www.samajalive.in
Sunday, December 7, 2025
15.1 C
Bhubaneswar

ଏୟାର ଇଣ୍ଡିଆ ସଫ୍ଟଓୟାର ବନ୍ଦ୍‍ର ପ୍ରଭାବ : ୧୩୭ଟି ବିମାନ ଚଳାଚଳରେ ବିଳମ୍ବ

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆର ବିମାନ ଚଳାଚଳ ସ୍ବଭାବିକ ହୋଇଛି। ତେବେ କେତେକ ବିମାନ ବିଳମ୍ବରେ ଚଳାଚଳ କରୁଛି । ରବିବାର ୧୩୭ଟି ବିମାନ ବିଳମ୍ବରେ ଚଳାଚଳ କରୁଛି । ଶନିବାର ସଫ୍ଟଓୟାର ବନ୍ଦ୍‍ର ପ୍ରଭାବ ଯୋଗୁଁ ଏହି ବିଳମ୍ବ ଘଟିଛି।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ବିମାନ ଚଳାଚଳରେ ହାରାହାରି ବିଳମ୍ବର ବ୍ୟବଧାନ ୧୯୭ ମିନିଟ୍‍ ରହିବ। ବୈଷୟିକ ସମସ୍ୟା ଯୋଗୁଁ ଶନିବାର ଭୋର୍‍ ୩ଟା ୩୦ ମିନିଟ୍‍ରୁ ପୂର୍ବାହ୍ନ ୮ଟା ୪୫ ମିନିଟ୍‍ ପର୍ଯ୍ୟନ୍ତ ଏୟାର୍‍ ଇଣ୍ଡିଆର ସଫ୍ଟଓୟାର ବନ୍ଦ୍‍ ରହିବାରୁ ସାରା ବିଶ୍ୱରେ ହଜାର ହଜାର ଯାତ୍ରୀ ବିଭିନ୍ନ ବିମାନ ବନ୍ଦରରେ ଯାତାୟାତ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁଁ ୧୪୯ଟି ବିମାନ ଚଳାଚଳ ବିଳମ୍ବିତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories