ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
![](https://samajalive.in/wp-content/uploads/2020/01/images-7-5-650x430.jpg)
ବଡ଼ସାହି : ମୟୁରଭଞ୍ଜ ଜିଲା ରବିବାର ଅପରାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ବିକାଶ ବେଣ୍ଟକାରବୋଲି ଜଣାପଡ଼ିଛି। ପୁଲିସ ଏନେଇ ଏକ ଅପହରଣ ମାମଲା ରୁଜୁ କରି ବିଭନ୍ନ ସ୍ଥାନରେ ତଲାସି ଜାରି ରଖିଛି।
Comments are closed.