୨୦୨୧ ଆଇପିଏଲ୍‌ ପାଇଁ ସିଏସ୍‌କେ ନେଇପାରେ କଠୋର ନିଷ୍ପତ୍ତି, ବାଦ୍‌ପଡ଼ିବେ ଏକାଧିକ ଖେଳାଳି

ଚେନ୍ନଇ, ୨୨।୧୦: ଚେନ୍ନଇ ସୁପର କିଙ୍ଗ୍‌ସ ହେଉଛି ଏପରି ଏକ ଦଳ; ଯାହା ୧୧ଟି ଆଇପିଏଲ୍‌ ସିଜିନ୍‌ରେ ଖେଳିଥିଲେ ହେଁ ବହୁତ କମ୍ ଖେଳାଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ୟୁଏଇରେ ଏ​‌ବେ ଚାଲିଥିବା ଆଇପିଏଲ୍‌ର ୧୩ଶ…
Read More...

ମୃତ୍ୟୁର ଶୃଙ୍ଖଳିତ ଆବାହନ; ମଦ ଦୋକାନ ସାମ୍ନାର ଶୃଙ୍ଖଳା ପରିବା ହାଟରେ ନାହିଁ

କୋଭିଡ୍-୧୯ ମହାମାରୀ ସମୟରେ ଅନେକ ବ୍ୟତିକ୍ରମ, ଅଭାବନୀୟ ଓ ଆଶ୍ଚର୍ଯ୍ୟଜନକ ଘଟଣା, ଜଳବାୟୁ ଓ ଜନମାନସିକତାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜୀବନ ଓ ଜୀବିକା ସୂତା ଖିଅରେ ଝୁଲୁଛି। ଏହା ସତ୍ତ୍ୱେ ଯେଉଁ…
Read More...

୪ ଜିଲାକୁ ବର୍ଷା ବିପଦ

ଭୁବନେଶ୍ବର: ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳେ ଅବପାତରେ ପରିଣତ ହେବା ପରେ ଆଜି ଅପରାହ୍ନ ସୁଦ୍ଧା ଏହା ଘଣ୍ଟାକୁ ୧୧କିମି ବେଗରେ ଅାଗକୁ ବଢ଼ୁଛି।…
Read More...

ପାର୍ବଣରେ କଟକଣା ବାଟବଣା; ରହୁନି ସାମାଜିକ ଦୂରତା, ପ୍ରଶାସନ ନିରବଦ୍ରଷ୍ଟା

ଭୁବନେଶ୍ବର: କରୋନା ଟିକା ନଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନତାଙ୍କୁ କୋଭିଡ-୧୯…
Read More...

ବାଂଲାଦେଶ ମହିଳା କ୍ରିକେଟର୍‌ଙ୍କ ବିବାହ ଫଟୋକୁ ନେଇ ଚର୍ଚ୍ଚା

ଢାକା: ବାଂଲାଦେଶ ମହିଳା କ୍ରିକେଟର୍‌ ସଂଜିଦା ବିବାହ ସରିବା ପରେ କ୍ରିକେଟ୍‌ ପଡ଼ିଆରେ ଫଟୋସୁଟ୍‌ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ସଂଜିଦାଙ୍କ ଏପରି ଫଟୋସୁଟ୍‌କୁ ନେଇ ବର୍ତ୍ତମାନ…
Read More...

ହଜିଯାଇଥିଲେ ମିଳିବ ‘ଡୁପ୍ଲିକେଟ୍‌’ ଏସ୍‌ଏଲ୍‌ସି

ଭୁବନେଶ୍ବର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନକଲ(ଡୁପ୍ଲିକେଟ୍‌) କଲେଜ ଲିଭିଙ୍ଗ ସାର୍ଟିଫିକେଟ୍‌ ଓ ସ୍କୁଲ ଲିଭିଙ୍ଗ…
Read More...

ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଉପରେ କଟକଣା; ଭବାନୀପାଟଣାରେ ୭୨ ଘଣ୍ଟା ୧୪୪ ଧାରା

ଭବାନୀପାଟଣା : କୋଭିଡ୍‌ ସମୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବିରଳ ଛତରଯାତ୍ରା ଯୋଗୁଁ ପ୍ରଶାସନ କଡ଼ା କଟକଣା ଜାରି କରିଛି। ୨୨ ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଭବାନୀପାଟଣା ସହରରେ…
Read More...

ଶିକ୍ଷା ସହାୟକଙ୍କୁ ପେନସନ ପ୍ରସଙ୍ଗ; ତୁରନ୍ତ ବିଚାର ଲାଗି ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୦୦୪ ବିଜ୍ଞାପନ ବଳରେ ନିଯୁକ୍ତ ହୋଇଥିବା ଶିକ୍ଷା ସହାୟକଙ୍କୁ ପେନସନ ପ୍ରଦାନ ଲାଗି ବାଟ ଫିଟିଛି। ଚଳିତମାସ ୧୫ରେ ଏକ ମାମଲାର ବିଚାର କରି ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗ…
Read More...

ଦୁର୍ନୀତି କାହିଁକି?

ଅତୀତରେ ମାନବ ସମାଜର ଆଦର୍ଶ ଥିଲା ତ୍ୟାଗ। ମାତ୍ର ସମ୍ପ୍ରତି ମାନବ ସମାଜର ଆଦର୍ଶ ହୋଇଛି ଭୋଗ। ବସ୍ତୁବାଦୀ ଚିନ୍ତାଧାରା ଦ୍ୱାରା ପୀଡିତ ଆଧୁନିକ ସମାଜରେ ଅର୍ଥଲୋଭୀ ମନୁଷ୍ୟ ମଧ୍ୟରେ ରାତାରାତି ବଡଲୋକ ହେବାର…
Read More...

ରାଜ୍ୟ ସରକାରଙ୍କ ପଦୋନ୍ନତି ପ୍ରହସନ

ଭୁବନେଶ୍ୱର: କର୍ମଚାରୀଙ୍କୁ ଠିକ୍‍ ସମୟରେ ପଦୋନ୍ନତି ଦେଇ ଖୁସି କରିବା ଏବଂ ପଦୋନ୍ନତି ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଡିସେମ୍ବରରୁ ଏକ ପଦୋନ୍ନତି ଅଦାଲତ ଭଳି ସ୍ୱତନ୍ତ୍ର…
Read More...

ପାର୍ବଣ ସର୍ଜନା: ବଜାରରେ ୩୦ପତ୍ରିକା, କରୋନା ପାଇଁ ପଡ଼ିଛି ଫିକା

ଭୁବନେଶ୍ୱର : ପୂଜା ବଜାରରେ ପ୍ରକାଶ ପାଉଥିବା ପତ୍ରପତ୍ରିକା ବି କରୋନା କାୟାରୁ ବର୍ତ୍ତିନି। ପ୍ରତି ବର୍ଷ ଏକାଧିକ ପତ୍ରିକା ବଜାରକୁ ଆସୁଥିବାବେଳେ ଏଥର  ବଜାରକୁ ମାତ୍ର ୩୦ଟି ପତ୍ରିକା ଆସିଛି। ଗୋପବନ୍ଧୁଙ୍କ…
Read More...

ହାତବାନ୍ଧି ବସିଛନ୍ତି ଅନ୍‌ଲାଇନ୍‌ ବାଇକ୍‌ ଚାଳକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ବାଇକ୍‌ ଟ୍ୟାକ୍ସି ସେବା ପ୍ରଦାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଏହି ସେବା ବନ୍ଦ…
Read More...

ସମୁଦ୍ରରୁ ମିଳିଲା ୭୫୦କିଲୋର ମାଛ

ସୁବାସ ସଇଲାନ୍‌ ନାମକ କର୍ଣ୍ଣାଟକର ଜଣେ ଧୀବର ମାଙ୍ଗାଲୋରର ମାଲ୍‌ପେ ବନ୍ଦର ନିକଟ ଗଭୀର ସମୁଦ୍ରରୁ ଦୁଇଟି ବିରାଟକାୟ ମାଛ ଉଦ୍ଧାର କରିଛନ୍ତି। ଏହି ମାଛକୁ ‘ମାନ୍ତା ରେ’ ବୋଲି କୁହାଯାଉଛି। ଗୋଟିଏ ମାଛର ଓଜନ ୭୫୦ କିଲୋ…
Read More...

ଓଡ଼ିଶା ପୁଲିସର ୫୦୦ ଯୋଦ୍ଧାଙ୍କ ପ୍ଲାଜ୍‍ମା ଦାନ

ଭୁବନେଶ୍ୱର: କୋଭିଡ୍‍-୧୯ ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ଆକଳନ କରିଛନ୍ତି। ସେ​‌​‌ପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ପୁଲିସ ବାହିନୀରେ ୬୮୨୯ ଜଣ ପୁଲିସ କର୍ମଚାରୀ କୋଭିଡ୍‍ରେ ସଂକ୍ରମଣ…
Read More...

ଶୁକ୍ରବାର ରାଶିଫଳ (୨୩-୧୦-୨୦୨୦)

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ସମାଜ ସେବା ପ୍ରତି ମନ ବଳିବ। ଶାସ୍ତ୍ର ବିଶାରଦର ପରିଚୟ ସୃଷ୍ଟି କରିବେ। ସରକାରୀ ଅର୍ଥ ମିଳିବ। ଗୁଣଜ୍ଞ ହେବେ।…
Read More...

ରାଜସ୍ଥାନର ବ୍ୟାଟ୍‌ସମ୍ୟାନଙ୍କୁ ରୋକିଲେ ହୋଲ୍‌ଡର

ଦୁବାଇ : ଚଳିତ ଆଇପିଏଲ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ମୁକାବିଲା ଚାଲିଛି। କିଛି ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୨୦ ଓଭର ଶେଷରେ ୬…
Read More...

ମୋତିଝରନ ଗୁଳିକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ସମଦ ଗିରଫ

ସମ୍ବଲପୁର: ଗତ ୬ ଓ ୭ ତାରିଖ ମଧ୍ୟରାତ୍ରିରେ ମୋତିଝରନ ଠାରେ ଜଣକ ଘରକୁ ଜୋରଜବରଦସ୍ତି ପଶି ମାଡପିଟ କରିବା ସହିତ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସମ୍ବଲପୁର ପୁଲିସ ଗୁରୁବାର ଧରିବାରେ ସଫଳତା ହାସଲ କରିଛି।…
Read More...

ଘସିପୁରାରେ କଟକ ସ୍କ୍ୱାର୍ଡ଼ର ଚଢାଉ; ୩୬ ଚୋରା ବାଇକ ଜବତ

କେଶଦୁରାପାଳ: ଘସିପୁରା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର କଟକରୁ ଆସିଥିବା ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଓ ସ୍ଥାନୀୟ ପୋଲିସର ମିଳିତ ଚଢାଉରେ ବହୁ ପରିମାଣରେ ଚୋରା ମୋଟରସାଇକେଲ ଜବତ କରିଥିବା ଜଣାଯାଇଛି।…
Read More...

କରୋନା ମାଡ଼କୁ ବଳିଗଲା ମହଙ୍ଗା ମାଡ଼ : ଖାଁ ଖାଁ ଦଶହରା ବଜାର, କାହା ମୁହଁରେ ହସ ନାହିଁ

ଭୁବନେଶ୍ବର : ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । କରୋନାକୁ ନେଇ ଲୋକେ ଯେତିକି ବ୍ୟତିବ୍ୟସ୍ତ ନୁହଁନ୍ତି ଏବେ ମହଙ୍ଗା ବଜାରକୁ ନେଇ ତାଠାରୁ ଢ଼େର ଅଧିକ ଚିନ୍ତିତ । ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ ସବୁକିଛି ‌କୋହଳ…
Read More...

ପିଆଜ ଦର ବୃଦ୍ଧି ଚିନ୍ତା‌ : ସବୁ ଜିଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ସଚିବଙ୍କ ଚିଠି

ଭୁବନେଶ୍ବର : ସମ୍ପ୍ରତି ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ପରିସ୍ଥିତିକୁ ନଜରରେ ରଖି ଆଜି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ ଭି. ଭି. ଯାଦବ ସମସ୍ତ ଜିଲାର ଜିଲାପାଳମାନଙ୍କୁ…
Read More...

ପୋଷା କୁକୁର ବାୟୁ ସେନା ମୁଖ୍ୟ: ପୁଡ଼ୁଲ୍ ପ୍ରଜାତି କୁକୁର ’ଫୁଫୁ’କୁ ନିଯୁକ୍ତି ଦେଲେ ଥାଇଲାଣ୍ଡ ରାଜା

ରାଜା ମହାରାଜାମାନଙ୍କ ସଉକ କାହିଁରେ କ’ଣ । ଏବର ଯୁଗରେ ଥାଇଲାଣ୍ଡର ରାଜା ଏହାର ଜୀବନ୍ତ ଉଦାହରଣ । ରାଜାଙ୍କର ୩ ପତ୍ନୀ ଅଛନ୍ତି, ଏହା ସତ୍ବେ ତାଙ୍କ ନିକଟରେ ରହିଛନ୍ତି ୨୦ ଜଣ ସେକ୍ସ ସୋଲଜର (ଯେଉଁମାନଙ୍କୁ ବ୍ୟକ୍ତିଗତ…
Read More...

ଆଉ ଲାଉ ତୁମ୍ବି ଅଣ୍ଟାରେ ବାନ୍ଧି କରି ନୁହେଁ ବୋଟ୍‌ରେ ନଦୀ ପାରହେବେ ମାଲକାନଗିରି ଚିତ୍ରକୋଣ୍ଡାର ଅଙ୍ଗନୱାଡି କର୍ମୀ

ମାଲକାନଗିରି : ଲାଉ ତୁମ୍ବି ଅଣ୍ଟାରେ ବାନ୍ଧି ଜୀବନକୁ ପାଣି ଛଡାଇ ଭରା ନଈରେ ଆଉ ନଦୀ ପାର ହେବେନେ ମାଲକାନଗିରି ଚିତ୍ରକୋଣ୍ଡା ରାଲେଗଡା ପଞ୍ଚାୟତର ଅଙ୍ଗନୱାଡି କର୍ମୀ। କାରଣ ମାଲକାନଗିରିର ଅଙ୍ଗନୱାଡି କର୍ମୀଙ୍କ ଏହି…
Read More...

ପୁଲିସ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି

ବୌଦ୍ଧ  : ବୌଦ୍ଧ ରାଜନପାଲି ଅଞ୍ଚଳରେ ରହୁଥିବା ଏକ ପୁଲିସ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି ​‌ହେବା  ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଘର ଧନସଂପତ୍ତି ଯଦି ସୁରକ୍ଷିତ…
Read More...

ମାନବ ସଭ୍ୟତାର ଅମୂଲ୍ୟ ଦସ୍ତାବିଜ: ଅବହେଳିତ ‘ଉଲାପଗଡ଼’

ଝାରସୁଗୁଡ଼ା(ପ୍ରଭୁଦତ୍ତ ପୂଜାରୀ): ବଣଜଙ୍ଗଲଘେରା ସରୁ ପାହାଡ଼ଟିଏ। ହଜାରହଜାର ବର୍ଷ ଧରି ଶବ୍ଦଟିଏ କହି ପାରି ନାହିଁ ସତ ହେଲେ ଅନେକ କିଛି କହିବାକୁ ଚେଷ୍ଟା କରୁଛି। ବହୁ ଗବେଷକ ତା’ ତୁଣ୍ଡରେ ଭାଷା ଫୁଟାଇବାର ପ୍ରୟାସ…
Read More...

ସମସ୍ତଙ୍କୁ ଟୀକା ଯୋଗାଇବାର ସମ୍ବଳ ସରକାରଙ୍କ ପାଖରେ ରହିଛି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି।  ଚଳିତ ବର୍ଷ ଶେଷ ସୁଦ୍ଧା ଦେଶ କରୋନା ଟିକା ପାଇପାରେ ବୋଲି ବିଶ୍ଵାସ କରାଯାଉଛି । ଏହି ସମୟରେ କେନ୍ଦ୍ର ବ୍ୟୟ ସଚିବ ଟି.ଭି.ସୋମନାଥନ୍ କୋଭିଡ଼ ୧୯…
Read More...

ପାରାଦୀପ ଆଙ୍କରେଜ ପଏଣ୍ଟରେ ଜାହାଜରୁ ସମୁଦ୍ରକୁ ଖସି ପଡିଥିବା ୩ ଜଣ ବାଂଲାଦେଶୀ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ପାରାଦୀପ :  ଅଶାନ୍ତ ସମୁଦ୍ରରେ ଶାନ୍ତ ହୋଇ କାର୍ଯ୍ୟ କରିବାର ଶୈଳୀ, ପାରାଦୀପ ବନ୍ଦରର ସାମୁଦ୍ରିକ କର୍ମଚାରୀଙ୍କୁ ବେଶ୍‍ ଭଲ ଭାବେ ଜଣା। ଏହା ଆଜି ପୁଣି ପ୍ରମାଣିତ ହୋଇଛି। ମାଲ୍ଟା ଫ୍ଲାଗ୍‍ ବହନକାରୀ ଲୁହାପଥର…
Read More...

ଝିଅ ବାହାଘରରେ ଖର୍ଚ କରିଥିଲେ ୫ଶହ କୋଟି ଟଙ୍କା: ଏବେ ଦେବାଳିଆ, ମୁଣ୍ଡ ଉପରେ ୨୪ ହଜାର କୋଟି ଟଙ୍କା ଋଣ

ଲଣ୍ଡନ: ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ଏକଦା ଥିଲେ ବିଶ୍ଵର ଅନ୍ୟତମ ଧନୀ । ନିଜ ଝିଅ ବାହାଘରରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ କରିଥିଲେ । ମାତ୍ର ଏବେ ତାଙ୍କ ମୁଣ୍ଡ ଉପରେ ୨୪ ହଜାର କୋଟି ଟଙ୍କାର…
Read More...

ଘସିପୁରା ବ୍ୟାଙ୍କ ଅଫ ବରୋଦା ରେ ମିଳୁନି ସେବା, ଗ୍ରାହକ ହନ୍ତସନ୍ତ

କେଶଦୁରାପାଳ : ଘସିପୁରା ବ୍ୟାଙ୍କ ଅଫ ବରୋଦା ଶାଖାରେ ମୌଳିକ ସେବା ମିଳୁ ନଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆର୍ଥିକ ଲେଣଦେଣ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ସେବା…
Read More...

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର : ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ…
Read More...

ବିହାର କଂଗ୍ରେସ କାର୍ଯ୍ୟାଳୟ ସାଦକତ ଆଶ୍ରମରେ ଆୟକର ଚଢ଼ଉ

ବିହାର ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ । ଏପରି ସ୍ଥିତିରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ସାଦକତ ଆଶ୍ରମରେ ଆୟକର ଚଢ଼ଉ ହୋଇଛି । କାର୍ଯ୍ୟାଳୟରୁ ନଗଦ ଲକ୍ଷଲକ୍ଷ ଟଙ୍କା ଜବତ କରାଯାଇଥିବା…
Read More...

ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ : ସ୍ନାତକରେ ବିନ୍ଦୁରେଖା, ସ୍ନାତକୋତ୍ତରରେ ରିତୁରାଣୀ…

ବଲାଙ୍ଗିର : ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଭୟ ସ୍ନାତକ ଓ ସ୍ନାତକୋତ୍ତର-୨୦୨୦ ବର୍ଷର ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି। କୋଭିଡ କଟକଣା ଯୋଗୁଁ ପରୀକ୍ଷା ବହୁ ବିଳମ୍ବରେ ଅନୁଷ୍ଠିତ ହୋଇଥିଲେ…
Read More...

ଏଣିକି ଅନଲାଇନରେ ହେବ ରେସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ

ହିତାଧିକାରୀଙ୍କ ସୁବିଧା ପାଇଁ ବ୍ୟାପକ ସଚେତନତା ଅଭିଯାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ https://youtu.be/1PwealhGHn8 ଭୁବନେଶ୍ଵର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ…
Read More...

ପଞ୍ଚାୟତର ସମସ୍ୟା ନେଇ ବାଚସ୍ପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲା ଫାଶିଗୁଡା ଗ୍ରାମପଞ୍ଚାୟତର ଚାଷୀ

ଭୁବନେଶ୍ବର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶିଗୁଡା ଗ୍ରାମପଞ୍ଚାୟତର ୩୦ ନଜ ଗ୍ରାମ ପଞ୍ଚୟତର ସମସ୍ୟା ନେଇ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଭେଟିଛନ୍ତି। ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ…
Read More...

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ପିପୁଲ୍ ଫର୍‌ ସେବାର ସଦସ୍ୟ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଛନ୍ତି ପିପୁଲ୍ ଫର୍‌ ସେବାର ସଦସ୍ୟ। ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦିର୍ଘ ୩ ମାସ ବିତି ଯାଇଥିଲେ…
Read More...

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ଘୋଷଣା: ରାଜ୍ୟରେ ସମସ୍ତଙ୍କୁ ଦିଆଯିବ ମାଗଣା କରୋନା ଟୀକା

ତାମିଲନାଡ଼ୁରେ ସମସ୍ତ ନାଗରିକଙ୍କୁ ଦିଆଯିବ ମାଗଣା କରୋନା ଟୀକା । ମୁଖ୍ୟମନ୍ତ୍ରୀ  ଏଡାପ୍ପାଡି କେ ପଲାନିସ୍ବାମୀ  ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ।  ପୁଦୁକୋଟାଇରେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ପ୍ରକଳ୍ପ…
Read More...

ନୂଆ ଗାଡି ପଞ୍ଜୀକରଣ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ବର : ଆସନ୍ତା ୨୪ ଓ ୨୬ ତାରିଖରେ ଦଶହରା ଛୁଟି ଥିଲେ ମଧ୍ୟ ରାଜ୍ୟରେ ଖୋଲା ରହିବ ଆରଟିଓ ଅଫିସ। ଦଶହରା ସମୟରେ ନୂଆ ଗାଡି ଅଧିକ ବିକ୍ରୀ ହେଉଥିବା କାରଣରୁ ନୂଆ ଗାଡି ଗୁଡିକର ପଞ୍ଜୀକରଣ ପାଇଁ ଆରଟିଓ ଅଫିସ ଖୋଲା…
Read More...

ଭୁବନେଶ୍ବରରୁ ଆଉ ୨୦୧ ପଜିଟିଭ୍ ଚିହ୍ନଟ, ୨୮ ହଜାର ଟପିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ ୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନରୁ ଓ ୧୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ…
Read More...

ବିଧାୟକଙ୍କ ଦ୍ୱାରା ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ

ବାଙ୍କୀ : ବସ୍ତି ବାସିନ୍ଦା ଭାଇ ଓ ଭଉଣୀ ମାନଙ୍କୁ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ଜାଗା ମିଶନ ଜରିଆରେ ଭୂମି ଅଧିକାର ଦିଆଯିବା ଏକ ବିଶେଷ କାର୍ଯ୍ୟକ୍ରମ। ଏହି ଅବସରରେ ବାଙ୍କୀ ସହର ଅନ୍ତର୍ଗତ ଶ୍ରୀଚନ୍ଦନପୁର ଅଧିନ…
Read More...

‘ବାହୁବଳୀ’ଠାରୁ ଅଧିକ ରୋମାଞ୍ଚକର ହେବକି “ଆର୍‌ଆର୍‌ଆର୍‌”? ସାମ୍ନାକୁ ଆସିଲା ପ୍ରଥମ…

ମୁମ୍ବଇ : ବ୍ଲକ ବଷ୍ଟର ଚଳଚ୍ଚିତ୍ର ବାହୁବଳୀ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ନିର୍ଦେଶକ ଏସ୍‌ଏସ୍ ରାଜମୌଲିଙ୍କ ଆଗାମୀ ସିନେମା "ଆର୍‌ଆର୍‌ଆର୍‌"ର ଫାଷ୍ଟ ଲୁକ୍ ଭିଡ଼ିଓ ସାମ୍ନାକୁ ଆସିଛି। …
Read More...

ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ଏସ୍‌ଆଇ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ଜଣେ ସବଇନ୍ସପେକ୍ଟରଙ୍କୁ ଦାଢି ରଖିବା ମହଙ୍ଗା ପଡ଼ିଛି। ବିନା ଅନୁମତିରେ ଦାଢ଼ି ରଖିବା ପାଇଁ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ…
Read More...

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

- ଅଭିଯୋଗ ପରେ ଆକଳନ ଚାଲିଛି - କୃଷି ଜିଲା ଅଧିକାରୀ - କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ - ଚାଷୀନେତା ବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ…
Read More...

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍‌ କଲେ ୧୫ହଜାର ୨୪୪ ଛାତ୍ରଛାତ୍ରୀ

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଚଳିତଥର ୨୧ ହଜାର ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ମୋଟ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପାସ୍…
Read More...

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ରାଜ୍ୟରେ ଆଉ ୧୯୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଗୁରୁବାର ଆଉ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯…
Read More...

ବଜାରକୁ ଆସିଲା ନୋକିଆର ଦୁଇଟି ଶସ୍ତା ୪ଜି ଫିଚର ଫୋନ

ନୂଆଦିଲ୍ଲୀ : ଭାରତରେ ନୋକିଆର ଦୁଇଟି ନୂଆ ୪ଜି ଫିଚର ଫୋନର ବଜାର ପ୍ରବେଶ ହୋଇଛି। ଗୋଟିଏ ନୋକିଆ ୨୧୫ ଏବଂ ଅନ୍ୟଟି ନୋକିଆ ୨୨୫। ନୋକିଆ ୨୧୫ର ବଜାର ମୂଲ୍ୟ ୨ ହଜାର ୯୪୯ ଟଙ୍କା ରହିଥିବାବେଳେ ନୋକିଆ ୨୨୫ ଫୋନର ମୂଲ୍ୟ…
Read More...

ଦେଶରେ ଦିନକରେ ୫୫ ହଜାର ୮୩୮ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ…
Read More...

୨୪ ଘଣ୍ଟାରେ ୭୦୨ ମୃତ; ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୭୦୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୭ଲକ୍ଷ ୧୫ ହଜାର ୮୧୨ ଜଣ ସକ୍ରିୟ ରୋଗୀ ଥିବାବେଳେ…
Read More...

ଟ୍ରମ୍ପଙ୍କୁ ଓବାମାଙ୍କ ଟାର୍ଗେଟ; ଯିଏ ନିଜକୁ କରୋନାରୁ ରକ୍ଷା କରିବାରେ ଅସମର୍ଥ ସେ ଆମକୁ କିପରି ରକ୍ଷା କରିବେ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଧିରେ ଧିରେ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ରାଜନୈତୀକ ବିରୋଧୀମାନେ ପରସ୍ପରକୁ ଘେରିବାରେ ଲାଗିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା…
Read More...

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଜୟପୁର : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ଏକ ପଦକ୍ଷେପ ନେଇଛି। ଭାରତ ଗୁରୁବାର ସକାଳୁ 'ନାଗ' ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ…
Read More...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ସମାଜ ପୋର୍ଟାଲ ଡେସ୍କ :  ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର…
Read More...

ଆଜି ବିଲ୍ବବରଣ, ଧରାବତରଣ କରିବେ ମା’

ଭୁବନେଶ୍ବର: ଧରାବତରଣ କରିବେ ମା’ ଜଗଜ୍ଜନନୀ। ଗତକାଲି ପୀଠରେ ଷଷ୍ଠୀ ହୋଇଥିବା ବେଳେ ଆସନ୍ତାକାଲି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ…
Read More...

କୋଭିଡ୍‍ ରୋଗୀଙ୍କ ଶବ ପୋତାଯିବା ଘଟଣାର ପ୍ରତିବାଦ; ଶବ ପିଛା ୭୫୦୦ ଟଙ୍କା ପାଇ ବି ଦାହ କରୁନି ପ୍ରଶାସନ

ଢେଙ୍କାନାଳ : କୋଭିଡ୍‍ରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ବ୍ୟକ୍ତିଙ୍କ ଶବକୁ ଢେଙ୍କାନାଳ ପୌର ପ୍ରଶାସନ ପୋତି ଦେଉଥିବା ଘଟଣାକୁ ନେଇ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପ୍ରତିବାଦ ଉଠିଛି।…
Read More...

୨୪ଘଣ୍ଟାରେ ଅବପାତ, ୬ଜିଲାକୁ ସତର୍କତା ଜାରି

ଭୁବନେଶ୍ବର,: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଉଛି। ତେବେ ଏଠାରେ ସ୍ଥଳଭାଗ ନ ଛୁଇଁ ଆସନ୍ତାକାଲି ଏହା ଦିଗ ବଦଳାଇ…
Read More...

କରୋନା କରିଛି ପାର୍ବଣ ଫିକା; ମା’ଙ୍କ ଷଷ୍ଠୀ ପୂଜା ଆଜି

କଟକ: ପ୍ରତିବର୍ଷ ଦଶହରା ଆଣେ ପାର୍ବଣର ପରିବେଶ। ସାରା ରାଜ୍ୟରେ ଗାଁଠାରୁ ସହର ସବୁଠି ଦେଖିବାକୁ ମିଳେ କୋଳାହଳ। ମା’ଙ୍କ ପୂଜା ପାଇଁ ସବୁଆଡ଼େ ଉତ୍ସବ ପାଳିତ ହେବା ବଦଳରେ ଚଳିତବର୍ଷ କରୋନା ପାଇଁ କାହା ମନରେ ସରସତା…
Read More...

ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ-ହାଇଦ୍ରାବାଦ୍

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଗୁରୁବାର ଦୁବାଇରେ ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ଲେ ଅଫ ଦୌଡ଼କୁ…
Read More...

ବାକ୍‌ ସ୍ବାଧୀନତା କେତେ ସ୍ବାଧୀନ ?

୧୯୫୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ପ୍ୟାସା”ର ଗୀତ “ଜାନେ କ୍ୟା ତୁନେ କହି; ଜାନେ କ୍ୟା ମୈନେ ଶୁନି; ବାତ୍‌ କୁଛ୍‌ ବନ୍‌ ହି ଗୟୀ” ସାମ୍ପ୍ରତିକ ପରିସ୍ଥିତିରେ ବାକ୍‌ ସ୍ୱାଧୀନତାର ଚିତ୍ର ଓ…
Read More...

କରୋନା ବଦଳାଇଛି ପେସା; ପରିବା ବିକି ପରିବାର ଚଳାଉଛନ୍ତି ଶିକ୍ଷୟିତ୍ରୀ

ଭୁବନେଶ୍ବର: ଜୀବନ ଜିଇଁବାର ଶୈଳୀ କରୋନା ବଦଳାଇ ଦେଇଛି। ଏଭଳି ସଙ୍କଟ ସମୟରେ ରୋଜଗାର କରିବାର ପନ୍ଥା ଅଲଗା ହୋଇଯାଇଛି। ପରିବାର ଚଳାଇବା‌ ପାଇଁ ଅନେକ ମହିଳା ଓ ଯୁବତୀ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀର ଜଣେ ମହିଳା…
Read More...

ଲଙ୍କା ପ୍ରିମିୟର ଲିଗ୍‌ କାଣ୍ଡି ଦଳ କିଣିଲେ ସଲ୍‌ମାନଙ୍କ ପରିବାର

ମୁମ୍ବଇ : ଶ୍ରୀଲଙ୍କାର ପେସାଦାର କ୍ରିକେଟ ଲିଗ୍‌ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର କାଣ୍ଡି ଟସ୍କର୍ସ ଦଳକୁ ବଲିଉଡ୍‌ ତାରକା ସଲ୍‌ମାନ ଖାଁଙ୍କ ପରିବାର କିଣିଛନ୍ତି। ସଲ୍‌ମାନଙ୍କ ସାନ ଭାଇ ଅଭିନେତା ସୋହେଲ ଖାଁ…
Read More...

ବିଜୁଳିର ହୁଗୁଳା ଶାସନ; ମୋ ସରକାର ତା’କୁ ସୁଧାରି ପାରିବ ତ?

ରାଜ୍ୟର ବିଜୁଳି ଶାସନରେ ଅନେକ ସମସ୍ୟା ରହିଛି ଯାହା ନାନାବିଧ ସଂସ୍କାର ଓ ପଦକ୍ଷେପ ସତ୍ତ୍ବେ ସୁଧୁରୁ ନାହିଁ। ଏହା ଏକ ଅତ୍ୟାବଶ୍ୟକ କ୍ଷେତ୍ର ହୋଇଥିଲେ ହେଁ ଉପଭୋକ୍ତାକୁ ସନ୍ତୋଷଜନକ ସେବା ମିଳି ନ ଥାଏ। ଏଥିରେ ପୁଣି…
Read More...

ଭାରତରେ ଉତ୍କଟ ବାୟୁ ପ୍ରଦୂଷଣ; ପ୍ରାଣ ହରାଇଛନ୍ତି ଲ​‌କ୍ଷେରୁ ଅଧିକ ନବଜାତକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ୧୬ଲକ୍ଷ ୬୭ହଜାରରୁ ଅଧିକ ପ୍ରାଣହାନି ଘଟିଛି। ଏମିତିକି ଏହି କାରଣରୁ ୧ଲକ୍ଷ ୧୬ହଜାର ଶିଶୁ ଜନ୍ମ ହେବାର ମାସକ ମଧ୍ୟରେ ପ୍ରାଣ ହରାଇଛନ୍ତି। ଶିଶୁ ସ୍ବାସ୍ଥ୍ୟ ଉପରେ ଉତ୍କଟ…
Read More...

ପାକ୍‌ରେ ଗୃହଯୁଦ୍ଧ ସ୍ଥିତି

କରାଚୀ: ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସେନା ଓ ପୁଲିସ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି। ସିନ୍ଧ ପ୍ରଦେଶର ଇନ୍ସପେକ୍ଟର ଜେନେରାଲ ପାହ୍ୟାର ଜଣେ ପୁଲିସ ଅଧିକାରୀଙ୍କୁ ଅପହରଣ କରାଯିବା…
Read More...

ରାସ୍ତା ନ ଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ

କାଦବରାଙ୍ଗ: ଗାଁକୁ ସ୍ଥାୟୀ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୁହାହୋଇ ଅଧାବାଟ ଅଣାଯିବା ପରେ ଅବଶିଷ୍ଟ ବାଟ ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନା ନିଆଗଲା। ଭଦ୍ରକ ଜିଲା…
Read More...

‘ନିଟ୍‌’ରେ ପୁଣି ବିଭ୍ରାଟ: ହାଇକୋର୍ଟରେ ୭୨୦ ରୁ ୦ ରଖିଥିବା ଛାତ୍ରୀ

ନାଗପୁର: ସଦ୍ୟ ପ୍ରକାଶିତ ଡାକ୍ତରୀ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ରେ ପୁଣି ଏକ ବଡ଼ ଧରଣର ବିଭ୍ରାଟ ଅଭିଯୋଗ ହୋଇଛି। ପରୀକ୍ଷାରେ ୭୨୦ ନମ୍ବରରୁ ‘ଶୂନ୍ୟ’ ପାଇଥିବା ମହାରାଷ୍ଟ୍ର, ଅମରାବତୀର ଜଣେ ଛାତ୍ରୀ ବମ୍ବେ…
Read More...

ସାହସିକତା ପାଇଁ ୮୩ ବର୍ଷୀୟ ବୃଦ୍ଧା ହେଲେ ପୁରସ୍କୃତ

ନିଜ କଷ୍ଟ ଅର୍ଜିତ ଧନକୁ ଅନ୍ୟକୁ ଦେବାକୁ କଷ୍ଟ ଲାଗିଥାଏ। ଜଣେ ବ୍ୟକ୍ତି ନିଜ ସଉକ୍‌ ପାଇଁ ଝାଳବୁହା ଅର୍ଥକୁ ଖର୍ଚ୍ଚ କରିପାରେ, ହେଲେ ଅନ୍ୟ କେହି ଚୋରି କଲେ କିମ୍ବା ଅୟସରେ ଖର୍ଚ୍ଚ କଲେ, ସେସବୁ ସହ୍ୟ କରିବା କଷ୍ଟକର।…
Read More...

ଏକାମ୍ରରେ ଷଣ୍ଢ ଛାଡ଼ିଲେ ୧୦ହଜାର ଦାଖଲ କରିବେ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ଷଣ୍ଢ ଛାଡ଼ିଲେ ଅର୍ଥ ଦେବାକୁ ପଡ଼ିବ। ଦିଅଁଙ୍କୁ ଯାଚଜ୍ଞା ରଖିଥିବା ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ଷଣ୍ଢ ଛାଡ଼ିବା ପୂର୍ବରୁ ମନ୍ଦିର କାର୍ଯ୍ୟାଳୟରେ ୧୦ହଜାର…
Read More...

ଚା’ପତିରୁ ତିଆରି କରନ୍ତୁ ସ୍କ୍ରବ୍

ମହାମାରୀ କାରଣରୁ ଯୁବତୀ ଓ ମହିଳାମାନେ ପାର୍ଲର ଯିବାକୁ ବର୍ତ୍ତମାନ ସୁରକ୍ଷିତ ମଣୁନାହାନ୍ତି। ଘରୋଇ ଉପଚାର କରିବା ହିଁ ସବୁଠୁ ଉତ୍ତମ ଉପାୟ। କେମିକାଲ୍ ଭରପୂର ବଜାରରୁ ସ୍କ୍ରବ୍ କିଣିବା ପରିବର୍ତ୍ତେ ଘରେ ଅଳ୍ପ ସମୟରେ…
Read More...

ପାର୍ବଣରେ ଲଗାନ୍ତୁ ଗାଢ଼ ଲିପଷ୍ଟିକ୍

ଏଥରକର ପାର୍ବଣକୁ ସତର୍କତାର ସହ ଘରେ ପାଳନ୍ତୁ। ବାହାରକୁ ନ ଯାଇ ମଧ୍ୟ ଜ୍ଞାତିପରିଜନଙ୍କ ସହ ଅନ୍-ଲାଇନ୍‌ରେ ଦେଖା କରିପାରିବେ। ପାର୍ବଣ ପାଇଁ ନିଶ୍ଚିତ ଭାବେ ପୋଷକ, ପରିପାଟୀ ସହ ମ୍ୟାଚିଂ ଗହଣା କିଣାସରିଥିବ। ନିଜ…
Read More...

୨୧ ବର୍ଷ ହେଲା ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର; ଜରିପାଲ ତଳେ ଜୀବନ

ଉତ୍ତରଭୁବନେଶ୍ୱର: ନିର୍ବାଚନ ଆସିଲେ ପାଦତଳେ ମୁଣ୍ଡିଆ ମାରି ନେତାଏ ଭୋଟ ନେଇଥାନ୍ତି। ଅନେକ ପ୍ରତିଶ୍ରୁତି ଦେଇ ଜିତିବା ପରେ ଭୁଲିଯା’ନ୍ତି ଦେଇଥିବା ପ୍ରତିଶ୍ରୁତି। ଏମିତି ଏକ ଅଭିଯୋଗ ବିଏମ୍‌ସି ୪ନଂ ୱାର୍ଡ ନୂଆ…
Read More...

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବୁଧବାର ଧର୍ମପଦ ପୁରସ୍କାର ଗ୍ରହଣ କରିଛନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମବିଭୂଷଣ ଡ. ଯତୀନ ଦାସ। ଏକାଡେମୀ କର୍ତ୍ତୃପକ୍ଷ ଦିଲ୍ଲୀରେ ଡ. ଦାସଙ୍କୁ ଭେଟି ଏହି…
Read More...

ଗୁରୁବାର ରାଶିଫଳ ( ୨୨-୧୦-୨୦୨୦)

ମେଷ: ଦୂରୁହ କାର୍ଯ୍ୟକୁ କରାୟତ କରିପାରନ୍ତି। ସେବା ମନୋଭାବର ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‍ପୋଯୋଗ କରିପାରନ୍ତି। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିତାରେ ବିଜୟୀ ହେବେ। ବୃଷ:…
Read More...

କେକେଆର୍‌ର ୮୪ ରନ୍; ଆର୍‌ସିବିର ସହଜ ବିଜୟ

ଆବୁଧାବି: ଚଳିତ ଆଇପିଏଲ୍‌ରେ ବୁଧବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ପ୍ରଥମେ ବ୍ୟାଟିଂକରି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୦ ଓଭରରେ ୮ ୱିକେଟ୍‌ ହରାଇ…
Read More...

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଓକିଲଙ୍କୁ ସଂଘରୁ ନିଲମ୍ବନ କଲା ଝାରସୁଗୁଡ଼ା ବାର ଆସୋସିଏସନ

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଝାରସୁଗୁଡ଼ାର ମେହେନ୍ଦୀ ରେଜା ନାମକ ଜଣେ ଆଇନଜୀବୀ ହରଡ଼ଘଣାରେ ପଡିଛନ୍ତି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ…
Read More...

ରାଜ୍ୟ‌ରେ ବର୍ଷକୁ ଆବଶ୍ୟକ ସାଢ଼େ ତିନି ଲକ୍ଷ ମେଟ୍ରିକ ଟନ୍‌ ପିଆଜ, ଚାହିଦା ଅନୁଯାୟୀ ଉତ୍ପାଦନ ହେଉନଥିବାରୁ ଅନ୍ୟ…

ଭୁବନେଶ୍ବର : ପ୍ରତିବର୍ଷ ପାର୍ବଣ ସମୟ‌େ‌ର ରାଜ୍ୟରେ ବଢ଼ୁଛି ପିଆଜ ଦର । ଚାହିଦା ଅନୁଯାୟୀ ପର୍ୟ୍ୟାପ୍ତ ପରିମାଣର ପିଆଜ ଉତ୍ପାଦନ ହୋଇପାରୁ ନ ଥିବାରୁ ଆବଶ୍ୟକତା ପୂରଣ କରିବା ପାଇଁ ଓଡ଼ିଶାକୁ ସବୁ‌େ‌ବଳେ ଅନ୍ୟ ରାଜ୍ୟ…
Read More...

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୩୧% ଦାଗୀ ନେତା, ୨୩%ଙ୍କ ବିରୋଧ​‌ରେ ଗୁରୁତର…

ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ରାଜନୈତିକ ଦଳଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କୌଣସି ଫରକ ପକାଇନାହିଁ । ସୁପ୍ରିମକୋର୍ଟ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଅପରାଧିକ ଛବି ଥିବା ବ୍ୟକ୍ତିମାନଙ୍କୁ ଦଳୀୟ…
Read More...

କୋହଳ ହେଲା ପିଆଜ ଆମଦାନୀ ନିୟମ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଭାଗରେ ପିଆଜ ଦର କିଲୋ ପିଛା ୮୦ ଟଙ୍କା ଛୁଇଁବା ପରେ ଶେଷରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି । ଦର ନିୟନ୍ତ୍ରଣ ଏବଂ ଘରୋଇ ବଜାରରେ ଯୋଗାଣ ବଢ଼ାଇବା ପାଇଁ ଆଜି ସରକାର ପିଆଜ ଆମଦାନୀ…
Read More...

ଅଣାୟତ୍ତ ହେଉଛି ପିଆଜ ଦର : କିଲୋ ୮୦ ଟଙ୍କା ଟପିଲା, ଯୋଗାଣ ବିଭାଗର ନିଘା ନାହିଁ

ଭୁବନେଶ୍ବର :ପାର୍ବଣରେ ପୁଣି କନ୍ଦା‌ଇଲା ପିଆଜ । କିଛି ମାସର ବ୍ୟବଧାନ ପରେ ଏବେ ଖାଉଟିଙ୍କୁ ପୁଣି କନ୍ଦାଇବା ଆରମ୍ଭ କରିଛି ପିଆଜ ଦର ।  ପିଆଜର ଅତ୍ୟଧିକ ଦର ବୃଦ୍ଧିରେ ଅତିଷ୍ଠ ହୋଇଗଲେଣି ଖାଉଟି । ପ୍ରତିବର୍ଷ ଭଳି…
Read More...

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଆରସିବିକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କେକେଆର

ଆବୁଧାବି : ଆଇପିଏଲ ୩୯ତମ ମ୍ୟାଚରେ କଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଉଥିବା  ଏହି ମ୍ୟାଚରେ ଟସ୍ ଜିତି…
Read More...

ଘାତକ ବାୟୁ ପ୍ରଦୂଷଣ: ୨୦୧୯ରେ ଭାରତରେ ନେଇଛି ୧୬ ଲକ୍ଷ ଜୀବନ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଘାତକ ହୋଇଛି ବାୟୁ ପ୍ରଦୂଷଣ । ଗତବର୍ଷ ପ୍ରଦୂଷଣ ଯୋଗୁଁଦେଶରେ ୧୬ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହାମଧ୍ୟରେ ବହୁ ନବଜାତ ଶିଶୁ ମଧ୍ୟ ସାମିଲ । ଷ୍ଟେଟ ଅଫ୍ ଗ୍ଲୋବାଲ ଏୟାର ୨୦୨୦ ରିପୋର୍ଟରେ…
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରୀ ଛକ ନିକଟରେ ଆଜି ସନ୍ଧ୍ୟା ସାଢ଼େ ଆଠଟା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକର ଶୋଚନୀୟ…
Read More...

ତୁମେ ଯଦି ପୁଲିସ, ଓକିଲ, ଜଜ୍ ହେବ; ଆମେ କାହିଁକି ଏଠି ବସିଛୁ : ରିପବ୍ଲିକ୍ ଟିଭି ପ୍ରସଙ୍ଗରେ ଏମିତି କହିଲେ ମୁମ୍ବାଇ…

ମୁମ୍ବାଇ: ବିଭିନ୍ନ ପ୍ରସଙ୍ଗରେ ଗଟମାଧ୍ୟମ ବିଚାର (ମିଡ଼ିଆ ଟ୍ରାଏଲ)କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁମ୍ବାଇ ହାଇକୋର୍ଟ । ରିପବ୍ଲିକ୍ ଟିଭିରେ  ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗର ବିଚାର ବେଳେ  ମୁଖ୍ୟ…
Read More...

ତିନି ଝାଡ଼ଖଣ୍ଡ କାଠ କଟାଳିଙ୍କୁ ଗିରଫ କଲା ବନ ବିଭାଗ , ୨୬ ଖଣ୍ଡ ଶାଳରୁଅ ଓ କାଠକଟା ସରଞ୍ଜାମ ଜବତ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଜୟପୁର ଗ୍ରାମର ରଘୁସାହି ଜଙ୍ଗଲ ରୁ ପାଟଣା ବନ ବିଭାଗ ତିନି ଝାଡ଼ଖଣ୍ଡ କାଠ କଟାଳି ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୬ ଖଣ୍ଡ ଶାଳରୁଅ ସହ ଗୋଟିଏ କରତ ଓ ଦୁଇଟି ଟାଙ୍ଗିଆ ବନ…
Read More...

ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ପତି ଚୋରାଇଲା ସ୍କୁଟି; ଧରାପଡ଼ି ଗଲା ଜେଲ

ଅଲୱାର୍ : ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ, ଜଣେ ବ୍ୟକ୍ତି ସ୍କୁଟି ଏକ ସ୍କୁଟି ଚୋରି କରି ଧରା ପଡ଼ିବା ଘଟଣା ଅଲୱାର ପୁଲିସକୁ ଚକିତ କରିଛି । କେବଳ ସେତିକି ନୁହେଁ, ଏଥିପାଇଁ ପୁଲିସ ସମ୍ପୃକ୍ତ ଚୋରକୁ କଠୋର…
Read More...

ବିବାଦୀୟ ‘ଆଇଟମ୍‌’ ମନ୍ତବ୍ୟ ଉପରେ କମଳ ନାଥଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌, ୪୮ ଘଣ୍ଟା ମଧ୍ୟରେ ପକ୍ଷ ରଖିବାକୁ…

ଭୋପାଳ : ବିଧାନସଭା ଉପନିର୍ବାଚନ ପ୍ରଚାର ଭାଷଣରେ ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ‘ଆଇଟମ୍‌’ ବୋଲି ସମ୍ବୋଧିତ କରି ବିବାଦ ଘେରରେ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ।…
Read More...

ବାରହା ମାଂସ ଜବତ; ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ୪ ଗିରଫ

ପଦ୍ମପୁର:ପଦ୍ମପୁର ରେଞ୍ଜ ପାଇକମାଲ ଥାନା ଅଧିନସ୍ଥ ହରିଡାଟାଲ ଗ୍ରାମର କେତେ ଜଣ ବାରହା ଶିକାର କରି ମାଂସ ନେଉଥିବା ବେଳେ ତେତେଲଖୁଣ୍ଟି (ଲୁହୁରାଡେରା) ଠାରେ ବନ ବିଭାଗ କର୍ମଚାରୀମାନେ ଅତର୍କିତ ଚଢାଉ…
Read More...

ଶିଳ୍ପର ସହର ଲାଞ୍ଜିଗଡ଼ରେ ଅଭାବନୀୟ ଘଟଣା, ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଲାଞ୍ଜିଗଡ଼ : ଶିଳ୍ପର ସହର ଲାଞ୍ଜିଗଡ଼ରେ ଆଜି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇନପାରିବା ଓ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରାଇବା ଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଶିଳ୍ପ…
Read More...

ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ: ପନ୍ଦର ମିନିଟ ଲାଗି ବିଜୁଳିବତୀ ଲିଭାଇବାକୁ ଉପଭୋକ୍ତା ମହାସଂଘର ଆହ୍ବାନ

ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରିଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ବୁଧବାର ସନ୍ଧ୍ୟାରେ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ​‌ରେ ଏକ ପ୍ରତିବାଦ ସଭା କରାଯିବା ସହ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସନ୍ଧ୍ୟା…
Read More...

ଗରିବ ଜିଲାରେ ଜାରି ରହିଛି ଅବହେଳିତ ଚିକିତ୍ସା

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ ଡାକ୍ତରଖାନାରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଛନ୍ତି। ଗତ କିଛି ଦିନ ପୂର୍ବରୁ ଜଣେ ମହିଳା ସାମାଜିକ…
Read More...

ଜମି ବିବାଦକୁ ନେଇ ଟ୍ରିପଲ ମର୍ଡର : ମା’, ଝିଅ ଓ ଜ୍ବାଇଁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବାମରା : ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ଜରାବଗା ପଞ୍ଚାୟତ ଲପଡ଼ା ଗ୍ରାମରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ଜମିବିବାଦକୁ ନେଇ ପଡ଼ୋଶୀ ବାପ-ପୁଅ ମିଶି ପ୍ରଥମେ ଧାନକ୍ଷେତରେ…
Read More...

୨୪ଘଣ୍ଟିଆ ରୋଗୀସେବାର ପ୍ରତିଶୃତି ପରେ ପିପିଲି ଡାକ୍ତରଖାନା ସମ୍ମୁଖରୁ ଆମରଣ ଅନଶନ ପ୍ରତ୍ୟାହୃତ

ପିପିଲି :  ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ସାଙ୍ଗକୁ ୨୪ଘଣ୍ଟିଆ ରୋଗୀସେବା ଯୋଗାଇଦେବା ଦାବିରେ ଡାକ୍ତରଖାନା ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଥିବା ବେଳେ…
Read More...

୬୨ କେଜି ଗଞେଇ ଜବତ, ନାବାଳକ ସହ ତିନି ଗିରଫ

ପଦ୍ମପୁର: ପଦ୍ମପୁର ପୁଲିସ ଏକ କାର ସହ ୬୧ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଏକ କାର ସିଜି ୦୭ ଟି ୨୫୧୨ରେ ଅଣାଯାଇଥିଲା ଓ ଛତିଶଗଡ଼ ଯାଉଥିଲା । ଏ ସମ୍ପର୍କରେ ସୂଚନା ପାଇ ଏସଡ଼ିପିଓ ପ୍ରଦୀପ…
Read More...

ବେନିୟମ ଭାବେ ଚାଲାଣ ହେଉଥିବା ବାଲି , ପଥର ଓ ଗେଟି ବୋଝେଇ ଟ୍ରାକ୍ଟର ଜବତ

କଲମପୁର  : ବୁଧବାର ହାତୀ ନଦୀରୁ ବେନିୟମ ଭାବେ ବାଲି ବୋଝେଇ କରି ଚୋରା ଚାଲାଣ କରାଯାଉଥିବା ଟ୍ରାକ୍ଟର ଓ ବେନିୟମ ଭାବେ ପଥର ଚାଲାଣ ହେଉଥିବା ୫ ଗୋଟି ଟ୍ରାକ୍ଟରକୁ କଲମପୁର ଅତିରିକ୍ତ ତହସିଲଦାର ଦିବାକର ବାଗ ଜବତ…
Read More...

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ:ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ…
Read More...

ଆଇପିଏଲ ୨୦୨୦ : ଟସ୍ ଜିତି କଲକାତା ନାଇଟ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆଇପିଏଲ ୩୯ତମ ମ୍ୟାଚରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…
Read More...

ପ୍ରଶାସନ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ପଦ୍ମପୁର:ପଦ୍ମପୁର ଉପ ଖଣ୍ତ ଜଗଦଳପୁର ଥାନା ଅଧିନସ୍ଥ ଶିକାରୀପାଲି ଗ୍ରାମର ଜନୈକ ୧୫ ବର୍ଷ ନାବାଳିକା ଝିଅକୁ ବିବାହ ଦେବାବେଳେ ପ୍ରଶାସନ ହସ୍ତକ୍ଷେପ ପରେ ତାହା ବନ୍ଦ ରହିଛି । ତେବେ କୌଣସି ସୂତ୍ରରୁ ଖବର…
Read More...

ଜଙ୍ଗଲ ଛାଡ଼ି ବସତି ମୁହାଁ ଅଜଗର: ପୁଣି ଜଙ୍ଗଲରେ ନେଇ ଛାଡ଼ିଲେ ବନରକ୍ଷୀ

ପଦ୍ମପୁର: ହାତୀ, ବାଘ, ଭାଲୁ ପରି ଜଙ୍ଗଲୀ ପଶୁଙ୍କ ପରି ଜଙ୍ଗଲୀ ସାପ ଅଜଗର ବି ଗାଁ ମୁହାଁ ହେଉଛନ୍ତି । ପଦ୍ମପୁର ଉପଖଣ୍ଡରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ଗତକାଲି ଜଗଦଲପୁର ଥାନା ଅଞ୍ଚଳସ୍ଥ…
Read More...

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି। ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପିର ଅଭିଯୋଗ: ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ଶାସକ ଦଳର…

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି। ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା…
Read More...

ରକ୍ତରେ ଶର୍କରା ହ୍ରାସ ଓ ବୃଦ୍ଧି ହୋଇପାରେ ବିପଜ୍ଜନକ, ଜାଣନ୍ତୁ ରକ୍ତରେ ଶର୍କରା ହ୍ରାସ ଏବଂ ବୃଦ୍ଧି ହେବାର ୪ଟି…

ସମ୍ପ୍ରତି ବିଶ୍ବରେ ଲକ୍ଷ ଲକ୍ଷ ଲୋକ ମଧୁମେହ ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ପୀଡିତ ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କ ଶରୀରରେ ରକ୍ତରେ ଶର୍କରା ସ୍ତର ବଜାୟ ରଖିବା ।  କାରଣ…
Read More...

ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର: ‘ଲୋକଙ୍କ ସହ- ଲୋକଙ୍କ…

ଭୁବନେଶ୍ୱର : ଲୋକଙ୍କ ପାଖକୁ ଯାଅ, ସେମାନଙ୍କର ନିକଟତର ହୁଅ । ସାଧାରଣ ଲୋକଙ୍କ ଦୁଃଖସୁଖରେ ଭାଗିଦାର ହୁଅ । ନବନିଯୁକ୍ତ ଜିଲା କଂଗ୍ରେସ ସଭାପତିମାନଙ୍କୁ ଓଡ଼ିଶା ପ୍ରଭାରୀ ଡ଼. ଚେଲ୍ଲାକୁମାର ଦେଇଛନ୍ତି ଏହି…
Read More...