www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ପାଇଁ ମହଙ୍ଗା ପଡ଼ିପାରନ୍ତି ନ୍ୟୁଜିଲାଣ୍ଡର ଏହି ୫ ଖେଳାଳି : ବିରାଟ ବାହିନୀଙ୍କୁ ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଟିମ ଇଣ୍ଡିଆର ପରବର୍ତ୍ତି ଟାର୍ଗେଟ ରହିଛି ନ୍ୟୁଜିଲାଣ୍ଡକୁ ଯାଇ ନ୍ୟୁଜିଲାଣ୍ଡ ମାଟିରେ ମ୍ୟାଚ ହରାଇବା। ତେବେ  ଆଉ କିଛି ଦିନ ପରେ ଜାନୁଆରୀ ୨୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ସମସ୍ଥ ମ୍ୟାଚ ନ୍ୟୁଜିଲାଣ୍ଡରେ ଖେଳାଯିବ। ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ହରାଇବା ହେଉଛି ଏକ କଷ୍ଟକର ବ୍ୟାପାର। ମାତ୍ର ନିକଟରେ କଙ୍ଗାରୁ ଦଳ ଠାରୁ ସିରିଜ ହାତେଇବା ପରେ ଟିମ ଇଣ୍ଡିଆର ମନୋବଳ ଅତ୍ୟନ୍ତ ଦୃଢ ରହିଛି। ମାତ୍ର ନ୍ୟୁଜିଲାଣ୍ଡର ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରତି ବିରାଟ ବାହିନୀଙ୍କୁ ସତର୍କତା ଅବଲମ୍ବନ କରି ଖେଳିବାକୁ ପଡ଼ିବ।

ତେବେ ଆସନ୍ତୁ ଜାଣିବା ନ୍ୟୁଜିଲାଣ୍ଡର କେଉଁ ଖେଳାଳିମାନଙ୍କ ପ୍ରତି ବିରାଟ ବାହିନୀକୁ ଅଧିକ ସତର୍କ ରହିବା ଆବଶ୍ୟକ……
. ଅଧିନାୟକ କେନ ୱିଲିୟମସନ୍
ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଲଗାତାର ଭାବେ ଦଳ ପାଇଁ ରନ୍ କରିଆସୁଛନ୍ତି। ତେଣୁ ତାଙ୍କୁ ସାଧାରଣ ଭାବେ ନନେଇ ଭାରତୀୟ ଦଳକୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

- Advertisement -

. ମାର୍ଟିନ ଗୁପଟିଲ
. ଟିମ ସାଉଦୀ
. କଲିନ ମୁନରୋ
. କଲିଂ ଡି ଗ୍ରେଡ଼ହୋମ

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories