୁର : କୋରାପୁଟ ଜିଲାର ଜୟପୁର ଅଞ୍ଚଳରେ ବଜ୍ରକାପ୍ତାକୁ ଚୋରା ଚାଲାଣ କରୁଥିବା ରାକେର୍ଟର ପର୍ଦ୍ଦାଫାସ ହୋଇଥିବା ଗୁରୁବାର ଜଣାପଡ଼ିଛି। ଜୟପୁର ବନଖଣ୍ଡର ସ୍ୱତନ୍ତ୍ର ଟିମ ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଧରିବାରେ…
Read More...

ଝାରସୁଗୁଡା , ବାରିପଦା, ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ଝାରସୁଗୁଡା/ବାରିପଦା/ନବରଙ୍ଗପୁର :  ରାଜ୍ୟର ବିଭିନ୍ନ ଜିଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଝାରସୁଗୁଡାରେ ବନ୍ଦର ଆଂଶିକ ପ୍ରଭାବ ଦେଖାଯାଇଛି। ଦୋକାନ ବଜାର କାର୍ଯ୍ୟାଳୟ ଭାରିଯାନ ଚଳାଚଳ ବନ୍ଦ ଥିବା ବେଳେ…
Read More...

ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀକୁ ମରଣାନ୍ତକ ଆକ୍ରମଣ

ଗଜପତି : ଗଜପତି ଜିଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ (ବିଜେପି) ଘରେ ପ୍ରବେଶ କରି…
Read More...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଜବତ ; ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଜିଲା କେଶରୀପୁର ଗାଁ ପୋଖରୀ ଭିତରୁ ଜଣେ ବୃଦ୍ଧଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ଗୁରୁବାର ଜଣାପଡିଛି। ବୃଦ୍ଧଙ୍କ ଶରୀରର ହାତ, ଗୋଡ ଓ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ…
Read More...

କଟକରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ

କଟକ : କିଛିଦିନ ହେବ କଟକରେ ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀମାନ ଠାବ ହେଉଥିବା ଦେଖାଯାଉଛି। ଗୁରୁବାର ସଦର ଥାନା ଅଞ୍ଚଳର ଗବଗସ୍ତରେ ମାଲଗୋଦାମ ପୁଲିସ ଦ୍ୱାରା ନାମୀଦାମୀ ନାଁର ବିପୁଳ ପରିମାଣରେ ନକଲି ଘିଅ…
Read More...

ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

ସମ୍ବଲପୁର : ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ ପକ୍ଷରୁ ଦିଆ ଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାର ସମ୍ବଲପୁର ଜିଲାରେ ମିଳାମିଶା ପ୍ରଭାବ ଦେଖିବାକୁ ମିଳିଛି । ଧର୍ମଘଟକାରି ମାନେ ଆଇଁଠାପାଲି ଛକ ରେ ୫୫ ନମ୍ବର ଜାତୀୟ ରାଜପଥ…
Read More...

ଭବାନୀପାଟଣାରେ ଭାରତ ବନ୍ଦର ପ୍ରଭାବ

ଭବାନୀପାଟଣା :  ବିଭିନ୍ନ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଭବାନୀପାଟଣାରେ ବିଭିନ୍ନ ଶ୍ରମିକ ସଂଗଠନ ଓ କଂଗ୍ରେସ ଦଳ ତରଫରୁ ଘୋଡାଘାଟଛକ…
Read More...

ଦେଶରେ ନୂଆ ଆକ୍ରାନ୍ତ ୪୪,୪୮୯ ; ୫୨୪ ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ଘଣ୍ଟାରେ ୪୪,୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୨୪ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
Read More...

ଆଜି ଭାରତ ବନ୍ଦ ; ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ

ଭୁବନେଶ୍ୱର : ଆଜି ସକାଳ ୬ଟାରୁ ଆସନ୍ତା କାଲି ସକାଳ ୬ ଯାଏଁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବ ରାଜ୍ୟର…
Read More...

ଶୀତଦିନିଆ ତ୍ୱଚା ପାଇଁ ନିଶ୍ଚୟ ବ୍ୟବହାର କରନ୍ତୁ ଏହି ୩ଟି ଜିନିଷ

ଅଲିଭ ଅଏଲ୍‍ – ବାହାରୁ ଘରକୁ ଆସିବା ପରେ କ୍ଲିଜରରେ ମୁହଁ ପୋଛିବା ପରେ ଅଲିଭ ଅଏଲ୍‍ ନେଇ ତ୍ୱଚାରେ ମାଲିସ କରନ୍ତୁ। ଏହା ପରେ ତଉଲିଆକୁ ଉଷୁମ କରି କିଛି ସମୟ ମୁହଁରେ ଲଗାନ୍ତୁ। ଏହି ଉପାୟ ମୁହଁର ଚମକ ବୃଦ୍ଧି…
Read More...

ଦେବୋତ୍ଥାନ ଏକାଦଶୀ : ତୁଳସୀ ବିବାହ , ଜାଣନ୍ତୁ କିପରି କରିବେ ପୂଜାର୍ଚ୍ଚନା

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ…
Read More...

ଓଡିଶାରେ ପ୍ରତିଷ୍ଠା ହେଉ ଦ୍ୱିତୀୟ ଏମସ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ବୋଲି ବୁଧବାର ଜଣାପଡ଼ିଛି। ସୁନ୍ଦରଗଡ ଜିଲାରେ ଏମସ ପ୍ରତିଷ୍ଠା ପାଇଁ…
Read More...

ପୁଣି ରାଜଧାନୀରୁ ବାଘ ଛାଲ ଜବତ ; ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ…
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ସାରମାଳ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସାରମାଳର ୟାମା ସୋ ରୁମ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ କ୍ରିଷ୍ଣା ମୁଣ୍ଡା…
Read More...

ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଆଜି…
Read More...

ଶୀତରେ ଥରୁଛି ସାରା ଓଡ଼ିଶା ; ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାର ବିଭିନ୍ନ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର କେତେକ ସ୍ୱତନ୍ତ୍ର ସ୍ଥାନରେ ଶୀତର ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ୧୫ ଡ଼ିଗ୍ରୀ ତଳେ ରାଜ୍ୟର ୧୩ଟି…
Read More...

 ନିୟମଗିରି ପାର୍ସାଲିରେ ଧମକପୂର୍ଣ୍ଣ ମାଓ ପୋଷ୍ଟର, ବ୍ୟାନର

କଲ୍ୟାଣସିଂହପୁର : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଗୋଟିଏ…
Read More...

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି , ମୋର ପ୍ରିୟ ବନ୍ଧୁ ଅହମ୍ମଦ ଭାଇଙ୍କ ଦେହାନ୍ତ ହେବା ଜାଣି…
Read More...

ଆଇଏଫଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ବୁଧବାର ଜଣେ ଆଇଏଫଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ଜଣାପଡ଼ିଛି। ଅତିରିକ୍ତ ପିସିସିଏଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି।…
Read More...

ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ ; କୋଭିଡ଼ ନିୟମ ପାଇଁ ଜନଶୂନ୍ୟ ମନ୍ଦିର

ଭୁବନେଶ୍ୱର/ପୁରୀ : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ମନ୍ଦିର…
Read More...

ପବିତ୍ର ଅଶ୍ୱତ୍ଥ ବୃକ୍ଷ ; ଏଭଳି କରନ୍ତୁ ପୂଜାର୍ଚ୍ଚନା

ଅଶ୍ୱତ୍ଥ ବୃକ୍ଷ ସାଧାରଣ ବୃକ୍ଷ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଇଛି। ଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷରେ ଅଦ୍ଭୁତ ଶକ୍ତି ଥାଏ। ଗ୍ରହ ଅନୁଯାୟୀ କିଭଳି ଏହି ବୃକ୍ଷକୁ…
Read More...

ଖୋର୍ଦ୍ଧା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ; ଲୋକେ ଭୟଭୀତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଥିବା ବୁଧବାର ଜଣାପଡିଛି। ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି। ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ…
Read More...

କରୋନା ସମୟରେ ଏଭଳି ଉପାୟରେ ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ଥଣ୍ଡା ଆରମ୍ଭ ହୋଇସାରିଲାଣି। ଏହାସହ ଏବେ କରୋନା ମହାମାରୀ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ପାଗର ପରିବର୍ତ୍ତନ ହେବା ମାତ୍ରେ ଥଣ୍ଡା ଜ୍ୱର ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଭଳି…
Read More...

କେଶର ଯତ୍ନ ; ମହୁ, ଲେମ୍ବୁରସ

ପ୍ରତ୍ୟେକଙ୍କୁ ଲମ୍ବା, ଘନ କେଶ ଖୁବ ପସନ୍ଦ। ମାତ୍ର ପ୍ରଦୂଷଣ, ଅପରିଷ୍କାର, ଖାଦ୍ୟପେୟ ଆଦି କାରଣରୁ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କେଶ ପାଇଁ ଏକ ମୁଖ୍ୟ ସମସ୍ୟା ହେଉଛି ରୂପି। ଏଥିରେ ମୁକ୍ତି ପାଇବା…
Read More...

ମାଟିହାଣ୍ଡି ମ୍ୟାଗି

ମ୍ୟାଗି – ୨ଟି କଟା ପିଆଜ – ୧ଟି କଞ୍ଚା ଲଙ୍କା – ୨ଟି ବିନସ – ଅଳ୍ପ ମଟର ଛୁଇଁ – ଆବଶ୍ୟକ ପରିମାଣରେ ଗାଜର – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ କଟା କ୍ୟାପସିକମ – ୧ଟି ତେଲ – ଆବଶ୍ୟକ ପରିମାଣରେ ବେସନ –…
Read More...

କୁମ୍ଭୀର ପାଟିରୁ ନିଜ ପୋଷା କୁକୁରକୁ ରକ୍ଷା କଲେ ବ୍ୟକ୍ତି ; ଭିଡ଼ିଓ ଭାଇରାଲ

ଜଳଚର ହେଉ ଅଥବା ସ୍ଥଳଚର ହିଂସ୍ର ବନ୍ୟ ଜନ୍ତୁଙ୍କୁ ଭୟ କରିବା ସାଧାରଣ କଥା। ସେହିପରି ଅନେକ ଲୋକେ ପୋଷା ଭାବେ କିଛି ଜୀବଜନ୍ତୁ ,ପକ୍ଷୀଙ୍କୁ ରଖି ଥିବା ମଧ୍ୟ ଦେଖିଥିବେ। ସେମାନେ ନିଜ ପୋଷା ଜନ୍ତୁଙ୍କୁ ଖୁବ ସ୍ନେହ ଆଦର…
Read More...

ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୬୭୧

ଭୁବନେଶ୍ୱରେ : ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି।…
Read More...

ହ୍ରାସ ପାଉଛି ସ୍ଥାନୀୟ ଆକ୍ରାନ୍ତ ; ନୂଆ ଆକ୍ରାନ୍ତ ୬୪୨

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର ହଜାରେ ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟ ହ୍ରାସ ପାଉଛି। ଚିହ୍ନଟ…
Read More...

ଶୀତରେ ଥରୁଛି ସାରା ଓଡ଼ିଶା ; ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର ରାଜ୍ୟର କେତେକ ସ୍ୱତନ୍ତ୍ର ସ୍ଥାନରେ ଅଧିକ ଥଣ୍ଡା ଅନୁଭବ ହେଲାଣି। ଏହାସହ ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୯…
Read More...

ସନ୍ଧ୍ୟାରେ ପ୍ରଭୁ ହନୁମାନଙ୍କୁ ପୂଜା କରିବାର ମହତ୍ତ୍ୱ

ପ୍ରଭୁ ହନୁମାନଙ୍କୁ ଧ୍ୟାନର ସହ ପୂଜା କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାଆନ୍ତି। ବଜରଙ୍ଗବଲୀଙ୍କୁ ସଙ୍କୋଟମୋଚନ ମଧ୍ୟ କୁହାଯାଏ, କାରଣ ବିପଦ ସମୟରେ ପ୍ରଭୁଙ୍କର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।…
Read More...

ସପ୍ତାହେ ହେବ ବିନିକାରେ ହାତୀପଲଙ୍କ ଉପଦ୍ରବ ; ଶହଶହ ଏକର ଫସଲ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାର ଅନେକ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ସୃଷ୍ଟି ହୋଇଥିବା ମଙ୍ଗଳବାର ଜଣାପଡିଛି। ଗଣେଶପୁର, କେଉଟପଡ଼ା, ଝରାପଡ଼ାରେ ହାତୀପଲ ଉପଦ୍ରବ ସୃଷ୍ଟି କରିବା ସହ ଶହ ଶହ ଏକର ଫସଲ…
Read More...

ଆଜି ଉଲୁଣ୍ଡା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଛି। ସଚେତନ…
Read More...

ଅଧ୍ୟାପକ ଓ କନିଷ୍ଠ ହିସାବ ରକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର/ବରଗଡ଼ : ଆଜି ପୃଥକ ସ୍ଥାନରେ ଓ ପୃଥକ ବ୍ୟକ୍ତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱରରେ ଏକ କଲେଜର ଜଣେ ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର…
Read More...

ଅଁଳା ନବମୀ ବିଶେଷ ; ନିଶ୍ଚୟ କରନ୍ତୁ ଏହି ୬ଟି ଉପାୟ

ଆଜି ପବିତ୍ର ଅଁଳା ନବମୀ। ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ଏହିଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ରହିବା…
Read More...

ଘର ଭିତରକୁ ପଶିଗଲା ଭ୍ୟାନ ; ୨ ଶିଶୁ ମୃତ, ୪ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ ଘର ଭିତରକୁ ଭ୍ୟାନ ପଶିଯିବାରୁ ୨ ଶିଶୁଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ…
Read More...

ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା ; କରୋନାରେ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ପାଉଥିଲେ ମଧ୍ୟ ଥମୁନି କରୋନା ମୃତକଙ୍କ ସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ମୃତକଙ୍କ ସଂଖ୍ୟା ୧୬୫୭ରେ ପହଞ୍ଚିଛି।…
Read More...

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ରହିଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ହ୍ରାସ ପାଉଛି। ୨୪…
Read More...

ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଘର ଭିତରୁ ନାବାଳିକା ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ଡେବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଏକ ଘର ଭିତରୁ ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି।…
Read More...

ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି

କଟକ : କଟକ ଜିଲା ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପାଇକପୁର ଛକରୁ ମଞ୍ଚେଶ୍ୱର ଛକ ଯାଏଁ ୧୪୪ ଧାରା ଜାରି ହେବା ସହ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏହି କଟକଣା ପ୍ରଶାସନ ପକ୍ଷରୁ…
Read More...

ଆଜି ପବିତ୍ର ଅଁଳା ନବମୀ ; କୋଭିଡ ନିୟମ ପାଇଁ ରାଧାପାଦ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି  ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ…
Read More...

ରୋଗୀ ଦେଖିଲେ ନିଜର ପ୍ରିୟ ଶୋ ; ଡ଼ାକ୍ତର କଲେ ଅସ୍ତ୍ରୋପଚାର

ହାଇଦ୍ରାବାଦ : ଏକ ସଫଳ ଅସ୍ତ୍ରୋପଚାର ପାଇଁ ଡ଼ାକ୍ତର ବିଭିନ୍ନ ଔଷଧ, ଯନ୍ତ୍ର, ବ୍ୟବହୃତ ଅନ୍ୟାନ୍ୟ ଜିନିଷ, ପ୍ରାର୍ଥନା ଉପରେ କେବଳ ନିର୍ଭର କରି ନଥାଆନ୍ତି, ବରଂ ଅନ୍ୟ କେତେକ ଜିନିଷର ମଧ୍ୟ ସାହାରା ନେଇଥାଆନ୍ତି।…
Read More...

ଜାଣନ୍ତୁ ବିବାହ ସହ ଜଡ଼ିତ ଏଭଳି ଜଣାଅଜଣା କଥା

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ଏହା ଆପଣଙ୍କ ଜନ୍ମ ଦିନ ସହ ଲୁଚି ରହିଛି। ଜାଣନ୍ତୁ ଏହି ବିଷୟରେ........ ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥାଏ ,…
Read More...

ନିୟମିତ ଫଳ ସାଲଡ଼ ,ଫଳ ଚାର୍ଟ ଖାଆନ୍ତୁ

ଆବଶ୍ୟକତା ଠାରୁ ଅଧିକ ଖାଇବା ହେଉ ମସଲାଯୁକ୍ତ ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବହୁବାର ଏପରି ମଧ୍ୟ ହୋଇଥାଏ ଭୋକ ମଧ୍ୟ ଲାଗିନଥାଏ। ଭୋକ ଠିକ ଭାବେ ନହେଉଥିଲେ କିଛି ସହଜ ଉପାୟ…
Read More...

ଅଁଳା ନବମୀ ; ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀ। ଏହାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର…
Read More...

ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ ; ମୃତ୍ୟୁ ସଂଖ୍ୟା ୧୬୪୦

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୫ ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତକଙ୍କ ସଂଖ୍ୟା ୧୬୪୦ରେ ପହଞ୍ଚିଛି। ୭,୩୬୦ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ…
Read More...

ହ୍ରାସ ପାଉଛି ପଜିଟିଭ ସଂଖ୍ୟା ସହ ସ୍ଥାନୀୟ ସଂକ୍ରମଣ ; ନୂଆ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଵୁର୍ଲା  : ସମ୍ବଲପୁର ଜିଲା ବୁର୍ଲା ମିର୍ଧା ପଡା ନିକଟରେ ବିଲ ଭିତରେ ଥିବା ଗଛରୁ ଜଣେ ଯୁବକଙ୍କ ସନ୍ଦେହଜନକ ଓ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ରବିବାର ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଅନିରୁଦ୍ଧ…
Read More...

ଡ୍ରଗ୍ସ ଲିଙ୍କ ଘଟଣା ; ଗିରଫ ହେଲେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ବହୁ ସମୟ ଜେରା ପରେ…
Read More...

ଟ୍ରକ ଧକ୍କାରେ ଶିଶୁ ଗୁରୁତର ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ - ନାକଟିଦେଉଳ ରାସ୍ତାର ଡଇଁଚା ନିକଟରେ ଦୁର୍ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଦୁର୍ଘଟଣାରେ ଟ୍ରକ ଧକ୍କାରେ ଏକ ୭ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ…
Read More...

ପୁଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ରବିବାର ଜଣାପଡିଛି। ପ୍ରାୟ ୨୪ ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି। ଗଣେଶପୁରର କେଉଟପଡା…
Read More...

ମସଲା କୋବି ରୁଟି

ବନ୍ଧାକୋବି – ଆବଶ୍ୟକ ପରିମାଣରେ ଅଦା, ରସୁଣ – ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା – ୨ଟି ଜିରା ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଅଟା – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ…
Read More...

ବାଙ୍କୀ ଥାନାର ୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବାଙ୍କୀ (ଡମପଡ଼ା) : ବାଙ୍କୀ ଥାନାର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଏସ୍‌.ଆଇ ରହିଥିବା ବେଳେ ଅନ୍ୟଜଣେ ମହିଳା ଏସ୍‌.ଆଇ ଅନ୍ୟଜଣେ ପୁରୁଷ ଏ.ଏସ୍‌.ଆଇ ଥିବା ସୂଚନା…
Read More...

ରାଜଧାନୀରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ଶନିବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯିବା ସହ ୪ ଜଣଙ୍କୁ କମିଶନରେଟ ପୁଲିସ ଅଟକ ରଖିଛି।…
Read More...

ଶୀତଦିନେ ତ୍ୱଚାକୁ କୋମଳ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଗୋଲାପ ଜଳ ଓ ଗ୍ଲିସରିନ

ଶୀତଦିନ ଆରମ୍ଭ ହେବା ମାତ୍ରେ ତ୍ୱଚା ଶୁଷ୍କ ଲାଗିବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୁଏ। ଏହି ସମୟରେ ତ୍ୱଚାପ୍ରତି ଅଧିକ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ନଚେନ ଧିରେ ଧିରେ ତ୍ୱଚା ଅଧିକ କଳାପଡ଼ିବା…
Read More...

ରୁଦ୍ରରଞ୍ଜନ ଶେଜପଡ଼ା ପାଇଲେ ଜାତୀୟ ଲାଡ୍‌ଲୀ ମିଡିଆ ଆୱାର୍ଡ

ବାଲେଶ୍ବର : ଯୁବ ସାମ୍ବାଦିକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାହିତ୍ୟିକ ରୁଦ୍ରରଞ୍ଜନ ଶେଜପଡ଼ା ୨୦୧୮-୧୯ ବର୍ଷ ପାଇଁ ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପପୁଲେସନ୍‌ସ ଫାଷ୍ଟ (ପିଏଫ୍‌) ତଥା ୟୁନାଇଟେଡ୍‌…
Read More...

ଥମୁନି ମୃତକଙ୍କ ସଂଖ୍ୟା ; ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦିନକରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି। ଏହାସହ ୭,୭୪୮ ଚିକିତ୍ସାଧୀନ…
Read More...

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଶୀତଦିନିଆ କଅଁଳ ଖରା ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ

ଶୀତଦିନ ଆରମ୍ଭ ହେଲାଣି। ଏହି ଋତୁରେ କଅଁଳ ଅଥବା ପ୍ରାତଃ ସମୟର ଖରା ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତ ଠାରୁ କମ ନୁହେଁ। ଏହା ଆନନ୍ଦଦାୟକ ହେବା ସହ ଏହା ସ୍ୱାସ୍ଥ୍ୟ ଓ ଆପଣଙ୍କ ତ୍ୱଚା ପାଇଁ ଖୁବ ଲାଭଦାୟକ। ଜାଣନ୍ତୁ…
Read More...

ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ; ନୂଆ ପଜିଟିଭ ୪୬,୨୩୨, ମୋଟ ଆକ୍ରାନ୍ତ ୯୦,୫୦,୫୯୮

ନୂଆଦିଲ୍ଲୀ : କିଛିଦିନ ତଳେ ଦେଶରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ ପାଉଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୬,୨୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୫୬୪ କରୋନା…
Read More...

ବିନିକାରେ ୨୪ ଟିକିଆ ହାତୀପଲ ; ଶହ ଶହ ଏକର ପରିବା ଚାଷ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ଶନିବାର ଜଣାପଡ଼ିଛି। ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ଏହି ୨୪ ଟିକିଆ ହାତୀପଲ ଦଳି ଚକଟି ଶହ ଶହ ଏକର ପରିବା ଚାଷ ନଷ୍ଟ…
Read More...

ପ୍ରତ୍ୟେକ ଶନିବାର ଶମି ବୃକ୍ଷ ନିକଟରେ ଦୀପ ଲଗାନ୍ତୁ

ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ। ଶୁକ୍ରବାର ରାତିରେ ୧ କିଲୋରୁ ଅଧିକ ଚଣାକୁ ପାଣିରେ ବତୁରାଇ ରଖନ୍ତୁ। ଶନିବାର ଦିନ ସେହି ଚଣାକୁ କଳା ରଙ୍ଗର କପଡ଼ା, କିଛି କୋଇଲା, ଅଳ୍ପ ସିନ୍ଦୂର,…
Read More...

ସ୍ୱାସ୍ଥ୍ୟ ମନ୍ତ୍ର

ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିିତ। ପାଣିକୁ ସାମାନ୍ୟ ଉଷୁମ କରି ମଧ୍ୟ ପିଇପାରିବେ। ଏହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା…
Read More...

ଚଟପଟି କଞ୍ଚାଲଙ୍କା

ଆବଶ୍ୟକ ସାମଗ୍ରୀ କଞ୍ଚା ଲଙ୍କା – ବଡ଼ ଆକାରର ୬ ରୁ ୭ଟି ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ଚାର୍ଟ ମସଲା – ୧ ଚାମଚ ଧନିଆଗୁଣ୍ଡ – ୧ ଚାମଚ ଆମଚୁର ଗୁଣ୍ଡ – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ…
Read More...

ଗଭୀର କୂଅରୁ ଉଦ୍ଧାର ହେଲା ହାତୀଛୁଆ

ତାମିଲନାଡୁର ଧରମପୁରୀରେ କୂଅରେ ପଡିଯାଇଥିବା ଏକ ହାତୀଛୁଆକୁ ଉଦ୍ଧାର କରାଯାଇଥିବା ଖବର ଏବେ ଖୁବ ଭାଇରାଲ ହେଉଛି। ହାତୀଛୁଆଟି ଅଜାଣତରେ କୂଅ ଭିତରେ ଖସିଯାଇଥିଲା। ଜଣେ କୃଷକ ହାତୀଛୁଆଟିର ଶବ୍ଦ ଶୁଣି ଉଦ୍ଧାରକାରୀ ଦଳ…
Read More...

ବୃହସ୍ପତିଙ୍କ ଶୁଭଫଳ ପାଇଁ ଏହିଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନବଗ୍ରହଙ୍କ ମଧ୍ୟରେ ବୃହସ୍ପତିଙ୍କୁ ଗୁରୁ ଗ୍ରହ ବୋଲି କୁହାଯାଏ। ହଳଦିଆ ରଙ୍ଗ, ସ୍ୱର୍ଣ୍ଣ, ଆଇନ, ଧର୍ମ, ଜ୍ଞାନ, ମନ୍ତ୍ର, ଶରୀରର ପାଚନ ତନ୍ତ୍ର, ମୋଟାପଣ, ଆୟୁ ଆଦିକୁ ବୃହସ୍ପତି ନିୟନ୍ତ୍ରିତ କରିଥାଆନ୍ତି ବୋଲି…
Read More...

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ୧୬ ଆକ୍ରାନ୍ତ ; ମୃତ୍ୟୁ ସଂଖ୍ୟା ଟପିଲା ୧୬୦୦

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତ୍ୟୁ ସଂଖ୍ୟା ୧୬୦୮ରେ ପହଞ୍ଚିଛି। ୮,୦୮୮ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।…
Read More...