ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ, ଇଭିଏମରେ ବିଜେପି ଲେଖାଥିବା ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ସହ ଅନ୍ୟ ୫ବିରୋଧୀ ଦଳ ନେତା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଇଭିଏମରେ ବିଜେପି ନିର୍ବାଚନ ଚିହ୍ନ ପଦ୍ମ ଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ କରିଛନ୍ତି। ଏହା ନିୟମର ଉଲଙ୍ଘନ ସହ…
Read More...

ତତଲା କଡ଼େଇରେ ଟିଟିଲାଗଡ଼

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ତାତିର ପ୍ରକୋପ ଏଭଳି ବୃଦ୍ଧି ହୋଇଛି ଯେ ସାଧାରଣ ଲୋକଙ୍କ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ସରକାରୀ ସ୍ତରରେ ଏଠାରେ ତାପମାତ୍ରା ନିରୂପଣ କରାଯାଉଥିବା…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ଗ୍ରହଣ କରାଯିବ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି କିଛି ବିଶେଷ ସୂଚନା…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଅଧୀନ ଜାମୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାମୁନା ଗ୍ରାମର ରାମଚନ୍ଦ୍ର ସାସମଲ(୫୫)ଙ୍କୁ ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ…
Read More...

ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ପୁରୁଷ ଏକଦିବସୀୟରେ ମହିଳା ଅମ୍ପିୟାର

ସିଡ୍‌ନୀ .-ଅନ୍ତର୍ଜାତୀୟ ପୁରୁଷ ଏକଦିବସୀୟ କ୍ରିକେଟ ମ୍ୟାଚରେ ପ୍ରଥମ ଥର ପାଇଁ ଜଣେ ମହିଳା ଅମ୍ପିୟାରିଂ କରିବେ । ଅଷ୍ଟ୍ରେଲିଆର ୩୧ ବର୍ଷୀୟା  କ୍ଲାରି ପୋଲୋସାକ୍‌ ପ୍ରଥମ ମହିଳା ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।…
Read More...

୮ଟି ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୂଚନା ଅନୁସାରେ ଅପରାହ୍ନରେ ରାଜ୍ୟର ୯ଟି ଜିଲାରେ କାଳବେଶାଖୀ ଜନିତ ଝଡପବନ ସହ ବର୍ଷା ଓ ବଜ୍ରପାତର ଆଶଂକା ରହିଛି। ମାଲକାନଗିରି, କୋରାପୁଟ,…
Read More...

ମୋରଡାରେ ନବୀନଙ୍କ ଉପରେ ବର୍ଷିଲେ ଶାହା

ମୋରଡା : ମୟୁରଭଞ୍ଜ ଜିଲା ମୋରଡା ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଛନ୍ତି। ଶାହା ସମାବେଶରେ ଉପସ୍ଥିତ ଜନତାଙ୍କୁ ଉଦଭୋଦନ ଦେଇ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କୁ ଉପାଡି ଫୋଫାଡି…
Read More...

ମହାରଥୀଙ୍କୁ ଜାମିନ ମିଳିଲା, ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ

ଭୁବନେଶ୍ୱର .- ଫ୍ଲାଇଂ ସ୍କାଡକୁ ଆକ୍ରମଣ ଘଟଣାରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି ।  ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ ଭୁବନେଶ୍ୱରର  ସ୍ୱତନ୍ତ୍ର ଅଦାଲତରୁ ତାଙ୍କୁ  ଜାମିନ…
Read More...

ବିଜେପିର ମହାଦେବ ସରକାରଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ  କଟକଣା ଲଗାଇଲେ ନିର୍ବାଚନ ଆୟୋଗ

କୋଲକତା .- ପଶ୍ଚିମବଙ୍ଗର ବିଜେପି ନେତା ମହାଦେବ ସରକାରଙ୍କ ନିର୍ବାଚନୀ ପ୍ରଚାର ଉପରେ  ନିର୍ବାଚନ ଆୟୋଗ ୪୮ ଘଣ୍ଟା ପାଇଁ କଟକଣା ଲଗାଇଛନ୍ତି । ମହାଦେବ ସରକାର ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।…
Read More...

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ନିଜର ଜବାବ ରଖିଛି। ଏହାର ଉତ୍ତରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ, ରାଜ୍ୟରେ ୯ ଲକ୍ଷ ଯୁବକ…
Read More...

ଦହି ଆଳୁ ବ୍ରେଡ୍‌

ଆବଶ୍ୟକ ସାମଗ୍ରୀ : ପାଉଁରୁଟି – ୮ରୁ ୧୦ ସିଝା ଆଳୁ – ୨୫୦ଗ୍ରାମ କିସମିସ୍  (କଟା) – ୧୦ରୁ ୧୫ଟି ବସା ଦହି – ୨କପ ତେନ୍ତୁଳି ଚଟଣି – ୧କପ ସେଉ ଗାଣ୍ଠିଆ ଚାଟ ମସଲା ଜିରା ଗୁଣ୍ଡ ଲୁଣ…
Read More...

ମୋଦୀ ଓ ପରିବର୍ତ୍ତନ ନାଁ ଶୁଣିଲେ ନବୀନ ବିରକ୍ତ ହୋଇଯାଉଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାବାସୀ ଆପଣଙ୍କୁ ୧୯ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ, ରାଜ୍ୟରେ ଯେପରି ବିକାଶ ହେବା କଥା ସେଭଳି ବିକାଶ ହୋଇନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର, କୁପୋଷଣ ଭଳି ସମସ୍ୟା ରହିଛି। ୧୯ବର୍ଷ…
Read More...

କ’ଣ ଆପଣ ବି ଚକୋଲେଟ ଉପରେ ଧଳା ଦାଗ ଦେଖି ତାକୁ ପୁରୁଣା ଭାବୁଛନ୍ତି କି ?

ଚକୋଲେଟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଅଧିକତଃ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇ ଥାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ବାରା…
Read More...

କଂଗ୍ରେସ ୫୦ଟି ଆସନ ବି ଜିତିପାରିବ ନାହିଁ : ମୋଦୀ

ମୁମ୍ବଇ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ଟି ଆସନ ଜିତିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁମ୍ବଇରେ ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏକ…
Read More...

ମହଙ୍ଗା ଆଳୁ

ଆଳୁ ପିଆଜ ସହିତ ନିର୍ବାଚନର କି ସମ୍ପର୍କ? ଅନୁଭୂତି ଓ ଇତିହାସ କହୁଛି ଖାଉଟିଙ୍କ ଦ୍ବାରା ବିଶେଷ ଭାବେ ବ୍ୟବହୃତ ଏ ଦୁଇଟି ଖାଦ୍ୟ ସାମଗ୍ରୀ ଏକାଧିକବାର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି। ଏଥର ଇତିହାସର…
Read More...

ପୁଟିନ୍‌- କିମ୍‌ ଭେଟ

କୋରିଆ ସଂକଟ ଜଟିଳ ନ’ହେଉ ଭ୍ଲାଡିଭଷ୍ଟକଠାରେ ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଶିଖର ବୈଠକ ବିଭିନ୍ନ ଦୃଷ୍ଟିରୁ…
Read More...

ଆଲେକଜାଣ୍ଡାରଙ୍କ ଭାରତ ଦର୍ଶନ

ରାମନାଥ ପାଣିଗ୍ରାହୀ ଆଲେକ୍‌ଜାଣ୍ଡାରଙ୍କ ଭାରତ ଅଭିଯାନ ସମୟରେ ତାଙ୍କ ସହିତ ଓ ତାଙ୍କ ପଛରେ ଯେଉଁ ଗ୍ରୀକ୍‌ ଐତିହାସିକ ଓ ଅନୁଗାମୀମାନେ ଭାରତ ଆସିଥିଲେ ସେମାନେ ନାନା ଚିତ୍ତାକର୍ଷକ କାହାଣୀ ପୁଙ୍ଖାନୁପୁଙ୍ଖ ଭାବେ…
Read More...

ଶତାବ୍ଦୀ ପୂର୍ବର ବିଭୀଷିକା: ଆଜି କ୍ଷମାପ୍ରାର୍ଥନାର ମୂଲ୍ୟ କେତେ?

ମନୋଜ ଦାସଙ୍କ ସହ ପ୍ର​‌େ​‌ଶ୍ନାତ୍ତର ପ୍ରଶ୍ନ :ଜଣେ ଇଂରେଜ ସେନାଧ୍ୟକ୍ଷ ଦ୍ୱାରା ସଂଘଟିତ ଜାଲିଆଁୱାଲାବାଗ୍ ହତ୍ୟାକାଣ୍ଡ (୧୩ ଏପ୍ରିଲ୍ ୨୦୧୯)ର ଶତବାର୍ଷିକୀ ଅବସରରେ ସେ ନାରକୀୟ କାଣ୍ଡ ସକାଶେ ବ୍ରିଟିଶ୍ ସରକାର…
Read More...

ଯେକୌଣସି ମାଙ୍ଗଳିକ କାର୍ଯ୍ୟର କାରକ ଏହି ଗ୍ରହ

ଯେକୌଣସି ଶୁଭ କାର୍ଯ୍ୟର ସମ୍ବନ୍ଧ ମଙ୍ଗଳ ଗ୍ରହଙ୍କ ସହ ରହିଛି। ଏହାସହ ଅନେକ ଗ୍ରହର ସମ୍ବନ୍ଧ ମଧ୍ୟ ରହିଛି। ବୃହସ୍ପତିଙ୍କ ଦ୍ବାରା ମଧ୍ୟ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। କିନ୍ତୁ ଶନି, ରାହୁ ଓ କେତୁ ଶୁଭ…
Read More...

ମଧୁମେହ ରୋଗୀଙ୍କ ପାଇଁ କୌଣସି ମହୌଷଧୀ ଠାରୁ କମ୍‌ ନୁହେଁ ଧନିଆ

ମଧୁମେହ ରୋଗୀମାନେ ସର୍ବଦା ନିଜ ଖାଦ୍ୟ ଓ ପାନୀୟ ପ୍ରତି ସଚେତନ ରହିବା ଆବଶ୍ୟକ। ସେମା​‌ନେ ସୁସ୍ଥ ପରିବେଶରେ ରହିବା ସହ ନିଜର ଠିକ ଭାବେ ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ଧନିଆ କୌଣସି…
Read More...

ମୋଦୀଙ୍କ ନିର୍ବାଚନ ସଭାରେ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ

ମୁମ୍ବଇ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀଙ୍କୁ ମୋଦୀଙ୍କ ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ଆୟୋଜିତ ଏହି ସଭାରେ…
Read More...

ଖରା ଦିନେ ଏହି ଉପାୟରେ ନିଅନ୍ତୁ ମୁହଁର ଯତ୍ନ

ଖରା ଦିନେ ମୁହଁ ଅନେକ ସମ୍ବେଦନଶୀଳ ଓ କୋମଳ ହୋଇଯାଏ। ଏହି ଦିନେ ମୁହଁର ସଠିକ ଭାବେ ଯତ୍ନ ନ ନେବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଏହି ଦିନରେ ସନବର୍ଣ୍ଣ, ଟେନିଙ୍ଗ୍‌, ଡିହାଇଡ୍ରେଶନ ଇତ୍ୟାଦି…
Read More...

ଭାରତରେ ଆତଙ୍କାବାଦୀ ଆକ୍ରମଣ ସୂଚନା ଗୁଜବ ; ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ : ଦେଶର ସମୁଦ୍ର ତଟବର୍ତ୍ତୀ ୮ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଟ୍ରକ ଚାଳକ ସୁନ୍ଦର…
Read More...

ରାଶି ଅନୁଯାୟୀ ଜାଣନ୍ତୁ କେଉଁ ଅକ୍ଷର ଆପଣଙ୍କ ପାଇଁ ଶୁଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଅକ୍ଷରର ସମ୍ବନ୍ଧ ଯେକୌଣସି ରାଶି ସହ ହୋଇଥାଏ। ପ୍ରତ୍ୟେକ ଅକ୍ଷରର ଅର୍ଥ ମଧ୍ୟ ଅଲଗା ହୋଇଥାଏ। ରାଶି ସହିତ ଅକ୍ଷରର ସମ୍ବନ୍ଧ ଥିବାରୁ ଆମ ଜୀବନରେ ଆମ ନାମର ପ୍ରଭାବ ଅଧିକା…
Read More...

ଯୋଗ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଆମେ ଯୋଗ କରିଥାଉ । ଯୋଗ ଶଦ୍ଦଟି ସଂସ୍କୃତ ଶଦ୍ଦ ‘ଯୁଜି’ରୁ ଆସିଛି । ଯୋଗ କରିବା ଦ୍ୱାରା ମନ ଓ ଦେହ ସୁସ୍ଥ ରହିଥାଏ । ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।…
Read More...

ଗଛରେ ପିଟି ହେଲା କାର, ଜଣେ ମୃତ

ରାୟଗଡା : ଗଛରେ କାର ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ଗୁଣୁପୁର ସ୍ଥିତ ଗୁମୁଡା ଛକ ନିକଟରେ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଠିକାଦାର ଅଟନ୍ତି।…
Read More...

ଜାଣନ୍ତୁ, ଲୁହା ଧାତୁ ସହ କ’ଣ ରହିଛି ଶନିଦେବଙ୍କ ସମ୍ବନ୍ଧ

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶନିଙ୍କୁ ଲୁହାର ଧାତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ମହାଦଶା ରହିଥାଏ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଶନିଙ୍କ କୋପର…
Read More...

ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଆକ୍ରମଣ ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକର କଚୁଆପଡା ଗ୍ରାମରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ କରାଯାଇଛି। ଦୁଇ ଭାଇଙ୍କୁ ସେମାନଙ୍କ ପଡୋଶୀ କୋଦାଳରେ ଆକ୍ରମଣ…
Read More...

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ପ୍ରସଙ୍ଗ ; ଜିଲା ଜଜ୍‌ଙ୍କ ଅଦାଲତରୁ ଜାମିନ ପାଇଲେ ୫ଅଭିଯୁକ୍ତ

ସୁନ୍ଦରଗଡ଼ : ଗତ ୧୭ ତାରିଖ ଦିନ ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପାଲିରେ କେତେକ ବିଜେପି ସମର୍ଥକ କୁହାଯାଉଥିବା ଯୁବକ ଗଣମାଧ୍ୟମ ପ୍ରତିନିଧି ସୁଧାକର ପା​‌େ​‌ଣ୍ଡ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରି ଆହତ କରିଥିଲେ ।…
Read More...

ନିର୍ବାଚନ ସଭାକୁ ଆସି ବାଇକ ଦୁର୍ଘଟଣାରେ ଦୁଇ ମୃତ

ଏରସମା : ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ତରଫରୁ ଏରସମା ବ୍ଲକର ଗୋଡାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିରାଟ ଜନସମାବେଶରେ ପ୍ରଚାର କରିଛନ୍ତି। ଅପରପକ୍ଷରେ ପୂର୍ବାହ୍ନରେ କେନ୍ଦ୍ର…
Read More...

ଇଭିଏମ ଭାଙ୍ଗିବା ଘଟଣାରେ ମୁହଁ ଖୋଲିଲେ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ

ସତ୍ୟବାଦୀ : ଇଭିଏମ ଭାଙ୍ଗିବା ଅଭିଯୋଗ ଥିବା ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଶୁକ୍ରବାର ମୁହଁ ଖୋଲିଛନ୍ତି। ଏକ ଭିଡିଓ ଜରିଆରେ ଓମ ପ୍ରକାଶ କହିଛନ୍ତି, ୭ଟି ବୁଥରେ ବୁଥ ରିଗିଂ ଏବଂ ବୋଗସ ଭୋଟିଂ…
Read More...

୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହର

ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରାହିଛି। ଶୁକ୍ରବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି। ତତଲା ସହର ମାନ୍ୟତା ପାଇ ଟିଟଲାଗଡରେ ସର୍ବୋଚ୍ଚ…
Read More...

ସନି ଦେଓଲ ଚଳଚ୍ଚିତ୍ରରେ ସୈନ୍ୟ, କିନ୍ତୁ ମୁଁ ପୂର୍ବତନ ସୈନିକ : କ୍ୟାପଟେନ ଅର୍ମ୍ରେନ୍ଦ୍ର ସିଂହ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅର୍ମ୍ରେନ୍ଦ୍ର ସିଂହ ଅଭିନେତା ତଥା ବିଜେପି ନେତା ସନି ଦେଓଲଙ୍କୁ କଡା ସମାଲୋଚନା କରିଛନ୍ତି। ଗୁରୁଦାସପୁର ଲୋକସଭା ପ୍ରାର୍ଥୀ ସୁନୀଲ ଜାଖଡଙ୍କ ନାମାଙ୍କନ ଦାଖଲ କରିବା…
Read More...

ବାରଣାସୀରୁ ନ ଲଢିବା ପ୍ରିୟଙ୍କାଙ୍କ ନିଷ୍ପତ୍ତି ଥିଲା : ସାମ ପିଟ୍ରୋଡା

ନୂଆଦିଲ୍ଲୀ : ବାରଣାସୀ ଲୋକସଭା ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ଏହି ଆସନରୁ କାହିଁକି ପ୍ରିୟଙ୍କା ଲଢିନାହାନ୍ତି ତାକୁ ନେଇ କଂଗ୍ରେସ ସ୍ପଷ୍ଟିକରଣ ଦେଇଛି।…
Read More...

ଟ୍ରକ ଓଲଟି ୩ମୃତ, ୪ ଆହତ

ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ଗୋନାସିକା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ସୂଚନା ଅନୁସାରେ ଗୋନାସିକା ଜନ୍ତାରୀ ଘାଟିରେ ଏକ ଟ୍ରକ ଓଲଟି ୩ ମୃତ ଓ ୪ ଜଣ ଆହତ ହୋଇଛନ୍ତି। ଟ୍ରକଟି ନଳକୂପ ସଂରଜାମ…
Read More...

ଗରିବଙ୍କ ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ : ରାହୁଲ ଗାନ୍ଧୀ

ରେମୁଣା : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱର ରେମୁଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି। ରାହୁଲ ଭାଷଣର ପ୍ରଥମରୁ କେନ୍ଦ୍ର ସରକାରଙ୍କ ଉପରେ…
Read More...

ଉପସ୍ଥିତ ବୁଦ୍ଧି ଦ୍ବାରା ବଡ ବଡ ସମସ୍ୟାର ସମାଧାନ ସଫଳ

ଥରେ ଜଣେ ରାଜା ଏକ ସୁନ୍ଦର ମହଲ ତିଆରି କଲେ। ଏହାସହ ମହଲର ମୁଖ୍ୟ ଦ୍ବାରରେ ଏକ ସୂତ୍ର ଲେଖିଲେ। ତାପରେ ରାଜା ନିଜ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁ ବ୍ୟକ୍ତି ଏହି ସୂତ୍ରର ସମାଧାନ କରିବ ତା ପାଇଁ ମୁଖ୍ୟ ଦ୍ବାରଟି…
Read More...

ରୋଷେଇ ସମ୍ବନ୍ଧୀୟ କିଛି ଟିପ୍ସ

ଚକୁଳି ପିଠା ବା ଦୋସା ପ୍ରସ୍ତୁତ କରିବା ପାଇଁ ରଖିଥିବା ଆଣ ବା ପିଠଉ ଖଟା, ଆମ୍ବିଳା ହୋଇ ଯାଇଥିଲେ ସେଥିରେ ନଡିଆକୁ ପେଷି ପକାଇ ଦିଅନ୍ତୁ। ତାହା ଆଉ ଖଟା ଲାଗିବ ନାହିଁ। ଲଙ୍କା ରଖୁଥିବା ଡବାରେ ହେଙ୍ଗୁ ପକାଇ…
Read More...

ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ

ସକାଳର ଜଳଖିଆ​‌ରେ ଅଣ୍ଡା ଖାଇବା ଶରୀର ପାଇଁ ଅନେକ ଲାଭଦାୟକ ଅଟେ। ଅଣ୍ଡାରୁ ଅନେକ ପ୍ରକାରର ଖାଦ୍ୟ ଦ୍ରବ୍ୟ ଯଥା ଅଣ୍ଡା ଭୁଜିଆ, ଅମଲେଟ୍‌, ତରକାରୀ ଇତ୍ୟାଦି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଅଣ୍ଡା ଜାତୀୟ ଖାଦ୍ୟ ସାମଗ୍ରୀ…
Read More...

ଜାଣନ୍ତୁ, ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ସମ୍ବନ୍ଧରେ

ହିନ୍ଦୁ ଶାସ୍ତ୍ରରେ ବୈଶାଖ ମାସର ଅନେକ ମହତ୍ତ୍ବ ରହିଛି। ଏହି ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ହିନ୍ଦୁ ମାନ୍ୟତା ଅନୁଯାୟୀ, ଏହି ତିଥି ଅନେକ ଶୁଭପ୍ରଦ ଅଟେ। ଅକ୍ଷୟ ତୃତୀୟା ଏକ ଏପରି ତିଥି…
Read More...

ଚା’ ସହ ଏସବୁ ଖାଉଛନ୍ତି କି ? ହୋଇପାରେ ପ୍ରାଣଘାତୀ

ଏକ କପ୍‌ ଚା’ରୁ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ। କିଛି ବ୍ୟକ୍ତି ଚା’ ସହ କିଛି ସ୍ନାକ୍ସ ତ କିଛି ଡ୍ରାଏ ଫ୍ରୁଟ୍ସ ଖାଇଥାଆନ୍ତି। ଚା’ ପିଇବା ଦ୍ବାରା ଶରୀରରେ ଫୂର୍ତ୍ତି ଅନୁଭବ ହୋଇଥାଏ। କିନ୍ତୁ କିଛି ଏପରି ଖାଦ୍ୟ…
Read More...

ଗୁଳି କରି ବ୍ୟବସାୟୀଙ୍କ ଠାରୁ ୧୫ହଜାର ଟଙ୍କା ଲୁଟ୍‌

କେନ୍ଦୁଝର : କେନ୍ଦୁଝରର ରେଲୱେ ଓଭରବ୍ରିଜ ତଳେ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିବାର ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ନଗଦ ୧୫ହଜାର ଟଙ୍କା ଓ ମୋବାଇଲ ଲୁଟ୍ କରିଛନ୍ତି। ଆହତ ବ୍ୟବସାୟୀ…
Read More...

ମଟନ ବେଲିରାମ

ଆବଶ୍ୟକ ସାମଗ୍ରୀ : ମଟନ- ୫୦୦ଗ୍ରାମ ପିଆଜ- ୧କପ ଧନିଆ- ୨ଚାମଚ ଦହି-୨କପ ରସୁଣ- ୨ଚାମଚ(କଟା ହୋଇଥିବା) ଅଦା- ୧ଚାମଚ(କଟା ହୋଇଥିବା) ଲଙ୍କା ଗୁଣ୍ଡ- ୧ଚାମଚ ଗରମ ମସଲା- ୧ଚାମଚ ଲବଙ୍ଗ-…
Read More...

ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି କରେ ଚୁଡି

ପ୍ରାଚୀନ କାଳରୁ ହିଁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି। ଚୁଡି ସୌନ୍ଦର୍ଯ୍ୟ ବଢାଇବା ସହ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ ରଖିଥାଏ। ଗ୍ରହମାନଙ୍କର…
Read More...

ଅପହୃତ ହୋଇଥିବା ଠିକାଦାର ଓ ତାଙ୍କ ସହଯୋଗୀ ଉଦ୍ଧାର

ଆସିକା : ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଗୁରୁବାର ଜଣେ ଠିକାଦାର ଓ ତାଙ୍କ ଜଣେ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାର କରିଛି। ଉଭୟ ହେଲେ…
Read More...

ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ପ୍ରଚାର କରିବେ ନାହିଁ ଏହି ମୁସଲିମ ନେତା

ଭୋପାଳ : ମଧ୍ୟପ୍ରଦେଶର ବିଜେପି ନେତ୍ରୀ ଫତିମା ରସୁଲ ସିଦ୍ଧିକି ଭୋପାଳ ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ପାଇଁ ମନା କରିଦେଇଛନ୍ତି। ସାମ୍ପ୍ରଦାୟିକ ଓ ବିବାଦୀୟ ବୟାନ ପାଇଁ…
Read More...

ରୋଡ ଶୋ’ ପରେ ମୋଦୀଙ୍କ ଗଙ୍ଗା ଆଳତୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ବିଶାଳ ରୋଡ ଶୋ କରିବା ପରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆଳତୀ କରିଛନ୍ତି। ଏହି ଆଳତୀ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା,…
Read More...

ପୁଣି ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜାକିର ନାଏକ

ନୂଆଦିଲ୍ଲୀ : ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର ନାଏକ ପୁଣି ଥରେ ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାକିରଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ପାଇଁ ଭାରତ ସରକାର ଇଣ୍ଟରପୋଲ ଉପରେ ଚାପ…
Read More...

ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ .- ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛିଡା ହୋଇଥିବା ଏକର ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା ।  ବୁଧିବାର ବିଳମ୍ବିତ ରାତିରେ ଏହାର ବିଦ୍ୟୁତ ଯୋଗାଣ ୟୁନିଟରେ ନିଆଁ…
Read More...

ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମପ୍ରକାଶଙ୍କୁ ଖୋଜୁଛି ପୁଲିସ

କଣାସ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସର ଏକ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ସେ ଆତ୍ମସର୍ମପଣ ନ କଲେ ତାଙ୍କୁ ପଳାତକ…
Read More...

ଶ୍ରୀଲଙ୍କା ବିସ୍ଫୋରଣରେ  ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କଲୋମ୍ବୋ- ଶ୍ରୀଲଙ୍କାରେ ଇଷ୍ଟର ସନଡେ ଅବସରରେ ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୋଟ୍‌ ମୃତ୍ୟୁ ସଂଖ୍ୟ ୩୫୯ରେ ପହଞ୍ଚିଛି ।  ଏଥିରେ ଅନେକ ବିଦେଶୀ ନାଗରିକ ରହିଛନ୍ତି । ବିସ୍ଫୋରଣରେ ଅନେକ ଭାରତୀୟଙ୍କର ମୃତ୍ୟୁ…
Read More...

ଚଣ୍ଡୀଗଡରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କିରଣ ଖେର

ଚଣ୍ଡୀଗଡ.- ଲୋକପ୍ରିୟ ଟିଭି ତଥା ଚଳଚ୍ଚିତ୍ର କଳାକାର କିରଣ ଖେର ଚଣ୍ଡୀଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଚଳଚ୍ଚିତ୍ର ଅଭିନେତା…
Read More...

ବାରଣାସୀରେ ପିଏମ ମୋଦୀଙ୍କ ମେଗା ରୋଡ ଶୋ’

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାରଣାସୀରେ ମେଗା ରୋଡ ଶୋ’ ଆରମ୍ଭ ହୋଇଯାଇଛି। ଏହି ରୋଡ ଶୋ’ ସରିବା ପରେ ମୋଦୀ ଗଙ୍ଗା ଆଳତି କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ବାବା କାଳ ଭୈରବଙ୍କ ଦର୍ଶନ…
Read More...

ଗୁଣମାନର ଉତ୍କର୍ଷ

ଧର୍ମାନନ୍ଦ ଷଡ଼ଙ୍ଗୀ କୌଣସି ବସ୍ତୁ କ୍ରୟ କରିବା ସମୟରେ କିମ୍ବା କୌଣସି ସେବାଲାଭ କରିବା ସମୟରେ ଆମେ ସାଧାରଣତଃ ଉକ୍ତ ବସ୍ତୁ ବା ସେବାର ଉଚ୍ଚ ଗୁଣ ଓ ମାନ ଆଶା କରିଥାଉ, ଯଦିଚ ଗୁଣ ଓ ମାନ ବିଷୟରେ ସାଧାରଣତଃ ଆମର…
Read More...

ବିଲକିସ ବାନୁଙ୍କୁ ନ୍ୟାୟ

ବିଲକିସ୍‌ ବାନୁ ୨୦୦୨ ଗୁଜରାଟ ଦଙ୍ଗାର ଜଣେ ବହୁଚର୍ଚ୍ଚିତ ପୀଡ଼ିତା। ତାଙ୍କ ଯାତନା ଓ ଦୁଃଖର କାହାଣୀ ମାନବିକତା ଓ ଦେଶର ସାମୂହିକ ବିବେକକୁ ଥରାଇ ଦେଇଥିଲା। ଦଙ୍ଗା‌େଗାଳକାରୀ ତାଙ୍କୁ ୨୨ଥର ବଳାତ୍କାର କରିବାସହ…
Read More...

ନିମ୍ନଗାମୀ ଭୋଟହାର

ଭୋଟରଙ୍କ ଉତ୍ସାହ ଓ ସହଯୋଗ ନିର୍ବାଚନରେ ଭୋଟହାର ବଢ଼ାଇବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ନିର୍ବାଚନ ଆୟୋଗ ଭୋଟଦାନକୁ ଉତ୍ସାହିତ କରୁଛନ୍ତି ଏବଂ ଜଣେ ଭୋଟର ପାଇଁ ମଧ୍ୟ ଅଗମ୍ୟ ଇଲାକାରେ ବୁଥ୍‌…
Read More...

ଗୁଣମାନର ଉତ୍କର୍ଷ

ଧର୍ମାନନ୍ଦ ଷଡ଼ଙ୍ଗୀ କୌଣସି ବସ୍ତୁ କ୍ରୟ କରିବା ସମୟରେ କିମ୍ବା କୌଣସି ସେବାଲାଭ କରିବା ସମୟରେ ଆମେ ସାଧାରଣତଃ ଉକ୍ତ ବସ୍ତୁ ବା ସେବାର ଉଚ୍ଚ ଗୁଣ ଓ ମାନ ଆଶା କରିଥାଉ, ଯଦିଚ ଗୁଣ ଓ ମାନ ବିଷୟରେ ସାଧାରଣତଃ ଆମର…
Read More...

ଘାସମରା ବିଷ ବଳୟରେ ବିଶ୍ୱ

ନଟବର ଷଡ଼ଙ୍ଗୀ ସୁଦୂର ଆମେରିକାର ସାନ୍‍ଫ୍ରାନ୍‍ସିସ୍‍କୋ ଅଦାଲତରେ ହୋଇଥିବା ଦୁଇଟି ମାମଲାର ଫଇସଲା ଓ ରାୟ ଯେ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱକୁ ଯେ ପ୍ରଭାବିତ କରିବ ତାହା ସେ ସମୟରେ ବୋଧହୁଏ କେହି କଳ୍ପନା…
Read More...

ସୋରିଷ ତେଲ ଅସଲି କି ନକଲି ଜାଣିବାର ଘରୋଇ ଉପାୟ

ପର୍ବପର୍ବାଣୀ ସମୟରେ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିବା ବେଳେ ତେଲର ଚାହିଦା ଅଧିକ ବଢିଯାଇଥାଏ। ରିଫାଇନ, ଅଲିଭ ଓ ସୋରିଷ ତେଲର ବ୍ୟବହାର ଆମେ ଦୈନନ୍ଦିନ ଜୀବନରେ କରିଥାଉ। ତେବେ ସେହି ତେଲ ଅସଲି କି ନକଲି ଜାଣି ତାହାର…
Read More...

ପରୋପକାରରେ ହିଁ ଲୁଚି ରହିଛି ପ୍ରକୃତ ଖୁସୀ

ପୁରୁଣା ଲୋକ କଥା ଅନୁଯାୟୀ, କୌଣସି ରାଜ୍ୟରେ ଜଣେ ରାଜକୁମାରୀ ଥିଲେ। ତାଙ୍କ ପାଖରେ ସୁଖ, ସୁବିଧା ଓ କୌଣସି ଦ୍ରବ୍ୟର କିଛି ଅଭାବ ନ ଥିଲା। ଦାସୀମାନେ ସର୍ବଦା ତାଙ୍କ ସେବାରେ ଲାଗି ରହୁଥିଲେ। କିନ୍ତୁ ରାଜକୁମାରୀ…
Read More...

ମହୁ ଖାଇବା ପସନ୍ଦ କି ? ତେବେ ଧ୍ୟାନ ଦିଅନ୍ତୁ

ମହୁରେ ଅନେକ ଲାଭଦାୟକ ଗୁଣ ରହିଛି। ଏହାର ସେବନ ଦ୍ବାରା ଶରୀରରେ ସତେଜ ଅନୁଭବ ହୋଇଥାଏ। କିନ୍ତୁ ମହୁର ବ୍ୟବହାର ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। କାରଣ କିଛି ଭୁଲ ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ…
Read More...

ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ, ପାଣି ଘେରରେ ଶହ ଶହ ଏକର ଜମି

କଳାହାଣ୍ଡି : ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପଣ୍ଡି ଗ୍ରାମରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗ୍ରାମର ଶହ ଶହ ଏକର ଜମି ପାଣି ଘେରରେ ଥିବା ଯୋଗୁଁ ଚାଷୀମାନେ ଅନେକ…
Read More...

ଉତ୍ତମ ଆଚରଣ ଥିବା ବ୍ୟକ୍ତି ସବୁଠି ପୂଜା ପାଇ ଥାଆନ୍ତି

ଭଗବାନ ଶ୍ରୀରାମ ୧୪ବର୍ଷ ବନବାସ ଯାଇ ଚିତ୍ରକୂଟ ପର୍ବତରେ ବାସ କରିଥିଲେ। ​‌ଥରେ ଭଗବାନ ରାମ ଓ ମାତା ସୀତା ତାଙ୍କ କୁଡିଆ ବାହାରେ ବସିଥିଲେ। ଲକ୍ଷ୍ମଣ ତାଙ୍କ ପାଦ ନିକଟରେ ବସିଥିଲେ। ସେତେବେଳେ ଶ୍ରୀରାମ ଲକ୍ଷ୍ମଣଙ୍କୁ…
Read More...

୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ବର : ଗତ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୯ଟି ବୁଥରେ ବିଭିନ୍ନ କାରଣରୁ ଠିକ୍‌ ଭାବେ ମତଦାନ ହୋଇ ପାରି ନ ଥିଲା। ସେହି ୯ଟି ବୁଥ୍‌ରେ ଗୁରୁବାର ଦିନ ସାନି ମତଦାନ ଚାଲିଛି।…
Read More...

ଫେଙ୍ଗସୁଇ ହାତୀ ସୌଭାଗ୍ୟର ପ୍ରତୀକ ଅଟେ

ହାତୀ ଜଙ୍ଗଲର ରାଜା ନୁହେଁ, କିନ୍ତୁ ତାର ମହତ୍ତ୍ବ ଅନ୍ୟ ପଶୁମାନଙ୍କ ଠାରୁ ଅଧିକ ଅଟେ। ପୁରାତନ ଯୁଗରେ ହାତୀ ପିଠିରେ ବସି ରାଜାମାନେ ସବାରୀ କରୁଥିଲେ। ହାତୀ ପିଠିରେ ସବାରୀ କରିବା ଦ୍ବାରା ଉଚ୍ଚ ପଦ ଓ ପ୍ରତିଷ୍ଠା…
Read More...

ରାତିରେ ଉପାସରେ ଶୋଉଛନ୍ତି କି ? ପଡିପାରେ ସ୍ବାସ୍ଥ୍ୟ ଉପରେ ଏହି ପ୍ରଭାବ

ଆଧୁନିକ ଜୀବନଶୈଳୀରେ ବ୍ୟକ୍ତିମାନେ ନିଜ କାମ ବ୍ୟତୀତ ଅନ୍ୟ କୌଣସି ଦିଗ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। କାମର ବୋଝ ଓ ଥକାପଣ ଯୋଗୁଁ ଅଧିକତଃ ବ୍ୟକ୍ତି ରାତିରେ ଭୋଜନ ନ କରି ଶୋଇ ପଡନ୍ତି। କିଛି ବ୍ୟକ୍ତି ମୋଟାପଣ ଯୋଗୁଁ…
Read More...

ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ସ୍ଥିତ ସିକରପାଇ ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ସିକରପାଇ ଗ୍ରାମର କିରଣ ଓଡ଼ାକା(୧୬)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର…
Read More...

ବସକୁ ପଛରୁ ପିଟିଲା ଟ୍ରକ ; ଜଣେ ମୃତ, ୨୦ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ଏକ ସଡକ ଦୁର୍ଘଟଣା ହୋଇଛି। ଏକ ବସକୁ ପଛ ପଟୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ମୃତକ କେନ୍ଦୁଝର ଜିଲା…
Read More...

ଟିକଟକ ଆପ୍‌ ଉପରୁ ନିଷେଧାଦେଶ ହଟାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ .- ମାଡ୍ରାସ ହାଇକୋର୍ଟ ଟିକ୍‌ଟକ୍‌ ଆପ୍‌ ଉପରୁ ନିଷେଧାଦେଶ ହଟାଇ ଦେଇଛନ୍ତି । କିଛି ସର୍ତ୍ତ ସହ ହାଇକୋର୍ଟ ଏହି ନିଷେଧାଦେଶକୁ ହଟାଇଛନ୍ତି । ଏହି ଲୋକପ୍ରିୟ ଆପ୍‌ ଚୀନ୍‌ କମ୍ପାନୀ ବାଇଟ୍‌ଡାଂସର । ମଥୁକୁମାର…
Read More...

ପିଇବା ପାଣିପାଇଁ କଷ୍ଟ, ୬୦ ଫୁଟ୍‌ ଗଭୀର କୂଅ ତଳକୁ ଓହ୍ଲାଇ  ପାଣି ଆଣୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ମୁମ୍ବାଇ ..- ମହାରାଷ୍ଟ୍ରରେ ଏପରି ଅଞ୍ଚଳ ଅଛି ଯେଉଁଠାରେ ପିଇବା ଗ୍ରୀଷ୍ମ ଋତୁ ଆରମ୍ଭରୁ ପିଇବା ପାଣି ମିଳୁ ନାହିଁ । କୂଅ ପୋଖରୀ ସବୁ ଶୁଖି ଗଲାଣି । ମହାରାଷ୍ଟ୍ରର ନାସିକସ୍ଥିତ ବାରୋଦେ ବାଡିରେ ମହିଳାମାନେ ୬୦…
Read More...

ଜାମ୍ମୁ-କାଶ୍ମୀରରେ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ମୃତ ୧୧ ଗୁରୁତର

ଶ୍ରୀନଗର..- ଜମ୍ମୁ-କାଶ୍ମୀରରେ ଏକ  ବସ୍‌  ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି  । ଡୋଡା ଜିଲ୍ଲାର ଥାଥ୍ରୀ ଗଣ୍ଡୋହ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଆହତ…
Read More...

ଏଟିଏମ୍‌ ଭିତରୁ ବାହାରିଲା ବିଷଧର ସାପ, ପରେ ସାପଧରାଳୀ ସାପକୁ ଜଙ୍ଗଲରେ ଛାଡିଲେ

ଚେନ୍ନାଇ .-  ଏକ ଏଟିଏମ୍‌ରେ ଥିବା ବିଦ୍ୟୁତ କ୍ୟାବିନେଟ ଭିତରୁ ବିଷଧର ନାଗ ସାପ ଉଦ୍ଧାର କରାଯାଇଛି । ତାମିଲନାଡୁ କୋଏମ୍ବଟୁରରେ ଥିବା ଆଇଡିବିଆଇ ଏଟିଏମ୍‌ ଭିତରୁ ଏହି ସାପକୁ ଉଦ୍ଧାର କରାଯାଇଛି । ଲୋକମାନେ…
Read More...

ଏପ୍ରିଲ ୨୭କୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ବର : ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଅପ୍ରେଲ ୨୭ତାରିଖକୁ ଘୁଞ୍ଚି ଯାଇଛି। ବୁଧବାର ଦିନ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା। କିନ୍ତୁ କେସ୍‌ ଡାଏରୀ ଓ…
Read More...

ଝୁଲନ୍ତା ଅବସ୍ଥା​‌ରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଙ୍କଡାହାଡ : କଙ୍କଡାହାଡ ବ୍ଲକ ପରଜଙ୍ଗ ଥାନା ପଦାପାଟିଆ ଗ୍ରାମରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାହାଡ ଉପର ଏକ ଗଛରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ…
Read More...

ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖା ନ ଥିଲା, ଏବେ ଭୋଟ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ମୁଖ୍ୟମନ୍ତ୍ରୀ

ବାଲେଶ୍ବର : ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ ମତଦାନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର, ଭୋଗରାଇ ଓ…
Read More...

ମେ’ ୧୯ରେ ହେବ ପାଟକୁରା ନିର୍ବାଚନ

ପାଟକୁରା: କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା ଆସନରେ ନିର୍ବାଚନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପାର ଅବସାନ ଘଟିଛି। ପାଟକୁରା ନିର୍ବାଚନ ପାଇଁ ବୁଧବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
Read More...

ଉଧାର ଟଙ୍କା ନ ଦେବାରୁ ଯୁବକଙ୍କ ତଣ୍ଟି କାଟି ହତ୍ୟା

ବିନିକା : ବିନିକାରେ ଉଧାର ଟଙ୍କା ପାଇଁ ଜଣେ ଯୁବକଙ୍କ ତଣ୍ଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମସମର୍ପଣ କରିଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ବିନିକା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ…
Read More...

ଆଠଗଡରେ ନିର୍ବାଚନୀ ହିଂସା, ୫ ଆହତ

ଆଠଗଡ : ଆଠଗଡର ନୂଆବନ୍ଧ ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ୫ଜଣ ଆହତ ହୋଇଥିବା ଜଣାପଡିଛି। ଏ ନେଇ ଆଠଗଡ ଥାନାରେ ଏତଲା କରାଯାଇଛି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ…
Read More...

ଭୁବନେଶ୍ବରର ହଳଦିପଡିଆ ଓ ଯାଜପୁରର ପାଣିକୋଇଲି ଅଞ୍ଚଳରୁ ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର : ରାଜ୍ୟର ଦୁଇଟି ସ୍ଥାନରୁ ବୁଧବାର ଦିନ ବ୍ରାଉନସୁଗାର ଜବତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାକୁ ଲାଗିଛି। କିଛି ଦିନର ବ୍ୟବଧାନରେ ଭୁବନେଶ୍ବରର ହଳଦିପଡିଆ…
Read More...

ମିଠା ଖାଇ ୧୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲଶ ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗ୍ରାମରେ ମିଠା ଖାଇ ୧୦ରୁ ଉର୍ଦ୍ଧ୍ବ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଜିଲା ଭୀମ ଭୋଇ ମେଡିକାଲ କଲେଜ ଓ…
Read More...

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ମାଓବାଦୀଙ୍କ ଭଙ୍ଗାରୁଜା, ଲୁଟି ନେଲେ ବନ୍ଧୁକ

ନୟାଗଡ : ନୟାଗଡ ଜିଲା ଦଶପଲ୍ଲା ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୪ଟି ବନ୍ଧୁକ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୭ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ କରିଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ…
Read More...

ଜାଣନ୍ତୁ, କେଉଁ ପାତ୍ରରେ ଖାଇଲେ କି ଲାଭ ମିଳେ ?

ପ୍ରତ୍ୟେକ ମଣିଷ ଚାହିଁଥାଏ ଉତ୍ତମ ସ୍ୱାସ୍ଥ୍ୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ। ସାଧାରଣତଃ ଖାଇବା ବେଳେ ଆମେ ବିଭିନ୍ନ ପାତ୍ରରେ ଖାଇଥାଉ। ଏହାଦ୍ୱାରା ଆମ ଶରୀରର ବିଭିନ୍ନ ପ୍ରକାର…
Read More...

ଗାଜର ଖିରି

ଆବଶ୍ୟକ ସାମଗ୍ରୀ: ଗାଜର- ୨ଟି ଘିଅ- ୨ ଚାମଚ କ୍ଷୀର- ଦେଢ଼ କପ୍‍ କାଜୁ- ୫-୬ଟି କିସମିସ୍‍- ୮-୧୦ଟି ଚିନି- ୧ଚାମଚ ଗୁଜୁରାତି ଗୁଣ୍ଡ- ୧ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜରକୁ ଧୋଇ ଚୋପା ଛଡ଼ାଇ ତାକୁ…
Read More...

ସୋରରେ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୋର  : ସୋରରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସିମୁଳିଆ କହ୍ନେଇବନ୍ଧା ତିରୁଆ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିଳମ୍ବିତ ରାତିରେ…
Read More...

ବେଗୁନିଆରେ ହାତୀଙ୍କ ଉପଦ୍ରବ

ଖୋର୍ଦ୍ଧା : ବେଗୁନିଆ ଗୋଡା ଗ୍ରାମରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀମାନେ ୨ବଖରା ଘର ଭାଙ୍ଗି ଦେଇଛନ୍ତି। ଏହାସହ ଧାନ ଫସଲ ଖାଇ ଦେଇଥିବା ଜଣାପଡିଛି। ହାତୀଙ୍କ ଉପଦ୍ରବକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ…
Read More...

ଭୋଟଦେଲେ କିନ୍ନର

ଭୁବନେଶ୍ୱର : ଗଣତନ୍ତ୍ରର ମହାପର୍ବରେ ସମାଜର ସବୁ ବର୍ଗର ଲୋକମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୭୦ ଜଣ କିନ୍ନର ମତଦାନ କରିଛନ୍ତି।…
Read More...

ଏସିଆନ କୁସ୍ତି ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏସିଆନ କୁସ୍ତି ଚ୍ୟାମ୍ପିୟନସିପ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁରୁଷ ୬୫କେଜି ଫାଇନାଲରେ କଜାଖସ୍ତାନର ସୟାତବେକ…
Read More...

ଭଉଣୀ ପାଇଁ ପ୍ରଚାର କଲେ ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଲୋକପ୍ରିୟ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିଜର ଭଉଣୀ ପ୍ରିୟା ଦତ୍ତ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା କଂଗ୍ରେସରୁ ଟିକେଟ ପାଇ ଉତ୍ତର-ମଧ୍ୟ…
Read More...

ଜେଟ ଏୟାରୱେଜ ଛାଡିଲେ ୪୧୦ଜଣ ପାଇଲଟ

ନୂଆଦିଲ୍ଲୀ : ଜେଟ ଏୟାରୱେଜ ପୁନଃ କାର୍ଯ୍ୟକ୍ଷମକୁ ନେଇ ଅନିଶ୍ଚିନ୍ତତା ଲାଗିରହିଛି। ଏଥିମଧ୍ୟରେ ଜେଟ ଏୟାରୱେଜରୁ ୪୧୦ଜଣ ପାଇଲଟ ଇସ୍ତଫା ଦେଇ ସାରିଲେଣି। ବର୍ତ୍ତମାନ ଜେଟ ଏୟାୱେଜ ପାଖରେ ପାଖାପାଖି ୧,୫୨୭ ପାଇଲଟ…
Read More...

ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୮୩ନମ୍ବର ବୁଥରେ ନିର୍ବାଚନ ବାତିଲ

ସମ୍ବଲପୁର : ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବାତିଲ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୮୩ରେ ଇଭିଏମ ଓ ଭିଭିପାଟର ତ୍ରୁଟିପୂର୍ଣ୍ଣ…
Read More...

୨୫ରେ ୯ଟି ବୁଥରେ ହେବ ସାନି ଭୋଟଗ୍ରହଣ

ଭୁବନେଶ୍ୱର : ଚଳିତ ମାସ ୨୫ତାରିଖରେ ୯ଟି ବୁଥରେ ସାନି ଭୋଟ ଗ୍ରହଣ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବୁଥ ଗୁଡିକ ହେଲା, ବଣାଇ ବିଧାନସଭା ୧୨୯ନମ୍ବର ଉପରପଡା କେନ୍ଦ୍ରିକାଲ ବୁଥ,…
Read More...

ବଜାରକୁ ଆସିଲା ହୋଣ୍ଡାର ସିବିଆର୬୫୦ଆର ବାଇକ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ନିଜର ନୂଆ ମଡେଲ ବାଇକ ‘ସିବିଆର୬୫୦ଆର’ର ବଜାର ପ୍ରବେଶ କରାଇଛି। ଭାରତୀୟ ବଜାରରେ ଏହି ବାଇକର ମୂଲ୍ୟ ୭.୭୦ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ…
Read More...

ସିଦ୍ଧୁଙ୍କ ଉପରେ ଲାଗିଲା ୭୨ ଘଣ୍ଟିଆ ନିର୍ବାଚନୀ ପ୍ରଚାର କଟକଣା

ନୂଆଦିଲ୍ଲୀ : ନିର୍ବାଚନ କମିଶନ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିର୍ବାଚନ ସଭା, ରାଲି ଉପରେ ୭୨ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି। ଏହାସହ ସିଦ୍ଧୁ କୌଣସି ସାମ୍ବାଦିକଙ୍କୁ ନିଜର ମତ ପ୍ରଦାନ ମଧ୍ୟ…
Read More...

ଶ୍ରୀଲଙ୍କା ସିରିଜ୍‌ ବୋମା ବିସ୍ଫୋରଣ ଘଟଣାରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

କଲମ୍ବୋ .- ଶ୍ରୀଲଙ୍କାର  ଆଠଟି ସ୍ଥାନରେ ରବିବାରରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟ ୨୯୦ ହୋଇଥିବା ବେଳେ ଏଥିରେ ୮ ଜଣ ଭାରତୀୟ ରହିଛନ୍ତି । ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
Read More...

ଶାଳିନୀ ଯାଦବ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହେଲେ

ଲକ୍ଷ୍ମୌ ..-  ଶାଳିନୀ ଯାଦବଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ବାରଣାସୀ ଲୋକସଭା ଆସନପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ଶାଳିନୀ ଯାଦବ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ବାରଣାସୀରେ ଲୋକ ସଭା ନିର୍ବାଚନ ଲଢିବେ ।…
Read More...

ପୂର୍ବ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ହେଲେ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ .-  ପୂର୍ବତନ କ୍ରିକେଟିୟର ଗୌତମ ଗାମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ଜାରି କରାଯାଇଥିବା ନୂଆ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରକାଶିତ ହୋଇଛି…
Read More...