www.samajalive.in
Saturday, December 6, 2025
26.1 C
Bhubaneswar

ଏହି ୭ଟି ଜିନିଷକୁ ଆଦୌ କରନ୍ତୁ ନାହିଁ ଦାନ ; ହୋଇଥାଏ ଅଶୁଭ

ଦାନ କରିବାର ଖୁବ ମହତ୍ତ୍ୱ ରହିଛି। ଏହାର ଉଲ୍ଲେଖ ଗ୍ରନ୍ଥରେ ମଧ୍ୟ ରହିଛି। ମାତ୍ର ଶାସ୍ତ୍ରରେ ଏପରି ମଧ୍ୟ ମାନ୍ୟତା ରହିଛି, କେଉଁ ଜିନିଷକୁ ଦାନ କରିବା ଉଚିତ ଓ ଉଚିତ ନୁହେଁ। ଜାଣନ୍ତୁ….
– ଝାଡୁ ଦାନ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
– ଷ୍ଟିଲରେ ନିର୍ମିତ ଜିନିଷ ମଧ୍ୟ ଦାନ କରିବା ଉଚିତ ନୁହେଁ।
– ସାଧୁସନ୍ଥଙ୍କୁ ନିଜେ ବ୍ୟବହାର କରିଥିବା ପୋଷାକ ଦାନ ଦେବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ଅଶୁଭଫଳ ମିଳିଥାଏ।
– ତେଲ ଦାନ କଲେ ଶନିଙ୍କ ଉତ୍ତମ କୃପା ପ୍ରାପ୍ତି ହୋଇଥାଏ, ମାତ୍ର ଖରାପ ବା ବ୍ୟବହାର ଉପଯୋଗୀ ହୋଇନଥିବା ତେଲ ଦାନ ଦିଅନ୍ତୁ ନାହିଁ।
– ସତେଜ ଖାଦ୍ୟ ଦାନ କରିପାରିବେ। ମାତ୍ର ବାସି ଖାଦ୍ୟ ଦାନ କରନ୍ତୁ ନାହିଁ। କିମ୍ବା ଖରାପ ଖାଦ୍ୟ ଦାନ କରନ୍ତୁ ନାହିଁ।
– ଗ୍ରନ୍ଥ, ପୁରାଣକୁ ବହି କୁ ଦାନ କରିପାରିବେ। ମାତ୍ର ଫାଟିଥିବା ଅଥବା ଚିରିଥିବା ବହିକୁ ଦାନ କରିବେ ନାହିଁ।
– ଧାରୁଆ ବସ୍ତ୍ର ଯେପରି ଛୁରୀ, ନେଲ କଟର,କଇଁଚି, ଖଣ୍ଡା ଆଦି ମଧ୍ୟ ଦାନ କରିବା ଉଚିତ ନୁହେଁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories