ଆସନ୍ତାକାଲି ଭାରତ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ଭାରତ ବନ୍ଦ। ଜିଏସଟି,ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ…
Read More...

ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ନେଇ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଖଡିପଦା ଗାଁରେ ଥିବା ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ଗତକାଲି ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ ତାଲା ପକାଇ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ ; ୨ଯବାନ ସହିଦ, ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ୨ଟି ପୃଥକ ବିସ୍ଫୋରଣରେ ୨ଯବାନ ସହିଦ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ନାରାୟଣପୁର ଜିଲା ସୋନପୁର…
Read More...

ରାଜଧାନୀରେ ସିରିଜ ଦୁର୍ଘଟଣା ; ୪ ବାଇକ ଚୁନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର ଧକ୍କାରେ ୪ ବାଇକ ଭାଙ୍ଗି ଚୁନା ହୋଇଯିବା ସହ ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ପ୍ରଥମେ ଉକ୍ତ କାରଟି…
Read More...

ଉପହାରରେ ଦିଅନ୍ତୁ ନାହିଁ ପାଣି ପାତ୍ର 

ଜଳ ମୁଖ୍ୟତଃ କେଉଁ ଗ୍ରହ ସହ ଜଡ଼ିତ ଓ ଜୀବନରେ ଏହାର ପ୍ରଭାବ କ’ଣ, ତାହା ହୁଏତ ସଭିଁଙ୍କୁ ଜାଣାନଥାଏ। ତେବେ ଆସନ୍ତୁ ଜାଣିବା ଜଳ ସହ ଗ୍ରହର କ’ଣ ରହିଛି ସମ୍ବନ୍ଧ ....... ଜଳର ମୁଖ୍ୟତଃ ଚନ୍ଦ୍ରମା ଓ ଶୁକ୍ର ଗ୍ରହଙ୍କ…
Read More...

ଥରେ ପ୍ରସ୍ତୁତ କରନ୍ତୁ ବେସନ ଅଣ୍ଡା

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି କଟା ଟମାଟୋ – ୨ଟି ଲଙ୍କା ଗୁଣ୍ଡ – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ବେସନ – ଅଳ୍ପ କଞ୍ଚା ଲଙ୍କା – ୨ଟି କଟା ପିଆଜ – ୨ଟି…
Read More...

ବେଲପାହାଡ଼ରେ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦ୍‌ଯାପିତ

ଲଖନପୁର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତଥା ଝାରସୁଗୁଡ଼ା ଜିଲା ସଂସ୍କୃତି ପରିଷଦ ଓ ବେଲପାହାଡ଼ ମିରର ଥିଏଟରର ମିଳିତ ସହଯୋଗରେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶ୍ରୀଗୁଫବାରା ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ବୁଧବାର ଖବର…
Read More...

ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…
Read More...

୨୧ ଜିଲାରୁ ୬୮ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ହେଉଛି। ଦିନକରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୦, ସ୍ଥାନୀୟ ୨୮। ମୋଟ ପଜିଟିଭ ୩,୩୬,୮୩୫ରେ ପହଞ୍ଚିଛି। ୩,୩୪,୨୪୨ ସୁସ୍ଥ ହୋଇ ଘରକୁ…
Read More...

ଦେଶରେ ଆଉ ପଜିଟିଭ ୧୩,୭୪୨ ; ସୁସ୍ଥତା ହାର ୯୭.୨୫%

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୩,୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ…
Read More...

ଏହି ୫ ରାଜ୍ୟର ବ୍ୟକ୍ତିଙ୍କୁ ଦିଲ୍ଲୀରେ ପ୍ରବେଶ ପୂର୍ବରୁ ଦେବାକୁ ପଡିବ କରୋନା ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ : କିଛି ରାଜ୍ୟରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ କରାଯାଇଛି। ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ଆସନ୍ତା ଶୁକ୍ରବାର…
Read More...

ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ମୃତ

ମଥୁରା : ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ନେଇ ବୁଧବାର ଖବର ମିଳିଛି। ଟ୍ୟାଙ୍କର ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣା ୟମୁନା…
Read More...

ବ୍ରାହ୍ମଣୀ ପୋଲରେ ଟ୍ୟାଙ୍କର ଧକ୍କାରେ ୨ ମୃତ

ରାଉରକେଲା : ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ପୋଲ ଉପରେ ଯାଉଥିବା ଏକ ବାଇକକୁ ଟ୍ୟାଙ୍କର ଧକ୍କା ଦେବାରୁ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ…
Read More...

କଟକରେ ନକଲି ସିମେଣ୍ଟ କାରଖାନା ଠାବ

କଟକ : କଟକରେ ପୁଣି ଠାବ ହୋଇଛି ନକଲି ସାମଗ୍ରୀ। ଆଜି ସକାଳ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୁଲିସ ଚଢାଉ କରି କାରଖାନାରୁ ବିପୁଳ ପରିମାଣରେ ନକଲି ସିମେଣ୍ଟ ବସ୍ତା ଜବତ…
Read More...

ରାଜଧାନୀରେ ଫୁଲ ତୋଳିବା ସମୟରେ ମହିଳାଙ୍କ ଠାରୁ ଲୁଟ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଲୁଟ ମାମଲା। ଆଜି ସକାଳ ସମୟରେ ଫୁଲ ତୋଳିବା ସମୟରେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମହିଳାଙ୍କ ଠାରୁ ଲୁଟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ସକାଳେ…
Read More...

ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ

ସହଜ ପ୍ରାକୃତିକ ଉପାୟରେ ଅବଲମ୍ବନ କରିବା ଦ୍ୱାରା ଆମ ମୁହଁ କୋମଳ ଓ ଉଜ୍ୱଳ ହୋଇଥାଏ। ଜାଣନ୍ତୁ ତାହା କ’ଣ.... ପାଣି ଶରୀରର ଜଳୀୟ ଅଂଶକୁ ସନ୍ତୁଳନ କରି ରଖିଥାଏ। ତେଣୁ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଣି…
Read More...

କର୍ଣ୍ଣାଟକର ଚିକାବଲାପୁର ପଥର ଖାଦାନରେ ବିସ୍ଫୋରଣ ; ୬ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିକାବଲାପୁର ଜିଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ବିସ୍ଫୋରଣ ଘଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଅନ୍ୟ କେତେକ ଏଥିରେ ଗୁରୁତର ମଧ୍ୟ ହୋଇଛନ୍ତି।…
Read More...

ରାଜ୍ୟରେ ମୋଟ ପଜିଟିଭ ୩,୩୬,୭୬୭ ; ନୂଆ ପଜିଟିଭ ୬୨

ଭୁବନେଶ୍ୱର : ରାଜ୍ୟରେ ଏବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ଦିନକରେ ଆଉ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୫। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୬୭ରେ ପହଞ୍ଚିଛି।…
Read More...

ଭରୁଚରେ କେମିକାଲ କାରଖାନାରେ ବିସ୍ଫୋରଣ ; ୨୪ ଆହତ

ଭରୁଚ : ଗୁଜରାଟର ଭରୁଚରେ କେମିକାଲ କାରଖାନାରେ ବିସ୍ଫୋରଣ ଘଟି ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ହୋଇଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଭରୁଚର ଝଗଡିଆରେ ଥିବା ଉକ୍ତ…
Read More...

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ – ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ନବମରୁ ଦ୍ୱାଦଶ କ୍ଲାସ…
Read More...

ଦେଶରେ ଆଉ ପଜିଟିଭ ୧୦,୫୮୪

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ଦିନକରେ ଆଉ ୧୦,୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା…
Read More...

ଇନ୍ଦୋର ଦୁର୍ଘଟଣା ; ରାସ୍ତା କଡରେ ଥିବା ଟ୍ୟାଙ୍କରକୁ ଧକ୍କା ଦେଲା କାର, ୬ ମୃତ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଲସୁଡିୟା ଥାନା ଅନ୍ତର୍ଗତ ତଲାବଲୀ ଚାନ୍ଦା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା…
Read More...

ବିହାରର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୬ମୃତ, ୩ ଆହତ

କଟିହାର : ବିହାରର କଟିହାରରେ କୁସ୍ରେଲା ଥାନା ଅନ୍ତର୍ଗତ ୩୧ ନମ୍ବର ରାଷ୍ଟ୍ରୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୬…
Read More...

ସ୍ୱଚ୍ଛତାରେ ପରିପୂର୍ଣ୍ଣ ତାଜପୁର

କଲକାତା ଠାରୁ ମାତ୍ର ୩ ଘଣ୍ଟାର ଦୂରତା ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲକାତା ଠାରୁ ଏହି ବିଚକୁ ଯିବା ପାଇଁ ରାସ୍ତା ବେଶ ଆକର୍ଷଣୀୟ ଓ ସୌନ୍ଦର୍ୟ୍ୟମୟ ଅଟେ। ରାସ୍ତାର ଉଭୟ…
Read More...

ଆଲମୀରା ନିକଟରେ ଝାଡ଼ୁ ରଖିବା ଉଚିତ ନୁହେଁ

ବାସ୍ତୁର ଏହି ନିୟମ ଗୁଡ଼ିକୁ ପାଳନ କରାଗଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଗୃହରେ ସୁଖଶାନ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ଏହା ବିଷୟରେ ........ ପୂର୍ବ ଦିଗରେ ଘରର ସମ୍ପତ୍ତି ଏବଂ ଆଲମୀରା ରଖିବା ଅତ୍ୟନ୍ତ…
Read More...

ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ  ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀ ମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଥିବା ଏହି ନକଲି କାର୍ଯ୍ୟାଳୟକୁ ଠାବ କରିଛନ୍ତି । ସେଠାରୁ…
Read More...

ଖାଆନ୍ତୁ ଏହି ଫଳ ଓ ପରିବା

ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ, ଭିଟାମିନ, ମିନେରାଲ୍ସ ଆଦି ରହିଛି। ଜାଣନ୍ତୁ ୨ଟି ମୁଖ୍ୟ ପନିପରିବା ଓ ଫଳ ବିଷୟରେ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।ଫଳରେ ବିଭିନ୍ନ ପ୍ରକାର…
Read More...

ବିଦ୍ୟାଳୟରେ କଡାକଡି ପାଳନ ହେବ କୋଭିଡ ନିୟମାବଳୀ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପୁଣି ବିଭିନ୍ନ ରାଜ୍ୟରେ ଲକଡାଉନ ଫେରିଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ସରକାର…
Read More...

ରାଜଧାନୀରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ବିକ୍ଷୋଭ

ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶରେ କରୁଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ କଳାକାର…
Read More...

୧୮ ଜିଲାରୁ ୬୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୦୦ରେ ସୀମତି ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଛି। ୩,୩୪,୧୦୭ ଆକ୍ରାନ୍ତ…
Read More...

ଦେଶରେ ଚିହ୍ନଟ ଆକ୍ରାନ୍ତ ୧୪,୧୯୯ 

ନୂଆଦିଲ୍ଲୀ : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୨୪ଘଣ୍ଟାରେ ୧୪ ହଜାର ଦୈନିକ ସଂକ୍ରମଣ ଅତିକ୍ରମ କରିଛି। ୧୪,୧୯୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୦,୦୫,୮୫୦କୁ ବୃଦ୍ଧି…
Read More...

ଚା’ ସହ ଜଡିତ ଜଣାଅଜଣା କଥା : ଗ୍ରୀନ ଚା’ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ଉଚ୍ଚାଭିଳାଷୀ ଅଟନ୍ତି

ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା। । କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ ଖିର ଚା’,ତ କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ନିତିଦିନ ଚା’…
Read More...

ଆଜି ରାଜ୍ୟରୁ ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୭୮ରେ ପହଞ୍ଚିଛି। ୩,୩୩,୯୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ…
Read More...

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ…
Read More...

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି : ଆବଶ୍ୟକ ହେଲେ ହୋଇପାରେ ଲକଡାଉନ – ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ଡିଏମଇଟି ସିବିକେ ମହାନ୍ତି ଆଜି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି…
Read More...

ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ; ୩ ମୃତ, ୩ ଗୁରୁତର

କଟକ : କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହେବା ସହ…
Read More...

ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତିର ପାନପୋଷଠାରେ ରେଳରୋକ

ତାଳଚେର : ଆଜି ରାଉରକେଲା ତାଳଚେର-ବିମଳାଗଡ଼ ରେଳ ପଥକୁ ତୁରନ୍ତ ପୂର୍ଣ୍ଣାଙ୍ଗ ଦାବିରେ ରେଳରୋକ କରାଯାଇଛି। ସଂଗ୍ରାମ ସମିତି ପକ୍ଷରୁ ପାନପୋଷଠାରେ ରେଳରୋକ କରାଯାଇଛି।  ମାଲ ଗାଡିକୁ ଅଟକାଇ ପ୍ରତିବାଦ କରାଯାଇଛି। …
Read More...

ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ; ଆଉ ପଜିଟିଭ ୧୩,୯୯୩

ନୂଆଦିଳ୍ଲୀ : ଦେଶରେ କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଦେଇଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ଦିନକରେ ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ; ୨ ମୃତ, ୨ ଗୁରୁତର

କଟକ :  ଆଜି ସକାଳେ କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ।  ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା…
Read More...

ବଜେଟ ଅଧିବେଶନର ତୃତୀୟ ଦିନ; ଦିନ ୧୧ଟା୩୦ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ଯାଏଁ ଗୃହକୁ…
Read More...

ଓଡିଶା ପାଗରେ ହଠାତ ପରିବର୍ତ୍ତନ ; ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି।…
Read More...

ସକାଳର ଜଳଖିଆ ପାଇଁ ୧୦ଟି ଜାଣିବା କଥା

ସକାଳର ଜଳଖିଆ ସ୍ୱାସ୍ଥ୍ୟ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି କାରଣରୁ ଡାକ୍ତର ଓ ବିଶେଷଜ୍ଞ ପରାମର୍ଶ ଅନୁଯାୟୀ ସକାଳ ଜଳଖିଆ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ମାତ୍ର ସକାଳର ଜଳଖିଆ ପାଇଁ କିଛି ନିୟମ ରହିଛି।…
Read More...

ଭ୍ରମଣର ପ୍ରକୃତ ମଜା ପାଇଁ ବୁଲି ଆସନ୍ତୁ ଜଟାୟୁ ପାର୍କ

ଭ୍ରମଣ ପାଇଁ ଗଲେ ମାନସିକ ଶାନ୍ତି ସହ ନିଆର ଅନୁଭୂତି ମିଳିଥାଏ। ଏଭଳି ଦେଶରେ ବହୁ ମନୋରମ ସ୍ଥାନ ରହିଛି, ଯାହାର ସୌର୍ନ୍ଦ୍ୟକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ସେଭଳି ହିଁ ଏକ ସ୍ଥାନ ହେଉଛି…
Read More...

ଲାଞ୍ଚ ନେଇ ଗିରଫ ହେଲେ ଉଦ୍ୟାନ ବିଭାଗ ଯନ୍ତ୍ରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଉଦ୍ୟାନ ବିଭାଗ ଯନ୍ତ୍ରୀ ଉମାଚରଣ ବେହେରା ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । କରଚୁଲି ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ୨୬ ହଜାର…
Read More...

ମୟୁରଭଞ୍ଜ ସଡ଼କ ଦୁର୍ଘଟଣା ; ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର…
Read More...

ତ୍ୱଚା ପାଇଁ ଫୁଲ ଓ ଟମାଟୋର କରାମତି

ଫୁଲ କେବଳ ଆମ ବାତାବରଣକୁ ମହକାଇଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଶାରୀରିକ, ମାନସିକ ଓ ସୌନ୍ଦର୍ଯ୍ୟ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ଏହାକୁ ବିଶେଷ ଭାବେ ଫୁଲ ଚିକିତ୍ସା ( ଫ୍ଲାୱାର ଥେରାପି) ବୋଲି କୁହାଯାଏ।…
Read More...

୧୭ ଜିଲାରୁ ଚିହ୍ନଟ ଆକ୍ରାନ୍ତ ୬୦ରେ ସୀମିତ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୧, ସ୍ଥାନୀୟ ୨୨। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୧୩କୁ…
Read More...

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ ହାତୀ

କଟକ : କଟକ ସହରରେ ହାତୀପଲ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ରେ ୨ଟି ହାତୀ ପ୍ରବେଶ କରିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ…
Read More...

ଦେଶରେ ୧୩,୧୯୩ ନୂଆ ପଜିଟିଭ ; ମୃତ ୯୭

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଦିନକରେ ଆଉ ୧୩,୧୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୬୩,୩୯୪କୁ…
Read More...

ଶୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୩ ଆତଙ୍କବାଦୀ ନିହତ ; ଜଣେ ପୁଲିସ ଏସପିଓ ସହିଦ

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଶୋପିଆଁ ଜିଲା ଅନ୍ତର୍ଗତ ବଡିଗାମ୍‍ ଗାଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ…
Read More...

କୁଖ୍ୟାତ ଗାଡି ଚୋର ଗିରଫ ; ୯ ବାଇକ ଓ ସ୍କୁଟି ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ଶୁକ୍ରବାର ଜଣାପଡ଼ିଛି । ବ୍ରହ୍ମପୁର ପୁଲିସ କୁଖ୍ୟାତ ଗାଡି ଚୋର ଏଲ ଶିବା ରେଡିକୁ ଗିରଫ କରିଛି । ତା ନିକଟରୁ ଚୋରି ହୋଇଥବା ୯ଟି ବାଇକ ଓ ସ୍କୁଟି ଜବତ…
Read More...

ରକ୍ତଚାପ ଓ ମଧୁମେହ ରୋଗୀ ନିଜ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ

ସମସ୍ତ ଫଳ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ମଧୁମେହ ରୋଗୀ ମାନେ ତରଭୂଜ,ଆମ୍ବ, କଦଳୀ, ଚିକୁ ଆଦି ଫଳକୁ ଖାଇବା ଉଚିତ ନୁହେଁ। ୨ ରୁ ୩ ମାସ ମଧ୍ୟରେ ଥରେ କିମ୍ବା ୨ ଥର ଏହି ଫଳକୁ ଖାଇପାରିବେ। ପିଜୁଳି, ସେଓ, ନାଶପାତି ଭଳି…
Read More...

ପୋଷାକ ସହ ଜଡିତ ଏହି ବିଶେଷ କଥା

ଖରାର ପ୍ରଭାବ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ନିଜ ପୋଷାକ ପ୍ରତି ମଧ୍ୟ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ। ଏହି ଦିନରେ ପ୍ରାୟ ସୂତା ଏବଂ ଧଳା ପୋଷାକ ପିନ୍ଧିବା ଉଚିତ। ଏହି ପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା…
Read More...

ଖୁଆ ସରବତ

ଆବଶ୍ୟକ ସାମଗ୍ରୀ ଫୁଟା ଖିର – ୧ ଗ୍ଲାସ କଟା ବାଦାମ – ୪ରୁ ୫ଟି କଟା କିସମିସ – ୪ଟି ଗୁଜୁରାତି ଗୁଣ୍ଡ – ଅଳ୍ପ ବରଫ ଖଣ୍ଡ – ୨ଟି ଖୁଆ – ଅଳ୍ପ ଚିନି – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ –ଫୁଟା ଖିରକୁ…
Read More...

ମହିଳାଙ୍କ ସହ ମିଶି ପରିବା କାଟିଲା ମାଙ୍କଡ

ବହୁ ସମୟରେ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସଭିଁଙ୍କୁ ଖୁବ ଆନନ୍ଦ ସହ ଆଶ୍ଚର୍ଯ୍ୟ କରିଥାଏ। ଅନେକ ସମୟରେ ମାଙ୍କଡକୁ ମଣିଷ ଭଳି କାର୍ଯ୍ୟ କରୁଥିବାର ନିଶ୍ଚୟ ଦେଖିଥିବେ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏକ…
Read More...

୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୯, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୬,୪୬୦କୁ ବୃଦ୍ଧି ପାଇଛି। ୩,୩୩,୭୮୮ ସୁସ୍ଥ ହୋଇ ଘରକୁ ଫେରିଥିବା…
Read More...

ଲଦାଖରେ ଭୂକମ୍ପ ଝଟକା

ଲେହ : ଲଦାଖରେ ଗୁରୁବାର ସକାଳ ୭ଟା ୩୯ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏନସିଏସର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନାହିଁ ବୋଲି…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ…
Read More...

ଦେଶରେ ଦିନକରେ ନୂଆ ପଜିଟିଭ ୧୨,୮୮୧ ; ସୁସ୍ଥ ୧୧,୯୮୭

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ଦିନକରେ ୧୨,୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୦୯,୫୦,୨୦୧କୁ ବୃଦ୍ଧି…
Read More...

ପିକଅପ ଭ୍ୟାନ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ ; ୩ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଲେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତାରେ ଗୁରୁବାର ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକଅପ ଭ୍ୟାନ ସହ ଧକ୍କା ପରେ ଗୋରୁ ବୋଝେଇ ଟ୍ରକ ଓଲଟି…
Read More...

ତ୍ୱଚା ପାଇଁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ ଚନ୍ଦନ ଓ ତୁଳସୀ

ପାଖୋଇ ଆସୁଛି ଖରାଦିନ। ମାତ୍ର ଏବେ ଠାରୁ ଖରାର ପ୍ରଭାବ ଅନୁଭବ ହେଲାଣି। ତ୍ୱଚା ପାଇଁ ଏପରି କିଛି ବିଶେଷ ଉପାୟ ଆପଣାନ୍ତୁ। ଯାହା ଖରାର ପ୍ରଭାବରୁ ତ୍ୱଚାକୁ ରକ୍ଷା କରିଥାଏ..... ଖରାଦିନରେ ବାହାରକୁ ଯିବା ପୂର୍ବରୁ…
Read More...

ଘିଅ ମସଲା ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ କଟା ପିଆଜ – ୩ଟି ଆଲମଣ୍ଡ – ୫୦ ଗ୍ରାମ ଦହି – ୧କପ ଘିଅ – ୧କପ ଅଦା ରସୁଣ ବଟା – ୨ଚାମଚ କଟା ଅଦା – ଅଳ୍ପ କଞ୍ଚା ଲଙ୍କା – ୨ଟି ଲଙ୍କା ଗୁଣ୍ଡ – ୧ଚାମଚ ହଳଦୀ ଗୁଣ୍ଡ…
Read More...

ଚିତ୍ରକୋଣ୍ଡା ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ; ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ରାଜ୍ୟ ମାନବାଧିକାର କମିଶନ  ନିଜ ଆଡୁ ହସ୍ତକ୍ଷେପ କରିବା ସହ ମାମଲା ରୁଜୁ କରିଛନ୍ତି ବୋଲି ବୁଧବାର ଜଣାପଡ଼ିଛି।…
Read More...

ଜଳିଗଲା ଚଳନ୍ତା କାର ; ଯାତ୍ରୀ ସୁରକ୍ଷିତ

ପୁରୀ : ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର। ଅଳ୍ପକେ କାରରେ ଥିବା ଯାତ୍ରୀମାନେ ବଡ ଧରଣର ବିପଦରୁ ରକ୍ଷା ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଏଭଳି ଏକ ଘଟଣା ପୁରୀ ଜିଲା ଅନ୍ତର୍ଗତ…
Read More...

ରାଜଧାନୀରୁ ୪ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରୁ ଭୁବନେଶ୍ୱରୁ ୪ ଲୁଟେରାଙ୍କୁ ଗିରଫ କରାଯାଇଥିବା ବୁଧବାର ଜଣାପଡ଼ିଛି। ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଏହି ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାଙ୍କ ଠାରୁ ୮୦ ଗ୍ରାମର ୧୨ଟି ଚେନ, ୩ ବାଇକ ଜବତ…
Read More...

ରାଜଧାନୀରୁ ବ୍ରାଉନସୁଗାର ଜବତ ; ମହିଳା ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ ହୋଇଥିବା ବୁଧବାର ଜଣାପଡିଛି। ପଳାଶୁଣିରେ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୧୮୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମଧ୍ୟ…
Read More...

୧୩ ଜିଲାରୁ ନାହାନ୍ତି ନୂଆ ପଜିଟିଭ ; ୧୭ ଜିଲାରୁ ୭୫ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୭୫ ନୂଆ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୬, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୬,୩୯୭କୁ ବୃଦ୍ଧି ପାଇଛି। ୩,୩୩,୭୦୦ ସୁସ୍ଥ ହୋଇ…
Read More...

ଆଜି ବନକଲାଗି ନୀତି ; ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗିନୀତି। ଏଥିପାଇଁ ଅପରାହ୍ନ ୪ ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗିନୀତିରେ ମହାପ୍ରଭୁଙ୍କ…
Read More...

ପୋଲରୁ ତଳକୁ ଖସିଲା ଅଟୋ ; ୨ ମୃତ, ୭ ଆହତ

ବରଗଡ : ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ପୋଲରୁ ତଳକୁ ଅଟୋ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ବରଯାତ୍ରୀ ନେଇ ଫେରୁଥିବା ବେଳେ ଉକ୍ତ ଅଟୋଟି ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

ଦିନକରେ ପଜିଟିଭ ୧୧,୬୧୦ ; ମୃତ ୧୦୦

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ୧୦୦ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୫,୯୧୩ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୧,୬୧୦…
Read More...

ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

କଳାହାଣ୍ଡି/କନ୍ଧମାଳ : ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବୁଧବାର ଜଣାପଡିଛି। କଳାହାଣ୍ଡି ଜିଲା ଧର୍ମଗଡ ଅନ୍ତର୍ଗତ ମୋଟେର – ଜୟପାଟଣା ରାସ୍ତାର ଗୁନଗୁନିଆ ନିକଟରେ ହାଇୱା ସହ…
Read More...

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୪୦

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ୫୪ ଯାତ୍ରୀଙ୍କୁ ନେଇ ଯାଉଥିବା ବସ କେନାଲରେ ଓଲଟି ପଡିବା ଘଟଣାରେ ଏଯାଏଁ…
Read More...

କ୍ରିମ ଲସୀ

ଆବଶ୍ୟକ ସାମଗ୍ରୀ ଦହି – ୨କପ ଚିନି – ୧ କପରୁ ସାମାନ୍ୟ କମ ଗୁଜୁରାତି ଗୁଣ୍ଡ – ୧ ଚାମଚରୁ କମ କ୍ରିମ – ୩ ଚାମଚ ବରଫ ଖଣ୍ଡ – ୩ଟି ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହି, ଚିନି, କ୍ରିମକୁ ଭଲ ଭାବେ ପେଷି…
Read More...

ସହଜ ଉପାୟରେ ମିଳେ ସୁଖସମୃଦ୍ଧି

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ଜୀବନ ହସଖୁସି ସହ ପରିବାର ଲୋକଙ୍କ ସହ ଅତିବାହିତ ହେଉ। ମାତ୍ର କେତେକ ସମୟରେ ଘରେ ଥିବା ବାସ୍ତୁ ଦୋଷ କାରଣରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ଦୂର କରିବା…
Read More...

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଯାତ୍ରୀବାହୀ ବସ କେନାଲକୁ ଓଲଟି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୮କୁ…
Read More...

୧୫ ଜିଲା ଓ ଷ୍ଟେଟ ପୁଲରୁ ୬୦ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ପଜିଟିଭଙ୍କ ସଂଖ୍ୟା ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୬୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୬, ସ୍ଥାନୀୟ ୨୪। ମୋଟ ପଜିଟିଭ ସଂଖ୍ୟା ୩,୩୬,୩୨୨କୁ ବୃଦ୍ଧି…
Read More...

ବାହାଘରକୁ ଯିବା ହେଲା କାଳ; ଗାଡି ଓଲଟି ୨ ମୃତ , ୩୩ ଗୁରୁତର

ପାରଳାଖେମୁଣ୍ଡି : ଗଜପତି ଜିଲା ଆର.ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମିନିଟ୍ରକ ଓଲଟି ୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୩୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକ…
Read More...

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଏକ ଯାତ୍ରୀବାହୀ ବସ  ଓଲଟି ପଡ଼ିବା ଘଟଣାରେ କେନାଲରୁ ପ୍ରାୟ ୧୮ ଜଣଙ୍କ…
Read More...

ଦକ୍ଷିଣ ପ୍ରଶାନ୍ତ ମହାସାଗରର ବାନୁଅତୁ ଦ୍ୱୀପରେ ଭୂକମ୍ପର ଝଟକା

ୱାଂଶିଟନ : ପ୍ରଶାନ୍ତମହାସାଗରରେ ନିକଟରେ ୭.୭ ତ୍ରିବତାରେ ଭୂକମ୍ପର ଝଟକା ଅନୁଭବ ହେବା ପରେ ମଙ୍ଗଳବାର ପୁଣି ଆଉ ଏକ ଭୂକମ୍ପର ଝଟକା ଅନୁଭବ ହୋଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରର ବାନୁଅତୁ ଦ୍ୱୀପରେ ଭୂକମ୍ପର ଝଟକା…
Read More...

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ଖସିଲା ବସ ; ୪ ମୃତ , ଉଦ୍ଧାରକାର୍ଯ୍ୟ ଜାରି

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସିଦ୍ଧିର ନିକଟବର୍ତ୍ତି ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ…
Read More...

ଆଜି ବସନ୍ତ ପଞ୍ଚମୀ : ଜାଣନ୍ତୁ କିଛି ବିଶେଷ କଥା

ଆଜି ସରସ୍ୱତୀ ପୂଜା। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା…
Read More...

ଦେଶରେ ଆଉ ପଜିଟିଭ ୯,୧୨୧

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୯,୧୨୧ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୦୯,୨୫,୭୧୦କୁ ବୃଦ୍ଧି…
Read More...

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ; ସମ୍ବଲପୁରରେ ବନ୍ଦର ପ୍ରଭାବ

ସମ୍ବଲପୁର  : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର…
Read More...

ସୋରରେ ବରଯାତ୍ରୀ କାର ସହ ବାଇକ ଧକ୍କା ; ୧ ମୃତ , ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଆଜି ଭୋର ୪ଟା ସମୟରେ ବରଯାତ୍ରୀ ଗାଡି ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ରତ୍ନାକର ଦାସ (୩୦)।  ଅନ୍ୟ ୨  ଗୁରୁତର ଅକ୍ଷୟ…
Read More...

ବାଇକ ଦୁର୍ଘଟଣାଗ୍ରସ୍ତ ; ପୋଲ ତକଳୁ ଖସି ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପାଗନଇ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ଉଭୟ ଏକ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ପୋଲ ତଳକୁ ୨ ଜଣ ଖସି ପଡ଼ିବା ଦ୍ୱାରା…
Read More...

ତୈଳ ଦରବୃଦ୍ଧି ପ୍ରତିବାଦ: ବ୍ରଜରାଜନଗରରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

ବ୍ରଜରାଜନଗର : ଆଜି ବ୍ରଜରାଜନଗର ନଗର କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ୧ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ…
Read More...

ବ୍ୟାୟାମ ପାଇଁ ଖାଦ୍ୟ ନିୟମ

ସକାଳ ହେଉ ଅଥବା ସନ୍ଧ୍ୟା ସମୟରେ ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। କାରଣ ବ୍ୟାୟାମ…
Read More...

ଥରେ ବୁଲି ଆସନ୍ତୁ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ

ଉତ୍ତରାଖଣ୍ଡରେ ଥିବା ନୈନା ହ୍ରଦର ଉତ୍ତର ଦିଗ କୂଳରେ ଥିବା ନୈନା ଦେବୀଙ୍କ ମନ୍ଦିର ଭକ୍ତମାନଙ୍କ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ର। ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା…
Read More...

