୨ହଜାର ପ୍ରକାରର ଇଡ୍‌ଲି

ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ‘ଇଡ୍‌ଲି’ର ଲୋକପ୍ରିୟତା ପୂରା ବିଶ୍ବସ୍ତରରେ ଅଛି। ଭାରତର ଯେ କୌଣସି ପ୍ରାନ୍ତକୁ ଗଲେ ମଧ୍ୟ ଇଡ୍‌ଲି ଖାଦ୍ୟ ସହଜରେ ମିଳିଯାଇଥାଏ। ଅଧିକାଂଶ ଲୋକ ଜଳଖିଆରେ ଇଡ୍‌ଲି-ସାମ୍ବର ଖାଇବାକୁ ପସନ୍ଦ…
Read More...

ସମୁଦୁଣୀକୁ ନେଇ ସମୁଦୀ ଫେରାର

ସୁରତ : ବର ଓ କନ୍ୟାଙ୍କ ବାହାଘର ପୂର୍ବରୁ ବରର ପିତା କନ୍ୟାର ମା’କୁ ନେଇ ଫେରାର ହୋଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗୁଜରାଟ ସୁରତ ସହରରେ ରହୁଥିବା ଜଣେ ବ୍ୟବସାୟୀଙ୍କର ପୁଅ ସହିତ ନାଭସାରିରେ ରହୁଥିବା…
Read More...

କେଜ୍ରିୱାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ବିଜେପିର ସୁନିଲ ଯାଦବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ସୁନିଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ସୁନିଲ ପେସାରେ ଜଣେ ଆଇନଜୀବୀ। ବିଜେପି ମଙ୍ଗଳବାର ଏହାର ଦ୍ବିତୀୟ…
Read More...

ରଣଜୀ ଟ୍ରଫି: ଚଳିତ ସିଜିନରେ ଓଡ଼ିଶାର ପ୍ରଥମ ପରାଜୟ

କଟକ: ଚଳିତ ରଣଜୀ ଟ୍ରଫି ସିଜିନରେ ପରାଜୟର ପ୍ରଥମ ତିକ୍ତ ସ୍ବାଦ ଚାଖିଛି ଓଡ଼ିଶାର ସିନିୟର କ୍ରିକେଟ ଦଳ। ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମ୍ୟାଚ୍‌ରେ ଘରୋଇ ଓଡ଼ିଶାକୁ ୪…
Read More...

ଦିଲ୍ଲୀ ନିର୍ବାଚନରୁ ଓହରିଲା ଜନନାୟକ ଜନତା ପାର୍ଟି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରୁ ବିଜେପିର ପୁଣି ଏକ ସହଯୋଗୀ ଦଳ ଓହରିଯାଇଛି। ସୋମବାର ଶିରୋମଣି ଅକାଳି ଦଳ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିଥିବାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ…
Read More...

ସମାଜ ପ୍ରତି ‘ସମାଜ’ ସବୁବେଳେ ତା’ର କର୍ତ୍ତବ୍ୟ କରିଆସିଛି: ଗିରିଧର ଗମାଙ୍ଗ

ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି ‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ। ଓଡ଼ିଶା ସମେତ ୬ଟି ରାଜ୍ୟରୁ ଆସିଥିବା କଳାକାରଙ୍କ ନୃତ୍ୟରେ ପ୍ରକମ୍ପିତ ହୋଇଛି ପବିତ୍ର ଶରଧାବାଲି। ନୃତ୍ୟଶିଳ୍ପୀ ଏବଂ ଛାତ୍ରଛାତ୍ରୀଙ୍କ…
Read More...

ଜାତୀୟ ସାହସିକତା ପୁରସ୍କାର ପାଇବେ ୩ ଓଡ଼ିଶା ଝିଅ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଏବଂ ଅନୁଗୁଳ ଜିଲାର ଶ୍ରୀମତୀ ଭଦ୍ରାଙ୍କୁ ଚଳିତ ବର୍ଷର ଇଣ୍ଡିଆନ କାଉନସେଲ ଫର ସୋସିଆଲ ୱେଲଫେୟାର (ଆଇସିସିଡବ୍ଲ୍ୟୁ) ଶିଶୁ ସାହସିକତା ପୁରସ୍କାରରେ…
Read More...

ଗର୍ଭବତୀଙ୍କୁ ୬ କିମି ବୋହିଲେ ଯବାନ

ନୂଆଦିଲ୍ଲୀ: ନକ୍ସଲ ପ୍ରଭାବିତ ଛତିଶଗଡରେ ମୁତୟନ ସିଆରପିଏଫ ଯବାନଙ୍କ ମାନବିକତା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବିଜାପୁର ଜିଲାର ପାଡେଡା ଅଞ୍ଚଳରେ ମୁତୟନ ଏହି ଯବାନ ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୬କିମି…
Read More...

ଛ’ଘଣ୍ଟା ଅପେକ୍ଷା ପରେ କେଜ୍ରିୱାଲଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ବିରାଟ ଶୋଭାଯାତ୍ରା ଯୋଗୁଁ…
Read More...

ସିଏଏ ପ୍ରତ୍ୟାହାର ହେବ ନାହିଁ: ଶାହା

ଲକ୍ଷ୍ନୌ: ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳଗୁଡିକ ଯେତେ ବିରୋଧ କଲେ ମଧ୍ୟ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର…
Read More...

ବୁଧବାର ରାଶିଫଳ (୨୨.୦୧.୨୦୨୦)

ମେଷ: ଧର୍ମ କାର୍ଯ୍ୟରେ ମନଦେଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ହରିଭଜନ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ…
Read More...

ନଭେଲ କରୋନା ଭୂତାଣୁ ସଂକ୍ରମଣରେ ୬ ମୃତ, ୩୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନର ଉହାନ ଓ ହୁବେଇ ପ୍ରଦେଶରେ ଦେଖାଯାଇଥିବା ନଭେଲ କରୋନା ଭୂତାଣୁକୁ ନେଇ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚୀନ ଓ ହଂକଂରୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ…
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ରୁ ଧାୱନ୍; ଟେଷ୍ଟ ସିରିଜ୍‌ରୁ ଈଶାନ୍ତ ବାଦ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛି। ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦, ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୨ ମ୍ୟାଚ୍‌ ବିଶିଷ୍ଟ…
Read More...

ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତି କାର୍ଯ୍ୟ ପୁନର୍ବାର ଆରମ୍ଭ : ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ୱର : ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାର ନିଷ୍ପତି ନେଇ ପତ୍ରର ଅନୁରୋଧକୁ ରକ୍ଷା କରିଥିବାରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ…
Read More...

ଘରେ ପଶି ଟଙ୍କା ଗହଣା ଲୁଟ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା କଲେଜ ସାହିରେ ପ୍ରଭାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ମଙ୍ଗଳବାର ଦୁର୍ବୃତ୍ତମାନେ ଘରର ଗ୍ରୀଲ ଭାଙ୍ଗି ଟଙ୍କା ଓ ଗହାଣା ଲୁଟ କରିଥିବା ଜଣାପଡ଼ିଛି । ଏ ନେଇ…
Read More...

ବାଇକ ଚୋର ଗିରଫ : ବାଇକ୍‍ ଜବତ

ପିପିଲି : ଗୁଡିଆପୋଖରୀ ବଜାରରୁ ଚୋରି ହୋଇଥିବା ଏକ ବାଇକ୍‍କୁ ମଙ୍ଗଳବାର ପୁଲିସ ଜବତ କରିବା ସହ ବାଇକ୍‍ ଚୋରକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ ପୁଲିସ ପିପିଲି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ…
Read More...

ବହୁଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ତୋଫାନକୁ କୋର୍ଟ ଚାଲାଣ

ପିପିଲି : ବହୁଚର୍ଚ୍ଚିତ ପିପିଲି ଥାନା ଜାଗୁଳିଆପଡା ବାରମାଣପାଟଣା ଗ୍ରାମର ଯୁବ ବ୍ୟବସାୟୀ ଚିନ୍ମୟ ସାହୁ (୨୦) ଓରଫ୍‍ ବବଲୁ ହତ୍ୟାକାଣ୍ଡ ମାମଲାରେ ଫେରାର୍‍ ଅଭିଯୁକ୍ତ ତୋଫାନ ବେହେରା(୨୯)କୁ ପିପିଲି ପୁଲିସ ଗିରଫ କରି…
Read More...

ଆରମ୍ଭ ହେଲା ‘ସମାଜ’ ଶତବାର୍ଷିକୀ ସାଂସ୍କୃତିକ ସମାରୋହ

କଟକ : ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ଲୋକ ସଂସ୍କୃତି ଓ ଲୋକସଂଗୀତକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ‘ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁରୀ ଠାରେ ୩ ଦିନିଆ…
Read More...

ସିଫାରେ ତୃତୀୟ ଜିନୋମିକ୍ସ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ତୃତୀୟ ଅନ୍ତରାଷ୍ଟ୍ରୀୟ ଜିନୋମିକ୍ସ ସମ୍ମିଳନୀ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। ‘ଜିନୋମିକ୍‍ ଇନ୍‍ ଆକ୍ୱାକଲ୍‍ଚର’…
Read More...

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ…
Read More...

ଅଣ୍ଡର-୧୯ ବିଶ୍ୱକପ୍‌ : ଜାପାନକୁ ୪୧ ରନରେ ଅଲଆଉଟ କରିବା ପରେ ୧୦ୱିକେଟରେ ମ୍ୟାଚ ହାତେଇଲା ଭାରତ

ବ୍ଲୋଏମଫୋଣ୍ଟେନ୍‌ : ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ଅଣ୍ଡର-୧୯ ବିଶ୍ୱକପ୍‌ କ୍ରିକେଟରେ ମଙ୍ଗଳାବର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ଆଇସିସି…
Read More...

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପଲସ ପୋଲିଓ ଅଭିଯାନ

ମୋହନା :  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ପଲସ ପୋଲିଓ ଅଭିଯାନ ଚାଲୁରଖିବା ପାଇଁ ନିର୍ଦ୍ଧେଶ ରହିଥିଲା। ଏହି ପରିପେକ୍ଷୀରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ…
Read More...

 ଲୋଇସିଂହା ହାତୀ ମୃତ୍ୟୁ ଘଟଣାକୁ ନେଇ ଡିଏଫଓ ଅଫିସ ଘେରିଲା ବିଜେପି

ଲୋଇସିଂହା :  ଲୋଇସିଂହା ରେଞ୍ଜ ହାତୀ ମୃତ୍ୟୁ ଘଟଣାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିବାସହ ମଙ୍ଗଳବାର ସ୍ଥାନୀୟ ପିଆର ହାଇସ୍କୁଳ ପଡିଆରୁ ଏକ ଶୋଭାଯାତ୍ରାରେ ଆସି ଡିଏଫଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

ଟାର୍ଗେଟରେ ବ୍ୟବସାୟୀ : ଏଆରଟେଲ ଡିଷ୍ଟ୍ରିବୁଟରଙ୍କୁ ବନ୍ଧୁକ ଦେଖାଇ ୬ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସାମଗ୍ରୀ ଲୁଟ

ବଲାଙ୍ଗୀର : ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ଟିକ୍ରାପଡା ଠାରେ ଥିବା ଏଆରଟେଲ ଡିଷ୍ଟ୍ରିବୁଟରଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ନଗଦ ଟଙ୍କା ସହ ମୋବାଇଲ, ସୁନାଚେନ ଲୁଟ ହୋଇଥିବା ବ୍ୟବସାୟୀ ଜଣକ ଥାନାରେ…
Read More...

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା : ଟେଷ୍ଟ ଖେଳିବେନି ଇଶାନ୍ତ ଶର୍ମା

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ତେବେ ଜାନୁଆରୀ ୨୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବ। ପ୍ରଥମେ ୫ଟିକିଆ ଟ୍ବେଣ୍ଟି-୨୦ ସରିଜ, ପରେ ତିନିଟିକିଆ ଦିନିକିଆ…
Read More...

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ସ୍କୁଲ ପରିଦର୍ଶନ

ଯାଜପୁର : ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମଙ୍ଗଳବାର ଅଚାନକ ଯାଜପୁର ଜିଲା ବଡ଼ଚଣା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବଡ଼ଚଣା ଶିକ୍ଷା ମଣ୍ଡଳାଧିଶଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ…
Read More...

ହୋଟେଲରୁ ମିଳିଲା ୮ପର୍ଯ୍ୟଟକଙ୍କ ମୃତଦେହ

ନେପାଳ : ନେପାଳ ମକବାନପୁର ଜିଲାର ଦମନରେ ଥିବା ଏକ ହୋଟେଲ କୋଠରି ଭିତରୁ ମଙ୍ଗଳବାର ୮ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା…
Read More...

ଫାର୍ମ ହାଉସରେ ନିଆଁ ଲାଗି ଶହେରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ

ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସରେ ମଙ୍ଗଳବାର ନିଆଁ ଲାଗି ଶହେରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆକ୍ରୋଶ ମୂଳକ ଭାବେ କେହି ଦୁର୍ବୁତ୍ତ ନିଆଁ ଲଗାଇଥିବା ଥାନାରେ…
Read More...

ଫେବୃୟାରୀ ୧୪ରୁ ବିଧାନସଭା ବଜେଟ୍ ଅଧିବେଶନ : ୧୮ରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ବର : ଆସନ୍ତା ମାସ ଫେବୃୟାରୀ ୧୪ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୪ରୁ ୨୬ତାରିଖ…
Read More...

ସିରିଡି ସାଇ ଟ୍ରେନରୁ ଖସି ଡାକ୍ତର ମୃତ

ଅନୁଗୁଳ: ଅନୁଗୁଳ ଜିଲା ବଇଣ୍ଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ କୁଳମଣି ସାମଲ । ସାଇନଗର ରୁ ପୁରୀ…
Read More...

ନରହନ୍ତା ଦନ୍ତାକୁ କାବୁକଲା ବନବିଭାଗ

ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅଧୀନ ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ଏହି ଅପରେସନରେ ୪୦ ଜଣ ବନ କର୍ମଚାରୀ ସାମିଲ ହୋଇଥିବା…
Read More...

ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ଏକ ନମ୍ବର ହାଟ ରାସ୍ତା କଡରେ ହେଉଥିବା ବାଇକ୍ ପାର୍କିଂ ଯୋଗୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଇଥାଏ। ଏଣୁ ଭିଡ…
Read More...

ଏଥର ହିଙ୍ଗୁଳା ମେଳା ୪ଦିନ  

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୁରଭଞ୍ଜ ଜିଲା ବଡ଼ସାହି ନିକଟ ସୁହାଗପୁର-କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଚଳିତ ବର୍ଷ ଠାରୁ ୪ଦିନ ଧରି ପାଳିତ ହେବ ବୋଲି ମୁଖ୍ୟ…
Read More...

ଦାମୋଦର ମେଳାରେ ୫୦ ହଜାରରୁ ଉର୍ଦ୍ଦ୍ବ ଶ୍ରଦ୍ଧାଳୁଙ୍କ ସମାବେଶ 

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପର୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ପ୍ରବିତ୍ର ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ଦିନ ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

୫ ଦିନ ସୁଦ୍ଧା ୨୫ କୋଟି ଟପିଲା ସେସୁର ଆୟ,ସୋମବାର ୧୪୧୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ ଦେଇନଥିବା ଉପଭୋକ୍ତା ମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ପଞ୍ଚମ ଦିନରେ ପହଞ୍ଚିଛି। ସୋମବାର ସୁଦ୍ଧା ସେସୁର ମୋଟ ବକେୟା ବିଦ୍ୟୁତ ବିଲ ଆଦାୟ ୨୫ କୋଟି ଟପିଛି। ଜାନୁଆରୀ ୧୬ରୁ…
Read More...

ଏଣିକି ଡାଉନଲୋଡ କରିପାରିବେ ହ୍ବାଟସଆପ ଷ୍ଟାଟସ

ହ୍ବାଟସଆପ ତାର ବ୍ୟବହାରକାରୀ ମାନଙ୍କ ପାଇଁ ଉତ୍ତମ ସେବା ଯୋଗାଇଦେବାକୁ ସବୁବେଳେ ଚେଷ୍ଟା ଜାରି ରଖିଛି। ବ୍ୟବହାର କାରୀମାନେ ହ୍ବାଟସଆପ ଷ୍ଟାଟସରେ ଦିଆଯାଉଥିବା ଫଟୋକୁ ସ୍କିନସର୍ଟ ମାଧ୍ୟମରେ ସାଇତି ରଖିଥାନ୍ତି।…
Read More...

ଜାଣନ୍ତୁ ବଜେଟ ପୂର୍ବରୁ କଣ ପାଇଁ କରାଯାଏ ହାଲୱା ଉତ୍ସବ

ନୂଆଦିଲ୍ଲୀ: ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଆରମ୍ଭ ହୁଏ ବଜେଟ ଦସ୍ତାବିଜ ପ୍ରସ୍ତୁତି ପର୍ବ। ଏହି ବଜେଟ ଦସ୍ତାବିଜ ପ୍ରସ୍ତୁତି ପୂର୍ବରୁ କରାଯାଏ ହାଲୱା ଉତ୍ସବ। ଅନେକଙ୍କ ମନରେ ପ୍ରଶ୍ନ ଉଠେ କଣ ଏହି ହାଲୱା…
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ରବିବାର ଅପରାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ…
Read More...

୫ ଟି ବିଶ୍ବବିଦ୍ୟାଳୟ ପାଇଁ ରେଜିଷ୍ଟ୍ରାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟ ପାଇଁ ୫ ଜଣ ରେଜିଷ୍ଟ୍ରାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ସୋମବାର ରାଜ୍ୟ ସରକାର ୫ ଜଣ ଓଏଏସ ଅଧିକାରୀଙ୍କୁ ରେଜିଷ୍ଟ୍ରାର ଭାବେ ଘୋଷଣା କରିଛନ୍ତି। ରମା ଦେବୀ ମହିଳା…
Read More...

ବିଜୁଳି ସେମାନଙ୍କ ପାଇଁ ସାତ ସପନ : ବିଦ୍ୟୁତ ଆଲୋକରୁ ବଞ୍ଚିତ ଆଦିବାସୀ ଗ୍ରାମ ଟୁଡୁକା ପଙ୍କା

ମୋହନା : କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଗ୍ରାମ ଅନ୍ଧକାରରେ ରହିବ ନାହିଁ ବୋଲି ଗ୍ରାମାଞ୍ଚଳ ଗରିବ ବିପିଏଲ ପରିବାରଙ୍କ ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଓ ପ୍ରଧାନମନ୍ତ୍ରୀ ସୋଭାଗ୍ୟ ବତୀ ବିଦ୍ୟୁତ ଯୋଜନା…
Read More...

ଛାତ୍ରନେତାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ, କଣ ରହିଛି ଜେପି ନଡ୍ଡାଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜେପି ଆନ୍ଦୋଳନରୁ ରାଜନୀତିକୁ ଆସିଥିବା ଜଗତ ପ୍ରକାଶ ନଡ୍ଡା ବିଶ୍ବର ସର୍ବ ବୃହତ ରାଜନୌତିକ ଦଳ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ…
Read More...

କମଳ ବେପାରୀଙ୍କ ଘରୁ ୧ ଲକ୍ଷ ୧୦ ହଜାର ଟଙ୍କା ଚୋରୀ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ତାରିଣୀନଗରରେ ଏକ ଭଡାଘରେ ରହୁଥିବା କମଳ ବେପାରୀଙ୍କ ଘରୁ ସୋମବାର ଦୁର୍ବୃତ୍ତମନେ ତାଲାଭାଙ୍ଗି ୧ ଲକ୍ଷ ୧୦ ହଜାର ଟଙ୍କା ଚୋରୀ କରିନେଇଯାଇଥିବା ଜଣାପଡିଛି। ସୂଚନା…
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ, ପ୍ରେମିକା ଅଟକ

ବଲାଙ୍ଗୀର : ବଲାଙ୍ଗୀର ପୁଇଁନ୍ତଲା ଥାନା ଅନ୍ତର୍ଗତ ମିଛାପାଲି ଗାଁରେ ଜଣେ ଯୁବକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବା ବେଳେ…
Read More...

ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ୪୮ ଖଣ୍ଡ ସୁନା

ଭୁବନେଶ୍ବେର : କିଛି ଦିନ ବ୍ୟବଧାନପରେ ପୁଣି ସୋମବାର ଭୁବନେଶ୍ବର ବିମାନ ବନ୍ଦରରୁ ସୁନା ଖଣ୍ଡ ଜବତ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ, ମାଲେସିଆରୁ ଜଣେ…
Read More...

ଏଣିକି ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ ପୈଠ କରିପାରିବେ ବିଦ୍ୟୁତ ବିଲ୍

ଭୁବନେଶ୍ବର: ଏଣିକି ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ  ବିଦ୍ୟୁତ ବିଲ ପୈଠ କରିପାରିବେ ଉପଭୋକ୍ତା।  ସୋମବାର ସେସୁ ପକ୍ଷରୁ ଏଆରଟେଲ ସହ ଏନେଇ ଚୁକ୍ତି ସ୍ବାକ୍ଷର କରାଯାଇଛି।। ପ୍ରଥମ ପର୍ଯ୍ୟାୟରେ କେବଳ କଟକ-ଭୁବନେଶ୍ବରର…
Read More...

ଭାରତ ପାଇଁ ମହଙ୍ଗା ପଡ଼ିପାରନ୍ତି ନ୍ୟୁଜିଲାଣ୍ଡର ଏହି ୫ ଖେଳାଳି : ବିରାଟ ବାହିନୀଙ୍କୁ ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଟିମ ଇଣ୍ଡିଆର ପରବର୍ତ୍ତି ଟାର୍ଗେଟ ରହିଛି ନ୍ୟୁଜିଲାଣ୍ଡକୁ ଯାଇ ନ୍ୟୁଜିଲାଣ୍ଡ ମାଟିରେ ମ୍ୟାଚ ହରାଇବା। ତେବେ  ଆଉ କିଛି ଦିନ ପରେ ଜାନୁଆରୀ ୨୪ରୁ ଭାରତ ଓ…
Read More...

ନାବାଳିକାକୁ ଅପହରଣ କରି ଶାରୀରିକ ନିର୍ଯାତନା ଦେବା ପରେ ରାସ୍ତାକୁ ଫିଙ୍ଗିଲେ ଦୁର୍ବୃତ୍ତ

ଯାଜପୁର: ନାବାଳିକାକୁ ଅପହରଣ କରି ନେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି ଅଭିଯୁକ୍ତ। ଏଭଳି ଏକ ହୃଦୟସ୍ପର୍ଶୀ ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି।…
Read More...

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ସୋମବାର ସକାଳ ୧୧ଟା ସମୟରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶର…
Read More...

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ : ଜେପି ନଡ୍ଡାଙ୍କ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ସୋମବାର ଜେପି ନଡ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ  ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ…
Read More...

ଭୁବନେଶ୍ବରରୁ ସୁରତକୁ ଉଡ଼ିଲା ବିମାନ

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭୁବନେଶ୍ବର-ସୁରତ ବିମାନ ସେବା। ସୋମବାର ସକାଳ ୮ଟା ୪୦ରେ ଏୟାର ଇଣ୍ଡିଆ ବିମାନ ୮୧ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ବିମାନ ବନ୍ଦରରୁ ସୁରତ୍ ଅଭିମ୍ମୁଖେ ଯାତ୍ରା…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବନାଞ୍ଚଳ କମାରଡିହି ଅଟୋମୁଣ୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବନକର୍ମଚାରୀଙ୍କ ସହ ହାତୀ ଘଉଡାଇବା…
Read More...

ଆଜିଠୁ ଘର ଘର ବୁଲି ଦିଆଯିବ ପଲ୍‌ସ ପୋଲିଓ ବୁନ୍ଦା

ଭୁବନେଶ୍ୱର : ଅନୁଷ୍କା ନାୟକଙ୍କୁ ପଲ୍‌ସ ପୋଲିଓ ଦିଆଯାଇ ୨୦୨୦ ରାଜ୍ୟସ୍ତରୀୟ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହି ଅଭିଯାନ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ…
Read More...

ଶୀତ ଦିନେ ଆଣ୍ଠୁ ବିନ୍ଧା ହେଲେ….

ଡା.ବିପ୍ଳବୀ ଦାସ (ଶଲ୍ୟ ବିଭାଗ) ଏସ୍‌ସିବି ମେଡିକାଲ କଲେଜ: କଟକ ଶୀତ ଋତୁରେ ଆଣ୍ଠୁଗଣ୍ଠି ବିନ୍ଧିବା ଏକ ସାଧାରଣ ଘଟଣା ହେଲାଣି। ବିଶେଷକରି ବୟସ୍କଙ୍କ କ୍ଷେତ୍ରରେ ଏହା ଏବେ ଅଧିକ ଦେଖିବାକୁ ମିଳୁଛି। ଆଣ୍ଠୁରେ…
Read More...

ମୁଦି କରିବ ସତର୍କ!

- ସ୍ମାର୍ଟ ଯୁଗରେ ସ୍ମାର୍ଟ ମୁଦିର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଇଉରୋପ ଓ ଆମେରିକାରେ ଅଧିକାଂଶ କର୍ମଜୀବୀ ଲୋକ ଏବେ ଏହି ସ୍ମାର୍ଟ ମୁଦିର ବ୍ୟବହାର କରୁଥିବାର ଦେଖାଯାଉଛି। ଆପଣ ନିଜ ଆପଲ୍‌ ଆଇ ଫୋନ୍ କିମ୍ବା…
Read More...

ମାର୍କ ଜୁକରବର୍ଗଙ୍କ ପତ୍ନୀଙ୍କ ନିୟମ

ନ୍ୟୁଅର୍କ : ଫେସବୁକ୍‌‌ର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପର୍କିତ ନିୟମିତ ଭାବେ ଗଣମାଧ୍ୟମରେ ବିଭିନ୍ନ ଖବରମାନ ପ୍ରକାଶ ପାଉଛି। ନିକଟରେ ନ୍ୟୁୟର୍କ ଟାଇମ୍ସରେ ମାର୍କଙ୍କ ପତ୍ନୀ ପ୍ରିସ୍କିଲା ଚାନ୍‌‌ଙ୍କ…
Read More...

ଆଜି ଠାରୁ ଭୁବନେଶ୍ବର-ସୁରତ ବିମାନ ସେବା

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଭୁବନେଶ୍ବର-ସୁରତ ବିମାନ ସେବା। ଏୟାର ଇଣ୍ଡିଆ ବିମାନ ପ୍ରତି ସୋମବାର ଓ ଗୁରୁବାର ଦିନ ଭୁବନେଶ୍ବରରୁ ଏବଂ ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ଦୁଇ ସହର ମଧ୍ୟରେ…
Read More...

ଶୀଘ୍ର ରାତି ଭୋଜନର ଆବଶ୍ୟକତା

ନିୟମିତ ଭାବେ ଭୋଜନ କରିବାର ଏକ ସଠିକ୍ ସମୟ ରଖିବା ଉଚିତ। ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହା ପ୍ରମୁଖ ଆବଶ୍ୟକତା ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ। ରୋଗମୁକ୍ତ ତଥା ଚାପମୁକ୍ତ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ,…
Read More...

ଚାପମୁକ୍ତ ରହିବାର ସରଳ ଉପାୟ

ପ୍ରତି ୧୬ଜଣରେ ୭ଜଣ ବ୍ୟକ୍ତି ମାନସିକ ଚାପରେ ରହୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଚାପକୁ କମ୍ କରିବା ନିମନ୍ତେ ସରଳ ଘରୋଇ ଉପଚାରକୁ ପାଳନ କଲେ ହିଁ ଲାଭବାନ୍ ହୋଇପାରିବେ। - ଅନ୍ୟ କାହାର ଆଦେଶ କିମ୍ବା ଉପଦେଶକୁ…
Read More...

୨୦୨୧ରେ ଧୋନିଙ୍କୁ ସିଏସ୍‌କେ ରଖିବ: ଶ୍ରୀନିବାସନ୍

ଚେନ୍ନଇ: ଆଗକୁ ସେ ଭାରତ ପାଇଁ ଖେଳନ୍ତୁ ବା ନ ଖେଳନ୍ତୁ; ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇପିଏଲ୍‌ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ୨୦୨୧ ସିଜିନ୍ ଲାଗି ନିଶ୍ଚୟ ରଖିବ ବୋଲି କହିଛନ୍ତି ଏନ୍. ଶ୍ରୀନିବାସନ୍। ସୂଚନାଯୋଗ୍ୟ,…
Read More...

ଟିଡିଏସ୍‌ ଦାଖଲରେ ବିଳମ୍ବ : ଚଳଚ୍ଚିତ୍ର ନିର୍ଦେଶକଙ୍କୁ ବ​ର୍ଷେ ଜେଲ୍‌ଦଣ୍ଡ

ମୁମ୍ବଇ : ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) ଦାଖଲରେ ଘଟିଛି ବିଳମ୍ବ। ଏଥିପାଇଁ କରଦାତାଙ୍କ ଉପ​ରେ ଲାଗିଛି କ​ଠୋର ଦଣ୍ଡାଦେଶ। ଟିଡିଏସ୍‌ ଦାଖଲରେ ବିଳମ୍ବ କରିଥିବା ନେଇ ମୁମ୍ବଇର ଜନୈକ ଚଳଚ୍ଚିତ୍ର ନିର୍ଦେଶକଙ୍କ ଉପରେ…
Read More...

ମାର୍କେଟ ବିଲ୍ଡିଂ ଭଙ୍ଗାରୁଜା ଘଟଣା : ପୁଣି ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ମାର୍କେଟ ବିଲ୍ଡିଂ ପରିସରରେ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କରାଜ ଘଟଣାରେ କମିସନରେଟ ପୁଲିସ ପୁଣି ୬ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏମାନଙ୍କୁ ମିଶାଇ ୨୮ ଜଣ ଧରାପଡ଼ିଛନ୍ତି। ଆଜି ଗିରଫ…
Read More...

ନୂଆ ରୂପ ନେଉଛି ୧ନଂ ହାଟ ପାର୍କିଂସ୍ଥଳ : କମିବ ଟ୍ରାଫିକ ଯନ୍ତ୍ରଣା !

ଭୁବନେଶ୍ୱର  : ସହରର ସର୍ବପୁରାତନ ୧ ନଂ ହାଟର ଭିତରେ ଥିବା ପୁରୁଣା ପାର୍କିଂସ୍ଥଳର ବିକାଶ କାର୍ଯ୍ୟ କରାଯାଉଛି।  ପ୍ରାୟ କାମ ସରିଗଲାଣି ଆଉ ସପ୍ତାହେ ଦୁଇସପ୍ତାହ ପରେ ଏହା କାର୍ଯ୍ୟକ୍ଷମ ହେବ। ଫଳରେ କିଛିମାତ୍ରାରେ…
Read More...

ଫଳକରେ ସୀମିତ ପାନୀୟଜଳ ପ୍ରକଳ୍ପ

ଉତ୍ତରଭୁବନେଶ୍ୱର : ଅମୃତ ଯୋଜନାରେ ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପ ସ୍ଥାପନ କରି ଆସୁଛନ୍ତି। ସେହି ଯୋଜନାରେ ଭୁବନେଶ୍ୱର ଅଞ୍ଚଳର ୧୮ ଓ ୧୯ ନଂ…
Read More...

ସରିଲା ଶିଶୁପାଳଗଡ଼ ମହୋତ୍ସବ : ବିଜୟ ମହାନ୍ତିଙ୍କୁ ଆଜୀବନ ସାଧନା ସମ୍ମାନ

ଭୁବନେଶ୍ବର : ଶିଶୁପାଳଗଡ଼ ମହୋତ୍ସବ ରବିବାର ଶେଷ ହୋଇଛି। ୪ଦିନ ଧରି ଆୟୋଜିତ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିଥିଲେ।…
Read More...

‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ : କାର୍ତ୍ତିକ ରଥଙ୍କୁ ମରଣୋତ୍ତର ‘ଜୀବନବ୍ୟାପୀ ସାଧନା ସମ୍ମାନ’

କଟକ : ‘ସମାଜ’ର ଏକଶହ ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଆସନ୍ତା ୨୧ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ‘ସମାଜ ଶତବାର୍ଷିକ ସାଂସ୍କୃତିକ ସମାରୋହ’ ଆୟୋଜିତ ହେବ। ଏହି ଅବସରରେ କଳା, ସଂସ୍କୃତି, ନାଟକର…
Read More...

ଚା’ ଦୋକାନ ଉପରେ ଚଢ଼ିଗଲା ଟ୍ରକ୍‌ : ୩ ମୃତ, ୮ଗୁରୁତର

କଲକାତା : ଟାୟାର ଫାଟି ଦୁର୍ଘଟଣା, ଯାହାଦ୍ବାରା ଘଟଣାସ୍ଥଳରେ ଜଣେ ତୃଣମୂଳ କର୍ମୀଙ୍କ ସହ ତିନିଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୮ଜଣ ଗୁରୁତର ଭାବେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ…
Read More...

କ୍ରୀଡ଼ା ସହିତ ଓଡ଼ିଶା ସବୁବେଳେ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଜାଭିୟର ଏମ୍‌ଲିୟନ ବାଣିଜ୍ୟ ବିଦ୍ୟାଳୟର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଚାଲିଥିବା ଦେଶର ପ୍ରଥମ କ୍ରୀଡ଼ା ସୃଜନଶୀଳ ମହୋତ୍ସବ (ସ୍ପୋର୍ଟସ ଇନୋଭେସନ…
Read More...

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ଭାରୋତ୍ତୋଳନରେ ମନୋଜଙ୍କୁ ରୌପ୍ୟ

ଭୁବନେଶ୍ବର : ଆସାମର ଗୁଆହାଟୀରେ ଚାଲିଥିବା ୩ୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ରବିବାର ଗୋଟିଏ ରୌପ୍ୟ ପଦକ ହାସଲ କରିଛି। ୨୧ ବର୍ଷରୁ କମ୍‌ ବାଳକ ଭାରୋତ୍ତୋଳନ ୭୩ କିଗ୍ରା ବର୍ଗରେ ମନୋଜ ୨ୟ ସ୍ଥାନ ହାସଲକରି…
Read More...

ସେଣ୍ଟ୍ରିଫ୍ୟୁଜ୍‍ ମେସିନ ଅଚଳ : ମିଳୁନି ପ୍ଲେଟଲେଟ

ବ୍ରହ୍ମପୁର (ନି.ପ୍ର): ଏମ୍‍କେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ଓଡ଼ିଶା ରକ୍ତଭଣ୍ଡାରର ହାଇସ୍ପିଡ୍‍ ସେଣ୍ଟ୍ରିଫ୍ୟୁଜ ମେସିନ ଦୁଇଟି ଅଚଳ ହୋଇପଡ଼ିଛି। ଆଜକୁ ୨୫ ଦିନ ହେବ ଏହି ଦୁଇ ମେସିନ ଅଚଳ ହୋଇଥିଲେ…
Read More...

ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବିବେକାନନ୍ଦ

ହାଟଡ଼ିହି : ବଉଳା ଅଞ୍ଚଳର ଜଣେ ସଫଳ ଲୋକ ପ୍ରତିନିଧି ହୋଇ ସାଧାରଣ ଗରିବ ଲୋକଙ୍କ ମନକୁ ଜିଣି ସରପଞ୍ଚ ଓ ସମିତିସଭ୍ୟ ହୋଇ ପାରିଥିବା ବେଳେ ୬ଟି ପୋଖରୀରେ ମାଛଚାଷ କରିବା ଏବଂ ୪ ଶହରୁ ଉର୍ଦ୍ଧ ନଡ଼ିଆଗଛ, ଲେମ୍ବୁ ଗଛ,…
Read More...

ରାଜହଂସରେ ଡଲଫିନଙ୍କ ଜଳକ୍ରୀଡ଼ା

ଭୁବନେଶ୍ୱର : ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଏବେ ବିଦେଶାଗତ ପକ୍ଷୀଙ୍କ ସମ୍ଭାର ସହ ଡଲଫିନ୍‌ଙ୍କ ଜଳକ୍ରୀଡ଼ାରେ ପର୍ଯ୍ୟଟକଙ୍କୁ ଆନମନା କରିଛି। ଏହି ପ୍ରାକୃତିକ ଭରା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ…
Read More...

ବିଦେଶରେ ଅଧ୍ୟାପନା ଛାଡ଼ି ଗଢ଼ୁଛନ୍ତି ‘ଇକୋ-ଭିଲେଜ’

ଉଲୁଣ୍ଡା  (ସଂଜୀବ କୁମାର ପାଣିଗ୍ରାହୀ) : ପିଲାଟି ଦିନରୁ ଶ୍ରବଣ ଶକ୍ତି ହରାଇଛନ୍ତି, ଅଥଚ ପେସା ତାଙ୍କର ଅଧ୍ୟାପନା, ତା’ ପୁଣି ବିଦେଶର ବିଶ୍ବବିଦ୍ୟାଳୟରେ। ତାହା ବି ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ; କାରଣ…
Read More...

ଖୁବ୍‌ ଶୀଘ୍ର ଜାମ୍ମୁ-କାଶ୍ମୀର ପାଇଁ ଶିଳ୍ପ ପ୍ୟାକେଜ: ଗୋୟଲ

ଜାମ୍ମୁ : ଜାମ୍ମୁ-କାଶ୍ମୀରରେ ଆଗାମୀ ଦିନରେ ଏଠାରେ ବିପୁଳ ପୁଞ୍ଜିନିବେଶ ନେଇ ଅନେକ ସମ୍ଭାବନା ରହିଛି। ଏହା ସହିତ କେନ୍ଦ୍ର ସରକାର ଏହି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ବିପୁଳ ଶିଳ୍ପ ପ୍ୟାକେଜ ଦେବେ ବୋଲି କେନ୍ଦ୍ର ରେଳ…
Read More...

ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ : କେରଳ ସରକାର ଓ ରାଜ୍ୟପାଳ ମୁହାଁମୁହିଁ

ତିରୁଅନନ୍ତପୁରମ୍‌  : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କେରଳ ସରକାର ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ସିଏଏକୁ ବିରୋଧ କରି କେରଳ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ…
Read More...

ସବୁ ଧର୍ମାବଲମ୍ବୀଙ୍କ ପାଇଁ ଖୋଲିଲା ପୁରାତନ ମସ୍‌ଜିଦ

ବେଙ୍ଗାଲୁରୁ : ସ୍ଥାନୀୟ ଏକ ପୁରାତନ ମସ୍‌ଜିଦ୍‌ ଏବେ ସବୁ ଧର୍ମାବଲମ୍ବୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ସାମ୍ପ୍ରଦାୟିକ ସଦ୍‌ଭାବର ନିଦର୍ଶନ ସ୍ବରୂପ ତଥା ଧଦର୍ମକୁ ନେଇ ଚାଲିଥିବା ରାଜନୀତିକୁ ପ୍ରତିହତ କରିବା…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରିୱାଲଙ୍କ ‘ଗ୍ୟାରେଣ୍ଟି କାର୍ଡ’

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏହାର ଇସ୍ତାହାର ଘୋଷଣା କରିଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଟିର ଅନ୍ୟ ନେତାମାନଙ୍କ…
Read More...

ସୋମବାର ରଶିଫଳ

ତା:(୨୦-୦୧-୨୦୨୦) ମେଷ: ସୁଖଭୋଗ କରିବା ପାଇଁ ଉଦ୍ୟମ ଜାରି ରଖିବେ; ମାତ୍ର ଏହା କଷ୍ଟସାଧ୍ୟ ହୋଇପାରେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ…
Read More...

୫ମ ଦଧୀଚି ମହୋତ୍ସବ : ‘ଅଙ୍ଗଦାନ ମଣିଷକୁ ଅମର କରେ’

ଭୁବନେଶ୍ବର : ଅଙ୍ଗଦାନ କେବଳ ଏକ ଅଭିଯାନ ନୁହେଁ, ଏକ ମହାନ ପରମ୍ପରାର ଅୟମାରମ୍ଭ। ଏହି ମହନୀୟ ଦାନ ଜଣେ ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବ ଭାବେ ସର୍ବଦା ଜୀବନ୍ତ କରି ରଖିବ। ପ୍ରତ୍ୟେକ ନାଗରିକ ସମାଜ ପ୍ରତି ଥିବା…
Read More...

ଘରକୁ ଫେରିଲେ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ

ପୁରୀ: ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ ଘରକୁ ଫେରିଛନ୍ତି। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି…
Read More...

ଯୁବ ବିକାଶ ପରିଷଦ ଆନୁକୁଲ୍ୟରେ ସାମ୍ୟବାଦୀ ଜନନେତା ‘ଲିଙ୍ଗରାଜ ଦାଶ’ଙ୍କ ଜୟନ୍ତୀ ପାଳିତ

ନିମାପଡା: ଗରିବ, ଅସହାୟ ଜନତାର ନିଃସ୍ଵାର୍ଥପର ସେବକ, ନିର୍ବିବାଦୀୟ ଲୋକପ୍ରତିନିଧି, ସାଧାରଣ ଲୋକର ସେବା ଲାଗି ସଦା ସମର୍ପିତ,ନିମାପଡ଼ା ପଞ୍ଚାୟତର ଶେଷ ସରପଞ୍ଚ,ପୂର୍ବତନ କାଉନସିଲର ତଥା ବିଶିଷ୍ଟ ସାମ୍ୟବାଦୀ ନେତା…
Read More...

ଆନ୍ତ-ବିଦ୍ୟାଳୟସ୍ତରୀୟ ଟାଏକୋଣ୍ଡୋ ପୁମସେ ପ୍ରତିଯୋଗିତାରେ ଡୁ-ଅର ଡାଏ ଏକାଡେମୀକୁ ସଫଳତା

ଭୁବନେଶ୍ୱର: ଖଣ୍ଡଗିରି ସ୍ଥିତ ସେଣ୍ଟ ଜାଭିଅର୍ ଉଚ୍ଚ ବିଦ୍ୟାଳୟରେ ଭୁବନେଶ୍ୱର ଟାଏକୋଣ୍ଡୋ ଆସୋସିଏସନ ଆନୂକୁଲ୍ୟରେ ଆୟୋଜିତ ହୋଇଯାଇଛି ଅଷ୍ଟମ ଆନ୍ତ-ବିଦ୍ୟାଳୟ ସ୍ତରୀୟ ଟାଏକୋଣ୍ଡୋ ପୁମସେ ପ୍ରତିଯୋଗିତାରେ ଡୁ-ଅର ଡାଏ…
Read More...

୪ର୍ଥ ଦିନରେ ୧୧୫୨ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ହେଲା ୩ କୋଟି ୬୨ ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଚତୁର୍ଥ ଦିନରେ ପହଞ୍ଚିଛି । ରବିବାର ଚତୁର୍ଥ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭…
Read More...

ଭାରତର ଦମଦାର ବିଜୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି।…
Read More...

୪୦ ଓଭର ଶେଷ : ଜିତିବା ପାଇଁ ୬୦ବଲରେ ୬୩ରନ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…
Read More...

ଏକ ମାସ ପରେ ନିଖୋଜ ଶିଶୁର ପାଦ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ଯୋଡା: ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ ବସ୍ତି ସନ୍ନିକଟ ଏକ ପଡିଆରେ ରବିବାର ଏକ ନିଖୋଜ ଶିଶୁର ଗଳିତ ପାଦ ଉଦ୍ଧାର ହୋଇଛି। ଶନିବାର ବୁଲା କୁକୁର ଶିଶୁର ଗଳିତ ହାତକୁ ନେଇ ବୁଲୁଥିବାର କିଛି ସ୍ଥାନୀୟ ଲୋକ…
Read More...

ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର, ଗଛମୂଳେ ପଢୁଛନ୍ତି ଛାତ୍ରଛାତ୍ରୀ

ସିନ୍ଦେକେଲା: ସରକାର ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ୬ ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ହେଲେ ଆଜି ବି ଅନେକ ବିଦ୍ୟାଳୟ…
Read More...

ରୋହିତଙ୍କ ଶତକ : ୩୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୧୫୬-୧

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ରଖିଥିବା…
Read More...

ଟ୍ରାଫିକ ନିୟମ ମାନନ୍ତୁ ଓଡିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରବିବାର ଉଦଯାପିତ ହୋଇଛି ୩୧ତମ ସଡକ ସୁରକ୍ଷା ସପ୍ତାହ। ଏହି ଅବସରରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଠାରେ ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ…
Read More...

ଏଫଆଇଏଚ୍ ପ୍ରୋ ହକି ଲିଗ : ଭାରତର ଦ୍ବିତୀୟ ବିଜୟ

ଭୁବନେଶ୍ୱର : ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍ ହକି ଚମ୍ପିଆନସିପ୍‍ରେ ଭାରତ ପ୍ରଥମ ପର୍ଯ୍ୟାୟକୁ ୨-୦ରେ ଜିତିନେଇଛି। ନେଦରଲାଣ୍ଡସ ବିପକ୍ଷ ପ୍ରଥମ ୨ଟି ମ୍ୟାଚକୁ ଜିତିନେଇ ୫ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଭାରତ ପ୍ରଥମ…
Read More...

ରୋହିତଙ୍କ ଅର୍ଦ୍ଧଶତକ : ୧୫ ଓଭର ଖେଳ ଶେଷ ସୁଦ୍ଧା ଭାରତ ୮୦-୧

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ରଖିଥିବା…
Read More...

ଶୂନ୍ୟ ହେବ ମଣିବାବାଙ୍କ ରତ୍ନଭଣ୍ଡାର! ସ୍ୱର୍ଣ୍ଣାଳଙ୍କାର ଜିଲା କୋଷାଗାରାକୁ ନେବାପାଇଁ ଚାଲିଛି ମସୁଧା

ଆରଡି : କନିକା ରାଜାସାହେବଙ୍କ ଦ୍ୱାରା ନିର୍ମିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଏପରିକି ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ଓ ବେଶ ନିମନ୍ତେ ବ୍ୟବହୃତ…
Read More...

୨୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ଜବରଦସ୍ତ ଆରମ୍ଭ : ୧୦ଓଭର ସୁଦ୍ଧା ୬୧-୦

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍…
Read More...

ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି ଆପ୍ : ମନୋଜ ତିୱାରୀ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଘଟଣାକୁ ନେଇ ରବିବାର କେଜରିୱାଲ ସରକାରଙ୍କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି) ନେତା ତଥା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ । ସେ କହିଛନ୍ତି, ଆମ…
Read More...

ଭାରତରେ ଆମେ ସମସ୍ତେ ହିନ୍ଦୁ, ସମସ୍ତଙ୍କୁ ଏକ ହୋଇ ଭାରତ ନିର୍ମାଣ କରିବାକୁ ପଡିବ: ମୋହନ ଭାଗବତ

ବରେଲି: ଭାରତରେ ଆମେ ସମସ୍ତେ ହିନ୍ଦୁବାସୀ । ଜାତିପ୍ରଥା,ସଂପ୍ରଦାୟ ପରି ଅନେକ ବିବିଧତା ପରେ ମଧ୍ୟ ଆମ ସମସ୍ତଙ୍କୁ ଏକ ହୋଇ ରହିବା ସହ ଭାରତ ନିର୍ମାଣ କରିବାକୁ ପଡିବ। କାରଣ ଯେତେବେଳେ ଭାରତରେ ହିନ୍ଦୁମାନେ ଦୁର୍ବଳ…
Read More...

ସାମିଙ୍କ ଚାରୋଟି ୱିକେଟ : ଭାରତ ପାଇଁ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି…
Read More...

କଣ ପାଇଁ ହାତରେ କଳା ପଟି ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ : ରବିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆରେ ହାତରେ କଳା ପଟି ପିନ୍ଧି ପଡିଆକୁ ଓହ୍ଲାଇଛି ଭାରତୀୟ କ୍ରିକେଟ ଟିମ। ଯାହାକୁ ଦେଖି…
Read More...

ସ୍ମିଥଙ୍କ ଶତକ ; ୪୪ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୩୮-୬

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍…
Read More...

ପ୍ରୋ ହକି ଲିଗ: କଳିଙ୍ଗ ଷ୍ଟାଡ଼ିୟମରେ ନେଦରଲ୍ୟାଣ୍ଡକୁ ୫-୨ ରେ ହରାଇଲା ଭାରତ

ଭୁବନେଶ୍ବର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗରେ ନେଦରଲାଣ୍ଡକୁ ୫-୨ ଗୋଲରେ ହରାଇଛି ଭାରତ। ଲିଗ୍ ମ୍ୟାଚରେ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଘରୋଇ ଭାରତ। ଘରୋଇ ପରିବେଶରେ…
Read More...