ପୂର୍ବତନ କଂଗ୍ରେସ କାଉସିଲରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ଗିରଫ

0

ପୁରୀ: ପୂର୍ବତନ କଂଗ୍ରେସ କାଉସିଲର ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପରକୁ ହୋଇଥିବା ଗୁଳିମାଡ ମାମଲାରେ ଅଭିଯୁକ୍ତ ସର୍ବେଶ୍ବର ବେହେରାଙ୍କୁ ଗତକାଲି ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ପୁରୀରେ ହୋମଗାର୍ଡ ଭାବରେ କାର୍ଯ୍ୟ କରନ୍ତୁ । ଗିରଫ ପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୧ ତାରିଖରେ ପୂର୍ବତନ କଂଗ୍ରେସ କାଉସିଲର ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପରକୁ ଗୁଳିମାଡ କରାଯାଇ ହତ୍ୟା ଉଦ୍ୟମ କରାଯାଇଥିଲା ।

Leave A Reply