ଗିରଫ ହେଲେ ଅବକାରୀ ବାବୁ ଏବଂ ତାଙ୍କ ଟିମ୍  

0

କନ୍ଧମାଳ: ଅବକାରୀ ସବ୍ ଇନସ୍ପେକ୍ଟର ଏସ.ସିମାଞ୍ଚଳ ରାଓ ବାଲିଗୁଡା ପୁଲିସ ଦ୍ବାରା ଗିରଫ ହୋଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ କୁଟିକିଆ ଏବଂ ସିନ୍ଧିରଗାଁରେ ଗଞ୍ଜେଇ ବେପାରୀଙ୍କୁ ଠାରୁ ଟଙ୍କା ନେଉଥିଲେ ଏବଂ ଏହା ବଦଳରେ ସୋମନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସବ୍ ଇନସ୍ପେକ୍ଟର ଏସ.ସିମାଞ୍ଚଳ ରାଓଙ୍କ ସହ ତାଙ୍କ ପୁରା ଟିମକୁ ପୁଲିସ ଗିରଫ କରିଛି ।

Leave A Reply