mission shakti banner

ଫୁଟ୍‌ପାଥ ଉପରକୁ ମାଡିଗଲା ଟ୍ରକ୍, ୩ ମୃତ

BSKY banner  750×100
0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ କୋକାକୋଲା ବୋଝେଇ ଟ୍ରକ୍‌ ଭାରସ୍ୟାମ ହରାଇ ଫୁଟ୍‌ପାଥ ଉପରକୁ ମାଡି ଯାଇଛି । ଫଳରେ ଫୁଟ୍‌ପାଥରେ ବିଶ୍ରାମ କରୁଥିବା ୩ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଅଟକ ରଖିଛି ।

Leave A Reply