ଓଏଏସ୍‌ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର: ବରିଷ୍ଠ ଓଏଏସ୍‌ସ୍ତରରେ ଅଦଳ ବଦଳକରାଯାଇଛି ।, ଅଜୟ କୁମାର ଜେନାଙ୍କୁ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ, ନିହାର ରଂଜନ ଦାସ ବୁର୍ଲାଙ୍କୁ  ଭିମ୍‌ସାର ପ୍ରଶାସକ ଓ ଦିଲ୍ଲୀପ କୁମାର ରାୟଙ୍କୁ  ସ୍ମାଟ୍‌ସିଟିର ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।ସେହିପରି ଗୋପାଳ ସ୍ୱାମୀ ନାଇଡୁଙ୍କୁ କଳାହାଣ୍ଡି ଜିଲାର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରସନ୍ନ କୁମାର ଦାଶଙ୍କୁ ପୁରୀର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସୁଦାମ ଚରଣ ମଣ୍ଡଳଙ୍କୁ ଏମ୍‌କେସିଜି  ମେଡିକାଲ କଲେଜର  ପ୍ରଶାସକ, ରଜନୀ ଜାନିଙ୍କୁ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜର ପ୍ରଶାସକ, ନିବେଦିତା ପୃଷ୍ଟିଙ୍କୁ ଆମ ଗାଁ ଆମ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ, ଦୀପକ ରାଉତରାୟଙ୍କୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply