ବନ୍ୟଜନ୍ତୁ ସୁରକ୍ଷା ଆଇନ ସଂଶୋଧନ ପାଇଁ ଦାବି

ଆଠଗଡ :  ସଂପ୍ରତି ରାଜ୍ୟ ତଥା ଦେଶରେ ବନ୍ୟଜନ୍ତୁଙ୍କ ସଂଖୟା କ୍ରମାଗତ ଭାବରେ ହ୍ରାସ ପାଉଛି । ବିଶେଷକରି ନିକଟରେ ଆଠଗଡ ବନଖଣ୍ଡ ଅଧିନ ବଡମ୍ବାରେ ୩ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ…
Read More...

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଠକେଇ ନେଇ ନ୍ୟାୟ ଦାବି

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡର ଶତାଧିକ ମହିଳାଙ୍କୁ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ସହ ମିଶି ଦୁଇ ଜଣ ବ୍ୟକ୍ତି ଚଞ୍ଚକତା କରି ପ୍ରାୟ ୬ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ…
Read More...

କଣ୍ଟାବାଞ୍ଜି ଏନଏସିରେ ଦୁର୍ନିତୀ ଅଭିଯୋଗ

ଟିଟିଲାଗଡ଼ :  କଣ୍ଟାବାଞ୍ଜି ଏନଏସି ଦ୍ୱାରା ନିର୍ମାଣାଧିନ ଦୋକାନ ଗୃହରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ବିଜେଡି ନେତାଙ୍କ ପକ୍ଷରୁ ଟିଟିଲାଗଡ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଦଳର ବରିଷ୍ଠ ନେତା ଅଜୟ ଦାଶ,…
Read More...

ସାଳଦେଇ ବାଲିଘାଟରେ ବୁଡି ଯୁବକ ନିଖୋଜ

କେଶ ଦୁରାପାଳ : ସାଳଦେଇ ନଦୀ ନିକଟ ବାଲି ଘାଟ ଠାରେ ଜଣେ ଯୁବକ ବୁଡି ଯାଇ ନିଖୋଜ ହୋଇ ଥିବା ବେଳେ ତାଙ୍କର  ସନ୍ଧାନ ଏଯାଏ ମିଳି ପାରିନଥିବା ଜଣାପଡିଛି । ପୂର୍ବରୁ ୩ ମାସ ତଳେ ଅତା ପୁଟିଆ ଗ୍ରାମର ଜଣେ ବ୍ୟକ୍ତି ଶୌଚ…
Read More...

ଦ୍ରୌପଦୀଙ୍କ ରାଜନୈତିକ କ୍ୟାରିୟର ଥିଲା ଏମିତି..

ଭୁବନେଶ୍ୱର: ଦ୍ରୌପଦୀ.. ନାଁ ଯେମିତି । ନିଜ ଜୀବନର ସଂଘର୍ଷ ବି ସେମିତି । ସେଦିନର ସେ ମହାଭାରତର ସେ ରାଜକନ୍ୟା ନୁହଁନ୍ତି । କି ତାଙ୍କ ପିତା ରାଜାବି ନଥିଲେ । ହେଲେ ଅଭାବୀରୁ ତିଆରି କରିଛନ୍ତି ନିଜର ପରିଚୟ । ରାଜ୍ୟ…
Read More...

ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ; ୧୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳୁ…
Read More...

କୋଟଗଡରେ ପାଗଳ କୁକୁର ଆତଙ୍କ; କୁକୁର କାମୁଡ଼ାରେ ୪ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ଗତକାଲି ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା…
Read More...

ଜେସିବି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର

ବୌଦ୍ଧ: ବୌଦ୍ଧ ପୁରୁଣା ଜେଲ ନିକଟରେ ଗତକାଲି ଅପରାହ୍ନରେ ଜେସିବି ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ସେମାନଙ୍କ…
Read More...

ଚିତି ସାପ କାମୁଡ଼ାରେ ଜଣେ ମୃତ

କୋଟଗଡ଼: କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ନୀଳନ୍ତି ମଲ୍ଲିକଙ୍କୁ ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୩୫ ବର୍ଷ…
Read More...

ରାଜ୍ୟରେ ୩ଶହ ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ଆଉ ୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୩ଶହ ଟପିଲା ମୋଟ୍‌ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୩୧୭ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪୫ ଜଣ କରୋନା ଆକ୍ରାନ୍ତ…
Read More...

୨୫ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଗତ ୨୪ଘଣ୍ଟାରେ ମୌସୁମୀ ସକ୍ରିୟ ହେବା ଯୋଗୁଁ ରାଜ୍ୟରେ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି। ମୌସୁମୀର ବଙ୍ଗୋପସାଗର ଶାଖା…
Read More...

ଇଡି- ଅଗ୍ନିପଥ ପ୍ରତିବାଦ ପାଇଁ ହେବ ରଣନୀତି; ଦିଲ୍ଲୀ ଯିବେ ୯ କଂଗ୍ରେସ ବିଧାୟକ

ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୪ଥର ଜେରା କରିବା ପରେ ଆସନ୍ତା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ…
Read More...

‘ଡିଏମଡି’ରେ ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ମାମଲା; ହାଇକୋର୍ଟଙ୍କ ଜବାବ ତଲବ

କଟକ: ବଂଶଗତ (ଜେନେଟିକ୍) ରୋଗ ‘ଡୁଚେନ ମସ୍କୁଲାର ଡାଇଷ୍ଟ୍ରୋଫି’ (ଡିଏମଡି)ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଜୁଲାଇ ୧୧ରେ ମାମଲାର…
Read More...

ଗାଦି ମାହାତ୍ମ୍ୟ

ଏବେ ସମସ୍ତେ ଗାଦି ପାଇଁ ଡହଳବିକଳ ହେଉଛନ୍ତି, ଯେଉଁଥିଲାଗି ନେତା ହେବା ନିହାତି ଦରକାର। ଗାଦି ପାଇଗଲେ ଅପର୍ଯ୍ୟାପ୍ତ କ୍ଷମତା ଓ ଅର୍ଥାଗମ ହୋଇଯାଏ। ନିଜ ପାଇଁ କେବଳ ନୁହେଁ; ଆସନ୍ତା ପାଞ୍ଚସାତ ପିଢ଼ି ପାଇଁ। ଥରେ…
Read More...

ଅସ୍ବାଭାବିକ ପରିବେଶ ପରିବର୍ତ୍ତନର କାରଣ

ଆଜକୁ ୬୫ ବର୍ଷ ତଳର କଥା। ବର୍ଷାଦିନ ଅବ୍ୟବହିତ ପୂର୍ବରୁ କେନ୍ଦୁ, ପଣସ ପାଚିବା ଆରମ୍ଭ ହୋଇଯାଉଥିଲା। ଏସବୁକୁ ହାଟ ବଜାରରେ ବିକ୍ରି କରି ଗରିବ ଲୋକେ କିଛି ଅର୍ଥ ଉପାର୍ଜନ କରୁଥିଲେ। ବର୍ଷା ଦିନରେ ଅନେକ ପ୍ରକାରର…
Read More...

ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ସ୍ବରୂପ ପରୀକ୍ଷଣ ବଢ଼ାଇବା ସହିତ ସଚେତନତା ଜାରି ରହିଛି। ଅନ୍ୟପକ୍ଷରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ…
Read More...

ମିଳିଲାନି ଚାବି; କଟାଗଲା ଶ୍ରୀମନ୍ଦିର ତାଲା

ପୁରୀ: ହଜି ଯାଇଛି ଜୟବିଜୟ ଦ୍ବାର ଚାବି। ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା। ପ୍ରାୟ ୫ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି। ଶ୍ରୀମନ୍ଦିର ଜୟବିଜୟ ଦ୍ବାର…
Read More...

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା; ଏସଡିଜେଏମଙ୍କ ନିର୍ଦେଶ ଉପରେ ରହିତାଦେଶ

କଟକ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ କଟକ ସଦର ଏସଡିଜେଏମଙ୍କ ନିର୍ଦେଶ ଉପରେ ଜିଲ୍ଲା ଦୌରାଜଜ୍ ରହିତାଦେଶ ଜାରି କରିଛନ୍ତି। ଅନୁଭବ ମହାନ୍ତିଙ୍କ ଘର ବର୍ଷା…
Read More...

ଶିବସେନା​‌ରେ ବି​‌ଦ୍ରୋହ; ସଙ୍କଟରେ ଉଦ୍ଧବ ସରକାର

ମୁମ୍ବଇ: ଉଦ୍ଧବ ଠାକରେଙ୍କ ନେତୃତ୍ବ ମହାରାଷ୍ଟ୍ରର ମେଣ୍ଟ ସରକାରରେ ପୁଣି ଥରେ ସଂକଟ ଦେଖାଯାଇଛି। ମେଣ୍ଟ ସରକାରର ମୁଖ୍ୟ ଅଂଶୀଦାର ଶିବସେନାର କିଛି ବିଧାୟକ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବସେନାର…
Read More...

ଆଜିର ରାଶିଫଳ (ବୁଧବାର) ୨୨/୦୬/୨୦୨୨

ମେଷ: କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି। ରାଜଯୋଗ ଥିବାରୁ ଅସାଧାରଣ ହେବା ଆଶା କରାଯାଏ। ଚତୁର ଓ ଧାର୍ମିକ ପ୍ରବୃତ୍ତିର ହେବେ। ବୃଷ: ସୁସ୍ଥ ଓ ନିରାମୟ…
Read More...

ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ମନ୍ଦିର ବୁଲି ଦେବାଦେବୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ଦ୍ରୌପଦୀ ଓଳାଉଥିବା…
Read More...

ଖୁସି ଜାହିର କଲେ ନବୀନ; ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ

ଭୁବନେଶ୍ବର: ରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବାଗତ କରିଛନ୍ତି । ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା…
Read More...

ଦରମା ବୃଦ୍ଧି ପରେ ବି ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ୪୦% କର୍ମଚାରୀ; ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟାକୁ ନେଇ କେତେବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଯୁବକ ଯୁବତୀ ତ କେତେବେଳେ ଏହି ସମସ୍ୟାକୁ ନେଇ ରାଜନୀତି ସରଗରମ ରହୁଛି । ହେଲେ ବର୍ତ୍ତମାନର ଏକ…
Read More...

ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ

କଟକ: ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ । ଆଜି ବିଧିବଦ୍ଧ ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିନତି ସାମିଲ ହୋଇଛନ୍ତି । ପୁଷ୍ପଗୁଚ୍ଛ ଦେଇ ମିନତିଙ୍କୁ ବିଜେଡି ସାଙ୍ଗଠନିକ…
Read More...

ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଯୋଗ ଦିବସକୁ…
Read More...

ଦେଶରେ ଆଉ ୯,୯୨୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ୧୨ ହଜାର ଉପରେ ମାମଲା ଚିହ୍ନଟ ହେଉଥିବା ବେଳେ ଆଜି ଦେଶରେ ୯ହଜାର ୯୨୩ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା…
Read More...

ବାଲେଶ୍ଵରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲେଶ୍ୱର: ବାଲେଶ୍ଵରରେ  ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସକାଳୁ ସକାଳୁ ଲୋକମାନେ ଯୋଗ କାରିବାକୁ ବାଲେଶ୍ଵର ଆଇ.ଟି.ଆଇ ପଡିଆରେ ଭିଡ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…
Read More...

ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ପୁଣି ଆଜି ରାଜ୍ୟରେ ଦୈନିକ ସଂକ୍ରମିତ ସଂଖ୍ୟା ୫୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଆଉ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି…
Read More...

ଯୋଗ ଜୀବନର ଅଂଶ ନୁହେଁ, ଜୀବନଶୈଳୀ ପାଲଟିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ…
Read More...

ଧାମରାରେ ଭାରତୀୟ ମଜଦୁର ସଂଘର ବୈଠକ; ଶ୍ରମିକଙ୍କ ପାଇଁ ପୁଣି ରାଜରାସ୍ତାକୁ ଓହ୍ଲାଇବ ସଂଘ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ଭାରତୀୟ ମଜଦୁର ସଂଘର ଅଫିସ ଗୃହରେ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଓଡିଶା ପ୍ରଦେଶ ଶାଖାର ସହ ସଂପାଦକ ଶାନ୍ତନୁ କୁମାର…
Read More...

ନାହାଙ୍ଗ ସମବାୟ ସମିତି ସଭାପତି ନିର୍ବାଚନ; ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ବାଚିତ

କୁଆଁପାଳ : ମାହାଙ୍ଗା ବ୍ଲକ କଟକ କେନ୍ଦ୍ର ସମବାୟ ସମିତି ଅଧିନ ନାହାଙ୍ଗ ପ୍ରାଥମିକ କୃଷି ସେବା ସମବାୟ ସମିତିର ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ ମହାପାତ୍ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଯାଇଯାଇଛନ୍ତି । ଗତ…
Read More...

ହୀରାଖଣ୍ଡ ନାଗରିକ ପରିଷଦର ସାଧାରଣ ପରିଷଦ ବୈଠକ           

ସମ୍ବଲପୁର: ସମ୍ବଲପୁରର ପୁରତାନ ବରିଷ୍ଠ ନାଗରିକ ସଙ୍ଗଠନ ହୀରାଖଣ୍ଡ ନାଗରିକ ପରିଷଦର ଜୁନ ମାସର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମ୍ୟୁନିସିପାଲିଟି ଛକ ଠାରେ ସ୍ଥିତ ସାମ୍ବାଦିକ ଭବନର ପ୍ରଶାନ୍ତ…
Read More...

ରେଳବାଇ ପାଇଁ ଷ୍ଟାର୍ଟ ଅପ ଅଭିଯାନ

ସମ୍ବଲପୁର: ଭାରତୀୟ ରେଳ ଷ୍ଟାର୍ଟ ଅଫ ନିତି ଦ୍ୱାରା ବିଭିନ୍ନ ଷ୍ଟାର୍ଟ ଅଫ ଗୁଡିକର ଅଂଶଗ୍ରହଣ ମାଧ୍ୟମରେ ରେଳବାଇର ଅଭିନବୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ । ବିଭିନ୍ନ ସଂସ୍ଥା ଗୁଡିକ ରେଳ କ୍ଷେତ୍ରରେ…
Read More...

ଶିକାରୀ ଗୁଳିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା; ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ

ଗୁଣପୁର: ଗୁଣପୁର ବ୍ଲକ ଭୀମପୁର ପଞ୍ଚାୟତ ଫୁଲପୁଟି ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା । ଏହି ମାମଲାରେ ଏଡିଜେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି…
Read More...

ଉଦ୍ଧାର ୨ନାଗ ସାପକୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

କଲମପୁର: ଜୁନାଗଡ ବ୍ଲକ ଅଧିନସ୍ଥ ମୁଣ୍ଡୁରାଗୁଡାର ମହୁଲପଡା ଓ ପୁରଣାସର ନିକଟସ୍ଥ ମାଲପଡାରୁ ଉଦ୍ଧାର ହେଇଥିବା ଦୁଇ ନାଗ ସାପକୁ କଲମପୁର ବ୍ଲକର ଦେବଗିରୀ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯାଇଛି । ସୂଚନା ଅନୁସାରେ ଗତକାଲି…
Read More...

ଗଛ ପଡ଼ି ଭାଙ୍ଗିଲା ସ୍କୁଲ ପାଚେରୀ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଲାଞ୍ଜିଗଡ: ଗତକାଲି ଲାଞ୍ଜିଗଡ ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ମଧ୍ୟାହ୍ନ ୧୨ଟାରୁ ବର୍ଷା, ଘଡ଼ଘଡି ସହ ପବନ ହେବା କାରଣରୁ କିଛି ଗଛ ଭାଙ୍ଗିପଡ଼ିଛି । ଏହି ସମୟରେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଫୁଲବାଣୀ: ଗ୍ରାମାଞ୍ଚଳ ଲୋକଙ୍କ ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟାର ସାମଧାନ ପାଇଁ ବ୍ଲକ ସ୍ତରରେ ଜିଲ୍ଲାପାଳଙ୍କ ଦ୍ୱାରା ମାସିକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଗତକାଲି ଖଜୁରୀପଡା…
Read More...

ଜିଲ୍ଳା ଶୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ: କେରେଡ଼ି ପଞ୍ଚାୟତର ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଳା ଶୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସମାଜର ସଭାପତି ଦେବେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ମୁଖ୍ୟ…
Read More...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ; ବିଶ୍ୱ କରୁଛି ଯୋଗ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ସାରା ବିଶ୍ୱ ଆଜି ଯୋଗ କରୁଛି । ବିଶ୍ବର ୧୭୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏଥି ସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର…
Read More...

ମନପ୍ରୀତ ଅଧିନାୟକ; ଓଡ଼ିଶାରୁ କେବଳ ଅମିତ

ନୂଆଦିଲ୍ଲୀ : ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜନ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପାଇଁ ହକି ଇଣ୍ଡିଆ ସୋମବାର ଭାରତୀୟ ପୁରୁଷ ହକି ଦଳ ଘୋଷଣା…
Read More...

ଆର୍‌ଟିଆଇରେ ଭିଜିଲାନ୍ସ ତଥ୍ୟ

୪ ସପ୍ତାହରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ ସରକାର, ବାଦ୍‌ ପଡ଼ିବ ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗ କଟକ : ଏଣିକି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହେବ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ…
Read More...

ଅନ୍ତର୍ଜାତୀୟ ଯୋଗ ଦିବସ

ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ଅନେକ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ମିଳୁଥିବା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ପାଇବା ଉଚିତ। ଏହାକୁ ଦୈନିକ ନିଜ…
Read More...

୧୭ ଫସଲ ହେବ ବୀମାଭୁକ୍ତ

ଭୁବନେଶ୍ବର:  ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ…
Read More...

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ରାଜ୍ୟର ସମସ୍ତ ଜିଲାକୁ ଛୁଇଁଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି। ମୌସୁମୀ ବାୟୁ…
Read More...

ବାବୁଙ୍କୁ ଖସାଇବାକୁ ତଳିଆଙ୍କୁ ଛାଟ ; କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦାବି କଲେ ପରିବେଶବିତ୍‌

ଆଠଗଡ଼ /ବଡ଼ମ୍ବା : ଆଠଗଡ଼ ବନଖଣ୍ଡ ୩ ହାତୀ କଙ୍କାଳ ଓ ନରସିଂହପୁର ବନାଞ୍ଚଳରୁ ଗୁଳିବିଦ୍ଧ ଦନ୍ତାହାତୀ ଠାବ ହେବା ଘଟଣା ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଏହି ଦୁଇ ଘଟଣାରେ ପ୍ରାୟ ୧୦ ଜଣ…
Read More...

ତିନିରଥରେ ସରିଲା ତାଗବାଡ଼ିଆ

ପୁରୀ : ନିର୍ମାଣାଧୀନ ତିନିରଥରେ ସୋମବାର ତାଗବାଡ଼ିଆ ଶେଷ ହୋଇଛି । ବେଦୀ ପଛପଟେ ପଟା ବାଡ଼ିଆଯାଇଛି। ଭୂଇଁ ପାଖୁଡ଼ାରେ ନାହାକା ଲଗାଯାଇଛି। କଇଁଚି ସହ ଦୁଇ ଖମ୍ବି ଏବଂ ପାଖୁଡ଼ାଗୁଡ଼ିକୁ ସଂଯୋଗ କରାଯାଇଛି। ତିନିରଥ…
Read More...

ଇଟାଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଇଟାଲୀରେ ପହଞ୍ଚି ଥିବାବେଳେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା…
Read More...

ମଙ୍ଗଳବାର ରାଶିଫଳ (୨୧/୦୬/୨୨)

ମେଷ : ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବା ସହିତ ସିଦ୍ଧିପ୍ରାପ୍ତ ହେବେ। ପୁତ୍ରକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚୁର ଧନ ବ୍ୟୟ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବୃଷ : ଏକାଗ୍ରତାର ଚେଷ୍ଟା…
Read More...

ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାରେ ରକ୍ତଦାନ ଶିବିର

ଗୁରୁଡିଝାଟିଆ : ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପରିସରରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କାରଖାନାର ପୂର୍ବତନ ସଭାପତି ହରିଶଙ୍କର ସାଙ୍ଘାଣିଆଙ୍କ ୮୯ତମ ଜନ୍ମବାର୍ଷିକ ଉପଲକ୍ଷେ ଜେ କେ ଲକ୍ଷ୍ମୀ…
Read More...

ରାଜନଗର ୫-ଟି ବିଦ୍ୟାଳୟରେ ପଶିଲା ପାଣି, ସମସ୍ୟା ନସୁଧୁରିଲେ ମାଛ ଛାଡ଼ିବୁ କହିଲେ ଛାତ୍ରଛାତ୍ରୀ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ରୁପାନ୍ତରିତ କରାଯାଇଥିବା ବେଳେ ଏହି ବିଦ୍ୟାଳୟରେ ମାତ୍ର ଘଣ୍ଟାକର ବର୍ଷାରେ ଶ୍ରେଣୀ ଗୃହରେ ପାଣି ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି…
Read More...

ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦରେ ପାଣି ନାହିଁ

ବୁର୍ଲା : ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦରେ ପାଣି ନାହିଁ । ୨ ଦିନ ହେବ ବୁର୍ଲା ପାଓ୍ବାର ହାଉସରୁ ବିଦ୍ୟୁତ ଉତ୍ପାଦନ ହୋଇନି । କିଛି ଦିନ ହେବ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ ଜଳ ନାହିଁ ।  ଗ୍ରୀଷ୍ମ ପରେ ଆଷାଢ…
Read More...

ସାଧୁସୁନ୍ଦର ସ୍ମୃତି ସମ୍ନାନ ପ୍ରଦାନ ଉତ୍ସବ

ଚୌଦ୍ୱାର : ରାଜ୍ୟ ତଥା ଦେଶର ସର୍ବପୁରାତନ ଓଡିଆ ସମ୍ବାଦପତ୍ର ‘କୁଜିବରପତ୍ର’ର ପ୍ରତିଷ୍ଠାତା ମହାତ୍ମା ସାଧୁସୁନ୍ଦର ଦାସଙ୍କୁ ରାଜ୍ୟ ତଥା ଦେଶରେ ପରିଚିତ କରାଇବାର ଉଦ୍ଦେଶ୍ୟ ନେଇ ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା…
Read More...

ଗିରଫ ବନ କର୍ମଚାରୀ ଓ ଶିକାରୀ ଅଦାଲତ ଚାଲାଣ

ଆଠଗଡ :  ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ୩ଟି ପୋତା ହୋଇଥିବା ହାତୀ କଙ୍କାଳ ମିଳିବା ଓ ନରସିଂହପୁରରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ଆହତ ହୋଇ ମୃତ୍ୟୁବରଣ ଘଟିବା ଘଟଣାରେ ୩ଜଣ ବନ କର୍ମଚାରୀ ଓ ୩ଜଣ…
Read More...

ହାତୀ ମୃତ୍ୟୁ ଘଟଣାପରେ ବନବିଭାଗର ତତ୍ପରତା : ୮ବନପାଳଙ୍କ ବଦଳି

ବଡ଼ମ୍ବା :  ଆଠଗଡ଼ ବନଖଣ୍ଡରେ ଏକାଧିକ ହାତୀମୃତ୍ୟୁ ଘଟଣାକୁନେଇ ରାଜ୍ୟରେ ଚହଳ ଖେଳିଯାଇଥିବା ବେଳେ ପ୍ରତିଦିନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାରେ ରହିଛି। ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷ ତ ଦୂରେ ଥାଉ, କୌଣସି…
Read More...

ଆନ୍ତର୍ଜାତିକ ଯୋଗ ଦିବସ : ଓଡ଼ିଶାରେ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୩ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତାକାଲି ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସକୁ ସଫଳ କରିବାକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ…
Read More...

ପୁରୀରେ ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି…
Read More...

ହନ୍ତାହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ବନରକ୍ଷୀ ନିଲମ୍ବିତ

ଆଠଗଡ: ନରସିଂହପୁର ପଶ୍ଚିମ ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଓ ବଡ଼ମ୍ବାରୁ ମାଟି ତଳୁ ୩ଟି ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ । ବଡ଼ମ୍ବା…
Read More...

ହାତୀ ଆକ୍ରମଣରେ ୨ ମୃତ

ଦ୍ୱାରଶୁଣି: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ପୁଣି  ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର…
Read More...

ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ; ଯୋଗ ଦେଲେ ୨ କେନ୍ଦ୍ରୀୟ ଟିମ୍‌

ଗଞ୍ଜାମ: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଗଞ୍ଜାମ ବ୍ଲକର ୨୯ ଗୋଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ…
Read More...

ଆଜିଠୁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରୋମକୁ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ୫-ଟି ସଚିବ ଭି.କେ…
Read More...

ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ବଡ଼ ଘୋଷଣା; ନିଯୁକ୍ତି ଦେବ ମହିନ୍ଦ୍ରା କମ୍ପାନୀ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି । ସେ ଟ୍ୱିଟ୍‌ କରି ନିଜ କମ୍ପାନୀରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । ତାଙ୍କର ଘୋଷଣା…
Read More...

ରାଜ୍ୟରେ ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରୁ ଆଉ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୭ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୨୩…
Read More...

ଦେଶରେ ଆଉ ୧୨,୭୮୧ କରୋନା ସଂକ୍ରମିତ ଚିହ୍ନଟ; ୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ଦେଶରେ ୧୨ ହଜାର ତଳକୁ ସଂକ୍ରମଣ ଖସୁନଥିବା ଦେଖିବାକୁ ମିଳୁଛି । ଆଜି ପୁଣି ଦେଶରେ…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର କ. ନୂଆଁଗା ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ…
Read More...

ସ୍ବେଚ୍ଛାସେବୀ ସଂଗଠନ ‘ସେବା ସେନା’ ର ପଞ୍ଚାୟତ ସ୍ତରୀୟ ବୈଠକ ଓ ନୂତନ କମିଟି ଚୟନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମଠାରେ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଚ୍ଛାଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ସଙ୍ଗଠନ 'ସେବା ସେନା'ର ପ୍ରଥମ ବୈଠକ…
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବୌଦ୍ଧରେ ମକଡିଲ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା…
Read More...

ବାଳକ ବାଳିକାଙ୍କ ପାଇଁ ଦିନିକିଆ ଆଧ୍ୟାତ୍ମିକ କର୍ମଶାଳା

ବୌଦ୍ଧ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧଶାଖା ପକ୍ଷରୁ ବୌଦ୍ଧ ସହରର ରାଜବାଟିସ୍ଥିତ ଜିଲ୍ଲା କେନ୍ଦ୍ରଠାରେ ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷିରେ ବାଳକ ବାଳିକାମାନଙ୍କ ପାଇଁ ଦିନିକିଆ…
Read More...

ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ବୌଦ୍ଧ ଜିଲ୍ଲା ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ

ବୌଦ୍ଧ: କରୋନା ସମୟରେ ବୌଦ୍ଧ ଜିଲ୍ଲାର ସ୍କାଉଟ ଗାଇଡ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ସେହି ସମୟରେ ଜିଲ୍ଲା ସ୍କାଉଟଗାଇଡ ପକ୍ଷରୁ ଜିଲ୍ଲାସ୍ତରୀୟ …
Read More...

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନଶ୍ୱର ସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମୁଖ୍ୟାଳୟରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଅନାଦୀ ଚରଣ ସେଠୀଙ୍କ ଘରେ ଆଜି ସକାଳୁ…
Read More...

ବଜ୍ରପାତରେ ଭାଙ୍ଗିଲା ଘର, ଲାଗିଗଲା ନିଆଁ

ହରଭଙ୍ଗା: ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଭୀଷଣ ବର୍ଷା ସହିତ ବଜ୍ରପାତ ହୋଇଛି । ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ବଜ୍ରପାତ ହେବା ଫଳରେ ଗାଁର କିଛି ଲୋକଙ୍କ ଘରେ ବିଦ୍ୟୁତ ମିଟରରେ ନିଆଁ…
Read More...

କଣ୍ଟାବାଞ୍ଜିରେ ସମ୍ବିଧାନ ସଚେତନତା ସମ୍ମିଳନୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସ୍ଥିତ ମଙ୍ଗଳ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ସମ୍ବିଧାନ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀକୁ ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠାତା ତଥା ଆଇନଜୀବୀ ତ୍ରିଲୋଚନ…
Read More...

ତହସିଲଦାରଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ଥାନା ରାଇକିଆ ଓ ନୂଆଗାଁ ଛକ ଠାରେ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗତକାଲି ସକାଳୁ କୋଣସି ଏକ ସରକାରୀ କାମରେ ତହସିଲଦାର ଫୁଲବାଣୀ ଆସି ପୁଣି ନିଜ…
Read More...

ଦେଶରେ ଲିଭୁନି ‘ଅଗ୍ନିପଥ’ ନିଆଁ; ଆଜି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦେଶରେ ଲିଭୁନି ‘ଅଗ୍ନିପଥ’ ନିଆଁ । ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଯୋଜନାକୁ ବିରୋଧ କରି ଦେଶର ଅଧାରୁ ଅଧିକ ରାଜ୍ୟରେ ନିଆଁ ଜଳୁଥିବା…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିପାତ

ଜାମ୍ମୁ-କାଶ୍ମୀର: ପୁଲଓ୍ୱାମାର ଚାତପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ କିଛି ଅସ୍ତ୍ରଶସ୍ତ୍ର…
Read More...

୭ କୋଟି ମୁହାଁ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ୭ କୋଟି ମୁହାଁ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ପ୍ରଥମ ଓ ଦ୍ବିତୀୟ ପାନ ପ୍ରାୟ ସରିଆସିଲାଣି। ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ…
Read More...

ଚେସ୍ ଅଲିମ୍ପିଆଡ୍‌ : ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚେନ୍ନଇର ମହାବଳିପୁରମରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ୪୪ତମ ଚେସ୍ ଅଲିମ୍ପିଆଡ ଖେଳାଯିବ। ପ୍ରଥମଥର ଭାରତରେ ଆୟୋଜିତ ହେବାକୁ ଥିବା ଚେସ୍‌ ଅଲିମ୍ପିଆଡ ମଶାଲ ଶୋଭାଯାତ୍ରାକୁ ପ୍ରଧାନମନ୍ତ୍ରୀ…
Read More...

ଡାକ୍ତର ନିଯୁକ୍ତିରେ ଆଇନ କେଁ

ଭୁବନେଶ୍ବର : ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା ସହିତ ଜଟିଳ ରୋଗୀଙ୍କ ଲାଗି ସ୍ବତନ୍ତ୍ର…
Read More...

ପ୍ରତି ଯୋଜନାକୁ ରାଜନୈତିକ ରୂପ ଦିଆଯାଉଛି: ମୋଦୀ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶ ଓ ଦେଶବାସୀଙ୍କ ହିତ ନିମନ୍ତେ…
Read More...

୪ ଦିନ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରୁ ପ୍ରବେଶ କରିଥିବାବେଳେ ଦୁର୍ବଳ ଥିବାରୁ ୩ ଦିନ ମଧ୍ୟରେ ସାରା ରାଜ୍ୟକୁ ଅଗ୍ରସର ହୋଇପାରିନାହିଁ। ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ୍‌…
Read More...

ସମୟରେ ସରିଲାନି +୨ ମୂଲ୍ୟାୟନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ପ୍ରଥମେ ଅଧ୍ୟାପକଙ୍କ ଅନୁପସ୍ଥିତି ଯୋଗୁଁ ମୂଲ୍ୟାୟନ ପ୍ରଭାବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ…
Read More...

ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ

ଭୁବନେଶ୍ବର : ରବିବାର ୭୨୮ ସମବାୟ ସମିତିରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସୁଦ୍ଧା ୭୧ ପ୍ରତିଶତ ସଭ୍ୟ ମତଦାନ ସାବ୍ୟସ୍ତ କରିଥିବା ରାଜ୍ୟ ସମବାୟ ନିର୍ବାଚନ ଆୟାଗଙ୍କ ଆୟୁକ୍ତ…
Read More...

ପଣସ ପରେ ଛତୁ, ଫୁଲ, ମସଲା ମିଶନ

ଭୁବନେଶ୍ବର : ରାଜ୍ୟର ୮୦ଭାଗ ଚାଷୀ କେବଳ ଧାନ ଚାଷ ଉପରେ ନିର୍ଭର କରୁଛନ୍ତି। ଧାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ କୌଣସି ପରିସ୍ଥିତିରେ ଚାଷୀଙ୍କ ରୋଜଗାର ବୃଦ୍ଧି କିମ୍ବା ଜୀବନ ଧାରଣର ମାନରେ ଉନ୍ନତି ଆଣିବା…
Read More...

ବିପର୍ଯ୍ୟୟ ଏଡାଇବା ପାଇଁ ମକଡ୍ରିଲ

ସମ୍ବଲପୁର : ଚଳିତ ବର୍ଷର ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ସମ୍ବଲପୁରରେ ବିଗତ ବର୍ଷ ଗୁଡିକରେ ଅନେକ ସମୟରେ ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ରହିଛି । ଏଥି ପାଇଁ ଶନିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ…
Read More...

ମାତା ପାର୍ବତୀଙ୍କ ପିତାମାତା ସମ୍ବର୍ଦ୍ଧିତ

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପୁର୍ଣ୍ଣ ଲୋକାଚାର ନିତିରେ ଅନୁଷ୍ଠିତ ହୋଇଥାଏ। ଏଥି ପାଇଁ ବିଭିନ୍ନ ପୂଜା କମିଟି ମାନେ ପ୍ରତି ବର୍ଷ…
Read More...

ସୋମବାର ରାଶିଫଳ (୨୦/୦୬/୨୦୨୨)

ମେଷ :  ରାଜଯୋଗ ଥିବାରୁ ପ୍ରାୟ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିବେ। ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶତ୍ରୁ ବିଜୟୀ ହେବେ। ବୃଷ : ମହଦାକାଙ୍‌କ୍ଷୀ…
Read More...

ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ଜବର ଦଖଲ ହୋଇଥିବା ପାଚେରୀ ଉଚ୍ଛେଦ

ଗୁରୁଡିଝାଟିଆ :  ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠର ପାଚେରୀ ଉପରେ ଦୋକାନଘର କରି ବେଆଇନ ଜବରଦଖଲ କରିଥିବା ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଆଠଗଡ ତହସିଲ କର୍ତ୍ତୃପକ୍ଷ ଉଚ୍ଛେଦ କରିଛନ୍ତି । ତହସିଲଦାର ପ୍ରିୟବ୍ରତ ଦାସ…
Read More...

ପେଟ୍ରୋଲ ପମ୍ପରେ ଲୋକଙ୍କୁ ଚା’ ବାଣ୍ଟିଲେ ମାହାନାମା

କଲମ୍ବୋ : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦେଶବାସୀଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ରୋସନ ମାହାନାମା। ଆର୍ଥିକ ସଂକଟ ଯୋଗୁଁ ଦେଶରେ ପେଟ୍ରୋଲ, ଡିଜେଲର ଘୋର ଅଭାବ…
Read More...

ଗ୍ରାମାଞ୍ଚଳରୁ ମନୋନୀତ ହେବେ ୭୦% ଅଗ୍ନିବୀର

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାରେ ଅଗ୍ନିବୀର ନିଯୁକ୍ତି ନିମନ୍ତେ ସେନାର ତିନି ବାହିନୀ ପକ୍ଷରୁ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସ୍ଥଳସେନା ଅଗଷ୍ଟ ପ୍ରଥମାର୍ଦ୍ଧରେ ଅଗ୍ନିବୀରଙ୍କୁ ନିଯୁକ୍ତି…
Read More...

ବେଶ୍ୟାଳୟରେ ଚଢ଼ଉ ବେଳେ ଯୌନ କର୍ମୀଙ୍କୁ ଗିରଫ କର ନାହିଁ : ହାଇକୋର୍ଟ

ଚେନ୍ନଇ : ବେଶ୍ୟାଳୟରେ ଚଢଉ ସମୟରେ ଯୌନ କର୍ମୀଙ୍କୁ ଗିରଫ କରାଯାଇପାରିବ ନାହିଁ କି ସେମାନଙ୍କ ଉପରେ ଜୋରିମାନା ଦଣ୍ଡ କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ନିକଟରେ ସୁପ୍ରିମକୋର୍ଟ ଦେଇଥିବା…
Read More...

ସ୍କୁଲ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଚୌଦ୍ୱାର : ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦା ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ଶିକ୍ଷାନୁଷ୍ଠାନରେ ପିିଲା ମାନଙ୍କ ପାଇଁ ଏକ ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ…
Read More...

ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର : ଆଗ୍ରାହାଟ ପଞ୍ଚାୟତ କୁଜିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଳବ୍ କଟକ ଅଭିନବ ଓ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ମିଳିତ…
Read More...

ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ, ଚାଳକ ଗିରଫ

ଚୌଦ୍ୱାର : ଚୋରା କୋଇଲା ବୋଝେଇ କରି ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଟ୍ରକ୍ ଚାଳକକୁ ଗିରଫ କରିଛନ୍ତି ।ଗିରଫ ଚାଳକ ଜଣକ ହେଲେ ଢ଼େଙ୍କାନାଳ ଜିଲା ସଦର ଥାନା ନଦିଆଲି ବସାଡିହ…
Read More...

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ମୁକାବିଲା ପାଇଁ ଅଭ୍ୟାସ ଶିବିର

ଆଠଗଡ :  ଆଠଗଡ ବ୍ଲକ ପକ୍ଷରୁ କଟକିଆସାହି ପଞ୍ଚାୟତର ପାଟେଣିଗାଁ ଓ ମହାକାଳବସ୍ତ ପଞ୍ଚାୟତ ଅଧିନ ଦହିସରାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ମୁକାବିଲା ପାଇଁ…
Read More...

ସ୍କୁଟି ଦୁର୍ଘଟଣାରେ ଯୁବକ ଗୁରୁତର ; ଗୋଡ ମଧ୍ୟରେ ପଶି ରହିଛି ସ୍କୁଟିର ଷ୍ଟାଣ୍ଡ

ଆଠଗଡ: ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା ଦେଇ ଏକ ସ୍କୁଟିରେ ଭୁବନେଶ୍ୱର ଯାଉଥିବା ଢେଙ୍କାନାଳ ଅଞ୍ଚଳର ଜଣେ ଯୁବକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଢେଙ୍କାନାଳ ସହରର ବାଜିଚୌକ…
Read More...

ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ

ବାଙ୍କୀ :  ସମ୍ଭାବ୍ୟ ବନ୍ୟା ପରିସ୍ଥିତ ମୁକାବିଲା ଏବଂ ବନ୍ୟା ପରବର୍ତ୍ତୀ ସ୍ଥିିତିକୁ ସାମ୍ନା କରିବା ନିମନ୍ତେ ବାଙ୍କୀ ଓ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ୫ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ବିଭିନ୍ନ…
Read More...

କବି ନଟବର ସାହିତ୍ୟ ସଂସଦ ପକ୍ଷରୁ ଏନଡିଆରଏଫ୍ ଯବାନଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ଛତିଶଗଡ଼ରେ ୮୦ଫୁଟ ଗଭୀର ବୋର ୱେଲରେ ୫ଦିନ ଫଶି ରହିଥିବା ୧୦ବର୍ଷର ବାଳକ ରାହୁଲ ସାହୁଙ୍କ ଉଦ୍ଧାର କରିବାରେ ଓଡ଼ିଶାର ମୁଣ୍ଡଳିସ୍ଥିତ ଏନ୍.ଡି.ଆର୍.ଏଫ୍ ର ଯବାନଙ୍କ ଉତ୍ସର୍ଗୀକୃତ ଦକ୍ଷତା ବେଶ୍ ପ୍ରଶଂସିତ ।…
Read More...

ଶ୍ୱଶୁରଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲା ବୋହୂ !

ଆସିକା: ପାରିବାରିକ କଳହ ନେଲା ଜୀବନ । ବୋହୂର ଠେଙ୍ଗାମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆସିକା ଥାନା ଅଧିନସ୍ଥ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଘଟିଥିବା ବେଳେ ଘଟଣାସ୍ଥଳରେ…
Read More...

ବିମାନ ଉଡ଼ାଣ ବେଳେ ଲାଗିଗଲା ନିଆଁ; ଅଳ୍ପକେ ବର୍ତ୍ତିଲେ ୧୮୫ ଯାତ୍ରୀ

ପାଟଣା: ଉଡ଼ାଣ ଭରିବା ବେ​‌ଳେ ବିମାନରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଆଜି ବିହାରର ପାଟଣା ବିମାନବନ୍ଦରରେ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିଯାଇଛି । ଉଡାଣ ଭରିବା ସମୟରେ ବିମାନଟିରେ ନିଆଁ…
Read More...

‘ଅଗ୍ନିପଥ’କୁ କଂଗ୍ରେସର ବିରୋଧ; ଦିଲ୍ଲୀ ଜନ୍ତରମନ୍ତରରେ ସତ୍ୟାଗ୍ରହ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରୁଛି କଂଗ୍ରେସ । ସକାଳ ୧୦ଟାରୁ ଦିଲ୍ଲୀ ଜନ୍ତରମନ୍ତରରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ନେତ୍ରୀ…
Read More...

‘ଅଗ୍ନିପଥ’କୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଲା ବାୟୁସେନା; ଅଗ୍ନିବୀର ପାଇବେ ଏହି ସବୁ ସୁବିଧା..

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ବାୟୁସେନା ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଦରମା, ଛୁଟି ଓ ୟୁନିଫର୍ମ ବାବଦରେ ସମସ୍ତ ବିସ୍ତୃତ ତଥ୍ୟ ଦେଇଥିବା ଦେଖିବାକୁ ମିଳିଛି ।  ବାୟୁସେନାର ସୂଚନା ମୁତାବକ…
Read More...