ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଯୁବକ ଗୁରୁତର ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ବର : ବାଲେଶ୍ବର ସୋର ଥାନା ବାଗୁଡି ଛକ ନିକଟରେ ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିବା ସହ ଖବର ପାଇ ପୁଲିସ…
Read More...

ସଡକ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ରୀ ଆହତ

ପୁରୀ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ନିକଟବର୍ତ୍ତୀ ପୋଟଳ ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଟଳ ଗ୍ରାମ୍ୟ ଛକ ଠାରେ ଏକ ଟାଟା ଏସି ଗାଡି ସ୍କୁଲ ଛାତ୍ରୀଙ୍କୁ…
Read More...

ସ୍ୱାସ୍ଥ୍ୟ ପାଇଁ ପିଆଜ, ଫୁଲକୋବିର ଆଶ୍ଚର୍ଯ୍ୟଜନକ ଲାଭ

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ…
Read More...

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ…
Read More...

କୁହୁଡି ପାଇଁ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ; ୪ ଗୁରୁତର

କୋରାପୁଟ : ଘନ କୁହୁଡି ଯୋଗୁଁ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣ ଗୁରୁତର ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏହି ଦୁର୍ଘଟଣା କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଥାନା କାଡାମଖେଳା ନିକଟରେ ଘଟିଛି। ପିକଅପ…
Read More...

ଟ୍ୱିନ ସିଟିରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର : ଟ୍ୱିଟ ସିଟିରେ ଘନ କୁହୁଡିର ଆସ୍ତରଣ ଶୁକ୍ରବାର ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ରାସ୍ତାଘାଟ ସହ ଆଖପାଖରେ ଥିବା କିଛି ଜିନିଷ ମଧ୍ୟ ଦୃଶ୍ୟମାନ ହେଉନାହିଁ। ଫଳରେ ଯାନବାହନ ଚଳାଚଳରେ…
Read More...

ଜଙ୍ଗଲ ରାଜାର ହୋଟେଲ ଭ୍ରମଣ

ଗୁଜରାଟ : ଗୁଜୁରାଟର ଜୁନାଗଡର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଜୁନାଗଡ଼ରେ ସ୍ଥିତ ଏକ ହୋଟେଲର ପରିସରରେ ଏକ ସିଂହ ଖୁବ ଆରାମରେ ଚଳପ୍ରଚଳ କରୁଛି। ଭିଡିଓଟିରେ ସମ୍ପୂର୍ଣ୍ଣଭାବେ ଦେଖାଯାଉଛି…
Read More...

ଦେଶରେ ଆଉ ପଜିଟିଭ ୧୨,୯୨୩ ; ମୃତ ୧୦୮

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ହେଊଥିବା ଦେଖାଯାଉଛି। ଦିନକରେ ୧୨,୯୨୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୮,୭୧,୨୯୪କୁ ବୃଦ୍ଧି…
Read More...

ଆନ୍ଧ୍ରପ୍ରଦେଶର ସ୍ୱର୍ଗ ହୋରର୍ସଲେ ହିଲ

ଖରାଦିନରେ ଅଧିକାଂଶ ଲୋକେ ଘରେ ଆରାମରେ ଏସି ଓ କୁଲର ପାଖରେ ରହିବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଭ୍ରମଣ ପାଇଁ ଇଚ୍ଛା ହେଲେ ଆଉ ଖରା ପାଇଁ ଚିନ୍ତିତ ହେବାକୁ ପଡ଼ିବ ନାହିଁ। କାରଣ ଖରାଦିନରେ ବୁଲିବା ପାଇଁ କିଛି ସ୍ଥାନ…
Read More...

ଖାଦ୍ୟ ସାମଗ୍ରୀ ସହ ଜଡିତ କେତେକ ଜାଣିବା କଥା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା…
Read More...

ଅଗ୍ନିକାଣ୍ଡରେ ୪ ପରିବାରର ୧୪ ବଖରା ଭସ୍ମ

ଅନୁଗୁଳ : ଅନୁଗୁଳ ଜିଲା ଅନ୍ତର୍ଗତ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଗୁରୁବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଅଗ୍ନିକାଣ୍ଡରେ ୪ ପରିବାରର ୧୪ ବଖରା ଘର ଭସ୍ମ ହୋଇଯାଇଛି। ଅଗ୍ନିକାଣ୍ଡର…
Read More...

ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ଼

ଭାରତରେ ଅନେକ ଧାର୍ମିକ ସ୍ଥଳ ରହିଛି, ଯାହା ଯେକୌଣସି କାରଣରୁ ହେଉ ନା କାହିଁକି ପ୍ରସିଦ୍ଧତା ଲାଭ କରିଛି। ଭାରତ ବର୍ଷରେ ବିଭିନ୍ନ ଧର୍ମସମ୍ପ୍ରଦାୟର ଲୋକେ ମିଳିମିଶି ରହିଥାଆନ୍ତି। ତେଣୁ ଏଠାରେ ଆପଣ ବହୁ ଧାର୍ମିକ…
Read More...

ରାଶି ଅନୁଯାୟୀ ସହଜ ଉପାୟ ; ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ୟ୍ୟରେ ସଫଳତା…
Read More...

ବୋନଲେସ ଚିକେନ ମସଲା

ଆବଶ୍ୟକ ସାମଗ୍ରୀ ଚିକେନ ( ବୋନଲେସ) – ୫୦୦ ଗ୍ରାମ କଟା ପାଳଙ୍ଗ – ୧ କପ ରୁ ଅଧିକ କଟା ପିଆଜ – ୨ଟି ଅଦା ରସୁଣ ବଟା – ୩ଚାମଚ ଡ଼ାଲଚିନି ଗୁଣ୍ଡ – ୧ଚାମଚ ଗରମ ମସଲା ଗୁଣ୍ଡ – ୧ଚାମଚ ଧନିଆ ଗୁଣ୍ଡ – ୧ ଚାମଚରୁ…
Read More...

ରାଜ୍ୟରେ ଆଉ ଆକ୍ରାନ୍ତ ୯୨

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ଆଉ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୪, ସ୍ଥାନୀୟ ୩୮। ମୋଟ ପଜିଟିଭ ୩,୩୫, ୮୮୯ରେ ପହଞ୍ଚିଛି। ୩,୩୩,୧୩୯ ସୁସ୍ଥ…
Read More...

ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ…
Read More...

ଦେଶରେ ଆଉ ୧୧,୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ନିୟମ

ନୂଆଦିଲ୍ଲୀ : ଦେଶରେ ଦିନକରେ ୧୧,୦୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୫୮,୩୭୧ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ୯୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ…
Read More...

ଖାଦ୍ୟ ଖାଇବାର ନିୟମ

ଜୀବନ ଧାରଣ ପାଇଁ ଖାଦ୍ୟ ଖାଇବା ଅପରିହାର୍ୟ୍ୟ। ପ୍ରତ୍ୟେକଙ୍କର ଖାଦ୍ୟ ଖାଇବାରେ ଭିନ୍ନତା ରହିଛି। ସଭିଁଏ ନିଜ ସ୍ୱାଦ ଅନୁଯାୟୀ ଖାଇଥାଆନ୍ତି। ଭୋକ ଜରିଆରେ ଆମ ଶରୀର ଆମକୁ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଥାଏ। କେଉଁ…
Read More...

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା : ରାଉକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର…
Read More...

ଛତୁ ସାଲାଡ଼

ଆବଶ୍ୟକ ସାମଗ୍ରୀ ଛତୁ – ୨୦୦ ଗ୍ରାମ ଲାଲ ସିମଲା ଲଙ୍କା – ୨୦୦ ଗ୍ରାମ ମହୁ – ୧ ଚାମଚ ତେଲ – ଆବଶ୍ୟକ ପରିମାଣରେ ରସୁଣ – ଅଳ୍ପ ଗୋଲମରିଚ ଗୁଣ୍ଡ – ଅଳ୍ପ ଚାର୍ଟ ମସଲା – ଅଳ୍ପ ଧନିଆ ପତ୍ର – ଅଳ୍ପ ଲୁଣ –…
Read More...

ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟି

ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯିବା ବହୁ ଲୋକଙ୍କ ସଉକ ଅଟେ। ବହୁ ସମୟରେ ସମୟ ଓ ଟଙ୍କା ଖର୍ଚ୍ଚର ଚିନ୍ତା ଭ୍ରମଣରେ ବାଧା ସୃଷ୍ଟି କରିଥାଏ। ମାତ୍ର ଏପରି କେତେକ ସ୍ଥାନ ରହିଛି, ଯେଉଁଠାକୁ ଆପଣ କମ ପଇସା ଖର୍ଚ୍ଚ କରି…
Read More...

୨୨ ଜିଲାରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୩, ସ୍ଥାନୀୟ ୪୨। ମୋଟ ପଜିଟିଭ ୩,୩୫,୭୯୭କୁ ବୃଦ୍ଧି ପାଇଛି। ୩,୩୩,୦୩୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦୩…
Read More...

ମନପସନ୍ଦର ଜୀବନ ସାଥିକୁ ବିବାହ କରିବାକୁ ଶୟନ କକ୍ଷରେ ଲଗାନ୍ତୁ ଏହି ପ୍ରଜାପତି

ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା ହୋଇଥାଏ। ଏପରି ଘରର କାମନା ସଭିଏଁ…
Read More...

ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ

ଭଦ୍ରକ : ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ ଅଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ନିଖୋଜ ଯୁବକ ଜଣଙ୍କ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ସେଠାରେ…
Read More...

ଟ୍ରକ ଓ ପିକଅପ ଭ୍ୟାନ ଧକ୍କା ; ୭ ମୃତ

ବାରାଣସୀ – ଲକ୍ଷେ୍ନø ରାଜ୍ୟ ରାଜପପଥରେ ଜଲାପୁର ଥାନା ଅନ୍ତର୍ଗତ ଲହଙ୍ଗପୁର ଗାଁ ନିକଟରେ ମଙ୍ଗଳବାର ଭୋର ୩ଟା୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ୭ ଜଣଙ୍କ…
Read More...

ଓଜନ ହ୍ରାସ ପାଇଁ ଖାଇବାର ୧-୨ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଅନ୍ତୁ

ଗ୍ରୀନ ଟିରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ ଟି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ…
Read More...

ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ ଅଭିଯୋଗ

ଭୁବନେଶ୍ୱର : ପୁଣି ମହିଳାଙ୍କ ଠାରୁ ଲୁଟ । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ ଦୁର୍ବୃତ୍ତ। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ସାମ୍ନା ରାସ୍ତାରେ ଘଟିଛି ବୋଲି ମଙ୍ଗଳବାର…
Read More...

ପୋଷାକ ଉପରେ ଧ୍ୟାନ ଦେଲେ ଲାଗିବେ ଅଧିକ ସୁନ୍ଦର ଓ ଷ୍ଟାଇଲିସ

ସାଧାରଣତଃ ମୁହଁ ସହ ନିଜ ପୋଷାକ ଓ ଜୋତା ଚପଲ ଉପରେ ମଧ୍ୟରେ ଧ୍ୟାନ ଦେବା ଦ୍ୱାରା ଆପଣ ଅଧିକ ସୁନ୍ଦର ଓ ଷ୍ଟାଇଲିସ ଲାଗିବେ। ଆସନ୍ତୁ ଅଳ୍ପ ମୂଲ୍ୟରେ କେଉଁ ପ୍ରକାରର ଚପଲ ପିନ୍ଧି ଆପଣ ନିଜର ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି…
Read More...

ଝରକା ଗ୍ରିଲ ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ବଡ଼ ଗାଁ ଗ୍ରାମରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରିବା ସହ ଟଙ୍କା ଲୁଟ କରିଛନ୍ତି ବୋଲି ସୋମବାର ଅଭିଯୋଗ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି…
Read More...

ସେନା ବାହିନୀ ଗାଡି ଦୁର୍ଘଟଣା, ପ୍ରାଣ ହରାଇଲେ ଜଏଣ୍ଟ କମାଣ୍ଡିଙ୍ଗ ଅଫିସର

ଚିକିଟି: ଆସାମରେ ଫାୟାରିଂ ସ୍ଥଳକୁ ଯାଉଥିବା  ସେନା ବାହିନୀର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ସୋମବାର ସେନା…
Read More...

ହଷ୍ଟେଲ ଫି ହ୍ରାସ ନେଇ ବାଣୀବିହାରରେ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ସୋମବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ବାଣୀବିହାରରେ ଛାତ୍ରୀ ଅଶାନ୍ତି ସହ ସେମାନେ ଧାରଣାରେ ବସିଛନ୍ତି। ବିଭିନ୍ନ ପ୍ରକାର ସମସ୍ୟା ନେଇ ଛାତ୍ରୀମାନେ ପିଜି କାଉନସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।…
Read More...

ମଦ ପାଇଁ ବାପାର ଜୀବନ ନେଲା ପୁଅ

ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଗଡଜାମକୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଖବର ମିଳିଛି। ବାପା ପୁଅକୁ ମଦ ପିଇବାକୁ ବିରୋଧ କରିବାରୁ ପୁଅ ମାଡରେ ବାପାର ମୃତ୍ୟୁ ହୋଇଛି। ମୃତକ…
Read More...

ବାଘ ଛାଲ ଓ ହାତୀଦାନ୍ତ ଜବତ ; ୩ ଗିରଫ

କେନ୍ଦୁଝର : କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ନିକଟରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଚଢାଉ କରି ବାଘ ଛାଲ ଓ ହାତୀଦାନ୍ତ ଜବତ କରିଥିବା ନେଇ ସୋମବାର ଜଣାପଡ଼ିଛି। ଗୋଟିଏ କଲରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ ଜବତ…
Read More...

ଶ୍ରୀମନ୍ଦିରର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ : ମୁଖ୍ୟମନ୍ତ୍ରୀ

ପୁରୀ : ଆଜି ଦୀର୍ଘ ଦିନ ପରେ କରୋନା କଟକଣା ହଟିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ…
Read More...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ;୪ ଆହତ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ : ବୌଦ୍ଧ ଜିଲା ଖୁଣ୍ଟବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସଟି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୋମବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଉକ୍ତ ଯାତ୍ରୀବାହୀ ବସଟି ଖୁଣ୍ଟବନ୍ଧ…
Read More...

ଥାଇରଏଡ଼ ରୋଗୀମାନେ ଖେଚେଡ଼ି ଖାଇବା ଲାଭଦାୟକ

ବିଭିନ୍ନ ପ୍ରକାରର ଚିନ୍ତା, ଖାଦ୍ୟରେ ଆୟୋଡ଼ିନର ମାତ୍ରା କମ୍‍ କିମ୍ବା ଅଧିକ ହେଲେ ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କୁ ଥାଇରଏଡ଼ ଥିଲେ ଅନ୍ୟ ସଦସ୍ୟଙ୍କୁ ହେବାର ଅଧିକ ସମ୍ଭାବନା…
Read More...

ଉତ୍ତରାଖଣ୍ଡ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ  ଏଯାଏଁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସହ ବନ୍ୟା ପାଣିରେ ହଜିଯାଇ ୧୫୦ରୁ ଅଧିକ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି।…
Read More...

ଜମ୍ମୁକାଶ୍ମୀରରେ ଭୂମ୍ପର ଝଟକା

ଜମ୍ମୁ-କାଶ୍ମୀର : ଜମ୍ମୁକାଶ୍ମୀର ଅନ୍ତର୍ଗତ ଗୁଲମାର୍ଗରେ ସୋମବାର ସକାଳ ୪ଟା୫୬ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସର ସୂଚନା ଅନୁଯାୟୀ,…
Read More...

ହରିଦ୍ୱାର କୁମ୍ଭମେଳାରେ ଭିନ୍ନ ଭିନ୍ନ ପ୍ରସାଦ ; ଜାଣନ୍ତୁ କିଛି ବିଶେଷ କଥା

କୁମ୍ଭ ନଗରୀ ହରିଦ୍ୱାର ସହରରେ ସାଧୁସନ୍ଥମାନଙ୍କ ପାଇଁ ପେଣ୍ଡାଲ ସଜାଯାଇ ସାରିଛି। ଜାନୁଆରୀ ୧୪ରୁ ଗଙ୍ଗା ସ୍ନାନ ଆରମ୍ଭ ହୋଇସାରିଛି। ମାତ୍ର ଆନୁଷ୍ଠାନିକ ଭାବେ ୨୭ ଫେବୃଆରୀ ୨୦୨୧ରୁ ଆରମ୍ଭ ହୋଇ ୨୭ ଏପ୍ରିଲ ଚୈତ୍ର…
Read More...

କଟା ଆଳୁ ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ବେସନ – ୧କପ କଟା ପିଆଜ – ୧ଟି କଞ୍ଚା ଲଙ୍କା – ୨ଟି ଜୁଆଣି – ଅଳ୍ପ ଲୁଣ – ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ କଟା ଧନିଆ…
Read More...

ନବଗ୍ରହଙ୍କ ଶୁଭଫଳ ପାଇଁ ଏହି ଫଳରସର କରନ୍ତୁ ସେବନ

ନବଗ୍ରହଙ୍କ ପ୍ରଭାବ ସଭିଁଙ୍କ ଉପରେ ରହିଥାଏ। ଏହାସହ ନବଗ୍ରହଙ୍କ ଦୋଷ ଦୂର କରିବା ପାଇଁ ଏହା ବିଭିନ୍ନ ଖାଦ୍ୟ ସହ ମଧ୍ୟ ଜଡିତ ବୋଲି ମାନ୍ୟତା ରହିଛି। ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି…
Read More...

ଭୋଜି ଖାଇ ଶତାଧିକ ଅସୁସ୍ଥ

ପିପିଲି : ବିବାହ ଭୋଜି ଖାଇ ଶତାଧିକ ଲୋକେ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲା କଣାସ ବ୍ଲକ ସହନା ଗାଁରେ ଘଟିଥିବା ନେଇ ଖବର ମିଳିଛି। ଏକ ବିବାହ ଭୋଜିରେ ଖାଇବା ପରେ…
Read More...

ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ

ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି। କେଉଁମାନଙ୍କୁ ଶାନ୍ତ ତ କେଉଁ ମାନଙ୍କୁ ହୋହାଲା ପରିବେଶ ବେଶ ପସନ୍ଦ। ଏପରି କିଛି ଭ୍ରମଣ ପ୍ରେମୀ ଅଛନ୍ତି, ଯେଉଁମାନଙ୍କୁ…
Read More...

ପାଟିକୁ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ହିତକାରକ ଏହି ଖାଦ୍ୟ

ମହୁ – ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ ଶରୀରର ଖୁବ୍‍ ଉପକାର କରିଥାଏ। ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ। ଏକ ଗ୍ଲାସ ପାଣିରେ ସାମାନ୍ୟ ଲେମ୍ବୁ ସହ ମହୁ ମିଶାଇ ପିଇବା…
Read More...

ସ୍ୱାଦିଷ୍ଟ ମାଛ ତରକାରୀ

ଆବଶ୍ୟକ ସାମଗ୍ରୀ ମାଛ – ୬୦୦ ଗ୍ରାମ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ଟମାଟୋ – ୩୦୦ ଗ୍ରାମ ପିଆଜ – ୧ଟି ( କଟା ହୋଇଥିବା) କଞ୍ଚା ଲଙ୍କା –…
Read More...

ସନ୍ଦେହଜନକ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ

ଚିକିଟି  : ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟି ବ୍ଲକ ନିକଟ ସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅମ୍ବାଝୋଲା ଠାରୁ କାରଖାଳି ଆର.…
Read More...

ଚୋରା ଡିଜେଲ ବୋଝେଇ ବୋଲେରୋ ଜବତ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ଚିତଲପୁର ସାହି ନିକଟରେ ଏକ ପଡିଆରୁ ଅନୁଗୁଳ ସ୍ୱତନ୍ତ୍ର ଟାସ୍କଫୋର୍ସ ପୁଲିସ ଚଢାଉ କରି ୨ ଚୋରା ଡିଜେଲ ବୋଝେଇ ବୋଲେରୋ ଶୁକ୍ରବାର ଜବତ…
Read More...

ଚିକିଟିରୁ ଦେଶୀ ଓ ବିଦେଶୀ ମଦ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା ଚିକିଟି ବ୍ଲକ ଉପକୂଳବର୍ତ୍ତୀ ସୁରଲ ଗ୍ରାମରେ ଆଜି ଭୋର ସମୟରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଖବର ପାଇ ଅବକାରୀ ବିଭାଗ ଚଢାଉ…
Read More...

ରାଜ୍ୟରେ ଆଜି ୯୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତ ୧୦୦ରେ ସୀମିତ। ୨୪ ଘଣ୍ଟାରେ ଆଉ ୯୭ ଆକ୍ରାନ୍ତ ଚିହ୍ନଟ। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଛି। ୩,୩୨,୬୧୧…
Read More...

ଶୌଚାଳୟରେ ବାଘ, କୁକୁର ଏକାଠି ; ଆଉ ତା’ପରେ…….

କର୍ଣ୍ଣାଟକ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାରେ ଏକ  ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଗ୍ରାମରେ କୁକୁର ଓ ଚିତାବାଘ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ବନ୍ଦ ହୋଇ ରହିଥିଲେ। ସାତ ଘଣ୍ଟା…
Read More...

ଅଧିକ ଲୁଣ ଖାଉଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଯାଏ

ଯେକୌଣସି ଖାଦ୍ୟକୁ ଅଧିକ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ…
Read More...

ଶୁକ୍ରବାର ପାଇଁ ୫ଟି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ…
Read More...

ଗଛରେ ପିଟିହେଲା କାର ୨ ମୃତ , ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଶୁକ୍ରବାର ଘଟିଥିବା ନେଇ ଖବର ମିଳିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି।…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

ଭଦ୍ରକ : ଭଦ୍ରକ ଜିଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ…
Read More...

ହୋଟେଲରେ ଚଢ଼ାଉ ; ୨୬ ହଜାର ଜୋରିମାନା ଆଦାୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର ନିଗମ ତରଫରୁ ଗୁରୁବାର ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି। ଅନେକ ହୋଟେଲରେ ବାସି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢାଉ କରାଯାଇଥିଲା। ୩୫ କିଲୋ…
Read More...

ବିମାନବନ୍ଦର ସ୍ଥାପନ ନେଇ ପଥପ୍ରାନ୍ତ ସଭା

ବ୍ରହ୍ମପୁର:  ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ରହ୍ମପୁର ଆଂକୁଲି ଛକ ଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ…
Read More...

ଚତୁର୍ଥ ଥର ପାଇଁ ପ୍ଲାଜମା ଦେଲେ କେ.ଯୁଧିଷ୍ଠିର ରାଓ

ବ୍ରହ୍ମପୁର: କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଇଛି। ଏଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ପ୍ଲାଜମା ଦାନ କରୁଛନ୍ତି। ଜିଲ୍ଲାରେ ଅନେକ କୋଭିଡ ଯୋଧ୍ୟା ଅଛନ୍ତି କିନ୍ତୁ ଏ ସମସ୍ତଙ୍କ…
Read More...

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର ଅଭିନବ ପ୍ରୟାସ, ଶୁଭାରମ୍ଭ ହେଲା ”ଆମ ଇତିହାସ- ଆମ ସମ୍ମାନ”…

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ , ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ…
Read More...

୧୮ ଜିଲାରୁ ୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକିଛିଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ଦିନକରେ ଆଉ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୧, ସ୍ଥାନୀୟ ୩୬ । ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୩୬୯କୁ…
Read More...

ଦୁନିଆର ୫ଟି ମହଙ୍ଗା ଫଳ ; ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଅନ୍ୟାନ୍ୟ ଜିନିଷ ଅଥବା ଖାଦ୍ୟ ଜିନିଷ ତୁଳନାରେ ବିଭିନ୍ନ ପ୍ରକାର ଫଳର ମୂଲ୍ୟ ଅଧିକ ଥାଏ। କିଛି ଫଳର ମୂଲ୍ୟ ୨୦୦ରୁ ୩୦୦ କିଲୋ ପ୍ରତି ମିଳିଥାଏ। ମାତ୍ର ଏପରି କିଛି ଫଳ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ…
Read More...

ଶୀତରେ ଥରୁଛି ଓଡିଶା ; ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା

ଭୁବନେଶ୍ୱର : ପୁଣି ରାଜ୍ୟକୁ ଲେଉଟିଛି ଶୀତ। କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି। ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଫୁଲବାଣୀ ୫.୫ ଡିଗ୍ରୀ ସହ…
Read More...

ଆଜି ଚୌରୀ ଚୌରା ଘଟଣାର ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶରେ’ ଐତିହାସିକ ଚୌରୀ ଚୌରା ଘଟଣାର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ…
Read More...

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା : ରାଉରକେଲାର ବିଶ୍ରା ମହିପାଣି ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରେଳଧାରଣାରେ ହାତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି। ମହିପାଣି ଲେବେଲ କ୍ରସିଂ ଠାରୁ ପ୍ରାୟ…
Read More...

ଆଜି ବନକଲାଗି ନୀତି ; ଅପରାହ୍ନ ୪ଟାରୁ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ…
Read More...

ଗୃହରେ ରଖନ୍ତୁ ଚାନ୍ଦିର ଏହି ୪ଟି ଜିନିଷ : ମିଳିବ ଅନେକ ଶୁଭଫଳ

ଚାନ୍ଦି ବ୍ୟକ୍ତିଙ୍କ ଜୀବନ ଉପରେ ଖୁବ ପ୍ରଭାବ ପକାଏ। ମାତ୍ର ଚାନ୍ଦିର ଏପରି କିଛି ବସ୍ତୁ ରହିଛି, ଯାହାକୁ ଗୃହରେ ରଖିବା ଦ୍ୱାରା ଘରେ ସର୍ବଦା ଶାନ୍ତି ଓ ସୁଖସମୃଦ୍ଧି ବଜାୟ ରହିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ସକ୍ରିୟ ଆକ୍ରାନ୍ତ ୯୪୬

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୫,୨୮୨କୁ ବୃଦ୍ଧି ପାଇଛି।…
Read More...

ଦେଶରେ ଆରୋଗ୍ୟ ହାର ୯୭.୦୮% ; ନୂଆ ପଜିଟିଭ ୧୧,୦୩୯

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ୧୧,୦୩୯ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ…
Read More...

ବୁଲି ଆସନ୍ତୁ ତୱାଙ୍ଗ,ମସୁରୀ

ଭ୍ରମଣକୁ ଯିବା ସମୟରେ ବେଳେବେଳେ ଅର୍ଥ ବାଧକ ସାଜିଥାଏ। ତେଣୁ ଆମେ ଆପଣଙ୍କୁ ଏପରି କେତେକ ସ୍ଥାନ ବିଷୟରେ ଜଣାଇବୁ, ଯେଉଁଠାକୁ ସ୍ବଳ୍ପ ଅର୍ଥରେ ଭ୍ରମଣ କରିବାକୁ ଯାଇ ଭରପୁର ମଜା ଉଠାଇ ପାରିବେ। ତୱାଙ୍ଗ – ଅରୁଣାଞ୍ଚଳ…
Read More...

ଏସିଡିଟିରୁ ମୁକ୍ତି ପାଇଁ ସେବନ କରନ୍ତୁ ତୁଳସୀପତ୍ର,ଲବଙ୍ଗ

ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ…
Read More...

ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ

ପାରାଦ୍ୱୀପ: କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଛିଡା ହୋଇଥିବା ଟ୍ରେଲର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର…
Read More...

ଓଲଟିଲା ମିନି ଟ୍ରକ ; ଚାଳକ ମୃତ

ନୟାଗଡ : ନୟାଗଡ ଜିଲା ଅନ୍ତର୍ଗତ ଖଣ୍ଡପଡା ନିକଟରେ ବୁଧବାର ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଟ୍ରକର ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଟ୍ରକଟି ଓଲଟି ପଡିବାରୁ…
Read More...

ଆଳତୀ ଓ ଏହାର ଶୁଭଫଳ

ଦେବୀଦେବତାଙ୍କ ସମ୍ବନ୍ଧ ଯେଉଁ ସଂଖ୍ୟା ସହ ରହିଛି ସେତିକି ସଂଖ୍ୟାରେ ଆଳତୀ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେପରି ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧ ୧୨ ସଂଖ୍ୟା ସହ ରହିଛି, ତାଙ୍କ ନିକଟରେ ୧୨ ଥର ଆଳତୀ…
Read More...

ପୋଖରୀରେ ବୁଡି ଯୁବକ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ।…
Read More...

ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତର ସଇଁଗାଁ ଗ୍ରାମର ଜଣେ ବ୍ୟକ୍ତି ସାମାନ୍ୟ ବଚସାକୁ କେନ୍ଦ୍ର କରି  ଆଉ ଜଣେ ବ୍ୟକ୍ତିଙ୍କୁ…
Read More...

ଦେଶରେ ମୃତ୍ୟୁ ସଂଖ୍ୟା ୧୦୦ରେ ସୀମିତ ; ଆଉ ପଜିଟିଭ ୮,୬୩୫

ନୂଆଦିଲ୍ଲୀ : ଦୀର୍ଘ ୯ ମାସ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ୧୦୦ରେ ସୀମିତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୪,୪୮୬ରେ ପହଞ୍ଚିଛି।…
Read More...

ମାଲକାନଗିରିରେ ଦୁଇଟି ବିରଳ କସ୍ତୁରୀ  ଜବତ

ମାଲକାନଗିରି : ମାଲକାନଗିରି ଜିଲାରେ ମଙ୍ଗଳବାର ଦୁଇଟି ବିରଳ କସ୍ତୁରୀ  ଜବତ କରାଯାଇଛି। ପାଟ୍ରୋଲିଂ କରୁଥିବା ବେଳେ ଏମଭି ୭୯ ପୁଲିସ ଟ୍ରାକ୍ଟର ବୋଝେଇ ଗଂଜେଇ ଓ ଅନ୍ୟ ଏକ କାରରୁ କସ୍ତୁରୀ ଜବତ କରିଛି। ଗଂଜେଇ ମାଫିଆ…
Read More...

ନିଆଁରେ ପୋଡିହୋଇ ମହିଳା ମୄତ

ବାଲେଶ୍ବର: ସହଦେବଖୁଣ୍ଟା ଥାନା ଚାନ୍ଦମାରି ପଡିଆ ଅଞ୍ଚଳରେ ନିଆଁରେ ପୋଡିହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ମୃତକ ହେଲେ ବିଷ୍ଣୁ ମୋହନ ବାହାଦୂରଙ୍କ ପତ୍ନୀ ପଦ୍ମାବତୀ । ରାତି ପ୍ରାୟ ୧୦ଟା…
Read More...

ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ : ଅଳ୍ପକେ ବର୍ତିଲେ ଯବାନ। ମାଓ ଯୋଜନା ହେଲା ପଣ୍ଡ। ମାଓବାଦୀ ଦ୍ୱାରା ଖାଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ…
Read More...

ବଟର ରାଇସ

ଆବଶ୍ୟକ ସାମଗ୍ରୀ ଚାଉଳ – ୨କପ ପାଣି – ଆବଶ୍ୟକ ପରିମାଣରେ ବଟର – ଆବଶ୍ୟକ ପରିମାଣରେ ମଇଦା – ଅଳ୍ପ କ୍ଷୀର – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ପିଆଜ – ୨ଟି ଗାଜର – ୧ଟି ମଟର – ଅଳ୍ପ ସିଝା ମକା…
Read More...

ବଜେଟ ୨୦୨୧-୨୨ ; କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ…
Read More...

ଟ୍ରକ ଧକ୍କାରେ ଓଲଟିଲା ପିକଅପ ଭ୍ୟାନ ; ହୋମଗାର୍ଡ ସମେତ ୩ ଆହତ

ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ଟ୍ରକ ଧକ୍କାରେ ପିକଅପଟି ରାସ୍ତା…
Read More...

କଟକର ସନ୍‍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ

କଟକ : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍‍ ହସ୍ପିଟାଲରେ ସୋମବାର ଅପରାହ୍ନରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସନ୍‍ ହସ୍ପିଟାଲର ୪ର୍ଥ ମହଲାରେ ଥିବା ନୂତନ କ୍ୟାଣ୍ଟିନରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ…
Read More...

ଶୁଭଫଳ ପାଇଁ ୫ଟି ଗୁଜୁରାତି

ଅନେକ ସମୟରେ ଛୋଟ ଛୋଟ ଜିନିଷ ଅନେକ ଉପକାର କରିଥାଏ। ଏପରି ହିଁ ଏକ ଜିନିଷ ହେଉଛି ଗୁଜୁରାତି। ଏହାର କିଛି ସ୍ୱତନ୍ତ୍ର ବ୍ୟବହାର ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ। ଏହା ଖାଦ୍ୟର ସ୍ୱାଦ ଓ ବାସ୍ନା ଯେପରି ବୃଦ୍ଧି କରିଥାଏ,…
Read More...

ଶହେରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୭, ସ୍ଥାନୀୟ ୩୨। ମୋଟ ପଜିଟିଭ ୩,୩୫,୧୫୧କୁ ବୃଦ୍ଧି ପାଇଛି।…
Read More...

ଖୋଲିଲା ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର : ଦୀର୍ଘ ୧୦ ମାସ ହେବ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି। ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ଏହା କୋଭିଡ଼…
Read More...

ଦେଶରେ ଆରୋଗ୍ୟ ହାର ୯୬.୯୮% ; ନୂଆ ପଜିଟିଭ ୧୧, ୪୨୭

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତ ଓ ମୃତକଙ୍କ ଅପେକ୍ଷା ଆରୋଗ୍ୟ ହାର ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୧ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା…
Read More...

ପେଟ ଜନିତ ସମସ୍ୟା ଥିଲେ ରସୁଣ ଖାଇବା ଲାଭଦାୟକ

ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଏହି ସମସ୍ୟାର ସମାଧାନ…
Read More...

କର୍ଣ୍ଣାଟକର ଗୋକର୍ଣ୍ଣରେ ଶିବଶଙ୍କରଙ୍କ ଏହି ମନ୍ଦିର : ଜାଣନ୍ତୁ ଏହାର ବିଶେଷତ୍ୱ

କର୍ଣ୍ଣାଟକର ଗୋକର୍ଣ୍ଣରେ ଏପରି ଏକ ସମୁଦ୍ର କୂଳ ରହିଛି ଯାହାର ଆକାର ସମ୍ପୂର୍ଣ୍ଣ ଓଁ ଆକାର ଭଳି। ଏହାର ନିକଟରେ ହିଁ ମନ୍ଦିରରେ ଭୂମି ଭିତରେ ହିଁ ଆତ୍ମଲିଙ୍ଗ ରହିଛି। ଏହାସହ ଉକ୍ତ ସ୍ଥାନ ସହ ପ୍ରଭୁ ଶିବଶଙ୍କର, ଗଣେଶ,…
Read More...

ମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ…
Read More...

୨୦ ଜିଲାରୁ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ…
Read More...

ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି।…
Read More...

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ…
Read More...

ଅଜଣା ଗାଡି ଧକ୍କାରେ ପରିବା ବେପାରୀଙ୍କ ମୃତ୍ୟୁ

ବାଲେଶ୍ଵର : ବାଲେଶ୍ଵର ଜିଲା  ଖଇରା ବ୍ଲକ ଦାନ୍ତିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ପରିବା ବେପାରୀଙ୍କର ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଉକ୍ତ ବେପାରୀ ଜଣଙ୍କ ହେଲେ ରାମଚନ୍ଦ୍ର ସାହୁ।  ସୂଚନା ଯୋଗ୍ୟ , …
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର ; ସ୍ଥାନୀୟଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ…
Read More...

ମୁଣ୍ଡବିନ୍ଧା ସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିବାରେ ଗୁଡ ଓ ଜୀରା ପାଣି ରାମବାଣ

ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି…
Read More...

ସୁଖମୟ ଦାମ୍ପତ୍ୟ ଜୀବନ ସହ ଜଡିତ ଏହି ଜଣାଅଜଣା କଥା

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ। ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ…
Read More...

କଟକରେ ନକଲି ଘିଅ ; ଅନୁଗୁଳରେ ନକଲି ତେଲ କାରଖାନା ଜବତ

କଟକ / ଅନୁଗୁଳ : କଟକରେ ପୁଣି ନକଲି ଘିଅ ଓ ଅନୁଗୁଳରେ ନକଲି ତେଲ କାରଖାନା ଠାବ ହୋଇଥିବା ଶନିବାର ଜଣାପଡ଼ିଛି। କଟକରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟସାମଗ୍ରୀ ଜବତ ହେଉଛି। କଟକରୁ ପୁଣି ନକଲି ଘିଅ…
Read More...

ନମ୍ରତା ଦ୍ୱାରା ସାରା ଦୁନିଆକୁ ଜୟ କରି ହେବ – ମହାତ୍ମା ଗାନ୍ଧୀ

ଜାନୁଆରୀ ୩୦। ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବାପୁଜୀଙ୍କ ପରଲୋକ ହୋଇଥିଲା। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏପରି ଥିଲା, ଯେ ତାଙ୍କ ଠାରୁ ଯେତେ ଶିଖିଲେ ମଧ୍ୟ…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୦୮

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୧୦୮ ନୂଆ ପଜିଟିଭ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୬୩, ସ୍ଥାନୀୟ ୪୫। ମୋଟ ପଜିଟିଭ ୩,୩୪,୯୫୮କୁ ବୃଦ୍ଧି ପାଇଛି। ୩,୩୧,୮୨୪ ସୁସ୍ଥ ହୋଇ ଘରକୁ…
Read More...