www.samajalive.in
Friday, December 12, 2025
15.1 C
Bhubaneswar

ବାଲେଶ୍ଵରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲେଶ୍ୱର: ବାଲେଶ୍ଵରରେ  ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସକାଳୁ ସକାଳୁ ଲୋକମାନେ ଯୋଗ କାରିବାକୁ ବାଲେଶ୍ଵର ଆଇ.ଟି.ଆଇ ପଡିଆରେ ଭିଡ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ଯୋଗ ଦିବସରେ ସାମିଲ ହୋଇଥିଲେ । ବିଶେଷ କରି ବାଲେଶ୍ଵର ସାଂସଦ  ତଥା ପୂର୍ବତନ କେନ୍ଦ୍ର  ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  ବାଲେଶ୍ଵର ସଦର ବିଧାୟକ ସ୍ୱରୁପ ଦାସ, ବାଲେଶ୍ଵର ମୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏହି ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସରେ ଭାଗ ନେଇଥିଲେ । ତେବେ ଯୋଗ ପ୍ରାଣାୟମକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଜୀବନ ରୂପାନ୍ତରିତ ହେବା ସହ ଶାରୀରିକ ଓ ମାନସିକ ରୋଗରେ ପୂର୍ଣ୍ଣ ଆରୋଗ୍ୟତା ମିଳିଥାଏ  ବୋଲି ଯୋଗ ଦିବସରେ ସାମିଲ ହୋଇଥିବା ଅତିଥି ମାନେ କହିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories