ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ ; ମୃତ୍ୟୁ ସଂଖ୍ୟା ୧୬୪୦
ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୫ ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତକଙ୍କ ସଂଖ୍ୟା ୧୬୪୦ରେ ପହଞ୍ଚିଛି। ୭,୩୬୦ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪, ଖୋର୍ଦ୍ଧାରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝରରୁ ୨, ବଲାଙ୍ଗୀର, କଟକ ଓ ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Regret to inform the demise of fifteen numbers of #COVID19 positive patients while under treatment in hospitals.
1.A 56-year-old male of Angul district.
2.A 73-year-old male of Balangir district who was also suffering from Hypertension.— H & FW Dept Odisha (@HFWOdisha) November 22, 2020
12.A 91-year-old male of Sundargarh district who was also suffering from Hypertension.
13.A 77-year-old male of Sundargarh district who was also suffering from Hypertension & Old PTB.— H & FW Dept Odisha (@HFWOdisha) November 22, 2020
14.A 59-year-old female of Sundargarh district who was also suffering from Diabetes Mellitus & CKD.
15.A 62-year-old male of Sundargarh district who was also suffering from Diabetes Mellitus & Hypertension.— H & FW Dept Odisha (@HFWOdisha) November 22, 2020
Comments are closed.