ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଅଧୀନ ଜାମୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାମୁନା ଗ୍ରାମର ରାମଚନ୍ଦ୍ର ସାସମଲ(୫୫)ଙ୍କୁ ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ରାମଚନ୍ଦ୍ର ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସ୍ଥାନୀୟ ଲୋକ ଜଙ୍ଗଲରେ ମୃତଦେହ ପଡିଥିବା ଦେଖି ସୂଚନା ଦେଇଥିଲେ।
Popular Categories