ଆଜି ଅପରାହ୍ନରେ ହେବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ : ପୁରୀରେ ଆଜି ଅପରାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ। ଏଥିରେ ଶ୍ରୀମନ୍ଦିର ଚାରିପାଖ ଐତିହ୍ୟ କରିଡର ପ୍ରକଳ୍ପ ଚୂଡାନ୍ତ ହେବ। ଏହାସହ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ପାଇଁ…
Read More...

ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଟ୍ରକ ଓଲଟି ୧୫ ଶ୍ରମିକ ମୃତ

ମୁମ୍ବଇ : ମହାରାଷ୍ଟ୍ରର ଜଲଗାଁଓ ଜିଲାର ୟାବଲ ଅନ୍ତର୍ଗତ କିନଗାଁଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏଠାରେ ଏକ ଟ୍ରକ ଓଲଟି ପଡିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ…
Read More...

ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ

ମୁଖ୍ୟତଃ ଘରର ଦରଜା, ଝରକା , ମୁଖ୍ୟଦ୍ୱାର ଦେଇ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଏ। ଏହାସହ ଶୟନ କକ୍ଷ ପ୍ରତ୍ୟେକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହି କକ୍ଷରେ ଶାନ୍ତି ନିଦରେ ସଭିଏଁ…
Read More...

୧୫ ଜିଲାରୁ ୫୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୫୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୪, ସ୍ଥାନୀୟ ୨୫ । ମୋଟ ପଜିଟିଭ ୩,୩୬,୧୦୧ରେ ପହଞ୍ଚିଛି। ୩,୩୩,୩୫୧ ସୁସ୍ଥ…
Read More...

ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ଦାବିରେ ଟିଟିଲାଗଡରେ ରାସ୍ତାରୋକ

ଟିଟିଲାଗଡ : ବଲାଙ୍ଗୀର ଜିଲା ଅନ୍ତର୍ଗତ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ଦାବିରେ ଟିଟିଲାଗଡ ଠାରେ ରାସ୍ତାରୋକ କରାଯାଇଥିବା ଶନିବାର ଖବର ମିଳିଛି। ଏଥିରେ ଟିଟିଲାଗଡ଼ ବ୍ଲକ ବିଜେପି ପକ୍ଷରୁ ନଗର ସଭାପତି ପ୍ରଶାନ୍ତ…
Read More...

କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ; ୧୨ରୁ ଅଧିକ ଆହତ , ଏକାଧିକ ଯାନ କ୍ଷତିଗ୍ରସ୍ତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡିଛି। ଶନିବାର ସକାଳେ ୟମୁନା ଏକ୍ସପ୍ରେସୱେରେ ଥରକେ ଏକାଧିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି। ଦୁର୍ଘଟଣାରେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଟ୍ରକ-କାର ଧକ୍କା , ୬ ମୃତ

ଉତ୍ତରପ୍ରଦେଶର କନୌଜ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେବନ କରନ୍ତୁ ଫଳ

କୋଲେଷ୍ଟେରୋଲର ସମ୍ବନ୍ଧ ଆମ ହୃଦୟ ସହ ସିଧାସଳଖ ଜଡ଼ିତ। କୋଲେଷ୍ଟେରୋଲର ସମସ୍ୟା ସୃଷ୍ଟି ହେବା ମାତ୍ରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହାସହ ସଠିକ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି।…
Read More...

ଜଳିଗଲା ଚଳନ୍ତା ବସ ; ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡା : ଏକ ଚଳନ୍ତା ଯାତ୍ରୀବାହୀ ବସ ଜଳିଯିବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ସଡକ ଦୁର୍ଘଟଣା ରାୟଗଡା ଜିଲାର ଶିରିଗୁଡା ତାରିଣୀ ଛକ ନିକଟରେ ଘଟିଥିବା…
Read More...

କେଶ,ତ୍ୱଚା ପାଇଁ ତେଜପତ୍ରର ବ୍ୟବହାର

ତେଜପତ୍ରର ବ୍ୟବହାର କେବଳ ଖାଦ୍ୟରେ ବ୍ୟବହାରରେ ସୀମିତ ନୁହେଁ। ବହୁ ଲୋକେ ହୁଏତ ଏହାର ଅନ୍ୟ ବ୍ୟବହାର ବିଷୟରେ ଜାଣିଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତେଜପତ୍ରର ବ୍ୟବହାର ତ୍ୱଚା , କେଶ ପାଇଁ ମଧ୍ୟ କରିପାରିବେ।…
Read More...

ରାଜ୍ୟରେ ୬୦ରେ ସୀମିତ ପଜିଟିଭ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନପରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ୬୦ରେ ସୀମିତ ରହିଛି। ଦିନକରେ ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୫, ସ୍ଥାନୀୟ ୨୩। ମୋଟ ପଜିଟିଭ…
Read More...