ରାହୁଲ୍‍ଙ୍କ ସଭାରେ ଭିଡ଼ କମୁଛି, କଂଗ୍ରେସର ଚିନ୍ତା ବଢ଼ୁଛି

0

ମନ୍ଦସୌର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସଭାରେ ଜନସମାଗମ ହେଉନଥିବାରୁ କଂଗ୍ରେସର ଚିନ୍ତା ବଢ଼ିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଏକ ନୂଆ ସୂତ୍ର ବାହାର କରାଯାଇଛି। କଂଗ୍ରେସର ନେତାଙ୍କୁ ଟିକେଟ୍‍ ଥୋପ ପକାଇ ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି କଂଗ୍ରେସ। ଆସନ୍ତା ଜୁନ୍‍ ୬ ତାରିଖରେ ମଧ୍ୟପ୍ରଦେଶର ପିପ୍‍ଲିମଣ୍ଡିଠାରେ ରାହୁଲ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାହୁଲ୍‍ଙ୍କ ସଭାକୁ ଯିଏ ଯେତେ ଅଧିକ ସଂଖ୍ୟକ ଲୋକ ଆଣିପାରିବ ତାକୁ ଆଗାମୀ ନିର୍ବାଚନରେ ଟିକେଟ୍‍ ମିଳିବ ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପ୍ରଭାରି ତଥା ଏଆଇସିସି ସଚିବ ସଞ୍ଜୟ କାପୁର ଘୋଷଣା କରିଛନ୍ତି।

Leave A Reply