କଙ୍କଡାହାଡ : କଙ୍କଡାହାଡ ବ୍ଲକ ପରଜଙ୍ଗ ଥାନା ପଦାପାଟିଆ ଗ୍ରାମରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାହାଡ ଉପର ଏକ ଗଛରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ମୃତ ଯୁବତୀଙ୍କର ପରିଚୟ ମିଳିପାରି ନାହିଁ।
Popular Categories



