www.samajalive.in
Saturday, December 13, 2025
27.1 C
Bhubaneswar

୨୫ରେ ୯ଟି ବୁଥରେ ହେବ ସାନି ଭୋଟଗ୍ରହଣ

ଭୁବନେଶ୍ୱର : ଚଳିତ ମାସ ୨୫ତାରିଖରେ ୯ଟି ବୁଥରେ ସାନି ଭୋଟ ଗ୍ରହଣ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବୁଥ ଗୁଡିକ ହେଲା, ବଣାଇ ବିଧାନସଭା ୧୨୯ନମ୍ବର ଉପରପଡା କେନ୍ଦ୍ରିକାଲ ବୁଥ, ସୁନ୍ଦରଗଡ ବିଧାନସଭା ୨୧୩ନମ୍ବର ରଙ୍ଗଡିପା ବୁଥ, ଦଶପଲ୍ଲା ବୁଥ ନମ୍ବର ୨୧୦ ବାହାଡଝୋଲା, ୨୨୨ନମ୍ବର ବେତନଟୀ ବୁଥ, ଅତାବିରା ୨୩୫ ନମ୍ବର ଅରେଇଗୁଡି ବୁଥ, ବରଗଡ ୬୮ ନମ୍ବର ଶକ୍ତିନଗର ବୁଥ, ପଦମପୁର ୧୬ନମ୍ବର ଡାବା ବୁଥ, ବ୍ରଜରାଜନଗର ୨୫୪ ନମ୍ବର ଚାରମାଳ ବୁଥ, ସୋରଡା ବିଧାନସଭା ୧୮୨ନମ୍ବର ରେଣ୍‍ଟି ବୁଥରେ ସାନି ନିର୍ବାଚନ କରାଯିବ। ୨ୟ ପର୍ଯ୍ୟାୟରେ ବିଭିନ୍ନ ତ୍ରୁଟି ଯୋଗୁଁ ଏହି ବୁଥରେ ମତଗ୍ରହଣ ହୋଇପାରିନଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories