www.samajalive.in
Sunday, December 7, 2025
13.1 C
Bhubaneswar

ପବିତ୍ର ଅଶ୍ୱତ୍ଥ ବୃକ୍ଷ ; ଏଭଳି କରନ୍ତୁ ପୂଜାର୍ଚ୍ଚନା

ଅଶ୍ୱତ୍ଥ ବୃକ୍ଷ ସାଧାରଣ ବୃକ୍ଷ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଇଛି। ଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷରେ ଅଦ୍ଭୁତ ଶକ୍ତି ଥାଏ। ଗ୍ରହ ଅନୁଯାୟୀ କିଭଳି ଏହି ବୃକ୍ଷକୁ ପୂଜା କରିବେ ଜାଣନ୍ତୁ……
ସୂର୍ୟ୍ୟ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ସୂର୍ୟ୍ୟ ଦେବ , ସେମାନେ ରବିବାର ଦିନ ପ୍ରାତଃ କାଳରେ ଅଶ୍ୱତ୍ଥ ବୃକ୍ଷର ୫ ଥର ପରିକ୍ରମା କରିବା ଉଚିତ।
ଚନ୍ଦ୍ର –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ଭଗବାନ ଚନ୍ଦ୍ର, ସେ ପ୍ରତି ସୋମବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଧଳା ପୁଷ୍ପ ଅର୍ପଣ କରନ୍ତୁ। ୪ଥର ପରିକ୍ରମା କରନ୍ତୁ।
ମଙ୍ଗଳ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ମଙ୍ଗଳ, ସେମାନେ ଜନ୍ମ ନକ୍ଷତ୍ର ଦିନ ଓ ପ୍ରତି ମଙ୍ଗଳବାର ଏକ ତମ୍ବା ଲୋଟାରେ ଜଳ ଭରି ଏହି ବୃକ୍ଷ ନିକଟରେ ଅର୍ପଣ କରନ୍ତୁ।
ବୁଧ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ବୁଧ ଗ୍ରହ, ଜନ୍ମ ନକ୍ଷତ୍ର ଦିନ ଏହି ବୃକ୍ଷ ନିକଟରେ ନିଜ ଉପରେ ଜଳ ଛିଞ୍ଚନ କରନ୍ତୁ।
ବୃହସ୍ପତି –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ବୃହସ୍ପତି, ସେମାନେ ନିଜର ଜନ୍ମ ନକ୍ଷତ୍ର ଦିନ ଓ ଗୁରୁବାର ଦିନ ଏହି ବୃକ୍ଷ ନିକଟରେ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ।
ଶୁକ୍ର –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ଶୁକ୍ର, ସେମାନେ ନିଜର ଜନ୍ମ ନକ୍ଷତ୍ର ଦିନ ଏହି ବୃକ୍ଷ ନିକଟରେ ନିଜ ଉପରେ ଜଳ ଛିଞ୍ଚନ କରନ୍ତୁ।
ଶନି – ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ଶନି, ସେମାନେ ପ୍ରତ୍ୟେକ ଶନିବାର ଦିନ ଏହି ବୃକ୍ଷ ନିକଟରେ ତେଲର ଦୀପ ଲଗାନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories