ଜନ କଲ୍ୟାଣ ସମାବେଶ ପୂର୍ବର କିଛି ଦୃଶ୍ୟ…..

କଟକ: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ପଡିଆରେ ଜନ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ  ଜୋରଦାର ପ୍ରସ୍ତୁତି କରାଯାଇଥିଲା ।  ସୁଦୃଶ ପାଣ୍ଡାଲ ସହ…
Read More...

ମହାନଦୀ  ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ  ପ୍ରଧାନମନ୍ତ୍ରୀ

କଟକ: କଟକର ବାଲିଯାତ୍ରା ଉପର ପଡଆ ବା କିଲ୍ଲା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ।  ରାଜକମଲ ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ।…
Read More...

ଡକାୟତ ଦଳ ଗିରଫ ; ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଝାଡନକୁଲି ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟ ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗକୁ ସଦର ଥାନା ପୁଲିସ ଗିରଫ କରିଛି। ଏହି ଡକାୟତି ଗ୍ୟାଙ୍ଗ ଠାରୁ ପୁଲିସ ତିନୋଟି ଖଣ୍ଡା ଏବଂ ଦୁଇଟି ବୋମା ଜବତ…
Read More...

ବିଜେପି ନେତା ଓ କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

କଟକ/ଜଗତସିଂହପୁର : କଟକ-କନ୍ଦରପୁର(ପାରାଦ୍ୱୀପ)ରାସ୍ତା ବିରିବାଟି ଛକ ନିକଟରେ କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ନେତା ଓ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ପାରାଦ୍ୱୀପର ବିଜେପି ନେତା ସଂପଦ…
Read More...

ଜୟ ଜଗନ୍ନାଥ କହି ଓଡିଆରେ ଭାଷଣ ଆରମ୍ଭ କଲେ ମୋଦି

କଟକ: କଟକର ବାଲିଯାତ୍ରା ଉପର ପଡଆ ବା କିଲ୍ଲା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ।  ରାଜକମଲ ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ।…
Read More...

ଭୁବନେଶ୍ବରରେ ପହଞ୍ଚିଥିଲେ ମୋଦି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନ ୪.୨୫ରେ  ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲରେ ସେ ଦିଲ୍ଲୀରୁ ଆସିଥିଲେ। ରାଜ୍ୟପାଳ ସତ୍ୟପାଲ ମଲିକ…
Read More...

ଓମାନରେ ସାମୁଦ୍ରିକ ଝଡ଼:୩ମୃତ ୪୦ନିଖୋଜ

ନୂଆଦିଲ୍ଲୀ: ଆରବ ମହାସାଗର ତରବର୍ତ୍ତୀ ଅଞ୍ଚଳ ଓମାନ ଓ ୟେମେନରେ ଶନିବାର ପୂର୍ବାହ୍ନରେ ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଓମାନର ପ୍ରମୁଖ ସହର ସଲାହର ଏକ ବଡ଼ ଅଂଶ ଏହି ଝଡ଼ରେ ପ୍ରଭାବିତ ହୋଇଛି। ଏହି ସହର…
Read More...

ମୋଦି କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇ ନାହିଁ : ଶାହା

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା…
Read More...

ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ଗୀତା କାପୁର

ମୁମ୍ବାଇ:  ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ତଥା  ପଖିଜାର ହିରୋଇନ୍‌ ଗୀତା କାପୁର ମୁମ୍ବାଇର ଏକ ବେସରକାରୀ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।  ଗତ ବର୍ଷ…
Read More...

ଟ୍ୟାଙ୍କର ଧକ୍କାରେ ୯ ଆହତ

ବାରିପଦା : ଶନିବାର ଅପରାହ୍ଣ ସାଢେ ଗୋଟାଏ ସମୟରେ ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢାମରା ଗ୍ରାମଠାରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଏକ ଯାତ୍ରାବାହୀ…
Read More...

ଆର୍କିଟେକ୍‍ ନୋର୍ମେନ୍‍ ବଦଳିବେ ଓଡ଼ିଶାର ବସ୍ତିର ନକସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବସ୍ତି ବାସିନ୍ଦାଙ୍କ ରହଣିରେ ପରିବର୍ତ୍ତନ ପାଇଁ ବଡ଼ ଧରଣର ଏକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ପ୍ରକଳ୍ପ ବିଶ୍ୱର ବଡ଼ ପ୍ରକଳ୍ପ ମଧ୍ୟରେ ଅନ୍ୟତମ। ଏହି ପ୍ରକଳ୍ପ…
Read More...

ମୋଦିଙ୍କ କଟକ ଗସ୍ତ ; ସାରା ସହର ଗୈରିକମୟ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ଅବସରରେ ସାରା ସହର ଗୈରିକ ରଙ୍ଗ ଧାରଣ କରିଛି।  ସହରର ବିଭିନ୍ନ ସ୍ଥାନରେ ବିଜେପି ପତାକା ଏବଂ  ଛୋଟ ବଡ଼ କଟ୍ ଆଉଟ ଦେଖିବାକୁ ମିଳୁଛି। ଦିନ ୧୦ଟାରୁ ସହରରେ…
Read More...

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଇ ୨୬ରେ ଅର୍ଥାତ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ପାଖାପାଖି ୧୧.୮୬ ଲକ୍ଷ ଛାତ୍ରଛାତ୍ରୀ…
Read More...

କଲକାତା ମେଟ୍ରୋରେ ବୋମା ଆତଙ୍କ

କଲକାତା: କଲକାତା ମେଟ୍ରୋ ଟ୍ରେନରେ ପଡ଼ିଥିବା ଏକ ଟିଫିନ ବାକ୍ସକୁ ନେଇ ରବିନ୍ଦ୍ର ସଦନ ମେଟ୍ରୋ ଷ୍ଟେସନରେ ଦୀର୍ଘ ସମୟ ଧରି ବୋମା ଆତଙ୍କ ଲାଗି ରହିଥିଲା। ସ୍ୱୟଂଚାଳିତ ଶିଢି ନିକଟରେ ପଡ଼ିଥିବା ଏକ ଟିଫିନ ବାକ୍ସ…
Read More...

ରାଜ୍ୟ ଦୋମୁହାଁ, କେନ୍ଦ୍ର ହ୍ୱାଟ୍ସଆପ୍‍ ଓ ଫେସବୁକ୍‍ ସରକାର: କପିଲ ସିବଲ

ଭୁବନେଶ୍ୱର: ଶନିବାର ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି ତାଙ୍କ ୪ବର୍ଷ ଶାସନ କାଳର ହିସାବ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସର ବରିଷ୍ଠ ନେତା…
Read More...

ପୂର୍ବତନ କଂଗ୍ରେସ କାଉସିଲରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ: ପୂର୍ବତନ କଂଗ୍ରେସ କାଉସିଲର ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପରକୁ ହୋଇଥିବା ଗୁଳିମାଡ ମାମଲାରେ ଅଭିଯୁକ୍ତ ସର୍ବେଶ୍ବର ବେହେରାଙ୍କୁ ଗତକାଲି ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ପୁରୀରେ ହୋମଗାର୍ଡ ଭାବରେ…
Read More...

ଗିରଫ ହେଲେ ଅବକାରୀ ବାବୁ ଏବଂ ତାଙ୍କ ଟିମ୍  

କନ୍ଧମାଳ: ଅବକାରୀ ସବ୍ ଇନସ୍ପେକ୍ଟର ଏସ.ସିମାଞ୍ଚଳ ରାଓ ବାଲିଗୁଡା ପୁଲିସ ଦ୍ବାରା ଗିରଫ ହୋଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ କୁଟିକିଆ ଏବଂ ସିନ୍ଧିରଗାଁରେ ଗଞ୍ଜେଇ ବେପାରୀଙ୍କୁ ଠାରୁ ଟଙ୍କା ନେଉଥିଲେ ଏବଂ ଏହା…
Read More...

କଂଗ୍ରେସର ବିଶ୍ୱାସଘାତକ ଦିବସ ପାଳନ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପରେ ୨୦୧୯ ଓଡ଼ିଶା ନିର୍ବାଚନ ପାଇଁ ରାଜ୍ୟର ମୁଖ୍ୟ ତିନୋଟି ଦଳ ନିଜ ନିଜର ଶକ୍ତି ଦେଖାଇବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ବର୍ଷ ପୂରଣ ଅବସରରେ କଟକ ଗସ୍ତରେ…
Read More...

ଜାମ୍ମୁ-କାଶ୍ମୀର ତଙ୍ଗଧାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ତଙ୍ଗଧାର ସେକ୍ଟରରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ହାସଲ ହୋଇଛି । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ…
Read More...

ଫୁଟ୍‌ପାଥ ଉପରକୁ ମାଡିଗଲା ଟ୍ରକ୍, ୩ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ କୋକାକୋଲା ବୋଝେଇ ଟ୍ରକ୍‌ ଭାରସ୍ୟାମ ହରାଇ ଫୁଟ୍‌ପାଥ ଉପରକୁ ମାଡି ଯାଇଛି । ଫଳରେ ଫୁଟ୍‌ପାଥରେ ବିଶ୍ରାମ…
Read More...

ଆପଣ ସମ୍ପର୍କରେ ଅଛନ୍ତି କି! ତେବେ ଜାଣନ୍ତୁ କିପରି କଟିବ ଆଜିର ଦିନ ?

ମେଷ: ଆଜିର ଦିନଟି ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏତେ ଭଲ ରହିବ ନାହିଁ। ଯଦି ଆପଣ ସମ୍ପର୍କରେ ଅଛନ୍ତି ତାହେଲେ ସମ୍ପର୍କ ଅପରିବର୍ତ୍ତିତ ରହିବ। ମଙ୍ଗଳ ଗ୍ରହ ସବୁ ସମ୍ପର୍କରେ କିଛି ଫାଟ ସୃଷ୍ଟି…
Read More...

ରାହୁଲ୍‍ଙ୍କ ସଭାରେ ଭିଡ଼ କମୁଛି, କଂଗ୍ରେସର ଚିନ୍ତା ବଢ଼ୁଛି

ମନ୍ଦସୌର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସଭାରେ ଜନସମାଗମ ହେଉନଥିବାରୁ କଂଗ୍ରେସର ଚିନ୍ତା ବଢ଼ିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଏକ ନୂଆ ସୂତ୍ର ବାହାର କରାଯାଇଛି। କଂଗ୍ରେସର ନେତାଙ୍କୁ ଟିକେଟ୍‍ ଥୋପ ପକାଇ ଏହି…
Read More...

କର୍ଣ୍ଣାଟକରେ ପିଲା ଚୋର ଆତଙ୍କ

ବେଙ୍ଗାଲୁରୁ; କର୍ଣ୍ଣାଟକର ଏକାଧିକ ଜିଲାରେ ପିଲା ଚୋର ଆତଙ୍କ ଦେଖାଦେଇଛି। ୨୫ ଦିନ ତଳେ ଏକ କେହି ଜଣେ ଅଜଣା ବ୍ୟକ୍ତି ଭିଡିଓ ଜାରି କରିଥିଲା। ସେଥିରେ ଜଣେ ବ୍ୟକ୍ତି ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ ଉଦ୍ୟମ…
Read More...

ଇପିଏଫ୍‍ ସୁଧ ହାର ହ୍ରାସ: ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଲା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‍) ସୁଧ ହାର ଚଳିତ ବର୍ଷ ୮.୫୫%କୁ ହ୍ରାସ ପାଇଛି। ବିଗତ ୫ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ଇପିଏଫ୍‍ଓ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି…
Read More...

ଏସ୍‍ପି-ବିଏସ୍‍ପି ମେଣ୍ଟ ବିଜେପିକୁ ଅଡ଼ୁଆ: ଅମିତ ଶାହା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏସ୍‍ପି ଓ ବିଏସ୍‍ପି ମଧ୍ୟରେ ମେଣ୍ଟ ୨୦୧୯ ନିର୍ବାଚନରେ ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରିପାରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଅପରପକ୍ଷରେ ଆମେଥି କିମ୍ବା…
Read More...

ଚନ୍ଦା କୋଚାରଙ୍କୁ ସେବି ନୋଟିସ୍‍

ମୁମ୍ବଇ: ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଚନ୍ଦା କୋଚାରଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ କର୍ତ୍ତୃପକ୍ଷ(ସେବି) ନୋଟିସ୍‍ ଜାରି କରିଛନ୍ତି। ଭିଡିଓକନ୍‍…
Read More...

ଆସ୍ଥା ଜିତିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆଜି ଜେଡି(ଏସ୍‍) ନେତା ଏଚ୍‍ ଡି କୁମାରସ୍ୱାମୀ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହାପରେ କୁମାରସ୍ୱାମୀଙ୍କ ନେତୃତ୍ୱରେ ଜେଡିଏସ୍‍ - କଂଗ୍ରେସ ମେଣ୍ଟ ସେଠାରେ ସରକାର ଗଠନ କରିବା…
Read More...

ପୂର୍ବତନ ପୁରୀ ପୌର ସଦସ୍ୟାଙ୍କୁ ଗୁଳିମାଡ଼ ଘଟଣା: ଏନ୍‍କାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଆହତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ନିଜଗଡ଼କୁରୁଖିଠାରେ ଶୁକ୍ରବାର ରାତିରେ ପୁଲିସର ଏନ୍‍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି। ତା ନିକଟରୁ ପୁଲିସ ଗୋଟିଏ ୯ଏମ୍‍ଏମ୍‍ ପିସ୍ତଲ, ୨ଟି ଖୋକା ଓ…
Read More...

ସହର ମୋଦି ମାନିଆ

କଟକ: ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ଐତିହାସିକ କଟକ ସହର ନୂଆ ରୂପରେ ସଜେଇ ହୋଇଛି। ମହାନଦୀ ରିଂବନ୍ଧ ସମେତ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମୋଦିଙ୍କ ହୋର୍ଡିଂ ଛାଇ ହୋଇଯାଇଛି। ସହର ଏକପ୍ରକାର ଗେରୁଆ ହୋଇଛି। କିଲା…
Read More...

ଚେକ୍‍ ବାଉନ୍ସ ମାମଲା: ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି

କଟକ: ଚେକ ବାଉନ୍ସ ମାମଲାରେ କଟକ ଜେଏମଏଫସି କୋର୍ଟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଆସନ୍ତା ଜୁନ ମାସ ୧୮ତାରିଖରେ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ଦୁଇ ଥାନା…
Read More...

ଆଜି କ୍ୟାବିନେଟ

ଭୁବନେଶ୍ୱର: ଶନିବାର ସନ୍ଧ୍ୟା ୬.୪୫ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା…
Read More...

ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ:ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଆସୁଛନ୍ତି। ମୋଦିଙ୍କ ଓଡିଶା ଗସ୍ତର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଗସ୍ତରେ ବିଜେପି…
Read More...

ବନ୍ଦ ରହିଲା ଘରୋଇ ହସ୍ପିଟାଲ, ସରକାରଙ୍କୁ ୩୦ ଦିନର ମହଲତ

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଘରୋଇ ହସ୍‍ପିଟାଲ ଶୁକ୍ରବାର ବନ୍ଦ ରହିଥିଲା। ୨୪ଘଣ୍ଟା କାଳ ଘରୋଇ ହସ୍‍ପିଟାଲ ବନ୍ଦ ରହିବା…
Read More...

ଶନିବାର ରାଶିଫଳ

ମେଷ: ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀ ପରାମର୍ଶଦାତା ହେବେ। ବୃଷ: ଘାତଚନ୍ଦ୍ର…
Read More...

ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ,ଚାଷ ପୂର୍ବରୁ ହେବ ଚୁକ୍ତି

ଭୁବନେଶ୍ୱର:ଏଣିକି ଚାଷୀମାନେ ଫସଲ କରିବା ପୂର୍ବରୁ କେତେ ଉତ୍ପାଦିତ ମୂଲ୍ୟ ପାଇବେ ତାହା ଆଗତୁରା ସ୍ଥିର ହେବ ଏବଂ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।…
Read More...

୧୧୦ପଞ୍ଚାୟତ ପାଇଁ ୧୧୨୨ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର: ବ୍ଲକସ୍ତରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାରିଟି ବ୍ଲକର ୧୧୦ଟି ପଞ୍ଚାୟତ ପାଇଁ ୧୧୨୨ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିରେ…
Read More...

୩ ଲକ୍ଷ ଟଙ୍କାର ଜାଲ୍‍ ନୋଟ୍‍ ଓ ୫.୭ କିଲୋ ସୁନା ବିସ୍କୁଟ୍‍ ଜବତ

ଭୁବନେଶ୍ୱର: ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍‍ଆଇ) ପକ୍ଷରୁ ଖୋର୍ଦ୍ଧାରୋଡ ଜଙ୍କସନ୍‍ରେ ଜଣେ ଟ୍ରେନ୍‍ ଯାତ୍ରୀଙ୍କୁ ଯାଞ୍ଚ କରିବା ବେଳେ ତାଙ୍କଠାରୁ ୧୫୦ ଖଣ୍ଡ ୨୦୦୦ ଟଙ୍କା ଜାଲ୍‍ ନୋଟ୍‍ ମିଳିଥିଲା। ସମ୍ପୃକ୍ତ…
Read More...

ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ- ମୁଖ୍ୟସଚିବ ଆଲୋଚନା

ଭୁବନେଶ୍ୱର: ପ୍ରଗତି ପ୍ରକଳ୍ପ ଭାବେ ଚିହ୍ନଟ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ…
Read More...

ଆଇପିଏଲ୍‍: ଫାଇନାଲ୍‍ରେ ଚେନ୍ନଇ-ସନ୍‍ରାଇଜର୍ସ ମୁକାବିଲା

କୋଲକତା: ଆଇପିଏଲ୍‍ର ୧୧ତମ ସଂସ୍କରଣର ଫାଇନାଲ୍‍ ମ୍ୟାଚ୍‍ ଚେନ୍ନଇ ସୁପର କିଙ୍ଗ୍‍ସ ଓ ସନ୍‍ରାଇଜର୍ସ ହାଇଦ୍ରାବାଦ୍‍ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବରୁ ଚେନ୍ନଇ ସୁପର କିଙ୍ଗ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ…
Read More...

ଫିଟନେସ୍‍ ଆହ୍ୱାନ ଗ୍ରହଣ କଲେ ମନିଷ ତିୱାରୀ

ନୂଆଦିଲ୍ଲୀ: କେନ୍ଦ୍ର ଖେଳମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଆରମ୍ଭ କରିଥିବା ସୁସ୍ଥ ଆହ୍ୱାନ ବା ଫିଟନେସ ଚ୍ୟାଲେଞ୍ଜ ଦିନକୁ ଦିନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁନେଇ କଂଗ୍ରେସ ପକ୍ଷରୁ…
Read More...

ମୋଦି ଆଧୁନିକ ଭାରତର ବିନ୍ଧାଣୀ:ସମ୍ବିତ ପାତ୍ର

ମହାନଦୀ ପ୍ରସଙ୍ଗରେ ନବୀନଙ୍କ ଦୋମୁହାଁ ନୀତି ଓଡ଼ିଶା ଚାଷୀଙ୍କୁ ମିଳିବ ଉଚିତ୍‍ ଏମ୍‍ଏସ୍‍ପି ଭୁବନେଶ୍ୱର:୨୦୧୪ରେ ମୋଦି ସରକାର ଶାସନ ଗାଦିକୁ ଆସିବା ପୂର୍ବରୁ କଂଗ୍ରେସର ଉପା ସରକାର ଟୁ-ଜି, ର୍ଥୀ-ଜି, ସ୍ପେକ୍‍ଟ୍ରମ…
Read More...

୨୦୧୯ ନିର୍ବାଚନ ପାଇଁ ବିଜେପିର ନୂଆ ସ୍ଲୋଗାନ ‘ସ୍ୱଚ୍ଛ ନିୟମ, ସଠିକ୍‍ ବିକାଶ’

ନୂଆଦିଲ୍ଲୀ : କେନ୍ଦ୍ରରେ ଏନ୍‍ଡିଏ ସରକାରଙ୍କ ୪ ବର୍ଷ ପୂର୍ତ୍ତି ସହ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ସରକାରଙ୍କ…
Read More...

ମୁକ୍ତିଲାଭ କଲା ଜନଆବ୍ରାହମଙ୍କ ‘ପରମାଣୁ-ଦ ଷ୍ଟୋରି ଅଫ ପୋଖରାନ’

ନୂଆଦିଲ୍ଲୀ : ଜନ ଅବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ପରମାଣୁ -ଦ ଷ୍ଟୋରି ଅଫ ପୋଖରାନ’ ଶୁକ୍ରବାର ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତିି। ଅଭିଷେକ ଶର୍ମାଙ୍କ ନିର୍ଦେଶିତ ଏହି…
Read More...

ମୋ ପାଇଁ ଅର୍ଥ ନୁହେଁ ଚଳଚ୍ଚିତ୍ରର କାହାଣୀ ଗୁରୁତ୍ୱପୂର୍ଣ୍ଣ : ଅମୀର ଖାନ

ମୁମ୍ବଇ : ଚଳଚ୍ଚିତ୍ର ସ୍ୱାକ୍ଷର କଲା ବେଳେ ଅର୍ଥକୁ ନୁହେଁ କାହାଣୀ ଓ ଚରିତ୍ରକୁ ଗୁରୁତ୍ୱ ଦେଇଥାନ୍ତି ବୋଲି ବଲିଉଡ଼ର ମିଷ୍ଟର ପରଫେକ୍ଟ ଅମୀର ଖାନ କହିଛନ୍ତି । ସେ ୧୯୮୮ ମସିହା ମଇ ମାସରୁ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ…
Read More...

ପ୍ରଧାନମନ୍ତ୍ରୀଙ୍କ ନାମ କହି ନ ପାରିବାରୁ ନିସ୍ତୁକ ମାଡ !

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତୀୟ ସଙ୍ଗୀତ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଷୟରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନ ଦେଇପାରିବାରୁ ଟ୍ରେନରେ ଏକ ଲୋକକୁ ଚାରିଜଣ ଲୋକ ନିସ୍ତୁକ ମାଡ…
Read More...

ମତେ ଲୋକେ ଭୂଲିଯିବେ କିନ୍ତୁ ମୋ ବାପାଙ୍କୁ ୧୦୦୦ ବର୍ଷ ମନେରଖିବେ :ବିଗ.ବି ଅମିତାଭ ବଚ୍ଚନ

ମୁମ୍ବଇ: ବଲିଉଡ ମହାନାୟକ ବିଗ.ବି ଅମିତାଭ ବଚ୍ଚନ ଚଳଚ୍ଚିତ୍ରରେ ନିଖୁଣ ଭାବେ ଅଭିନୟ କରିଥାଆନ୍ତି। ଏକ ଚରିତ୍ରରେ ଜୀବନ୍ତ ଅଭିନୟ କରିବାରେ ସେ ପ୍ରଥମ ସ୍ଥାନରେ ଅଧିକାର କରିବେି। ଅଭିନେତା ବଚ୍ଚନ୍‍ ପିତା ହରିବଂଶ ରାୟ…
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ପ୍ରଧ୍ୟାପକ ଗଣେଶୀ ଲାଲ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବିଜେପି ନେତା ତଥା ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏବେ ସତ୍ୟପାଳ ମଲ୍ଲିକ ଓଡ଼ିଶା ଏବଂ ବିହାର ରାଜ୍ୟପାଳ ଦାୟିତ୍ୱରେ…
Read More...

୨୬ତାରିଖ ଅପରାହ୍ନରେ ମୋଦିଙ୍କର କାର୍ଯ୍ୟକ୍ରମ, କଟକରେ ଟ୍ରାଫିକ କଟକଣା

କଟକ: ୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନୀଳ ପୁସ୍ତକ ଅନୁସାରେ  ପ୍ରୋଟୋକଲ…
Read More...

କିସ୍‍ମିସ୍‍ର ଉପକାରିତା

ଅଙ୍ଗୁରକୁ ଏକ ବିଶେଷ ପ୍ରକ୍ରିୟାରେ ଶୁଖାଇ କିସମିସ ପ୍ରସ୍ତୁତ କରାଯାଇଥାଏ । କିସମିସକୁ ମିଠେଇ ଓ କ୍ଷୀରିରେ ପକାଯାଏ। ବିଭିନ୍ନ ପ୍ରକାରର ମିଠାରେ କିସ୍‍ମିସ୍‍ର ବ୍ୟବହାର କରାଯାଇଥାଏ । କିସ୍‍ମିସ୍‍ ମିଠାର ସୁନ୍ଦରତା…
Read More...

ବିଜେପି ନୃଶଂସ ହତ୍ୟାକାରୀ ଓ ଯୋଗୀ ଭଣ୍ଡ : ଶିବସେନା

ମୁମ୍ବଇ : ପାଲଘର ଲୋକସଭା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବାକ୍‍ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍‍ ଶିବସେନାକୁ ଧୋକାବାଜ୍‍ କହିଥିଲେ। ଏହାର…
Read More...

ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଓଏଏସ୍‌ସ୍ତରରେ ଅଦଳ ବଦଳକରାଯାଇଛି ।, ଅଜୟ କୁମାର ଜେନାଙ୍କୁ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ, ନିହାର ରଂଜନ ଦାସ ବୁର୍ଲାଙ୍କୁ  ଭିମ୍‌ସାର ପ୍ରଶାସକ ଓ ଦିଲ୍ଲୀପ କୁମାର ରାୟଙ୍କୁ  ସ୍ମାଟ୍‌ସିଟିର…
Read More...

ଦିଅରର ଭୂଜାଲି ଆକ୍ରମଣରେ ଭାଉଜ ଗୁରୁତର

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଅଞ୍ଚଳରେ ଦିଅରର ଭୂଜାଲି ଆକ୍ରମଣରେ ଭାଉଜ ଗୁରୁତର ହୋଇଛନ୍ତି ।  ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ମଙ୍ଗୁଲୁ ସାହୁଙ୍କର ପତ୍ନୀ  ରଶ୍ମିତା ବୋଲି ଜଣା ପଡିଛି ।  ପ୍ରଥମେ…
Read More...

ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ

ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କଲେ ମନ୍ତ୍ରୀ ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣରେ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇ)ପରୀକ୍ଷା-୨୦୧୮ର ଫଳ ପ୍ରକାଶ ପାଇଛି। ଚଳିତବର୍ଷ ୧୨ଟି ବିଭାଗରେ ପରୀକ୍ଷା ଦେଇଥିବା…
Read More...

ରବୀନ୍ଦ୍ରନାଥଙ୍କ ଉପରେ ବାଂଲାଦେଶ ଅଧିକାର ଅଧିକ : ଶେଖ୍‍ ହସିନା

କଲକାତା : ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା କବି ରବୀନ୍ଦ୍ରନାଥ ଠାକୁରଙ୍କ ସହ ବାଂଲାଦେଶର ନିବିଡ଼ ସମ୍ପର୍କ ରହିଛି। ଭାରତ ଏବଂ ବାଂଲାଦେଶ ଜାତୀୟ ଗୀତ ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି। ବାଂଲାଦେଶରେ ରହଣୀ ବେଳେ…
Read More...

କେରଳ ଗସ୍ତକୁ ନେଇ ନିଜ ନାଗରିକଙ୍କୁ ସତର୍କ ସୂଚନା ଜାରି କଲା ୟୁଏଇ

ଦୁବାଇ : କେରଳ ଗସ୍ତ ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିଜର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। କେରଳରେ ନିପା ଭୂତାଣୁ ସଂକ୍ରମଣକୁ ନେଇ ୟୁଏଇର ସ୍ୱାସ୍ଥ୍ୟ ଓ ପ୍ରତିଶେଧକ ମନ୍ତ୍ରଣାଳୟ ଏହି ସତର୍କ ସୂଚନା…
Read More...

ବୋଧଗୟା ବିସ୍ଫୋରଣ: ସମସ୍ତ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

ପାଟନା : ବିହାରର ବୋଧଗୟା ବିସ୍ଫୋରଣ ଘଟଣାରେ ଏନଆଇଏ ସ୍ୱତନ୍ତ୍ର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ମେ ୩୧ରେ ଅଦାଲତ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିବେ। ୨୦୧୩ ଜୁଲାଇ ୭ରେ ବୋଧଗୟାସ୍ଥିତ…
Read More...

ସଞ୍ଜୟ ଲୀଲା ବଂଶାଲୀଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେନି ଦୀପିକା-ରଣବୀର

ମୁମ୍ବଇ: ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ନିଜର ଆକର୍ଷଣୀୟ କାହାଣୀ ଓ ନିଦ୍ଦେର୍ଶନା ଦ୍ୱାରା ସମଗ୍ର ଚଳଚ୍ଚିତ୍ର ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାର…
Read More...

ପାକିସ୍ତାନ ଶାନ୍ତି ଚାହୁଁଥିଲେ ଆତଙ୍କବାଦୀ ପଠାଇବା ବନ୍ଦ କରୁ : ବିପିନ ରାୱତ

ପହଲଗାମ : ରମଜାନ ମାସକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ ସେନା ଦମନ ଅଭିଯାନ ବନ୍ଦ ରଖିଥିବାବେଳେ ଏହି ଅବଧିକୁ ବଢାଯାଇପାରେ ବୋଲି ସେନାଧ୍ୟକ୍ଷ ବିପିନର ରାୱତ ପ୍ରକାଶ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ନଜରକୁ…
Read More...

ଶନିବାର ପ୍ରକାଶ ପାଇବ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଇ ୨୬ରେ ଅର୍ଥାତ ଶନିବାର ପ୍ରକାଶ ପାଇବ। ଚଳିତ ବର୍ଷ ପାଖାପାଖି ୧୧.୮୬ ଲକ୍ଷ ଛାତ୍ରଛାତ୍ରୀ…
Read More...

ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରୁ ୨୦୪ କୋଟି ଟଙ୍କା ଜବତ

କୁଆଲାଲାମ୍ପୁର : ଦୁର୍ନୀତି ମାମଲାରେ ଫସିଥିବା ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ ରଜାକଙ୍କ ଏକ ଆପାର୍ଟମେଣ୍ଟରୁ ପୁଲିସ୍‍ ୩୦ ନିୟୁତ ଡଲାର (ପାଖାପାଖି ୨୦୪ କୋଟି ଟଙ୍କା) ଜବତ କରିଛି। ଏହାବାଦ୍‍ ସେଠାରୁ…
Read More...

ମେଜର ଗୋଗୋଇଙ୍କ ବିରୋଧରେ ସେନାର ନ୍ୟାୟିକ ତଦନ୍ତ ନିର୍ଦେଶ

ଶ୍ରୀନଗର : ହୋଟେଲରେ ଜଣେ ମହିଳାଙ୍କ ସହ ରହିବାକୁ ଦିଆନଯିବାରୁ ହୋଟେଲ କର୍ମଚାରୀଙ୍କ ସହ ଝଗଡ଼ା କରିବାକୁ ନେଇ ମେଜର ଲିତୁଲ ଗୋଗଇଙ୍କ ବିରୋଧରେ ସେନା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହା ଉପରେ ପ୍ରତିକ୍ରିୟା ରଖି…
Read More...

ମାଇକେଲଙ୍କ ନୃତ୍ୟ ପଛରେ ତାଙ୍କ ରହସ୍ୟମୟୀ ଜୋତା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆଧୁନିକ ନୃତ୍ୟର ଏକଛତ୍ରବାଦ ସମ୍ରାଟ ଭାବେ ଆଜି ମଧ୍ୟ ମାଇକେଲ ଜ୍ୟାକସନଙ୍କୁ ତୁଳନା କରାଯାଏ। ଆଧୁନିକ ନୃତ୍ୟୁରେ ଆଜି ମଧ୍ୟ ତାଙ୍କ ଅବିକଳ ନୃତ୍ୟ ବିଶ୍ୱବାସୀଙ୍କୁ ପ୍ରଭାବିତ କରିଥାଏ।…
Read More...

ଆଇଫୋନ୍‍ ଢାଞ୍ଚା ନକଲ: ସ୍ୟାମସଙ୍ଗକୁ ୩୬୦୦ କୋଟି ଜୋରିମାନା

ୱାଶିଂଟନ : ଆମେରିକାର ଏକ କୋର୍ଟ ଆପଲ ଆଇଫୋନ୍‍ ଡିଜାଇନ୍‍ ନକଲ କରିବା ମାମଲାରେ ଅଗ୍ରଣୀ ମୋବାଇଲ ଫୋନ୍‍ କମ୍ପାନୀ ସ୍ୟାମସଙ୍ଗ ଉପରେ ୩୬୦୦ କୋଟି ଟଙ୍କାର ଜୋରିମାନା ଲଗାଇଛି। ଏହାସହ ପେଟେଣ୍ଟ ନିୟମ ଉଲ୍ଲଙ୍ଘନ…
Read More...

ଆକର୍ଷଣୀୟ ନଖ ପାଇଁ ଆପଣାନ୍ତୁ ଏହି ଡିଜାଇନ୍‍

ଶରୀରର ଛୋଟିଆ ଅଂଶଟିଏ ନଖ। ସୌନ୍ଦର୍ୟ୍ୟ କ୍ଷେତ୍ରରେ କିନ୍ତୁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲମ୍ବା ହେଉ କି ଛୋଟ ନଖ ଥାଉ- ଏହାକୁ କଳାତ୍ମକ ଭଙ୍ଗୀରେ ସଜାଇ ସ୍ୱତନ୍ତ୍ର ଆକର୍ଷକ ରୂପ ଦେବା ଏବେ ଯୁବତୀମାନଙ୍କର ବିଶେଷ…
Read More...

କମିବ ତେଲ ମୂଲ୍ୟ! ବିଦେଶୀ ବଜାରରେ କମିଛି ମୂଲ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧିକୁ ନେଇ ଦେଶବାସୀ ଓ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଥିବାବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ସାମାନ୍ୟ ହେଲେ ମଧ୍ୟ କମିଛି। ରୂଷରୁ ଆମଦାନୀ ହେଉଥିବା କଞ୍ଚା ତେଲ…
Read More...

ନେତ୍ରୀଙ୍କ ଠାରୁ ଅଭିନେତ୍ରୀ, ସମସ୍ତଙ୍କ ପସନ୍ଦ ସମ୍ବଲପୁରୀ ଶାଢ଼ି

ସମ୍ବଲପୁର: ସାରା ବିଶ୍ୱରେ ସମ୍ବଲପୁର ଅନେକ କାରଣ ଯୋଗୁଁ ପ୍ରସିଦ୍ଧ । ସମ୍ବଲପୁରୀ ଶାଢି, ସମ୍ବଲପୁରୀ ଗୀତ ଓ ନାଚର ରହିଛି ସ୍ୱତନ୍ତ୍ରତା । ମାଆ ସମଲେଇଙ୍କ ଆଶୀର୍ବାଦ ପାଇବା ପାଇଁ ସମସ୍ତେ ସମ୍ବଲପୁରକୁ ଯାଇଥାନ୍ତି।…
Read More...

ଚାଷୀଙ୍କ ଋଣ ଛାଡ଼ ଦାବି: ମେ ୨୫କର୍ଣ୍ଣାଟକ ବନ୍ଦ

ବେଙ୍ଗାଲୁରୁ: ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ବିଜୟ ସୁନିଶ୍ଚିତ ହେବା କ୍ଷଣି ବିଜେପି ପକ୍ଷରୁ କର୍ଣ୍ଣାଟକ ବିଧାନସଭା ବର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କର୍ଣ୍ଣାଟକ ବିଧାନସଭାରେ ଚାଲିଥିବା ଆସ୍ଥା ଭୋଟରେ…
Read More...

ଅନୁପ୍ରବେଶ ବନ୍ଦ ନହେଲେ କାଶ୍ମୀରରେ ଶାନ୍ତି ଅସମ୍ଭବ: ସେନା ପ୍ରମୁଖ

ନୂଆଦିଲ୍ଲୀ: ସୀମାନ୍ତରେ ପାକିସ୍ତାନ ପଟୁ ନୀତିଦିନ ହେଉଥିବା ଗୁଳି ବର୍ଷଣ ହେତୁ କାଶ୍ମୀର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଶାନ୍ତ ହୋଇ ରହିଛି। ପାକ୍‍ ଗୁଳିରେ ମୃତ୍ୟୁ ଭୟରେ ୬୦ରୁ ଊଦ୍ଧ୍ୱର୍ ଗ୍ରାମ ଜନଶୂନ୍ୟ ହୋଇ ରହିଛି।…
Read More...

ପୁଣି ନାବାଳିକାକୁ ବଳାତ୍କାର ଅଭିଯୋଗ

କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ନରସିଂହପୁର ପଞ୍ଚାୟରୁ ଏହି ଅଭିଯୋଗ ଆସିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ୭ ବର୍ଷର…
Read More...

ଆସ୍ଥା ଭୋଟ୍ ଲୋଡୁଛନ୍ତି କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଶ୍ୱାସମତ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତାବ ବୋଟିଂ ଦ୍ୱାରା ହେବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେ ତାଙ୍କ ଭାଷଣରେ ରାଜ୍ୟର ମତଦାନ…
Read More...

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ କିରାଣୀ

ବ୍ରହ୍ମପୁର: ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡ଼ିଭିଜନ-୧ କିରାଣୀ ଦଣ୍ଡପାଣି ମହାପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗୋଳାନ୍ଥରା ଚଟି ସ୍ଥିତ ବାସଭବନ ସମେତ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଆୟ…
Read More...

ମୋଦିଙ୍କ କଟକ ଗସ୍ତକୁ ମାଓବାଦୀଙ୍କ ବିରୋଧ

ମାଲକାନଗିରି: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ମାଓବାଦୀମାନେ ବିରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ସହରର ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗଛରୁ ମାଓ ପୋଷ୍ଟର ଜବତ ହୋଇଛି ।…
Read More...

ବୋଧଗୟା ସିରିଜ ବିସ୍ଫୋରଣରେ ୫ଜଣ ଦୋଷୀ ସାବ୍ୟସ୍ତ

ପାଟନା: ସ୍ୱତନ୍ତ୍ର ଏନଆଇଏ କୋର୍ଟ ଶୁକ୍ରବାର ଭାରତୀୟ ୫ ଇଣ୍ଡିଆନ ମୁଜାହିଦ୍ଦନ ଆତଙ୍କବାଦୀଙ୍କୁ ବୋଧଗୟା ସିରିଏଲ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ କରିଛି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ବିଚାରପତି ମନୋଜ କୁମାର ସିହ୍ନା ତାଙ୍କ…
Read More...

‘‘ମହାନଦୀ ପ୍ରସଙ୍ଗରେ ଛତିଶଗଡକୁ କେନ୍ଦ୍ର ବିରୋଧ କରିପାରିବେ କି’’ ; ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ସୁରକ୍ଷା ଯାତ୍ରାର ଆଜି ହେଉଛି ଉଦଯାପନୀ ଦିବସ । ପାରାଦୀପ ବିଜୁ ମୈଦାନରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି । ଏହି ଉଦଯାପନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅଭିଭାଷଣରେ…
Read More...

ରାରା ଚିକେନ୍‍

ଆବଶ୍ୟକ ସାମଗ୍ରୀ: ଚିକେନ୍‍- ୫୦୦ଗ୍ରାମ୍‍ ଚିକେନ କିମା- ୧୦୦ଗ୍ରାମ୍‍ ତେଜପତ୍ର- ୧ଟି ତେଲ- ୪ଚାମଚ ଗୁଜୁରାତି- ୪ଟି ଡ଼ାଲଚିନି- ୧ଟି ଜିରା- ୧ଚାମଚ ଅଦା,ରଶୁଣ ପେଷ୍ଟ- ୨ଚାମଚ କଞ୍ଚା ଲଙ୍କା- ୧ଟି ପିଆଜ- ୨ଟି…
Read More...

ଗରମଦିନେ ଅଣ୍ଡା ଖାଇଲେ ଶରୀର ଉପରେ ପଡେ ନାହିଁ କୁପ୍ରଭାବ !

ଧାରଣ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ଧାରଣା ଯେ ଗରମ ଦିନେ ଅଣ୍ଡା ଖାଇଲେ ପେଟ ଖରାପ ହେବା ସହ ତାହା ଠିକ୍ ଭାବେ ହଜମ ହୋଇନଥାଏ। ଏଣୁ ଶୀତଋତୁରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଦିଲ୍ଲୀସ୍ଥିତ ନାମକରା…
Read More...

କାନାଡାରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଆଇଡି ବିସ୍ପୋରଣ,୧୫ ଆହତ

 ଟରୋଣ୍ଟୋ : କାନାଡାର ରାଜଧାନୀ ଟରୋଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ପୋରଣ ଘଟି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।  ଟରୋଣ୍ଟର ପିଲ୍‌ ରିଜିଓନାଲ ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି । ଘଟଣାସ୍ଥଳରୁ ଦୁଇ ଜଣ…
Read More...

ରେଲୱ ଷ୍ଟେସନରୁ ଜାଲ ନୋଟ୍ ଜବତ

ଭୁବନେଶ୍ବର: ଭୁବନେଶ୍ବର ରେଲୱ ଷ୍ଟେସନରୁ ବିପୁଳ ପରିମାଣର ଜାଲ ନୋଟ୍ ଜବତ ହୋଇଛି । ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ଚଢଉ କରାଯାଇ କାମାକ୍ଷାନଗର-ଯଶୱନ୍ତପୁର ଏକ୍ସପ୍ରେସରୁ ୨ ହଜାର ଟଙ୍କିଆ ଜାଲ ନୋଟ୍ ଜବତ ହୋଇଛି । …
Read More...

ଆଜି ନିର୍ବାଚନ ହେଲେ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ

ନୂଆଦିଲ୍ଲୀ: ଯଦି ଆଜି ଦେଶରେ ସାଧାରଣ ନିର୍ବାଚନ ସମେତ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଏକାସହିତ ହୁଏ ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଫେରିବେ। କିନ୍ତୁ…
Read More...

ତିନି ରାଜ୍ୟ ମନା କରିବା ପରେ ତାମିଲ୍‍ନାଡ଼ୁ ଦେଇଥିଲା ଅନୁମତି

ଚେନ୍ନାଇ: ୧୩ଜଣଙ୍କ ଜୀବନ ଯିବା ପରେ ଆପାତତଃ ବନ୍ଦ ହେବାକୁ ଯାଉଛି ଟୁଟିକୋରିନ୍‍ ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ କାରଖାନା। ଏଥିସହିତ ଆଉ ଏକ ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସିଛି। ପୂର୍ବରୁ ଏହି କାରଖାନା ପାଇଁ…
Read More...

ଅମାବାସ୍ୟାରୁ ସାବିତ୍ରୀ ନିଖୋଜ, ଫଟୋଧରି ଖୋଜି ବୁଲୁଛନ୍ତି ସ୍ୱାମୀ

କୋରାଇ: ୧୪ ତାରିଖ ଥିଲା ସାବିତ୍ରୀ ଅମାବାସ୍ୟା। ସେଦିନ ବୃଦ୍ଧ ସୁଦନଙ୍କ ସ୍ତ୍ରୀ ସାବିତ୍ରୀ ନିଖୋଜ ହୋଇଯାଇଛନ୍ତି। ପ୍ରାଣଭରି ଭଲ ପାଉଥିବା ସ୍ତ୍ରୀକୁ ପଇବା ପାଇଁ ସେହିଦିନଠାରୁ ଆଜି ଯାଏଁ ବୁଲିବୁଲି ଖୋଜୁଛନ୍ତି ସୁଦନ।…
Read More...

ଓଡ଼ିଶାବାସୀଙ୍କ ଦୁର୍ଦଶା ପାଇଁ କଂଗ୍ରେସ ଦାୟୀ:ଧର୍ମେନ୍ଦ୍ର

ଭୁବନେଶ୍ୱର:ସ୍ୱାଧୀନତାର ୭୦ବର୍ଷରୁ ଅଧିକ କାଳ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଶାସନ ଦାୟିତ୍ୱରେ ରହିଛି। ଦୀର୍ଘ ସମୟ ଧରି କଂଗ୍ରେସ ଶାସନଗାଦିରେ ଥିଲେ ମଧ୍ୟ ଓଡିଶାବାସୀ ଆଜି ଅବହେଳିତ। କାହିଁକି ଓଡ଼ିଶାବାସୀଙ୍କ ଏ…
Read More...

କର୍ଣ୍ଣାଟକ: ଆଜି ଆସ୍ଥା ଭୋଟ୍‍; ବିଧାୟକମାନେ ହୋଟେଲ୍‍ରେ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶପଥ ଗ୍ରହଣ କରିଥିବା ଏଚ୍‍.ଡି କୁମାରସ୍ୱାମୀ ସରକାର ଶୁକ୍ରବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ; କିନ୍ତୁ ଏହା ପୂର୍ବରୁ ‘ଘରେ ନ ପସୁଣୁ ଚାଳ ବାଜିବା’ ଭଳି ପରିସ୍ଥିତି…
Read More...

ବଡ଼ମେଡିକାଲ୍‍ରୁ ୩ ଦଲାଲ ଗିରଫ

ବ୍ରହ୍ମପୁର: ବ୍ର୍‍ହ୍ମପୁର ବଡ଼ମେଡିକାଲରେ ଦଲାଲମାନେ ସକ୍ରିୟ ରହିଥିବା ନେଇ ପୂର୍ବରୁ ଯେଉଁ ଅଭିଯୋଗ ହୋଇଆସୁଥିଲା ତାହା ଆଜି ସତ୍ୟରେ ପ୍ରମାଣିତ ହୋଇଛି। ବଡମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରଲୋଭନ…
Read More...

 ଚିଟ୍‍ଫଣ୍ଡ୍‍ ନିର୍ଦେଶିକାଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଜମାକାରୀଙ୍କୁ ବିଭିନ୍ନ ଯୋଜନାରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ୫ କୋଟି ଟଙ୍କାର ଅଧିକ ଠକେଇ କରିଥିବା ଚିଟଫଣ୍ଡ୍‍ କମ୍ପାନୀ ମେସର୍ସ ଇଣ୍ଟରଓସିନ୍‍ ଗ୍ରୁପ୍‍ର ନିର୍ଦେଶିକା ସୁନିତା ସାମଲଙ୍କୁ ଗୁରୁବାର…
Read More...

ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର:ରାଜ୍ୟର ପ୍ରାଇମେରୀ ଓ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତର(ଆସିଷ୍ଟାଣ୍ଟ ସର୍ଜନ) ଓ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦରମା ବୃଦ୍ଧି କରାଯାଇଛି। ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ…
Read More...

ବିମାନବନ୍ଦର ଉଡ଼ାଇବାକୁ ଧମକ

ଦ୍ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅନ୍ୟପକ୍ଷରେ ଗତ କିଛି ଦିନ ହେବ ବିଜୁ ପଟ୍ଟନାୟକ…
Read More...

ଆଜି ଘରୋଇ ହସ୍ପିଟାଲ ବନ୍ଦ: ନୂଆରୋଗୀଙ୍କୁ ମିଳିବନି ଚିକିତ୍ସା

ଭୁବନେଶ୍ୱର: ଓଡ଼ିଶାର ଘରୋଇ ହସ୍ପିଟାଲ ଓ ଡାଏଗ୍ନୋଷ୍ଟିକ୍‍ ସେଣ୍ଟର ପ୍ରତି ଓଡ଼ିଶା ସରକାରଙ୍କ କଠୋର ଓ ବୈମାତୃକ ମନୋଭାବ ବିରୋଧରେ ଶୁକ୍ରବାର ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ଡାକରା ଦେଇଛି। ପାଖାପାଖି ୨୦୦୦ରୁ…
Read More...

ଜେଲ୍‍ରେ କଏଦୀର ଆତ୍ମହତ୍ୟା

ଖଣ୍ଡପଡ଼ା: ଖଣ୍ଡପଡ଼ା ସବ୍‍ଜେଲରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନା ବସନ୍ତ କୁମାର ସେଠୀ(୩୬)। ୮ ନଂ ୱାର୍ଡ ଧୋବାସାହିରେ ତାଙ୍କ ଘର। ଗୁରୁବାର ଅପରାହ୍ଣ ୩.୩୦ ମିନିଟରେ ଜେଲ ପରିସରରେ ସେ…
Read More...

ସିଟି ହସ୍ପିଟାଲରେ ଖୋଲିବ ଜରା ୱାର୍ଡ

କଟକସିଟି: ବୃଦ୍ଧ/ବୃଦ୍ଧା ରୋଗୀଙ୍କ ପାଇଁ ସିଟି ହସ୍ପିଟାଲରେ ଖୁବଶୀଘ୍ର ଜରା ୱାର୍ଡ ବା ଜେରିଆଟିକ ୱାର୍ଡ ଖୋଲିବାକୁ ଯାଉଛି। ଏଥିପାଇଁ ବ୍ୟୟ ଅଟକଳ ସରିଲାଣି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡିଛି। ଏହାଦ୍ୱାରା…
Read More...

ନିଆଳିରେ ପୁଣି ଆତଙ୍କ, ମେଣ୍ଢା ମୃତ, ୨ ଆହତ

ନିଆଳି: ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ପୁଣି ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ଟି ଆହତ ହୋଇଛନ୍ତି। ଫଳରେ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି। …
Read More...

ହୋଟେଲରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ହୋଟେଲରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି। ୨୨ ତାରିଖରୁ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳରେ ଥିବା ଏକ ହୋଟେଲରେ ସେମାନେ ରହୁଥିଲେ। ମୃତକମାନେ ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ଶୁଭଙ୍କର ମାଝୀ…
Read More...

ଦେବଗଡ଼, ଝାରସୁଗୁଡ଼ା ଖୋଲା ମଳମୁକ୍ତ ଜିଲା

ଦେବଗଡ଼, ଝାରସୁଗୁଡ଼ା ଖୋଲା ମଳମୁକ୍ତ ଜିଲା ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲା ଦେବଗଡ଼ ଓ ଝାରସୁଗୁଡ଼ା ଜିଲାକୁ ଓଡ଼ିଏଫ(ଖୋଲା ମଳମୁକ୍ତ ଜିଲା) ଭାବେ ଘୋଷଣା କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ଆଉ ୪ଟି ଜିଲାକୁ…
Read More...

ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା

ଚିଲିକା: ଚିଲିକାରେ ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଶେଷ ହୋଇଛି। ବିଗତ ୪ ବର୍ଷ ହେଲା ଗ୍ରୀଷ୍ମକାଳୀନ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବାବେଳେ ଚଳିତଥର ଏଥିରେ ବୃଦ୍ଧି ଘଟିଛି। ଚଳିତବର୍ଷ ୯୭ ପ୍ରଜାତିର ୫୦ହଜାର ୫୪୧ଟି ପକ୍ଷୀ…
Read More...

ଅଧିକ ଲୋକଙ୍କୁ ଖାଦ୍ୟ ସୁରକ୍ଷା ମିଳୁ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଓଡ଼ିଶାରୁ ଅତିରିକ୍ତ ୩୪.୪୪ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି।…
Read More...

ବୁଦ୍ଧନାଥ ମନ୍ଦିରରୁ ମିଳିଲା ହିନ୍ଦୀ ମିଶ୍ରିତ ଓଡ଼ିଆ ଶିଳାଲିପି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ି ପାଞ୍ଚଣ ଗ୍ରାମରେ ଥିବା ଦ୍ୱାଦଶ ଶତାବ୍ଦୀର ବୁଦ୍ଧନାଥ ମନ୍ଦିର ପରିସରରୁ ମିଳିଛି ହିନ୍ଦୀ ମିଶ୍ରିତ ଓଡ଼ିଆ ଶିଳାଲିପି। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ…
Read More...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ, ତାଲିମ ପ୍ରତିଷ୍ଠାନ

ନୂଆଦିଲ୍ଲୀ: ଓଡ଼ିଶା ସରକାର ରାଜ୍ୟରେ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପରିପ୍ରେକ୍ଷୀରେ ଜଣେ ଓଡ଼ିଆ ଯୁବକ ଏ କ୍ଷେତ୍ରରେ…
Read More...

ରେଭେନ୍ସା ସାଇନ୍‍-ଏ-ଡାଏ ପ୍ରସଙ୍ଗରେ ମାନବାଧିକାର କମିସନଙ୍କ ନୋଟିସ୍‍

କଟକ: ରୋଭେନ୍ସା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୮ତାରିଖରେ ବିନାକାରଣରେ ସାଇନ୍‍-ଏ-ଡାଏ ଘୋଷଣା କରିଥିବାବେଳେ ଏହାକୁ ନେଇ ରାଜ୍ୟ ମାନବାଧିକାର କମିସନ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛନ୍ତି।…
Read More...

ନିପା ଆଶଙ୍କାରେ କଟକ, ସତର୍କ ରହିବାକୁ ପରାମର୍ଶ

କଟକ: ଦକ୍ଷିଣ ଭାରତରେ ଦେଖାଦେଇଥିବା ନୂତନ ଭୂତାଣୁ ‘ନିପା’ କଟକକୁ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବାଦୁଡ଼ି ଖଣ୍ଡିଆ ଫଳ ଖାଇବା ତଥା ଘୁଷୁରିଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ‘ନିପା’ ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ…
Read More...

ପଶ୍ଚିମ ଉତ୍ତପ୍ତ; ଉପକୂଳ ଆଶ୍ବସ୍ତ

ଦ୍ଭୁବନେଶ୍ୱର: ଉପକୂଳ ଓ ଏହାର ଆଖପାଖ ଜିଲାଗୁଡ଼ିକରେ କାଳବୈଶାଖୀ ଲାଗି ରହିଥିବାବେଳେ ପଶ୍ଚିମରେ ତାତି ଅବ୍ୟାହତ ଅଛି। ଗୁରୁବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ତାଳଚେରରେ…
Read More...