www.samajalive.in
Saturday, December 6, 2025
23.1 C
Bhubaneswar

ଦୀପାବଳି ପାଇଁ ସ୍ୱତନ୍ତ୍ର ଖିରୀ

ଆବଶ୍ୟକ ସାମଗ୍ରୀ
ଖିର – ଏକ ଲିଟର
ଛେନା – ୨୦୦ ଗ୍ରାମ
ଚିନି – ୧କପ ରୁ ସାମାନ୍ୟ କମ
ଲୁଣ – ସାମାନ୍ୟ
କାଜୁ, ପେସ୍ତା ବାଦାମ, ବାଦାମ – ଆବଶ୍ୟକ ପରିମାଣରେ
ଅରୁଆ ଚାଉଳ ଗୁଣ୍ଡ – ୪ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ ସେଥିରେ ଖିର ଫୁଟାନ୍ତୁ। ଖିର ଫୁଟିବା ପରେ ଏଥିରେ ଚାଉଳ ଗୁଣ୍ଡ, କାଜୁ , ପେସ୍ତା ବାଦାମ, ବାଦାମକୁ ଛେଚି ପକାଇ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ପରେ ସାମାନ୍ୟ ଲୁଣ, ଚିନି, କିସ୍‍ମିସ୍‍ ପକାଇ ଫୁଟାନ୍ତୁ। ଏବେ ଛେନାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଏହି ଫୁଟୁଥିବା ଖିରରେ ପକାନ୍ତୁ। ଏହାକୁ ୧୦ରୁ ୧୫ ମିନିଟ ଫୁଟାଇ ଏକ ପାତ୍ରକୁ କାଢି କିଛି କାଜୁ , ପେସ୍ତା ବାଦାମ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖିରୀ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories