ବରିଷ୍ଠ ଆବାସିକ ଡ଼ାକ୍ତର ସଞ୍ଜିବ କୁମାର ମିଶ୍ର ହୁ ଇନଫୋଡ଼େମିକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ମନୋନୀତ

ବୁର୍ଲା: ବୁର୍ଲା ଭିମସାରର ବରିଷ୍ଠ ଆବାସିକ ଡ଼ାକ୍ତର ସଞ୍ଜୀବ କୁମାର ମିଶ୍ର ହୁ ଇନଫୋଡ଼େମିକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି। ତାଲିମ ପାଇଁ ୟୁଏସଏର ସିଡ଼ିସି ସହଯୋଗରେ ହୁ ଦ୍ୱାରା ମିଳିତ ଆନୁକୁଲ୍ୟରେ…
Read More...

ଜାମ୍ମୁକାଶ୍ମୀରରେ ୩ ବିଜେପି ନେତାଙ୍କୁ ଗୁଳିକରି ହତ୍ୟାକଲେ ଆତଙ୍କବାଦୀ

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ନିୟମିତ ଭାବରେ ବିଜେପି ନେତାମାନଙ୍କୁ ନିଶାଣ କରିଛନ୍ତି । ଗୁରୁବାର ରାତିରେ କୁଲଗାଁଓରେ ଆତଙ୍କବାଦୀମାନେ ୩ ଜଣ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ…
Read More...

ସରକାରୀ ସ୍କୁଲ ଛାତ୍ରଙ୍କ ପାଇଁ ଡ଼ାକ୍ତରୀ ଶିକ୍ଷାରେ ୭.୫% ସଂରକ୍ଷଣ: ତାମିଲନାଡ଼ୁ ସରକାରଙ୍କ ନୂଆ ନିଷ୍ପତ୍ତି

ଚେନ୍ନାଇ : ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡ଼ୁ ସରକାର ଘୋଷଣା କରିଛନ୍ତି ଖୁସି ଖବର । ଏମବିବିଏସ୍ ଓ ଦନ୍ତ ଚିକିତ୍ସା ପାଠ୍ୟକ୍ରମ (ବିଡ଼ିଏସ୍)ରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ…
Read More...

୬୫ ବର୍ଷରେ ବ୍ରିଟିଶ୍ ବାନ୍ଧବୀଙ୍କୁ ବିବାହ କଲେ ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ; ଦିନକୁ ନିଅନ୍ତି ୩୦ ଲକ୍ଷ ଟଙ୍କା…

ପୂର୍ବତନ  ଭାରତୀୟ ସଲିସିଟର ଜେନେରାଲ ତଥା ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ ଏବେ ଚର୍ଚାରେ । ୬୫ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ୫୬ ବର୍ଷ ବୟସ୍କା ବ୍ରିଟିଶ୍ ମହିଳା…
Read More...

ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ବୃଦ୍ଧି ଆଖୁ ଚାଷୀଙ୍କ ଆୟକୁ ବଢେଇବା ଦିଗରେ ଏକ ବଡ ପଦକ୍ଷେପ :…

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ…
Read More...

କଂଗ୍ରେସ ଯୁବରାଜଙ୍କ ପାଇଁ ପାକିସ୍ଥାନ ସବୁଠୁ ଭରସାଯୋଗ୍ୟ ଦେଶ: ରାହୁଳଙ୍କୁ ତାତ୍ସଲ୍ୟ କଲେ ବିଜେପି ଅଧ୍ୟକ୍ଷ

ପାକିସ୍ତାନ ସଂସଦରେ ମୁସଲିମ ଲିଗ୍ -ଏନ୍ (ପିଏମଏଲ୍-ଏନ୍) ନେତା ଆୟାଜ ସାଦିକଙ୍କ ବକ୍ତବ୍ୟର ଭିଡ଼ିଓ ଏବେ ଭାଇରାଲ । ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କ ମୁକ୍ତି ପ୍ରସଙ୍ଗରେ ଆୟାଜ ଯାହା…
Read More...

ରାୟପୁରରୁ ବିଶାଖାପାଟଣା ଜାତୀୟରାଜପଥ କାର୍ଯ୍ୟ ତ୍ୱରାନ୍ୱିତ, ଜମିଅଧିଗ୍ରହଣ ପାଇଁ ଚାଲିଛି ପ୍ରସ୍ତୁତି

ନବରଙ୍ଗପୁର : ବହୁ ପ୍ରତିକ୍ଷୀତ କେନ୍ଦ୍ର ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଦ୍ୱାରା ତିନୋଟି ରାଜ୍ୟକୁ ଯୋଗାଯୋଗ ସୁଗମ କରିବା ପାଇଁ ଆରମ୍ଭ ହୋଇଥିବା…
Read More...

ବାଙ୍କୀରେ ଅବକାରୀ ବିଭାଗର ଚଢଉ :୫୦ଲିଟର ଦେଶୀ ରନ୍ଧା ମଦ ଜବତ,୧୩୦୦ଲିଟର ପୋଚ ନଷ୍ଟ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଦିନ ଅପରାହ୍ନରେ ବାଙ୍କୀର ବିଭିନ୍ନ ସ୍ଥାନ ଉପରେ ଚଢଉ କରାଯାଇ ୫୦ଲିଟର ଦେଶୀ ରନ୍ଧା ଚୋରା ମଦ ଜବତ୍ ହେବା ସହିତ ପ୍ରାୟ ୧୩୦୦ଲିଟର ପୋଚ ଜବତ କରାଯାଇ ଅବକାରୀ ବିଭାଗ…
Read More...

ଆବୁଡା ଖାବୁଡା ରାସ୍ତା ନେଲା ଜୀବନ : ସ୍ବାମୀ ଓ ଝିଅଙ୍କ ଆଖି ଆଗରେ ଡ଼ମ୍ପର ଚାପାରେ ମହିଳା ମୃତ

ବୋଲଗଡ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଏଆରଏସଏସ ଠିକାସଂସ୍ଥା କାର୍ଯ୍ୟଭାର ନେଇଛି । କିନ୍ତୁ ଠିକାଦାରୀ ସଂସ୍ଥା ଏହି ରୋଡ କାର୍ଯ୍ୟକୁ ଅତି ନିମ୍ନ ମାନର କରିବା ସହିତ କାର୍ଯ୍ୟକୁ ବିଳମ୍ବ କରି ଚାଲୁଥିବାରୁ ବହୁ…
Read More...

ଟ୍ରଲର ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟ : ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି:  ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେ ରେ ଥିବା ସଂକ୍ରିନାଳା ଠାରେ ଗତ ୨୭ ତାରିଖ ସନ୍ଧ୍ୟା ରେ ସିଜି-୧୩ଏଲ୍ ଏ -୫୧୯୬ ଟ୍ରଲର ନେଇ ସମ୍ବଲପୁର ଅଭିମୁଖେ ଯାଉଥିବା ଡ୍ରାଇଭର୍…
Read More...

ସରକାରଙ୍କୁ ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇ ପାରିବ ନାହିଁ: ମମତା ସରକାରଙ୍କୁ…

ନୂଆଦିଲ୍ଲୀ: ସରକାରଙ୍କୁ ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇ ପାରିବ ନାହିଁ । ପ୍ରତ୍ୟେକ ଲୋକଙ୍କର କହିବାର ଅଧିକାର ଅଛି ଓ ଲୋକଙ୍କ ଅଧିକାର ସୁରକ୍ଷା ଲାଗି ଆମେ (ସୁପ୍ରିମକୋର୍ଟ) ଏଠାରେ ଅଛୁ । ଭାରତ…
Read More...

୭ ମାସ ପରେ ମିଜୋରାମରେ ପ୍ରଥମ କରୋନା ମୃତ୍ୟୁ

ଆଇଜଲ: ସାରା ଦେଶରେ କରୋନା ସଂକ୍ରମଣ ତାଣ୍ଡବ ସୃଷ୍ଟି କରିଥିବାବେଳେ ଏକମାତ୍ର ରାଜ୍ୟ ମିଜୋରାମ ଏଥିରୁ କିଛି ପରିମାଣରେ ମୁକ୍ତ ରହିଥିଲା । ଗତ 7ମାସ ମଧ୍ୟରେ କରୋନାରେ ପ୍ରାୟ ୨୬୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ ହେଁ…
Read More...

୩ ଘଣ୍ଟାରେ ବଦଳିଗଲା ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ: ୨ ଲକ୍ଷ ଟଙ୍କାର ଚେକ୍ ନେଇ ନିଜେ ଆସିଲେ ଜିଲାପାଳ

ମାତ୍ର ୩ ଘଣ୍ଟା । ଏହି ୩ ଘଣ୍ଟାରେ ବଦଳିଗଲା ଜଣେ ଗରିବ ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ । ନିଜେ ଜିଲାପାଳ ୨ ଲକ୍ଷ ଟଙ୍କାର ଚେକ୍ ନେଇ ପ୍ରୀତିକୁ ଦେବାପାଇଁ ଆସି ପହଞ୍ଚି ଗଲେ । ସିନେମାର କାହାଣୀ ପରି ଲାଗୁଥିବା ଏହି…
Read More...

ବାଲେଶ୍ଵର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭନ: ବିଜେଡ଼ି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ  ଭୋଟ କରାଇବା ଆଦି କାର୍ଯ୍ୟ ଚାଲୁ ରଖିଛି।…
Read More...

ନୀଳାଚଳ ଇସ୍ପାତ କାରଖାନା ବିକ୍ରି ଉଦ୍ୟମକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ: ବିଜେଡ଼ି-ବିଜେପିକୁ ସମାଲୋଚନା

ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଜଗତର ଏକ ମାଇଲଖୁଣ୍ଟ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ପାଇଁ ବିଜେଡ଼ି ଓ ବିଜେପି କରିଥିବା ମସୁଧା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଦୁଇ ଦଳ…
Read More...

କମାରଶାଳରେ ଗ୍ରାଜୁଏଟ୍: ମିଳିଲାନି ଚାକିିରି, ପେଟପାଟଣା ପାଇଁ ଆପଣେଇଲେ କୌଳିକ ବୃତ୍ତି

ରେଙ୍ଗାଲି:  କଥାରେ ଅଛି ବୁଡି ଯାଉଥିବା ଲୋକ ଜୀବନ ବଞ୍ଚାଇବା ପାଇଁ କୁଟାଖିଅ ଉପରେ ଭରସା କରିଥାଏ। ପେଟ ପୋଷିବାକୁ ଯେ କୌଣସି କାମ କରିବାକୁ ଲୋକ ପଛାଏ ନାହିଁ ।   ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳୁଛି ସମ୍ବଲପୁର…
Read More...

ବିଦ୍ୟୁତ୍‍ ଚାଳିତ ମୋଟର ପମ୍ପ ଚୋରି ; ୫ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: କତରବଗା ଥାନା ର ଲଇଡା ଫାଣ୍ଡି ଅଧିନସ୍ଥ କିନାଲୋଇ ଗ୍ରାମ ର ମନୋଜ ନାଏକଙ୍କ ବାଡିପଟେ ଥିବା କୁଅ ରେ ଲାଗିଥିବା ବିଦ୍ୟୁତ୍‍ ଚାଳିତ ମୋଟର ପମ୍ପ ଗତ ଗତ ୨୮ ତାରିଖ ଦିନ ଚୋରି ହୋଇଥିଲା। ଏସଂକ୍ରାନ୍ତରେ ଥାନା…
Read More...

ଗୁଜରାଟ କଂଗ୍ରେସର ମୂଲ୍ୟ ମାତ୍ର ୨୫ କୋଟି ! କାହଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି

ଗାନ୍ଧୀନଗର: ଗୁଜରାଟ କଂଗ୍ରେସର ମୂଲ୍ୟ ୨୫ କୋଟି ଟଙ୍କା ! ଏ କଥା ଆଉ କେହି ନୁହେଁ ଖୋଦ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି । ବିଧାନସଭା ଉନିର୍ବାଚନ ନିମନ୍ତେ ଏକ ନିର୍ବାଚନୀ ସଭାରେ ମାତ୍ର ୨୫ କୋଟି…
Read More...

ନନ୍ଦନକାନନ ନଆସି ଘରେ ବସି ଦେଖିପାରିବେ ଜୀବଜନ୍ତୁ

ଭୁବନେଶ୍ବର : କରୋନା ମହାମାରୀର ଭୟ ରହିଥିବା କାରଣରୁ କୌଣସି ସ୍ଥାନକୁ ବୁଲି ଯିବାକୁ ଡରୁଛନ୍ତି ଜନସାଧାରଣ ।ଛୋଟ ଛୋଟ ଶିଶୁମାନଙ୍କ ପ୍ରଥମ ପସନ୍ଦ ନନ୍ଦନକାନନ ପ୍ରାଣୀଉଦ୍ୟାନ କରୋନା କଟକଣା ମଧ୍ୟରେ ଖୋଲା ଯାଇଥିବା ବେଳେ…
Read More...

ହବିଷ୍ୟାଳୀଙ୍କ ପାଇଁ କଟକଣା : ପୁରୀ ନ ଆସିବା ପାଇଁ ବାରଣ କଲା ପୁରୀ ପ୍ରଶାସନ

ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସ ଆସିଲେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ ।କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିବନି । କାରଣ ପୁରୀକୁ ହବିଷ୍ୟାଳୀମାନଙ୍କୁ…
Read More...

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ : ଚର୍ଚ୍ଚରେ ପଶି ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା

ନାଇସି‌ : ଫ୍ରାନ୍ସର ନାଇସି ସହରରେ ଏକ ଚର୍ଚ୍ଚ ଭିତରେ ପଶି ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫ୍ରାନ୍ସର ନାଇସି ସହରରେ ଥିବା ନୋଟ୍ରେ ଡ୍ୟାମ…
Read More...

ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣା : ନିର୍ବାଚନ ଆୟୋଗଙ୍କ କଡା କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ଜିଲାପାଳ ଓ ଏସପି

ପାଟଣା : ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ଓ ଗୁଳିକାଣ୍ଡକୁ ନେଇ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  ।ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ…
Read More...

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଏଥର ୭ ଦିନ ଆଗରୁ ଧାନ କିଣା ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ।…
Read More...

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

ଭୁବନେଶ୍ବର : ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡା ନିଖୋଜ ରହିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ମାଂସ…
Read More...

ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ: କରୋନା ସମୟରେ ସବୁଠାରୁ ଅଧିକ ବ୍ୟବହାର ହୋଇଛି ଇଣ୍ଟରନେଟ୍

ନୂଆଦିଲ୍ଲୀ : ପ୍ରତିବର୍ଷ ଅକ୍ଟୋବର ମାସ ୨୯ତାରିଖକୁ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଇଣ୍ଟରନେଟ୍‍ ବ୍ୟବହାରର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି। ଇଣ୍ଟନେଟ୍‍ ମାନବ ଜୀବନଶୈଳୀକୁ ସରଳ ତଥା ସରସ କରିଛି।…
Read More...

ଅବକାରୀ ବିଭାଗର ଚଢାଉ; ୪୦ଲିଟର ମହୁଲି ମଦ ଜବତ, ମହୁଲ ପୋଚ ନଷ୍ଟ

କେଶଦୁରାପାଳ : ଅବକାରୀ ବିଭାଗ ଚଢାଉ କରି ୪୦ଲିଟର ମହୁଲି ମଦ ଜବତ କରିବା ସହ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଛି। ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଓ ଯୋଗୀଆବନ୍ଧ ଗ୍ରାମରେ ଚୋରା ମହୁଲି ମଦ…
Read More...

ରିଅଲମି ସି୧୫ କ୍ୱାଲାକମ୍ ସଂସ୍କରଣର ବଜାର ପ୍ରବେଶ

ନୂଆଦିଲ୍ଲୀ : ରିଅଲମ ସି୧୫ କ୍ୱାଲାକମ୍ ସଂସ୍କରଣର ବଜାର ପ୍ରବେଶ ହୋଇଛି। ରିଅଲମି ସି୧୫ ପ୍ରଥମେ ଚଳିତ ବର୍ଷ ଜୁଲାଇରେ ଲଞ୍ଚ କରାଯାଇଥିଲା। ମାତ୍ର ଏହା ପୂର୍ବରୁ ମିଡିଆ ଟେକ୍ ପ୍ରୋସେସର୍ ଥିଲା କିନ୍ତୁ ବର୍ତ୍ତମାନ ଏହା…
Read More...

ଲୋକପ୍ରିୟ ଫିଲ୍ମ ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ

ମୁମ୍ବଇ : ଲୋକପ୍ରିୟ ଚଳଚ୍ଚିତ୍ର ସମ୍ପାଦକ ତଥା ନିର୍ମାତା ଅନିଲ ନାଇଡୁଙ୍କ ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ଅନିଲଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।…
Read More...

ଉତ୍ତରପ୍ରଦେଶର ମିରଠରେ ବିସ୍ଫୋରଣ; ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷଙ୍କ ସମେତ ୨ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଠରେ ଗୁରୁବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି।…
Read More...

ଯାତନା ଦେଉଛି ‘ସ୍ମାର୍ଟସିଟି’: ସ୍ବପ୍ନ ଦେଖାଇ ଶୋଇଗଲେ; ଅପାରଗତା ଲୁଚେଇବା ପାଇଁ ବିପର୍ଯ୍ୟୟ ଢାଲ

- ୫ ବର୍ଷରେ ସରିଛି ୩ଟି ପ୍ରକଳ୍ପ - ୮୦ ପ୍ରତିଶତରୁ ଊର୍ଦ୍ଧ୍ବ କାର୍ଯ୍ୟ ଅଧପନ୍ତରିଆ - ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ବ - ବଢୁଛି ଅବଧି, ସରୁନି ନିର୍ମାଣ ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟସିଟି…
Read More...

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ସେ ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ…
Read More...

ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ…
Read More...

ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି। ଆଜି ୧୩ ଜଣ ମୃତକଙ୍କ ମଧ୍ୟରୁ ଅନୁଗୋଳ, ବାଲେଶ୍ବର, କଟକ,…
Read More...

ବୋମା ଭିଡୁଥିବା ବେଳେ ବିସ୍ପୋରଣ; ଜଣେ ମୃତ ଓ ଦୁଇ ଆହତ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ଭୀମପୁର ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିଛି। ବୋମା ଭିଡୁଥିବାବେଳେ ବିସ୍ପୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ…
Read More...

ରାଜ୍ୟରୁ ଆଉ ୧୬୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଗୁରୁବାର ଆଉ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୭ହଜାର ୯୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…
Read More...

ଯାହା ଜୀବନ ସହ ଜଡିତ ରହି ସମାନ ଭାବରେ ଗତିକରେ ତାହାହିଁ ସାହିତ୍ୟ

ଗଡ଼ମଧୁପୁର : ଧର୍ମଶାଳା ସାହିତ୍ୟ ସମାଜର ୩୧ତମ ବାର୍ଷିକ ଉତ୍ସବ ଜାରକାବଜାର ସ୍ଥିତ ଗାର୍ଡ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଡକ୍ଟର ଜଗନ୍ନାଥ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରତିଷ୍ଠାତା ସବାପତି ଡ.…
Read More...

କାନ୍ଦୁଛି ଚାଷୀ ଓ ଗ୍ରାହକ ; ଶଢ଼ିଗଲା ୮୦ ଲକ୍ଷ ଟଙ୍କାର ପିଆଜ, ୫ କୋଟିର ଶୀତଳଭଣ୍ଡାର ବେକାର

ଟିଟିଲାଗଡ଼(ଦିଲୀପ କୁମାର ପୁରୋହିତ) : ପିଆଜ ଉତ୍ପାଦନ କ୍ଷେତ୍ରରେ ମହାରାଷ୍ଟ୍ର ନାସିକ ଭଳି ଓଡ଼ିଶାରେ ଟିଟିଲାଗଡ଼ ଉପଖଣ୍ଡର ବିଶେଷ ଖ୍ୟାତି ରହିଛି। ଏହି ଉପଖଣ୍ଡର ସଇଁତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଓ…
Read More...

ସମ୍ମାନ ଲକ୍ଷ୍ୟରେ ସିଏସ୍‌କେ; କର ବା ମର ସ୍ଥିତିରେ କଲକାତା

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଚେନ୍ନଇ ସୁପରକିଙ୍ଗ୍‌ସ…
Read More...

୩୧ରେ ଓଜେଇଇ ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ…
Read More...

ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ

ନୂଆଦିଲ୍ଲୀ : କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ଆପ୍‌ର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ…
Read More...

ଗତିକୃଷ୍ଣ ସ୍ୱାଇଁଙ୍କ ଗିରଫ ପ୍ରତିବାଦରେ ସରଣ୍ଡାଜୋନ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବାଙ୍କୀ: ଗତ ଶନିବାର ଦିନ ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଅଧିନ ଘୋଳପୁର ଗ୍ରାମରେ ହୋଇଥିବା ବୋମାମାଡ ଘଟଣାରେ ସରଣ୍ଡାଗଡ ଅଞ୍ଚଳର ଜଣେ ବିଶିଷ୍ଟ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁଙ୍କୁ ବାଙ୍କୀ ପୁଲିସ…
Read More...

‘ମାଟୁଙ୍ଗି’ ଜାଣିନି କରୋନା କୋପ

ଖଜୁରୀପଡ଼ା/ଫୁଲବାଣୀ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇଁ ୮ମାସ ହେଲା ବିଶ୍ବବ୍ୟାପୀ ଚାଲିଛି ଲମ୍ବା ଲଢେଇ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ପ​‌​‌ରେ ଅନ୍‌ଲକ୍‌ର ୫ମ ପର୍ଯ୍ୟାୟ ଆରମ୍ଭ…
Read More...

ବୁମ୍‍ ଦେଖାଇ ବଟି ଆଦାୟ ଘଟଣା: ପୁଲିସ ପକ୍ଷରୁ ନକଲି ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ

ଭୁବନେଶ୍ୱର: କମିସନରେଟ ପୁଲିସର ‘ଦାଦାବଟିକୁ ନା’ ଅଭିଯାନରେ ଭୁବନେଶ୍ୱର ସହରାଞ୍ଚଳରେ ଅପରାଧୀଙ୍କୁ ବାନ୍ଧି ଜେଲ୍‍ ପଠାଇବା ତାଲିକା ୪୦ ଟପିଥିବା ବେଳେ ଏବେ ବୁମ୍‍ ଧରି ବଟି ଆଦାୟ କରୁଥିବା ନକଲି ସାମ୍ବାଦିକଙ୍କ ଉପରେ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟ: ଲୋକାର୍ପଣ ଅପେକ୍ଷାରେ ଅତ୍ୟାଧୁନିକ ଅଟ୍ଟାଳିକା, ଗୋଟିଏ ଛାତ ତଳେ ସବୁ ସୁବିଧା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଏଣିକି ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକଙ୍କୁ ଗୋଟିଏ ଛାତ ତଳେ ମିଳିବ ସବୁ ସୁବିଧା। ଏଥିପାଇଁ ନିର୍ମାଣ ଚାଲିଛି ଏକ ଅତ୍ୟାଧୁନିକ(ଗ୍ରିନ୍‌ ବିଲ୍ଡିଂ) ଅଟ୍ଟାଳିକା। ଏହି…
Read More...

ବକ୍ସିଂ ଡେ ଟେଷ୍ଟ; ୨୫ ହଜାର ଦର୍ଶକଙ୍କୁ ପ୍ରତ୍ୟହ ମ୍ୟାଚ ଦେଖିବାର ସୁଯୋଗ

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ତଥା ବକ୍ସି ଡେ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ୟ୍ୟନ୍ତ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ପ୍ରତିିଦିନ…
Read More...

ଖରିଫ ଧାନସଂଗ୍ରହ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା; କ୍ଷୁଦ୍ର, ନାମମାତ୍ର ଓ ପ୍ରକୃତ ଚାଷୀଙ୍କୁ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟର କୃଷକମାନେ କୋଭିଡ ସ୍ଥିତିରେ ଖରିଫ ଧାନ ଚାଷ କରି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଛନ୍ତି। ଅଧିକରୁ ଅଧିକ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ତା ଉପରେ…
Read More...

ରୋଷେଇ କରି ଜେଜେ ମା’ ପାଇଲେ ‘ସିଲଭର୍‌ ପ୍ଲେ ବଟନ୍’

ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳର ସାଧାରଣ ଘରର ମହିଳା ହେଉଛନ୍ତି ସୁମନ୍ ଧାମନେ। ୭୦ ବର୍ଷୀୟା ସୁମନ୍‌ଙ୍କ ରୋଷେଇରେ ଖୁବ୍ ରୁଚି। ବୋହୂମାନେ ଯେତେ ଭଲ ରୋଷେଇ କଲେ ମଧ୍ୟ ସୁମନ୍ କିନ୍ତୁ ନିଜ ହାତରନ୍ଧା ପରଷା ହିଁ…
Read More...

ଦାରିଦ୍ର୍ୟର କରୁଣ ରୂପ; ରୋଗରେ ୨ ପୁଅ ମୃତ, ଝିଅର ଚିକିତ୍ସା ପାଇଁ ଦାଦନ ଗଲା ବାପା

ଖଲ୍ଲିକୋଟ: ଗରିବଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ସେ ସବୁ ଯୋଜନାରେ ପ୍ରକୃତ ଗରିବ ପରିବାର ଉପକୃତ ହୋଇପାରୁ ନ ଥିବା କେତେକ ଘଟଣାରୁ ସ୍ପଷ୍ଟ ଅନୁମିତ।…
Read More...

ଆଖି ତଳ କଳାଦାଗର ସରଳ ଉପଚାର

ଶୀତରେ ତ୍ବଚା ଶୁଷ୍କ ଓ ରୁକ୍ଷ ହେବା ସହ ଆଖିତଳ କଳାଦାଗ ଅଧିକ ଗାଢ଼ ଦେଖାଯାଏ। ଏଣୁ ଏଥିରୁ ବର୍ତ୍ତିବା ନିମନ୍ତେ କେତେକ ସରଳ ତଥା ଘରୋଇ ଉପଚାର କଲେ ଖୁବ୍ ଲାଭ ମିଳେ। -ନିୟମିତ ଭାବେ ଦିନକୁ ୫-୬ଥର ଥଣ୍ଡା ପାଣିରେ…
Read More...

ନଭେମ୍ବରରେ ବିଧାନସଭା

ଭୁବନେଶ୍ବର: ଆସନ୍ତା ମାସରେ ବିଧାନସଭାର ଶୀତ ଅଧିବେଶନ ବସିବ। ବର୍ଷକ ମଧ୍ୟରେ ଗୃହ କାର୍ଯ୍ୟ ୬୦ଦିନ ଚାଲିବା ବିଧାନସଭା ବିଧି ବ୍ୟବସ୍ଥାରେ ରହିଛି। ଚଳିତବର୍ଷ ବସିଥିବା ଦୁଇଟି ଅଧିବେଶନରେ ଗୃହ କାର୍ଯ୍ୟ ମାତ୍ର ୨୦ ଦିନ…
Read More...

ବାପାଙ୍କ ଚିକିତ୍ସା ପାଇଁ ଝିଅର ନିବେଦନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ପଞ୍ଚାୟତ ମହୁଖଣ୍ଡା ଗ୍ରାମର ପ୍ରସନ୍ନ କୁମାର ସାହୁ ଦୁର୍ଘଟଣାରେ ଆହତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଉପଯୁକ୍ତ ଚିକିତ୍ସା ଲାଗି ପାଖରେ ଅର୍ଥ ନାହିଁ। ବାପାଙ୍କ ଚିକିତ୍ସା…
Read More...

ବ୍ରିଟେନ୍‌ରେ ବଢ଼ୁଛି ବେକାରୀ ସଂଖ୍ୟା

କରୋନା ମହାମାରୀ ଲୋକଙ୍କ ପ୍ରାଣ ନେବା ସହ ଅନେକଙ୍କର ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବଡ଼ବଡ଼ ଶିଳ୍ପପତିମାନେ ଏଇ ଲକ୍-ଡାଉନ୍ ସମୟରେ ବିପୁଳ କ୍ଷତି ସହିଛନ୍ତି। ଗଣମାଧ୍ୟମରେ ନିୟମିତ ଏ ସମ୍ପର୍କିତ ଖବରମାନ…
Read More...

ଚୀନ ପାଇଁ ସତର୍କବାଣୀ; ଭାରତ-ଆମେରିକା ସହଯୋଗ ଗୁରୁତ୍ବପୂର୍ଣ୍ଣ

ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ପର୍ଯ୍ୟାୟ ୨+୨ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ଇତିମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଦୁଇ ଦେଶ ପ୍ରତିରକ୍ଷା ସହଯୋଗ ଏବଂ ଗୁଇନ୍ଦା ତଥା ଆଦାନପ୍ରଦାନ ଭଳି କେତେକ…
Read More...

ପ୍ରାକ୍-ଶୀତ ଯତ୍ନ

ଆଉ ଦିନ କେଇଟା ପରେ ଶୀତର ଆସର ଭାରତର ପ୍ରମୁଖ ପ୍ରାନ୍ତରେ ଦେଖାଯିବ। ଶୀତ ପୂର୍ବରୁ ପ୍ରତ୍ୟେକ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଭଲ। ଏବେଠାରୁ ଦୈନିକ ପ୍ରାତଃଭ୍ରମଣ ସହ କିଛି ସମୟ ବ୍ୟାୟାମ କଲେ ଶରୀର ଫୂର୍ତ୍ତି ରହିବ।…
Read More...

ଗୁରୁବାର ରାଶିଫଳ ( ୨୯-୧୦-୨୦୨୦)

ମେଷ: ଦେବାଦେବୀ ଦର୍ଶନ ଶୁଭଦାୟକ ହେବ। କର୍ମଚଞ୍ଚଳ ରହିବେ। ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଚକ୍ଷୁପୀଡ଼ା ଉପୁଜି ପାରେ। ସାହସୀ ହେବେ। ବୃଷ: କାର୍ଯ୍ୟରେ…
Read More...

ପୁର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମତିଥି ପାଳିତ

ବୁର୍ଲା: ବୁର୍ଲା ବିଜେଡି ପକ୍ଷରୁ ବୁଧବାର ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମତିଥି ଅବସରରେ ବୁର୍ଲା ବିଜୁ ଜନତା ଦଳର…
Read More...

୪ ବର୍ଷ ହେବ ବୁର୍ଲା ଭିମସାର ନେଫ୍ରୋଲୋଜି ବିଭାଗ ବିଶେଷଜ୍ଞ ଶୂନ୍ୟ: ଘରୋଇ ଡ଼ାକ୍ତରଖାନାରେ ରୋଗୀ ଶୋଷଣର ଶିକାର

ବୁର୍ଲା:ବର୍ତ୍ତମାନର ମାରାତ୍ମକ କରୋନା ଭୁତାଣୁ ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ରୋଗୀ ବାହାର ମେଡ଼ିକାଲକୁ  ଯିବାକୁ କୁଣ୍ଠାପ୍ରକାଶ କରୁଛନ୍ତି। ମାତ୍ର ଭିମସାରରେ ଅବ୍ୟବସ୍ଥା ଯୋଗୁଁ ରୋଗୀ କେବଳ…
Read More...

ବିଜେପି ସହ ବିଜେଡ଼ିର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କଂଗ୍ରେସ ସଭାପତି

ଭୁବନେଶ୍ୱର: ବିଜେପି ଓ ଆରଏସଏସ ସହ ବିଜେଡ଼ିର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଆର.ଏସ.ଏସ ଏବଂ ବିଜେପି ସହ ଆପଣଙ୍କ ସମ୍ପର୍କ କ’ଣ ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ…
Read More...

ରକ୍ତଦାନ କରି ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନ ପାଳିଲେ ବିଜେଡି କର୍ମୀ

ସମ୍ବଲପୁର : ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡି ପକ୍ଷରୁ ଆଜି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ କର୍ମୀ ଓ କର୍ମକର୍ତ୍ତାମାନେ…
Read More...

ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ; +୩କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ

ବାଙ୍କୀ : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨୦୧୭ମସିହାରେ ନାମ ଲେଖାଇ ଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଶେଷ ବର୍ଷ ୨୦୨୦ପରୀକ୍ଷା ଫଳ ବୁଧବାର ଦିନ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟ…
Read More...

ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଦୁଇଭଉଣୀଙ୍କ ମୃତ୍ୟୁ ଘଟିଛି। ଗୋପାଳ ଜଗଦଲାଙ୍କ ଦୁଇଝିଅ ନିକିତା (୧୨) ଓ ଅର୍ଚ୍ଚିତା (୧୧)…
Read More...

ବୁମରାଙ୍କ ଘାତକ ବୋଲିଂ: ୧୬୪ରେ ଅଟକିଲା ରୟାଲ ଚ୍ୟାଲେଞ୍ଜର, ମୁମ୍ବାଇ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ବୁଧବାର ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି…
Read More...

ଶତ୍ରୁ କବଳରୁ ଦେଶକୁ ବଞ୍ଚାଇବା ଲାଗି ବନ୍ଧୁକ ଧରି ଯୁଦ୍ଧଭୂଇଁରେ ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଗତ କିଛିଦିନ ହେବା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଚାଲିଛି ଯୁଦ୍ଧ । ଏଥିରେ ଉଭୟ ପକ୍ଷର  ପ୍ରାୟ ୫ ହଜାର ବେସାମରିକ ଲୋକଙ୍କ ସହ ବହୁ ସେନା ମୃତ୍ୟୁବରଣ କରିଛନ୍ତି । କେବଳ ଆର୍ମେନିଆର ୨ ହଜାର ଲୋକ ଯୁଦ୍ଧ ଯୋଗୁଁ…
Read More...

ଅଜଣା ଟ୍ରକ୍ ଧକ୍କାରେ ଦୁଇ ଗୁରୁତର 

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ବୁଧବାର ସନ୍ଧ୍ୟା ୮ଟା ସମୟରେ ଏକ ଅଜଣା ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଜଣ ଗୁରୁତର ହୋଇଛନ୍ତି।  ଢେଙ୍କିକୋଟରୁ…
Read More...

ନିଆରା ଢଙ୍ଗରେ ମିଳିତ ଭାବେ ଦଶହରା ପାଳିଲେ ହିନ୍ଦୁ ଓ ମୁସଲମାନ

କେଶଦୁରାପାଳ : ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ାଠାରେ ନିରାଡ଼ମ୍ବର ଭାବେ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ପରମ୍ପରା ଅନୁଯାୟୀ ଦଶହରା ପର୍ବ ଗ୍ରାମରେ ପାଳନ କରିଛନ୍ତି।ଗାଁର ସର୍ଦାର ଗଡ଼ନାୟକ ଓ ପାଇକଙ୍କ ସମେତ…
Read More...

ବିହାର ମୂଳ ବାସିନ୍ଦା ଭେଭେଲ ରାମକଲୱାନ ସେସେଲ୍ସ ରାଷ୍ଟ୍ରପତି ନିର୍ବାଚିତ

ଗୋଟିଏ ପଟେ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏବଂ ଅନ୍ୟ ପଟେ ୪୬୧୬ କିଲୋମିଟର ଦୂରରେ ଥିବା ସେସେଲ୍ସ ଦେଶର ରାଷ୍ଟ୍ରପତି ଭାବରେ ଜଣେ ବିହାରୀ ନିର୍ବାଚିତ…
Read More...

ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ୱ କେନାଲର ବିରାଟ ଗର୍ତ୍ତ  ଦୁର୍ଘଟଣାକୁ ନିମନ୍ତ୍ରଣ  

କେଶଦୁରାପାଳ : ନବନିର୍ମିତ ଆନନ୍ଦପୁର ବ୍ୟାରେଜ କାମ ସଂପୂର୍ଣ୍ଣ ହୋଇ ଉଦ୍‌ଘାଟନ ହୋଇଯାଇଥିବାବେଳେ  ବ୍ୟାରେଜର ବାମ ପାର୍ଶ୍ୱ କେନାଲ ବର୍ଷା ଯୋଗୁ ମାଟି ଖସି ବିରାଟ ଗର୍ତ ହୋଇଯାଇଛି ଫଳରେ ରାସ୍ତା କଡରେ ବିରାଟ ଗର୍ତ୍ତ…
Read More...

ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା ଲାଗି ଏନ୍ଇଇଟି ନିକଟରେ ଫେରାଦ ହେବେ…

ଲକ୍ଷ୍ନୌ: ଏନଇଇଟି (ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା)ରେ ଟପ୍ପର ପ୍ରସଙ୍ଗକୁ ନେଇ ବିବାଦରେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୭୨୦ରୁ ୭୨୦ ନମ୍ବର ରଖିଥିବା ସତ୍ବେ ଏନଇଇଟି ପରୀକ୍ଷାଫଳ ତାଲିକାରେ…
Read More...

ଦାରିଦ୍ର୍ୟର କରୁଣ ରୂପ; ରୋଗରେ ୨ ପୁଅ ମୃତ, ଝିଅର ଚିକିତ୍ସା ପାଇଁ ଦାଦନ ଗଲା ବାପା

ଖଲ୍ଲିକୋଟ: ଗରିବଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ସେ ସବୁ ଯୋଜନାରେ ପ୍ରକୃତ ଗରିବ ପରିବାର ଉପକୃତ ହୋଇପାରୁନଥିବା କେତେକ ଘଟଣାରୁ ସ୍ପଷ୍ଟ ଅନୁମିତ।…
Read More...

ମହିଳାଙ୍କ ମଧ୍ୟରେ ବଢ଼ୁଛି ମଦ୍ୟପାନ ଆଗ୍ରହ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଦେଖନ୍ତୁ ଓଡ଼ିଶାର ସ୍ଥିତି

୨୦୧୦-୨୦୧୭ ମଧ୍ୟରେ ୩୮% ଅଧିକ ମହିଳା ମଦ୍ୟପାନ କରିଛନ୍ତି ଦିଲ୍ଲୀର ୪୦% ପୁରୁଷ ଓ ୨୦% ମହିଳା ମଦ୍ୟ କ୍ରୟ କରିଥାଆନ୍ତି ୧୮-୩୦ ବୟସ ବର୍ଗର ୪୩.୭% ମହିଳା ମଦ୍ୟପାନରେ ଅଭ୍ୟସ୍ତ ୪୬ରୁ ୬୦ ବର୍ଷର ୩୯.୧% ମହିଳା…
Read More...

ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ପଡିଛି ବିଦ୍ୟୁତ ସବ୍‌ଷ୍ଟେସନ

ବୋଲଗଡ : ବୋଲଗଡ ସଦର ମହକୁମା ସ୍ଥିତ ରଜ ପଡିଆଠାରେ ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ପଡିଛି ବିଦ୍ୟୁତ ବିଭାଗର ମିନି ସବ୍‌ଷ୍ଟେସନ। ସୂଚନା ଯୋଗ୍ୟ, ବୋଲଗଡ ଗାନ୍ଧୀ ବଜାରଠାରେ ଥିବା ବିଦ୍ୟୁତ ସବ୍‍ଷ୍ଟେସନ ସାରା ସାହି…
Read More...

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ କରିବା ପରେ ନିଜର କରୋନା ପରୀକ୍ଷା କରାଇଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ସୋମବାର ଆଉ ୨ହଜାର ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ  ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

୨୫୦ କୋଟି ଟଙ୍କାର ପ୍ରକଳ୍ପ ସାରିବାକୁ ଲାଗିଲା ୯ ବର୍ଷ: ନିଜ ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ…

ନୂଆଦିଲ୍ଲୀ: ନିଜ ବିଭାଗର କର୍ମଚାରୀଙ୍କ ଉପରେ କେନ୍ଦ୍ର ପରିବହନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କ୍ଷୁବ୍ଧ । ଏପରିକି ଖୋଲାଖୋଲି ସେମାନଙ୍କୁ ନିକମ୍ମା ବୋଲି ମଧ୍ୟ କହିଛନ୍ତି ଶ୍ରୀ ଗଡ଼କରୀ । ବୁଧବାର ଜାତୀୟ…
Read More...

ବାୟୁ ପ୍ରଦୂଷଣ କାରଣରୁ ଶୀତଦିନେ ବଢ଼ିପାରେ କରୋନା ସଂକ୍ରମଣ: ଆଇସିଏମଆର୍

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ କାରଣରୁ ଶୀତଦିନେ କରୋନା ସଂକ୍ରମଣ ବଢ଼ିପାରେ । ଏପରି ଆକଳନ କରିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)। ଏହାର ମହାନିର୍ଦେଶକ ବଳରାମ ଭାର୍ଗବ ୟୁରୋପ ଓ…
Read More...

ଟ୍ରକ୍‌ରୁ ୫୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାମନାଗୁଡା :  ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଗୁମୁଡା ଅଞ୍ଚଳରୁ ବୁଧବାର ଏକ ଟ୍ରକ୍‌ରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ଓ ତାର ସହଯୋଗୀ ସହିତ ଟ୍ରକ୍ ମାଲିକକୁ ଗିରଫ କରାଯାଇଛି।…
Read More...

କରୋନା ଟୀକାକୁ ନେଇ ଆଶା ଦେଖାଇଲେ ସେରମ୍ ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ:  କରୋନା ସଂକ୍ରମଣ ଓ ଭୟ ମଧ୍ୟ​‌ରେ ଟୀକାକୁ ଦେଶବାସୀ ବଡ଼ ଉଦବିଗ୍ନ ସହ ଅପେକ୍ଷା କରିଛନ୍ତି । ଏହି ସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର ପୁନାୱାଲା କରୋନାଭାଇରସ୍ ଟିକା…
Read More...

ତିର୍ତ୍ତୋଲ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର : କହିଲେ କରୋନା ପରେ ତିର୍ତ୍ତୋଲ ଯିବି ଏବଂ ବିକାଶ କାର୍ଯ୍ୟର ତଦାରଖ…

ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ନବୀନ ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ,…
Read More...

ଦଶହରାରେ ରାବଣ ସ୍ଥାନରେ ପ୍ରଭୁ ରାମଙ୍କ କୁଶପୂତ୍ତଳିକା ଦାହର ଭିଡିଓ ଭାଇରାଲ; ୪ ଗିରଫ

ଚଣ୍ଡିଗଡ଼ : ପଞ୍ଜାବ ସୀମାନ୍ତ ଲୋପୋକେ ଅନ୍ତର୍ଗତ ମନଭାଲା ଗାଁରେ କିଛି କଠୋରପନ୍ଥିମାନେ ଦଶହରା ଦିନ ରାବଣ ସ୍ଥାନରେ ପ୍ରଭୁ ରାମଙ୍କର ଏକ କୁଶପୂତ୍ତଳିକା ଦାହ କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…
Read More...

ସାରା ବିଶ୍ଵର ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଦେବ ଇସ୍ରୋ-ନାସାର ମିଳିତ ଉପଗ୍ରହ ‘ନିସାର’

ନ୍ୟୁୟର୍କ   :  ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିଶ୍ଵରେ ପ୍ରତିବର୍ଷ ବହୁ ଧନଜୀବନ ହାନି ଘଟୁଛି । ବିଶେଷଭାବରେ ଭାରତ ଓ ଆମେରିକା ଏହାଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ସମ୍ପର୍କରେ ଆଗୁଆ ସୂଚନା ନିମନ୍ତେ  ଭାରତୀୟ…
Read More...

ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଅପ୍ରେଲ ୨୦୨୧ ସୁଦ୍ଧା ବାୟୁସେନାରେ ସାମିଲ ହେବ ଆଉ ୧୬ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା।  ଅପ୍ରେଲ ୨୦୨୧ ସୁଦ୍ଧା ବାୟୁସେନାରେ ସାମିଲ ହେବ ଆଉ ୧୬ ରାଫେଲ ଯୁଦ୍ଧ ବିମାନ । ୧୬ଟି ରାଫେଲ ବିମାନ ମଧ୍ୟରୁ ତିନୋଟି ନଭେମ୍ବର ୫ରେ ଭାରତରେ ପହଞ୍ଚିବ।…
Read More...

ମନରେଗା ଯୋଜନାରେ ୭୪ଶ୍ରମିକଙ୍କୁ କାମ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର ଗ୍ରାମରେ ଅଣକୁଶଳୀ ଶ୍ରମିକମାନଙ୍କୁ ଜବକାର୍ଡ ମାଧ୍ୟମରେ ଶ୍ରମ ଭିତ୍ତିକ କର୍ମ ଯୋଗାଣ ବୁଧବାର ଦିନ ଆରମ୍ଭ ହୋଇଛି। ଏହି ଗ୍ରାମ ପାଇଁ ଶ୍ରମ ଭିତ୍ତିକ…
Read More...

ଚେରମୂଳି ଔଷଧରେ ଚିକିତ୍ସା କରି ପରିଚୟ ସୃଷ୍ଟି କରିଛନ୍ତି ମନ ଭତରା

ନବରଙ୍ଗପୁର : ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ଏଭଳି କିଛି ମଣିଷ ରହିଛନ୍ତି ନିଜ ସମସ୍ତ କାର୍ଯ୍ୟ କରିବା ସତ୍ତ୍ୱେ କିଛି ଭିନ୍ନ ଶୈଳୀରେ ପରିଚୟ ସୃଷ୍ଟି କରି ପାରିଛନ୍ତି । ପ୍ରକୃତିର ବକ୍ଷରେ…
Read More...

ଫ୍ରାନ୍ସରେ କରୋନାରେ ୨୪ ଘଣ୍ଟାରେ ୫୨୩ ମୃତ; ପୁନର୍ବାର ହୋଇପାରେ ଲକଡାଉନ୍

ନୂଆଦିଲ୍ଲୀ : ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଇପାରେ।ଏନେଇ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଖୁବ୍…
Read More...

ବିଏମ୍‍ଏସ୍‍ ପକ୍ଷରୁ କେନ୍ଦ୍ରସରକାରଙ୍କର ନୂତନ ଶ୍ରମଆଇନକୁ ବିରୋଧ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : କେନ୍ଦ୍ରସରକାରଙ୍କର ଶ୍ରମିକ ବିରୋଧୀ ଶ୍ରମ ଆଇନକୁ ବିରୋଧ କରି ଭାରତୀୟ ମଜଦୂର ସଂଘ,(ବିଏମ୍‍ଏସ୍‍) ନବରଙ୍ଗପୁର ଜିଲା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏସଂପର୍କରେ ପ୍ରଧାନମନ୍ତ୍ରୀ ଙ୍କର ଉଦ୍ଦେଶ୍ୟରେ…
Read More...

ଡାକ୍ତରଖାନା ହେବ ତ ଏମିତି : ଡାକ୍ତରଙ୍କ ପ୍ରୟାସ, ନୂଆ ଜୀବନ ପାଇଲା ଜରାଜୀର୍ଣ୍ଣ ଡାକ୍ତରଖାନା

ବଲାଙ୍ଗିର (ଅଭିଳାଷ ହୋତା): କଥାରେ ଅଛି ଦୃଢ ଇଚ୍ଚାଶକ୍ତି ଆଗରେ ସର୍ବଦା ଅସମ୍ଭବ ମୁଣ୍ଡ ନୁଆଁଇଛି। ଯଦି କିଛି କରିବାର ବିଶ୍ୱାସ ରହିଛି ତେବେ ଯେଉଁଭଳି ପରିସ୍ଥିତି ଆସୁନା କାହିଁକି ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ।…
Read More...

ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ : ଖସିଗଲେ ମାଓନେତା, ଜବତ ହେଲା ବିପୁଳ ପରିମାଣ…

ମାଲକାନଗିରି : ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀଙ୍କ…
Read More...

ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ତେବେ ବିଧାନସଭା ବିଧି ଅନୁସାରେ ଗୃହ କାର୍ଯ୍ୟ ୬୦ ଦିନ ଚାଲିବାର ବ୍ୟବସ୍ଥା…
Read More...

ପୁରୀ ବ୍ଲୁଫ୍ଲାଗ ବିଚ୍‌ରୁ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀ ବ୍ଲୁଫ୍ଲାଗ ବିଚ୍‌ରୁ ଗତକାଲିଠୁ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ପିଙ୍କ୍ ହାଉସ ନିକଟ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।  ଗତକାଲି ବ୍ଲୁଫ୍ଲାଗ ବିଚ୍‌ର…
Read More...

୧୫ ହଜାର ଟଙ୍କାରେ ମାସକର ଶିଶୁକୁ ବିକ୍ରି କରିଦେଲେ ମହିଳା, ଅଭିଯୋଗ ପରେ ଉଦ୍ଧାର କଲା ପୁଲିସ

ରେଢ଼ାଖୋଲ  : ସମ୍ବଲପୁର ଜିଲା ଚାରମାଳ ଥାନା ଅଞ୍ଚଳରେ ୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ ହୋଇଛି। ଏନେଇ ଚାରମାଳ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଥାନାରେ ଅଭିଯୋଗ ପରେ ଚାରମାଳ…
Read More...

ବିଷାକ୍ତ ସାପ ଦଂଶନରେ ଦୁଇ ଭଉଣୀଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ବିଷଧର ସାପ ଦଂଶନରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଗତ ବିଳମ୍ବିତ ରାତ୍ରୀରେ ଗ୍ରାମର ଗୋପାଳ ଜଗଦଲାଙ୍କ ଦୁଇ ଝିଅ ଅର୍ଚ୍ଚିତା ଜଗଦଲା…
Read More...

ଅନଲାଇନରେ ସତ୍ୟରମ୍ଭା ଲୋକ ମହୋତ୍ସବ

ବରପାଲି : ବରପାଲି ବ୍ଲକ ସତଲମା ଶାରଦିୟ ସତ୍ୟରମ୍ଭା ଲୋକ ମହୋତ୍ସବ ନିରାଡ଼ମ୍ବର ଭାବରେ ୱେବନାରା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟଅତିଥି ଭାବେ ବିଜେପୁର ବିଧାୟିକା ରିତା ସାହୁ ଯୋଗଦେଇ କାର୍ଯ୍ୟାକ୍ରମକୁ ଉଦଘାଟନ…
Read More...

କୋଭିଡ଼ ସଙ୍ଗରୋଧ ନିୟମ ଉଲ୍ଲଙ୍ଘନ: ଛାତ୍ରୀଙ୍କୁ ୬.୩୪ ଲକ୍ଷ ଟଙ୍କା ଜୋରିମାନା

ଜର୍ସି: କୋଭିଡ -୧୯ ନିୟମ ଉଲ୍ଲଂଘନ କରିବା ଯୋଗୁଁ ବ୍ରିଟେନର ଜଣେ ଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ୬.୩୪ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । କୋଭିଡ଼ ନିୟମ ଭାଙ୍ଗିଥିବା ସଂକ୍ରାନ୍ତ ଖବର…
Read More...

ନବରଙ୍ଗପୁର ପୁଲିସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ନବରଙ୍ଗପୁର ଏବଂ ବିଭିନ୍ନ ଥାନାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଆରଓ କାର୍ଯ୍ୟାଳୟ,…
Read More...

ଫାରୁକ୍ ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କର ଭାରତରେ ରହିବାର ଅଧିକାର ନାହିଁ: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ:  ପିଡିପି ମୁଖ୍ୟ ମେହବୁବା ମୁଫତି ଏବଂ ନେସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଏବଂ ଭାରତୀୟ ଜାତୀୟ ପତାକା ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ । ଏହି ସ୍ଥିତିରେ…
Read More...

ଇଣ୍ଡେନ ବଦଳାଇଲା ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର; ଜାଣନ୍ତି କି ନୂଆ ନମ୍ବର

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ବନ୍ଧରେ ବଡ଼ ଖବର ।  ଯଦି ଆପଣ ଇଣ୍ଡେନ ଗ୍ୟାସର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଇଣ୍ଡେନ୍ କମ୍ପାନୀ ଗ୍ୟାସ ବୁକିଂର ମୋବାଇଲ୍ ନମ୍ବର…
Read More...

ଡାଳୁଆ ଜଙ୍ଗଲରେ ଅବକାରୀ ଚଢାଉ; ୧୮୫୫୦ ଲିଟର ପୋଚ ଓ ୧୬୦ଲିଟର ମଦ ଜବତ

ଆଠଗଡ: କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ନବ ନିଯୁକ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକାଧିକ…
Read More...

  ନାଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର 

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମ ନିକଟରେ ଥିବା ସହସିଆମାଲ ଗାଁ ଦେଇ ପ୍ରବାହିତ ଏକ ନାଳା ରୁ ଗତ ସୋମବାର ଦିନ ପୁଲିସ ଯଶୋତା ନେଟୀ( ୪୪) ନାମ୍ନୀ ଜନୈକ ମହିଲା ଙ୍କ ମୃତ ଦେହ ଉଦ୍ଧାର କରିଛି। ସେ…
Read More...

ଠିକା ସଂସ୍ଥା ଅଧିକାରୀଙ୍କୁ ଦାଦାବଟି ଦାବି ଓ ୨୦ହଜାର ଟଙ୍କା ଲୁଟ୍: ବିଧାୟକ ପ୍ରାର୍ଥୀ ସମେତ ୩ ଗିରଫ, କାର୍ ଜବତ 

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ର ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଠାରେ ଥିବା ଆଦିତ୍ୟ ଆଲୁମିନିୟମ କାରଖାନାର ବଏଲିଂ ପ୍ଲାଣ୍ଟ୍ ପରିଚାଳନା କରୁଥିବା ବରୋଦ୍ରା ଇଣ୍ଡଷ୍ଟ୍ରିଆଲ୍  କମ୍ପାନୀ ର ମାନବ ସମ୍ବଳ ଏବଂ…
Read More...

ଢେଙ୍କାନାଳ ଡ଼ମୋଳ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୨ବଖରା ଘର

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡ଼ମୋଳ ଗାଁରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳିଆ ଘର ଜଳିଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଡ଼ମୋଳ ଗ୍ରାମର ବିଷ୍ଣୁସେନ ବେହେରାଙ୍କ…
Read More...