ମୁରଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ ଓ କଣ୍ଟେନର ଧକ୍କା ୧୦ ମୃତ , ୨୦ରୁ ଅଧିକ ଆହତ

ମୁରାଦାବାଦ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଏକ ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ କଣ୍ଟେନର ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମିଶ୍ରି ଓ ସୋରିଷ

ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରାଯାଏ। ମିଶ୍ରିରେ ବହୁ ଔଷଧୀୟ ଗୁଣ ରହିଛି।…
Read More...

ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ…
Read More...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୯ ଗୁରୁତର

ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅଞ୍ଚଳରେ ବେଥିଆପଡା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।…
Read More...

ଭୋଜନ କରିବା ପୂର୍ବରୁ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ଖାଦ୍ୟ ପ୍ରସ୍ତୁତ କରିବାର କିଛି ନିୟମ ରହିଛି। ଏହା ମଧ୍ୟ ଏକ ପ୍ରକାର କଳା ବୋଲି କୁହାଯାଏ। ଏପରି ମଧ୍ୟ କୁହାଯାଏ, ଖାଦ୍ୟ ଅବମାନନା ନକରି ସମସ୍ତ ପ୍ରକାର ଖାଦ୍ୟକୁ ସମ୍ମାନ ପୂର୍ବକ ଭୋଜନ କରିବା ଉଚିତ। ଭୋଜନ କରିବା…
Read More...

ମାଟିପାତ୍ର ମସଲା ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୬୦୦ଗ୍ରାମ ଲୁଣ – ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ୨ଚାମଚ ଅଦା ରସୁଣ ବଟା – ୪ ଚାମଚ ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ କଟା ପିଆଜ – ୨ଟି…
Read More...

୨୦ ଜିଲାରୁ ୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟରେ ୧୦୦ରେ ପୁଣି ଥରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୮ । ମୋଟ ପଜିଟିଭ ସଂଖ୍ୟା…
Read More...

ମାଙ୍କଡର ଜିଲାପି, କଚୋଡି ପ୍ରେମ

ରାଜସ୍ଥାନ : ରାଜସ୍ଥାନର ଭରତପୁରରେ ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବା ସହ କୌତୁକିଆ ଘଟଣା ସାମ୍ନାକୁ ଆସିଛି। ଏକ ମାଙ୍କଡ ସକାଳ ସମୟରେ ଭରତପୁର ଅଞ୍ଚଳରେ ଥିବା ଏକ ଜଳଖିଆ ଦୋକାନକୁ ଆସି ନିଜେ କଚୋଡି ଓ ଜିଲାପି ଖାଇବାର…
Read More...

ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପର୍ବପର୍ବାଣି କିମ୍ବା ଭୋଜିରେ ମଧ୍ୟ କିଛି ଖାଦ୍ୟପେୟ କାରଣରୁ ଆମ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ବହୁ ସମୟରେ ଆମେ ଅଧିକ ଖାଦ୍ୟ ଖାଇ ଦେଉ। ଖାଦ୍ୟ ସ୍ୱାଦିଷ୍ଟ ହେଉ ଅଥବା ଭୋକ କାରଣରୁ ମଧ୍ୟ ଆମେ ବେଳେ ବେଳେ…
Read More...

ଜାଣନ୍ତୁ କେଉଁ କାରଣରୁ ପ୍ରସିଦ୍ଧ ଏହି ଧାର୍ମିକସ୍ଥଳୀ

ଭାରତରେ ପରମ୍ପରା ଅନୁଯାୟୀ ବହୁ ବ୍ୟକ୍ତି ମନ୍ଦିରରେ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆମ ଦେଶରେ ମନ୍ଦିରକୁ ଆଧ୍ୟାତ୍ମିକତାର କେନ୍ଦ୍ରବିନ୍ଦୁ କୁହାଯିବା ସହ ବିବାହର ପ୍ରାରମ୍ଭ ଏଠାରେ କରିବା ଦ୍ୱାରା ଭଗବାନଙ୍କ…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ମୋଟ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ପେଣ୍ଠକଟାରେ ଗୋଟିଏ ଘରେ ଓ…
Read More...

ଓଲଟିଲା ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ , ୩ ଆହତ

ବୌଦ୍ଧ : ବୌଦ୍ଧ ଜିଲା ମନମୁଣ୍ଡା ଥାନା ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡାରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଦୁର୍ଘଟଣାରେ ୩ ଜଣ ଆହତ ହେବା ସହ ପ୍ରାୟ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ; ଆଉ ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ…
Read More...

ଗୋଶାଳା ନିର୍ମାଣ ପାଇଁ ଦାବି

ବ୍ରହ୍ମପୁର:ଵ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ ଗୋ ଚୋରି ବୃଦ୍ଧି ଓ ବୁଲା ଗାଈଗୋରୁ ଷଣ୍ଢଗୁଡିକୁ ସୁରକ୍ଷା ପାଇଁ ବଜରଙ୍ଗ ଦଳ ତରଫରୁ ମହାନଗର ନିଗମର କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରାଯାଇଥିଲା।…
Read More...

ପର୍ସ ସହ ଜଡିତ ବାସ୍ତୁର ଏହି ସରଳ ଉପାୟ : ମାନିଲେ ହେବେ ଲାଭବାନ

ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ପର୍ସରେ ପଇସା ଆଶାନୁରୂପକ ରହିବ। ଜାଣନ୍ତୁ ସୁନା କିମ୍ବା ଚାନ୍ଦିର ଏକ ଟଙ୍କା – ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ…
Read More...

ସ୍ୱାଦିଷ୍ଟ ଖିର ମସଲା ଆଳୁ

ଆବଶ୍ୟକ ସାମଗ୍ରୀ କଟା ଆଳୁ – ୬ଟି କଟା ପିଆଜ – ୧ଟି ପେଷା ଟମାଟୋ – ୧ କପ କାଜୁ – ୪ଟି ଲବଙ୍ଗ – ୬ଟି ଖିର  – ୧କପ ଜୁଆଣୀ – ଅଳ୍ପ କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ –…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୧୩

ଭୁବନେଶ୍ୱର : ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଦିନକରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୭,ସ୍ଥାନୀୟ ୪୬; ମୋଟ ପଜିଟିଭ ୩,୩୪,୭୮୦କୁ ପାଇଛି। ୩,୩୧,୫୩୫ ସୁସ୍ଥ ହୋଇ…
Read More...

ଦେଶରେ ୧୧,୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ଦେଶରେ ୨୪ ଘଣ୍ଟାରେ ୧୧,୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୦୧,୧୯୩କୁ ବୃଦ୍ଧି ପାଇଛି।…
Read More...

ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ଟା୧୭ରେ ପଶ୍ଚିମ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭବ…
Read More...

ଆଜି ପବିତ୍ର ପୌଷ ପୂର୍ଣ୍ଣିମା ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ : ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘିଅ ମିଶ୍ରିତ ୧୦୮ ଗରା ଜଳରେ ସ୍ନାନ ପରେ ଚନ୍ଦନ…
Read More...

ଶଗଡକୁ ଧକ୍କା ଦେଲା ହାଇୱା ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ଅଞ୍ଚଳରେ ଭଇଁଷା କଲେଜ ଛକରେ ଗୁରୁବାର ଭୋର ୫.୩୦ରେ ଏକ ହାଇୱା ୪ଟି ଶଗଡକୁ ଧକ୍କା ଦେଇଛି। ଏଥିରେ ୩ ଜଣ ଗୁରୁତର ହେବା ସହ ୬ଟି ବଳଦଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ; ପାଟଣାଗଡ…
Read More...

ବସ – ହାଇୱା ଧକ୍କା ; ୪ ଆହତ

ହରଭଙ୍ଗା : ବୌଦ୍ଧ ଜିଲା  ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳୁ ସକାଳୁ ଏକ ଯାତ୍ରୀବାହୀ ବସ୍ ଏକ ହାଇଓାକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା…
Read More...

ରୁଟି ଓ ବାସ୍ତୁ ଉପାୟ

ରୁଟି ଦ୍ୱାରା ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରୁଟିର ଏପରି କିଛି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା ଆମର ବହୁ ସମସ୍ୟାକୁ ଦୂର କରିଥାଏ। ଜାତକରେ ରାହୁ ଓ କେତୁ ସମସ୍ୟା ଥିଲେ, ରାତିରେ ଖାଦ୍ୟ ଖାଇବା ପରେ ବଳିଥିବା ଶେଷ…
Read More...

ସଂସଦ କ୍ୟାଣ୍ଟିନରେ ମହଙ୍ଗା ହେଲା ଖାଦ୍ୟ : ଆମିଷ ଖାଦ୍ୟ ଥାଳି ୭୦୦

ନୂଆଦିଲ୍ଲୀ : ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଏଣିକି ମହଙ୍ଗା ହେବ। ଖାଦ୍ୟର ମୂଲ୍ୟ ପୂର୍ବରୁ ଯାହା ଥିଲା ଏବେ ତାହା ପ୍ରାୟ ୨ଗୁଣ ଟଙ୍କା ଦେବାକୁ ପଡିବ। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡି ବନ୍ଦ କରିବାକୁ ନିଷ୍ପତ୍ତି…
Read More...

୨୪ ଜିଲାରୁ ନୂଆ ପଜିଟିଭ ୧୩୮

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସଙ୍ଗରୋଧ କେନ୍ଦ୍ରରୁ ୮୧, ସ୍ଥାନୀୟ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା…
Read More...

ରାଜସ୍ଥାନର ଟୋଙ୍କ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଗୋଟିଏ ପରିବାରର ୮ ମୃତ

ରାଜସ୍ଥାନ : ରାଜସ୍ଥାନର ୫୨ ନମ୍ବର ଜାତୀୟ ରାଜପଥର ପକ୍କା ବନ୍ଦା ଟୋଙ୍କ ଜିଲା ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେଲର ଓ ଜିପ ମଧ୍ୟରେ ଧକ୍କା ହୋଇ ଗୋଟିଏ…
Read More...

ଦେଶରେ ଚିହ୍ନଟ ପଜିଟିଭ ୧୨,୬୮୯ ; ମୃତ ୧୩୭

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୨,୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ୧,୦୬,୮୯,୫୨୭କୁ ବୃଦ୍ଧି…
Read More...

ପାଣି,ଗ୍ରୀନ ଟି,ଚକୋଲେଟ,ପାନମଧୁରୀର କରାମତି

ପାଣି – ନିୟମିତ ୩ ରୁ ୪ ଲିଟର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଆଳସ୍ୟ ଅନୁଭବ ହୋଇନଥାଏ। ଗ୍ରୀନ ଟି – ଥକ୍କାପଣ ଓ ଆଳସ୍ୟକୁ ଦୂର କରିବା ପାଇଁ ଗ୍ରୀନ ଟି ବେଶ…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ…
Read More...

ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ରାୟଗଡା ଜିଲା ପ୍ରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ବୁଧବାର ଜଣାପଡ଼ିଛି। ଟ୍ରକଟିର ଅଧିକାଂଶ ଅଂଶ ଜଳିଯାଇଛି। ହଠାତ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗି ଯିବା ଦେଖି ଚାଳକ…
Read More...

ଟଙ୍କାପଇସା ସହ ବିଭିନ୍ନ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ, ତେବେ ଗୃହର ଆଗ୍ନେୟ କୋଣରେ ଥିବା କାନ୍ଥରେ ଶୁକ୍ଳପକ୍ଷ ଦିନ ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ବେଳେବେଳେ ଗୃହରେ…
Read More...

ଭବାନୀପାଟଣା ଲାଲ ବାହାଦୁର ଷ୍ଟାଡିୟମ ପରିସରରେ ଗଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା : ଆଜି ୭୨ତମ ଗଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମ ପରିସରରେ କଳାହଣ୍ଡି ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି…
Read More...

ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଡୁଡଲ ; ଏଥିରେ ରହିଛି ଭାରତୀୟ ଐତିହ୍ୟର ଝଲକ

ନୂଆଦିଲ୍ଲୀ : ସାରା ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସକୁ ଖୁବ ଖୁସି ଓ ସମ୍ପୂର୍ଣ୍ଣ ଉତ୍ସାହ ସହ ପାଳନ କରୁଛି। ୨୬ ଜାନୁଆରୀ ଦିନ ସାରା ବିଶ୍ୱ ଭାରତର ସାଂସ୍କୃତିକ, ଐତିହ୍ୟ, ସାମରିକ ଶକ୍ତି ଓ ବିକାଶକୁ ଦେଖିଥାଏ। ଯାହା…
Read More...

ଦୀର୍ଘ ଦିନ ପରେ ୧୦୦ରେ ସୀମିତ କରୋନା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ସଂକ୍ୟା ୧୦୦ରେ ସୀମିତ ହୋଇଛି। ଆଉ ଚିହ୍ନଟ ପଜିଟିଭ ୯୯। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୪୧। ମୋଟ ପଜିଟିଭ…
Read More...

ଗଣତନ୍ତ୍ର ଦିବସ ୨୦୨୧ : ପ୍ରଧାନମନ୍ତ୍ରୀ ପିନ୍ଧିଛନ୍ତି କେଶରୀ ରଙ୍ଗର ପଗଡି

ନୂଆଦିଲ୍ଲୀ : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପଗଡି ପିନ୍ଧିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱତନ୍ତ୍ର କେଶରୀ ରଙ୍ଗର ପଗଡି…
Read More...

୭୨ତମ ସାଧାରଣତନ୍ତ୍ର ଦିବସ ; ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ଭୁବନେଶ୍ୱର : ଆଜି ୭୨ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଛନ୍ତି।…
Read More...

ଝରକା କାଟି ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲିଆପାଟଣା ଥାନା ଅନ୍ତର୍ଗତ ବନମାଳିପୁର ବଜାରରେ ଥିବା ପୋଷ୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ପୋଷ୍ଟ ଅଫିସର ଝରକା କାଟି ପ୍ରାୟ ୨ଲକ୍ଷରୁ…
Read More...

ସ୍ୱପ୍ନରୁ ଜାଣନ୍ତୁ କେବେ ହେବ ଆପଣଙ୍କ ବିବାହ

ବିବାହର ସ୍ୱପ୍ନ ପ୍ରତ୍ୟେକ ଯୁବକ ଯୁବତୀ ଦେଖିଥାଆନ୍ତି। ମାତ୍ର ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ। ମାନ୍ୟତା ଅନୁଯାୟୀ, ଏପରି କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ନତାଶା

ମୁମ୍ବଇ : ବଲିଉଡର ଅଭିନେତା ବରୁଣ ଧୱନ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନତାଶା ଦାଲାଲଙ୍କ ସହ ବିବାହ ବାନ୍ଧି ବନ୍ଧନରେ ହୋଇଛନ୍ତି। ଜାନୁଆରୀ ୨୪ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବରୁଣ ଏବଂ ନତାଶା ବିବାହ…
Read More...

ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୩୦

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ନୂଆ ଆକ୍ରାନ୍ତ ୧୩୦। ସଙ୍ଗରୋଧ କେନ୍ଦ୍ରରୁ ୭୬, ସ୍ଥାନୀୟ ୫୪, ମୋଟ ପଜିଟିଭ ୩,୩୪,୪୩୦କୁ ବୃଦ୍ଧି ପାଇଛି। ୩,୩୧,୧୪୪ ଆକ୍ରାନ୍ତ ସୁସ୍ଥ ହୋଇ…
Read More...

ଧାନ ଡ଼ୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ ; ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ଧାନ ଡ଼ୋଲି ତଳେ ଚାପି ହୋଇ ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର…
Read More...

ଗାଁ ରାସ୍ତାରେ ବୁଲୁଛି ବାଘ ; ଲୋକେ ଭୟଭୀତ

ନୂଆପଡା : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ…
Read More...

ଦେଶରେ ଆଉ ପଜିଟିଭ ୧୩,୨୦୩ ; ମୃତ ୧୩୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଥିବା ଦେଖାଯାଉଛି। ଦିନକରେ ୧୩,୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୬,୬୭,୭୩୬କୁ ବୃଦ୍ଧି ପାଇଛି।…
Read More...

ଲୋଅର ଘାଗରୀ ଜଳପ୍ରପାତର ସୌନ୍ଦର୍ଯ୍ୟ

ଘଞ୍ଚ ଜଙ୍ଗଲ ଭିତରେ ହାଲକା ଖରାର ଅନୁଭବ ହେଉ ଅଥବା ବହି ଯାଉଥିବା ଝରଣାର ଆନନ୍ଦ ପାଇବାକୁ ଆପଣ ଭ୍ରମଣ ପାଇଁ ନେତରହାଟ ଯାଇପାରିବେ। ଏହା ଏକ ସୁନ୍ଦର ସ୍ଥାନ ଅଟେ। ନେତରହାଟର ଅର୍ଥ ଝାଡ଼ଖଣ୍ଡର ଏହି ସ୍ଥାନରେ ବହୁ…
Read More...

ଏହି ସରଳ ଉପାୟ ପୂଜାର୍ଚ୍ଚନାରେ ମିଳିଥାଏ ଅତ୍ୟନ୍ତ ଶୁଭଫଳ

୧- ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’…
Read More...

ସକାଳେ ନଡ଼ିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ଦେଖିବା ଶୁଭ ସଙ୍କେତ

ଏପରି କିଛି ସଙ୍କେତ ଓ ଘଟଣା ଯାହା ଆପଣଙ୍କୁ ଶୁଭ ସଙ୍କେତ ପ୍ରଦାନ କରିଥାଏ। ଦିନଟି ମଧ୍ୟ ଖୁବ ହସଖୁସିରେ ଅତିବାହିତ ହୋଇଥାଏ। ସକାଳ ସମୟରେ ଆମ ମନ ଖୁବ ଶାନ୍ତ ରହିଥାଏ। ଜାଣନ୍ତୁ  ସକାଳର ସମୟରେ କେଉଁ ସଙ୍କେତ ଶୁଭ ଓ…
Read More...

ନିଶ୍ଚୟ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଚିଙ୍ଗୁଡି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୪୦୦ ଗ୍ରାମ ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି କଟା ରସୁଣ – ୪ଟି କଟା ଅଦା- ଅଳ୍ପ କଞ୍ଚା ଲଙ୍କା – ୩ଟି ବଡ଼ ଅଳେଇଚ – ୨ଟି ଡ଼ାଲଚିନି – ୧ଟି ଗୁଜୁରାତି – ୩ଟି…
Read More...

୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ରବିବାର ଜଣାପଡ଼ିଛି। ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ଜର୍ଦ୍ଦା ଜବତ ହୋଇଛି। ଜବତ ନକଲି…
Read More...

ପୁରୀରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପୁରୀ : ପୁରୀରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ସିଂହଦ୍ଵାର ଓ ଶରଧାବାଲି ମଣ୍ଡଳର ଶତାଧିକ ବିଜେପି କର୍ମୀ ଯୋଗ ଦେଇଛନ୍ତି। ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ଉପ ସଭାପତି…
Read More...

ରାଜ୍ୟରେ ନୂଆ ପଜିଟିଭ ୧୫୦

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚିହ୍ନଟ ନୂଆ ପଜିଟିଭ ୧୫୦। ସଙ୍ଗରୋଧ କେନ୍ଦ୍ରରୁ ୮୯,ସ୍ଥାନୀୟ ୬୧। ମୋଟ ପଜିଟିଭ ସଂଖ୍ୟା ୩,୩୪,୩୦୦କୁ ବୃଦ୍ଧି…
Read More...

ଦେଶରେ ଆଉ ପଜିଟିଭ ୧୪,୮୪୯ ; ଆରୋଗ୍ୟ ହାର ୯୬.୮୩ %

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୧୫ ହଜାରରେ ସୀମିତ ରହିଥିବା ଦେଖାଯାଇଛି। ଏହାସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଛି। ଦିନକରେ ୧୪,୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁରୁମନ୍ତ୍ର

ବହୁ ସମୟରେ ଆମକୁ ମାଂସପେଶୀ ବ୍ୟଥା ଅନୁଭବ ହୋଇଥାଏ। ଅଦାର ପାଣି ପିଇବା ଦ୍ୱାରା ମାଂସପେଶୀକୁ ଆରାମ ଅନୁଭୂତ ହୋଇଥାଏ ଓ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଅଦା ପାଣି ପିଇବା ଦ୍ୱାରା ଶରୀରର ଫ୍ୟାଟ କମ ହୋଇଥାଏ।…
Read More...

ଆଜି ମହାପ୍ରଭୁଙ୍କ ଦର୍ଶନ ବନ୍ଦ; ଶ୍ରୀମନ୍ଦିର ଭିତର ଓ ବାହାର ହେଉଛି ସାନିଟାଇଜ

ପୁରୀ : ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ଭିତର ଓ ମନ୍ଦିରର ବାହାର ସାନିଟାଇଜ କରାଯାଉଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ…
Read More...

କୁହୁଡି ଚାଦରରେ ଟ୍ୱିନ ସିଟି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଟ୍ୱିନ ସିଟିରେ ପ୍ରାୟ ୨୦ ରୁ ୩୦ ମିଟର ଦୂର ଯାଏଁ ରାସ୍ତା ଦେଖାଯାଉନଥିବାରୁ ଯାତାୟତରେ ତଥା ଗମନାଗମନରେ ବାଧାପ୍ରାପ୍ତ ହୋଇଛି।…
Read More...

ବସ ଦୁର୍ଘଟଣାଗ୍ରସ୍ତ ; ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ୫୦ ଯାତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରବିବାର ଜଣାପଡ଼ିଛି। ଖେମୁଣ୍ଡିଖେଲରେ ପୋଲକୁ ବସଟି ଧକ୍କା ଦେବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ୫୦ ଯାତ୍ରୀ ଅଳ୍ପକେ…
Read More...

ଶୁଖିଲା ମସଲା ଛତୁ ଫ୍ରାଏ

ଆବଶ୍ୟକ ସାମଗ୍ରୀ ଛତୁ – ୪୦୦ ଗ୍ରାମ କଟା ଟମାଟୋ – ୩ଟି କଟା ଧନିଆପତ୍ର – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଚିଲି ସସ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ବଟର – ଆବଶ୍ୟକ ପରିମାଣରେ ଗୋଲମରିଚ…
Read More...

କୋମଳ ଓ ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ସ୍କ୍ରବ

ତ୍ୱଚାରେ ସ୍କ୍ରବର ବ୍ୟବହାର କରିବା ଦ୍ୱାରା ମୁହଁ କୋମଳ ହେବା ସହ ଚମକ ବୃଦ୍ଧି ପାଇଥାଏ। ବଜାରରେ ବିଭିନ୍ନ ପ୍ରକାର ସ୍କ୍ରବ ବିକ୍ରି ହୋଇଥାଏ। ମାତ୍ର ଆପଣ ଘରୋଇ ଉପାୟରେ ମଧ୍ୟ ସ୍କ୍ରବ ପ୍ରସ୍ତୁତ କରି ପାରିବେ।…
Read More...

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୩୦

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ। ଆଉ ୧୩୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୭୬, ସ୍ଥାନୀୟ ୫୪ । ମୋଟ ପଜିଟିଭ ୩,୩୪,୧୫୦କୁ ବୃଦ୍ଧି ପାଇଛି।…
Read More...

ଦେଶରେ ସଂକ୍ରମିତଙ୍କ ତୁଳନାରେ ବୃଦ୍ଧି ଆରୋଗ୍ୟ ହାର ; ନୂଆ ପଜିଟିଭ ୧୫ହଜାରରେ ସୀମିତ

ନୂଆଦିଲ୍ଲୀ : ଦେଶରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ମଧ୍ୟରେ ସୀମିତ ରହିଛି। ଆଉ ୧୪,୨୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୩୯,୬୮୪ କୁ ବୃଦ୍ଧି ପାଇଛି।…
Read More...

ନିଜ ଶକ୍ତିସାମର୍ଥ୍ୟ ଉପରେ ବିଶ୍ୱାସ ଓ ଭରସା କର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ମହାନ ଆତ୍ମା , ବିସ୍ମୟ ପ୍ରତିଭାବାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଏହି ମହାନ ବ୍ୟକ୍ତି ୨୩ ଜାନୁଆରୀ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶାର କଟକ ଜିଲାରେ ଓଡ଼ିଆ ବଜାରରେ ଏକ ବଙ୍ଗାଳୀ ପରିବାରରେ ତାଙ୍କର ଜନ୍ମ…
Read More...

ଜନ୍ମଦିନ ସ୍ୱତନ୍ତ୍ର : ନେତାଜୀଙ୍କ ପ୍ରିୟ ଖାଦ୍ୟ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ । ଜନ୍ମତିଥି ଅବସରରେ ନେତାଜୀଙ୍କୁ ମନେ ପକାଉଛି ସାରା ଦେଶ । ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରଣେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଥିବେ…
Read More...

ଆଜି ଶାମ୍ବ ଦଶମୀ : ପ୍ରଭୁ ସୂର୍ଯ୍ୟଦେବତାଙ୍କର ପୂଜା, ବାଇଗଣପତ୍ରରେ ଭୋଗ ସାଜିଥାଏ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର :  ଆଜି ହେଉଛି ପୌଷ ଶୁକ୍ଳ ଦଶମୀ ଯାହାକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ। ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ…
Read More...

ନିଜ ଜୀବନସାଥିକୁ ବାଛିବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ନିଜର ଜୀବନସାଥିକୁ ବାଛିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ବିବାହ ପାଇଁ ପ୍ରଥମ ଦେଖା କେଉଁ ବାର ଓ…
Read More...

ରାଷ୍ଟ୍ରୀୟ ଧ୍ୱଜା ତ୍ରିରଙ୍ଗା ; ଜାଣନ୍ତୁ ଏହାସହ ଜଡ଼ିତ କିଛି ବିଶେଷ ମହତ୍ତ୍ୱ

ସଭିଁଙ୍କୁ ଜଣା ୨୬ ଜାନୁଆରୀ ଗଣତନ୍ତ୍ର ଦିବସ । ସାରା ଦେଶ ପାଇଁ ଗୌରବର ଦିନ। ପ୍ରଥମେ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ସେବେ ଠାରୁ ସାରା ଦେଶରେ ଜାନୁଆରୀ ୨୬ରେ ଏହି ମହାନ…
Read More...

ନୂଆ ପିଜିଟିଭ ୨୦୦ରେ ସୀମିତ ; ମୋଟ ପଜିଟିଭ ୩,୩୪,୦୨୦

ଭୁବନେଶ୍ୱର :ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ରାଜ୍ୟରେ ଦିନକରେ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୯, ସ୍ଥାନୀୟ ୬୫। ମୋଟ…
Read More...

ଜାଣନ୍ତୁ ଏହି ମହଲର ଶୋଭା : ଭଗବାନ କୃଷ୍ଣଙ୍କ ମୁକୁଟ ଭଳି ହୋଇଛି ଏହାର ନିର୍ମାଣ

ରାଜା ମହାରାଜା ମାନଙ୍କ ଐତିହାସିକ ଭୂମି ଭାବେ ରାଜସ୍ଥାନ ପରିଚିତ। ଏଠାରେ ଥିବା ରାଜମହଲ, କିଲ୍ଲା, ବୃହତ ଅଟ୍ଟାଳିକାର ସୌନ୍ଦର୍ୟ୍ୟ ଖୁବ ଉଚ୍ଚକୋଟରୀର। ସେହି ସମସ୍ତ ରାଜପ୍ରସାଦ, ମହଲର ସୁନ୍ଦରତା ବର୍ତମାନ ମଧ୍ୟ ବଜାୟ…
Read More...

ଦେଶରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୪,୫୪୫

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କିଛି ଦିନ ହେବ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦେଶରେ ୨୪ ଘଣ୍ଟାରେ ୧୪,୫୪୫ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ପଜିଟିଭ ସଂଖ୍ୟା ୧,୦୬,୨୫, ୪୨୮କୁ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ୨ ପତ୍ର

ବିଭିନ୍ନ ପତ୍ରର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ? ପତ୍ରର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗୁଣ ରହିଛି। ଜାଣନ୍ତୁ ଏହି ୨ ପତ୍ରର ଉପକାରୀ ଗୁଣ। ପାଚନରେ ସହାୟକ – ଧନିଆ ଗୁଣ୍ଡ ଖାଇବା…
Read More...

କର୍ଣ୍ଣାଟକରେ ଟ୍ରକରେ ବିସ୍ଫୋରଣ ; ୮ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକର ଶିବମୋଗା ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ବିସ୍ଫୋରକ ଯାଉଥିବା ଟ୍ରକରେ ବିସ୍ଫୋରଣ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିଛି ଆହତ ମଧ୍ୟ ହୋଇଛନ୍ତି। ମାତ୍ର କେତେ ଜଣ ଆହତ…
Read More...

ସୁନା ବ୍ୟବସାୟୀଙ୍କ ଠାରୁ ସୁନାଗହଣା ଲୁଟ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୧ଲକ୍ଷ ଟଙ୍କାର ସୁନା ଗହଣା ଲୁଟ…
Read More...

ପ୍ରେମ ବିବାହରେ ସଫଳତା ପାଇଁ ବେଶ ସହାୟକ ଗୁରୁବାରର ଏହି ମନ୍ତ୍ର

ବହୁ ଯୁବକ ଯୁବତୀଙ୍କ ଇଚ୍ଛା ସେମାନେ ପ୍ରେମ ବିବାହ କରିବାକୁ। ନିଜ ପସନ୍ଦରେ ଜୀବନସାଥୀ ଚୟନ କରିବାକୁ। ଜୀବନସାଥୀ ଏପରି ହେଉ ଯେ କି ତାଙ୍କ ସୁଖଦୁଃଖରେ ସାଥି ହେବା ସହ ତାଙ୍କ ସମ୍ପର୍କରେ ମଧୁରତା ରହୁ, ସୁଖମୟ ହେଉ।…
Read More...

ଘିଅ ପରିବା ଖେଚେଡି

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୪୦୦ ଗ୍ରାମ ଫୁଲ କୋବି – ଅଳ୍ପ କ୍ୟାପସିକମ – ୧ଟି ଘିଅ  – ଆବଶ୍ୟକ ପରିମାଣରେ ମଟର ଛୁଇଁ ମଞ୍ଜି – ଆବଶ୍ୟକ ଅନୁଯାୟୀ ଆଳୁ – ୨ଟି ଧନିଆ ପତ୍ର – ଅଳ୍ପ କଟା ପିଆଜ – ୧ଟି କଟା…
Read More...

ବ୍ୟକ୍ତିଙ୍କ ଜୀବନରେ ଜାତକରେ ଗ୍ରହଙ୍କ ସ୍ଥିତିର ରହିଛି ବିଶେଷ ମହତ୍ତ୍ୱ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ଗ୍ରହଙ୍କ ସ୍ଥିତି ବ୍ୟକ୍ତିଙ୍କ ଜୀବନରେ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଜାତକରେ ଗ୍ରହଙ୍କ ସ୍ଥିତି ଠିକ ନଥିଲେ ବ୍ୟକ୍ତିଙ୍କୁ ଜୀବନରେ ବହୁ ସମସ୍ୟାରୁ ସମ୍ମୁଖୀନ ହେବାକୁ…
Read More...

ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ନୂଆ ପଜିଟିଭ ୧୪୩

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ସହ ଆଜି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ମଧ୍ୟରେ ସୀମତି ରହିଛି। ୨୪ ଘଣ୍ଟାରେ ଆଉ ୧୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…
Read More...

ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗାଁ

ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ…
Read More...

ଦେଶରେ ନୂଆ ପଜିଟିଭ ୧୫,୨୨୩ ; ମୃତ ୧୫୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଲଗାତାର ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୧୫,୨୨୩ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬, ୧୦, ୮୮୩କୁ ବୃଦ୍ଧି ପାଇଛି।…
Read More...

ସହଜ ଉପାୟ ଦୂର କରେ ବହୁ ବ୍ୟଥା ଓ ଯନ୍ତ୍ରଣା

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ଓ ମଲମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି…
Read More...

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ…
Read More...

କେଶ ପାଇଁ ସହଜ ଘରୋଇ ଉପଚାର

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ। ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି। ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ। ଏହି କାରଣରୁ ଆମେ ଠିକ ଭାବେ କେଶର…
Read More...

ପୁଦିନା ଧନିଆ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୨୫୦ ଗ୍ରାମ ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ – ଅଳ୍ପ ଗରମ ମସଲା – ୨ ଚାମଚ ଆମଚୁର ପାଉଡ଼ର – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଦହି – ୧କପ ଲୁଣ – ଆବଶ୍ୟକ ପରିମାଣରେ ଚଟଣି…
Read More...

ରାଜଧାନୀରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ

ଭୁବନେଶ୍ୱର : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ଖାଦ୍ୟ ଜିନିଷ ବୁଧବାର ଠାବ କରାଯାଇଛି। ଭୁବନେଶ୍ୱରର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ କରାଯିବା ସହ…
Read More...

ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ନିଆରା ପ୍ରୟାସ ; ଖାଦ୍ୟ ଥାଳି ଶେଷ କରି ପାଆନ୍ତୁ ବୁଲେଟ ବାଇକ

ପୁଣେ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କି ମନ କିଣିବା ପାଇଁ ହେଉ ବହୁ ଦୋକାନୀ, ରେସ୍ତୋରାଁ, ବଡ଼ ବଡ଼ ହୋଟେଲ ବିଭିନ୍ନ ପ୍ରକାର ଶୈଳୀ ସହ ନିଆରା ଉପାୟ ଆପଣେଇ ଥାଆନ୍ତି। ଗ୍ରାହକଙ୍କ ପାଇଁ  ଉପହାର ମଧ୍ୟ ରଖିଥାଆନ୍ତି।…
Read More...

ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ଅଭିଯୋଗ

ଆସିକା : ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଳିସାହି ଫାଣ୍ଡି ବଣପଲ୍ଲୀ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ଘରୋଇ…
Read More...

ଓସିଏ ମହିଳା କ୍ରିକେଟ: ରେଡ୍‌, ୟେଲୋ ଓ ଭାଓଲେଟ୍‌ ବିଜୟୀ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଭୁବନେଶ୍ବରରେ ଚାଲିଥିବା ଓସିଏ ମହିଳା କ୍ରିକେଟ ଲିଗ୍‌-୨୦୨୧ର ମଙ୍ଗଳବାର ୩ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ ଓଡ଼ିଶା ରେଡ୍‌, ଓଡ଼ିଶା ୟେଲୋ ଓ ଓଡ଼ିଶା ଭାଓଲେଟ୍‌ ବିଜୟୀ…
Read More...

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ ; ଜଗମୋହନ ସଭାପତି, ଅଭିଜିତ୍‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ (ଓଓଏ)ର ସାଧାରଣ ସମ୍ପାଦକ ଭାବେ ଅଭିଜିତ୍‌ ପାଲ ଓ ସଭାପତି ଭାବେ ଜଗମୋହନ ପଟ୍ଟନାୟକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ,…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ; ଅହରାହ୍ନ ୪ଟାରୁ ରାତି ୮ଟା ଦର୍ଶନ ବନ୍ଦ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ଏହି କାରଣରୁ ଅହରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଏହାମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ…
Read More...

ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରେ ଏହି ଉପାୟ

ହାଡ଼ ସହ ଜଡ଼ିତ ବିଭିନ୍ନ ସମସ୍ୟା ବହୁ ଲୋକଙ୍କ ଚିନ୍ତାର ଏକ କାରଣ। ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ହାଡ଼ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ନିତିଦିନିଆ କାର୍ୟ୍ୟ ଯୋଗୁ ଆମେ ନିଜର ଖାଦ୍ୟପେୟ, ସ୍ୱାସ୍ଥ୍ୟର ସଠିକ ଭାବେ…
Read More...

କୋହଳ ହେବ ସ୍କୁଲ ଫି’; ଫି’ କୋହଳ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : କୋହଳ ହେବ ସ୍କୁଲ ଫି’ । ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ ସହ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଫି’ କୋହଳ ହେବ।…
Read More...

ପଶ୍ଚିମବଙ୍ଗରେ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୧୩ ଜୀବନ

ଜଲପାଇଗୁରି : ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାର ଧୁପୁରୀ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ…
Read More...

ସୁନ୍ଦର ତ୍ୱଚା ପାଇଁ ଘରେ କରନ୍ତୁ ଏହି ଫେସିଆଲ

ତ୍ୱଚାର ଚମକ ବୃଦ୍ଧି ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା…
Read More...

ପର୍ଯ୍ୟଟକଙ୍କ ଗାଡିକୁ ଦାନ୍ତରେ ଟାଣି ଧରିଲା ବାଘ

ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ବହୁ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଖୁବ ମଜା ଚକିତ ସହ ଭୟ ମଧ୍ୟ ଲାଗିଥାଏ। ବିଶେଷ କରି ବନ୍ୟଜନ୍ତୁ ମାନଙ୍କ ଭିଡିଓ ଦେଖିବାକୁ ମଜା ସହ ଅନେକ ସମୟରେ ଭୟ ଲାଗିଥାଏ।…
Read More...

ବଟର ମସଲା ପରଟା

ଆବଶ୍ୟକ ସାମଗ୍ରୀ – ଅଟା ପାଣି – ଆବଶ୍ୟକ ଅନୁଯାୟୀ ସିଝା ଆଳୁ- ୪ରୁ ୫ଟି ପିଆଜ – ୨ଟି କଞ୍ଚା ଲଙ୍କା – ୩ଟି ତେଲ – ଆବଶ୍ୟକ ଅନୁଯାୟୀ ଲୁଣ – ଆବଶ୍ୟକ ଅନୁଯାୟୀ କଟା – ଧନିଆ ପତ୍ର କଟା – ଅଦା ଗୋଟା – ଜିରା…
Read More...

ରାଜ୍ୟରେ ୧୫୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୧୫୦ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୧୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୭୨, ସ୍ଥାନୀୟ ୫୦। ମୋଟ…
Read More...

ପୁଣି ଖଲାସି ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ଦୀର୍ଘ ମାସ ପରେ ଜବରଦଖଲ ଉଚ୍ଛେଦ ପୁଣି ଥରେ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ସକାଳୁ ଖଲାସି ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସାହି ଛକରେ ଥିବା…
Read More...

ମାଇଗ୍ରେନ ସମସ୍ୟା ; କିଛି ଜାଣିବା କଥା

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ମୁଣ୍ଡବିନ୍ଧା ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅତ୍ୟଧିକ ପରିମାଣରେ ହେଲେ ଏହା ମାଇଗ୍ରେନର ରୂପ ନେଇଥାଏ। ମାଇଗ୍ରେନର ଯନ୍ତ୍ରଣାରେ ମୁଣ୍ଡର…
Read More...

ଦେଶରେ ନୂଆ ସଂକ୍ରମିତ ୧୦,୦୬୪ ; ୧୩୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ଦିନକରେ ୧୦,୦୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୮୧,୮୩୭କୁ ବୃଦ୍ଧି ପାଇଛି। ସେହିଭଳି…
Read More...

ଏହି ସ୍ଥାନ ହାତରେ ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଖୁବ ପ୍ରସିଦ୍ଧ

ହିମାଚଳର ଧୋଲଧାର ପାହାଡ଼ରେ ସ୍ଥିତ ଏକ ଗ୍ରାମ ହେଉଛି ଆଣ୍ଡ୍ରେଟ୍ଟା ଯେଉଁଠାରେ ସୁନ୍ଦରତା ଓ ନିଜର କଳା ନିମନ୍ତେ ବହୁ ପ୍ରସିଦ୍ଧ ଅଟେ। ଏଠାରେ ପ୍ରକୃତିର ସୌନ୍ଦର୍ୟ୍ୟ ଏପରି ରହିଛି ଯେ, ଏହା ସ୍ୱର୍ଗ ସଦୃଶ ଲାଗିଥାଏ।…
Read More...

ଗୁଜରାଟ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତାକଡରେ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ ; ୧୩ ମୃତ

ଗୁଜରାଟ : ଗୁଜରାଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁରଟର କୋସମ୍ବା ଗ୍ରାମର କିମ ରାସ୍ତାରେ ଏକ ଟ୍ରକ ରାସ୍ତାକଡ଼ (ଫୁଟପାଥ)ରେ ଶୋଇଥିବା ୧୮ ଜଣଙ୍କ ଉପରେ ମାଡି ଓଲଟି ଯିବାରୁ ୧୩ ଜଣଙ୍କ…
Read More...

ଜାଣନ୍ତୁ ; ଜୋତା ,ଚପଲ ଭାଗ୍ୟ ଉପରେ କି ପ୍ରଭାବ ପକାଏ

ବ୍ୟକ୍ତିର ପରିଚୟ ତା ପୋଷାକ ଓ ଜୋତା, ଚପଲରୁ ଜଣାପଡିଥାଏ ବୋଲି କୁହାଯାଏ, ଏଥିରେ ବ୍ୟକ୍ତିର ବିଶେଷତ୍ୱ ରହିଛି ବୋଲି ମଧ୍ୟ ମାନ୍ୟତା ରହିଛି। ମାତ୍ର ଯେକେହି ଉତ୍ତମ ପୋଷାକ ପିନ୍ଧିଲେ ମଧ୍ୟ ଜୋତା ଭଲ ନଥିଲେ ତା’କୁ ଅଧିକ…
Read More...

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ; ଗୁରୁତର ରୋଗୀଙ୍କୁ ବୋହିଲେ ୩ କିଲୋମିଟର

ଠାକୁରମୁଣ୍ଡା : ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜଣେ ଗୁରୁତର ରୋଗୀଙ୍କୁ ୩ କିଲୋମିଟର ବୋହି ମାନବିକତା ଦେଖାଯାଇଛନ୍ତି। ଏପରି ଘଟଣା ମୟୁରଭଞ୍ଜ ଜିଲାର ଯଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରିବିଲ…
Read More...