www.samajalive.in
Monday, December 15, 2025
24.1 C
Bhubaneswar

ଡକାୟତ ଦଳ ଗିରଫ ; ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଝାଡନକୁଲି ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟ ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗକୁ ସଦର ଥାନା ପୁଲିସ ଗିରଫ କରିଛି। ଏହି ଡକାୟତି ଗ୍ୟାଙ୍ଗ ଠାରୁ ପୁଲିସ ତିନୋଟି ଖଣ୍ଡା ଏବଂ ଦୁଇଟି ବୋମା ଜବତ କରିଛି।

ଗିରଫ ହୋଇଥିବା ପାଞ୍ଚଜଣ ଅଭିଯୁକ୍ତ ହେଉଛନ୍ତି  କମାଗାଁର ଜିତୁ ସାହୁ ଓ ସିଲୁ ପାଣିଗ୍ରାହୀ, ଜଗଦଲପୁରର ମନୋଜ ଘଡେଇ, ଲୋଚାପଡାର ସାଗର ଚୌଧୁରୀ ଓ ଗିନା ବେହେରା ବୋଲି ଜଣାପଡିଛି।
ସମସ୍ତ ଅଭିଯୁକ୍ତ ମାନଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories