www.samajalive.in
Monday, December 8, 2025
14.1 C
Bhubaneswar

ବିଜେପିର ମହାଦେବ ସରକାରଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ  କଟକଣା ଲଗାଇଲେ ନିର୍ବାଚନ ଆୟୋଗ

କୋଲକତା .- ପଶ୍ଚିମବଙ୍ଗର ବିଜେପି ନେତା ମହାଦେବ ସରକାରଙ୍କ ନିର୍ବାଚନୀ ପ୍ରଚାର ଉପରେ  ନିର୍ବାଚନ ଆୟୋଗ ୪୮ ଘଣ୍ଟା ପାଇଁ କଟକଣା ଲଗାଇଛନ୍ତି । ମହାଦେବ ସରକାର ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ସେ  ଟିଏମ୍‌ସି ନେତ୍ରୀ ମହୁଆ ମୈତ୍ରୀଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ମହୁଆ କରିଥିବା ଅଭିଯୋଗ ଅନୁସାରେ  ସେ ଭାରତୀୟ କଳା ସଂସ୍କୃତିକୁ ଭୁଲିଯାଇଛନ୍ତି । ମହିଳାଙ୍କ ନାମରେ ସେ ଲଜ୍ୟା ବୋଲି ମହାଦେବ କହିଥିଲେ । ଏହାପରେ ସେ ମହୁଆ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ମହେଦାବଙ୍କ ନାମରେ ଅଭିଯୋଗ କରିଥିଲେ । ନିର୍ବାଚନ କମିଶନ ଏହି ଅଭିଯୋଗ ପାଇବା ପରେ ମହାଦେବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କର ନିର୍ବାଚନ ପ୍ରଚାରକୁ ୪୮ ଘଣ୍ଟା ପାଇଁ ନିଷେଧ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories