ପ୍ରେମିକର ଦ୍ୱିତୀୟ ପ୍ରେମ ଭାବି ନାବାଳିକାର ଗଳା କାଟିଲା ପ୍ରେମିକା!

ନୀଳଗିରି: ପ୍ରେମିକ ନିଜ ପ୍ରେମିକାକୁ ଭଲପାଇବା ଦେଉନଥିବା ତଥା ପ୍ରେମିକର ଦ୍ୱିତୀୟ ପ୍ରେମ ଆରମ୍ଭ ହୋଇ ଯାଇଥିବା ସନ୍ଦେହ କରି ପ୍ରେମିକା ଜଣକ ଜଣେ ନାବାଳିକାର ଗଳା କାଟିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।…
Read More...

ଭାବି ବରକୁ ବ୍ଲେଡ଼ ମାଡ଼! – ବନ୍ଦ ହେଲା ବାହାଘର; ଉଭୟ ପକ୍ଷରୁ ଥାନାରେ ଏତଲା

ନୀଳଗିରି : ବାଲେଶ୍ୱର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ବାହାଘରର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ବ୍ଲେଡ଼ ମାଡ଼ ଘଟଣାରେ ଥାନାରେ ପୃଥକ ଏତଲା ଦାଏର ହୋଇଥିବା ବେଳେ ବାହାଘର ବନ୍ଦ ହୋଇଯିବା…
Read More...

ଖେଲୋ ଇଣ୍ଡିଆରେ ରାଜ୍ୟ ପାଇଁ ପ୍ରତ୍ୟାଷାଙ୍କର ଦ୍ବିତୀୟ ମେଡାଲ

ସମ୍ବଲପୁର : ଆସାମର ରାଜଧାନୀ ଗୁଆହାଟୀ ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୦ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଗେମ୍ସରେ ଏକ ମାତ୍ର ସନ୍ତରଣବିତ ଭାବରେ ଜାତୀୟସ୍ତରର ସନ୍ତରଣକାରୀ ପ୍ରତ୍ୟାଷା ରାୟ ଓଡିଶା…
Read More...

ସ୍ତ୍ରୀ ମଲା : ୩ ଲକ୍ଷ ପାଇଁ ଏତଲା ବଦଳାଇଲେ ସ୍ବାମୀ

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତର ପାଥପୁର ଗାଁରେ ଶୁକ୍ରବାର ଅପରାହ୍ନରେ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଉପୁଜି ଉଭୟେ ଠେଙ୍ଗାରେ ପିଟା ପିଟି ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ଜଣେ ବିବାହିତା…
Read More...

୩ୟ ଦିନରେ ୧୬୨୨ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ହେଲା ୪ କୋଟି ୮୬ ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ତୃତୀୟ ଦିନରେ ପହଞ୍ଚିଛି । ଶନିବାର ତୃତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭…
Read More...

ଅର୍ଜୁନ ମୁଣ୍ଡା ହେଲେ ଏଏଆଇର ସଭାପତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା ଶନିବାର ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ  ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ…
Read More...

ବଲାଙ୍ଗୀରରେ ଧାନକିଣାର ଗୋଲକଧନ୍ଦା ‘ସମାଜ’ର ଗ୍ରାଉଣ୍ଡ ରିପୋର୍ଟ

-ଲୋଇସିଂହା ବ୍ଲକରେ ଅନିୟମିତତାରେ ଚାଲିଛି ଧାନକିଣା - ଶ୍ରମିକଙ୍କ ନାଁରେ ବେଆଇନ ଟଙ୍କା ଆଦାୟ - ଅଖା ବସ୍ତା ପାଇଁ ୪ କେଜି, ଜରିବସ୍ତା ପାଇଁ ସାଢେ ୪ କେଜି କଟନୀ - କୁଶମେଲ, ବାଦିମୁଣ୍ଡାରେ ଦଲାଲରାଜ…
Read More...

ପ୍ରତାପ ନଗରୀରୁ ୯ ଫୁଟ ଲମ୍ବର ଅଜଗର ଉଦ୍ଧାର

କଟକ : କଟକ ସହର ଉପକଣ୍ଠ ପ୍ରତାପ ନଗରୀ ସ୍ଥିତ ୱ।ଲମି କଲୋନୀ ପରିସରରୁ  ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୯ ଫୁଟ ଓ  ଓଜନ ୩୫ କିଲୋଗ୍ରାମ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୱ।ଲମି…
Read More...

ବନ୍ଦ ହେବନି ଶିରିଡ଼ି ସାଇବାବା ମନ୍ଦିର

ମୁମ୍ବଇ : ବନ୍ଦ ହେବନି ଶିରିଡ଼ି ସାଇବାବା ମନ୍ଦିର। ପୂର୍ବପରି ମନ୍ଦିର ଖୋଲା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଶିରିଡ଼ି ସାଇବାବା ମନ୍ଦିର ସିଇଓ ଦୀପକ ମୁଗଲିକର। ରବିବାର ମନ୍ଦିର ବନ୍ଦ ରହିବା ନେଇ ପ୍ରକାଶିତ ଖବରକୁ…
Read More...

ବେଙ୍ଗାଲୁରୁରେ ନିର୍ଣ୍ଣାୟକ ଲଢେଇ: ଲଗାତର ୪ର୍ଥ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ଟିକିଆ ସିରିଜର ଶେଷ ଦିନିକିଆ। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବାଜିମାତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ ଜିତି ଘରୋଇ ଭାରତ ସିରିଜକୁ…
Read More...

ପିପିଲିରେ ଫିଟ୍‍ ଇଣ୍ଡିଆ ସାଇକ୍ଲୋଥନ

ପିପିଲି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତବର୍ଷ ଅଗଷ୍ଟ ୨୯ ତାରିଖରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଇଥିବା ଫିଟ୍‍ ଇଣ୍ଡିଆ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା…
Read More...

ରେଳଧାରଣାରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ରେଲଧାରଣାରୁ ଶନିବାର ପୃଥକ ପୃଥକ ସ୍ଥାନରୁ ଦୁଇଟି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ବୟ ହେଲେ ଲାଞ୍ଜିଗଡ ବଜାରପଡାର ଯୁବକ ପ୍ରତାପ ବାରିକ ଅନ୍ୟଜଣେ ମୃତକ ହେଲେ ନବରଙ୍ଗପୁର…
Read More...

ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶବାନା ଆଜମୀ ଆହତ

ମୁମ୍ବଇ: ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପସିଦ୍ଧ ଅଭିନେତ୍ରୀ ଶବାନା ଆଜମୀ। ଶନିବାର ମୁମ୍ବଇ –ପୁଣେ ଏକ୍ସପ୍ରେସ୍ ୱେର କୋହ୍ଲପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଶବାନାଙ୍କ କାର। କାରରେ ଶବାନାଙ୍କ ସମେତ ତାଙ୍କ…
Read More...

ମାର୍ଚ୍ଚ ୧ରୁ କଡାକଡି ଟ୍ରାଫିକ୍ ନିୟମ:ବାଇକ ପଛରେ ବସିଲେବି ପିନ୍ଧିବେ ହେଲମେଟ

ଭୁବନେଶ୍ବର:ମାର୍ଚ୍ଚ ୧ରୁ ଟ୍ରାଫିକ୍ ନିୟମରୁ ଆଉ ମିଳିବନି ନିସ୍ତାର। ଏଣିକି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ଶନିବାର ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଦିଲ୍ଲୀରେ ବସିଥିବା…
Read More...

ଆରତୀ ଦେବୀ ନିଖୋଜ ମାମଲା : ୧୮ ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ସମ୍ବଲପୁର : ସମ୍ବଲପୁରର ସାକ୍ଷୀପଡା ବାହାଲପଡାର ନିବାସୀ ଆରତୀ ଦେବୀ ବିଗତ ୧୮ ଦିନ ତଳେ ନିଖୋଜ ହୋଇଯାଇଥିଲେ। ତେବେ ଏହି ଘଟଣାର ବହୁ ହନ୍ତସନ୍ତ ହେବା ପରେ ପୁଲିସ ନିଖୋଜ ଆରତୀ ଦେବୀଙ୍କର ସ୍ୱାମୀଙ୍କୁ ଧରିବା ପରେ ଏହି…
Read More...

ଜାନୁଆରୀ ୨୦ରୁ କୃଷି ଓଡିଶା

ଭୁବନେଶ୍ବର: ଜାନୁଆରୀ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଜାନୁଆରୀ ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୦ ଆରମ୍ଭ ହୋଇ ୨୪ ପର୍ୟ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ …
Read More...

ଦ୍ବିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ୪ କୋଟି ୬୭ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଦ୍ବିତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭…
Read More...

ଅବକାରୀ ଚଢ଼ାଉ : ମଦ ଜବତ, ୫ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବକାରୀ ଚଢ଼ାଉ ସମୟରେ ୫ଲିଟର ୯୪୦ମିଲି ବିଦେଶୀ ମଦ ଜବତ କରାଯିବା ସହ ଚୋରା ମହୁଲି ଓ ବିଦେଶୀ ମଦ…
Read More...

ବାଇକ୍ ଧକ୍କାରେ କନିଷ୍ଠ ଯନ୍ତ୍ରୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରତାପ ବେହାରୀ ଆଜି ବିଳମ୍ବିତ ସଂନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି…
Read More...

ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ : ସିରିଜ ୧-୧ରେ ବରାବର

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ…
Read More...

ବନବିଭାଗ ହାତରେ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ

ଆଠଗଡ: ବନବିଭାଗ ଫାଶରେ ପଡିଛି ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ ଅଲି। ଶୁକ୍ରବାର ବନବିଭାଗ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ୍ ଅଲି ସମେତ ତାର ଦୁଇ ସହଯୋଗୀ ସନ୍ତୋଷ ଓ ହାଡିବନ୍ଧୁକୁ ଗିରଫ କରିଛି  ।…
Read More...

ସପ୍ତମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ଲଗାତର ଦୁଇଟି ବଲରେ ୨ଟି ୱିକେଟ ନେଲେ ସାମି

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ପଞ୍ଚମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ୩୭.୫ଓଭର ଖେଳ ଶେଷ ସୁଦ୍ଧା ୨୨୧-୫

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି କି? ତାଙ୍କୁ ଜାମିନ୍ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ: ଆଇଏଏସ ବିଜୟଙ୍କ…

କଟକ: ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି? ନା ସେ ଜଣେ ଆତଙ୍କବାଦୀ ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ। ଯାହା ସରକାରୀ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ। ସରକାରୀ ଓକିଲଙ୍କ ଯୁକ୍ତିକୁ ନେଇ…
Read More...

୩୪ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୯୯-୩

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

୨୬ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୫୧-୨

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ଭୁବନେଶ୍ବରରେ ଶିଖ୍ ଯୁବକଙ୍କୁ ମାଡ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

ଭୁବନେଶ୍ବର: ଭୁବନେଶ୍ଵରରେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣାରେ ଶୁକ୍ରବାର ଦାଖଲ ହୋଇଛି ଚାର୍ଜସିଟ୍। ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ଚାର୍ଜସିଟ୍ ମେଡିକାଲ ରିପୋର୍ଟ, ସିସିଟିଭି…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ : ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଦଳ ୭୦ଟି ଆସନରୁ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ୧୧ଜଣ…
Read More...

ଗେମ୍ ଖେଳୁଥିବା ବେଳେ ମୋବାଇଲ୍ ବ୍ୟାଟେରି ଫାଟି ନାବାଳକ ଗୁରୁତର

କାଶୀପୁର : ଗେମ୍ ଖେଳୁଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକର ଶଦାନନ୍ଦ ନାଏକଙ୍କ ୧୧ବର୍ଷର ପୁଅ ନିରଞ୍ଜନ ନାଏକ ନିଜ ଘରେ …
Read More...

୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୦ଓଭର ସୁଦ୍ଧା ୫୫-୧

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ବଲାଙ୍ଗୀର ପୁଲିସର ମିଶନ କ୍ଲିନ୍ : ପାଞ୍ଚହଜାରରୁ ଉର୍ଦ୍ଧ କଫସିରଫ ବୋତଲ ଜବତ, ୫ ଗିରଫ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଧରାପଡିଲା ବିପୁଳ ପରିମାଣର କଫସିରଫ। ଗୋଟିଏ ପଟେ କଫସିରଫ ମାଫିଆ ସାନ ନେଗୀ ଓ ତାର ସହଯୋଗୀ ମାନେ ପୁଇଁନ୍ତଲା ପୁଲିସର ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ସଦର ପୁଲିସ ଶୁକ୍ରବାର ପୁଣି…
Read More...

“ବନ୍ଦ ହେଉ ତାରିଖ ପରେ ତାରିଖ” : ନିର୍ଭୟାଙ୍କ ମାଆ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବୃଆରୀ ୧ରେ ଫାଶୀ ଦଣ୍ଡ ଦିଆଯିବା ନେଇ ଶୁକ୍ରବାର ଡେଥ୍ ୱାରେଣ୍ଟ ଜାରି ହୋଇଛି। ଏହି ଦିନ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ପଟିଆଲା…
Read More...

ଉଗ୍ର ହେଉଛି କଂଗ୍ରେସ କନ୍ଦଳ, କଂଗ୍ରେସ ଭବନକୁ ଜଗିଛନ୍ତି ବାଉନ୍ସର

ଭୁବନେଶ୍ବର: ଉଗ୍ରରୂପ ଧାରଣ କରିଛି କଂଗ୍ରେସର ଗୋଷ୍ଠି କନ୍ଦଳ। କଂଗ୍ରେସ ଭବନରେ ବୈଠକ ଚାଲିଥିବା‌ ସମୟରେ ବାହାରେ ଚାଲିଥିଲା ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ହଟ୍ଟଗୋଳ…
Read More...

ଧାୱନ, କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ପାଇଁ ୩୪୧ରନର ବିଜୟ ଲକ୍ଷ୍ୟ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି…
Read More...

ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ

ଯାଜପୁର:ଦୁର୍ଘଟଣାରେ ଜଳିଗଲା ଟ୍ରକ୍ ଓ ବାଇକ୍ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ । ଶୁକ୍ରବାର ୧୬ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକର ଧକ୍କା ହୋଇଥିଲା । ଫଳରେ ଉଭୟ…
Read More...

୩୧ ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଉଦଯାପିତ

ଯାଜପୁର : ଯାଜପୁର ସଂସ୍ମୃତିଭବନ ପରିସରରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସପ୍ତାହେ ଧରି ଚାଲିଥିବା ୩୧ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମିନା,…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ ହୋଇଯାଇଛି। ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଏହି ସୂଚନା ଦେଇଛି। ଟ୍ରାଇ ପକ୍ଷରୁ ୨୦୧୯ ପାଇଁ ଜାରି…
Read More...

ବାବର ଇପ୍ତିଖାର ପାକର ନୂଆ ସେନା ମୁଖପାତ୍ର

ଇସଲାମାବାଦ : ମେଜର ଜେନେରାଲ ଆସିଫ ଗଫୁରଙ୍କୁ ଗୁରୁବାର ସେନା ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବାବର ଇପ୍ତିଖାର ନୂଆ ସେନା ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ…
Read More...

ମାନସିକ ଦ୍ୱନ୍ଦ୍ୱମୁକ୍ତ ହୋଇ ପରୀକ୍ଷା ଦିଅ: କେନ୍ଦ୍ରମନ୍ତ୍ରୀ ଧୋତ୍ରେ

କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ନିଲମ୍ବିତ

କଟକ:କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଲୋକମାନ୍ୟ ତିଳକ ଏକ୍ସପ୍ରେସ…
Read More...

ଆସନ୍ତାକାଲି ରାଜକୋଟରେ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଜାଣନ୍ତୁ ଏଠାରେ ଟିମ ଇଣ୍ଡିଆର ରେକର୍ଡ

ରାଜକୋଟ : ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆସନ୍ତାକାଲି(ଶୁକ୍ରବାର) ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ମୁମ୍ବଇର…
Read More...

ଶଗଡ଼କୁ ଧକ୍କା ଦେଲା ଟ୍ରେନ : ୫ମୃତ, ୨ଗୁରୁତର

ପାଟନା : ବିହାରର ହସନପୁର ରେଳ ଷ୍ଟେସନ ନିକଟ ସମସ୍ଥିପୁର-ଖଗଡ଼ିଆ ରେଳ ଡିଭିଜନ ନିକଟରେ ଗୁରୁବାର ଶଗଡ଼ ଗାଡିକୁ ଏକ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର…
Read More...

ଜାଣନ୍ତୁ ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା କ’ଣ ? ଯେଉଁଥିରୁ ବାଦ୍ ପଡ଼ିଲେ ଧୋନୀ

ନୂଆଦିଲ୍ଲୀ : ବୋର୍ଡ ଅଫ୍‌ କ୍ରିକେଟ ଫର କଂଟ୍ରୋଲ ଇନ୍‌ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ ଚୁକ୍ତି ତାଲିକା ଜାରି କରାଯାଇଛି। ୨୦୧୯ ଅକ୍ଟୋବର ରୁ ୨୦୨୦ ସେପ୍ଟେମ୍ବର ପର୍ୟ୍ୟନ୍ତ ବିସିସିଆଇ ପକ୍ଷରୁ ଜାରି…
Read More...

ଓଡିଶା ଫେରିବ ବିଜୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ବର: ଓଡିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା । ଏନେଇ ପକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ…
Read More...

ନେତାଜୀଙ୍କ ଜୟନ୍ତୀକୁ “ଦେଶଭକ୍ତି ଦିବସ” ଘୋଷଣା କରାଯାଉ : ଚନ୍ଦ୍ର କୁମାର ବୋଷ

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ଭାରତୀୟ ଜନତା ପାର୍ଟି(ବିଜେପି) ନେତା ଚନ୍ଦ୍ର କୁମାର ବୋଷ ନେତାଜୀଙ୍କ ଜନ୍ମ ଦିନକୁ ଦେଶଭକ୍ତି ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି…
Read More...

ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ଦୀର୍ଘ ଦିନର କସରତ ପରେ ରାଜ୍ୟ ବିଜେପିର ସଭାପତି ଚୟନ ପକ୍ରିୟା ଶେଷ ହୋଇଛି । ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା। ଗୁରୁବାର…
Read More...

ଟିମ୍ ଇଣ୍ଡିଆର ବଡ଼ ପ୍ରଶଂସକ ଚାରୁଲତାଙ୍କ ବିୟୋଗ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଜଣେ ବଡ଼ ପ୍ରଶଂସକ ଚାରୁଲତା ପଟେଲଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିସିସିଆଇ ଟ୍ବିଟ କରି ଶୋକ ପ୍ରକାଶ କରିଛି।…
Read More...

ଅଫିସ ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଜଲା ସଦର ଥାନା ଅନ୍ତର୍ଗତ ସେବା ସମବାୟ ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର କରାଯାଇଛି।  ମୃତକଙ୍କ ନାମ ଜଗନ୍ନାଥ ପାତ୍ର ବୋଲି ଜଣାପଡ଼ିଛି। ସୂଚନା…
Read More...

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା : ଅଡୁଆରେ ପୁରୀ ସିଡିଏମଓ

ଭୁବନେଶ୍ବର :  କିଛି ନୂଆ ଓ ଭିନ୍ନ କରିବା ନାଁରେ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଅଦରକାରୀ ପିଲାଙ୍କୁ ଫୋପାଡିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। କେବଳ ସେତିକି…
Read More...

ଦାରିଦ୍ର୍ୟତାର କରୁଣ ଚିତ୍ର : ଅର୍ଥାଭାବରୁ ମା’ ଆଖିଆଗରେ ଗଲା ସନ୍ତାନର ଜୀବନ

ସୋର : ବାଲେଶ୍ବର ଜିଲା ଔପଦା ଥାନା ହାତିଖୁଲିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅର୍ଥାଭାବରୁ ମାଆ ଆଖିଆଗରେ ଚାଲିଗଲା ସନ୍ତାନର ଜୀବନ। ୩ ବର୍ଷର ଶିଶୁକୁ ଔଷଧ ଓ ଉନ୍ନତ ମାନର ଚିକିତ୍ସା ଦେଇ ନ…
Read More...

ବକେୟା ବିଲ ପ୍ରସଙ୍ଗ : ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ କାଟ୍

ଖୋର୍ଦ୍ଧା : ବକେୟା ବିଲ ପୈଠ କରୁ ନ ଥିବା ଅଭିଯୋଗରେ ସେସୁ ଗୁରୁବାର ଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଆରମ୍ଭ କରିଛି । ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ବିଦ୍ୟୁତ କାଟିବା ଆରମ୍ଭ କରିଛି । ସେସୁ ପକ୍ଷରୁ ନିୟୋଜିତ ୩୯…
Read More...

ଯାଜପୁର : ୮ମ ଜିଲା ମହୋତ୍ସବ ଯଯାତି ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ଯାଜପୁର : ଯାଜପୁର ବାଳାଶ୍ରମ ପଡିଆରେ ୮ମ ଜିଲା ମହୋତ୍ସବ ଯଯାତି ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି। ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ଏହି ମହୋତ୍ସବକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ : କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ - ଭୁବନେଶ୍ହର ଲୋକମାନ୍ୟ ତିଳକ  ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ରେଲବାଇ ପକ୍ଷରୁ କୁହାଯାଇଛି। ଏ ନେଇ ସ୍ବତନ୍ତ୍ର ଟିମ…
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ୨୮,୨୯ ଓ ୩୧ରେ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିର୍ଘଦିନ ଧରି ଚାକିରିରେ ରହିଥିଲେ ମଧ୍ୟ ପଦୋନ୍ନତିରୁ ବଞ୍ଚିତ ଥିବା କର୍ମଚାରୀ ଏଣିକି ପଦୋନ୍ନତି ପାଇ ପାରିବେ। ଆଉ ଏଥିପାଇଁ ରାଜ୍ୟ ସରକାର ଆରମ୍ଭ…
Read More...

ସମ୍ବଲପୁରରେ କଂଗ୍ରେସର ମାନସ ମନ୍ଥନ

ସମ୍ବଲପୁର : ଓଡିଶା ରାଜ୍ୟର କଂଗ୍ରେସ ଦଳ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓଡିଶା ଗସ୍ତରେ ୧୪ ତାରିଖରୁ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ସୁନ୍ଦରଗଡ ଜିଲା ଗସ୍ତ କରି ଝାରସୁଗୁଡା,…
Read More...

ବନ୍ଦ ହେଲା ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜ -୭

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ  କମ୍ପାନୀ ତାର ଓ୍ବିଣ୍ଡୋଜ -୭ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦୁଃଖ ଖବର ଆଣିଦେଇଛି । ମାଇକ୍ରୋସଫ୍ଟ ଜାନୁଆରୀ ୧୪ ତାରିଖରୁ ଓ୍ବିଣ୍ଡୋଜ -୭ ବନ୍ଦ କରିଦେଇଛି । ଯଦି ଓ୍ବିଣ୍ଡୋଜ -୭…
Read More...

ସେନା ଦିବସରେ ସେନା ମୁଖ୍ୟଙ୍କ ଘରେ ରାତ୍ରି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୭୨ତମ ସେନା ଦିବସ ଅବସରରେ ବୁଧବାର ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେଙ୍କ ବାସଗୃହରେ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଆୟୋଜନ କରାଯାଇଥିବା ଏହି ଭୋଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ…
Read More...

ଇନ୍ଦ୍ରାବତୀ କେନାଲକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ଗ୍ରାମର ଜଣେ ସ୍କୁଲ ଛାତ୍ର ବୁଧବାର କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ମୁଖିଗୁଡ଼ା ଗ୍ରାମର ସମ୍ପଦ ଯୋଷୀ । ସୂଚନା…
Read More...

ମନ୍ଦିର ପୂଜକଙ୍କ ଘରୁ ଗଞ୍ଜେଇ ଜବତ : ପୂଜକ ଗିରଫ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଗତ ମଙ୍ଗଳବାର ରାତିରେ ଭାଲିଆଗଡ ଠାରେ ଥିବା ଏକ ପୂଜକଙ୍କ ଘରେ ଚଢାଉ କରାଯାଇ ବିକ୍ରି ନିମନ୍ତେ ରଖାଯାଇଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ପୂଜକଙ୍କୁ ଗିରଫ କରାଯାଇଛି।…
Read More...

ବ୍ୟାଙ୍କ ୟୁନିୟନ ଧର୍ମଘଟ; ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ଜାନୁଆରୀ ୩୧ ଏବଂ ଫେବୃଆରୀ ୧ ରେ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ। ବ୍ୟାଙ୍କ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ଦାବିରେ ଏହି ଦୁଇ ଦିନ ଧର୍ମଘଟ କରିବ ବ୍ୟାଙ୍କ କର୍ମଚାରୀ ୟୁନିୟନ । ବ୍ୟାଙ୍କ କର୍ମଚାରୀ…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ; ଖେଳିବେନି ରିଷଭ ପନ୍ତ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁଆରୀ ୧୭ ଶୁକ୍ରବାର ଦିନ ହେବାକୁଥିବା ତନି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଗୁଜରାଟର ରାଜକୋଟରେ ଖେଳାଯିବ। ଏହି ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଯୁବ…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା : ୧ମୃତ, ୧ ଗୁରୁତର

ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତାର କମିରା ଛକ ନିକଟସ୍ଥ ମୁର୍‍ମୁରୀ ଯୋର ପୋଳରେ ବୁଧବାର ଏକ ବାଇକ ଭାରସାମ୍ୟ ହରାଇ ବାଡରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ…
Read More...

ପାଟଣାଗଡରେ ସଡକ ସୁରକ୍ଷା ସଚେତନତା ଓ ରକ୍ତଦାନ ଶିବିର

ପାଟଣାଗଡ : ବଲାଙ୍ଗୀର ଜିଲା ପାଟଣାଗଡ ଥାନା ପକ୍ଷରୁ ବୁଧବାର ସକାଳେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ପାଟଣଅଗଡ ଥାନାର ସମସ୍ତ କର୍ମଚାରୀ, ପାଟଣେଶ୍ୱରୀ ହାଲୁକା ମୋଟରଯାନ ଚାଳକ ସଂଘର ସଦସ୍ୟ ତଥା ବହୁ ସଚେତନ…
Read More...

ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ରାଜ୍ୟରେ ୨୦୨୧ଜନଗଣନା ସମୟରେ ଓବିସି ଏବଂ ଏସଇବିସ…
Read More...

ହରିୟାଣାରେ ଟିକସ ମୁକ୍ତ ହେବ ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’

ମୁମ୍ବଇ: ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’କୁ ହରିୟାଣାରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯିବ। ରାଜ୍ୟରେ ଏହି ସିନେମାକୁ ଟିକସ…
Read More...

ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୫ ଗିରଫ

ଦେବଗଡ଼ : ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବା  କୁଣ୍ଢେଇଗୋଳା ଥାନା ପୁଲିସ ଖବର ପାଇ ଅଚାନକ ଚଢାଉକରିଥିଲେ। ଘଟଣା ସ୍ଥଲରୁ ୫ ଜଣଙ୍କୁ ଗିରଫ କରିବା ସହ…
Read More...

ସତ୍ୟ ଖବର କ୍ଷୀର ଓ ମିଥ୍ୟା ଖବର ପାଣି ; ସାମ୍ବାଦିକ ହିଁ ଏହାକୁ ଅଲଗା କରିପାରିବେ – ରଜନୀକାନ୍ତ

ଚେନ୍ନଇ : ଚେନ୍ନଇରେ ତାମିଲ ପତ୍ରିକା ତୁଗଲକ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ସାମ୍ବାଦିକମାନଙ୍କୁ ସତ୍ ମାର୍ଗରେ…
Read More...

ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ସାଲ୍ୟୁଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ ୭୨ତମ ସେନା ଦିବସ ପାଳନ କରିଛି। ସେନା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି…
Read More...

ବଲାଙ୍ଗୀରରେ ବାଟବଣା ହୋଇଛି ‘ବସୁନ୍ଧରା’ : ଚିହ୍ନଟ ହୋଇପାରୁନି ସରକାରୀ ଜମି

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ବାଟବଣା ହୋଇଛି ବସୁନ୍ଧରା ଯୋଜନା। ଭୂମିହୀନ, ବାସହୀନ ଗରିବ ପରିବାର ମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗେଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ସରକାରଙ୍କ…
Read More...

ମୁଁ ଦାଉଦ ଇବ୍ରାହିମକୁ ଭେଟିଥିଲି : ସଞ୍ଜୟ ରାଉତ

ମୁମ୍ବଇ : ଅଣ୍ଡର ୱାଲ୍ଡ ଡ଼ନ ତଥା ୧୯୯୩ରେ ହୋଇଥିବା ମୁମ୍ବଇ ବୋମା ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଦାଉଦ ଇବ୍ରାହିମକୁ ମୁଁ ଏକଦା ଭେଟିଥିଲି। ଇବ୍ରାହିମକୁ ଭେଟି ତା ସହ କଥା ହୋଇ ତାକୁ ଅପମାନିତ ମଧ୍ୟ…
Read More...

ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ଶିବିର

ବେଲପଡ଼ା : ବଲାଙ୍ଗୀର ଜିଲା ବେଲପଡା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବରକଙ୍କ…
Read More...

ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ: ରାଜ୍ୟର ପଛୁଆ ବର୍ଗଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ନଦେଇ ରାଜ୍ୟ ସରକାର ସେମାନଙ୍କ ଗଣନା କରିବା ପାଇଁ ଆରମ୍ଭ କରିଥିବା ପ୍ରହସନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…
Read More...

ଅଭିଯୁକ୍ତ ମା’କୁ ଲାଞ୍ଚ ମାଗି ମହିଳା ଏସଆଇ ନିଲମ୍ବିତ

ଖୋର୍ଦ୍ଧା : ଅଭିଯୁକ୍ତ ମାଆକୁ ଲାଞ୍ଚ ମଗିବା ପୁଲିସକୁ ମହଙ୍ଗା ପଡ଼ିଛ। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଏସଆଇ ଜଣେ ଅଭିଯୁକ୍ତ ମାଆଙ୍କୁ ଲାଞ୍ଚ ମାଗିଥିଲେ। ଏହାର ଏକ ଅଡିଓ ଦୁଇ ଦିନ ତଳେ ଭାଇରାଲ ହୋଇଥିଲା। ଘଟଣାର…
Read More...

ସପ୍ତାହେ ମଧ୍ୟରେ ୧୦୦ କୋଟି କ୍ଲବରେ ‘ତାନାଜୀ’

ମୁମ୍ବଇ : ଅଜୟ ଦେବଗନ, କାଜଲ ଓ ସୈଫ୍ ଅଲ୍ଲୀ ଖାନ୍ ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର ‘ତାନାଜୀ’ ଏକ ସପ୍ତାହ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏନେଇ ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି।…
Read More...

ଆଇସିସି ଆଓ୍ୱାର୍ଡ-୨୦୧୯ : ରୋହିତ ସର୍ବଶ୍ରେଷ୍ଠ କ୍ରିକେଟର ଓ ବିରାଟ ସ୍ପିରିଟ ଅଫ ଦି ଇୟର, ଜାଣନ୍ତୁ ସମ୍ପୂର୍ଣ୍ଣ…

ଦିନିକିଆ କ୍ରିକେଟର ଅଫ ଦି ଇୟର : ରୋହିତ ଶର୍ମା(ଭାରତ) ବେଷ୍ଟ ଟ୍ବେଣ୍ଟି-୨୦ ଫର୍ମାଟ ଅଫ ଦି ଇୟର : ଦୀପକ ଚହର(ଭାରତ) ସ୍ପିରିଟ ଅଫ ଦି ଇୟର : ବିରାଟ କୋହଲି(ଭାରତ) ଆଇସିସି ଫ୍ଲେୟାର ଅଫ ଦି ଇୟର : ବେନ…
Read More...

ପୁଲିସ ଉପସ୍ଥିତିରେ ମାଡ଼

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଟାୱରର କୋଷାଧ୍ୟକ୍ଷ ପରବିନ୍ଦର ପାଲ୍‌ ସିଂଙ୍କୁ ପୁଲିସ ଉପସ୍ଥିତିରେ ମାଡ଼ ମରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଲକ୍ଷ୍ମୀସାଗର ପୁଲିସ ଏକ…
Read More...

ଆଜି ବ୍ୟାଙ୍କ ବନ୍ଦ

ଭୁବନେଶ୍ବର: ଆଜି ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ। ରାଜ୍ୟ ସରକାର ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କରିବା ପରେ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥା ବନ୍ଦ ରହିବ ବୋଲି ଜଣାପଡିଛି । ମକର…
Read More...

ଟ୍ରାକ୍ଟର ଓଲଟି ବାପ ପୁଅ ମୃତ

କଲ୍ୟାଣସିଂହପୁର : ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଜ.କାତିପାଡୁ ଛକଠାରେ ମଙ୍ଗଳବାର ଟ୍ରାକ୍ଟର ଇଞ୍ଜିନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟରେ ବସିଥିବା ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି(ଆପ୍) ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। କେଜରିୱାଲଙ୍କ ଦଳ ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ…
Read More...

ଟିଣ୍ଡର୍ ଆପ୍‌ରୁ ଡେଟିଂ ମାମଲାରେ ନୂଆ ଟ୍ୱିଷ୍ଟ; ଝିଅକୁ ପୁଲିସ ଛାଡିଦେବାରୁ ତାତିଲେ ପୁଅର ମା

ଭୁବନେଶ୍ବର: ଟିଣ୍ଡର ଆପ୍ ଘଟଣାରେ ନୂଆ ଟୁଇଷ୍ଟ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବ୍ୟାଙ୍କ ଅଧିକାରୀଙ୍କ ମା ଆଜି ପୁଅ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପୁଅର ଅଭିଯୋଗ ଭିତ୍ତିରେ ଝିଅର ଗିରଫ ଦାବି କରି ଥାନା ଆଗରେ…
Read More...

ମୁମ୍ବଇ-ହାଇଦରାବାଦ ଜାତୀୟ ରାଜପଥରେ ବସ୍-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ ଆହତ

ମୁମ୍ବଇ : ମୁମ୍ବଇ ଓ ହାଇଦରାବାଦ ଜାତୀୟ ରାଜପଥ ନିକଟ ମନୋର ପାଖରେ ମଙ୍ଗଳବାର ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଲୋକ ଆହତ ହୋଇଥିବା…
Read More...

ଖେଲୋ ଇଣ୍ଡିଆରେ ଓଡିଶାକୁ ପ୍ରତିନିଧିତ୍ୱ କରବେ ସୁଇମର ପ୍ରତ୍ୟାଷା

ସମ୍ବଲପୁର : ଆସନ୍ତା ୧୭ ତାରିଖରୁ ଆସାମର ରାଜଧାନୀ ଗୁଆହାଟୀ ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଏହି ଗେମ୍ସରେ ଏକ ମାତ୍ର ସନ୍ତରଣବିତ ଭାବରେ ଜାତୀୟସ୍ତରର ସନ୍ତରଣକାରୀ ପ୍ରତ୍ୟାଷା ରାୟ…
Read More...

ସ୍ୱଚ୍ଛତା ହେଉଛି ଆଧ୍ୟାତ୍ମିକତା: ରାଜ୍ୟପାଳ

ପିପିଲି : ସ୍ୱଚ୍ଛତା ହେଉଛି ଆଧ୍ୟାତ୍ମିକତା। ଏହି ଭାବଧାରାର ପ୍ରଚାର ଓ ପ୍ରସାର ଆମ ସମୟର ବିଶେଷ ଆବଶ୍ୟକତା ରହିଛି। ଯୋଗ ଓ ସ୍ୱଚ୍ଛତା ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନିତୀର…
Read More...

୧୨୦ ପ୍ରାଦେଶିକ ସେନା ପକ୍ଷରୁ ପୂର୍ବତନ ସୈନିକ ଦିବସ ପାଳିତ

ଭୁବନେଶ୍ୱର: ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ୧୪ ଜାନୁଆରୀ ୨୦୨୦ ଦିନ ଚତୁର୍ଥ…
Read More...

ଭିଜିଲାନ୍ସ ହାତରେ ବନବିଭାଗ ଡିଏଫଓ

ଭୁବନେଶ୍ବର : ଗଜପତି ଜିଲା ପାରାଳାଖେମୁଣ୍ଡି ଅନ୍ତର୍ଗତ ରାମଗିରି ବନ ବିଭାଗ ଡିଏଫଓ  ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, କୃଷ୍ଣ ଚନ୍ଦ୍ର କାର୍ଜିଙ୍କ…
Read More...

ଭାରତର ଲଜ୍ଜାଜନକ ପରାଜୟ : କୌଣସି ୱିକେଟ ନହରାଇ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ

ମୁମ୍ବଇ : ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ଭାରତର ୧୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ଏ.ଜି ଅଡିଟ : ସଠିକ ହିସାବକୁ ନେଇ ଆଶା ଆଶଙ୍କାରେ ସେବାୟତ!

ଆରଡି :  ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଅଚଳାଚଳ ସମ୍ପତ୍ତିର ହିସାବ ନିମନ୍ତେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ଏକ ପରିଚାଳନା କମିଟ ରହିଥିବା ବେଳେ ୨ବର୍ଷ ଲାଗି ଗଠନ ହୋଇଥାଏ…
Read More...

ଟ୍ରେନରେ ଯାତ୍ରାବେଳେ ଦେଖିପାରିବେ ମନ ପସନ୍ଦର ଭିଡିଓ ଓ ଚଳଚ୍ଚିତ୍ର, ରେଳ ବିଭାଗ ଆଣିବ ‘ସିଓଡି’ ସେବା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଂଟେଂଟ ସେବା (ସିଓଡି) ସେବା ଖୁବଶୀଘ୍ର ଯୋଗାଇ ଦିଆଯିବ। ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଞ୍ଚଳ ଟ୍ରେନରେ ମିଳିପାରିବ। ଅଧିକ ଅଣଭଡ଼ା…
Read More...

ଖ୍ରୀଷ୍ଟ କଲେଜର ବାର୍ଷିକ ପୁରସ୍କାର ବିତରଣ  ଉତ୍ସବ

କଟକ :  ଖ୍ରୀଷ୍ଟ କଲେଜର ୨୦୧୯- ୨୦ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି…
Read More...

ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ୨୦୫-୦

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ ଜବରଦସ୍ତ…
Read More...

ଯୁବ ବୟସରେ ପରିବେଶ ଚିନ୍ତା – ସାଇକେଲରେ ୧୫ ହଜାର କିଲୋମିଟର ଯାତ୍ରା କରୁଛନ୍ତି ୩ ଯୁବକ

କଟକ: ଯୁବ ବୟସରେ ସାଧାରଣତଃ ଯୁବକମାନେ ପାଠ ପଢା ସହ ମଜା ମସ୍ତିରେ ସମୟ ବିତେଇ ଥାନ୍ତି। କିନ୍ତୁ ଏମିତି ବି ଯୁବକମାନେ ଅଛନ୍ତି ଯେଉଁମାନେ ମଜା ମସ୍ତି ଭୁଲି ପରିବେଶ ସୁରକ୍ଷା କଥାଚିନ୍ତା କରୁଛନ୍ତି। ଖାଲି ପରିବେଶ…
Read More...

ଅଷ୍ଟ୍ରେଲିଆର ଜବରଦସ୍ତ ବ୍ୟାଟିଂ : ୨୩ଓଭର ଶେଷ ସୁଦ୍ଧା ୧୫୬-୦

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ ଜବରଦସ୍ତ…
Read More...

ମହିଳା ଅଧିକାରୀଙ୍କ ବଦଳୀକୁ ଆଦିବାସୀ ସଂଘର ବିରୋଧ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶିଶୁ ବିକାଶ ପ୍ରକଲ୍ପ ଅଧିକାରି ଗିତାଞ୍ଜଳି ଭୋଇଙ୍କ ବଦଳିକୁ ନେଇ ମଙ୍ଗଲବାର ଟିଟିଲାଗଡ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ…
Read More...

ଗଙ୍ଗା ନଦୀରେ ଦୁଇ ନୌକା ମୁହାଁମୁହିଁ : ୨ ନିଖୋଜ

ପାଟନା : ପାଟନାର ମନେର ସ୍ଥିତ ଗଙ୍ଗା ନଦୀରେ ମଙ୍ଗଳବାର ଦୁଇଟି ନୌକା ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ନିଖୋଜ ରହିଛନ୍ତି। ସୂଚନା ଅନୁସାରେ, ମନେରରେ ମଙ୍ଗଳବାର ସକାଳେ ପ୍ରବଳ କୁହୁଡି ପଡ଼ିଥିଲା।…
Read More...

ଶରଣକୁଳ କଙ୍ଗାରୁକୋର୍ଟ ପ୍ରସଙ୍ଗ: ଗୃହରେ ଭୁଲ ତଥ୍ୟ ଦେଇଥିବାରୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଥିବା ଘଟଣାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିବା…
Read More...

ସ୍କୁଟି ଚଳାଇ ଫସିଲେ ନାବାଳକ,ଗଣିଲେ ୨୬ ହଜାର ଫାଇନ

କଟକ: ସ୍କୁଟି ଚଳାଇ ଜଣେ ନାବାଳକ ଟ୍ରାଫିକ ପୁଲିସ ହାତରେ ଧରାପଡିଛନ୍ତି। ଉକ୍ତ ନାବାଳକଙ୍କ ଠାରୁ ପୁଲିସ ଫାଇନ ଆକାରରେ ୨୬ ହଜାର ଟଙ୍କା ଆଦାୟ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବାରଙ୍ଗ ଅଞ୍ଚଳରେ। ଟ୍ରାଫିକ…
Read More...

ଟାଙ୍ଗିଆରେ ହାଣି ଦାଦାକୁ ହତ୍ୟା ମାମଲା : ଅଭିଯିକ୍ତକୁ ଆଜୀବନ ଜେଲ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ସଇନ୍ତଲା ଥାନା ଅନ୍ତର୍ଗତ ଖରଜୁରି ଗ୍ରାମର ୨୦୧୬ମସିହାରେ ବିଶ୍ବମ୍ବର ବନଛୋରକୁ ପୁତୁରା ଅନାଦି ବନଛୋର ହତ୍ୟା କରିଥିଲା। ଏହି ମାମଲାରେ ଟିଟିଲାଗଡ ଅତିରିକ୍ତ ଜିଲା ଦୌରା ଜଜ ମଙ୍ଗଳବାର…
Read More...

୫୦ଓଭର ଖେଳି ପାରିଲାନି ଭାରତ : ଅଷ୍ଟ୍ରେଲିଆ ପାଇଁ ୨୫୬ ରନର ବିଜୟ ଲକ୍ଷ୍ୟ

ମୁମ୍ବଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତୀୟ ଦଳ ଦୁର୍ବଳ ଖେଳ ପ୍ରଦର୍ଶନ କରିଛି। ଭାରତ…
Read More...

ସୁନ୍ଦରଗଡ଼ରେ ପୁଣି ଉତ୍ତେଜନା : ୧ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ ଥିମିବାର ନାଁ ନେଉନାହିଁ। ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ମଙ୍ଗଳବାର ୨ ଗୋଷ୍ଠୀ ମଧ୍ୟରେ…
Read More...